Linux/C2/The-Linux-Environment/Oriya

From Script | Spoken-Tutorial
Revision as of 11:10, 23 October 2013 by Devraj (Talk | contribs)

Jump to: navigation, search
Time Narration
00:00 ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
00:07 ଏହି ଟ୍ୟୁଟୋରିଆଲ ରେ ପ୍ରଦତ୍ତ ଉଦାହରଣ ଗୁଡିକର ଅଭ୍ୟାସ ପାଇଁ ଗୋଟିଏ ୱାର୍କିଂ (କ୍ରୀୟାଶୀଳ) ଲିନକ୍ସ ସିଷ୍ଟମ୍ , ସର୍ବୋତ୍ତମ ଭାବେ Ubuntu (ଉବଣ୍ଟୁ), ର ଅବଶ୍ୟକତା ହେବ .
00:13 ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣିଛନ୍ତି .
00:22 ଯଦି ଆପଣ ଅଧିକ ଆଗ୍ରହି, କିମ୍ବା ଏହି concept (ଧାରଣା) ଗୁଡିକୁ ମନେପକାଇବା ପାଇଁ ଚାହାନ୍ତି , ଦୟାକରି ଆମ ୱେବ୍ସାଇଟ୍‌ରେ ଉପଲବ୍ଧ‍ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ ବିନା ଦ୍ୱିଧାରେ ବ୍ୟବହାର କରନ୍ତୁ .
00:32 ଦୟାକରି ଧ୍ୟାନ ଦଅ ଯେ ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ଉବଣ୍ଟୁ 10.10 ର ବ୍ୟବହାର ହୋଇଥିଲା .
00:36 ଦୟାକରି ଏହା ମଧ୍ୟ ଧ୍ୟାନ ଦିଅ ଯେ ଲିନକ୍ସ case sensitive . ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ .
00:46 ଲିନକ୍ସ environment ନିର୍ଧାରଣ କରେ -- ଅପେରଟିଂଗ୍ ସିଷ୍ଟମ (operating system) ତୁମ ସହିତ କିପରି ବ୍ୟବହାର କରେ, ଏହା ତୁମର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ତୁମର କାର୍ଯ ଗୁଡିକୁ କିପରି ଇଣ୍ଟରପ୍ରିଟ୍‌ କରେ, ଇତ୍ୟାଦି.
00:55 ଶେଲ୍ (shell) ର ସେଟିଂଗ୍‍ସ୍‌ (settings) ପରିବର୍ତନ କରି ଲିନକ୍ସ କୁ ବହୁମାତ୍ରାରେ କସ୍ଟୋମାଇଜ୍‌ କରିହେବ .
00:58 ଚାଲ ବୁଝିବା ଏସବୁ କିପରି ହୋ‌ଇପାରିବ .
00:59 ସାଧାରଣତଃ ଶେଲ୍ (shell) ଗୁଡ଼ିକର ଆଚରଣ shell variables ଦ୍ବାରା ନିର୍ଧାରିତ ହୋ‌ଇଥାଏ .
01:04 ମୁଖ୍ୟତଃ ଦୁଇ ପ୍ରକାରର shell variables ଅଛି :

Environment Variables ଏବଂ Local Variables

01:12 ଏହାର ନାମ Environment Variables ରଖାଯାଇଛି , କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ୟୁଜର୍‌ (ବ୍ୟବହାରକାରୀ)ର ସମଗ୍ର environment ରେ ଉପଲବ୍ଧ .
01:19 ଏଗୁଡ଼ିକ ଶେଲ୍ (shell) ଦ୍ବାରା ଉତ୍ପନ୍ନ ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ, ଯଥା, ଯେଗୁଡ଼ିକ ଶେଲ୍ ସ୍କିରପ୍ଟ୍ (shell scripts) ରନ୍‌ କରେ .
01:24 Local Variables, ଯାହା ନାମରୁ ଜଣାଯାଏ କି, ଏହାର ବହୁତ କମ ବା ସୀମିତ ଉପଲବ୍ଧତା ଅଛି .
01:31 ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ.
01:36 ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ତେବେ ପ୍ରଥମେ ଚାଲ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା .
01:48 ଚଳିତ ଶେଲ୍ (shell) ରେ ଉପଲବ୍ଧ ସବୁ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ .
01:53 ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ.
02:00 ଆମେ ସମସ୍ତ current shell variable ଗୁଡିକୁ ଦେଖିପାରିବା .
02:04 ଉଦାହରଣ ସ୍ବରୁପ, HOME environment variable କୁ ଦେଖ, ଏହାର ନିର୍ଦ୍ଧାରିତ ମୁଲ୍ୟକୁ ମଧ୍ୟ ଧ୍ୟାନ ଦିଅ .
02:15 ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ q ଦବାଅ.
02:21 variable list ର ଅଧିକ ନିୟମିତ multipage output ପ୍ରଦର୍ଶିତ କରିବା ପାଇଁ ଏଠାରେ ସେଟ୍ ରୁ ଆଉଟ୍-ପୁଟ୍ କୁ ଅଧିକ ସ୍ଥାନକୁ pipeline କରାଯାଇଥିଲା .
02:38 କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ .
02:45 ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
02:52 ଉଦାହରଣ ସ୍ବରୁପ, SHELL variable ଉପରେ ଧ୍ୟାନ ଦିଅ ଯାହାର ମୁଲ୍ୟ slash bin slash bash (/bin/bash).
03:00 ପୁଣି, list ର ବାହାରକୁ ଆସିବା ପାଇଁ q ଦବାଇ ପାର .
03:07 ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା .
03:11 ଆମେ ଏଠାରେ ଆମର ସବୁ demonstration (ପ୍ରଦର୍ଶନ) ପାଇଁ bash shell ବ୍ୟବହାର କରିବା .
03:15 ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ଅଲଗା ଅଲଗା ଉପାୟରେ customized ହୋ‌ଇଥାଏ .
03:19 ଏକ variable ପ୍ରକୃତରେ କଣ ଗଛିତ କରେ ଦେଖିବା ପାଇଁ, ଆମକୁ ସେହି variable ନାମ ପୁର୍ବରୁ ଏକ dollar sign ଲଗାଇ ତା ସହିତ echo କମାଣ୍ଡ ବ୍ୟବହାର କରିବାକୁ ପଡ଼ିବ.
03:30 ପ୍ରଥମ environment variable ଯାହା ଆମେ ପ୍ରଥମେ ଦେଖିବା ହେଉଛି SHELL variable .
03:35 ଏହା current shell ର ନାମ ଗଛିତ କରେ .
03:37 SHELL variable ର value କଣ ଦେଖିବା ପାଇଁ ଟର୍ମିନାଲ୍ ରେ ବଡ-ଅକ୍ଷରରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
03:55 ଏଠାରେ slash bin slash bash ହେଉଛି ସେହି ଶେଲ୍ ଯେଉଁଠି ଆମେ ବର୍ତମାନ ଅପେରେଟିଂଗ୍ କରୁଛେ .
04:02 ପରବର୍ତୀ variable ହେଲା ହୋମ୍ (HOME) .
04:05 ଯେବେ ଆମେ ଲିନକ୍ସ ରେ login କରୁଁ, ସାଧାରଣତଃ ଏହା ଆମକୁ ଆମର ୟୁଜର୍ ନାମରେ ନାମିତଏକ directory ରେ ସ୍ଥାନ ଦିଏ .
04:11 ଏହି directory କୁ home directory କହନ୍ତି ଏବଂ ଏହା ପୂର୍ଣ୍ଣତଃ HOME variable ରେ ଉପଲବ୍ଧ .
04:17 value ଦେଖିବା ପାଇଁ , ଟର୍ମିନାଲ୍ ରେ ବଡ ଅକ୍ଷର ରେ ଟାଇପ୍ କର "echo space dollar H-O-M-E " ଏବଂ ଏନ୍ଟର୍ ଦବାଅ.
04:29 ପରବର୍ତୀ environment variable ହେଉଛି PATH .
04:32 PATH variable directory ଗୁଡ଼ିକର absolute path ଗୁଡିକୁ ଧାରଣ କରେ , ଯାହାକୁ shell କୌଣସି କାର୍ଯକାରୀ executable କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ସର୍ଚ୍‌ କରିଥାଏ .
04:40 ଚାଲ path variable ର value ଦେଖିବା .
04:43 ପୁଣି, ଟର୍ମିନାଲ୍ ରେ "echo space dollar P-A-T-H " ବଡ ଅକ୍ଷରରେ ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
04:51 ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (directories) ଦେଖାଇବ.
05:04 ଏହା ଏକ ସିଷ୍ଟମ୍ ରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ .
05:07 ବାସ୍ତବରେ ଏହା colon (:) delimiter ଦ୍ବାରା ବିଭାଜିତ directory ଗୁଡିକର ଗୋଟିଏ ତାଲିକା , ଯାହାକୁ ଶେଲ୍ ଏହି କ୍ରମରେ ଏକ executable କମାଣ୍ଡ୍ କୁ ଖୋଜିବା ବେଳେ ସର୍ଚ୍‌ କରିବ .
05:18 ଆମେ ମଧ୍ୟ ଏହି ସୁଚୀ ରେ ଆମର ନିଜ ଡାଇରେକ୍ଟ୍ ଟୋରୀ (directory)କୁ ଯୋଡି ପାରିବା, ଯାହାଫଳରେ ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ସର୍ଚ୍‌ କରାଯାଇଥାଏ .
05:25 ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର
5:29 ବଡ ଅକ୍ଷରରେ "P-A-T-H" 'equal-to' dollar ବଡ ଅକ୍ଷରରେ P-A-T-H colon slash home slash ଆମ ନିଜ home directoryର ନାମ ଏବଂ ତାପରେ ଏନ୍ଟର୍ ଦବାଅ .
05:54 ବର୍ତମାନ ଯଦି ଆମେ P ATH ର value କୁ ଇକୋ (echo) କରିବା .
06:04 ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଅଂଶ ହୋଇ ପାରିବ .
06:10 ଦେଖ ଯେ ଡାଇରେକ୍ଟ୍ ଟୋରୀ (directory)ଟି ବର୍ତମାନ୍ ଏଠାରେ ଉପସ୍ଥିତ ଅଛି.
06:16 ଅନ୍ୟ ଏକ କୌତୁହଳ ଜନକ variable ହେଉଛି LOGNAME .
06:20 ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍-ନେମ କୁ ଗଛିତ କରେ .
06:24 value ଦେଖିବା ପାଇଁ ଟାଇପ୍ କର "echo space dollar LOGNAME" ଏବଂ ଏନ୍ଟର୍ ଦବାଅ .
06:35 ଯେବେ ଆମେ ଟର୍ମିନାଲ୍ ଖୋଲିବା, ଆମେ dollar ଚିହ୍ନ ଦେଖିପାରିବା, ଯାହା ହେଉଛି ପ୍ରୋମପ୍ଟ୍ ଯେଉଁଠାରେ ଆମେ ଆମର ସବୁ କମାଣ୍ଡ୍ ଗୁଡିକୁ ଏନ୍ଟର୍ କରୁଁ .
06:42 ଏହା environment variable PS1 ଦ୍ବାରା ପ୍ରତିନିଧିତ primary prompt string .
06:47 ଗୋଟିଏ secondary prompt string ମଧ୍ୟ ରହିଛି .
06:50 ଯଦି ଆମର କମାଣ୍ଡ୍ ଲମ୍ବା ଏବଂ ଏହା ଏକ ଲାଇନ୍ ରୁ ଅଧିକ ଦୂରତାର , ତେବେ ଦ୍ୱିତୀୟ ଲାଇନ୍ ଠାରୁ ଆମେ ପ୍ରୋମପ୍ଟ୍ ରୂପେ ଏକ greater than sign “>” ଦେଖିପାରିବା .
07:00 ଏହା environment variable PS2 ଦ୍ବାରା ପ୍ରତିନିଧିତ secondary prompt string .
07:05 secondary command prompt ର value ଦେଖିବା ପାଇଁ , ଟର୍ମିନାଲ୍ ରେ ଟାଇପ୍ କର "echo space dollar PS2” ଏବଂ ଏନ୍ଟର୍ ଦବାଅ .
07:20 ଆମେ ପ୍ରୋମପ୍ଟ୍ ରେ ଆମର primary prompt string , ଧର “at the rate” <@> କୁ ପରିବର୍ତନ କରିପାରିବା .
07:28 ଏହା କରିବା ପାଇଁ ଟାଇପ୍ କର "PS1 'equal-to' now ଉଦ୍ଧୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ .
07:41 ବର୍ତମାନ dollar ଚିହ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ରୂପେ at the rate ର ଚିହ୍ନ ଦେଖିପାରିବା .
07:50 ଆମେ କିଛି ଅଧିକ ଆକର୍ଷଣୀୟ କରିପାରିବା . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦର୍ଶିତ କରିବା .
07:56 କେବେଳ ଟାଇପ୍ କର " ବଡ ଅକ୍ଷରରେ PS1 'equal-to' ଉଦ୍ଧୃତ ଚିହ୍ନ ମଧ୍ୟରେ dollar LOGNAME " ଏବଂ ଏନ୍ଟର୍ ଦବାଅ .
08:12 ବର୍ତମାନ ମୋ username ହେଉଛି ମୋ ପ୍ରୋମପ୍ଟ୍ .
08:16 ପଛକୁ ଆସିବା ପାଇଁ "PS1 'equal-to' ଉଦ୍ଧୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
08:28 ଆମ କେତେକ environment variables କୁ ନିର୍ଧାରିତ value ଦେଇଛୁ .
08:32 କିନ୍ତୁ ଗୋଟିଏ କଥା ମନେରଖ ଯେ ଏହି ସଂଶୋଧନଗୁଡିକ କେବଳ current session (ବର୍ତମାନ ସତ୍ର) ପାଇଁ ଉପଯୋଗୀ .
08:37 ଯେମିତି ଆମେ ଆମର directory କୁ PATH variable ରେ ଯୋଡି ଥିଲେ .
08:40 ଯଦି ଆମେ ଏହି ଟର୍ମିନାଲ୍ କୁ ବଂଦ କରିବୁଁ ଏବଂ ଏହାକୁ ଆଉଥରେ ଖୋଲିବୁ , କିମ୍ବା ଏକ ପୂରା ନୁଆ ଟର୍ମିନାଲ୍ ଖୋଲିବୁ , ଏବଂ ଏହାର value ଇକୋ କରି path variable ଯାଂଚ କରୁଁ .
09:00 ଆମେ ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ରହିନାହିଁ .
09:05 ଯେଉଁ ଉପାୟରେ ଆମେ ଏହି ସଂଶୋଧନଗୁଡ଼ିକୁ ସ୍ଥାୟୀ (permanent) କରିପାରିବା, ତାହା advanced (ଉନ୍ନତ) ଟ୍ୟୁଟୋରିଆଲରେ ସମାବୃତ ହେବ .
09:13 ଅନେକ ସମୟରେ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ (re-execute) କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ . ଆମେ କଣ କରିବା ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରିବା କି ?
9:22 ନାହିଁ, ଏଠାରେ କେତେକ ସମାଧାନ ଅଛି .
09:26 ପ୍ରଥମେ, ସାଧାରଣତଃ ଯଦି ତୁମେ ତୁମ keyboard ରେ up (ଅପ୍‌) keyକୁ ଦବାଅ , ତେବେ ଏହା ତୁମେ ଟାଇପ୍ କରିଥିବା ଶେଷ କମାଣ୍ଡ୍ ଦେଖାଇବ.
09:33 key କୁ ଦବାଇ ଚାଲ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମଧ୍ୟରେ ସ୍କ୍ରୋଲ୍ (scroll) କରି ଚାଲିବ .
09:37 ପଛକୁ ଯିବା ପାଇଁ down key କୁ ଦବାଅ.
09:42 କିନ୍ତୁ ଯେବେ ତୁମକୁ ବହୁତଗୁଡ଼ିଏ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ (scroll) କରିବାକୁ ପଡ଼େ , ଏହା ଟିକିଏ ଅବାଗିଆ ଏବଂ ବିରକ୍ତିକର ଲାଗେ . ଏକ ଭଲ ଉପାୟ ହେଲା history command ବ୍ୟବହାର କରିବା .
09:52 ପ୍ରୋମପ୍ଟ୍ ରେ history ଟାଇପ୍ କର .
09:58 ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକର ସୁଚୀ ଦେଖାଯିବ
10:04 ଯଦି ଲମ୍ବା ସୁଚୀ ର ପରିବର୍ତେ ତୁମେ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହଁ .
10:08 ଟାଇପ୍ କର "history space 10" ଏବଂ ଏନ୍ଟର୍ ଦବାଅ .
10:20 ଧ୍ୟାନ ଦିଅ, ଏହି ସୁଚୀରେ ପୁର୍ବରେ କାର୍ଯ୍ୟକାରୀ ପ୍ରତ୍ୟେକ କମାଣ୍ଡ୍ ପାଇଁ ଏକ ସଂଖ୍ୟା ନିର୍ଧାରିତ ହୋ‌ଇଛି .
10:27 ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ .
10:32 ଟାଇପ୍ କର ବିସ୍ମୟସୁଚକ ଚିହ୍ନ ତାପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ ମୋ କ୍ଷେତ୍ରରେ 442, ଏହା echo space dollar path କାର୍ଯ୍ୟକାରୀ କରିବ .
10:51 ଯଦି ତୁମେ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ , କେବଳ ବିସ୍ମୟସୁଚକ ଚିହ୍ନ ଦୁଇ ଥର ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:03 ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ home directory ପାଇଁ ଏକ shorthand .
11:12 ତେଣୁ , ଧରାଯାଉ, ତୁମ home directory) ରେ ତୁମର testtree ନାମକ ଏକ directory ଅଛି . ତୁମେ "cd space 'tilde' slash testtree" ଟାଇପ୍ କରି ଏହା ପାଖରେ ପହଂଚି ପାରିବ.
11:25 current working directory ଏବଂ ବ୍ୟବହାର ହୋଇଥିବା ଶେଷ ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି

cd 'tilde' minus କିମ୍ବା କେବଳ cd minus.

11:35 ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା .
11:41 ତେଣୁ ଯଦି "cd space minus" ଚଲାଇବା ଏବଂ ଏନ୍ଟର୍ ଦବାଇବା, ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ .
11:47 ଏହାକୁ ପୁନର୍ବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ .
11:55 ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ହେଉଛି alias command .
11:59 ଏହା ହୋଇପାରେ କି ତୁମ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ଚଳାଇବା ଦରକାର .
12:04 ଏ କ୍ଷେତ୍ରରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ ଟିକୁ ଚଳାଇବା ପରିବର୍ତେ alias ନାମର ବ୍ୟବହାର କରିପାରିବା .
12:11 ଧରାଯାଉ ତୁମ ପାଖରେ ଏପରି ଏକ ଲମ୍ବା directory hierarchy ଅଛି , ଯେଉଁଠାକୁ ତୁମେ ବାରମ୍ବାର Music (ସଂଗୀତ) ପାଇଁ ଯାଅ . ତୁମେ ଏପାଇଁ ଏହି ପ୍ରକାରର ଏକ alias ତିଆରି କରିପାରିବ .
12:20 ଟାଇପ୍ କର alias space cdMusic 'equal-to' ଦୁଇ ଉଦ୍ଧୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଏବଂ ଏନ୍ଟର୍ ଦବାଅ.
12:47 ବର୍ତମାନ ପ୍ରତିଥର ଏହି ଡାଇରେକ୍ଟ୍ ଟୋରୀ (directory)କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ .
12:55 ଦେଖ, ଏବେ ଆମେ music directory ରେ ଅଛୁ .
12:58 ବର୍ତମାନ, previous working directory କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ "cd space minus" ଟାଇପ୍ କରିପାର.
13:08 ଏହି alias କୁ ବାତିଲ୍ କରିବା ପାଇଁ କେବଳ unalias space cdMusic ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:20 ବର୍ତମାନ ପୁଣିଥରେ ଯଦି ତୁମେ ଟର୍ମିନାଲ୍ ରେ cdMusic ଲେଖ, ତୁମକୁ ଏକ error ମିଳିବ ଯେ the command was not found .
13:30 ଧର, ଆମ ପାଖରେ ଆମର present working directory ରେ ଦୁଇଟି ଫାଇଲ୍ - test1 ଏବଂ test2 ଅଛି .
13:38 ଏବଂ ଯଦି rm test1 ଚଲାଇବା , test1 ନିରବରେ ଅପସାରଣ ହୋଇଯିବ .
13:45 ଆମେ ଜାଣୁ ଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା interactive କରିଥାଏ .
13:52 ତେଣୁ ଆମେ, alias rm equal-to ଏବେ ଉଦ୍ଧୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାରିବା .
14:03 ବର୍ତମାନ ଆମେ ଯେତେବେଳେ “rm” ଚଲାଇବା , ପ୍ରକୃତରେ ” rm hyphen i” ଚାଲିବ.
14:13 ତେଣୁ ଆମେ ଦେଖିଲେ ଯେ ଯେତେବେଳେ test1 କୁ ନିରବରେ delete ହୋ‌ଇଗଲା, ସିଷ୍ଟମ test2 କୁ ହଟାଇବା ପୁର୍ବରୁ ପଚାରିଥିଲା .
14:20 ତେଣୁ, ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ .
14:25 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
14:28 ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
14:36 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
14:39 ଏହି ଟ୍ୟୁଟୋରିଆଲ ସ୍କ୍ରିପ୍ଟ୍ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା .
14:42 ଏହି ସ୍କ୍ରିପ୍ଟ୍ (script)ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Manoranjan, PoojaMoolya, Pradeep, Sakinashaikh