Scilab/C2/Installing/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Installation of Scilab on Windows operating system ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ମୁଁ, windows ଅପରେଟିଙ୍ଗ ସିଷ୍ଟମରେ, Scilab ଭର୍ସନ୍ 5.2 ଇନଷ୍ଟଲ କରିବି |
00:13 | ଏହି ପ୍ରଣାଳୀ, Scilab ର ସମସ୍ତ ଭର୍ସନ ଏବଂ windows ଅପରେଟିଙ୍ଗ ସିଷ୍ଟମର ଅନ୍ୟ ଭର୍ସନ ପାଇଁ ଲାଗୁ ଅଟେ |
00:20 | ଆପଣ, scilab.org ୱେବସାଇଟରୁ scilabକୁ ଡାଉନଲୋଡ୍ କରିପାରିବେ |
00:25 | ପ୍ରଡକ୍ଟସକୁ ଯା’ନ୍ତୁ, ଡାଉନଲୋଡ୍ ଚୟନ କରି କ୍ଲିକ୍ କରନ୍ତୁ |
00:31 | ତଳକୁ ସ୍କ୍ରୋଲ କରନ୍ତୁ, windows ବିଭାଗରେ ଥିବା scilab 5.2 ଉପରେ କ୍ଲିକ୍ କରନ୍ତୁ |
00:41 | exe ଫାଇଲକୁ ଡାଉନଲୋଡ୍ କରିବା ପାଇଁ ଏକ ଡାୟଲଗ୍ ବକ୍ସ ଖୋଲିବ |
00:45 | Save ଉପରେ କ୍ଲିକ୍ କରନ୍ତୁ, ଡାଉନଲୋଡିଙ୍ଗ୍ ଆରମ୍ଭ ହେବ |
00:50 | ଏହା କିଛି ସମୟ ନେବ. ଏହାକୁ ମିନିମାଇଜ୍ କରିଦିଅନ୍ତୁ |
00:54 | ବ୍ରାଉଜରକୁ ମିନିମାଇଜ୍ କରିଦିଅନ୍ତୁ |
00:58 | ଏହା, ଡାଉନଲୋଡ୍ ପେଜକୁ ସିଧା ଲିଙ୍କ ଅଟେ |
01:03 | ଇନଷ୍ଟଲେଶନ୍ ଆରମ୍ଭ କରିବା ପୁର୍ବରୁ, ଏହା ନିଶ୍ଚିତ କରନ୍ତୁ ଯେ, ଆପଣଙ୍କ କମ୍ପ୍ୟୁଟର୍ ଇଣ୍ଟରନେଟ ସହିତ ସଂଯୋଗ ହୋଇଛି |
01:10 | Intel Math Kernal Libraryକୁ ଡାଉନଲୋଡ ଓ ଇନଷ୍ଟଲ୍ କରିବା ଆବଶ୍ୟକ |
01:16 | ମୁଁ ଏହାକୁ ମିନିମାଇଜ୍ କରିଦେବି |
01:18 | ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ପାଇଁ, scilab Setup ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:25 | ରନ୍ କ୍ଲିକ୍ କରନ୍ତୁ |
01:28 | Set up language ଭାବେ English ଚୟନ କରି OK କ୍ଲିକ୍ କରନ୍ତୁ |
01:33 | ଏହା, Scilab Setup Wizard ଆରମ୍ଭ କରିବ |
01:37 | ଜାରିରଖିବା ପାଇଁ Next କ୍ଲିକ୍ କରନ୍ତୁ |
01:39 | ଲାଇସେନ୍ସ ଏଗ୍ରୀମେଣ୍ଟକୁ ଆକ୍ସେପ୍ଟ କରି Next କ୍ଲିକ୍ କରନ୍ତୁ |
01:42 | Scilabକୁ କମ୍ପ୍ୟୁଟରରେ ଇନଷ୍ଟଲ କରିବା ପାଇଁ ଗୋଟିଏ ଫୋଲ୍ଡର୍ ର ଚୟନ କରନ୍ତୁ |
01:47 | Next ଉପରେ କ୍ଲିକ୍ କରନ୍ତୁ. Full Installation କରନ୍ତୁ |
01:50 | Next କ୍ଲିକ୍ କରନ୍ତୁ |
01:52 | Next କ୍ଲିକ୍ କରନ୍ତୁ |
01:55 | ଇନଷ୍ଟଲେଶନ ଆରମ୍ଭ କରିବା ପାଇଁ, install ଉପରେ କ୍ଲିକ୍ କରନ୍ତୁ |
01:58 | ଇଣ୍ଟରନେଟ୍ ସଂଯୋଗର ଅନୁମତି ପାଇଁ, OK କ୍ଲିକ୍ କରନ୍ତୁ |
02:03 | ଏହା, Scilab ପାଇଁ Intel Math Kernal Libraryର ଡାଉନଲୋଡ୍ ଆରମ୍ଭ କରିବ |
02:11 | ଏହା କିଛି ସମୟ ନେବ |
02:20 | Intel Math Kernal Libraryର ଡାଉନଲୋଡ୍ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ scilabର ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଛି |
02:28 | ଏହା କିଛି ସମୟ ନେବ |
02:46 | Scilabର ଇନଷ୍ଟଲେଶନ ସମ୍ପୂର୍ଣ୍ଣ ହୋଇସାରିଛି. Finish କ୍ଲିକ୍ କରନ୍ତୁ |
02:51 | ଏହା, ଆପଣଙ୍କ କମ୍ପ୍ୟୁଟରରେ Scilab 5.2 ଲଞ୍ଚ କରିବ |
03:00 | ମୁଁ ଏହାକୁ ବନ୍ଦ କରିଦେବି |
03:03 | ଏହିସମୟରେ ଆମପାଖରେ, scilab ଉପରେ ଅନେକ ଅନ୍ୟ ସ୍ପୋକନ ଟ୍ୟୁଟୋରିଆଲ ଅଛି |
03:08 | ଏଗୁଡିକ ନିମ୍ନରେ ତାଲିକାଭୁକ୍ତ ହୋଇଛି |
03:12 | scilab.in ୱେବସାଇଟ ମାଧ୍ୟମରେ, ଭାରତରେ Scilab ପ୍ରୟାସ ପରିଚାଳିତ ହେଉଅଛି |
03:18 | ସେଥିରେ କେତେକ ରୋଚକ ପ୍ରୋଜେକ୍ଟ ଚାଲୁଅଛି |
03:21 | ସେଥିମଧ୍ୟରୁ ଗୋଟିଏ ହେଉଛି Textbook project, ଯାହା scilab ବ୍ୟବହାରକରି ଷ୍ଟାଣ୍ଡାର୍ଡ ଟେକ୍ସଟ ବୂକଗୁଡିକରେ ସମାଧିତ ଉଦାହରଣଗୁଡିକୁ କୋଡ୍ କରିଥାଏ |
03:28 | Link project, ୟୁଜରମାନଙ୍କୁ, ଜ୍ଞାତ Scilab ଡକୁମେଣ୍ଟଗୁଡିକୁ ଲିଙ୍କ୍ କରିବା ଓ ସେଗୁଡ଼ିକୁ rank କରିବା ପାଇଁ ଅନୁମତି ଦେଇଥାଏ |
03:35 | ଆମେ, Scilab କର୍ମଶାଳା ଆୟୋଜନ କରିବାରେ ମଧ୍ୟ ସାହାଯ୍ୟ କରିଥାଉ |
03:38 | ଆମ ପାଖରେ ଦୁଇଟି ମେଲିଙ୍ଗ୍ ଲିଷ୍ଟ ଅଛି, ଗୋଟିଏ ଘୋଷଣା ଓ ଅନ୍ୟଟି ଆଲୋଚନା ପାଇଁ ଉଦ୍ଦିଷ୍ଟ |
03:44 | ଆମେ, ଆମର ସମସ୍ତ କାର୍ଯ୍ୟରେ, ଆପଣଙ୍କର ଅଂଶଗ୍ରହଣତାକୁ ନିମନ୍ତ୍ରଣ କରୁଛୁ |
03:47 | ସ୍ପୋକନ ଟ୍ୟୁଟୋରିଆଲକୁ ଫେରିଆସନ୍ତୁ |
03:50 | କଥିତ ଭାଗଟି, ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ ହେବ |
03:54 | ଏଗୁଡିକ, spoken-tutorial.org ୱେବସାଇଟରେ ଉପଲବ୍ଧ |
03:58 | ଏହି ଟ୍ୟୁଟୋରିଆଲଗୁଡିକ, Scilabରେ Level 0 ଟ୍ରେନିଙ୍ଗର କିଛି ଅଂଶ ଗଠନ କରିଥାଏ |
04:03 | ଏହି ଟ୍ୟୁଟୋରିଆଲଗୁଡିକ, ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ଉପଲବ୍ଧ |
04:07 | ଏହି ମାର୍ଗରେ ଆମେ, ଅନେକ FOSS ସିଷ୍ଟମ କଭର କରିବାକୁ ଚାହୁଁଛୁ |
04:11 | ଏହା ଉପରେ ଆପଣମାନଙ୍କ ମତାମତକୁ ଆମେ ସ୍ୱାଗତ କରୁଛୁ |
04:14 | ଆମେ, ଆପଣମାନଙ୍କର ଅଂଶଗ୍ରହଣତାକୁ ମଧ୍ୟ ସ୍ୱାଗତ କରୁଛୁ |
04:17 | * software ନିମନ୍ତେ ଆଉଟଲାଇନ ଲେଖିବା ପାଇଁ |
04:20 | ମୂଳ ସ୍କ୍ରିପ୍ଟ ଲେଖିବା ପାଇଁ |
04:22 | ସ୍ପୋକନ ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ |
04:25 | ସ୍କ୍ରିପ୍ଟକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ |
04:28 | ସ୍କ୍ରିପ୍ଟ ବ୍ୟବହାରକରି, ଭାରତୀୟ ଭାଷାରେ ଅଡିଓକୁ ଡବ୍ କରିବା ପାଇଁ |
04:33 | ଉପରୋକ୍ତ ସମସ୍ତ ଉପରେ ଆପଣଙ୍କର ସମୀକ୍ଷା ଓ ମତାମତ ପାଇଁ |
04:36 | ଆମେ, ଆପଣମାନଙ୍କୁ, ଏହି ସ୍ପୋକନ ଟ୍ୟୁଟୋରିଆଲ ବ୍ୟବହାରକରି କର୍ମଶାଳା ଆୟୋଜନ କରିବା ପାଇଁ ସ୍ୱାଗତ କରୁଛୁ |
04:42 | ଏହି ସ୍ପୋକନ ଟ୍ୟୁଟୋରିଆଲ ଉପରେ ଦକ୍ଷତା ଅଧ୍ୟୟନ ଆୟୋଜନ କରିବା ପାଇଁ ମଧ୍ୟ ସ୍ୱାଗତ କରୁଛୁ |
04:47 | Audio, video, automatic translation ଇତ୍ୟାଦି ଉପରେ ଟେକ୍ନୋଲୋଜୀ ସହଯୋଗ ଦେଇପାରୁଥିବା, ବିଶେଷଜ୍ଞମାନଙ୍କୁ ମଧ୍ୟ ଆମେ ଖୋଜୁଛୁ |
04:55 | ଏହି ସମସ୍ତ କାର୍ଯ୍ୟ ପାଇଁ ଆମେ ବିତ୍ତପୋଷଣ କରୁଛୁ |
04:58 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
05:07 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
05:11 | ଆଇଆଇଟି ବମ୍ୱେ ତରଫରୁ, |
05:13 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
05:16 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |