OpenFOAM/C2/Simulating-flow-in-a-Lid-Driven-Cavity/Oriya

From Script | Spoken-Tutorial
Revision as of 12:39, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Simulating Flow in a Lid Driven Cavity using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ମୁଁ:
00:09 Lid Driven Cavity ଫାଇଲର ଗଠନ
00:12 ଜୋମେଟ୍ରୀକୁ Meshing କରିବା
00:14 Paraviewରେ ପରିଣାମଗୁଡିକୁ ସମାଧାନ ଓ ପୋଷ୍ଟ-ପ୍ରୋସେସିଙ୍ଗ କରିବା
00:17 ଗୋଟିଏ ସ୍ପ୍ରେଡସୀଟ୍ ଉପରେ ପରିଣାମଗୁଡିକୁ ପ୍ଲଟ୍ ଓ ମୂଲ୍ୟାଙ୍କନ କରିବା, ପ୍ରଦର୍ଶନ କରିବି
00:21 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 10.04
00:27 OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:32 Lid driven cavity ବହୁଳ ଭାବେ ବ୍ୟବହୃତ ହେଉଥିବା 2D(ଡାଇମେନଶନାଲ୍) ଟେଷ୍ଟ ଅଟେ
00:36 ଗୋଟିଏ CFD codeର ମୂଲ୍ୟାଙ୍କନ ପାଇଁ କେସ୍ ଅଟେ
00:39 ଏହା Lid Driven Cavityର ରେଖାଚିତ୍ର ଅଟେ,
00:41 boundary conditions ସମାନ ରହିବ
00:44 ଗୋଟିଏ moving wall ଓ ତିନୋଟି fixedwalls
00:46 ଆମେ ଏହାକୁ Reynolds no (Re) = 100 ପାଇଁ ସମାଧାନ କରିବା
00:50 moving wallର ଭେଲୋସିଟୀ ସେକେଣ୍ଡ ପିଛା 1 ମିଟର୍ ଅଟେ
00:54 Lid Driven Cavity ପାଇଁ path ଇନଷ୍ଟଲେଶନ୍ ଟ୍ୟୁଟୋରିଆଲରେ ଆଲୋଚିତ ହେବା ଭଳି ସମାନ ରହିବ
01:00 ବର୍ତ୍ତମାନ ଗୋଟିଏ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ
01:02 ଏହା କରିବା ପାଇଁ ଆପଣଙ୍କ କୀବୋର୍ଡ ଉପରେ Ctrl+Alt+t କୀକୁ ଏକ ସଙ୍ଗେ ଦାବନ୍ତୁ
01:08 କମାଣ୍ଡ ଟର୍ମିନଲରେ lid driven cavity ପାଇଁ path ଟାଇପ୍ କରନ୍ତୁ
01:12 ଏବଂ run ଟାଇପ୍ କରିବା ସହିତ Enter ଦାବନ୍ତୁ
01:15 cd (ସ୍ପେସ୍) tutorials ଏବଂ Enter ଦାବନ୍ତୁ
01:20 cd (ସ୍ପେସ୍) incompressible ଏବଂ Enter ଦାବନ୍ତୁ
01:26 cd (ସ୍ପେସ୍) icoFoam(ଧ୍ୟାନଦିଅନ୍ତୁ ଯେ F କ୍ୟାପିଟାଲରେ ରହିବ) ଏବଂ Enter ଦାବନ୍ତୁ
01:33 cd (ସ୍ପେସ୍) cavity ଏବଂ Enter ଦାବନ୍ତୁ
01:38 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
01:41 cavityର ଫାଇଲ୍ ଗଠନରେ ଆପଣ ତିନୋଟି ଫୋଲ୍ଡରକୁ ଦେଖିପାରିବେ: 0 , constant ଓ system
01:46 ବର୍ତ୍ତମାନ, cd (ସ୍ପେସ୍) constant ଟାଇପ୍ କରିବା ସହିତ Enter ଦାବନ୍ତୁ
01:52 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
01:55 constant ଫୋଲ୍ଡର୍, polyMesh ନାମକ ଅନ୍ୟ ଏକ ଫୋଲ୍ଡର୍ ଏବଂ ଫ୍ଲୁଇଡର ଫୀଜିକାଲ୍ ଗୁଣାବଳୀଗୁଡିକୁ ବର୍ଣ୍ଣନା କରୁଥିବା ଗୋଟିଏ ଫାଇଲକୁ ଧାରଣ କରିଥାଏ
02:01 ବର୍ତ୍ତମାନ, cd (ସ୍ପେସ୍) polymesh ଟାଇପ୍ କରିବା ସହିତ Enter ଦାବନ୍ତୁ
02:08 PolyMesh, blockMeshDict ନାମକ ଗୋଟିଏ ଫାଇଲକୁ ଧାରଣ କରିଥାଏ
02:12 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
02:15 ଆପଣ blockMeshDictକୁ ଦେଖିପାରିବେ
02:17 blockMeshDict ଫାଇଲକୁ ଖୋଲିବା ପାଇଁ gedit ସ୍ପେସ୍ blockMeshDict ଟାଇପ୍ କରନ୍ତୁ.

(ଧ୍ୟାନଦିଅନ୍ତୁ ଯେ ଏଠାରେ M ଓ D କ୍ୟାପିଟାଲରେ ରହିବେ). ବର୍ତ୍ତମାନ Enter ଦାବନ୍ତୁ

02:30 ଏହା blockMeshDict ଫାଇଲକୁ ଖୋଲିବ
02:32 ଏହାକୁ କ୍ୟାପଚର୍ ଏରିଆ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
02:36 ଏହା, lid driven cavity ପାଇଁ ଥିବା କୋ-ଅର୍ଡିନେଟ
02:41 blocking ଓ meshing parameters
02:44 ଏବଂ boundary patchesକୁ ଧାରଣ କରିଥାଏ
02:47 ଯେହେତୁ ମର୍ଜ ହେବା ପାଇଁ arcs କିମ୍ବା patches ମଧ୍ୟ ନାହିଁ, edges ଓ mergePatchPairsକୁ ଶୁନ୍ୟ ରଖିପାରିବେ
02:56 ଏହାକୁ ବନ୍ଦ କରନ୍ତୁ
02:58 କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: cd (ସ୍ପେସ୍) .. (ଡଟ୍) (ଡଟ୍) ଏବଂ Enter ଦାବନ୍ତୁ
03:04 ଏହାକୁ ଦୁଇଥର କରନ୍ତୁ. ଆପଣ cavity ଫୋଲ୍ଡରକୁ ଫେରିଆସିବେ
03:09 ବର୍ତ୍ତମାନ cd (ସ୍ପେସ୍) system ଟାଇପ୍ କରିବା ସହ Enter ଦାବନ୍ତୁ
03:15 ବର୍ତ୍ତମାନ ls ଟାଇପ୍ କରିବା ସହ Enter ଦାବନ୍ତୁ. ଏହା ତିନୋଟି ଫାଇଲକୁ ଧାରଣ କରିଥାଏ -
03:22 controlDict, fvSchemes ଓ fvSolutions
03:26 start/end time ପାଇଁ controlDict, control ପାରାମିଟରଗୁଡିକୁ ଧାରଣ କରିଥାଏ
03:30 run timeରେ ବ୍ୟବହୃତ ହେଉଥିବା discritization schemesକୁ fvSolution ଧାରଣ କରିଥାଏ
03:35 ଏବଂ solvers, tolerance ପ୍ରଭୃତି ପାଇଁ ସମୀକରଣକୁ fvSchemes ଧାରଣ କରିଥାଏ
03:40 ବର୍ତ୍ତମାନ ପୁନର୍ବାର cd (ସ୍ପେସ୍) (ଡଟ୍ ଡଟ୍) ଟାଇପ୍ କରିବା ସହ.. Enter ଦାବନ୍ତୁ
03:46 ବର୍ତ୍ତମାନ cd (ସ୍ପେସ୍ ) 0 (ଯିରୋ) ଟାଇପ୍ କରିବା ସହ Enter ଦାବନ୍ତୁ
03:53 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:57 boundary conditions ଯେପରି Pressure, Velocity, Temperature ପ୍ରଭୃତି ପାଇଁ ପ୍ରାରମ୍ଭିକ ଭେଲ୍ୟୁଗୁଡିକୁ ଏହା ଧାରଣ କରିଥାଏ
04:03 cavity ଫୋଲ୍ଡରକୁ ଫେରିଯିବା ପାଇଁ ବର୍ତ୍ତମାନ cd (ସ୍ପେସ୍) (ଡଟ୍ ଡଟ୍) ଟାଇପ୍ କରନ୍ତୁ
04:09 ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ ଅଟେ
04:11 ଆମେ ଏଠାରେ ଗୋଟିଏ ରୁକ୍ଷ୍ୟ ମେଶକୁ ବ୍ୟବହାର କରୁଛେ
04:14 ଟର୍ମିନଲରେ blockMesh ଟାଇପ୍ କରିବା ସହିତ ଜୋମେଟ୍ରୀକୁ ମେଶ୍ କରନ୍ତୁ
04:18 ବର୍ତ୍ତମାନ blockMesh(ଧ୍ୟାନଦିଅନ୍ତୁ ଯେ ଏଠାରେ M କ୍ୟାପିଟାଲରେ ରହିବ) ଟାଇପ୍ କରିବା ସହିତ Enter ଦାବନ୍ତୁ
04:25 Meshing ସମ୍ପୂର୍ଣ୍ଣ ହୋଇଛି
04:27 ଯଦି blockMesh ଫାଇଲରେ କିଛି ତୃଟି ଥାଏ ତେବେ ଏହା terminalରେ ପ୍ରଦର୍ଶିତ ହେବ
04:31 ଜୋମେଟ୍ରୀକୁ ଦେଖିବା ପାଇଁ paraFoam ଟାଇପ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଏଠାରେ Fକୁ କ୍ୟାପିଟାଲରେ ରଖିବା ସହିତ Enter ଦାବନ୍ତୁ
04:40 ଏହା paraview windowକୁ ଖୋଲିବ
04:44 ବର୍ତ୍ତମାନ object inspector ମେନୁର ବାମପଟେ ଥିବା Apply ଉପରେ କ୍ଲିକ୍ କରନ୍ତୁ
04:49 ଆପଣ lid driven cavity ଜୋମେଟ୍ରୀକୁ ଦେଖିପାରିବେ. ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ
04:58 ଟର୍ମିନଲରେ checkMesh ଟାଇପ୍ କରିବା ସହିତ ମେଶକୁ ଯାଞ୍ଚ କରନ୍ତୁ
05:04 ଧ୍ୟାନଦିଅନ୍ତୁ, ଏଠାରେ Mକୁ କ୍ୟାପିଟାଲରେ ରଖିବା ସହିତ Enter ଦାବନ୍ତୁ
05:08 ଆପଣ ସେଲଗୁଡିକର ସଂଖ୍ୟାକୁ, skewness ଏବଂ mesh ସମ୍ବନ୍ଧିତ ଅନ୍ୟ ପାରାମିଟରଗୁଡିକୁ ଦେଖିପାରିବେ
05:15 slidesକୁ ଫେରିଆସନ୍ତୁ
05:17 ଆମେ ଏଠାରେ ବ୍ୟବହାର କରୁଥିବା ସଲଭର୍ ହେଉଛି, icoFoam
05:20 newtonian fluidsର incompressible flow ପାଇଁ icoFoam ଗୋଟିଏ Transient solver ଅଟେ
05:26 ଟର୍ମିନଲକୁ ଫେରିଆସନ୍ତୁ
05:29 ଟର୍ମିନଲରେ ଟାଇପ୍ କରନ୍ତୁ icoFoam
05:33 ଧ୍ୟାନଦିଅନ୍ତୁ ଏଠାରେ F କ୍ୟାପିଟାଲରେ ରହିବ ଏବଂ Enter ଦାବନ୍ତୁ
05:37 ରନ୍ ହେଉଥିବା Iterationsକୁ ଟର୍ମିନଲ୍ ୱିଣ୍ଡୋରେ ଦେଖାଯାଇପାରିବ
05:40 ସମାଧାନ ସମ୍ପୂର୍ଣ୍ଣ ହେଲାପରେ, ଟର୍ମିନଲ୍ ଉପରେ ଜୋମେଟ୍ରୀ ଓ ପରିଣାମଗୁଡିକୁ ଦେଖିବା ପାଇଁ paraFoam ଟାଇପ୍ କରନ୍ତୁ
05:54 object inspector ମେନୁର ବାମପଟେ ଥିବା
05:57 Applyରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ object inspector ମେନୁରେ ଥିବା ଗୁଣାବଳୀଗୁଡିକ ପାଇଁ ତଳକୁ Scroll କରନ୍ତୁ
06:02 ଆପଣ mesh parts, Volume Fields ପ୍ରଭୃତିକୁ ଦେଖିପାରିବେ
06:07 Lid driven cavityର ବିଭିନ୍ନ ବାଉଣ୍ଡାରୀ କ୍ଷେତ୍ରଗୁଡିକୁ ଦେଖିବା ପାଇଁ mesh ଭାଗରେ ଥିବା ଏହି boxesକୁ ଚେକ୍ କିମ୍ବା ଅନଚେକ୍ କରନ୍ତୁ
06:15 ବର୍ତ୍ତମାନ, ଏହା ପରେ, active variable control ଡ୍ରପ୍-ଡାଉନର ଉପର ଭାଗ ବାମପଟେ ଏହାକୁ solid colorରୁ p କିମ୍ବା କ୍ୟାପିଟାଲ୍ Uକୁ ପରିବର୍ତ୍ତନ କରନ୍ତୁ ଯେଉଁଗୁଡିକ initial condition ଅଟନ୍ତି ଯେପରି pressure, velocity
06:31 ମୁଁ କ୍ୟାପିଟାଲ୍ Uକୁ ଚୟନ କରିବି. ବର୍ତ୍ତମାନ ଏହା ଭେଲୋସିଟୀର ପ୍ରାରମ୍ଭିକ ଅବସ୍ଥାକୁ ପ୍ରଦର୍ଶନ କରିବ
06:37 paraview ୱିଣ୍ଡୋର ଉପରିଭାଗରେ ଆପଣ VCR controlକୁ ଦେଖିପାରିବେ
06:44 play ବଟନ୍ ଉପରେ କ୍ଲିକ୍ କରନ୍ତୁ
06:47 ବର୍ତ୍ତମାନ lid driven cavity ପାଇଁ velocityର ଏହା ଅନ୍ତିମ ପରିଣାମ ଅଟେ
06:52 active variable control ମେନୁରେ ଉପରିସ୍ଥ ବାମ ପଟେ କ୍ଲିକ୍ କରି color legend ଉପରେ ଟୋଗଲ୍ କରନ୍ତୁ
07:03 ଏହା U velocity ପାଇଁ color legend ଅଟେ
07:07 ପ୍ରାପ୍ତ ହୋଇଥିବା ପରିଣାମକୁ ମୂଲ୍ୟାଙ୍କନ କରିବା ଆବଶ୍ୟକ ଅଟେ
07:09 ଏହା କରିବା ପାଇଁ U ଓ V velocityକୁ ପ୍ଲଟ୍ କରନ୍ତୁ
07:12 ଏଥି ସକାଷେ Filtersକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ > Data Analysis > Plot Over line
07:21 ଏହା ଉପରେ କ୍ଲିକ୍ କରନ୍ତୁ
07:23 ଆପଣ X , Y ଓ Z ଆକ୍ସିସଗୁଡିକୁ ଦେଖିପାରିବେ
07:25 ଗୋଟିଏ ପରେ ଗୋଟିଏ କରି X ଓ Y ଆକ୍ସିସକୁ ଚୟନ କରନ୍ତୁ
07:31 X axisକୁ ଚୟନ କରିବା ସହିତ Applyରେ କ୍ଲିକ୍ କରନ୍ତୁ
07:37 ଆପଣ Pressure ଓ velocity ପ୍ଲଟଗୁଡିକୁ ପ୍ଲଟ୍ ହୋଇଥିବା ଦେଖିପାରିବେ
07:42 ଯେହେତତୁ ଏହା ଗୋଟିଏ ନନ୍ ଡାଇମେନଶନାଲ୍ ବିଶ୍ଳେଷଣ ଅଟେ, ଆମକୁ Reynolds number =100 ପାଇଁ u/U v/s y/L ସକାଷେ ଗ୍ରାଫକୁ ପ୍ଲଟ୍ କରିବା ଆବଶ୍ୟକ ଅଟେ
07:52 ଏଥି ପାଇଁ Plot Dataରେ ଥିବା Y-axis ଉପରେ କ୍ଲିକ୍ କରନ୍ତୁ
07:58 ଏବଂ APPLYରେ କ୍ଲିକ୍ କରନ୍ତୁ
08:01 ଆପଣ plotକୁ ଦେଖିପାରିବେ
08:03 ବର୍ତ୍ତମାନ ମେନୁବାରରେ File > Save Dataକୁ ଯା’ନ୍ତୁ
08:09 ଆପଣଙ୍କ ଫାଇଲକୁ ଉପଯୁକ୍ତ ନାମ ଦିଅନ୍ତୁ
08:11 ମୁଁ ଏହାକୁ cavity ଭାବେ ନାମିତ କରିବି
08:15 ଫାଇଲ୍, .csv (ଡଟ୍ csv) ଫାଇଲ୍ ଭାବେ ସେଭ୍ ହେବ
08:19 ବର୍ତ୍ତମାନ OKରେ କ୍ଲିକ୍ କରନ୍ତୁ. ପୁନର୍ବାର OKରେ କ୍ଲିକ୍ କରନ୍ତୁ
08:23 ବର୍ତ୍ତମାନ openfoam directoryର cavity ଫୋଲ୍ଡରକୁ ଯା’ନ୍ତୁ
08:29 ତଲକୁ ସ୍ରୋଲ୍ କରନ୍ତୁ. ଆପଣ cavity.csv ଫାଇଲକୁ ଦେଖିପାରିବେ
08:34 ଏହାକୁ Open office କିମ୍ବା LibreOffice Spreadsheetରେ ଖୋଲନ୍ତୁ
08:39 LibreOffice spreadsheetରେ, U0 (u velocity)କୁ ଏବଂ ଅନ୍ୟ ସ୍ପ୍ରେଡଶୀଟରେ 1(Y-axis) କଲମର ଡାହାଣପଟେ ଥିବା ପଏଣ୍ଟଗୁଡିକୁ କପୀ କରନ୍ତୁ
08:48 ବର୍ତ୍ତମାନ, ଏହି କଲମଗୁଡିକୁ ଯାହା u zeroକୁ କ୍ୟାପିଟାଲ୍ U ସହିତ ଏବଂ points 1କୁ କ୍ୟାପିଟାଲ୍ L ସହିତ ବିଭକ୍ତ କରନ୍ତୁ
08:59 ଏବଂ ମେନୁ ବାରର ଉପରିଭାଗରେ ଥିବା ବିକଳ୍ପ libreoffice ଚାର୍ଟରେ ପରିଣାମଗୁଡିକୁ ପ୍ଲଟ୍ କରନ୍ତୁ
09:08 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
09:10 ପ୍ରାପ୍ତ ହୋଇଥିବା ପରିଣାମ ଏହି ଫିଗର୍ ଭଳି ସମାନ ହେବ
09:16 Lid Driven Cavity by : Ghia et al. (1982)ରେ ପବ୍ଲିଶ୍ ହୋଇଥିବା ଗୋଟିଏ ପେପର୍ ଓ Fluentରୁ ପ୍ରାପ୍ତ ହୋଇଥିବା ପରିଣାମଗୁଡିକ ଉପରେ ପରିଣାମଗୁଡିକୁ Validate କରନ୍ତୁ
09:24 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
09:26 Lid Driven cavity ଫାଇଲର ଗଠନ
09:28 Solved lid driven cavity.
09:30 Post-processing of solutions
09:32 ଓ Validation
09:34 ଗୋଟିଏ ଆସାଇନମେଣ୍ଟ ଭାବେ lid driven cavityରେ କିଛି ପାରାମିଟରଗୁଡିକୁ ପରିବର୍ତ୍ତନ କରନ୍ତୁ ଯେପରି
09:38 0 folderରେ Velocity Magnitude
09:41 constant ଫୋଲ୍ଡରରେ ଥିବା transport Propertiesର Kinematic viscosity
09:45 ଏବଂ u/U ଓ y/Lର ପରିଣାମକୁ ପ୍ଲଟ୍ କରନ୍ତୁ
09:50 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
09:54 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:57 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:02 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:05 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:15 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
10:30 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep