Ruby/C2/Control-Statements/Oriya

From Script | Spoken-Tutorial
Revision as of 12:45, 10 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Rubyରେ Control Statements ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିବା
00:08 if ଷ୍ଟେଟମେଣ୍ଟ୍, elsif ଷ୍ଟେଟମେଣ୍ଟ୍
00:11 else, କେସ୍ ଷ୍ଟେଟମେଣ୍ଟ୍
00:14 ଏଠାରେ, ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04
00:18 Ruby 1.9.3
00:21 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Internet ସଂଯୋଗ ଥିବା ଆବଶ୍ୟକ
00:24 ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ
00:30 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:34 ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ବହୁ ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ
00:38 ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା
00:41 ତା’ପରେ, ruby ହାଇଫେନ୍ ଟ୍ୟୁଟୋରିଆଲ୍, control ହାଇଫେନ୍ statementsକୁ ଯିବା
00:47 ବର୍ତ୍ତମାନ ଆମେ, ସେହି ଫୋଲ୍ଡର୍ ମଧ୍ୟରେ ଅଛେ, ଚାଲନ୍ତୁ ଆଗକୁ ଯିବା
00:52 Rubyରେ if ଷ୍ଟେଟମେଣ୍ଟ ପାଇଁ ସିଣ୍ଟାକ୍ସ ନିମ୍ନ ଭଳି ହେବ:
00:56 if କଣ୍ଡିଶନ୍
00:58 ruby କୋଡ୍. end
01:01 ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
01:03 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
01:08 ଏହାକୁ. if ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ନାମ ଦିଅନ୍ତୁ
01:12 ମୋ ପାଖରେ if ଷ୍ଟେଟମେଣ୍ଟ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
01:15 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
01:19 ଏହି ଉଦାହରଣରେ, ମୁଁ ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରିଛି
01:23 ପ୍ରଥମେ, ଗୋଟିଏ ଲୋକଲ୍ ଭେରିଏବଲ୍ my_numକୁ ଘୋଷଣା କରନ୍ତୁ ଏବଂ ଏହାକୁ 2345 ଭାଲ୍ୟୁ ଆସାଇନ୍ କରନ୍ତୁ
01:31 ତା’ପରେ, ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ
01:34 if ଷ୍ଟେଟମେଣ୍ଟ ମଧ୍ୟରେ ଘୋଷିତ ହୋଇଥିବା, puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରିବ
01:39 if ଷ୍ଟେଟମେଣ୍ଟ, my_numର ଭାଲ୍ୟୁ 0 ଠାରୁ ବଡ କି ନୁହେଁ ଯାଞ୍ଚ୍ କରିବ
01:43 ଯଦି ଏହା ଅଟେ, ଏହା ଏକ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ
01:47 ବର୍ତ୍ତମାନ ଟର୍ମିନଲକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ:
01:51 ruby ସ୍ପେସ୍ if ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb
01:57 ଆଉଟପୁଟ୍, The value of my_num is greater than 0 ପ୍ରଦର୍ଶନ କରିବ
02:02 ଏହି ଆଉଟପୁଟ୍ ପ୍ରମାଣ କରେ ଯେ, if କଣ୍ଡିଶନ୍ true ରିଟର୍ନ କରେ
02:07 ବର୍ତ୍ତମାନ ଆପଣ, Rubyରେ ନିଜର if ଷ୍ଟେଟମେଣ୍ଟ ଲେଖିବା ପାଇଁ ସମର୍ଥ ହେବେ
02:12 ତା’ପରେ, ଚାଲନ୍ତୁ if-else ଷ୍ଟେଟମେଣ୍ଟ୍ ଦେଖିବା
02:16 elseର ବ୍ୟବହାର ପାଇଁ ସିଣ୍ଟାକ୍ସ ହେଉଛି:
02:18 if କଣ୍ଡିଶନ୍, ruby କୋଡ୍
02:20 else, ruby କୋଡ୍
02:22 end
02:24 ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
02:26 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
02:30 ଏହାକୁ, if ହାଇଫେନ୍ else ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ନାମ ଦିଅନ୍ତୁ
02:37 ମୋ ପାଖରେ if-else ଷ୍ଟେଟମେଣ୍ଟ୍ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
02:40 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
02:44 ଏହି ଉଦାହରଣରେ, ମୁଁ ଗୋଟିଏ if-else ଷ୍ଟେଟମେଣ୍ଟର ଘୋଷଣା କରିଛି
02:48 ପ୍ରଥମେ, ଗୋଟିଏ ଲୋକଲ୍ ଭେରିଏବଲ୍ my_numକୁ ଘୋଷଣା କରନ୍ତୁ ଏବଂ ଏହାକୁ -1 ଭାଲ୍ୟୁ ଆସାଇନ୍ କରନ୍ତୁ
02:55 ତା’ପରେ, ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ
02:58 if ଷ୍ଟେଟମେଣ୍ଟ, my_numର ଭାଲ୍ୟୁ 0 ଠାରୁ ବଡ କି ନୁହେଁ ଯାଞ୍ଚ୍ କରିବ
03:03 ଯଦି ହୁଏ, ଏହା ଏକ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ
03:06 ଯଦି ନୁହେଁ. ଏହା else ଷ୍ଟେଟମେଣ୍ଟକୁ ଯିବ
03:10 ଏହା stringକୁ ପ୍ରିଣ୍ଟ୍ କରିବ ଯାହା ସେଠାରେ ନିର୍ଦ୍ଦିଷ୍ଟ ହୋଇଥିବ
03:13 ବର୍ତ୍ତମାନ ଟର୍ମିନଲକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ:
03:18 ruby ସ୍ପେସ୍ if ହାଇଫେନ୍ else ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb
03:26 ଏବଂ ଆଉଟପୁଟ୍ ଦେଖନ୍ତୁ. ଆଉଟପୁଟ୍ The value of my_num is lesser than 0 ଭାବେ ପ୍ରଦର୍ଶନ କରିବ
03:32 ଏହା, else ଷ୍ଟେଟମେଣ୍ଟ୍ ନିଷ୍ପାଦନ ହୋଇଥିଲା ବୋଲି ପ୍ରଦର୍ଶନ କରେ
03:35 ବର୍ତ୍ତମାନ ଆପଣ, Rubyରେ ନିଜର if-else ଷ୍ଟେଟମେଣ୍ଟ ଲେଖିବା ପାଇଁ ସମର୍ଥ ହେବେ
03:41 ତା’ପରେ, ଚାଲନ୍ତୁ if-elsif ଷ୍ଟେଟମେଣ୍ଟ୍ ଦେଖିବା
03:45 elsif ର ବ୍ୟବହାର ପାଇଁ ସିଣ୍ଟାକ୍ସ ହେଉଛି:
03:48 if କଣ୍ଡିଶନ୍, ruby କୋଡ୍
03:50 elsif କଣ୍ଡିଶନ୍, ruby କୋଡ୍
03:52 else, ruby କୋଡ୍
03:54 end. ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
03:58 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
04:01 ଏହାକୁ, if ହାଇଫେନ୍ elsif ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ଭାବେ ନାମ ଦିଅନ୍ତୁ
04:07 ମୋ ପାଖରେ if-elsif ଷ୍ଟେଟମେଣ୍ଟ୍ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
04:10 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
04:14 ଏହି ଉଦାହରଣରେ, ମୁଁ ଗୋଟିଏ if-elsif ଷ୍ଟେଟମେଣ୍ଟର ଘୋଷଣା କରିଛି
04:19 ଏଠାରେ, ଗୋଟିଏ ଲୋକଲ୍ ଭେରିଏବଲ୍ my_numକୁ ମଧ୍ୟ ଘୋଷଣା କରନ୍ତୁ ଏବଂ ଏହାକୁ -1 ଭାଲ୍ୟୁ ଆସାଇନ୍ କରନ୍ତୁ
04:25 ତା’ପରେ, ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ
04:28 if ଷ୍ଟେଟମେଣ୍ଟ, my_numର ଭାଲ୍ୟୁ 0 ଠାରୁ ବଡ କି ନୁହେଁ ଯାଞ୍ଚ୍ କରିବ
04:32 ଯଦି ହୁଏ, ଏହା ଏକ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ
04:35 ଯଦି true ହେବ ନାହିଁ, ଏହା elsif ବିଭାଗ ମଧ୍ୟକୁ ଚାଲିଯିବ
04:39 ବର୍ତ୍ତମାନ ଏହା, my_numର ଭାଲ୍ୟୁ -1 ସହ ସମାନ କି ନୁହେଁ ଯାଞ୍ଚ୍ କରିବ
04:43 ଯଦି true ହୁଏ, ଏହା ସେଠାରେ ନିର୍ଦ୍ଦିଷ୍ଟ ହୋଇଥିବା ଷ୍ଟ୍ରିଙ୍ଗକୁ ପ୍ରିଣ୍ଟ୍ କରିବ
04:46 ଯଦି my_numର ଭାଲ୍ୟୁ, 0 ଠାରୁ ବଡ କିମ୍ବା -1 ସହ ସମାନ ନହୁଏ, ଏହା else ବିଭାଗକୁ ଚାଲିଯିବ
04:54 କିନ୍ତୁ, ଯେହେତୁ my_numର ଭାଲ୍ୟୁ -1 ସହ ସମାନ, ଏହା else ବ୍ଲକକୁ ଅଗ୍ରସର ହେବ ନାହିଁ
05:00 ଏବଂ ଏହା କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ ବାହାର କରିଦେବ
05:03 ବର୍ତ୍ତମାନ ଟର୍ମିନଲକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ:
05:07 ruby ସ୍ପେସ୍ if ହାଇଫେନ୍ elsif ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb
05:15 ଏବଂ ଆଉଟପୁଟ୍ ଦେଖନ୍ତୁ
05:17 ଆଉଟପୁଟ୍, The value of my_num is -1 and is lesser than 0 ଭାବେ ପ୍ରଦର୍ଶନ କରିବ
05:23 ଚାଲନ୍ତୁ, ଆମ ଫାଇଲକୁ ଫେରିଯିବା ଏବଂ my_numର ଭାଲ୍ୟୁକୁ 5କୁ ବଦଳାଇଦେବା
05:29 କୋଡକୁ save କରନ୍ତୁ ଏବଂ ଏହାକୁ ଟର୍ମିନଲ୍ ଉପରେ ନିଷ୍ପାଦନ କରନ୍ତୁ
05:35 ବର୍ତ୍ତମାନ ଏହା if କଣ୍ଡିଶନକୁ ସମ୍ପାଦନ କରିବ ଏବଂ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ
05:42 my_numର ଭାଲ୍ୟୁ, 0 ଠାରୁ ବଡ ଅଟେ
05:45 ଚାଲନ୍ତୁ, ଆମ ଫାଇଲକୁ ଫେରିଯିବା ଏବଂ my_numର ଭାଲ୍ୟୁକୁ -5କୁ ବଦଳାଇଦେବା
05:50 କୋଡକୁ save କରନ୍ତୁ ଏବଂ ଏହାକୁ ଟର୍ମିନଲ୍ ଉପରେ ନିଷ୍ପାଦନ କରନ୍ତୁ
05:55 ଏହି କ୍ଷେତ୍ରରେ, ଏହା else କଣ୍ଡିଶନକୁ ସମ୍ପାଦନ କରିବ ଏବଂ else ବ୍ଲକ୍ ମଧ୍ୟରେ ଥିବା puts ଷ୍ଟେଟମେଣ୍ଟ୍ ନିଷ୍ପାଦିତ ହେବ
06:03 ବର୍ତ୍ତମାନ ଆପଣ, Rubyରେ ନିଜର if-elsif ଷ୍ଟେଟମେଣ୍ଟ ଲେଖିବା ପାଇଁ ସମର୍ଥ ହେବେ
06:08 ତା’ପରେ, ଚାଲନ୍ତୁ କେସ୍ ଷ୍ଟେଟମେଣ୍ଟ୍ ଦେଖିବା
06:12 କେସ୍ ଷ୍ଟେଟମେଣ୍ଟ୍ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସିଲେକ୍ସନ୍ ଉପରେ ଆଧାରିତ, କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟ୍
06:17 ଏହି ଷ୍ଟେଟମେଣ୍ଟକୁ ବୁଝିବା ପାଇଁ, ଚାଲନ୍ତୁ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସକୁ ଦେଖିବା
06:22 caseକୁ ବ୍ୟବହାର କରିବା ପାଇଁ ସିଣ୍ଟାକ୍ସ ହେଉଛି:
06:24 case ଭେରିଏବଲ୍
06:26 when value 1
06:28 ruby କୋଡ୍. when value 2 ruby କୋଡ୍
06:31 else ruby କୋଡ୍. end
06:35 ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
06:37 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
06:41 ଏହାକୁ case ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ନାମ ଦିଅନ୍ତୁ
06:44 ମୋ ପାଖରେ କେସ୍ ଷ୍ଟେଟମେଣ୍ଟ୍ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
06:48 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
06:52 ଏହି ଉଦାହରଣରେ, ମୁଁ ଗୋଟିଏ କେସ୍ ଷ୍ଟେଟମେଣ୍ଟର ଘୋଷଣା କରିଛି
06:55 ଏଠାରେ ଗୋଟିଏ ପ୍ରିଣ୍ଟ୍ ଷ୍ଟେଟମେଣ୍ଟ୍ ଅଛି ଯାହା ଟର୍ମିନଲ୍ ଉପରେ ଗୋଟିଏ ପ୍ରଶ୍ନକୁ ପ୍ରିଣ୍ଟ୍ କରିବ
07:01 ତା’ପରେ ଗୋଟିଏ getsକୁ କଲ୍ କରନ୍ତୁ ଯାହା standard inputରୁ ଗୋଟିଏ ସିଙ୍ଗଲ୍ ଲାଇନ୍ ଡେଟାକୁ ଗ୍ରହଣ କରିବ
07:09 ତା’ପରେ chompକୁ ବ୍ୟବହାର କରି, ଯେକୌଣସି new line charactersର ଇନପୁଟ୍ ଡେଟାକୁ ବାହାର କରିହେବ
07:15 domain ନାମକ ଭେରିଏବଲରେ ପରିଣାମକୁ ଆସାଇନ୍ କରନ୍ତୁ
07:18 ତା’ପରେ ଗୋଟିଏ କେସ୍ ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ
07:22 ତାହାରି ଅଧ୍ୟରେ ଗୋଟିଏ when ଷ୍ଟେଟମେଣ୍ଟକୁ ଘୋଷଣା କରନ୍ତୁ
07:25 ଏହା, ନିର୍ଦ୍ଦିଷ୍ଟ ଷ୍ଟ୍ରିଙ୍ଗ୍, domainର ଭାଲ୍ୟୁ ସହିତ ମେଳ ହେଉଛି କି ନାହିଁ ଯାଞ୍ଚ୍ କରେ
07:30 ପ୍ରଥମେ ଏହା, domainର ଭାଲ୍ୟୁ UP କି ନୁହେଁ ଯାଞ୍ଚ୍ କରେ
07:34 ଯଦି ହୁଏ, ଏହା Uttar Pradesh ପ୍ରିଣ୍ଟ୍ କରିବ ଏବଂ କେସ୍ ଷ୍ଟେଟମେଣ୍ଟକୁ ବାହାର କରିଦେବ
07:39 ଯଦି domain, UP ହେବ ନାହିଁ, ତେବେ ଏହା domainର ଭାଲ୍ୟୁକୁ MP ପାଇଁ ଯାଞ୍ଚ୍ କରିବ
07:44 ଯଦି ହୁଏ, ଏହା Madhya Pradesh ପ୍ରିଣ୍ଟ୍ କରିବ ଏବଂ ଏହି ପରି
07:48 ଏହା domainର ଭାଲ୍ୟୁ ସହ ମେଳ ହେବା ଭାଲ୍ୟୁ ନମିଳିବା ପର୍ଯ୍ୟନ୍ତ ଯାଞ୍ଚ୍ କରିଚାଲିବ
07:53 ଏଠାରେ, ଏହା else ଷ୍ଟେଟମେଣ୍ଟକୁ ଭେଟିବ
07:56 ଯେହେତୁ ଉପରୋକ୍ତ କୌଣସି କଣ୍ଡିଶନ୍ true ନୁହେଁ
07:59 ଏହା ବାରମ୍ବାର ruby କୋଡକୁ ନିଷ୍ପାଦନ କରିବ ଯାହା else ଦ୍ଵାରା ଘୋଷିତ ହୋଇଥାଏ
08:03 ଉଦାହରଣ ଅନୁସାରେ ଏହା Unknown ପ୍ରିଣ୍ଟ୍ କରିବ
08:07 ବର୍ତ୍ତମାନ ଫାଇଲକୁ ସେଭ୍ କରନ୍ତୁ. ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
08:11 ruby ସ୍ପେସ୍ case ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb
08:18 Enter the state you live in: ଟର୍ମିନଲ୍ ଉପରେ ପ୍ରଦର୍ଶିତ ହେବ
08:22 UP ଟାଇପ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ
08:25 ଆଉଟପୁଟ୍, Uttar Pradesh ପ୍ରଦର୍ଶନ କରିବ
08:28 ତା’ପରେ, ପୂର୍ବଭଳି Ruby ଫାଇଲକୁ ପୂନର୍ବାର ନିଷ୍ପାଦନ କରନ୍ତୁ
08:31 ଏଥର ପ୍ରମ୍ପ୍ଟ ଉପରେ ଟାଇପ୍ କରନ୍ତୁ: KL ଏବଂ ଆଉଟପୁଟ୍ ଦେଖନ୍ତୁ
08:36 ଏହା Kerala ପ୍ରିଣ୍ଟ୍ କରିବ
08:38 ତା’ପରେ ଫାଇଲଟିକୁ ପୁନର୍ବାର ନିଷ୍ପାଦନ କରନ୍ତୁ
08:41 ଏଥର ପ୍ରମ୍ପ୍ଟ ଉପରେ TN ଟାଇପ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ
08:47 ଏହା Unknown ପ୍ରିଣ୍ଟ୍ କରିବ
08:50 ଏହାର କାରଣ ହେଉଛି କୌଣସି cases ସାଟିସଫାଏ ହେଲା ନାହିଁ. ତେଣୁ ଡିଫଲ୍ଟ else statement ନିଷ୍ପାଦନ ହେବ
08:58 ବର୍ତ୍ତମାନ ଆପଣ, Rubyରେ ନିଜର case-statements ଲେଖିବା ପାଇଁ ସମର୍ଥ ହେବେ
09:03 ଏହା ଆମକୁ ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:07 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିଲେ:
09:10 if ଷ୍ଟେଟମେଣ୍ଟ୍
09:12 else କନଷ୍ଟ୍ରକ୍ଟ, if-elsif ଓ
09:15 କେସ୍ ଷ୍ଟେଟମେଣ୍ଟ୍
09:17 ଗୋଟିଏ ଆସାଇନମେଣ୍ଟ୍ ଭାବେ- ଏକ Ruby ପ୍ରୋଗ୍ରାମ୍ ଲେଖନ୍ତୁ
09:20 ଯାହା, ଗୋଟିଏ ୟୁଜରକୁ ଏକ ସଂଖ୍ୟାକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରିବ
09:23 ତା’ପରେ, ଉପଯୁକ୍ତ କଣ୍ଟ୍ରୋଲ୍ ଷ୍ଟେଟମେଣ୍ଟ୍ ବ୍ୟବହାର କରନ୍ତୁ
09:26 ସଂଖ୍ୟାଟି 2 ର ମଲ୍ଟିପଲ୍ କି ନୁହେଁ ଯାଞ୍ଚ୍ କରନ୍ତୁ
09:29 ଯଦି ଅଟେ, ତେବେ ପ୍ରିଣ୍ଟ୍ କରନ୍ତୁ: The number entered is a multiple of 2
09:35 ଯଦି ନୁହେଁ, ଏହା ଗୋଟିଏ 3ର ମଲ୍ଟିପଲ୍ କି, ଯାଞ୍ଚ୍ କରନ୍ତୁ
09:38 ଯଦି ଅଟେ, ତେବେ ପ୍ରିଣ୍ଟ୍ କରନ୍ତୁ: The number entered is a multiple of 3
09:43 ଯଦି ନୁହେଁ, ଏହା ଗୋଟିଏ 4ର ମଲ୍ଟିପଲ୍ କି, ଯାଞ୍ଚ୍ କରନ୍ତୁ
09:47 ଯଦି ଅଟେ, ତେବେ ପ୍ରିଣ୍ଟ୍ କରନ୍ତୁ: The number entered is a multiple of 4
09:51 ଯଦି ନୁହେଁ, ଏହା ପ୍ରିଣ୍ଟ୍ କରିବ: The number is not a multiple of 2, 3 or 4
09:56 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:00 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:03 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:09 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:13 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:16 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:21 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
10:26 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
10:32 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:41 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep