Difference between revisions of "Linux/C2/Ubuntu-Desktop/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- |0:00 |ଉବଣ୍ଟୁ ଡ଼େସ୍କଟୋପ୍ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କ…')
 
Line 1: Line 1:
{| border=1
+
ree{| border=1
!Time
+
|'''Time'''
!Narration
+
|'''Narration'''
 
|-
 
|-
|0:00
+
|00:00
|ଉବଣ୍ଟୁ ଡ଼େସ୍କଟୋପ୍ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. 
+
| ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ |
 
|-
 
|-
|0:04
+
|00:04
|ଏହି ଟ୍ୟୁଟୋରିଆଲକୁ ବ୍ୟବହାର କରି, ଆମେ gnome environment ର ଉବଣ୍ଟୁ ଡ଼େସ୍କଟୋପ୍ (Ubuntu Desktop) ସହିତ ପରିଚୟ ହେବା.
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା |
 
|-
 
|-
|0:12
+
|00:12
|ଏହି ଉଦ୍ୟେଶ ପାଇଁ, ମୁଁ ଉବଣ୍ଟୁ 10.10 ବ୍ୟବହାର କରୁଛି.
+
| ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି |
 
|-
 
|-
|0:19
+
|00:19
|ଆପଣ ଯାହା ବର୍ତମାନ ଦେଖୁଛନ୍ତି ତାହା ଉବଣ୍ଟୁ ଦେସ୍କଟୋପ୍ ଅଟେ.
+
| ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି |
 
|-
 
|-
|0:24
+
|00:24
|ଆପଣ ମୁଖ୍ୟ ମେନ୍ୟୁ କୁ ବାମ ହାତର ଉପର ପାଖ କୋଣ ରେ ଦେଖିପାରିବେ. 
+
| ଉପର ବାମପଟ କୋଣରେ ମେନ୍ ମେନୁ ଅଛି |
 
|-
 
|-
|0:31
+
|00:31
|ଏହାକୁ ଖୋଲିବା ପାଇଁ, ଆପଣ ALT + F1 ପ୍ରେସ୍ କରିପାରିବେ କିମ୍ବା ଆପ୍ଲିକେସନ୍ (application) ଗୁଡିକୁ ଯାଅ ଏବଂ ଏହା ଉପରେ କ୍ଲିକ୍ କର.
+
| Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ |
 
|-
 
|-
|0:40
+
|00:40
|ସବୁ ସଂସ୍ଥାପିତ ହୋଇଥିବା ଆପ୍ଲିକେସନ୍ (application) ଗୁଡିକୁ ଏକ ଶ୍ରେଣୀଭୁକ୍ତ ଶୈଳୀ ରେ  ଆପ୍ଲିକେସନ୍ ମେନ୍ୟୁ (application menu) ରେ ଅନ୍ତର୍ଭୁକ୍ତ.
+
| ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ |
 
|-
 
|-
|0:48
+
|00:48
| ଚାଲ ଏହି ଆପ୍ଲିକେସନ୍ ମେନ୍ୟୁ (applications menu) ରେ କିଛି ଗୁରୁତ୍ତପୁର୍ଣ  ଆପ୍ଲିକେସନ୍ ଗୁଡିକ ସହିତ ପରିଚୟ ହେବା.
+
| ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା |
 
|-
 
|-
|0:55
+
|00:55
|ତେଣୁ ଚାଲ Applications->Accessories->Calculator କୁ ଯିବା.
+
| ତେଣୁ ଆସନ୍ତୁ,  ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା |
 
|-
 
|-
|1:04
+
|01:04
|କାଲକୁଲେଟେର୍ (calculator) ଅଂକ ବିଦ୍ୟା (arithmetic), ବୈଗ୍ନାନିକ, କିମ୍ବା ଆର୍ଥିକ ଗଣନା (scientific or financial calculations) କରିବା ପାଇଁ ସାହାଯ୍ୟ କରେ.
+
| ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ |
 
|-
 
|-
|1:12
+
|01:12
|ଚାଲ ଏହାକୁ ଖୋଲିବା ପାଇଁ କାଲକୁଲେଟେର୍ (calculator) ଉପରେ କ୍ଲିକ୍ କର.
+
| ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ |
 
|-
 
|-
|1:18
+
|01:18
|ଏବେ କିଛି ସରଳ ଗଣନା ପାଇଁ ଚେଷ୍ଟା କରିବା.
+
| ଚାଲନ୍ତୁ କିଛି ସରଳ ଗଣନା କରିବା |
 
|-
 
|-
|1:22
+
|01:22
|5*(into)8 ଟାଇପ୍ କର ଏବଂ = ଚିହ୍ନ ପ୍ରେସ୍ କର.
+
| 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ
 
|-
 
|-
|1:32
+
|01:32
| = ଚିହ୍ନ ଦବାଇବା ପରିବର୍ତେ, ଆପଣ enter key ମଧ୍ୟ ଟାଇପ୍ କରିପାରିବେ.
+
| = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ  
 
|-
 
|-
|1:39
+
|01:39
|ବର୍ତମାନ କ୍ଲୋଜ୍ ବଟନ୍ (close button) ପ୍ରେସ୍ କରି ଏହି କାଲକୁଲେଟେର୍ (calculator) ର ବାହାରକୁ ଆସ.
+
| ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ |
 
|-
 
|-
|1:46
+
|01:46
|ବର୍ତମାନ ଚାଲ ଏକ ଅନ୍ୟ ଆପ୍ଲିକେସନ୍ (application) କୁ ଦେଖିବା.
+
| ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା |
 
|-
 
|-
|1:50
+
|01:50
|ଏହା ପାଇଁ ଆପ୍ଲିକେସନ୍ (application) ଗୁଡିକୁ ପୁଣି ଯିବା ଏବଂ ପରେ Accessories ଯିବା.
+
| ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ |
 
|-
 
|-
|1:59
+
|01:59
|accessories ରେ, ଚାଲ Text Editor ଖୋଲିବା. ଏହା ଉପରେ କ୍ଲିକ୍ କର.
+
| ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ |
 
|-
 
|-
|2:09
+
|02:09
|ତେଣୁ ବର୍ତମାନ ପାଇଁ ଆପଣ ଯାହା ସ୍କ୍ରିନ୍ ଉପରେ ଦେଖ ତାହା  gedit Text Editor ଅଟେ.
+
| ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି |
 
|-
 
|-
|2:16
+
|02:16
|ମୁଁ ଏଠାରେ କିଛି  text ଟାଇପ୍ କରୁଛି ଏବଂ ଏହାକୁ ସେଭ୍ କରୁଛି. ଟାଇପ୍ "H-e-l-l-o W-o-r-l-d".
+
| ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି |
 
|-
 
|-
|2:28
+
|02:28
|ଏହାକୁ ସେଭ୍ କରିବା ପାଇଁ CTRL + S ପ୍ରେସ୍ କରିପାରିବ କିମ୍ବା ପରେ ସେଭ୍ ରେ କ୍ଲିକ୍ କରିପାରିବ. ତେଣୁ ଚାଲ ମୁଁ ଫାଇଲ୍ କୁ ଯିବି ଏବଂ ପରେ ସେଭ୍ କରିବି.
+
| ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି |
 
|-
 
|-
|2:45
+
|02:45
|ବର୍ତମାନ ଏକ ଛୋଟ ଡାଇଲୋଗ୍ ବୋକ୍ସ ଆସେ. ଏହା ଫାଇଲ୍ ନାମ ଏବଂ ସ୍ଥାନ (location) ଯେଉଁଠାରେ ଫାଇଲ୍ କୁ ସେଭ୍ କରିବାକୁ ପଡେ ବିଷୟରେ ପଚାରେ.
+
| ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ |
 
|-
 
|-
|2:56
+
|02:56
|ତେଣୁ ମୁଁ ନାମ ଟାଇପ୍ କରୁଛି ଯେପରି "hello.txt" ଏବଂ ସ୍ଥାନ (location) ପାଇଁ ଡେସ୍କଟୋପ୍ (desktop) କୁ ବାଛେ ଏବଂ ସେଭ୍ ବଟନ୍ ଉପରେ କ୍ଲିକ୍ କର. 
+
| ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି |
 
|-
 
|-
|3:15
+
|03:15
|ବର୍ତମାନ ଚାଲ ଏହି gedit କୁ ବଂଦ କର ଏବଂ ଦେଖ ଯେ ଆମର ଫାଇଲ୍ ଡେସ୍କଟୋପ୍ (desktop) ରେ ସେଭ୍ ଅଟେ କି ନାହିଁ. ତେଣୁ ଏହାକୁ ବଂଦ କର.
+
| ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା |
 
|-
 
|-
|3:24
+
|03:24
|ବର୍ତମାନ ଆପଣ ଡେସ୍କଟୋପ୍ (desktop) ଉପରେ hello.txt ଫାଇଲ୍ ଦେଖି ପାରିବେ. Now on the desktop you can see the file hello.txt.
+
| ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି |
 
|-
 
|-
|3:30
+
|03:30
|ତେଣୁ ଆମର text ଫାଇଲ୍ ସଫଳ ପୁର୍ବକ ସେଭ୍ ହୋଇଛି
+
| ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି |
 
|-
 
|-
|3:35
+
|03:35
|ଚାଲ ଫାଇଲ୍ ଉପରେ double କ୍ଲିକ୍ କରି ଏହାକୁ ଖୋଲିବା.
+
| ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି |
 
|-
 
|-
|3:40
+
|03:40
|Wow!! ଆମର text ଫାଇଲ୍, ଆମର ଲେଖାହୋଇଥିବା text ସହିତ ଖୋଲାହୁଏ.
+
| ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା |
 
|-
 
|-
|3:44
+
|03:44
|ଇଣ୍ତେରନେଟ୍ ରେ gedit text editor ବିଷୟରେ ବହୁତ ସୁଚନା ଅଛି.
+
| ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି |
 
|-
 
|-
|3:50
+
|03:50
|ଏହି ବିଷୟରେ www.spoken-tutorial.org ରେ ସ୍ପୋକେନ୍ ଟ୍ୟୁଟୋରିଆଲ ହୋଇପାରିବ.
+
| http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
 
|-
 
|-
|4:00
+
|04:00
|ଚାଲ ଏହି text editor କୁ ବଂଦ କରିବା ଏବଂ accessories ଠାରୁ କିଛି ଆପ୍ଲିକେସନ୍ (application) ଦେଖିବା ଯାହା ଟର୍ମିନାଲ୍ ଅଟେ.
+
| ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା |
 
|-
 
|-
|4:12
+
|04:12
|ତେଣୁ ଚାଲ Applications->Accessories କୁ ପୁଣି ଯିବା ଏବଂ ପରେ ଟର୍ମିନାଲ କୁ.
+
| ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା |
 
|-
 
|-
|4:19
+
|04:19
|ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କହନ୍ତି, କାରଣ ଏଠାରୁ ଆପଣ computer କୁ ଆଦେଶ ଦେଇପାରିବେ.
+
| ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ |
 
|-
 
|-
|4:25
+
|04:25
|ପ୍ରକୃତରେ ଏହା GUI ଠାରୁ ବହୁତ ଶକ୍ତିଶାଳୀ ଅଟେ. 
+
| ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ |
 
|-
 
|-
|4:30
+
|04:30
|ବର୍ତମାନ ଚାଲ ଟର୍ମିନାଲ୍ ରେ ଏକ ଅନୁଭବ ପାଇଁପାଇବା ସରଳ କମାଣ୍ଡ୍ ଟାଇପ୍ କର. Now lets type a simple command to get a feel of terminal.
+
| ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା |
 
|-
 
|-
|4:36
+
|04:36
|ତେଣୁ ଚାଲ 'ls' ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
+
| ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା |
 
|-
 
|-
|4:41
+
|04:41
|ଆପଣ ଦେଖିପାରିବେ ଏହା କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) ରେ ସବୁ ଫାଇଲ୍ ଏବଂ ଫୋଲଡର୍ ଗୁଡିକର ତାଲିକା ଦିଏ.
+
| ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି |
 
|-
 
|-
|4:48
+
|04:48
|ତେଣୁ ଏଠାରେ ଏହା ହୋମ୍ ଫୋଲଡର୍ ଠାରୁ ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ଦେଖାଉଛି.
+
| ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି |
 
|-
 
|-
|4:55
+
|04:55
|ହୋମ୍ ଫୋଲଡର୍ କଣ ଅଟେ ଏହା ଆମେ ପରେ ଏହି ଟ୍ୟୁଟୋରିଆଲ ଦେଖିବା.
+
| ହୋମ୍ ଫୋଲ୍ଡର୍  କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
 
|-
 
|-
|5:01
+
|05:01
|ଆମେ ଟର୍ମିନାଲ୍ ସହିତ ଏବେ ଆଉ ସମୟ ବିତାଇବା ନାହିଁ. www.spokentutorial.org ରେ ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକୁ ଭଲ ଭାବରେ ବିଶ୍ଲେଷଣ କରାଯାଇଛି.
+
| ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି |
 
|-
 
|-
|5:17
+
|05:17
|ଟର୍ମିନାଲ୍ କୁ ବଂଦ କର.
+
| ଟର୍ମିନାଲ୍ କ୍ଲୋଜ୍ କରନ୍ତୁ
 
|-
 
|-
|5:20
+
|05:20
|ବର୍ତମାନ ଚାଲ ପରବର୍ତୀ ଆପ୍ଲିକେସନ୍ କୁ ଯିବା ଯାହା ଫାୟାରଫୋକ୍ସ ୱେବ୍ ବ୍ରାଉଜର୍ (Firefox Web Browser) ଅଟେ. ଚାଲ ଏହାକୁ ଖୋଲିବା.
+
| ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ |
 
|-
 
|-
|5:27
+
|05:27
|ଏହା ପାଇଁ applications-> Internet-> Firefox web Browser କୁ ଯିବା. ଏହା ଉପରେ କ୍ଲିକ୍ କର.
+
| ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ |
 
|-
 
|-
|5:36
+
|05:36
|world wide web କୁ ଏକସେସ୍ (access) କରିବା ପାଇଁ ଫାୟାରଫୋକ୍ସ ର ବ୍ୟବହାର ହୋଇଥାଏ. ବର୍ତମାନ ଆପଣ ଦେଖିପାରିବେ ଯେ ଫାୟାରଫୋକ୍ସ ଖୋଲା ଅଛି
+
| ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା |
 
|-
 
|-
|5:43
+
|05:43
|ଚାଲ ଏବେ gmail site କୁ ଯିବା. ଏହା ପାଇଁ  ଆଡ୍ରେସ୍ ବାର୍ (address bar) କୁ ଯାଅ କିମ୍ବା F6 ପ୍ରେସ୍ କର. ମୁଁ ଏବେ F6 ପ୍ରେସ୍ କରୁଛି.
+
| ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି |
 
|-
 
|-
|5:53
+
|05:53
|ହଁ ! ମୁଁ ଆଡ୍ରେସ୍ ବାର୍ ରେ ଅଛି ଏବଂ ବର୍ତମାନ  ଆଡ୍ରେସ୍ ବାର୍ (address bar) କୁ ସଫା କରିବା ପାଇଁ ମୁଁ backspace ପ୍ରେସ୍ କରେ.
+
| ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି
 
|-
 
|-
|6:00
+
|06:00
|ମୁଁ www.gmail.com କରୁଛି 
+
| "www.gmail.com" ଟାଇପ୍ କରିବି
 
|-
 
|-
|6:04
+
|06:04
|ଯେପରି ମୁଁ ଟାଇପ୍ କରେ, ଫାୟାରଫୋକ୍ସ କିଛି ସମ୍ଭବ ପ୍ରସ୍ତାବ ଦେଇ ପାରେ. 
+
| ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ |
 
|-
 
|-
|6:09
+
|06:09
|ଆପଣ ଏଗୁଡିକ ମଧ୍ୟରୁ ଗୋଟିଏ କୁ ବାଛି ପାର କିମ୍ବା ଏହାର ପୁରା ଠିକଣା ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
| ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି |
 
|-
 
|-
|6:15
+
|06:15
|ଫାୟାରଫୋକ୍ସ ୱେବ୍ ସାଇଟ୍ କୁ ସିଧାସଳଖ ଯୋଡି ପାରିବ କିମ୍ବା ଏହା ଲୋଗ୍-ଇନ୍ ଏବଂ  password ପାଇଁ ପଚାରି ପାରିବ.
+
| ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ |
 
|-
 
|-
|6:22
+
|06:22
|ବର୍ତମାନ ଚାଲ ୟୁଜର୍ ନେମ୍ (username) ଏବଂ password ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
| ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|6:36
+
|06:36
|ବର୍ତମାନ ଆପଣ ସ୍କ୍ରିନ୍ (screen) ଉପରେ ଖୋଲାଥିବା gmail ୱେବ୍ ପେଜ୍ କୁ ଦେଖିପାରିବେ. ତେଣୁ ଚାଲ ଏହା ବଂଦ କରିବା ଏବଂ ଆଗକୁ ଯିବା
+
| ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା |
 
|-
 
|-
|6:45
+
|06:45
|ବର୍ତମାନ ଚାଲ ଅଫିସ୍ ମେନ୍ୟୁ (office menu) କୁ ଯିବା ଯାହା applications->Office ଅଟେ.
+
| ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା |
 
|-
 
|-
|6:53
+
|06:53
|ପରେ ଆଗକୁ ଏହି ଅଫିସ୍ ମେନ୍ୟୁ (office menu) ରେ ଆମ ପାଖରେ openoffice word processor spreadsheet ଏବଂ presentation ଅଛି.
+
| ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି |
 
|-
 
|-
|7:03
+
|07:03
|ସେଠାରେ ଏହି ବିଷୟ ଉପରେ ଇଣ୍ତେରନେଟ୍ ରେ ବହୁତ ସୁଚନା ଅଛି.
+
| ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି |
 
|-
 
|-
|7:07
+
|07:07
|ଆମର ୱେବ୍ ସାଇଟ୍ ର ଭବିଷ୍ୟତରେ ଏହି ବିଷୟ ଗୁଡିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲସ୍ ହେବ.
+
| ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
 
|-
 
|-
|7:12
+
|07:12
|ଏବେ ଆମେ Sound ଏବଂ Video ମେନ୍ୟୁ କୁ ଖୋଜିବା. ଏଥିପାଇଁ Applications-> Sound ଏବଂ Video କୁ ଯିବା.
+
| ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା |
 
|-
 
|-
|7:21
+
|07:21
|ଏଥିରେ ଏକ ଗୁରୁତ୍ବ ପୁର୍ଣ ଆପ୍ଲିକେସନ୍ ଆମ ପାଖରେ ଅଛି ଯାହା Movie Player ଅଟେ.  ଏହା video ଏବଂ ଗୀତ ଗୁଡିକୁ ଚାଲିବା ପାଇଁ ବ୍ୟବହାର ହୋଇଛି. ସ୍ବାଭାବିକ ଭାବରେ, ଏହା କେବଳ open format video files କୁ ଚଲାଏ.
+
| ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ |
 
|-
 
|-
|7:35
+
|07:35
|ତେଣୁ ମୁଁ ଏକ ନମୁନା file କୁ ଚାଳାଉଛି ଯାହା ମୋ ପେନ୍-ଡ୍ରାଇଭି (pen-drive) ରେ ଅଛି. ବର୍ତମାନ ମୁଁ ପେନ୍-ଡ୍ରାଇଭି (pen-drive) କୁ ଏକ usb slot ରେ ପୁରାଉଛି. ପେନ୍-ଡ୍ରାଇଭି (pen-drive) ଖୋଲିଲା.
+
| ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି |
 
|-
 
|-
|7:48
+
|07:48
|ଯଦି ଏହା ଖୋଲେ ନାହିଁ, ଆପଣ ଏହାକୁ ଡେସ୍କଟୋପ୍ (desktop) ଠାରୁ ଆକସେସ୍ (access) କରିପାରିବେ.
+
| ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ |
 
|-
 
|-
|7:53
+
|07:53
|ଚାଲ ତଳେ ବାମ ହାତ କୋଣରେ ଥିବା ଆଇକନ୍ ଉପରେ କ୍ଲିକ୍ କରିବା. ଯଦି ଆମେ କ୍ଲିକ୍ କରିବା, ଏହା କେବଳ ଡେସ୍କଟୋପ୍ (desktop) ଦେଖାଏ. ଯଦି ଆମେ ଏହାକୁ ଆଉଥରେ କ୍ଲିକ୍ କରିବା, ଏହା ଡେସ୍କଟୋପ୍ (desktop)  ସହିତ ଆଗରୁ ଖୋଲାଥିବା ଫାଇଲ୍ ଗୁଡିକୁ ଦେଖାଏ.
+
| ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ  ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ |
 
|-
 
|-
|8:08
+
|08:08
|ଆମେ  Windows key କିମ୍ବା D କୁ ଏକ ସମୟରେ ପ୍ରେସ୍ କରି ଡେସ୍କଟୋପ୍ (desktop) କୁ ମଧ୍ୟ ଯାଇ ପାରିବା.  ଦୟାକରି ଧ୍ୟାନ ଦିଏ ଉବଣ୍ଟୁ ର ପୁର୍ବ ଅନୁବାଦ ରେ ଡେସ୍କଟୋପ୍ କୁ ଯିବା ପାଇଁ  Clt+Alt+D ବ୍ୟବହାର ହୋଇଥାଏ. ବ୍ୟବହାରି ମାନଂକୁ ଏହି ଭରଜନ ର ଭିନ୍ନତାକୁ ପରିଚାଳନା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ. ଚାଲ ବର୍ତମାନ Windows key ଏବଂ D ପ୍ରେସ୍ କର.
+
| ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା |
 
|-
 
|-
|8:37
+
|08:37
|ଏଠାରେ ଆପଣ ଦେଖିପାରିବେ ଆପଣକଂର ପେନ୍-ଡ୍ରାଇଭି  (pen-drive) ଡେସ୍କଟୋପ୍ ରେ ଉପସ୍ତିତ ଅଛି.
+
| ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ |
 
|-
 
|-
|8:42
+
|08:42
|ଚାଲ ଏହା ଉପରେ କ୍ଲିକ୍ କରି ଏହାକୁ ଖୋଲିବା.
+
| ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା |
 
|-
 
|-
|8:46
+
|08:46
|ବର୍ତମାନ ମୁଁ ମୁଭି ଫାଇଲ୍ (movie file) କୁ ଚଳାଇବା ପାଇଁ ଏହାକୁ ବାଛୁଛି ଯାହା Ubuntu Humanity.ogv.
+
| ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି |
 
|-
 
|-
|8:57
+
|08:57
|ଏଠାରେ ମୋ ଫାଇଲ୍ ଅଛି, ବର୍ତମାନ ଏହାକୁ ଖୋଲିବା ପାଇଁ ଏଥିରେ ଡବଲ୍ କ୍ଲିକ୍ କରୁଛି.
+
| ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି |
 
|-
 
|-
|9:09
+
|09:09
|ସ୍ବାଭାବିକ ଭାବରେ, ଏହା movie-player ରେ ଖୋଲେ. ଚାଲ ଏହାକୁ ବନ୍ଦ କରିବା.
+
| ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା |
 
|-
 
|-
|9:13
+
|09:13
|ବର୍ତମାନ ଏହି ଡେସ୍କଟୋପ୍ (desktop) ଉପରେ କିଛି ଗୁରୁତ୍ବପୁର୍ଣ ଜିନିଷ ଗୁଡିକୁ ଦେଖିବା.
+
| ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା |
 
|-
 
|-
|9:18
+
|09:18
|ଏଥିପାଇଁ ଚାଲ ଏବେ Places menu କୁ ଯିବା. ଏଥିରେ ଆମ ପାଖରେ ହୋମ୍ ଫୋଲଡର୍ ଅଛି.
+
| ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି |
 
|-
 
|-
|9:27
+
|09:27
|ଚାଲ ଏହାକୁ ଖୋଲ. ହୋମ୍ ଫୋଲଡର୍ ଉପରେ କ୍ଲିକ୍ କର.
+
| ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା |
 
|-
 
|-
|9:29
+
|09:29
|ଉବଣ୍ଟୁରେ ପ୍ରତେକ ବ୍ୟବହାରି ମାନଂକ ପାଇଁ ଏକ ଅସାଧାରଣ ହୋମ୍ ଫୋଲଡର୍ ଅଛି. 
+
| ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ |
 
|-
 
|-
|9:34
+
|09:34
|ଆମେ କହିପାରିବା ଯେ ହୋମ୍ ଫୋଲଡର୍ ଆମର ଘର ଅଟେ ଯେଉଁଠାରେ ଆମେ ଆମର ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ସଂଚୟ କରିପାରିବା.
+
| ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା |
 
|-
 
|-
|9:42
+
|09:42
|ଯେପର୍ଯ୍ୟନ୍ତ ଆମେ ଅନୁମତି ନ ଦେବା, ସେମାନଂକୁ ଅନ୍ୟମାନେ କେହି ଦେଖିପାରିବେ ନାହିଁ. ଫାଇଲ୍ ଅନୁମତି ଉପରେ ଅଧିକ ସୁଚାନା ଲିନକ୍ସ  ସ୍ପୋକେନ୍ ଟ୍ୟୁଟୋରିଆଲ ରେ ଉପଲବ୍ଧ ଅଛି ଯାହା www.spoken-tutorial.org ଅଟେ.
+
| ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି |
 
|-
 
|-
|9:56
+
|09:56
|ଆମର ହୋମ୍ ଫୋଲଡର୍ ରେ, ଆମେ ଅନ୍ୟ ଫୋଲଡର୍ ଗୁଡିକ, ଯଥା Desktop, Documents, Downloads, Videos ଇତ୍ୟାଦି ଦେଖିପାରିବା.
+
| ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା |
 
|-
 
|-
 
|10:08
 
|10:08
|ଲିନକ୍ସ ରେ, ସବୁକିଛି ଏକ ଫାଇଲ୍ ଅଟେ. ଚାଲ double  କ୍ଲିକ୍ କରି ଡେସ୍କଟୋପ୍ ଫୋଲଡର୍ (desktop folder) ଖୋଲିବା.
+
| ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା |
 
|-
 
|-
 
|10:16
 
|10:16
|ଆମେ ଦେଖିପାରିବା ଯେ ସେହି ଏକା ସମାନ "hello.txt" ଫାଇଲ୍ ଯାହା କି ଏଠାରେ text editor ରେ ସେଭ୍ କରିଥିଲେ.
+
| ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ |
 
|-
 
|-
 
|10:25
 
|10:25
|ତେଣୁ ଏହି ଫୋଲଡର୍ ଏବଂ ଡେସ୍କଟୋପ୍ ଏକା ଅଟନ୍ତି. ଚାଲ ବର୍ତମାନ ଏହି ଫୋଲଡର୍ କୁ ବଂଦ କରିବା.
+
| ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି |
 
|-
 
|-
 
|10:31
 
|10:31
|ଆପଣ ମାନେ କଣ ଡେସ୍କଟୋପ୍ ଏକା ବିଷୟବସ୍ତୁ ଦେଖି ବିରକ୍ତି ମନେ କରୁନାହାନ୍ତି? ଚାଲ ଏହାକୁ ପରିବର୍ତନ କରିବା.
+
| ଡେସ୍କଟପ୍ ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା |
 
|-
 
|-
 
|10:37
 
|10:37
|ଏଥିପାଇଁ  System->Preferences->Appearance କୁ ଯିବା. ଏହା ଉପରେ କ୍ଲିକ୍ କର.
+
| ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ |
 
|-
 
|-
 
|10:44
 
|10:44
|ଏଠାରେ themes tab ଅଧିନରେ, ଆମ ପାଖରେ ବହୁତ ପୁର୍ବରୁ installed ବିଷୟବସ୍ତୁ ଅଛି. ଚାଲ ଆମେ "Clearlooks" କୁ ବାଛିବା.
+
| ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ |
 
|-
 
|-
 
|10:52
 
|10:52
|ଯେପରି  ଆପଣ ତାହା ଉପରେ କ୍ଲିକ୍ କରିବେ, ଆପଣ ଦେଖିପାରିବେ ଯେ ଆପନଂକର ମେସିନ୍ ରେ ପରିବର୍ତ୍ତନ ଗୁଡିକ ବ୍ୟବହାରଯୋଗ୍ୟ ହୋଇଛି.
+
| ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ |
 
|-
 
|-
 
|10:58
 
|10:58
|ତଳେ ବାମ ହାତ କୋଣରେ ଥିବା ଡେସ୍କଟୋପ୍ ଆଇକନ୍ ରେ କ୍ଲିକ୍ କରି ଆପଣ ଏହାକୁ ଭଲ ଭାବରେ ଦେଖିପାରିବେ. ଚାଲ ଏହି ଆଇକନ୍ ରେ ଆଉଥରେ କ୍ଲିକ୍ କରି ଫୋଲଡର୍ କୁ ଫେରଯିବା. 
+
| ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା |
 
|-
 
|-
 
|11:10
 
|11:10
|ସେହି ବିଷୟବସ୍ତୁ ଗୁଡିକୁ ଦେଖ ଯେଉଁଗୁଡିକୁ ଆପଣ ପସଂଦ କରନ୍ତି ଏବଂ ବାହାରକୁ ଯିବାପାଇଁ କ୍ଲୋଜ୍ ବଟନ୍ (close button) ଉପରେ କ୍ଲିକ୍ କର.
+
| ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
 
|-
 
|-
 
|11:18
 
|11:18
|ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ.
+
| ଏହା ଆମକୁ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ |
 
|-
 
|-
 
|11:21
 
|11:21
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲୁ  ଉବଣ୍ଟୁ ଡେସ୍କଟୋପ୍  (Ubuntu Desktop), ମେନ୍ ମେନ୍ୟୁ, ଏବଂ ଅନ୍ୟ ଆଇକନ୍ ଗୁଡିକ ସମ୍ବଧରେ ଯାହା ଉବଣ୍ଟୁ ସ୍କ୍ରିନ୍ (Ubuntu screen) ଉପରେ ଦେଖାଯାଏ.
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ |
 
|-
 
|-
 
|11:31
 
|11:31
|ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ, ଏହା ଆଇ. ସି. ଟି. (ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|-
 
|-
 
|11:41
 
|11:41
|ଏହି ବିଷୟରେ ଅଧିକ ସୁଚନା ପାଇଁ ନିମ୍ନରେ ଥିବା ଲିଂକ୍ ରେ ଉପଲବ୍ଧ ଅଛି www.spoken-tutorial.org/NMEICT-Intro.
+
| http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |
 
|-
 
|-
 
|11:47
 
|11:47
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
|ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଉପସ୍ତିଥ ପାଇଁ ଧନ୍ୟବାଦ.
+
 
 +
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Revision as of 17:26, 2 February 2015

ree{| border=1 |Time |Narration |- |00:00 | ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ | |- |00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା | |- |00:12 | ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି | |- |00:19 | ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି | |- |00:24 | ଉପର ବାମପଟ କୋଣରେ ମେନ୍ ମେନୁ ଅଛି | |- |00:31 | Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ | |- |00:40 | ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ | |- |00:48 | ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା | |- |00:55 | ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା | |- |01:04 | ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ | |- |01:12 | ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ | |- |01:18 | ଚାଲନ୍ତୁ କିଛି ସରଳ ଗଣନା କରିବା | |- |01:22 | 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ |- |01:32 | = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ |- |01:39 | ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ | |- |01:46 | ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା | |- |01:50 | ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ | |- |01:59 | ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ | |- |02:09 | ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି | |- |02:16 | ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି | |- |02:28 | ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି | |- |02:45 | ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ | |- |02:56 | ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି | |- |03:15 | ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା | |- |03:24 | ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି | |- |03:30 | ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି | |- |03:35 | ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି | |- |03:40 | ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା | |- |03:44 | ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି | |- |03:50 | http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | |- |04:00 | ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା | |- |04:12 | ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା | |- |04:19 | ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ | |- |04:25 | ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ | |- |04:30 | ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା | |- |04:36 | ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା | |- |04:41 | ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି | |- |04:48 | ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି | |- |04:55 | ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | |- |05:01 | ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି | |- |05:17 | ଟର୍ମିନାଲ୍ କ୍ଲୋଜ୍ କରନ୍ତୁ |- |05:20 | ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ | |- |05:27 | ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ | |- |05:36 | ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା | |- |05:43 | ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି | |- |05:53 | ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି |- |06:00 | "www.gmail.com" ଟାଇପ୍ କରିବି |- |06:04 | ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ | |- |06:09 | ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି | |- |06:15 | ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ | |- |06:22 | ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |06:36 | ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା | |- |06:45 | ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା | |- |06:53 | ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି | |- |07:03 | ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି | |- |07:07 | ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | |- |07:12 | ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା | |- |07:21 | ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ | |- |07:35 | ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି | |- |07:48 | ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ | |- |07:53 | ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ | |- |08:08 | ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା | |- |08:37 | ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ | |- |08:42 | ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା | |- |08:46 | ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି | |- |08:57 | ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି | |- |09:09 | ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା | |- |09:13 | ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା | |- |09:18 | ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି | |- |09:27 | ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା | |- |09:29 | ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ | |- |09:34 | ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା | |- |09:42 | ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି | |- |09:56 | ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା | |- |10:08 | ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା | |- |10:16 | ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ | |- |10:25 | ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି | |- |10:31 | ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା | |- |10:37 | ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ | |- |10:44 | ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ | |- |10:52 | ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ | |- |10:58 | ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା | |- |11:10 | ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |- |11:18 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |- |11:21 |ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ | |- |11:31 |ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |- |11:41 | http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | |- |11:47 |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, PoojaMoolya, Pradeep