Ruby/C2/Control-Statements/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Rubyରେ Control Statements ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିବା |
| 00:08 | if ଷ୍ଟେଟମେଣ୍ଟ୍, elsif ଷ୍ଟେଟମେଣ୍ଟ୍ |
| 00:11 | else, କେସ୍ ଷ୍ଟେଟମେଣ୍ଟ୍ |
| 00:14 | ଏଠାରେ, ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04 |
| 00:18 | Ruby 1.9.3 |
| 00:21 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Internet ସଂଯୋଗ ଥିବା ଆବଶ୍ୟକ |
| 00:24 | ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ |
| 00:30 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:34 | ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ବହୁ ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ |
| 00:38 | ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା |
| 00:41 | ତା’ପରେ, ruby ହାଇଫେନ୍ ଟ୍ୟୁଟୋରିଆଲ୍, control ହାଇଫେନ୍ statementsକୁ ଯିବା |
| 00:47 | ବର୍ତ୍ତମାନ ଆମେ, ସେହି ଫୋଲ୍ଡର୍ ମଧ୍ୟରେ ଅଛେ, ଚାଲନ୍ତୁ ଆଗକୁ ଯିବା |
| 00:52 | Rubyରେ if ଷ୍ଟେଟମେଣ୍ଟ ପାଇଁ ସିଣ୍ଟାକ୍ସ ନିମ୍ନ ଭଳି ହେବ: |
| 00:56 | if କଣ୍ଡିଶନ୍ |
| 00:58 | ruby କୋଡ୍. end |
| 01:01 | ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
| 01:03 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 01:08 | ଏହାକୁ. if ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ନାମ ଦିଅନ୍ତୁ |
| 01:12 | ମୋ ପାଖରେ if ଷ୍ଟେଟମେଣ୍ଟ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 01:15 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 01:19 | ଏହି ଉଦାହରଣରେ, ମୁଁ ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରିଛି |
| 01:23 | ପ୍ରଥମେ, ଗୋଟିଏ ଲୋକଲ୍ ଭେରିଏବଲ୍ my_numକୁ ଘୋଷଣା କରନ୍ତୁ ଏବଂ ଏହାକୁ 2345 ଭାଲ୍ୟୁ ଆସାଇନ୍ କରନ୍ତୁ |
| 01:31 | ତା’ପରେ, ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ |
| 01:34 | if ଷ୍ଟେଟମେଣ୍ଟ ମଧ୍ୟରେ ଘୋଷିତ ହୋଇଥିବା, puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରିବ |
| 01:39 | if ଷ୍ଟେଟମେଣ୍ଟ, my_numର ଭାଲ୍ୟୁ 0 ଠାରୁ ବଡ କି ନୁହେଁ ଯାଞ୍ଚ୍ କରିବ |
| 01:43 | ଯଦି ଏହା ଅଟେ, ଏହା ଏକ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ |
| 01:47 | ବର୍ତ୍ତମାନ ଟର୍ମିନଲକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
| 01:51 | ruby ସ୍ପେସ୍ if ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb |
| 01:57 | ଆଉଟପୁଟ୍, The value of my_num is greater than 0 ପ୍ରଦର୍ଶନ କରିବ |
| 02:02 | ଏହି ଆଉଟପୁଟ୍ ପ୍ରମାଣ କରେ ଯେ, if କଣ୍ଡିଶନ୍ true ରିଟର୍ନ କରେ |
| 02:07 | ବର୍ତ୍ତମାନ ଆପଣ, Rubyରେ ନିଜର if ଷ୍ଟେଟମେଣ୍ଟ ଲେଖିବା ପାଇଁ ସମର୍ଥ ହେବେ |
| 02:12 | ତା’ପରେ, ଚାଲନ୍ତୁ if-else ଷ୍ଟେଟମେଣ୍ଟ୍ ଦେଖିବା |
| 02:16 | elseର ବ୍ୟବହାର ପାଇଁ ସିଣ୍ଟାକ୍ସ ହେଉଛି: |
| 02:18 | if କଣ୍ଡିଶନ୍, ruby କୋଡ୍ |
| 02:20 | else, ruby କୋଡ୍ |
| 02:22 | end |
| 02:24 | ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
| 02:26 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 02:30 | ଏହାକୁ, if ହାଇଫେନ୍ else ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ନାମ ଦିଅନ୍ତୁ |
| 02:37 | ମୋ ପାଖରେ if-else ଷ୍ଟେଟମେଣ୍ଟ୍ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 02:40 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 02:44 | ଏହି ଉଦାହରଣରେ, ମୁଁ ଗୋଟିଏ if-else ଷ୍ଟେଟମେଣ୍ଟର ଘୋଷଣା କରିଛି |
| 02:48 | ପ୍ରଥମେ, ଗୋଟିଏ ଲୋକଲ୍ ଭେରିଏବଲ୍ my_numକୁ ଘୋଷଣା କରନ୍ତୁ ଏବଂ ଏହାକୁ -1 ଭାଲ୍ୟୁ ଆସାଇନ୍ କରନ୍ତୁ |
| 02:55 | ତା’ପରେ, ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ |
| 02:58 | if ଷ୍ଟେଟମେଣ୍ଟ, my_numର ଭାଲ୍ୟୁ 0 ଠାରୁ ବଡ କି ନୁହେଁ ଯାଞ୍ଚ୍ କରିବ |
| 03:03 | ଯଦି ହୁଏ, ଏହା ଏକ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ |
| 03:06 | ଯଦି ନୁହେଁ. ଏହା else ଷ୍ଟେଟମେଣ୍ଟକୁ ଯିବ |
| 03:10 | ଏହା stringକୁ ପ୍ରିଣ୍ଟ୍ କରିବ ଯାହା ସେଠାରେ ନିର୍ଦ୍ଦିଷ୍ଟ ହୋଇଥିବ |
| 03:13 | ବର୍ତ୍ତମାନ ଟର୍ମିନଲକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
| 03:18 | ruby ସ୍ପେସ୍ if ହାଇଫେନ୍ else ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb |
| 03:26 | ଏବଂ ଆଉଟପୁଟ୍ ଦେଖନ୍ତୁ. ଆଉଟପୁଟ୍ The value of my_num is lesser than 0 ଭାବେ ପ୍ରଦର୍ଶନ କରିବ |
| 03:32 | ଏହା, else ଷ୍ଟେଟମେଣ୍ଟ୍ ନିଷ୍ପାଦନ ହୋଇଥିଲା ବୋଲି ପ୍ରଦର୍ଶନ କରେ |
| 03:35 | ବର୍ତ୍ତମାନ ଆପଣ, Rubyରେ ନିଜର if-else ଷ୍ଟେଟମେଣ୍ଟ ଲେଖିବା ପାଇଁ ସମର୍ଥ ହେବେ |
| 03:41 | ତା’ପରେ, ଚାଲନ୍ତୁ if-elsif ଷ୍ଟେଟମେଣ୍ଟ୍ ଦେଖିବା |
| 03:45 | elsif ର ବ୍ୟବହାର ପାଇଁ ସିଣ୍ଟାକ୍ସ ହେଉଛି: |
| 03:48 | if କଣ୍ଡିଶନ୍, ruby କୋଡ୍ |
| 03:50 | elsif କଣ୍ଡିଶନ୍, ruby କୋଡ୍ |
| 03:52 | else, ruby କୋଡ୍ |
| 03:54 | end. ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
| 03:58 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 04:01 | ଏହାକୁ, if ହାଇଫେନ୍ elsif ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ଭାବେ ନାମ ଦିଅନ୍ତୁ |
| 04:07 | ମୋ ପାଖରେ if-elsif ଷ୍ଟେଟମେଣ୍ଟ୍ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 04:10 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 04:14 | ଏହି ଉଦାହରଣରେ, ମୁଁ ଗୋଟିଏ if-elsif ଷ୍ଟେଟମେଣ୍ଟର ଘୋଷଣା କରିଛି |
| 04:19 | ଏଠାରେ, ଗୋଟିଏ ଲୋକଲ୍ ଭେରିଏବଲ୍ my_numକୁ ମଧ୍ୟ ଘୋଷଣା କରନ୍ତୁ ଏବଂ ଏହାକୁ -1 ଭାଲ୍ୟୁ ଆସାଇନ୍ କରନ୍ତୁ |
| 04:25 | ତା’ପରେ, ଗୋଟିଏ if ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ |
| 04:28 | if ଷ୍ଟେଟମେଣ୍ଟ, my_numର ଭାଲ୍ୟୁ 0 ଠାରୁ ବଡ କି ନୁହେଁ ଯାଞ୍ଚ୍ କରିବ |
| 04:32 | ଯଦି ହୁଏ, ଏହା ଏକ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ |
| 04:35 | ଯଦି true ହେବ ନାହିଁ, ଏହା elsif ବିଭାଗ ମଧ୍ୟକୁ ଚାଲିଯିବ |
| 04:39 | ବର୍ତ୍ତମାନ ଏହା, my_numର ଭାଲ୍ୟୁ -1 ସହ ସମାନ କି ନୁହେଁ ଯାଞ୍ଚ୍ କରିବ |
| 04:43 | ଯଦି true ହୁଏ, ଏହା ସେଠାରେ ନିର୍ଦ୍ଦିଷ୍ଟ ହୋଇଥିବା ଷ୍ଟ୍ରିଙ୍ଗକୁ ପ୍ରିଣ୍ଟ୍ କରିବ |
| 04:46 | ଯଦି my_numର ଭାଲ୍ୟୁ, 0 ଠାରୁ ବଡ କିମ୍ବା -1 ସହ ସମାନ ନହୁଏ, ଏହା else ବିଭାଗକୁ ଚାଲିଯିବ |
| 04:54 | କିନ୍ତୁ, ଯେହେତୁ my_numର ଭାଲ୍ୟୁ -1 ସହ ସମାନ, ଏହା else ବ୍ଲକକୁ ଅଗ୍ରସର ହେବ ନାହିଁ |
| 05:00 | ଏବଂ ଏହା କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ ବାହାର କରିଦେବ |
| 05:03 | ବର୍ତ୍ତମାନ ଟର୍ମିନଲକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
| 05:07 | ruby ସ୍ପେସ୍ if ହାଇଫେନ୍ elsif ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb |
| 05:15 | ଏବଂ ଆଉଟପୁଟ୍ ଦେଖନ୍ତୁ |
| 05:17 | ଆଉଟପୁଟ୍, The value of my_num is -1 and is lesser than 0 ଭାବେ ପ୍ରଦର୍ଶନ କରିବ |
| 05:23 | ଚାଲନ୍ତୁ, ଆମ ଫାଇଲକୁ ଫେରିଯିବା ଏବଂ my_numର ଭାଲ୍ୟୁକୁ 5କୁ ବଦଳାଇଦେବା |
| 05:29 | କୋଡକୁ save କରନ୍ତୁ ଏବଂ ଏହାକୁ ଟର୍ମିନଲ୍ ଉପରେ ନିଷ୍ପାଦନ କରନ୍ତୁ |
| 05:35 | ବର୍ତ୍ତମାନ ଏହା if କଣ୍ଡିଶନକୁ ସମ୍ପାଦନ କରିବ ଏବଂ ନିର୍ଦ୍ଦିଷ୍ଟ stringକୁ ପ୍ରିଣ୍ଟ୍ କରିବ |
| 05:42 | my_numର ଭାଲ୍ୟୁ, 0 ଠାରୁ ବଡ ଅଟେ |
| 05:45 | ଚାଲନ୍ତୁ, ଆମ ଫାଇଲକୁ ଫେରିଯିବା ଏବଂ my_numର ଭାଲ୍ୟୁକୁ -5କୁ ବଦଳାଇଦେବା |
| 05:50 | କୋଡକୁ save କରନ୍ତୁ ଏବଂ ଏହାକୁ ଟର୍ମିନଲ୍ ଉପରେ ନିଷ୍ପାଦନ କରନ୍ତୁ |
| 05:55 | ଏହି କ୍ଷେତ୍ରରେ, ଏହା else କଣ୍ଡିଶନକୁ ସମ୍ପାଦନ କରିବ ଏବଂ else ବ୍ଲକ୍ ମଧ୍ୟରେ ଥିବା puts ଷ୍ଟେଟମେଣ୍ଟ୍ ନିଷ୍ପାଦିତ ହେବ |
| 06:03 | ବର୍ତ୍ତମାନ ଆପଣ, Rubyରେ ନିଜର if-elsif ଷ୍ଟେଟମେଣ୍ଟ ଲେଖିବା ପାଇଁ ସମର୍ଥ ହେବେ |
| 06:08 | ତା’ପରେ, ଚାଲନ୍ତୁ କେସ୍ ଷ୍ଟେଟମେଣ୍ଟ୍ ଦେଖିବା |
| 06:12 | କେସ୍ ଷ୍ଟେଟମେଣ୍ଟ୍ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସିଲେକ୍ସନ୍ ଉପରେ ଆଧାରିତ, କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟ୍ |
| 06:17 | ଏହି ଷ୍ଟେଟମେଣ୍ଟକୁ ବୁଝିବା ପାଇଁ, ଚାଲନ୍ତୁ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସକୁ ଦେଖିବା |
| 06:22 | caseକୁ ବ୍ୟବହାର କରିବା ପାଇଁ ସିଣ୍ଟାକ୍ସ ହେଉଛି: |
| 06:24 | case ଭେରିଏବଲ୍ |
| 06:26 | when value 1 |
| 06:28 | ruby କୋଡ୍. when value 2 ruby କୋଡ୍ |
| 06:31 | else ruby କୋଡ୍. end |
| 06:35 | ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
| 06:37 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 06:41 | ଏହାକୁ case ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb ନାମ ଦିଅନ୍ତୁ |
| 06:44 | ମୋ ପାଖରେ କେସ୍ ଷ୍ଟେଟମେଣ୍ଟ୍ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 06:48 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 06:52 | ଏହି ଉଦାହରଣରେ, ମୁଁ ଗୋଟିଏ କେସ୍ ଷ୍ଟେଟମେଣ୍ଟର ଘୋଷଣା କରିଛି |
| 06:55 | ଏଠାରେ ଗୋଟିଏ ପ୍ରିଣ୍ଟ୍ ଷ୍ଟେଟମେଣ୍ଟ୍ ଅଛି ଯାହା ଟର୍ମିନଲ୍ ଉପରେ ଗୋଟିଏ ପ୍ରଶ୍ନକୁ ପ୍ରିଣ୍ଟ୍ କରିବ |
| 07:01 | ତା’ପରେ ଗୋଟିଏ getsକୁ କଲ୍ କରନ୍ତୁ ଯାହା standard inputରୁ ଗୋଟିଏ ସିଙ୍ଗଲ୍ ଲାଇନ୍ ଡେଟାକୁ ଗ୍ରହଣ କରିବ |
| 07:09 | ତା’ପରେ chompକୁ ବ୍ୟବହାର କରି, ଯେକୌଣସି new line charactersର ଇନପୁଟ୍ ଡେଟାକୁ ବାହାର କରିହେବ |
| 07:15 | domain ନାମକ ଭେରିଏବଲରେ ପରିଣାମକୁ ଆସାଇନ୍ କରନ୍ତୁ |
| 07:18 | ତା’ପରେ ଗୋଟିଏ କେସ୍ ଷ୍ଟେଟମେଣ୍ଟର ଘୋଷଣା କରନ୍ତୁ |
| 07:22 | ତାହାରି ଅଧ୍ୟରେ ଗୋଟିଏ when ଷ୍ଟେଟମେଣ୍ଟକୁ ଘୋଷଣା କରନ୍ତୁ |
| 07:25 | ଏହା, ନିର୍ଦ୍ଦିଷ୍ଟ ଷ୍ଟ୍ରିଙ୍ଗ୍, domainର ଭାଲ୍ୟୁ ସହିତ ମେଳ ହେଉଛି କି ନାହିଁ ଯାଞ୍ଚ୍ କରେ |
| 07:30 | ପ୍ରଥମେ ଏହା, domainର ଭାଲ୍ୟୁ UP କି ନୁହେଁ ଯାଞ୍ଚ୍ କରେ |
| 07:34 | ଯଦି ହୁଏ, ଏହା Uttar Pradesh ପ୍ରିଣ୍ଟ୍ କରିବ ଏବଂ କେସ୍ ଷ୍ଟେଟମେଣ୍ଟକୁ ବାହାର କରିଦେବ |
| 07:39 | ଯଦି domain, UP ହେବ ନାହିଁ, ତେବେ ଏହା domainର ଭାଲ୍ୟୁକୁ MP ପାଇଁ ଯାଞ୍ଚ୍ କରିବ |
| 07:44 | ଯଦି ହୁଏ, ଏହା Madhya Pradesh ପ୍ରିଣ୍ଟ୍ କରିବ ଏବଂ ଏହି ପରି |
| 07:48 | ଏହା domainର ଭାଲ୍ୟୁ ସହ ମେଳ ହେବା ଭାଲ୍ୟୁ ନମିଳିବା ପର୍ଯ୍ୟନ୍ତ ଯାଞ୍ଚ୍ କରିଚାଲିବ |
| 07:53 | ଏଠାରେ, ଏହା else ଷ୍ଟେଟମେଣ୍ଟକୁ ଭେଟିବ |
| 07:56 | ଯେହେତୁ ଉପରୋକ୍ତ କୌଣସି କଣ୍ଡିଶନ୍ true ନୁହେଁ |
| 07:59 | ଏହା ବାରମ୍ବାର ruby କୋଡକୁ ନିଷ୍ପାଦନ କରିବ ଯାହା else ଦ୍ଵାରା ଘୋଷିତ ହୋଇଥାଏ |
| 08:03 | ଉଦାହରଣ ଅନୁସାରେ ଏହା Unknown ପ୍ରିଣ୍ଟ୍ କରିବ |
| 08:07 | ବର୍ତ୍ତମାନ ଫାଇଲକୁ ସେଭ୍ କରନ୍ତୁ. ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
| 08:11 | ruby ସ୍ପେସ୍ case ହାଇଫେନ୍ ଷ୍ଟେଟମେଣ୍ଟ୍ ଡଟ୍ rb |
| 08:18 | Enter the state you live in: ଟର୍ମିନଲ୍ ଉପରେ ପ୍ରଦର୍ଶିତ ହେବ |
| 08:22 | UP ଟାଇପ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ |
| 08:25 | ଆଉଟପୁଟ୍, Uttar Pradesh ପ୍ରଦର୍ଶନ କରିବ |
| 08:28 | ତା’ପରେ, ପୂର୍ବଭଳି Ruby ଫାଇଲକୁ ପୂନର୍ବାର ନିଷ୍ପାଦନ କରନ୍ତୁ |
| 08:31 | ଏଥର ପ୍ରମ୍ପ୍ଟ ଉପରେ ଟାଇପ୍ କରନ୍ତୁ: KL ଏବଂ ଆଉଟପୁଟ୍ ଦେଖନ୍ତୁ |
| 08:36 | ଏହା Kerala ପ୍ରିଣ୍ଟ୍ କରିବ |
| 08:38 | ତା’ପରେ ଫାଇଲଟିକୁ ପୁନର୍ବାର ନିଷ୍ପାଦନ କରନ୍ତୁ |
| 08:41 | ଏଥର ପ୍ରମ୍ପ୍ଟ ଉପରେ TN ଟାଇପ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ |
| 08:47 | ଏହା Unknown ପ୍ରିଣ୍ଟ୍ କରିବ |
| 08:50 | ଏହାର କାରଣ ହେଉଛି କୌଣସି cases ସାଟିସଫାଏ ହେଲା ନାହିଁ. ତେଣୁ ଡିଫଲ୍ଟ else statement ନିଷ୍ପାଦନ ହେବ |
| 08:58 | ବର୍ତ୍ତମାନ ଆପଣ, Rubyରେ ନିଜର case-statements ଲେଖିବା ପାଇଁ ସମର୍ଥ ହେବେ |
| 09:03 | ଏହା ଆମକୁ ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 09:07 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିଲେ: |
| 09:10 | if ଷ୍ଟେଟମେଣ୍ଟ୍ |
| 09:12 | else କନଷ୍ଟ୍ରକ୍ଟ, if-elsif ଓ |
| 09:15 | କେସ୍ ଷ୍ଟେଟମେଣ୍ଟ୍ |
| 09:17 | ଗୋଟିଏ ଆସାଇନମେଣ୍ଟ୍ ଭାବେ- ଏକ Ruby ପ୍ରୋଗ୍ରାମ୍ ଲେଖନ୍ତୁ |
| 09:20 | ଯାହା, ଗୋଟିଏ ୟୁଜରକୁ ଏକ ସଂଖ୍ୟାକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରିବ |
| 09:23 | ତା’ପରେ, ଉପଯୁକ୍ତ କଣ୍ଟ୍ରୋଲ୍ ଷ୍ଟେଟମେଣ୍ଟ୍ ବ୍ୟବହାର କରନ୍ତୁ |
| 09:26 | ସଂଖ୍ୟାଟି 2 ର ମଲ୍ଟିପଲ୍ କି ନୁହେଁ ଯାଞ୍ଚ୍ କରନ୍ତୁ |
| 09:29 | ଯଦି ଅଟେ, ତେବେ ପ୍ରିଣ୍ଟ୍ କରନ୍ତୁ: The number entered is a multiple of 2 |
| 09:35 | ଯଦି ନୁହେଁ, ଏହା ଗୋଟିଏ 3ର ମଲ୍ଟିପଲ୍ କି, ଯାଞ୍ଚ୍ କରନ୍ତୁ |
| 09:38 | ଯଦି ଅଟେ, ତେବେ ପ୍ରିଣ୍ଟ୍ କରନ୍ତୁ: The number entered is a multiple of 3 |
| 09:43 | ଯଦି ନୁହେଁ, ଏହା ଗୋଟିଏ 4ର ମଲ୍ଟିପଲ୍ କି, ଯାଞ୍ଚ୍ କରନ୍ତୁ |
| 09:47 | ଯଦି ଅଟେ, ତେବେ ପ୍ରିଣ୍ଟ୍ କରନ୍ତୁ: The number entered is a multiple of 4 |
| 09:51 | ଯଦି ନୁହେଁ, ଏହା ପ୍ରିଣ୍ଟ୍ କରିବ: The number is not a multiple of 2, 3 or 4 |
| 09:56 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 10:00 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:03 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:13 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 10:16 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:21 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 10:26 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 10:32 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 10:41 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |