PERL/C2/Blocks-in-Perl/Oriya

From Script | Spoken-Tutorial
Jump to: navigation, search
Time Narration
00:01 ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା
00:13 ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି
00:21 ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି
00:26 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:31 ପ୍ରାକ୍-ଆବଶ୍ୟକତା ଅନୁଯାୟୀ “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍‍” ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍
00:38 “ପର୍ଲ” ରେ “ଡାଟା ଷ୍ଟ୍ରକ୍‌‍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ
00:44 ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:50 “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ
00:53 ଏହି “ବ୍ଲକ୍‌‍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍‌‍ର ବିଭିନ୍ନ ସୋପାନରେ ଏକ୍‌‍ଜେକ୍ୟୁଟ୍ ହୁଏ
00:59 ଏହି ବ୍ଲକ୍‌‍ଗୁଡ଼ିକ ହେଲା:
01:01 BEGIN,END
01:03 UNITCHECK, CHECK.
01:05 INIT , ଆସନ୍ତୁ ”ବିଗିନ୍” ବ୍ଲକ୍‌‍କୁ ବୁଝିବା ସହ ଆରମ୍ଭ କରିବା
01:10 “ବିଗିନ୍‍” ବ୍ଲକ୍ କମ୍ପାଇଲେଶନ୍ ସମୟରେ ଏକ୍‌ଜେକ୍ୟୁଟ୍‍ ହୁଏ
01:15 ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
01:22 “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ ”ବିଗିନ୍” ବ୍ଲକ୍ସ ରଖିପାରିବା
01:26 ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍‌ଜେକ୍ୟୁଟ୍‍ ହେବ
01:31 ତାହା “First Define First Execute” ଢାଞ୍ଚାରେ ଅଛି
01:35 “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
01:40 କ୍ୟାପିଟାଲ୍ ଲେଟର୍‌‍ରେ”ବିଗିନ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍
01:45 “ଏଣ୍ଟର” ଦବାନ୍ତୁ
01:47 କମ୍ପାଇଲେସନ୍ ସମୟରେ ଏକ୍‌ଜେକ୍ୟୁଟ୍‍ ହେବାକୁଥିବା କୋଡ୍‌‍ର ଭାଗ
01:51 “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍
01:55 ଚାଲନ୍ତୁ ”ବିଗିନ୍” ବ୍ଲକ୍‌‍ର ଏକ ଉଦାହରଣ ଦେଖିବା
01:59 ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
02:02 gedit beginBlock dot pl space ampersand
02:08 ଓ “ଏଣ୍ଟର” ଦବାନ୍ତୁ
02:10 ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ
02:15 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
02:20 ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
02:24 ଏଠାରେ ଆମେ ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ
02:31 ସେହିପରି ମୁଁ ପ୍ରତ୍ୟେକ “ବିଗିନ୍‍” ବ୍ଲକ୍‌‍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍‌ମେଣ୍ଟ” ଲେଖିଛି
02:37 ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍‍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ
02:42 ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‌ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
02:49 ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ
02:53 ଏହାପରେ ଟର୍ମିନାଲ୍‌‍କୁ ଯାଇ ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରନ୍ତୁ
02:58 perl beginBlock dot pl
03:01 ଓ “ଏଣ୍ଟର” ଦବାନ୍ତୁ
03:04 ଆପଣ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ଆଉଟ୍‌‍ପୁଟ୍ ପାଇବେ
03:09 ଧ୍ୟାନଦିଅନ୍ତୁ, ପ୍ରଥମ ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ
03:16 ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ
03:25 “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଏ
03:31 ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ:
03:34 “ବିଗିନ୍‍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍‌ଜେକ୍ୟୁଟ୍‍ ହୁଏ
03:40 ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ
03:46 “ବିଗିନ୍‍ ବ୍ଲକ୍” ସବୁବେଳେ First In First Out ପଦ୍ଧତିରେ ଏକ୍‌ଜେକ୍ୟୁଟ୍‍ ହୁଏ
03:52 ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍‌ଜେକ୍ୟୁସନ୍‍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍‌ଗୁଡ଼ିକୁ ମିଶାଇବା
04:01 ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା
04:04 “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍‌ଜେକ୍ୟୁଟ୍‍ ହୁଏ
04:09 ପର୍ଲ, ପ୍ରୋଗ୍ରାମ ଏକ୍‌ଜେକ୍ୟୁସନ୍‍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍‌ଜେକ୍ୟୁଟ୍‍ ହୁଏ
04:17 ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା
04:21 ଏହି ବ୍ଲକ୍‌ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍‌ଜେକ୍ୟୁଟ୍‍ ହୁଅନ୍ତି
04:26 ତାହା “Last define First execute” ଢାଞ୍ଚାରେ ଅଛି
04:30 “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି
04:35 କ୍ୟାପିଟାଲ ଲେଟର୍‌ରେ “END” ଓପନ୍‍ କର୍ଲୀ ବ୍ରାକେଟ୍‍
04:39 “ଏଣ୍ଟର୍” ଦବାନ୍ତୁ,ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌‍ର ଭାଗ
04:45 “ଏଣ୍ଟର୍” ଦବାନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
04:49 ଏବେ ଏଣ୍ଡ୍‍ ବ୍ଲକ୍ସର ଏକ ଉଦାହରଣ ଦେଖିବା
04:53 ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ
04:56 gedit endBlock dot pl space ampersand
05:00 ଓ “ଏଣ୍ଟର” ଦବାନ୍ତୁ
05:03 ଏହା “endBlock dot pl” ଫାଇଲ୍‌‍କୁ “gedit”ରେ ଖୋଲିବ
05:08 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
05:13 ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି
05:17 ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ
05:23 ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍‌‍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍‌‍ମେଣ୍ଟ ଲେଖିଛୁ
05:29 ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ
05:34 ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍‌‍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ
05:41 ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ
05:45 ଏହାପରେ ଟର୍ମିନାଲ୍‌‍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍‌‍ଜେକ୍ୟୁସନ୍‍ ପାଇଁ ଟାଇପ୍ କରନ୍ତୁ
05:50 perl endBlock dot pl
05:53 ଓ “ଏଣ୍ଟର” ଦବାନ୍ତୁ
05:55 ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍‌‍ପୁଟ୍ ପାଇବେ
06:00 ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି
06:06 ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍‌ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ
06:13 ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍‌‍ଜେକ୍ୟୁଟ୍‍ ହେବ
06:20 ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ
06:23 “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍‍ ଶେଷରେ ଏକ୍‌‍ଜେକ୍ୟୁଟ୍‍ ହୁଏ
06:29 ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍‌‍ର ସ୍ଥାନ ଅଟେ ଓ
06:36 “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍‌ଜେକ୍ୟୁଟ୍‍ ହୁଏ
06:41 ତେଣୁ, “END” ବ୍ଲକ୍‌‍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍‌‍ରେ ତିଆରି ହୋଇଥିବା ଅବ୍‌‍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା
06:49 ସେହିପରି, “ପର୍ଲ”ରେ “ୟୁନିଟ୍‌‍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି
06:55 ଏହି ବ୍ଲକ୍‌‍ଗୁଡ଼ିକ ଡେଭ୍‌ଲପର୍‌ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ
07:02 ତେଣୁ, ମୁଁ ଏହି ବ୍ଲକ୍‌‍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି
07:06 “ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌ଗୁଡ଼ିକ ବହୁତ ଉପଯୋଗୀ
07:10 ମୁଖ୍ୟ ପ୍ରୋଗ୍ରାମ୍‌‍ର କମ୍ପାଇଲେଶନ୍ ଓ ଏକ୍‌ଜେକ୍ୟୁସନ୍‍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ
07:18 ଓ କମ୍ପାଇଲେସନ୍ ପରେ ଓ ଏକ୍‌ଜେକ୍ୟୁସନ୍‍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ
07:24 “ୟୁନିଟ୍‌ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ
07:31 ଯେଉଁଠାରେକି’ “ଇନ୍‌ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ
07:37 “ୟୁନିଟ୍‌ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
07:41 କ୍ୟାପିଟାଲ୍ ଲେଟର୍‌ରେ “ୟୁନିଟ୍‌ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
07:46 “ଏଣ୍ଟର” ଦବାନ୍ତୁ
07:48 ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ
07:50 “ଏଣ୍ଟର” ଦବାନ୍ତୁ
07:52 କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
07:54 “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
07:58 କ୍ୟାପିଟାଲ୍ ଲେଟର୍‌ରେ “ଚେକ୍” ସ୍ପେସ୍ ଓପନ୍‍ କର୍ଲୀ ବ୍ରାକେଟ୍‍
08:03 “ଏଣ୍ଟର” ଦବାନ୍ତୁ,ଏକ୍‌ଜେକ୍ୟୁଟ୍‍ ହେବାକୁ ଥିବା କୋଡ୍‌ର ଭାଗ
08:07 “ଏଣ୍ଟର” ଦବାନ୍ତୁ,କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
08:11 “ଇନ୍‌ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି
08:15 କ୍ୟାପିଟାଲ୍ ଲେଟର୍‌ରେ “ଇନ୍‌ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍
08:20 “ଏଣ୍ଟର” ଦବାନ୍ତୁ,ଇନିଶିଆଲାଇଜ୍‍ ହେବାକୁ ଥିବା କୋଡ୍‌ର ଭାଗ
08:24 “ଏଣ୍ଟର” ଦବାନ୍ତୁ
08:26 କ୍ଲୋଜ୍‍ କର୍ଲୀ ବ୍ରାକେଟ୍‍
08:28 ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍‌ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି
08:36 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
08:40 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି
08:44 ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ
08:48 “ୟୁନିଟ୍‌ଚେକ୍, ଚେକ୍” ଓ “ଇନ୍‌ଇଟ୍” ବ୍ଲକ୍‌‍ର ପରିଚୟ
08:52 ଏକ ଆସାଇନ୍‌ମେଣ୍ଟ ଭାବେ-
08:54 ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍‍ ଟାଇପ୍ କରନ୍ତୁ;
08:58 ସ୍କ୍ରିପ୍ଟ ଏକ୍‌ଜେକ୍ୟୁଟ୍‍ କରି ଆଉଟ୍‌ପୁଟ୍‍ ଦେଖନ୍ତୁ
09:02 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
09:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
09:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:20 ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:24 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‌ ପ୍ରୋଜେକ୍ଟର ଏକ ଅଂଶ
09:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ
09:57 ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍‌କୁ ଉପଭୋଗ କରିଥିବେ
10:00 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:02 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep