OpenFOAM/C3/Using-PyFoam-Utilities/Oriya

From Script | Spoken-Tutorial
Revision as of 14:31, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, PyFoam Utilitiesର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ PyFoam Utilities ବିଷୟରେ ଶିଖିବା
00:12 PyFoam Utilitesକୁ କିପରି ବ୍ୟବହାର କରିବା
00:15 shockTube କେସ୍ ପାଇଁ PyFoam Utilitesକୁ ବ୍ୟବହାର କରି କିପରି ଡେଟାକୁ ରନ୍ ଓ ପ୍ଲଟ୍ କରିବା
00:22 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System 14.04
00:30 OpenFOAM ଭର୍ସନ୍ 2.3.0
00:34 PyFoam 0.6.5 ବ୍ୟବହାର କରୁଛି
00:37 ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର Linux terminalରେ କମାଣ୍ଡଗୁଡିକୁ ରନ୍ କରିବା ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:45 ଏବଂ OpenFOAM କେସଗୁଡିକୁ ରନ୍ ଓ ଆନାଲାଇଜ୍ କରିବାରେ କିଛି ଅଭିଜ୍ଞତା ଥିବା ଆବଶ୍ୟକ
00:51 ଚାଲନ୍ତୁ ମୁଁ ଆପଣଙ୍କୁ PyFoam utilities ସହିତ ପରିଚିତ କରୁଛି
00:55 utilityଗୁଡିକ, Python ପ୍ରୋଗ୍ରାମ୍ ଅଟନ୍ତି ଯେଉଁଗୁଡିକ PyFoam ସହିତ ଇନବିଲ୍ଟ ଥା’ନ୍ତି
01:01 ପ୍ରତ୍ୟେକ utilityର ଗୋଟିଏ ନିର୍ଦ୍ଦିଷ୍ଟ ଫଙ୍କଶନ୍ ଅଛି
01:05 Utilityଗୁଡିକ command lineରୁ ନିଷ୍ପାଦିତ ହୋଇଥା’ନ୍ତି
01:10 utilitesର ତାଲିକା ଯାହା tab completionକୁ ବ୍ୟବହାର କରି ଦେଖାଯାଇପାରିବ
01:16 terminalକୁ ଖୋଲନ୍ତୁ
01:18 utilityଗୁଡିକର ତାଲିକାକୁ pyFoam ଟାଇପ୍ କରି ଏବଂ Tab କୀକୁ ଦୁଇଥର ଦାବି ଦେଖାଯାଇପାରିବ
01:29 ସ୍ଲାଇଡକୁ ଫେରିଆସନ୍ତୁ
01:32 ପ୍ରତ୍ୟେକ utility ବିକଳ୍ପ minus help ସହିତ ନିଷ୍ପାଦନ କରାଯାଇପାରିବ
01:38 ଏହା କ’ଣ କରେ ଏବଂ ଏହାର ବିକଳ୍ପଗୁଡିକୁ ପ୍ରାପ୍ତ କରିବାରେ, ଏହା ଆମକୁ ସାହାଯ୍ୟ କରିବ
01:44 Shock Tube କେସକୁ ରନ୍ କରିବା ପାଇଁ ନିମ୍ନରେ ଥିବା PyFoam Utilitiesକୁ ବ୍ୟବହାର କରିବା
01:51 PyFoamRunner dot py, PyFoamSamplePlot dot pyକୁ ବ୍ୟବହାର କରନ୍ତୁ
01:58 ଏବଂ ତା’ପରେ PyFoamକୁ ବ୍ୟବହାର କରି ଦରକାରୀ ଡେଟାକୁ ପ୍ଲଟ୍ କରନ୍ତୁ
02:02 PyFoamRunner dot py, casesକୁ ରନ୍ କରିବା ପାଇଁ ବ୍ୟବହାର କରାଯାଇପାରେ
02:07 ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ଏହା log files ମଧ୍ୟ ସୃଷ୍ଟି କରିଥାଏ
02:12 ପୂର୍ବେ ସେଟଅପ୍ ହୋଇଥିବା sampleDictରୁ ପ୍ରାପ୍ତ ହୋଇଥିବା ବିଭିନ୍ନ ଡେଟାକୁ ପ୍ଲଟ୍ କରିବା ପାଇଁ ଏହି utilityକୁ ବ୍ୟବହାର କରାଯାଇଥାଏ
02:21 Shock Tube ଗୋଟିଏ instrument ଅଟେ ଯାହା ଗୋଟିଏ ସେନସରରେ ବ୍ଲାଷ୍ଟ ୱେଭଗୁଡିକୁ ରେପ୍ଲିକେଟ୍ ଓ ଡାଇରେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ
02:29 ପ୍ରକୃତ ବିସ୍ଫୋରଣ ଓ ସେଗୁଡିକର ପ୍ରଭାବଗୁଡିକର ମଡେଲ୍ କରିବା ପାଇଁ
02:34 ଏହି କ୍ଷେତ୍ରରେ, ରେକ୍ଟାଙ୍ଗଲ୍ ଟ୍ୟୁବର ଡାହାଣପଟେ ଚାପ କମ୍ ଥିବା ବେଳେ ବାମପଟେ ଅଧିକ ଚାପ ଥାଏ
02:42 ଉଭୟ ଚାପ ବଳୟ ଗୋଟିଏ ପତଳା ଡାଇଫାର୍ଗମ୍ ଦ୍ଵାରା ଅଲଗା ହୋଇଛନ୍ତି
02:47 Terminalକୁ ଖୋଲିବା ସହିତ compressible solver ମଧ୍ୟରେ ପାଥ୍ ପାଇଁ ଟାଇପ୍ କରନ୍ତୁ rhoCentralFoam
02:56 ls ଟାଇପ୍ କରନ୍ତୁ. ଆପଣ shockTube କେସକୁ ଦେଖିପାରିବେ
03:02 ଟାଇପ୍ କରନ୍ତୁ, cd space shockTube
03:05 ଆପଣ 0 dot org , constant ଓ system ନାମକ ତିନୋଟି ଫୋଲ୍ଡରକୁ ଦେଖିପାରିବେ
03:11 0 dot orgରୁ ଫାଇଲ୍ 0କୁ କପୀ କରିବା ଆବଶ୍ୟକ. ତେଣୁ, cp ସ୍ପେସ୍ minus r ସ୍ପେସ୍ 0 ଡଟ୍ org ସ୍ପେସ୍ 0କୁ ଟାଇପ୍ କରିବା ସହିତ Enter ଦାବନ୍ତୁ
03:26 ବର୍ତ୍ତମାନ, cd ସ୍ପେସ୍ systemକୁ ଟାଇପ୍ କରିବା ସହିତ system ଫୋଲ୍ଡରକୁ ଯା’ନ୍ତୁ
03:32 geditକୁ ବ୍ୟବହାର କରି sampleDict ଫାଇଲକୁ ଖୋଲନ୍ତୁ
03:37 ଫାଇଲର ନିମ୍ନକୁ ଯିବା ସହିତ U.Component(0)କୁ ବାହାର କରିଦିଅନ୍ତୁ
03:45 ଏହାକୁ Ux Uy ଓ Uz ସହିତ ପ୍ରତିସ୍ଥାପିତ କରନ୍ତୁ. rhoକୁ ମଧ୍ୟ ବାହାର କରିଦିଅନ୍ତୁ
03:53 ଫାଇଲକୁ ସେଭ୍ କରିବା ସହିତ ବାହାର କରନ୍ତୁ
03:56 cd ଡଟ୍ ଡଟ୍ ଟାଇପ୍ କରି ଗୋଟିଏ ଲେବଲ୍ ପଛକୁ ଯା’ନ୍ତୁ
04:01 geometryକୁ mesh କରିବା ପାଇଁ କମାଣ୍ଡ blockMeshକୁ ରନ୍ କରନ୍ତୁ
04:06 ଏହା ପରେ ଚାପର ବାଉଣ୍ଡାରୀ କଣ୍ଡିଶନକୁ ସେଟ୍ କରିବା ପାଇଁ setFields ଟାଇପ୍ କରନ୍ତୁ
04:13 ବର୍ତ୍ତମାନ pyFoam utility of pyFoamRunner.pyକୁ ବ୍ୟବହାର କରନ୍ତୁ
04:19 pyFoamRunner ଡଟ୍ py ସ୍ପେସ୍ ସହିତ ପଛକୁ solverର ନାମ RhoCentralFoamକୁ ଟାଇପ୍ କରନ୍ତୁ
04:28 ଏହା caseକୁ ରନ୍ କରିବା ସହିତ ଗୋଟିଏ postProcessing log ସୃଷ୍ଟି କରିବ
04:33 ls ଟାଇପ୍ କରନ୍ତୁ
04:35 ସୃଷ୍ଟି ହୋଇଥିବା ଲଗ୍ ଫାଇଲଗୁଡିକୁ ଆପଣ ଦେଖିପାରିବେ
04:39 ବର୍ତ୍ତମାନ sample utilityକୁ ରନ୍ କରିବା ପାଇଁ sample ଟାଇପ୍ କରନ୍ତୁ
04:44 ଏହା ପରେ pyFoamSamplePlot ଡଟ୍ py ସ୍ପେସ୍ ଡଟ୍ ସ୍ଲାଶ୍ ସ୍ପେସ୍ minus minus directory ଯାହା Dir equal to postProcessing/sets ସ୍ପେସ୍ ହାଇଫେନ୍ infoକୁ ବ୍ୟବହାର କରି ବିଭିନ୍ନ time steps ପାଇଁ ପ୍ଲଟ୍ କରିପାରିବା
05:10 ଏହା ଆମ ସହିତ କେଉଁ ଫିଲ୍ଡ ଅଛି ପ୍ରଦର୍ଶନ କରିବ
05:14 ତା’ପରେ ଟାଇପ୍ କରନ୍ତୁ, pyFoamSamplePlot.py ସ୍ପେସ୍ ଡଟ୍ ସ୍ଲାଶ୍ ସ୍ପେସ୍ minus minus dir equal to postProcessing/sets ସ୍ପେସ୍ minus minus field equal to capital T ସ୍ପେସ୍ minus minus mode equal to timesInOne ସ୍ପେସ୍ vertical pipe ସ୍ପେସ୍ gnuplot
05:44 ସୃଷ୍ଟି ହୋଇଥିବା ଆଉଟପୁଟ୍ ଗୋଟିଏ png file ହେବ
05:48 ls ଟାଇପ୍ କରନ୍ତୁ. ଆପଣ ସୃଷ୍ଟି ହୋଇଥିବା png ଫାଇଲକୁ ଦେଖିପାରିବେ
05:54 ଏହି ଟ୍ୟୁଟୋରିଆଲରେ ଆମେ PyFoam Utilities ବିଷୟରେ ଶିଖିଛେ
05:58 ଆମେ ମଧ୍ୟ ଶିଖିଲେ - ବିଭିନ୍ନ pyFoam utilities ପାଇଁ ଯାଞ୍ଚ କରିବା
06:03 solverକୁ ରନ୍ କରିବା ପାଇଁ pyFoamRunner.py
06:07 ଗୋଟିଏ png ଫାଇଲ୍ ସୃଷ୍ଟି କରିବା ପାଇଁ pyFoamSamplePlot ୟୁଟିଲିଟୀର ବ୍ୟବହାର
06:13 ଏହି ଫୋରମରେ ସମୟାନୁସାରେ ଆପଣଙ୍କ କ୍ଵେରୀଗୁଡିକୁ ପୋଷ୍ଟ କରନ୍ତୁ
06:17 ଦୟାକରି ସାଧାରଣ କ୍ଵେରୀଗୁଡିକୁ ଏହି ଫୋରମର OpenFOAMରେ ପୋଷ୍ଟ କରନ୍ତୁ
06:22 FOSSEE ଟିମ୍ TBC ପ୍ରୋଜେକ୍ଟର ସଞ୍ଚାଳନ କରନ୍ତି
06:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଅଧିକ ବିବରଣୀ ପାଇଁ ଏହି ୱେବସାଇଟକୁ ଯା’ନ୍ତୁ
06:36 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep