OpenFOAM/C2/Simulating-flow-in-a-Lid-Driven-Cavity/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Simulating Flow in a Lid Driven Cavity using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ମୁଁ: |
| 00:09 | Lid Driven Cavity ଫାଇଲର ଗଠନ |
| 00:12 | ଜୋମେଟ୍ରୀକୁ Meshing କରିବା |
| 00:14 | Paraviewରେ ପରିଣାମଗୁଡିକୁ ସମାଧାନ ଓ ପୋଷ୍ଟ-ପ୍ରୋସେସିଙ୍ଗ କରିବା |
| 00:17 | ଗୋଟିଏ ସ୍ପ୍ରେଡସୀଟ୍ ଉପରେ ପରିଣାମଗୁଡିକୁ ପ୍ଲଟ୍ ଓ ମୂଲ୍ୟାଙ୍କନ କରିବା, ପ୍ରଦର୍ଶନ କରିବି |
| 00:21 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 10.04 |
| 00:27 | OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି |
| 00:32 | Lid driven cavity ବହୁଳ ଭାବେ ବ୍ୟବହୃତ ହେଉଥିବା 2D(ଡାଇମେନଶନାଲ୍) ଟେଷ୍ଟ ଅଟେ |
| 00:36 | ଗୋଟିଏ CFD codeର ମୂଲ୍ୟାଙ୍କନ ପାଇଁ କେସ୍ ଅଟେ |
| 00:39 | ଏହା Lid Driven Cavityର ରେଖାଚିତ୍ର ଅଟେ, |
| 00:41 | boundary conditions ସମାନ ରହିବ |
| 00:44 | ଗୋଟିଏ moving wall ଓ ତିନୋଟି fixedwalls |
| 00:46 | ଆମେ ଏହାକୁ Reynolds no (Re) = 100 ପାଇଁ ସମାଧାନ କରିବା |
| 00:50 | moving wallର ଭେଲୋସିଟୀ ସେକେଣ୍ଡ ପିଛା 1 ମିଟର୍ ଅଟେ |
| 00:54 | Lid Driven Cavity ପାଇଁ path ଇନଷ୍ଟଲେଶନ୍ ଟ୍ୟୁଟୋରିଆଲରେ ଆଲୋଚିତ ହେବା ଭଳି ସମାନ ରହିବ |
| 01:00 | ବର୍ତ୍ତମାନ ଗୋଟିଏ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ |
| 01:02 | ଏହା କରିବା ପାଇଁ ଆପଣଙ୍କ କୀବୋର୍ଡ ଉପରେ Ctrl+Alt+t କୀକୁ ଏକ ସଙ୍ଗେ ଦାବନ୍ତୁ |
| 01:08 | କମାଣ୍ଡ ଟର୍ମିନଲରେ lid driven cavity ପାଇଁ path ଟାଇପ୍ କରନ୍ତୁ |
| 01:12 | ଏବଂ run ଟାଇପ୍ କରିବା ସହିତ Enter ଦାବନ୍ତୁ |
| 01:15 | cd (ସ୍ପେସ୍) tutorials ଏବଂ Enter ଦାବନ୍ତୁ |
| 01:20 | cd (ସ୍ପେସ୍) incompressible ଏବଂ Enter ଦାବନ୍ତୁ |
| 01:26 | cd (ସ୍ପେସ୍) icoFoam(ଧ୍ୟାନଦିଅନ୍ତୁ ଯେ F କ୍ୟାପିଟାଲରେ ରହିବ) ଏବଂ Enter ଦାବନ୍ତୁ |
| 01:33 | cd (ସ୍ପେସ୍) cavity ଏବଂ Enter ଦାବନ୍ତୁ |
| 01:38 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 01:41 | cavityର ଫାଇଲ୍ ଗଠନରେ ଆପଣ ତିନୋଟି ଫୋଲ୍ଡରକୁ ଦେଖିପାରିବେ: 0 , constant ଓ system |
| 01:46 | ବର୍ତ୍ତମାନ, cd (ସ୍ପେସ୍) constant ଟାଇପ୍ କରିବା ସହିତ Enter ଦାବନ୍ତୁ |
| 01:52 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 01:55 | constant ଫୋଲ୍ଡର୍, polyMesh ନାମକ ଅନ୍ୟ ଏକ ଫୋଲ୍ଡର୍ ଏବଂ ଫ୍ଲୁଇଡର ଫୀଜିକାଲ୍ ଗୁଣାବଳୀଗୁଡିକୁ ବର୍ଣ୍ଣନା କରୁଥିବା ଗୋଟିଏ ଫାଇଲକୁ ଧାରଣ କରିଥାଏ |
| 02:01 | ବର୍ତ୍ତମାନ, cd (ସ୍ପେସ୍) polymesh ଟାଇପ୍ କରିବା ସହିତ Enter ଦାବନ୍ତୁ |
| 02:08 | PolyMesh, blockMeshDict ନାମକ ଗୋଟିଏ ଫାଇଲକୁ ଧାରଣ କରିଥାଏ |
| 02:12 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 02:15 | ଆପଣ blockMeshDictକୁ ଦେଖିପାରିବେ |
| 02:17 | blockMeshDict ଫାଇଲକୁ ଖୋଲିବା ପାଇଁ gedit ସ୍ପେସ୍ blockMeshDict ଟାଇପ୍ କରନ୍ତୁ.
(ଧ୍ୟାନଦିଅନ୍ତୁ ଯେ ଏଠାରେ M ଓ D କ୍ୟାପିଟାଲରେ ରହିବେ). ବର୍ତ୍ତମାନ Enter ଦାବନ୍ତୁ |
| 02:30 | ଏହା blockMeshDict ଫାଇଲକୁ ଖୋଲିବ |
| 02:32 | ଏହାକୁ କ୍ୟାପଚର୍ ଏରିଆ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 02:36 | ଏହା, lid driven cavity ପାଇଁ ଥିବା କୋ-ଅର୍ଡିନେଟ |
| 02:41 | blocking ଓ meshing parameters |
| 02:44 | ଏବଂ boundary patchesକୁ ଧାରଣ କରିଥାଏ |
| 02:47 | ଯେହେତୁ ମର୍ଜ ହେବା ପାଇଁ arcs କିମ୍ବା patches ମଧ୍ୟ ନାହିଁ, edges ଓ mergePatchPairsକୁ ଶୁନ୍ୟ ରଖିପାରିବେ |
| 02:56 | ଏହାକୁ ବନ୍ଦ କରନ୍ତୁ |
| 02:58 | କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: cd (ସ୍ପେସ୍) .. (ଡଟ୍) (ଡଟ୍) ଏବଂ Enter ଦାବନ୍ତୁ |
| 03:04 | ଏହାକୁ ଦୁଇଥର କରନ୍ତୁ. ଆପଣ cavity ଫୋଲ୍ଡରକୁ ଫେରିଆସିବେ |
| 03:09 | ବର୍ତ୍ତମାନ cd (ସ୍ପେସ୍) system ଟାଇପ୍ କରିବା ସହ Enter ଦାବନ୍ତୁ |
| 03:15 | ବର୍ତ୍ତମାନ ls ଟାଇପ୍ କରିବା ସହ Enter ଦାବନ୍ତୁ. ଏହା ତିନୋଟି ଫାଇଲକୁ ଧାରଣ କରିଥାଏ - |
| 03:22 | controlDict, fvSchemes ଓ fvSolutions |
| 03:26 | start/end time ପାଇଁ controlDict, control ପାରାମିଟରଗୁଡିକୁ ଧାରଣ କରିଥାଏ |
| 03:30 | run timeରେ ବ୍ୟବହୃତ ହେଉଥିବା discritization schemesକୁ fvSolution ଧାରଣ କରିଥାଏ |
| 03:35 | ଏବଂ solvers, tolerance ପ୍ରଭୃତି ପାଇଁ ସମୀକରଣକୁ fvSchemes ଧାରଣ କରିଥାଏ |
| 03:40 | ବର୍ତ୍ତମାନ ପୁନର୍ବାର cd (ସ୍ପେସ୍) (ଡଟ୍ ଡଟ୍) ଟାଇପ୍ କରିବା ସହ.. Enter ଦାବନ୍ତୁ |
| 03:46 | ବର୍ତ୍ତମାନ cd (ସ୍ପେସ୍ ) 0 (ଯିରୋ) ଟାଇପ୍ କରିବା ସହ Enter ଦାବନ୍ତୁ |
| 03:53 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 03:57 | boundary conditions ଯେପରି Pressure, Velocity, Temperature ପ୍ରଭୃତି ପାଇଁ ପ୍ରାରମ୍ଭିକ ଭେଲ୍ୟୁଗୁଡିକୁ ଏହା ଧାରଣ କରିଥାଏ |
| 04:03 | cavity ଫୋଲ୍ଡରକୁ ଫେରିଯିବା ପାଇଁ ବର୍ତ୍ତମାନ cd (ସ୍ପେସ୍) (ଡଟ୍ ଡଟ୍) ଟାଇପ୍ କରନ୍ତୁ |
| 04:09 | ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ ଅଟେ |
| 04:11 | ଆମେ ଏଠାରେ ଗୋଟିଏ ରୁକ୍ଷ୍ୟ ମେଶକୁ ବ୍ୟବହାର କରୁଛେ |
| 04:14 | ଟର୍ମିନଲରେ blockMesh ଟାଇପ୍ କରିବା ସହିତ ଜୋମେଟ୍ରୀକୁ ମେଶ୍ କରନ୍ତୁ |
| 04:18 | ବର୍ତ୍ତମାନ blockMesh(ଧ୍ୟାନଦିଅନ୍ତୁ ଯେ ଏଠାରେ M କ୍ୟାପିଟାଲରେ ରହିବ) ଟାଇପ୍ କରିବା ସହିତ Enter ଦାବନ୍ତୁ |
| 04:25 | Meshing ସମ୍ପୂର୍ଣ୍ଣ ହୋଇଛି |
| 04:27 | ଯଦି blockMesh ଫାଇଲରେ କିଛି ତୃଟି ଥାଏ ତେବେ ଏହା terminalରେ ପ୍ରଦର୍ଶିତ ହେବ |
| 04:31 | ଜୋମେଟ୍ରୀକୁ ଦେଖିବା ପାଇଁ paraFoam ଟାଇପ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଏଠାରେ Fକୁ କ୍ୟାପିଟାଲରେ ରଖିବା ସହିତ Enter ଦାବନ୍ତୁ |
| 04:40 | ଏହା paraview windowକୁ ଖୋଲିବ |
| 04:44 | ବର୍ତ୍ତମାନ object inspector ମେନୁର ବାମପଟେ ଥିବା Apply ଉପରେ କ୍ଲିକ୍ କରନ୍ତୁ |
| 04:49 | ଆପଣ lid driven cavity ଜୋମେଟ୍ରୀକୁ ଦେଖିପାରିବେ. ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ |
| 04:58 | ଟର୍ମିନଲରେ checkMesh ଟାଇପ୍ କରିବା ସହିତ ମେଶକୁ ଯାଞ୍ଚ କରନ୍ତୁ |
| 05:04 | ଧ୍ୟାନଦିଅନ୍ତୁ, ଏଠାରେ Mକୁ କ୍ୟାପିଟାଲରେ ରଖିବା ସହିତ Enter ଦାବନ୍ତୁ |
| 05:08 | ଆପଣ ସେଲଗୁଡିକର ସଂଖ୍ୟାକୁ, skewness ଏବଂ mesh ସମ୍ବନ୍ଧିତ ଅନ୍ୟ ପାରାମିଟରଗୁଡିକୁ ଦେଖିପାରିବେ |
| 05:15 | slidesକୁ ଫେରିଆସନ୍ତୁ |
| 05:17 | ଆମେ ଏଠାରେ ବ୍ୟବହାର କରୁଥିବା ସଲଭର୍ ହେଉଛି, icoFoam |
| 05:20 | newtonian fluidsର incompressible flow ପାଇଁ icoFoam ଗୋଟିଏ Transient solver ଅଟେ |
| 05:26 | ଟର୍ମିନଲକୁ ଫେରିଆସନ୍ତୁ |
| 05:29 | ଟର୍ମିନଲରେ ଟାଇପ୍ କରନ୍ତୁ icoFoam |
| 05:33 | ଧ୍ୟାନଦିଅନ୍ତୁ ଏଠାରେ F କ୍ୟାପିଟାଲରେ ରହିବ ଏବଂ Enter ଦାବନ୍ତୁ |
| 05:37 | ରନ୍ ହେଉଥିବା Iterationsକୁ ଟର୍ମିନଲ୍ ୱିଣ୍ଡୋରେ ଦେଖାଯାଇପାରିବ |
| 05:40 | ସମାଧାନ ସମ୍ପୂର୍ଣ୍ଣ ହେଲାପରେ, ଟର୍ମିନଲ୍ ଉପରେ ଜୋମେଟ୍ରୀ ଓ ପରିଣାମଗୁଡିକୁ ଦେଖିବା ପାଇଁ paraFoam ଟାଇପ୍ କରନ୍ତୁ |
| 05:54 | object inspector ମେନୁର ବାମପଟେ ଥିବା |
| 05:57 | Applyରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ object inspector ମେନୁରେ ଥିବା ଗୁଣାବଳୀଗୁଡିକ ପାଇଁ ତଳକୁ Scroll କରନ୍ତୁ |
| 06:02 | ଆପଣ mesh parts, Volume Fields ପ୍ରଭୃତିକୁ ଦେଖିପାରିବେ |
| 06:07 | Lid driven cavityର ବିଭିନ୍ନ ବାଉଣ୍ଡାରୀ କ୍ଷେତ୍ରଗୁଡିକୁ ଦେଖିବା ପାଇଁ mesh ଭାଗରେ ଥିବା ଏହି boxesକୁ ଚେକ୍ କିମ୍ବା ଅନଚେକ୍ କରନ୍ତୁ |
| 06:15 | ବର୍ତ୍ତମାନ, ଏହା ପରେ, active variable control ଡ୍ରପ୍-ଡାଉନର ଉପର ଭାଗ ବାମପଟେ ଏହାକୁ solid colorରୁ p କିମ୍ବା କ୍ୟାପିଟାଲ୍ Uକୁ ପରିବର୍ତ୍ତନ କରନ୍ତୁ ଯେଉଁଗୁଡିକ initial condition ଅଟନ୍ତି ଯେପରି pressure, velocity |
| 06:31 | ମୁଁ କ୍ୟାପିଟାଲ୍ Uକୁ ଚୟନ କରିବି. ବର୍ତ୍ତମାନ ଏହା ଭେଲୋସିଟୀର ପ୍ରାରମ୍ଭିକ ଅବସ୍ଥାକୁ ପ୍ରଦର୍ଶନ କରିବ |
| 06:37 | paraview ୱିଣ୍ଡୋର ଉପରିଭାଗରେ ଆପଣ VCR controlକୁ ଦେଖିପାରିବେ |
| 06:44 | play ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:47 | ବର୍ତ୍ତମାନ lid driven cavity ପାଇଁ velocityର ଏହା ଅନ୍ତିମ ପରିଣାମ ଅଟେ |
| 06:52 | active variable control ମେନୁରେ ଉପରିସ୍ଥ ବାମ ପଟେ କ୍ଲିକ୍ କରି color legend ଉପରେ ଟୋଗଲ୍ କରନ୍ତୁ |
| 07:03 | ଏହା U velocity ପାଇଁ color legend ଅଟେ |
| 07:07 | ପ୍ରାପ୍ତ ହୋଇଥିବା ପରିଣାମକୁ ମୂଲ୍ୟାଙ୍କନ କରିବା ଆବଶ୍ୟକ ଅଟେ |
| 07:09 | ଏହା କରିବା ପାଇଁ U ଓ V velocityକୁ ପ୍ଲଟ୍ କରନ୍ତୁ |
| 07:12 | ଏଥି ସକାଷେ Filtersକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ > Data Analysis > Plot Over line |
| 07:21 | ଏହା ଉପରେ କ୍ଲିକ୍ କରନ୍ତୁ |
| 07:23 | ଆପଣ X , Y ଓ Z ଆକ୍ସିସଗୁଡିକୁ ଦେଖିପାରିବେ |
| 07:25 | ଗୋଟିଏ ପରେ ଗୋଟିଏ କରି X ଓ Y ଆକ୍ସିସକୁ ଚୟନ କରନ୍ତୁ |
| 07:31 | X axisକୁ ଚୟନ କରିବା ସହିତ Applyରେ କ୍ଲିକ୍ କରନ୍ତୁ |
| 07:37 | ଆପଣ Pressure ଓ velocity ପ୍ଲଟଗୁଡିକୁ ପ୍ଲଟ୍ ହୋଇଥିବା ଦେଖିପାରିବେ |
| 07:42 | ଯେହେତତୁ ଏହା ଗୋଟିଏ ନନ୍ ଡାଇମେନଶନାଲ୍ ବିଶ୍ଳେଷଣ ଅଟେ, ଆମକୁ Reynolds number =100 ପାଇଁ u/U v/s y/L ସକାଷେ ଗ୍ରାଫକୁ ପ୍ଲଟ୍ କରିବା ଆବଶ୍ୟକ ଅଟେ |
| 07:52 | ଏଥି ପାଇଁ Plot Dataରେ ଥିବା Y-axis ଉପରେ କ୍ଲିକ୍ କରନ୍ତୁ |
| 07:58 | ଏବଂ APPLYରେ କ୍ଲିକ୍ କରନ୍ତୁ |
| 08:01 | ଆପଣ plotକୁ ଦେଖିପାରିବେ |
| 08:03 | ବର୍ତ୍ତମାନ ମେନୁବାରରେ File > Save Dataକୁ ଯା’ନ୍ତୁ |
| 08:09 | ଆପଣଙ୍କ ଫାଇଲକୁ ଉପଯୁକ୍ତ ନାମ ଦିଅନ୍ତୁ |
| 08:11 | ମୁଁ ଏହାକୁ cavity ଭାବେ ନାମିତ କରିବି |
| 08:15 | ଫାଇଲ୍, .csv (ଡଟ୍ csv) ଫାଇଲ୍ ଭାବେ ସେଭ୍ ହେବ |
| 08:19 | ବର୍ତ୍ତମାନ OKରେ କ୍ଲିକ୍ କରନ୍ତୁ. ପୁନର୍ବାର OKରେ କ୍ଲିକ୍ କରନ୍ତୁ |
| 08:23 | ବର୍ତ୍ତମାନ openfoam directoryର cavity ଫୋଲ୍ଡରକୁ ଯା’ନ୍ତୁ |
| 08:29 | ତଲକୁ ସ୍ରୋଲ୍ କରନ୍ତୁ. ଆପଣ cavity.csv ଫାଇଲକୁ ଦେଖିପାରିବେ |
| 08:34 | ଏହାକୁ Open office କିମ୍ବା LibreOffice Spreadsheetରେ ଖୋଲନ୍ତୁ |
| 08:39 | LibreOffice spreadsheetରେ, U0 (u velocity)କୁ ଏବଂ ଅନ୍ୟ ସ୍ପ୍ରେଡଶୀଟରେ 1(Y-axis) କଲମର ଡାହାଣପଟେ ଥିବା ପଏଣ୍ଟଗୁଡିକୁ କପୀ କରନ୍ତୁ |
| 08:48 | ବର୍ତ୍ତମାନ, ଏହି କଲମଗୁଡିକୁ ଯାହା u zeroକୁ କ୍ୟାପିଟାଲ୍ U ସହିତ ଏବଂ points 1କୁ କ୍ୟାପିଟାଲ୍ L ସହିତ ବିଭକ୍ତ କରନ୍ତୁ |
| 08:59 | ଏବଂ ମେନୁ ବାରର ଉପରିଭାଗରେ ଥିବା ବିକଳ୍ପ libreoffice ଚାର୍ଟରେ ପରିଣାମଗୁଡିକୁ ପ୍ଲଟ୍ କରନ୍ତୁ |
| 09:08 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
| 09:10 | ପ୍ରାପ୍ତ ହୋଇଥିବା ପରିଣାମ ଏହି ଫିଗର୍ ଭଳି ସମାନ ହେବ |
| 09:16 | Lid Driven Cavity by : Ghia et al. (1982)ରେ ପବ୍ଲିଶ୍ ହୋଇଥିବା ଗୋଟିଏ ପେପର୍ ଓ Fluentରୁ ପ୍ରାପ୍ତ ହୋଇଥିବା ପରିଣାମଗୁଡିକ ଉପରେ ପରିଣାମଗୁଡିକୁ Validate କରନ୍ତୁ |
| 09:24 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 09:26 | Lid Driven cavity ଫାଇଲର ଗଠନ |
| 09:28 | Solved lid driven cavity. |
| 09:30 | Post-processing of solutions |
| 09:32 | ଓ Validation |
| 09:34 | ଗୋଟିଏ ଆସାଇନମେଣ୍ଟ ଭାବେ lid driven cavityରେ କିଛି ପାରାମିଟରଗୁଡିକୁ ପରିବର୍ତ୍ତନ କରନ୍ତୁ ଯେପରି |
| 09:38 | 0 folderରେ Velocity Magnitude |
| 09:41 | constant ଫୋଲ୍ଡରରେ ଥିବା transport Propertiesର Kinematic viscosity |
| 09:45 | ଏବଂ u/U ଓ y/Lର ପରିଣାମକୁ ପ୍ଲଟ୍ କରନ୍ତୁ |
| 09:50 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 09:54 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:57 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:05 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:09 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:15 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:23 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
| 10:30 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |