Difference between revisions of "PERL/C2/Blocks-in-Perl/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- | 00:01 | ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍...")
 
 
Line 6: Line 6:
 
| 00:01
 
| 00:01
 
| ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
 
| ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
 +
 
|-
 
|-
 
| 00:06
 
| 00:06
 
| ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା
 +
 
|-
 
|-
 
|00:13
 
|00:13
 
| ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି
 
| ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି
 +
 
|-
 
|-
 
|00:21
 
|00:21
 
| ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି
 
| ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି
 +
 
|-
 
|-
 
|00:26
 
|00:26
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 +
 
|-
 
|-
 
|00:31
 
|00:31
 
| ପ୍ରାକ୍-ଆବଶ୍ୟକତା ଅନୁଯାୟୀ  “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍‍”  ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍
 
| ପ୍ରାକ୍-ଆବଶ୍ୟକତା ଅନୁଯାୟୀ  “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍‍”  ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍
 +
 
|-
 
|-
 
| 00:38
 
| 00:38
 
| “ପର୍ଲ” ରେ “ଡାଟା ଷ୍ଟ୍ରକ୍‌‍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ
 
| “ପର୍ଲ” ରେ “ଡାଟା ଷ୍ଟ୍ରକ୍‌‍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ
 +
 
|-
 
|-
 
| 00:44
 
| 00:44
 
| ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
| 00:50
 
| 00:50
 
| “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ
 
| “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ
 +
 
|-
 
|-
 
|00:53
 
|00:53
 
| ଏହି “ବ୍ଲକ୍‌‍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍‌‍ର ବିଭିନ୍ନ ସୋପାନରେ ଏକ୍‌‍ଜେକ୍ୟୁଟ୍ ହୁଏ
 
| ଏହି “ବ୍ଲକ୍‌‍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍‌‍ର ବିଭିନ୍ନ ସୋପାନରେ ଏକ୍‌‍ଜେକ୍ୟୁଟ୍ ହୁଏ
 +
 
|-
 
|-
 
|00:59
 
|00:59
 
| ଏହି ବ୍ଲକ୍‌‍ଗୁଡ଼ିକ ହେଲା:
 
| ଏହି ବ୍ଲକ୍‌‍ଗୁଡ଼ିକ ହେଲା:
 +
 
|-
 
|-
 
| 01:01
 
| 01:01
| '''BEGIN'''  
+
| '''BEGIN''','''END'''  
+
|-
+
|01:02
+
|'''END'''  
+
  
 
|-
 
|-
 
|01:03
 
|01:03
|''' UNITCHECK'''
+
|''' UNITCHECK''', ''' CHECK. '''
 
+
|-
+
| 01:04
+
| ''' CHECK. '''
+
  
 
|-
 
|-
 
|01:05
 
|01:05
|''' INIT '''
+
|''' INIT ''', ଆସନ୍ତୁ  ”ବିଗିନ୍” ବ୍ଲକ୍‌‍କୁ ବୁଝିବା ସହ ଆରମ୍ଭ କରିବା
  
|-
 
|01:06
 
| ଆସନ୍ତୁ  ”ବିଗିନ୍” ବ୍ଲକ୍‌‍କୁ ବୁଝିବା ସହ ଆରମ୍ଭ କରିବା
 
 
|-
 
|-
 
|01:10
 
|01:10
 
| “ବିଗିନ୍‍” ବ୍ଲକ୍  କମ୍ପାଇଲେଶନ୍  ସମୟରେ ଏକ୍‌ଜେକ୍ୟୁଟ୍‍ ହୁଏ
 
| “ବିଗିନ୍‍” ବ୍ଲକ୍  କମ୍ପାଇଲେଶନ୍  ସମୟରେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|01:15
 
|01:15
 
| ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
 
| ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|01:22
 
|01:22
 
| “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ  ”ବିଗିନ୍” ବ୍ଲକ୍ସ ରଖିପାରିବା
 
| “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ  ”ବିଗିନ୍” ବ୍ଲକ୍ସ ରଖିପାରିବା
 +
 
|-
 
|-
 
|01:26
 
|01:26
 
| ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍‌ଜେକ୍ୟୁଟ୍‍ ହେବ
 
| ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍‌ଜେକ୍ୟୁଟ୍‍ ହେବ
 +
 
|-
 
|-
 
| 01:31
 
| 01:31
 
| ତାହା “First Define First Execute” ଢାଞ୍ଚାରେ ଅଛି
 
| ତାହା “First Define First Execute” ଢାଞ୍ଚାରେ ଅଛି
 +
 
|-
 
|-
 
|01:35
 
|01:35
 
| “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
 
| “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|01:40
 
|01:40
 
| କ୍ୟାପିଟାଲ୍ ଲେଟର୍‌‍ରେ”ବିଗିନ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 
| କ୍ୟାପିଟାଲ୍ ଲେଟର୍‌‍ରେ”ବିଗିନ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍  
 +
 
|-
 
|-
 
| 01:45
 
| 01:45
 
| “ଏଣ୍ଟର” ଦବାନ୍ତୁ
 
| “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|01:47
 
|01:47
 
| କମ୍ପାଇଲେସନ୍ ସମୟରେ ଏକ୍‌ଜେକ୍ୟୁଟ୍‍ ହେବାକୁଥିବା କୋଡ୍‌‍ର ଭାଗ  
 
| କମ୍ପାଇଲେସନ୍ ସମୟରେ ଏକ୍‌ଜେକ୍ୟୁଟ୍‍ ହେବାକୁଥିବା କୋଡ୍‌‍ର ଭାଗ  
 +
 
|-
 
|-
 
|01:51
 
|01:51
| “ଏଣ୍ଟର” ଦବାନ୍ତୁ
+
| “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍  
|-
+
 
|01:52
+
| କ୍ଲୋଜ୍ କର୍ଲୀ ବ୍ରାକେଟ୍  
+
 
|-
 
|-
 
|01:55
 
|01:55
 
| ଚାଲନ୍ତୁ ”ବିଗିନ୍” ବ୍ଲକ୍‌‍ର ଏକ ଉଦାହରଣ ଦେଖିବା
 
| ଚାଲନ୍ତୁ ”ବିଗିନ୍” ବ୍ଲକ୍‌‍ର ଏକ ଉଦାହରଣ ଦେଖିବା
 +
 
|-
 
|-
 
|01:59
 
|01:59
 
| ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
 
| ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
 +
 
|-
 
|-
 
|02:02
 
|02:02
 
| ''' gedit beginBlock dot pl ''' space '''ampersand'''
 
| ''' gedit beginBlock dot pl ''' space '''ampersand'''
 +
 
|-
 
|-
 
|02:08
 
|02:08
 
| ଓ “ଏଣ୍ଟର” ଦବାନ୍ତୁ
 
| ଓ “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|02:10
 
|02:10
 
| ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ
 
| ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ
 +
 
|-
 
|-
 
|02:15
 
|02:15
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|02:20
 
|02:20
 
| ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
 
| ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
 +
 
|-
 
|-
 
|02:24
 
|02:24
 
| ଏଠାରେ ଆମେ  ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ
 
| ଏଠାରେ ଆମେ  ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ
 +
 
|-
 
|-
 
|  02:31
 
|  02:31
 
| ସେହିପରି ମୁଁ ପ୍ରତ୍ୟେକ “ବିଗିନ୍‍” ବ୍ଲକ୍‌‍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍‌ମେଣ୍ଟ” ଲେଖିଛି
 
| ସେହିପରି ମୁଁ ପ୍ରତ୍ୟେକ “ବିଗିନ୍‍” ବ୍ଲକ୍‌‍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍‌ମେଣ୍ଟ” ଲେଖିଛି
 +
 
|-
 
|-
 
|  02:37
 
|  02:37
 
| ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍‍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ
 
| ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍‍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ
 +
 
|-
 
|-
 
| 02:42
 
| 02:42
 
| ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‌ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
 
| ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‌ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
 +
 
|-
 
|-
 
|02:49
 
|02:49
 
| ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ
 +
 
|-
 
|-
 
| 02:53
 
| 02:53
 
| ଏହାପରେ ଟର୍ମିନାଲ୍‌‍କୁ ଯାଇ ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରନ୍ତୁ
 
| ଏହାପରେ ଟର୍ମିନାଲ୍‌‍କୁ ଯାଇ ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରନ୍ତୁ
 +
 
|-
 
|-
 
| 02:58
 
| 02:58
 
|''' perl beginBlock dot pl'''
 
|''' perl beginBlock dot pl'''
 +
 
|-
 
|-
 
|03:01
 
|03:01
 
| ଓ “ଏଣ୍ଟର” ଦବାନ୍ତୁ
 
| ଓ “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|03:04
 
|03:04
 
| ଆପଣ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ଆଉଟ୍‌‍ପୁଟ୍ ପାଇବେ
 
| ଆପଣ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ଆଉଟ୍‌‍ପୁଟ୍ ପାଇବେ
 +
 
|-
 
|-
 
|  03:09
 
|  03:09
 
| ଧ୍ୟାନଦିଅନ୍ତୁ, ପ୍ରଥମ  ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ
 
| ଧ୍ୟାନଦିଅନ୍ତୁ, ପ୍ରଥମ  ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ
 +
 
|-
 
|-
 
|03:16
 
|03:16
 
| ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ
 
| ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ
 +
 
|-
 
|-
 
|  03:25
 
|  03:25
 
| “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଏ
 
| “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|  03:31
 
|  03:31
 
|  ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ:
 
|  ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ:
 +
 
|-
 
|-
 
|  03:34
 
|  03:34
 
| “ବିଗିନ୍‍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
 
| “ବିଗିନ୍‍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
| 03:40
 
| 03:40
 
| ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ
 
| ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ
 +
 
|-
 
|-
 
| 03:46
 
| 03:46
 
| “ବିଗିନ୍‍ ବ୍ଲକ୍” ସବୁବେଳେ '''First In First Out''' ପଦ୍ଧତିରେ ଏକ୍‌ଜେକ୍ୟୁଟ୍‍ ହୁଏ
 
| “ବିଗିନ୍‍ ବ୍ଲକ୍” ସବୁବେଳେ '''First In First Out''' ପଦ୍ଧତିରେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|03:52
 
|03:52
 
| ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍‌ଜେକ୍ୟୁସନ୍‍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍‌ଗୁଡ଼ିକୁ ମିଶାଇବା
 
| ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍‌ଜେକ୍ୟୁସନ୍‍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍‌ଗୁଡ଼ିକୁ ମିଶାଇବା
 +
 
|-
 
|-
 
|04:01
 
|04:01
 
| ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା
 
| ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା
 +
 
|-
 
|-
 
|04:04
 
|04:04
 
| “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍‌ଜେକ୍ୟୁଟ୍‍ ହୁଏ
 
| “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|04:09
 
|04:09
 
| ପର୍ଲ, ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍‌ଜେକ୍ୟୁଟ୍‍ ହୁଏ
 
| ପର୍ଲ, ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|04:17
 
|04:17
 
| ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା
 
| ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା
 +
 
|-
 
|-
 
|04:21
 
|04:21
 
| ଏହି ବ୍ଲକ୍‌ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଅନ୍ତି
 
| ଏହି ବ୍ଲକ୍‌ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଅନ୍ତି
 +
 
|-
 
|-
 
| 04:26
 
| 04:26
 
| ତାହା “'''Last define First execute” ଢାଞ୍ଚାରେ ଅଛି
 
| ତାହା “'''Last define First execute” ଢାଞ୍ଚାରେ ଅଛି
 +
 
|-
 
|-
 
|04:30
 
|04:30
 
| “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
 
| “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|04:35
 
|04:35
 
| କ୍ୟାପିଟାଲ ଲେଟର୍‌ରେ “END” ଓପନ୍‍ କର୍ଲୀ ବ୍ରାକେଟ୍‍
 
| କ୍ୟାପିଟାଲ ଲେଟର୍‌ରେ “END” ଓପନ୍‍ କର୍ଲୀ ବ୍ରାକେଟ୍‍
 +
 
|-
 
|-
 
|04:39
 
|04:39
| “ଏଣ୍ଟର୍” ଦବାନ୍ତୁ
+
| “ଏଣ୍ଟର୍” ଦବାନ୍ତୁ,ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌‍ର ଭାଗ  
|-
+
 
|04:40
+
| ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌‍ର ଭାଗ  
+
 
|-
 
|-
 
|04:45
 
|04:45
| “ଏଣ୍ଟର୍” ଦବାନ୍ତୁ
+
| “ଏଣ୍ଟର୍” ଦବାନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
|-
+
 
|04:46
+
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
+
 
|-
 
|-
 
|04:49
 
|04:49
 
| ଏବେ ଏଣ୍ଡ୍‍ ବ୍ଲକ୍ସର ଏକ ଉଦାହରଣ ଦେଖିବା
 
| ଏବେ ଏଣ୍ଡ୍‍ ବ୍ଲକ୍ସର ଏକ ଉଦାହରଣ ଦେଖିବା
 +
 
|-
 
|-
 
|04:53
 
|04:53
 
| ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
 
| ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
 +
 
|-
 
|-
 
|  04:56
 
|  04:56
 
|''' gedit endBlock dot pl space ampersand'''
 
|''' gedit endBlock dot pl space ampersand'''
 +
 
|-
 
|-
 
|  05:00
 
|  05:00
 
| ଓ “ଏଣ୍ଟର” ଦବାନ୍ତୁ
 
| ଓ “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|05:03
 
|05:03
 
| ଏହା “endBlock dot pl” ଫାଇଲ୍‌‍କୁ “gedit”ରେ ଖୋଲିବ
 
| ଏହା “endBlock dot pl” ଫାଇଲ୍‌‍କୁ “gedit”ରେ ଖୋଲିବ
 +
 
|-
 
|-
 
|  05:08
 
|  05:08
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
| 05:13
 
| 05:13
 
| ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
 
| ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
 +
 
|-
 
|-
 
|  05:17
 
|  05:17
 
| ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ
 
| ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ
 +
 
|-
 
|-
 
|  05:23
 
|  05:23
 
| ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍‌‍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍‌‍ମେଣ୍ଟ ଲେଖିଛୁ
 
| ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍‌‍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍‌‍ମେଣ୍ଟ ଲେଖିଛୁ
 +
 
|-
 
|-
 
|  05:29
 
|  05:29
 
| ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ
 
| ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ
 +
 
|-
 
|-
 
|05:34
 
|05:34
 
| ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍‌‍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
 
| ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍‌‍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
 +
 
|-
 
|-
 
|  05:41
 
|  05:41
 
| ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ
 +
 
|-
 
|-
 
|  05:45
 
|  05:45
 
| ଏହାପରେ ଟର୍ମିନାଲ୍‌‍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍‌‍ଜେକ୍ୟୁସନ୍‍ ପାଇଁ ଟାଇପ୍ କରନ୍ତୁ
 
| ଏହାପରେ ଟର୍ମିନାଲ୍‌‍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍‌‍ଜେକ୍ୟୁସନ୍‍ ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
|05:50
 
|05:50
 
|''' perl endBlock dot pl'''
 
|''' perl endBlock dot pl'''
 +
 
|-
 
|-
 
| 05:53
 
| 05:53
 
| ଓ “ଏଣ୍ଟର” ଦବାନ୍ତୁ
 
| ଓ “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|05:55
 
|05:55
 
| ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍‌‍ପୁଟ୍ ପାଇବେ
 
| ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍‌‍ପୁଟ୍ ପାଇବେ
 +
 
|-
 
|-
 
|06:00
 
|06:00
 
| ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି
 
| ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି
 +
 
|-
 
|-
 
| 06:06
 
| 06:06
 
| ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍‌ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ
 
| ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍‌ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ
 +
 
|-
 
|-
 
| 06:13
 
| 06:13
 
| ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍‌‍ଜେକ୍ୟୁଟ୍‍ ହେବ
 
| ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍‌‍ଜେକ୍ୟୁଟ୍‍ ହେବ
 +
 
|-
 
|-
 
|  06:20
 
|  06:20
 
| ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ
 
| ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ
 +
 
|-
 
|-
 
|  06:23
 
|  06:23
 
| “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍‍ ଶେଷରେ ଏକ୍‌‍ଜେକ୍ୟୁଟ୍‍ ହୁଏ
 
| “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍‍ ଶେଷରେ ଏକ୍‌‍ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|06:29
 
|06:29
 
| ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍‌‍ର ସ୍ଥାନ ଅଟେ ଓ
 
| ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍‌‍ର ସ୍ଥାନ ଅଟେ ଓ
 +
 
|-
 
|-
 
|06:36
 
|06:36
 
| “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍‌ଜେକ୍ୟୁଟ୍‍ ହୁଏ
 
| “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍‌ଜେକ୍ୟୁଟ୍‍ ହୁଏ
 +
 
|-
 
|-
 
|06:41
 
|06:41
 
| ତେଣୁ, “END” ବ୍ଲକ୍‌‍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍‌‍ରେ ତିଆରି ହୋଇଥିବା ଅବ୍‌‍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା
 
| ତେଣୁ, “END” ବ୍ଲକ୍‌‍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍‌‍ରେ ତିଆରି ହୋଇଥିବା ଅବ୍‌‍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା
 +
 
|-
 
|-
 
|06:49
 
|06:49
 
| ସେହିପରି, “ପର୍ଲ”ରେ “ୟୁନିଟ୍‌‍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି
 
| ସେହିପରି, “ପର୍ଲ”ରେ “ୟୁନିଟ୍‌‍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି
 +
 
|-
 
|-
 
|06:55
 
|06:55
 
| ଏହି ବ୍ଲକ୍‌‍ଗୁଡ଼ିକ ଡେଭ୍‌ଲପର୍‌ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ
 
| ଏହି ବ୍ଲକ୍‌‍ଗୁଡ଼ିକ ଡେଭ୍‌ଲପର୍‌ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ
 +
 
|-
 
|-
 
|07:02
 
|07:02
 
| ତେଣୁ, ମୁଁ ଏହି ବ୍ଲକ୍‌‍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି
 
| ତେଣୁ, ମୁଁ ଏହି ବ୍ଲକ୍‌‍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି
 +
 
|-
 
|-
 
|07:06
 
|07:06
 
| “ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌ଗୁଡ଼ିକ ବହୁତ ଉପଯୋଗୀ
 
| “ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌ଗୁଡ଼ିକ ବହୁତ ଉପଯୋଗୀ
 +
 
|-
 
|-
 
|07:10
 
|07:10
 
| ମୁଖ୍ୟ ପ୍ରୋଗ୍ରାମ୍‌‍ର  କମ୍ପାଇଲେଶନ୍ ଓ ଏକ୍‌ଜେକ୍ୟୁସନ୍‍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ  
 
| ମୁଖ୍ୟ ପ୍ରୋଗ୍ରାମ୍‌‍ର  କମ୍ପାଇଲେଶନ୍ ଓ ଏକ୍‌ଜେକ୍ୟୁସନ୍‍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ  
 +
 
|-
 
|-
 
|07:18
 
|07:18
 
| ଓ କମ୍ପାଇଲେସନ୍ ପରେ ଓ ଏକ୍‌ଜେକ୍ୟୁସନ୍‍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ
 
| ଓ କମ୍ପାଇଲେସନ୍ ପରେ ଓ ଏକ୍‌ଜେକ୍ୟୁସନ୍‍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ
 +
 
|-
 
|-
 
|07:24
 
|07:24
 
| “ୟୁନିଟ୍‌ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ
 
| “ୟୁନିଟ୍‌ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ
 +
 
|-
 
|-
 
|07:31
 
|07:31
 
| ଯେଉଁଠାରେକି’ “ଇନ୍‌ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ
 
| ଯେଉଁଠାରେକି’ “ଇନ୍‌ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ
 +
 
|-
 
|-
 
|07:37
 
|07:37
 
| “ୟୁନିଟ୍‌ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
 
| “ୟୁନିଟ୍‌ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|07:41
 
|07:41
 
|କ୍ୟାପିଟାଲ୍ ଲେଟର୍‌ରେ “ୟୁନିଟ୍‌ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
 
|କ୍ୟାପିଟାଲ୍ ଲେଟର୍‌ରେ “ୟୁନିଟ୍‌ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
 +
 
|-
 
|-
 
|07:46
 
|07:46
 
| “ଏଣ୍ଟର” ଦବାନ୍ତୁ
 
| “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|07:48
 
|07:48
 
| ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ
 
| ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ
 +
 
|-
 
|-
 
|07:50
 
|07:50
 
| “ଏଣ୍ଟର” ଦବାନ୍ତୁ
 
| “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|07:52
 
|07:52
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
 +
 
|-
 
|-
 
|07:54
 
|07:54
 
| “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
 
| “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|07:58
 
|07:58
 
|କ୍ୟାପିଟାଲ୍ ଲେଟର୍‌ରେ “ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
 
|କ୍ୟାପିଟାଲ୍ ଲେଟର୍‌ରେ “ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
 +
 
|-
 
|-
 
|08:03
 
|08:03
| “ଏଣ୍ଟର” ଦବାନ୍ତୁ
+
| “ଏଣ୍ଟର” ଦବାନ୍ତୁ,ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ  
|-
+
 
|08:04
+
| ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ  
+
 
|-
 
|-
 
|08:07
 
|08:07
| “ଏଣ୍ଟର” ଦବାନ୍ତୁ
+
| “ଏଣ୍ଟର” ଦବାନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
|-
+
 
|08:08
+
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
+
 
|-
 
|-
 
|08:11
 
|08:11
 
| “ଇନ୍‌ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
 
| “ଇନ୍‌ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
 +
 
|-
 
|-
 
|08:15
 
|08:15
 
|କ୍ୟାପିଟାଲ୍ ଲେଟର୍‌ରେ “ଇନ୍‌ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍
 
|କ୍ୟାପିଟାଲ୍ ଲେଟର୍‌ରେ “ଇନ୍‌ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍
 +
 
|-
 
|-
 
|08:20
 
|08:20
| “ଏଣ୍ଟର” ଦବାନ୍ତୁ
+
| “ଏଣ୍ଟର” ଦବାନ୍ତୁ,ଇନିଶିଆଲାଇଜ୍‍ ହେବାକୁ ଥିବା କୋଡ୍‌ର ଭାଗ
|-
+
 
|08:21
+
| ଇନିଶିଆଲାଇଜ୍‍ ହେବାକୁ ଥିବା କୋଡ୍‌ର ଭାଗ
+
 
|-
 
|-
 
|08:24
 
|08:24
 
| “ଏଣ୍ଟର” ଦବାନ୍ତୁ
 
| “ଏଣ୍ଟର” ଦବାନ୍ତୁ
 +
 
|-
 
|-
 
|08:26
 
|08:26
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
 
| କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
 +
 
|-
 
|-
 
|08:28
 
|08:28
 
| ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍‌ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି
 
| ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍‌ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି
 +
 
|-
 
|-
 
|08:36
 
|08:36
| ସଂକ୍ଷିପ୍ତରେ
+
| ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
|-
+
 
|08:37
+
| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
+
 
|-
 
|-
 
|08:40
 
|08:40
 
|ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି  
 
|ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି  
 +
 
|-
 
|-
 
|08:44
 
|08:44
 
| ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ  
 
| ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ  
 +
 
|-
 
|-
 
|08:48
 
|08:48
 
|“ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌‍ର ପରିଚୟ
 
|“ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌‍ର ପରିଚୟ
 +
 
|-
 
|-
 
|08:52
 
|08:52
 
| ଏକ ଆସାଇନ୍‌ମେଣ୍ଟ ଭାବେ-
 
| ଏକ ଆସାଇନ୍‌ମେଣ୍ଟ ଭାବେ-
 +
 
|-
 
|-
 
|08:54
 
|08:54
 
| ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍‍ ଟାଇପ୍ କରନ୍ତୁ;
 
| ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍‍ ଟାଇପ୍ କରନ୍ତୁ;
 +
 
|-
 
|-
 
|08:58
 
|08:58
 
| ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରି ଆଉଟ୍‌ପୁଟ୍‍ ଦେଖନ୍ତୁ
 
| ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରି ଆଉଟ୍‌ପୁଟ୍‍ ଦେଖନ୍ତୁ
 +
 
|-
 
|-
 
|09:02
 
|09:02
 
| ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
 
| ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
 +
 
|-
 
|-
 
|09:06
 
|09:06
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|09:09
 
|09:09
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 09:14
 
| 09:14
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|09:20
 
|09:20
 
| ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|09:24
 
|09:24
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
| 09:32
 
| 09:32
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‌ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‌ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|09:37
 
|09:37
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|09:45
 
|09:45
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ
 +
 
|-
 
|-
 
| 09:57
 
| 09:57
 
|  ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍‌କୁ ଉପଭୋଗ କରିଥିବେ
 
|  ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍‌କୁ ଉପଭୋଗ କରିଥିବେ
 +
 
|-
 
|-
 
|10:00
 
|10:00
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
 
|10:02
 
|10:02
 
|ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
 
|}
 
|}

Latest revision as of 18:37, 10 April 2017

Time Narration
00:01 ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା
00:13 ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି
00:21 ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି
00:26 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:31 ପ୍ରାକ୍-ଆବଶ୍ୟକତା ଅନୁଯାୟୀ “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍‍” ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍
00:38 “ପର୍ଲ” ରେ “ଡାଟା ଷ୍ଟ୍ରକ୍‌‍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ
00:44 ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:50 “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ
00:53 ଏହି “ବ୍ଲକ୍‌‍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍‌‍ର ବିଭିନ୍ନ ସୋପାନରେ ଏକ୍‌‍ଜେକ୍ୟୁଟ୍ ହୁଏ
00:59 ଏହି ବ୍ଲକ୍‌‍ଗୁଡ଼ିକ ହେଲା:
01:01 BEGIN,END
01:03 UNITCHECK, CHECK.
01:05 INIT , ଆସନ୍ତୁ ”ବିଗିନ୍” ବ୍ଲକ୍‌‍କୁ ବୁଝିବା ସହ ଆରମ୍ଭ କରିବା
01:10 “ବିଗିନ୍‍” ବ୍ଲକ୍ କମ୍ପାଇଲେଶନ୍ ସମୟରେ ଏକ୍‌ଜେକ୍ୟୁଟ୍‍ ହୁଏ
01:15 ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
01:22 “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ ”ବିଗିନ୍” ବ୍ଲକ୍ସ ରଖିପାରିବା
01:26 ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍‌ଜେକ୍ୟୁଟ୍‍ ହେବ
01:31 ତାହା “First Define First Execute” ଢାଞ୍ଚାରେ ଅଛି
01:35 “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
01:40 କ୍ୟାପିଟାଲ୍ ଲେଟର୍‌‍ରେ”ବିଗିନ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
01:45 “ଏଣ୍ଟର” ଦବାନ୍ତୁ
01:47 କମ୍ପାଇଲେସନ୍ ସମୟରେ ଏକ୍‌ଜେକ୍ୟୁଟ୍‍ ହେବାକୁଥିବା କୋଡ୍‌‍ର ଭାଗ
01:51 “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍
01:55 ଚାଲନ୍ତୁ ”ବିଗିନ୍” ବ୍ଲକ୍‌‍ର ଏକ ଉଦାହରଣ ଦେଖିବା
01:59 ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
02:02 gedit beginBlock dot pl space ampersand
02:08 ଓ “ଏଣ୍ଟର” ଦବାନ୍ତୁ
02:10 ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ
02:15 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
02:20 ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
02:24 ଏଠାରେ ଆମେ ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ
02:31 ସେହିପରି ମୁଁ ପ୍ରତ୍ୟେକ “ବିଗିନ୍‍” ବ୍ଲକ୍‌‍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍‌ମେଣ୍ଟ” ଲେଖିଛି
02:37 ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍‍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ
02:42 ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‌ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
02:49 ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ
02:53 ଏହାପରେ ଟର୍ମିନାଲ୍‌‍କୁ ଯାଇ ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରନ୍ତୁ
02:58 perl beginBlock dot pl
03:01 ଓ “ଏଣ୍ଟର” ଦବାନ୍ତୁ
03:04 ଆପଣ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ଆଉଟ୍‌‍ପୁଟ୍ ପାଇବେ
03:09 ଧ୍ୟାନଦିଅନ୍ତୁ, ପ୍ରଥମ ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ
03:16 ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ
03:25 “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଏ
03:31 ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ:
03:34 “ବିଗିନ୍‍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
03:40 ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ
03:46 “ବିଗିନ୍‍ ବ୍ଲକ୍” ସବୁବେଳେ First In First Out ପଦ୍ଧତିରେ ଏକ୍‌ଜେକ୍ୟୁଟ୍‍ ହୁଏ
03:52 ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍‌ଜେକ୍ୟୁସନ୍‍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍‌ଗୁଡ଼ିକୁ ମିଶାଇବା
04:01 ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା
04:04 “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍‌ଜେକ୍ୟୁଟ୍‍ ହୁଏ
04:09 ପର୍ଲ, ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍‌ଜେକ୍ୟୁଟ୍‍ ହୁଏ
04:17 ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା
04:21 ଏହି ବ୍ଲକ୍‌ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଅନ୍ତି
04:26 ତାହା “Last define First execute” ଢାଞ୍ଚାରେ ଅଛି
04:30 “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
04:35 କ୍ୟାପିଟାଲ ଲେଟର୍‌ରେ “END” ଓପନ୍‍ କର୍ଲୀ ବ୍ରାକେଟ୍‍
04:39 “ଏଣ୍ଟର୍” ଦବାନ୍ତୁ,ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌‍ର ଭାଗ
04:45 “ଏଣ୍ଟର୍” ଦବାନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
04:49 ଏବେ ଏଣ୍ଡ୍‍ ବ୍ଲକ୍ସର ଏକ ଉଦାହରଣ ଦେଖିବା
04:53 ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
04:56 gedit endBlock dot pl space ampersand
05:00 ଓ “ଏଣ୍ଟର” ଦବାନ୍ତୁ
05:03 ଏହା “endBlock dot pl” ଫାଇଲ୍‌‍କୁ “gedit”ରେ ଖୋଲିବ
05:08 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
05:13 ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
05:17 ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ
05:23 ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍‌‍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍‌‍ମେଣ୍ଟ ଲେଖିଛୁ
05:29 ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ
05:34 ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍‌‍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
05:41 ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ
05:45 ଏହାପରେ ଟର୍ମିନାଲ୍‌‍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍‌‍ଜେକ୍ୟୁସନ୍‍ ପାଇଁ ଟାଇପ୍ କରନ୍ତୁ
05:50 perl endBlock dot pl
05:53 ଓ “ଏଣ୍ଟର” ଦବାନ୍ତୁ
05:55 ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍‌‍ପୁଟ୍ ପାଇବେ
06:00 ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି
06:06 ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍‌ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ
06:13 ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍‌‍ଜେକ୍ୟୁଟ୍‍ ହେବ
06:20 ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ
06:23 “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍‍ ଶେଷରେ ଏକ୍‌‍ଜେକ୍ୟୁଟ୍‍ ହୁଏ
06:29 ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍‌‍ର ସ୍ଥାନ ଅଟେ ଓ
06:36 “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍‌ଜେକ୍ୟୁଟ୍‍ ହୁଏ
06:41 ତେଣୁ, “END” ବ୍ଲକ୍‌‍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍‌‍ରେ ତିଆରି ହୋଇଥିବା ଅବ୍‌‍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା
06:49 ସେହିପରି, “ପର୍ଲ”ରେ “ୟୁନିଟ୍‌‍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି
06:55 ଏହି ବ୍ଲକ୍‌‍ଗୁଡ଼ିକ ଡେଭ୍‌ଲପର୍‌ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ
07:02 ତେଣୁ, ମୁଁ ଏହି ବ୍ଲକ୍‌‍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି
07:06 “ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌ଗୁଡ଼ିକ ବହୁତ ଉପଯୋଗୀ
07:10 ମୁଖ୍ୟ ପ୍ରୋଗ୍ରାମ୍‌‍ର କମ୍ପାଇଲେଶନ୍ ଓ ଏକ୍‌ଜେକ୍ୟୁସନ୍‍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ
07:18 ଓ କମ୍ପାଇଲେସନ୍ ପରେ ଓ ଏକ୍‌ଜେକ୍ୟୁସନ୍‍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ
07:24 “ୟୁନିଟ୍‌ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ
07:31 ଯେଉଁଠାରେକି’ “ଇନ୍‌ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ
07:37 “ୟୁନିଟ୍‌ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
07:41 କ୍ୟାପିଟାଲ୍ ଲେଟର୍‌ରେ “ୟୁନିଟ୍‌ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
07:46 “ଏଣ୍ଟର” ଦବାନ୍ତୁ
07:48 ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ
07:50 “ଏଣ୍ଟର” ଦବାନ୍ତୁ
07:52 କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
07:54 “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
07:58 କ୍ୟାପିଟାଲ୍ ଲେଟର୍‌ରେ “ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
08:03 “ଏଣ୍ଟର” ଦବାନ୍ତୁ,ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ
08:07 “ଏଣ୍ଟର” ଦବାନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
08:11 “ଇନ୍‌ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
08:15 କ୍ୟାପିଟାଲ୍ ଲେଟର୍‌ରେ “ଇନ୍‌ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍
08:20 “ଏଣ୍ଟର” ଦବାନ୍ତୁ,ଇନିଶିଆଲାଇଜ୍‍ ହେବାକୁ ଥିବା କୋଡ୍‌ର ଭାଗ
08:24 “ଏଣ୍ଟର” ଦବାନ୍ତୁ
08:26 କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
08:28 ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍‌ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି
08:36 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
08:40 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
08:44 ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ
08:48 “ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌‍ର ପରିଚୟ
08:52 ଏକ ଆସାଇନ୍‌ମେଣ୍ଟ ଭାବେ-
08:54 ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍‍ ଟାଇପ୍ କରନ୍ତୁ;
08:58 ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରି ଆଉଟ୍‌ପୁଟ୍‍ ଦେଖନ୍ତୁ
09:02 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
09:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
09:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:20 ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:24 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‌ ପ୍ରୋଜେକ୍ଟର ଏକ ଅଂଶ
09:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ
09:57 ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍‌କୁ ଉପଭୋଗ କରିଥିବେ
10:00 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:02 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep