Linux/C2/Working-with-Linux-Process/Oriya

From Script | Spoken-Tutorial
Revision as of 21:28, 18 February 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search

r{| border=1 |Time |Narration |- |00:00 || ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |- |00:05 || ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |- |00:09 || ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | |- |00:16 || ଯଦି ଆପଣ ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି http://spoken-tutorial.org/ http://spoken-tutorial.org |- |00:28 || ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | |- |00:38 || ପ୍ରୋସେସ୍ କ’ଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି | |- |00:42 || ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ | |- |00:46 || ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍ | |- |00:51 || ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ | |- |00:56 || ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍ | |- |01:00 || ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍ | |- |01:05 || ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି | |- |01:11 || ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ | |- |01:17 || ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି | ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି | ସେଗୁଡିକର ବାପା-ମା’ ଓ ପିଲାମାନେ ଥା’ନ୍ତି | |- |01:28 || ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା | |- |01:31 || ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ | |- |01:36 || କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ | |- |01:43 || ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି, ଯାହା ଲିନକ୍ସ୍ କୁ ଚଲାଏ | ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ | |- |01:53 || ଏକ ଟର୍ମିନାଲ୍ କୁ ଯିବା | |- |01:57 || ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ | |- |02:03 || ଏହା ଶେଲ୍ ପ୍ରୋସେସ୍ ର କାମ | |- |02:07 || ଏବେ ଆମେ ଯେକୌଣସି କମାଣ୍ଡ୍, ମନେକରନ୍ତୁ “date” ଟାଇପ୍ କରି ଏଣ୍ଟର୍ ଦାବିବା | |- |02:13 || ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ | |- |02:18 || ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ, ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା | |- |02:30 || ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ | |- |02:40 || ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ | ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ | |- |02:50 || ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |03:00 || ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ | ଏବେ ଆମର ମୂଳ ଶେଲ୍ ଟି, ତାକୁ ଶେଲ୍ 1 କହିବା, ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି, ତାହାକୁ ଶେଲ୍ 2 କହିବା | |- |03:13 || ଏବେ, ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ | ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ls କମାଣ୍ଡ୍ ରନ୍ କରିବା | |- |03:20 || ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ls” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ, ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା | |- |03:32 || ବର୍ତ୍ତମାନ, ls ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା | |- |03:35 || ଏଠାରେ ଶେଲ୍ 2ଟି ls ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ls ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ | ls ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍ | |- |03:56 || ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ “exit” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |04:04 || ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା | |- |04:12 || ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ, ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ | ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ, ପ୍ୟାରେଣ୍ଟ୍ ଙ୍କ ନାମ, ଜନ୍ମ ତାରିଖ, PAN କାର୍ଡ୍ ନଂ, ଆଦି ହୋଇପାରେ | |- |04:26 || ସେହିଭଳି, ପ୍ରୋସେସ୍ ଗୁଡିକର ମଧ୍ୟ PID(ପ୍ରୋସେସ୍ ID),PPID(ପ୍ୟାରେଣ୍ଟ୍ ପ୍ରୋସେସ୍ ID), ଆରମ୍ଭ ସମୟ, ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି | |- |04:38 || ଅଧିକାଂଶ ଆଟ୍ରିବ୍ୟୁଟ୍ସ, କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ | |- |04:43 || ପ୍ରତ୍ୟେକ ପ୍ରୋସେସ୍, PID ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ | ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା PID ଆଲଟ୍ ହୋଇଥାଏ | |- |04:51 || ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା PID ର ପ୍ୟାରେଣ୍ଟ୍ ପ୍ରୋସେସ୍, ମନେକରନ୍ତୁ ଏଠାରେ P1 ନାମକ ପ୍ରୋସେସ୍ କୁ P1ର PPID କୁହାଯାଏ | |- |05:00 || ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର PID ଦେଖିବାକୁ “echo ସ୍ପେସ୍ ଡଲାର୍ ଡଲାର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |05:11 || ଏକ ନମ୍ୱର୍ ଦେଖାଯିବ | ଏହା, ସାମ୍ପ୍ରତିକ ଶେଲ୍ ର PID ଅଟେ | |- |05:23 || ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ps କମାଣ୍ଡ୍ ବ୍ୟବହାର କରୁ | |- |05:29 || ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ps ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ | |- |05:34 || କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କ’ଣ ହୁଏ, ଚାଲନ୍ତୁ ଦେଖିବା | |- |05:40 || ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |05:47 || ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ | |- |05:54 || CMD ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ | |- |05:58 ||ଏହାବ୍ୟତୀତ ଆପଣ PID, TTY କିମ୍ୱା କନ୍ସୋଲ୍, ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି, ତାହା ମଧ୍ୟ ଦେଖିପାରିବେ | |- |06:06 || ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍ }

|- |06:12 || ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି | |- |06:16 || ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍ | ଅନ୍ୟଟି ହେଉଛି ps ପ୍ରୋସେସ୍ ନିଜେ | |- |06:25 || ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି echo ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର PID ଟି ସମାନ ଅଟେ | |- |06:35 || ଯଦି ଆମେ ଏକ ସବ୍ ଶେଲ୍ ବନାଇବା, ତେବେ ଦେଖନ୍ତୁ କ’ଣ ହେଉଛି | ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |06:42 || ଏବେ, ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |06:51 || ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ | sh ପ୍ରୋସେସ୍ ଟି ଯୋଡି ହୋଇଯାଇଛି | |- |06:57 || ବାଶ୍ ପ୍ରୋସେସ୍ ର PID ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ | |- |07:05 || psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା | ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ | |- |07:13 || ଏବେ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ f” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ | |- |07:28 || ବାଶ୍, sh ଓ ps-f | |- |07:31 || ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି | |- |7:36 || ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | |- |07:47 || ଉଦାହରଣସ୍ୱରୂପ, sh ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍, ତେଣୁ ବାଶ୍ ର PID, sh ପ୍ରୋସେସ୍ ର PPID ସହିତ ସମାନ | |- |08:00 || ସେହିଭଳି, sh ପ୍ରୋସେସ୍, ps ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ, sh ପ୍ରୋସେସ୍ ର PID, ps-f ପ୍ରୋସେସ୍ ର PPID ସହିତ ସମାନ | |- |08:17 || C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍ | ଏବେ ଏହା, ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ | |- |08:26 || ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ | |- |08:32 || STIME, ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ, ps ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ | |- |08:42 || ପ୍ରୋସେସ୍ ହେଉଛି ଦୁଇ ପ୍ରକାରର: ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍ | |- |08:49 || ଉଦାହରଣସ୍ୱରୂପ, 'ps' ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍ | |- |08:54 || ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍ | ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ | |- |09:05 || ବାଶ୍, ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ | |- |09:09 || ଆମେ, ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ, |- |09:17 || ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ | |- |09:23 || ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ e” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |09:32 || ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା | |- |09:35 || ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ, ପ୍ରମ୍ପ୍ଟ୍ ରେ |- |9:40 |||“ps ସ୍ପେସ୍ ମାଇନସ୍ e ସ୍ପେସ୍ ଭର୍ଟିକାଲ୍ ବାର୍ ସ୍ପେସ୍ more” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |09:52 || ଆମେ ପୂର୍ବରୁ ଦେଖିଛେ ଯେ, ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା more ଦେବ | |- |09:58 || ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ | |- |10:03 || ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ | |- |10:09 || ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି | |- |10:12 || ଏଥିରେ 1ର PID ଅଛି | |- |10:16 || ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ | |- |10:24 || ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍, ପ୍ରୋସେସ୍ ର ସ୍ପନିଙ୍ଗ୍, ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ | |- |10:37 || ps କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |- |10:45 || ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |- |10:55 || ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ. http://spoken-tutorial.org/NMEICT-Intro. |- |11:07 || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

|}

Contributors and Content Editors

PoojaMoolya, Pradeep