Difference between revisions of "Linux/C2/Ubuntu-Desktop/Oriya"

From Script | Spoken-Tutorial
Jump to: navigation, search
Line 5: Line 5:
 
|-
 
|-
 
|00:00
 
|00:00
| ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ |
+
|| ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ |
  
 
|-
 
|-
 
|00:04
 
|00:04
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା |
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା |
  
 
|-
 
|-
 
|00:12
 
|00:12
| ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି |
+
|| ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି |
  
 
|-
 
|-
 
|00:19
 
|00:19
| ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି |
+
|| ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି |
  
 
|-
 
|-
 
|00:24
 
|00:24
| ଉପର ବାମପଟ କୋଣରେ ମେନ୍ ମେନୁ ଅଛି |
+
|| ଉପର ବାମପଟ କୋଣରେ ମେନ୍ ମେନୁ ଅଛି |
  
 
|-
 
|-
 
|00:31
 
|00:31
| Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ |
+
|| Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ |
  
 
|-
 
|-
 
|00:40
 
|00:40
| ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ |
+
|| ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ |
  
 
|-
 
|-
 
|00:48
 
|00:48
| ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା |
+
|| ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା |
  
 
|-
 
|-
 
|00:55
 
|00:55
| ତେଣୁ ଆସନ୍ତୁ,  ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା |
+
|| ତେଣୁ ଆସନ୍ତୁ,  ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା |
  
 
|-
 
|-
 
|01:04
 
|01:04
| ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ |
+
|| ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ |
  
 
|-
 
|-
 
|01:12
 
|01:12
| ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ |
+
|| ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
|01:18
 
|01:18
| ଚାଲନ୍ତୁ କିଛି ସରଳ ଗଣନା କରିବା |
+
|| ଚାଲନ୍ତୁ କିଛି ସରଳ ଗଣନା କରିବା |
  
 
|-
 
|-
 
|01:22
 
|01:22
| 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ  
+
|| 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ  
  
 
|-
 
|-
 
|01:32
 
|01:32
| = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ  
+
|| = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ  
  
 
|-
 
|-
 
|01:39
 
|01:39
| ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ |
+
|| ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ |
  
 
|-
 
|-
 
|01:46
 
|01:46
| ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା |
+
|| ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା |
  
 
|-
 
|-
 
|01:50
 
|01:50
| ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ |
+
|| ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ |
  
 
|-
 
|-
 
|01:59
 
|01:59
| ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ |
+
|| ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ |
  
 
|-
 
|-
 
|02:09
 
|02:09
| ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି |
+
|| ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି |
  
 
|-
 
|-
 
|02:16
 
|02:16
| ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି |
+
|| ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି |
  
 
|-
 
|-
 
|02:28
 
|02:28
| ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି |  
+
|| ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି |  
  
 
|-
 
|-
 
|02:45
 
|02:45
| ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ |
+
|| ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ |
  
 
|-
 
|-
 
|02:56
 
|02:56
| ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି |
+
|| ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି |
  
 
|-
 
|-
 
|03:15
 
|03:15
| ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା |  
+
|| ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା |  
  
 
|-
 
|-
 
|03:24
 
|03:24
| ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି |
+
|| ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି |
  
 
|-
 
|-
 
|03:30
 
|03:30
| ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି |
+
|| ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି |
  
 
|-
 
|-
 
|03:35
 
|03:35
| ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି |  
+
|| ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି |  
  
 
|-
 
|-
 
|03:40
 
|03:40
| ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା |
+
|| ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା |
  
 
|-
 
|-
 
|03:44
 
|03:44
| ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି |
+
|| ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି |
  
 
|-
 
|-
 
|03:50
 
|03:50
| http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
+
|| http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
  
 
|-
 
|-
 
|04:00
 
|04:00
| ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା |
+
|| ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା |
  
 
|-
 
|-
 
|04:12
 
|04:12
| ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା |
+
|| ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା |
  
 
|-
 
|-
 
|04:19
 
|04:19
| ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ |
+
|| ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ |
  
 
|-
 
|-
 
|04:25
 
|04:25
| ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ |
+
|| ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ |
  
 
|-
 
|-
 
|04:30
 
|04:30
| ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା |
+
|| ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା |
  
 
|-
 
|-
 
|04:36
 
|04:36
| ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା |
+
|| ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା |
  
 
|-
 
|-
 
|04:41
 
|04:41
| ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି |
+
|| ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି |
  
 
|-
 
|-
 
|04:48
 
|04:48
| ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି |
+
|| ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି |
  
 
|-
 
|-
 
|04:55
 
|04:55
| ହୋମ୍ ଫୋଲ୍ଡର୍  କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
+
|| ହୋମ୍ ଫୋଲ୍ଡର୍  କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
  
 
|-
 
|-
 
|05:01
 
|05:01
| ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି |
+
|| ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି |
  
 
|-
 
|-
 
|05:17
 
|05:17
| ଟର୍ମିନାଲ୍ କ୍ଲୋଜ୍ କରନ୍ତୁ
+
|| ଟର୍ମିନାଲ୍ କ୍ଲୋଜ୍ କରନ୍ତୁ
  
 
|-
 
|-
 
|05:20
 
|05:20
| ଏବେ ପରବର୍ତ୍ତୀ ଆପ୍ଲିକେଶନ୍  ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ |
+
|| ଏବେ ପରବର୍ତ୍ତୀ ଆପ୍ଲିକେଶନ୍  ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ |
  
 
|-
 
|-
 
|05:27
 
|05:27
| ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ |
+
|| ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
|05:36
 
|05:36
| ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା |
+
|| ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା |
  
 
|-
 
|-
 
|05:43
 
|05:43
| ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି |
+
|| ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି |
  
 
|-
 
|-
 
|05:53
 
|05:53
| ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି
+
|| ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି
  
 
|-
 
|-
 
|06:00
 
|06:00
| "www.gmail.com" ଟାଇପ୍ କରିବି
+
|| "www.gmail.com" ଟାଇପ୍ କରିବି
  
 
|-
 
|-
 
|06:04
 
|06:04
| ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ |
+
|| ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ |
  
 
|-
 
|-
 
|06:09
 
|06:09
| ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି |
+
|| ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି |
  
 
|-
 
|-
 
|06:15
 
|06:15
| ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ |
+
|| ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ |
  
 
|-
 
|-
 
|06:22
 
|06:22
| ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
|| ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
  
 
|-
 
|-
 
|06:36
 
|06:36
| ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା |
+
|| ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା |
  
 
|-
 
|-
 
|06:45
 
|06:45
| ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା |
+
|| ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା |
  
 
|-
 
|-
 
|06:53
 
|06:53
| ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି |
+
|| ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି |
  
 
|-
 
|-
 
|07:03
 
|07:03
| ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି |
+
|| ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି |
  
 
|-
 
|-
 
|07:07
 
|07:07
| ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
+
|| ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
  
 
|-
 
|-
 
|07:12
 
|07:12
| ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା |
+
|| ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା |
  
 
|-
 
|-
 
|07:21
 
|07:21
| ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ |
+
|| ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ |
  
 
|-
 
|-
 
|07:35
 
|07:35
| ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି |
+
|| ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି |
  
 
|-
 
|-
 
|07:48
 
|07:48
| ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ |
+
|| ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ |
  
 
|-
 
|-
 
|07:53
 
|07:53
| ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ  ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ |
+
|| ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ  ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ |
  
 
|-
 
|-
 
|08:08
 
|08:08
| ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍  Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା |
+
|| ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍  Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା |
  
 
|-
 
|-
 
|08:37
 
|08:37
| ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ |
+
|| ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ |
  
 
|-
 
|-
 
|08:42
 
|08:42
| ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା |
+
|| ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା |
  
 
|-
 
|-
 
|08:46
 
|08:46
| ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି |
+
|| ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି |
  
 
|-
 
|-
 
|08:57
 
|08:57
| ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି |
+
|| ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି |
  
 
|-
 
|-
 
|09:09
 
|09:09
| ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା |
+
|| ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା |
  
 
|-
 
|-
 
|09:13
 
|09:13
| ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା |
+
|| ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା |
  
 
|-
 
|-
 
|09:18
 
|09:18
| ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି |
+
|| ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି |
  
 
|-
 
|-
 
|09:27
 
|09:27
| ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା |  
+
|| ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା |  
  
 
|-
 
|-
 
|09:29
 
|09:29
| ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ |
+
|| ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ |
  
 
|-
 
|-
 
|09:34
 
|09:34
| ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା |
+
|| ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା |
  
 
|-
 
|-
 
|09:42
 
|09:42
| ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି |
+
|| ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି |
  
 
|-
 
|-
 
|09:56
 
|09:56
| ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା |
+
|| ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା |
  
 
|-
 
|-
 
|10:08
 
|10:08
| ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା |
+
|| ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା |
  
 
|-
 
|-
 
|10:16
 
|10:16
| ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ |  
+
|| ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ |  
  
 
|-
 
|-
 
|10:25
 
|10:25
| ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି |
+
|| ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି |
  
 
|-
 
|-
 
|10:31
 
|10:31
| ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା |
+
|| ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା |
  
 
|-
 
|-
 
|10:37
 
|10:37
| ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ |
+
|| ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ |
  
 
|-
 
|-
 
|10:44
 
|10:44
| ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ |
+
|| ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ |
  
 
|-
 
|-
 
|10:52
 
|10:52
| ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ |
+
|| ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ |
  
 
|-
 
|-
 
|10:58
 
|10:58
| ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା |
+
|| ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା |
  
 
|-
 
|-
 
|11:10
 
|11:10
| ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
+
|| ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
|11:18
 
|11:18
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
+
|| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
  
 
|-
 
|-
 
|11:21
 
|11:21
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ |
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ |
  
 
|-
 
|-
 
|11:31
 
|11:31
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
  
 
|-
 
|-
 
|11:41
 
|11:41
| http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |
+
|| http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |
  
 
|-
 
|-
 
|11:47
 
|11:47
|ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
  
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Revision as of 17:34, 2 February 2015

ree{| border=1 |Time |Narration

|- |00:00 || ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ |

|- |00:04 || ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା |

|- |00:12 || ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି |

|- |00:19 || ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି |

|- |00:24 || ଉପର ବାମପଟ କୋଣରେ ମେନ୍ ମେନୁ ଅଛି |

|- |00:31 || Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ |

|- |00:40 || ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ |

|- |00:48 || ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା |

|- |00:55 || ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା |

|- |01:04 || ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ |

|- |01:12 || ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ |

|- |01:18 || ଚାଲନ୍ତୁ କିଛି ସରଳ ଗଣନା କରିବା |

|- |01:22 || 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ

|- |01:32 || = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ

|- |01:39 || ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ |

|- |01:46 || ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା |

|- |01:50 || ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ |

|- |01:59 || ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ |

|- |02:09 || ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି |

|- |02:16 || ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି |

|- |02:28 || ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି |

|- |02:45 || ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ |

|- |02:56 || ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି |

|- |03:15 || ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା |

|- |03:24 || ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି |

|- |03:30 || ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି |

|- |03:35 || ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି |

|- |03:40 || ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା |

|- |03:44 || ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି |

|- |03:50 || http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |

|- |04:00 || ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା |

|- |04:12 || ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା |

|- |04:19 || ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ |

|- |04:25 || ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ |

|- |04:30 || ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା |

|- |04:36 || ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା |

|- |04:41 || ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି |

|- |04:48 || ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି |

|- |04:55 || ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |

|- |05:01 || ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି |

|- |05:17 || ଟର୍ମିନାଲ୍ କ୍ଲୋଜ୍ କରନ୍ତୁ

|- |05:20 || ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ |

|- |05:27 || ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ |

|- |05:36 || ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା |

|- |05:43 || ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି |

|- |05:53 || ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି

|- |06:00 || "www.gmail.com" ଟାଇପ୍ କରିବି

|- |06:04 || ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ |

|- |06:09 || ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି |

|- |06:15 || ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ |

|- |06:22 || ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |

|- |06:36 || ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା |

|- |06:45 || ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା |

|- |06:53 || ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି |

|- |07:03 || ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି |

|- |07:07 || ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |

|- |07:12 || ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା |

|- |07:21 || ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ |

|- |07:35 || ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି |

|- |07:48 || ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ |

|- |07:53 || ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ |

|- |08:08 || ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା |

|- |08:37 || ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ |

|- |08:42 || ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା |

|- |08:46 || ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି |

|- |08:57 || ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି |

|- |09:09 || ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା |

|- |09:13 || ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା |

|- |09:18 || ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି |

|- |09:27 || ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା |

|- |09:29 || ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ |

|- |09:34 || ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା |

|- |09:42 || ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି |

|- |09:56 || ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା |

|- |10:08 || ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା |

|- |10:16 || ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ |

|- |10:25 || ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି |

|- |10:31 || ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା |

|- |10:37 || ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ |

|- |10:44 || ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ |

|- |10:52 || ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ |

|- |10:58 || ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା |

|- |11:10 || ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |

|- |11:18 || ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |

|- |11:21 ||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ |

|- |11:31 ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |

|- |11:41 || http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |

|- |11:47 ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, PoojaMoolya, Pradeep