Scilab/C2/Installing/Oriya

From Script | Spoken-Tutorial
Revision as of 13:12, 11 May 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Installation of Scilab on Windows operating system ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ମୁଁ, windows ଅପରେଟିଙ୍ଗ ସିଷ୍ଟମରେ, Scilab ଭର୍ସନ୍ 5.2 ଇନଷ୍ଟଲ କରିବି
00:13 ଏହି ପ୍ରଣାଳୀ, Scilab ର ସମସ୍ତ ଭର୍ସନ ଏବଂ windows ଅପରେଟିଙ୍ଗ ସିଷ୍ଟମର ଅନ୍ୟ ଭର୍ସନ ପାଇଁ ଲାଗୁ ଅଟେ
00:20 ଆପଣ, scilab.org ୱେବସାଇଟରୁ scilabକୁ ଡାଉନଲୋଡ୍ କରିପାରିବେ
00:25 ପ୍ରଡକ୍ଟସକୁ ଯା’ନ୍ତୁ, ଡାଉନଲୋଡ୍ ଚୟନ କରି କ୍ଲିକ୍ କରନ୍ତୁ
00:31 ତଳକୁ ସ୍କ୍ରୋଲ କରନ୍ତୁ, windows ବିଭାଗରେ ଥିବା scilab 5.2 ଉପରେ କ୍ଲିକ୍ କରନ୍ତୁ
00:41 exe ଫାଇଲକୁ ଡାଉନଲୋଡ୍ କରିବା ପାଇଁ ଏକ ଡାୟଲଗ୍ ବକ୍ସ ଖୋଲିବ
00:45 Save ଉପରେ କ୍ଲିକ୍ କରନ୍ତୁ, ଡାଉନଲୋଡିଙ୍ଗ୍ ଆରମ୍ଭ ହେବ
00:50 ଏହା କିଛି ସମୟ ନେବ. ଏହାକୁ ମିନିମାଇଜ୍ କରିଦିଅନ୍ତୁ
00:54 ବ୍ରାଉଜରକୁ ମିନିମାଇଜ୍ କରିଦିଅନ୍ତୁ
00:58 ଏହା, ଡାଉନଲୋଡ୍ ପେଜକୁ ସିଧା ଲିଙ୍କ ଅଟେ
01:03 ଇନଷ୍ଟଲେଶନ୍ ଆରମ୍ଭ କରିବା ପୁର୍ବରୁ, ଏହା ନିଶ୍ଚିତ କରନ୍ତୁ ଯେ, ଆପଣଙ୍କ କମ୍ପ୍ୟୁଟର୍ ଇଣ୍ଟରନେଟ ସହିତ ସଂଯୋଗ ହୋଇଛି
01:10 Intel Math Kernal Libraryକୁ ଡାଉନଲୋଡ ଓ ଇନଷ୍ଟଲ୍ କରିବା ଆବଶ୍ୟକ
01:16 ମୁଁ ଏହାକୁ ମିନିମାଇଜ୍ କରିଦେବି
01:18 ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ପାଇଁ, scilab Setup ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:25 ରନ୍ କ୍ଲିକ୍ କରନ୍ତୁ
01:28 Set up language ଭାବେ English ଚୟନ କରି OK କ୍ଲିକ୍ କରନ୍ତୁ
01:33 ଏହା, Scilab Setup Wizard ଆରମ୍ଭ କରିବ
01:37 ଜାରିରଖିବା ପାଇଁ Next କ୍ଲିକ୍ କରନ୍ତୁ
01:39 ଲାଇସେନ୍ସ ଏଗ୍ରୀମେଣ୍ଟକୁ ଆକ୍ସେପ୍ଟ କରି Next କ୍ଲିକ୍ କରନ୍ତୁ
01:42 Scilabକୁ କମ୍ପ୍ୟୁଟରରେ ଇନଷ୍ଟଲ କରିବା ପାଇଁ ଗୋଟିଏ ଫୋଲ୍ଡର୍ ର ଚୟନ କରନ୍ତୁ
01:47 Next ଉପରେ କ୍ଲିକ୍ କରନ୍ତୁ. Full Installation କରନ୍ତୁ
01:50 Next କ୍ଲିକ୍ କରନ୍ତୁ
01:52 Next କ୍ଲିକ୍ କରନ୍ତୁ
01:55 ଇନଷ୍ଟଲେଶନ ଆରମ୍ଭ କରିବା ପାଇଁ, install ଉପରେ କ୍ଲିକ୍ କରନ୍ତୁ
01:58 ଇଣ୍ଟରନେଟ୍ ସଂଯୋଗର ଅନୁମତି ପାଇଁ, OK କ୍ଲିକ୍ କରନ୍ତୁ
02:03 ଏହା, Scilab ପାଇଁ Intel Math Kernal Libraryର ଡାଉନଲୋଡ୍ ଆରମ୍ଭ କରିବ
02:11 ଏହା କିଛି ସମୟ ନେବ
02:20 Intel Math Kernal Libraryର ଡାଉନଲୋଡ୍ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ scilabର ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଛି
02:28 ଏହା କିଛି ସମୟ ନେବ
02:46 Scilabର ଇନଷ୍ଟଲେଶନ ସମ୍ପୂର୍ଣ୍ଣ ହୋଇସାରିଛି. Finish କ୍ଲିକ୍ କରନ୍ତୁ
02:51 ଏହା, ଆପଣଙ୍କ କମ୍ପ୍ୟୁଟରରେ Scilab 5.2 ଲଞ୍ଚ କରିବ
03:00 ମୁଁ ଏହାକୁ ବନ୍ଦ କରିଦେବି
03:03 ଏହିସମୟରେ ଆମପାଖରେ, scilab ଉପରେ ଅନେକ ଅନ୍ୟ ସ୍ପୋକନ ଟ୍ୟୁଟୋରିଆଲ ଅଛି
03:08 ଏଗୁଡିକ ନିମ୍ନରେ ତାଲିକାଭୁକ୍ତ ହୋଇଛି
03:12 scilab.in ୱେବସାଇଟ ମାଧ୍ୟମରେ, ଭାରତରେ Scilab ପ୍ରୟାସ ପରିଚାଳିତ ହେଉଅଛି
03:18 ସେଥିରେ କେତେକ ରୋଚକ ପ୍ରୋଜେକ୍ଟ ଚାଲୁଅଛି
03:21 ସେଥିମଧ୍ୟରୁ ଗୋଟିଏ ହେଉଛି Textbook project, ଯାହା scilab ବ୍ୟବହାରକରି ଷ୍ଟାଣ୍ଡାର୍ଡ ଟେକ୍ସଟ ବୂକଗୁଡିକରେ ସମାଧିତ ଉଦାହରଣଗୁଡିକୁ କୋଡ୍ କରିଥାଏ
03:28 Link project, ୟୁଜରମାନଙ୍କୁ, ଜ୍ଞାତ Scilab ଡକୁମେଣ୍ଟଗୁଡିକୁ ଲିଙ୍କ୍ କରିବା ଓ ସେଗୁଡ଼ିକୁ rank କରିବା ପାଇଁ ଅନୁମତି ଦେଇଥାଏ
03:35 ଆମେ, Scilab କର୍ମଶାଳା ଆୟୋଜନ କରିବାରେ ମଧ୍ୟ ସାହାଯ୍ୟ କରିଥାଉ
03:38 ଆମ ପାଖରେ ଦୁଇଟି ମେଲିଙ୍ଗ୍ ଲିଷ୍ଟ ଅଛି, ଗୋଟିଏ ଘୋଷଣା ଓ ଅନ୍ୟଟି ଆଲୋଚନା ପାଇଁ ଉଦ୍ଦିଷ୍ଟ
03:44 ଆମେ, ଆମର ସମସ୍ତ କାର୍ଯ୍ୟରେ, ଆପଣଙ୍କର ଅଂଶଗ୍ରହଣତାକୁ ନିମନ୍ତ୍ରଣ କରୁଛୁ
03:47 ସ୍ପୋକନ ଟ୍ୟୁଟୋରିଆଲକୁ ଫେରିଆସନ୍ତୁ
03:50 କଥିତ ଭାଗଟି, ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ ହେବ
03:54 ଏଗୁଡିକ, spoken-tutorial.org ୱେବସାଇଟରେ ଉପଲବ୍ଧ
03:58 ଏହି ଟ୍ୟୁଟୋରିଆଲଗୁଡିକ, Scilabରେ Level 0 ଟ୍ରେନିଙ୍ଗର କିଛି ଅଂଶ ଗଠନ କରିଥାଏ
04:03 ଏହି ଟ୍ୟୁଟୋରିଆଲଗୁଡିକ, ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ଉପଲବ୍ଧ
04:07 ଏହି ମାର୍ଗରେ ଆମେ, ଅନେକ FOSS ସିଷ୍ଟମ କଭର କରିବାକୁ ଚାହୁଁଛୁ
04:11 ଏହା ଉପରେ ଆପଣମାନଙ୍କ ମତାମତକୁ ଆମେ ସ୍ୱାଗତ କରୁଛୁ
04:14 ଆମେ, ଆପଣମାନଙ୍କର ଅଂଶଗ୍ରହଣତାକୁ ମଧ୍ୟ ସ୍ୱାଗତ କରୁଛୁ
04:17 * software ନିମନ୍ତେ ଆଉଟଲାଇନ ଲେଖିବା ପାଇଁ
04:20 ମୂଳ ସ୍କ୍ରିପ୍ଟ ଲେଖିବା ପାଇଁ
04:22 ସ୍ପୋକନ ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ
04:25 ସ୍କ୍ରିପ୍ଟକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ
04:28 ସ୍କ୍ରିପ୍ଟ ବ୍ୟବହାରକରି, ଭାରତୀୟ ଭାଷାରେ ଅଡିଓକୁ ଡବ୍ କରିବା ପାଇଁ
04:33 ଉପରୋକ୍ତ ସମସ୍ତ ଉପରେ ଆପଣଙ୍କର ସମୀକ୍ଷା ଓ ମତାମତ ପାଇଁ
04:36 ଆମେ, ଆପଣମାନଙ୍କୁ, ଏହି ସ୍ପୋକନ ଟ୍ୟୁଟୋରିଆଲ ବ୍ୟବହାରକରି କର୍ମଶାଳା ଆୟୋଜନ କରିବା ପାଇଁ ସ୍ୱାଗତ କରୁଛୁ
04:42 ଏହି ସ୍ପୋକନ ଟ୍ୟୁଟୋରିଆଲ ଉପରେ ଦକ୍ଷତା ଅଧ୍ୟୟନ ଆୟୋଜନ କରିବା ପାଇଁ ମଧ୍ୟ ସ୍ୱାଗତ କରୁଛୁ
04:47 Audio, video, automatic translation ଇତ୍ୟାଦି ଉପରେ ଟେକ୍ନୋଲୋଜୀ ସହଯୋଗ ଦେଇପାରୁଥିବା, ବିଶେଷଜ୍ଞମାନଙ୍କୁ ମଧ୍ୟ ଆମେ ଖୋଜୁଛୁ
04:55 ଏହି ସମସ୍ତ କାର୍ଯ୍ୟ ପାଇଁ ଆମେ ବିତ୍ତପୋଷଣ କରୁଛୁ
04:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:07 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
05:11 ଆଇଆଇଟି ବମ୍ୱେ ତରଫରୁ,
05:13 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
05:16 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep