OpenFOAM/C3/Using-PyFoam-Utilities/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, PyFoam Utilitiesର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ PyFoam Utilities ବିଷୟରେ ଶିଖିବା |
| 00:12 | PyFoam Utilitesକୁ କିପରି ବ୍ୟବହାର କରିବା |
| 00:15 | shockTube କେସ୍ ପାଇଁ PyFoam Utilitesକୁ ବ୍ୟବହାର କରି କିପରି ଡେଟାକୁ ରନ୍ ଓ ପ୍ଲଟ୍ କରିବା |
| 00:22 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System 14.04 |
| 00:30 | OpenFOAM ଭର୍ସନ୍ 2.3.0 |
| 00:34 | PyFoam 0.6.5 ବ୍ୟବହାର କରୁଛି |
| 00:37 | ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର Linux terminalରେ କମାଣ୍ଡଗୁଡିକୁ ରନ୍ କରିବା ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:45 | ଏବଂ OpenFOAM କେସଗୁଡିକୁ ରନ୍ ଓ ଆନାଲାଇଜ୍ କରିବାରେ କିଛି ଅଭିଜ୍ଞତା ଥିବା ଆବଶ୍ୟକ |
| 00:51 | ଚାଲନ୍ତୁ ମୁଁ ଆପଣଙ୍କୁ PyFoam utilities ସହିତ ପରିଚିତ କରୁଛି |
| 00:55 | utilityଗୁଡିକ, Python ପ୍ରୋଗ୍ରାମ୍ ଅଟନ୍ତି ଯେଉଁଗୁଡିକ PyFoam ସହିତ ଇନବିଲ୍ଟ ଥା’ନ୍ତି |
| 01:01 | ପ୍ରତ୍ୟେକ utilityର ଗୋଟିଏ ନିର୍ଦ୍ଦିଷ୍ଟ ଫଙ୍କଶନ୍ ଅଛି |
| 01:05 | Utilityଗୁଡିକ command lineରୁ ନିଷ୍ପାଦିତ ହୋଇଥା’ନ୍ତି |
| 01:10 | utilitesର ତାଲିକା ଯାହା tab completionକୁ ବ୍ୟବହାର କରି ଦେଖାଯାଇପାରିବ |
| 01:16 | terminalକୁ ଖୋଲନ୍ତୁ |
| 01:18 | utilityଗୁଡିକର ତାଲିକାକୁ pyFoam ଟାଇପ୍ କରି ଏବଂ Tab କୀକୁ ଦୁଇଥର ଦାବି ଦେଖାଯାଇପାରିବ |
| 01:29 | ସ୍ଲାଇଡକୁ ଫେରିଆସନ୍ତୁ |
| 01:32 | ପ୍ରତ୍ୟେକ utility ବିକଳ୍ପ minus help ସହିତ ନିଷ୍ପାଦନ କରାଯାଇପାରିବ |
| 01:38 | ଏହା କ’ଣ କରେ ଏବଂ ଏହାର ବିକଳ୍ପଗୁଡିକୁ ପ୍ରାପ୍ତ କରିବାରେ, ଏହା ଆମକୁ ସାହାଯ୍ୟ କରିବ |
| 01:44 | Shock Tube କେସକୁ ରନ୍ କରିବା ପାଇଁ ନିମ୍ନରେ ଥିବା PyFoam Utilitiesକୁ ବ୍ୟବହାର କରିବା |
| 01:51 | PyFoamRunner dot py, PyFoamSamplePlot dot pyକୁ ବ୍ୟବହାର କରନ୍ତୁ |
| 01:58 | ଏବଂ ତା’ପରେ PyFoamକୁ ବ୍ୟବହାର କରି ଦରକାରୀ ଡେଟାକୁ ପ୍ଲଟ୍ କରନ୍ତୁ |
| 02:02 | PyFoamRunner dot py, casesକୁ ରନ୍ କରିବା ପାଇଁ ବ୍ୟବହାର କରାଯାଇପାରେ |
| 02:07 | ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ଏହା log files ମଧ୍ୟ ସୃଷ୍ଟି କରିଥାଏ |
| 02:12 | ପୂର୍ବେ ସେଟଅପ୍ ହୋଇଥିବା sampleDictରୁ ପ୍ରାପ୍ତ ହୋଇଥିବା ବିଭିନ୍ନ ଡେଟାକୁ ପ୍ଲଟ୍ କରିବା ପାଇଁ ଏହି utilityକୁ ବ୍ୟବହାର କରାଯାଇଥାଏ |
| 02:21 | Shock Tube ଗୋଟିଏ instrument ଅଟେ ଯାହା ଗୋଟିଏ ସେନସରରେ ବ୍ଲାଷ୍ଟ ୱେଭଗୁଡିକୁ ରେପ୍ଲିକେଟ୍ ଓ ଡାଇରେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ |
| 02:29 | ପ୍ରକୃତ ବିସ୍ଫୋରଣ ଓ ସେଗୁଡିକର ପ୍ରଭାବଗୁଡିକର ମଡେଲ୍ କରିବା ପାଇଁ |
| 02:34 | ଏହି କ୍ଷେତ୍ରରେ, ରେକ୍ଟାଙ୍ଗଲ୍ ଟ୍ୟୁବର ଡାହାଣପଟେ ଚାପ କମ୍ ଥିବା ବେଳେ ବାମପଟେ ଅଧିକ ଚାପ ଥାଏ |
| 02:42 | ଉଭୟ ଚାପ ବଳୟ ଗୋଟିଏ ପତଳା ଡାଇଫାର୍ଗମ୍ ଦ୍ଵାରା ଅଲଗା ହୋଇଛନ୍ତି |
| 02:47 | Terminalକୁ ଖୋଲିବା ସହିତ compressible solver ମଧ୍ୟରେ ପାଥ୍ ପାଇଁ ଟାଇପ୍ କରନ୍ତୁ rhoCentralFoam |
| 02:56 | ls ଟାଇପ୍ କରନ୍ତୁ. ଆପଣ shockTube କେସକୁ ଦେଖିପାରିବେ |
| 03:02 | ଟାଇପ୍ କରନ୍ତୁ, cd space shockTube |
| 03:05 | ଆପଣ 0 dot org , constant ଓ system ନାମକ ତିନୋଟି ଫୋଲ୍ଡରକୁ ଦେଖିପାରିବେ |
| 03:11 | 0 dot orgରୁ ଫାଇଲ୍ 0କୁ କପୀ କରିବା ଆବଶ୍ୟକ. ତେଣୁ, cp ସ୍ପେସ୍ minus r ସ୍ପେସ୍ 0 ଡଟ୍ org ସ୍ପେସ୍ 0କୁ ଟାଇପ୍ କରିବା ସହିତ Enter ଦାବନ୍ତୁ |
| 03:26 | ବର୍ତ୍ତମାନ, cd ସ୍ପେସ୍ systemକୁ ଟାଇପ୍ କରିବା ସହିତ system ଫୋଲ୍ଡରକୁ ଯା’ନ୍ତୁ |
| 03:32 | geditକୁ ବ୍ୟବହାର କରି sampleDict ଫାଇଲକୁ ଖୋଲନ୍ତୁ |
| 03:37 | ଫାଇଲର ନିମ୍ନକୁ ଯିବା ସହିତ U.Component(0)କୁ ବାହାର କରିଦିଅନ୍ତୁ |
| 03:45 | ଏହାକୁ Ux Uy ଓ Uz ସହିତ ପ୍ରତିସ୍ଥାପିତ କରନ୍ତୁ. rhoକୁ ମଧ୍ୟ ବାହାର କରିଦିଅନ୍ତୁ |
| 03:53 | ଫାଇଲକୁ ସେଭ୍ କରିବା ସହିତ ବାହାର କରନ୍ତୁ |
| 03:56 | cd ଡଟ୍ ଡଟ୍ ଟାଇପ୍ କରି ଗୋଟିଏ ଲେବଲ୍ ପଛକୁ ଯା’ନ୍ତୁ |
| 04:01 | geometryକୁ mesh କରିବା ପାଇଁ କମାଣ୍ଡ blockMeshକୁ ରନ୍ କରନ୍ତୁ |
| 04:06 | ଏହା ପରେ ଚାପର ବାଉଣ୍ଡାରୀ କଣ୍ଡିଶନକୁ ସେଟ୍ କରିବା ପାଇଁ setFields ଟାଇପ୍ କରନ୍ତୁ |
| 04:13 | ବର୍ତ୍ତମାନ pyFoam utility of pyFoamRunner.pyକୁ ବ୍ୟବହାର କରନ୍ତୁ |
| 04:19 | pyFoamRunner ଡଟ୍ py ସ୍ପେସ୍ ସହିତ ପଛକୁ solverର ନାମ RhoCentralFoamକୁ ଟାଇପ୍ କରନ୍ତୁ |
| 04:28 | ଏହା caseକୁ ରନ୍ କରିବା ସହିତ ଗୋଟିଏ postProcessing log ସୃଷ୍ଟି କରିବ |
| 04:33 | ls ଟାଇପ୍ କରନ୍ତୁ |
| 04:35 | ସୃଷ୍ଟି ହୋଇଥିବା ଲଗ୍ ଫାଇଲଗୁଡିକୁ ଆପଣ ଦେଖିପାରିବେ |
| 04:39 | ବର୍ତ୍ତମାନ sample utilityକୁ ରନ୍ କରିବା ପାଇଁ sample ଟାଇପ୍ କରନ୍ତୁ |
| 04:44 | ଏହା ପରେ pyFoamSamplePlot ଡଟ୍ py ସ୍ପେସ୍ ଡଟ୍ ସ୍ଲାଶ୍ ସ୍ପେସ୍ minus minus directory ଯାହା Dir equal to postProcessing/sets ସ୍ପେସ୍ ହାଇଫେନ୍ infoକୁ ବ୍ୟବହାର କରି ବିଭିନ୍ନ time steps ପାଇଁ ପ୍ଲଟ୍ କରିପାରିବା |
| 05:10 | ଏହା ଆମ ସହିତ କେଉଁ ଫିଲ୍ଡ ଅଛି ପ୍ରଦର୍ଶନ କରିବ |
| 05:14 | ତା’ପରେ ଟାଇପ୍ କରନ୍ତୁ, pyFoamSamplePlot.py ସ୍ପେସ୍ ଡଟ୍ ସ୍ଲାଶ୍ ସ୍ପେସ୍ minus minus dir equal to postProcessing/sets ସ୍ପେସ୍ minus minus field equal to capital T ସ୍ପେସ୍ minus minus mode equal to timesInOne ସ୍ପେସ୍ vertical pipe ସ୍ପେସ୍ gnuplot |
| 05:44 | ସୃଷ୍ଟି ହୋଇଥିବା ଆଉଟପୁଟ୍ ଗୋଟିଏ png file ହେବ |
| 05:48 | ls ଟାଇପ୍ କରନ୍ତୁ. ଆପଣ ସୃଷ୍ଟି ହୋଇଥିବା png ଫାଇଲକୁ ଦେଖିପାରିବେ |
| 05:54 | ଏହି ଟ୍ୟୁଟୋରିଆଲରେ ଆମେ PyFoam Utilities ବିଷୟରେ ଶିଖିଛେ |
| 05:58 | ଆମେ ମଧ୍ୟ ଶିଖିଲେ - ବିଭିନ୍ନ pyFoam utilities ପାଇଁ ଯାଞ୍ଚ କରିବା |
| 06:03 | solverକୁ ରନ୍ କରିବା ପାଇଁ pyFoamRunner.py |
| 06:07 | ଗୋଟିଏ png ଫାଇଲ୍ ସୃଷ୍ଟି କରିବା ପାଇଁ pyFoamSamplePlot ୟୁଟିଲିଟୀର ବ୍ୟବହାର |
| 06:13 | ଏହି ଫୋରମରେ ସମୟାନୁସାରେ ଆପଣଙ୍କ କ୍ଵେରୀଗୁଡିକୁ ପୋଷ୍ଟ କରନ୍ତୁ |
| 06:17 | ଦୟାକରି ସାଧାରଣ କ୍ଵେରୀଗୁଡିକୁ ଏହି ଫୋରମର OpenFOAMରେ ପୋଷ୍ଟ କରନ୍ତୁ |
| 06:22 | FOSSEE ଟିମ୍ TBC ପ୍ରୋଜେକ୍ଟର ସଞ୍ଚାଳନ କରନ୍ତି |
| 06:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଅଧିକ ବିବରଣୀ ପାଇଁ ଏହି ୱେବସାଇଟକୁ ଯା’ନ୍ତୁ |
| 06:36 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |