Difference between revisions of "Linux/C2/The-Linux-Environment/Oriya"

From Script | Spoken-Tutorial
Jump to: navigation, search
Line 5: Line 5:
  
 
|00:00
 
|00:00
| ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.  
+
| ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .  
 
|-
 
|-
 
|00:07
 
|00:07
|ଏହି ଟ୍ୟୁଟୋରିଆଲ ରେ କାର୍ଯ୍ୟ କରୁଥିବା  ଲିନକ୍ସ ଶିଷ୍ଟମ୍ ର ସ୍ପଷ୍ଟ ଉଦାହରଣ ଗୁଡିକର ଚେଷ୍ଟା ପାଇଁ ଅଧିକତମ ଉବଣ୍ଟୁ ର ଅବଶ୍ୟକତା ଅଟେ.  
+
|ଏହି ଟ୍ୟୁଟୋରିଆଲ ରେ ପ୍ରଦତ୍ତ ଉଦାହରଣ ଗୁଡିକର ଅଭ୍ୟାସ ପାଇଁ ଗୋଟିଏ ୱାର୍କିଂ (କ୍ରୀୟାଶୀଳ) ଲିନକ୍ସ ସିଷ୍ଟମ୍ , ସର୍ବୋତ୍ତମ ଭାବେ Ubuntu (ଉବଣ୍ଟୁ), ର ଅବଶ୍ୟକତା ହେବ .  
 
|-
 
|-
 
|00:13
 
|00:13
|ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍,, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣ ଆପଣ ଜାଣନ୍ତି.
+
|ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣିଛନ୍ତି .
 
|-
 
|-
 
|00:22
 
|00:22
|ଯଦି ଆପଣ ଆଗ୍ରହି ଅଟନ୍ତି, କିମ୍ବା ଏହି ଧାରଣ ଗୁଡିକୁ ସୁଧାରିବା ପାଇଁ ଚାହାନ୍ତି ଅଛନ୍ତି, ଦୟାକରି ଆମର  ୱେବ୍ ସାଇଟ୍ ରେ ଉପଲବ୍ଧି ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମ ରେ ବିନା ପ୍ରତିବଂଧକ ରେ କର.  
+
|ଯଦି ଆପଣ ଅଧିକ ଆଗ୍ରହି, କିମ୍ବା ଏହି concept (ଧାରଣା) ଗୁଡିକୁ ମନେପକାଇବା ପାଇଁ ଚାହାନ୍ତି , ଦୟାକରି ଆମ ୱେବ୍ସାଇଟ୍‌ରେ ଉପଲବ୍ଧ‍ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ ବିନା ଦ୍ୱିଧାରେ ବ୍ୟବହାର କରନ୍ତୁ .  
 
|-
 
|-
 
|00:32
 
|00:32
|ଦୟାକରି ଧ୍ୟାନ ଦିଏ ଯେ ଉବଣ୍ଟୁ 10.10 ର ବ୍ୟବହାର ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ହୋଇଥିଲା.  
+
|ଦୟାକରି ଧ୍ୟାନ ଦଅ ଯେ ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ଉବଣ୍ଟୁ 10.10 ର ବ୍ୟବହାର ହୋଇଥିଲା .  
 
|-
 
|-
 
|00:36
 
|00:36
|ଦୟାକରି ମଧ୍ୟ ଧ୍ୟାନ ଦିଏ ଯେ ଲିନକ୍ସ କେସେ ସେନସିଟିବୀ (case sensitive) ଅଟେ. ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛିନ୍ତି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ.  
+
|ଦୟାକରି ଏହା ମଧ୍ୟ ଧ୍ୟାନ ଦିଅ ଯେ ଲିନକ୍ସ case sensitive . ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ .  
 
|-
 
|-
 
|00:46
 
|00:46
|ଲିନକ୍ସ environment ନିର୍ଧାରଣ କରେ ଯେ ଅପେରଟିଂଗ୍ ସିଷ୍ଟମ (operating system) ଆପଣକଂ  ସହିତ କିପରି ବ୍ୟବହାର କରେ, ଏହା ଆପଣକଂର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ଆପଣକଂର କାର୍ଯ ଗୁଡିକୁ କିପରି ବ୍ୟାଖ୍ୟI କରେ  ଏବଂ ଆଦି.  
+
|ଲିନକ୍ସ environment ନିର୍ଧାରଣ କରେ -- ଅପେରଟିଂଗ୍ ସିଷ୍ଟମ (operating system) ତୁମ ସହିତ କିପରି ବ୍ୟବହାର କରେ, ଏହା ତୁମର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ତୁମର କାର୍ଯ ଗୁଡିକୁ କିପରି ଇଣ୍ଟରପ୍ରିଟ୍‌ କରେ, ଇତ୍ୟାଦି.  
 
|-
 
|-
 
|00:55
 
|00:55
|ଶେଲ୍ (shell) ର ସେଟିଂଗ୍  ଗୁଡିରେ (settings) ପରିବର୍ତନ କରି ଲିନକ୍ସ କୁ ଅଧିକ ଗତାନୁଗତିକ କରି ପାରିବା.  
+
|ଶେଲ୍ (shell) ର ସେଟିଂଗ୍‍ସ୍‌ (settings) ପରିବର୍ତନ କରି ଲିନକ୍ସ କୁ ବହୁମାତ୍ରାରେ କସ୍ଟୋମାଇଜ୍‌ କରିହେବ .  
 
|-
 
|-
 
|00:58
 
|00:58
|ଚାଲ ଏବେ ବୁଝିବା ଏହା ସବୁ କିପରି କରିପାରିବା.  
+
|ଚାଲ ବୁଝିବା ଏସବୁ କିପରି ହୋ‌ଇପାରିବ .  
 
|-
 
|-
 
|00:59
 
|00:59
|ସାଧାରଣତଃ ଶେଲ୍ (shell) ର ବ୍ୟବହାର  shell variables ଦ୍ବାରା ନିର୍ଧାରିତ ଅଟେ.  
+
|ସାଧାରଣତଃ ଶେଲ୍ (shell) ଗୁଡ଼ିକର ଆଚରଣ shell variables ଦ୍ବାରା ନିର୍ଧାରିତ ହୋ‌ଇଥାଏ .  
 
|-
 
|-
 
|01:04  
 
|01:04  
|shell variables ମୁଖ୍ୟତଃ ଦୁଇ ପ୍ରକାରର ଅଟନ୍ତି:
+
| ମୁଖ୍ୟତଃ ଦୁଇ ପ୍ରକାରର shell variables ଅଛି :
Environment Variables  
+
Environment Variables ଏବଂ
 
+
Local Variables  
ଏବଂ Local Variables  
+
 
|-
 
|-
 
|01:12
 
|01:12
|ଏହାର ନାମ ଅଟେ କାରଣ ସେମାନେ ଉପୋଯୋଗୀ କର୍ତାକଂର ସମ୍ପୁର୍ଣ  environment ରେ ଉପଲବ୍ଧ ଅଟନ୍ତି.  
+
|ଏହାର ନାମ Environment Variables ରଖାଯାଇଛି , କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ୟୁଜର୍‌ (ବ୍ୟବହାରକାରୀ)ର ସମଗ୍ର environment ରେ ଉପଲବ୍ଧ .  
 
|-
 
|-
 
|01:19
 
|01:19
|ଏହି ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ ଅଛି ଯେପରି ଶେଲ୍ ସ୍କିରପ୍ଟ୍ (shell scripts) ଗୁଡିକୁ ଚାଲୁଲଖିବା ପରି.  
+
|ଏଗୁଡ଼ିକ ଶେଲ୍ (shell) ଦ୍ବାରା ଉତ୍ପନ୍ନ ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ, ଯଥା, ଯେଗୁଡ଼ିକ ଶେଲ୍ ସ୍କିରପ୍ଟ୍ (shell scripts) ରନ୍‌ କରେ .
 
|-
 
|-
 
|01:24
 
|01:24
|Local Variables , ଯାହା ନାମ ରୁ ପ୍ରସ୍ତାବ ଦିଏ କି ଏହାର ବହୁତ ପ୍ରତିବନ୍ଧକ କିମ୍ବା ସୀମିତ ଉପଲବ୍ଧତା ଅଛି.  
+
|Local Variables, ଯାହା ନାମରୁ ଜଣାଯାଏ କି, ଏହାର ବହୁତ କମ ବା ସୀମିତ ଉପଲବ୍ଧତା ଅଛି .  
 
|-
 
|-
 
|01:31
 
|01:31
|ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ.  
+
|ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ.
 
|-
 
|-
 
|01:36  
 
|01:36  
|ଯେପରି ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ଚାଲ ଏବେ ପ୍ରଥମେ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା.  
+
| ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ତେବେ ପ୍ରଥମେ ଚାଲ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା .
 
|-
 
|-
 
|01:48
 
|01:48
|ବର୍ତମାନ ଶେଲ୍ (shell) ରେ ସବୁ ଉପଲବ୍ଧ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ.  
+
|ଚଳିତ ଶେଲ୍ (shell) ରେ ଉପଲବ୍ଧ ସବୁ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ .
 
|-
 
|-
 
|01:53
 
|01:53
| ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ.  
+
| ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
|02:00
 
|02:00
|ଆମେ ସବୁ ବର୍ତମାନ ଶେଲ୍ (shell) ରେ ସବୁ variable ଗୁଡିକୁ ଦେଖିପାରିବା.
+
|ଆମେ ସମସ୍ତ current shell variable ଗୁଡିକୁ ଦେଖିପାରିବା .
 
|-
 
|-
 
|02:04
 
|02:04
|ଉଦାହରଣ ସ୍ବରୁପ, HOME environment variable କୁ ଦେଖିକରି ଏହାର ନିର୍ଦ୍ଧାରିତ ମୁଲ୍ୟ କୁ ଧ୍ୟାନ ଦିଅ.  
+
|ଉଦାହରଣ ସ୍ବରୁପ, HOME environment variable କୁ ଦେଖ, ଏହାର ନିର୍ଦ୍ଧାରିତ ମୁଲ୍ୟକୁ ମଧ୍ୟ ଧ୍ୟାନ ଦିଅ .
 
|-
 
|-
 
|02:15
 
|02:15
|ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ  q ଦବାଅ.  
+
|ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ  q ଦବାଅ.  
 
|-
 
|-
 
|02:21
 
|02:21
|ଏଠାରେ variable ସୁଚୀ multipage output କୁ ନିୟମିତ ଭାବରେ ପ୍ରଦଶ୍ରୀତ କରିବା ପାଇଁ ସେଟ୍ ଠାରୁ ଆଉଟ୍-ପୁଟ୍ କୁ କ୍ରମ ରେ କରାଯାଇଥିଲା.
+
|variable list ଅଧିକ ନିୟମିତ multipage output ପ୍ରଦର୍ଶିତ କରିବା ପାଇଁ ଏଠାରେ ସେଟ୍ ରୁ ଆଉଟ୍-ପୁଟ୍ କୁ ଅଧିକ ସ୍ଥାନକୁ pipeline କରାଯାଇଥିଲା .
 
|-
 
|-
 
|02:38
 
|02:38
|କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ.  
+
|କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ .
 
|-
 
|-
 
|02:45
 
|02:45
|ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|02:52
 
|02:52
Line 83: Line 82:
 
|-
 
|-
 
|03:00
 
|03:00
|ପୁଣି, ସୁଚୀ ର ବାହାରକୁ ଆସିବା ପାଇଁ ଆପଣ q ଦବାଇ ପାର.  
+
|ପୁଣି, list ର ବାହାରକୁ ଆସିବା ପାଇଁ q ଦବାଇ ପାର .
 
|-
 
|-
 
|03:07
 
|03:07
|ବର୍ତମାନ, ଚାଲ   ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ  environment variable ଗୁଡିକ ଉପରେ ଆଲୋଚନା କରିବା.  
+
|ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ  environment variable ଗୁଡିକ ଉପରେ ଆଲୋଚନା କରିବା .  
 
|-
 
|-
 
|03:11
 
|03:11
|ଆମେ ଏଠାରେ ଆମର ସବୁ ପ୍ରଦଶ୍ରନ ପାଇଁ bash shell ବ୍ୟବହାର କରି ପାରିବା.  
+
|ଆମେ ଏଠାରେ ଆମର ସବୁ demonstration (ପ୍ରଦର୍ଶନ) ପାଇଁ bash shell ବ୍ୟବହାର କରିବା .
 
|-
 
|-
 
|03:15
 
|03:15
|ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ବିଭିନ୍ନ  ଉପାୟ ରେ ଗତାନୁଗତିକ ଅଟେ.  
+
|ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ଅଲଗା ଅଲଗା ଉପାୟରେ customized ହୋ‌ଇଥାଏ .  
 
|-
 
|-
 
|03:19
 
|03:19
|ପ୍ରକୃତରେ କେଉଁ ଏକ variable ଗଛିତ ଅଟେ ଏହାକୁ ଦେଖିବା ପାଇଁ ଆମେ ପୁର୍ବରୁ ଏକ dollar sign ଲଗାଇବା ବାଧ୍ୟ ଏବଂ ଏହା ସହିତ echo କମାଣ୍ଡ ବ୍ୟବହାର କର.  
+
|ଏକ variable ପ୍ରକୃତରେ କଣ ଗଛିତ କରେ ଦେଖିବା ପାଇଁ, ଆମକୁ ସେହି variable ନାମ ପୁର୍ବରୁ ଏକ dollar sign ଲଗାଇ ତା ସହିତ echo କମାଣ୍ଡ ବ୍ୟବହାର କରିବାକୁ ପଡ଼ିବ.  
 
|-
 
|-
 
|03:30
 
|03:30
|ପ୍ରଥମ environment variable ଯାହା ଆମେ ଦେଖିପାରିବା ହେଉଛି SHELL variable.  
+
| ପ୍ରଥମ environment variable ଯାହା ଆମେ ପ୍ରଥମେ ଦେଖିବା ହେଉଛି SHELL variable .
 
|-
 
|-
 
|03:35
 
|03:35
|ଏହା ବର୍ତମାନ ଶେଲ୍ ର ନାମ ଗଛିତ କରେ.  
+
|ଏହା current shell ର ନାମ ଗଛିତ କରେ .
 
|-
 
|-
 
|03:37
 
|03:37
|SHELL variable ର ମୁଲ୍ୟ କଣ ଅଟେ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|SHELL variable ର value କଣ ଦେଖିବା ପାଇଁ ଟର୍ମିନାଲ୍ ରେ ବଡ-ଅକ୍ଷରରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|03:55
 
|03:55
|ଏଠାରେ slash bin slash bash ଶେଲ୍ ଅଟେ ଯେଉଁଠାରେ ଆମେ ବର୍ତମାନ ଅପେରେଟିଂଗ୍ କରୁଛୁ.  
+
|ଏଠାରେ slash bin slash bash ହେଉଛି ସେହି ଶେଲ୍ ଯେଉଁଠି ଆମେ ବର୍ତମାନ ଅପେରେଟିଂଗ୍ କରୁଛେ .  
 
|-
 
|-
 
|04:02
 
|04:02
|ପରବର୍ତୀ variable ହୋମ୍ (HOME) ଅଟେ.  
+
|ପରବର୍ତୀ variable ହେଲା ହୋମ୍ (HOME) .
 
|-
 
|-
 
|04:05
 
|04:05
|ଯେବେ ଆମେ ଲିନକ୍ସ ରେ ଲୋଗ୍-ଇନ୍ (login) କରୁଁ, ସାଧାରଣତଃ ଏହା ଆମକୁ ଏକ  directory ନାମ ରେ ସ୍ଥାନ ଦିଏ ଯାହାର ନାମ ଆମର ୟୁଜର୍ ନାମ ରେ ରଖାଯାଇ ଥାଏ.   
+
|ଯେବେ ଆମେ ଲିନକ୍ସ ରେ login କରୁଁ, ସାଧାରଣତଃ ଏହା ଆମକୁ ଆମର ୟୁଜର୍ ନାମରେ ନାମିତଏକ directory ରେ ସ୍ଥାନ ଦିଏ .   
 
|-
 
|-
 
|04:11
 
|04:11
|ଏହି ଡାଇରେକ୍ଟ୍ ଟୋରୀ (directory) କୁ ହୋମ୍ ଡାଇରେକ୍ଟ୍ ଟୋରୀ (home directory) କହନ୍ତି ଏବଂ ଏହା ବାସ୍ତବରେ ଅଟେ ଯାହା  HOME variable ରେ ଉପଲବ୍ଧ ଅଟେ.  
+
|ଏହି directory କୁ home directory କହନ୍ତି ଏବଂ ଏହା ପୂର୍ଣ୍ଣତଃ HOME variable ରେ ଉପଲବ୍ଧ .  
 
|-
 
|-
 
|04:17  
 
|04:17  
|ମୁଲ୍ୟ ଦେଖିବା ପାଇଁ ଟର୍ମିନାଲ୍ ବଡ ଅଖୟର ରେ "echo space dollar H-O-M-E in capital" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
| value ଦେଖିବା ପାଇଁ , ଟର୍ମିନାଲ୍ ରେ ବଡ ଅକ୍ଷର ରେ ଟାଇପ୍ କର "echo space dollar H-O-M-E " ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|04:29
 
|04:29
|ପରବର୍ତୀ environment variable ପାଥ୍ (PATH) ଅଟେ.  
+
|ପରବର୍ତୀ environment variable ହେଉଛି PATH .
 
|-
 
|-
 
|04:32
 
|04:32
|PATH variable directories ର absolute path ଗୁଡିକୁ ଧାରଣ କରେ ଯାହା ଶେଲ୍ କୌଣସି କାର୍ଯକାରୀ କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ଖୋଜିବାକୁ ହୋଇଥାଏ.  
+
|PATH variable directory ଗୁଡ଼ିକର absolute path ଗୁଡିକୁ ଧାରଣ କରେ , ଯାହାକୁ shell କୌଣସି କାର୍ଯକାରୀ executable କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ସର୍ଚ୍‌ କରିଥାଏ .
 
|-
 
|-
 
|04:40  
 
|04:40  
|ଚାଲ ଦେଖ path variable ର ମୁଲ୍ୟ.  
+
|ଚାଲ path variable ର value ଦେଖିବା .
 
|-
 
|-
 
|04:43  
 
|04:43  
|ଆଉ ଥରେ, ଟର୍ମିନାଲ୍ ର ବଡ ଅଖୟର ରେ "echo space dollar P-A-T-H " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ପୁଣି, ଟର୍ମିନାଲ୍ ରେ "echo space dollar P-A-T-H " ବଡ ଅକ୍ଷରରେ ଟାଇପ୍ କର ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|04:51  
 
|04:51  
|ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (sub-directories) ଦେଖାଏ.  
+
|ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (directories) ଦେଖାଇବ.  
 
|-
 
|-
 
|05:04
 
|05:04
|ଏହା ଏକ ସିଷ୍ଟମ୍ ଠାରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ.
+
|ଏହା ଏକ ସିଷ୍ଟମ୍ ରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ .
 
|-
 
|-
 
|05:07
 
|05:07
| ବାସ୍ତବରେ ଏହା (colon) delimiter ଦ୍ବାରା ବିଭାଜିତ ଡାଇରେକ୍ଟ୍ ଟୋରୀ (directory) ଗୁଡିକର ସୁଚୀ ଅଟେ, ଯାହା ଶେଲ୍ ଏହି କ୍ରମରେ ଏକ କାର୍ଯ୍ୟକାରୀ କମାଣ୍ଡ୍ କୁ ଖୋଜିବ.  
+
|ବାସ୍ତବରେ ଏହା colon (:) delimiter ଦ୍ବାରା ବିଭାଜିତ directory ଗୁଡିକର ଗୋଟିଏ ତାଲିକା , ଯାହାକୁ ଶେଲ୍ ଏହି କ୍ରମରେ ଏକ executable କମାଣ୍ଡ୍ କୁ ଖୋଜିବା ବେଳେ ସର୍ଚ୍‌ କରିବ .  
 
|-
 
|-
 
|05:18
 
|05:18
|ଆମେ ଏହି ସୁଚୀ ରେ ମଧ୍ୟ ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡି ପାରିବା, ଯାହାକି ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ଖୋଜା ଯାଇଥାଏ.  
+
|ଆମେ ମଧ୍ୟ ଏହି ସୁଚୀ ରେ ଆମର ନିଜ ଡାଇରେକ୍ଟ୍ ଟୋରୀ (directory)କୁ ଯୋଡି ପାରିବା, ଯାହାଫଳରେ ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ସର୍ଚ୍‌ କରାଯାଇଥାଏ .
 
|-
 
|-
 
|05:25  
 
|05:25  
|ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର.
+
|ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର
 
|-
 
|-
 
|5:29
 
|5:29
|"P-A-T-H" ବଡ ଅଖୟର ରେ, ପୁଣି 'equal-to' dollar P-A-T-H ବଡ ଅଖୟର ରେ, colon slash home slash the name of my own home directory ଏବଂ ଏନ୍ଟର୍ ଦବାଅ.  
+
| ବଡ ଅକ୍ଷରରେ "P-A-T-H" 'equal-to' dollar ବଡ ଅକ୍ଷରରେ P-A-T-H colon slash home slash ଆମ ନିଜ home directoryର ନାମ ଏବଂ ତାପରେ ଏନ୍ଟର୍ ଦବାଅ .  
 
|-
 
|-
 
|05:54  
 
|05:54  
|ବର୍ତମାନ ଯଦି ଆମେ ପାଥ୍ ମୁଲ୍ୟ କୁ ଅନୁକରଣ କରେ କିମ୍ବା ଇକୋ (echo) କରେ.
+
|ବର୍ତମାନ ଯଦି ଆମେ P ATH value କୁ ଇକୋ (echo) କରିବା .
 
|-
 
|-
 
|06:04  
 
|06:04  
|ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଭାଗ ହୋଇ ପାରିବ.   
+
|ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଅଂଶ ହୋଇ ପାରିବ .   
 
|-
 
|-
 
|06:10
 
|06:10
|ଡାଇରେକ୍ଟ୍ ଟୋରୀ (directory) ଦେଖ ଯାହା ବର୍ତମାନ୍ ଏଠାରେ ଉପସ୍ତିତ ଅଛି.  
+
| ଦେଖ ଯେ ଡାଇରେକ୍ଟ୍ ଟୋରୀ (directory)ଟି  ବର୍ତମାନ୍ ଏଠାରେ ଉପସ୍ଥିତ ଅଛି.
 
|-
 
|-
 
|06:16
 
|06:16
|ଅନ୍ୟ ଏକ କୌତୁହଳ ଜନକ variable LOGNAME ଅଟେ.  
+
|ଅନ୍ୟ ଏକ କୌତୁହଳ ଜନକ variable ହେଉଛି LOGNAME .
 
|-
 
|-
 
|06:20  
 
|06:20  
|ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍ ନାମ କୁ ଗଛିତ କରେ.
+
|ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍-ନେମ କୁ ଗଛିତ କରେ .
 
|-
 
|-
 
|06:24  
 
|06:24  
|ମୁଲ୍ୟ ଦେଖିବା ପାଇଁ ଟାଇପ୍ କର  "echo space dollar LOGNAME" ଏବଂ ଏନ୍ଟର୍ ଦବାଅ.  
+
| value ଦେଖିବା ପାଇଁ ଟାଇପ୍ କର  "echo space dollar LOGNAME" ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|06:35
 
|06:35
|ଯେବେ ଆମେ ଟର୍ମିନାଲ୍ ଖୋଲନ୍ତି  ଆମେ dollar ଚିନ୍ନ ଦେଖିପାରିବା, ଯାହା ପ୍ରୋମପ୍ଟ୍ ଅଟେ ଯେଉଁଥିରେ ଆମେ ସବୁ ଆମର କମାଣ୍ଡ୍ ଗୁଡିକୁ ଦବାନ୍ତି.  
+
|ଯେବେ ଆମେ ଟର୍ମିନାଲ୍ ଖୋଲିବା, ଆମେ dollar ଚିହ୍ନ ଦେଖିପାରିବା, ଯାହା ହେଉଛି ପ୍ରୋମପ୍ଟ୍ ଯେଉଁଠାରେ ଆମେ ଆମର ସବୁ କମାଣ୍ଡ୍ ଗୁଡିକୁ ଏନ୍ଟର୍ କରୁଁ .  
 
|-
 
|-
 
|06:42
 
|06:42
|ଏହା environment variable PS1 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ.
+
|ଏହା environment variable PS1 ଦ୍ବାରା ପ୍ରତିନିଧିତ primary prompt string .
 
|-
 
|-
 
|06:47
 
|06:47
|ଏଠାରେ ମଧ୍ୟ ଏକ ଦିତୀୟତଃ  ପ୍ରୋମପ୍ଟ୍ string ଅଛି.  
+
|ଗୋଟିଏ secondary prompt string ମଧ୍ୟ ରହିଛି .  
 
|-
 
|-
 
|06:50
 
|06:50
|ଯଦି ଆମର କମାଣ୍ଡ୍ ଲମ୍ବା ଅଟେ ଏବଂ ଏହା ଏକ ଲାଇନ୍ ଠାରୁ ଅଧିକ ଦୁରତା ଅଟେ ତେବେ ଦିତିୟ ଲାଇନ୍ ର ଆରମ୍ଭରୁ ଆମେ ପ୍ରୋମପ୍ଟ୍ ଭଳି ଏକ greater than sign “>” ଦେଖିପାରିବା.  
+
|ଯଦି ଆମର କମାଣ୍ଡ୍ ଲମ୍ବା ଏବଂ ଏହା ଏକ ଲାଇନ୍ ରୁ ଅଧିକ ଦୂରତାର , ତେବେ ଦ୍ୱିତୀୟ ଲାଇନ୍ ଠାରୁ ଆମେ ପ୍ରୋମପ୍ଟ୍ ରୂପେ ଏକ greater than sign “>” ଦେଖିପାରିବା .
 
|-
 
|-
 
|07:00  
 
|07:00  
|ଏହା environment variable PS2 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ.  
+
|ଏହା environment variable PS2 ଦ୍ବାରା ପ୍ରତିନିଧିତ secondary prompt string .
 
|-
 
|-
 
|07:05  
 
|07:05  
|ଦିତୀୟତଃ କମାଣ୍ଡ ପ୍ରୋମପ୍ଟ୍  (secondary command prompt) ମୁଲ୍ୟ କୁ ଦେଖିବା ପାଇଁ, ଟର୍ମିନାଲ୍ ରେ "echo space dollar PS2 ଏବଂ ଏନ୍ଟର୍ ଦବାଅ.  
+
| secondary command prompt ର value ଦେଖିବା ପାଇଁ , ଟର୍ମିନାଲ୍ ରେ ଟାଇପ୍ କର "echo space dollar PS2” ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|07:20
 
|07:20
|ଆମେ ପ୍ରୋମପ୍ଟ୍ ରେ “at the rate” <@> କହି ଆମର ପ୍ରୋମପ୍ଟ୍ string କୁ ପରିବର୍ତନ କରି ପାର.  
+
|ଆମେ ପ୍ରୋମପ୍ଟ୍ ରେ ଆମର primary prompt string , ଧର “at the rate” <@> କୁ ପରିବର୍ତନ କରିପାରିବା .
 
|-
 
|-
 
|07:28  
 
|07:28  
|ଏହା କରିବା ପାଇଁ ଟାଇପ୍ କର  "PS1 'equal-to' ବର୍ତମାନ ଉଦୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ.  
+
|ଏହା କରିବା ପାଇଁ ଟାଇପ୍ କର  "PS1 'equal-to' now ଉଦ୍ଧୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|07:41
 
|07:41
|ବର୍ତମାନ dollar ଚିନ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ଭଳି at the rate ର ଚିନ୍ନ ଦେଖିପାରିବା.  
+
|ବର୍ତମାନ dollar ଚିହ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ରୂପେ at the rate ର ଚିହ୍ନ ଦେଖିପାରିବା .
 
|-
 
|-
 
|07:50
 
|07:50
|କିଛି ଅଧିକ କୌତୁହଳ ଜନକ କରି ପାର . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦଶିତ କରି ପାର.  
+
|ଆମେ କିଛି ଅଧିକ ଆକର୍ଷଣୀୟ କରିପାରିବା . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦର୍ଶିତ କରିବା .  
 
|-
 
|-
 
|07:56
 
|07:56
|କେବେଳ "PS1 କୁ ବଡ ଅଖୟର ରେ 'equal-to' ଉଦୃତ ଚିନ୍ନ ମଧ୍ୟରେ dollar LOGNAME " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|କେବେଳ ଟାଇପ୍ କର " ବଡ ଅକ୍ଷରରେ PS1 'equal-to' ଉଦ୍ଧୃତ ଚିହ୍ନ ମଧ୍ୟରେ dollar LOGNAME " ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|08:12  
 
|08:12  
|ବର୍ତମାନ ମୋ username ମୋ ପ୍ରୋମପ୍ଟ୍ ଅଟେ.
+
|ବର୍ତମାନ ମୋ username ହେଉଛି ମୋ ପ୍ରୋମପ୍ଟ୍ .
 
|-
 
|-
 
|08:16
 
|08:16
|ପଛକୁ ଆସିବା ପାଇଁ  "PS1 'equal-to' ଉଦୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ପଛକୁ ଆସିବା ପାଇଁ  "PS1 'equal-to' ଉଦ୍ଧୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
|08:28
 
|08:28
|ଆମ କେତେକ environment variables କୁ ନିର୍ଧାରିତ ମୁଲ୍ୟ ଦେଇଛୁ.
+
|ଆମ କେତେକ environment variables କୁ ନିର୍ଧାରିତ value ଦେଇଛୁ .
 
|-
 
|-
 
|08:32  
 
|08:32  
|କିନ୍ତୁ ଏକ କଥା ମନେରଖ ଯେ ଏହି ସଂଶୋଧନ ଗୁଡିକ କେବଳ ବର୍ତମାନ ସ୍ତତ୍ର୍ ପାଇଁ ଉପଯୋଗିତା ଅଟେ.
+
|କିନ୍ତୁ ଗୋଟିଏ କଥା ମନେରଖ ଯେ ଏହି ସଂଶୋଧନଗୁଡିକ କେବଳ current session (ବର୍ତମାନ ସତ୍ର) ପାଇଁ ଉପଯୋଗୀ .
 
|-
 
|-
 
|08:37  
 
|08:37  
|ଯେପରି ଆମେ ଆମର ଡାଇରେକ୍ଟ୍ ଟୋରୀ (directory) କୁ ପାଥ୍ ଡାଇରେକ୍ଟ୍ ଟୋରୀ (PATH variable) ରେ ଯୋଡି ଥିଲେ.  
+
|ଯେମିତି ଆମେ ଆମର directory କୁ PATH variable ରେ ଯୋଡି ଥିଲେ .
 
|-
 
|-
 
|08:40
 
|08:40
|ଯଦି ଟର୍ମିନାଲ୍ ବଂଦ କର ଏବଂ ଏହାକୁ ଆଉଥରେ ଖୋଲ କିମ୍ବା ଏହା ପୁର୍ଣ ରୁପରେ ଏକ ନୁଆ ଟର୍ମିନାଲ୍ ଖୋଲ ଏବଂ path variable ର ମୁଲ୍ୟ କୁ ଅନୁକରଣ ଦ୍ବାରା ଯାଂଚ କର.  
+
|ଯଦି ଆମେ ଏହି ଟର୍ମିନାଲ୍ କୁ ବଂଦ କରିବୁଁ ଏବଂ ଏହାକୁ ଆଉଥରେ ଖୋଲିବୁ , କିମ୍ବା ଏକ ପୂରା ନୁଆ ଟର୍ମିନାଲ୍ ଖୋଲିବୁ , ଏବଂ ଏହାର value ଇକୋ କରି path variable ଯାଂଚ କରୁଁ .
 
|-
 
|-
 
|09:00
 
|09:00
|ଆମେ ଏହା ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ବିଦ୍ୟମାନ ନାହିଁ.  
+
|ଆମେ ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ରହିନାହିଁ .
 
|-
 
|-
 
|09:05  
 
|09:05  
|ଯେଉଁ ଉପାୟ ଦ୍ବାରା ଆମେ ଏହି  ସଂଶୋଧନ କୁ ସ୍ଥାହୀ (permanent) କରିପାରିବା ଏହି ଗୁଡିକ କିଛି ଉନ୍ନତ ଟ୍ୟୁଟୋରିଆଲ ରେ ଆବୃତ କରିବା.  
+
|ଯେଉଁ ଉପାୟରେ ଆମେ ଏହି  ସଂଶୋଧନଗୁଡ଼ିକୁ ସ୍ଥାୟୀ (permanent) କରିପାରିବା,  ତାହା advanced (ଉନ୍ନତ) ଟ୍ୟୁଟୋରିଆଲରେ ସମାବୃତ ହେବ .  
 
|-
 
|-
 
|09:13
 
|09:13
|ଅଧିକତଃ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ. ଆମେ କଣ କରୁଁ ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରୁଁ କି ?   
+
|ଅନେକ ସମୟରେ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ (re-execute) କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ . ଆମେ କଣ କରିବା ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରିବା କି ?   
 
|-
 
|-
 
|9:22
 
|9:22
|ନାହିଁ, ଏଠାରେ କେତେକ ସଂଖ୍ୟକ ସମାଧାନ ଅଛି.  
+
|ନାହିଁ, ଏଠାରେ କେତେକ ସମାଧାନ ଅଛି .
 
|-
 
|-
 
|09:26
 
|09:26
|ପ୍ରଥମେ, ସାଧାରଣତଃ ଯଦି ଆପଣ ଆପଣକଂର keyboard ରେ key କୁ ଦବାଅ ତେବେ ଏହା ଶେଷ କମାଣ୍ଡ୍ ଦେଖାଇବ ଯାହା ଆପଣ ଟାଇପ୍ କରିଥିଲେ.  
+
|ପ୍ରଥମେ, ସାଧାରଣତଃ ଯଦି ତୁମେ ତୁମ keyboard ରେ up (ଅପ୍‌) keyକୁ ଦବାଅ , ତେବେ ଏହା ତୁମେ ଟାଇପ୍ କରିଥିବା ଶେଷ କମାଣ୍ଡ୍ ଦେଖାଇବ.  
 
|-
 
|-
 
|09:33
 
|09:33
|key କୁ ଦବାଇ ରଖ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କରି ଚାଲିବ.
+
|key କୁ ଦବାଇ ଚାଲ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମଧ୍ୟରେ ସ୍କ୍ରୋଲ୍ (scroll) କରି ଚାଲିବ .
 
|-
 
|-
 
|09:37
 
|09:37
|ପଛକୁ ଯିବା ପାଇଁ down key କୁ ଦବାଅ.
+
|ପଛକୁ ଯିବା ପାଇଁ down key କୁ ଦବାଅ.
 
|-
 
|-
 
|09:42
 
|09:42
|କିନ୍ତୁ ଯେବେ ଆପଣ କେତେକ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କର, ଏହା କିଛି ଅବାଗିଆ ଏବଂ ବିରକ୍ତିକର ହୁଏ. ଏକ ଭଲ ଉପାୟ ହେଲା କି ହିଷ୍ତ୍ରୀ କମାଣ୍ଡ୍ (history command) ବ୍ୟବହାର କର.  
+
|କିନ୍ତୁ ଯେବେ ତୁମକୁ ବହୁତଗୁଡ଼ିଏ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ (scroll) କରିବାକୁ ପଡ଼େ , ଏହା ଟିକିଏ ଅବାଗିଆ ଏବଂ ବିରକ୍ତିକର ଲାଗେ . ଏକ ଭଲ ଉପାୟ ହେଲା history command ବ୍ୟବହାର କରିବା .
 
|-
 
|-
 
|09:52  
 
|09:52  
|ପ୍ରୋମପ୍ଟ୍ ରେ ହିଷ୍ତ୍ରୀ (history) ଟାଇପ୍ କର.  
+
|ପ୍ରୋମପ୍ଟ୍ ରେ history ଟାଇପ୍ କର .  
 
|-
 
|-
 
|09:58  
 
|09:58  
|ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ର ବିଦ୍ୟମାନ ସୁଚୀ ଦେଖ
+
|ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକର ସୁଚୀ ଦେଖାଯିବ
 
|-
 
|-
 
|10:04  
 
|10:04  
|ଯଦି ଲମ୍ବା ସୁଚୀ ର ପରିବର୍ତେ ଆପଣ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହାନ୍ତି.
+
|ଯଦି ଲମ୍ବା ସୁଚୀ ର ପରିବର୍ତେ ତୁମେ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହଁ .
 
|-
 
|-
 
|10:08  
 
|10:08  
|ଟାଇପ୍ "history space 10" ଏବଂ ଏନ୍ଟର୍ ଦବାଅ.  
+
|ଟାଇପ୍ କର "history space 10" ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|10:20  
 
|10:20  
|ଧ୍ୟାନ ଦିଏ, ଏହି ସୁଚୀ ରେ ପ୍ରେତକ ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ପାଇଁ ଏକ ସଂଖ୍ୟା ନିର୍ଧାରିତ ଅଟେ.
+
|ଧ୍ୟାନ ଦିଅ, ଏହି ସୁଚୀରେ ପୁର୍ବରେ କାର୍ଯ୍ୟକାରୀ ପ୍ରତ୍ୟେକ କମାଣ୍ଡ୍ ପାଇଁ ଏକ ସଂଖ୍ୟା ନିର୍ଧାରିତ ହୋ‌ଇଛି .
 
|-
 
|-
 
|10:27
 
|10:27
|ଏକ ବିଶେଷ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ.  
+
|ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ .
 
|-
 
|-
 
|10:32
 
|10:32
|ଟାଇପ୍ କର ବିସ୍ମୟସୁଚକ ଚିହ୍ନ ଯାହା ପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ 442 ମୋ କେସ୍ ରେ echo space dollar path କାର୍ଯ୍ୟକାରୀ କରିବ.  
+
|ଟାଇପ୍ କର ବିସ୍ମୟସୁଚକ ଚିହ୍ନ ତାପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ ମୋ କ୍ଷେତ୍ରରେ 442, ଏହା echo space dollar path କାର୍ଯ୍ୟକାରୀ କରିବ .
 
|-
 
|-
 
|10:51  
 
|10:51  
|ଯଦି ଆପଣ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ କେବଳ ଦୁଇ ଥର ବିସ୍ମୟସୁଚକ ଚିହ୍ନ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଯଦି ତୁମେ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ , କେବଳ ବିସ୍ମୟସୁଚକ ଚିହ୍ନ ଦୁଇ ଥର ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|11:03
 
|11:03
|ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ପାଇଁ ଏକ shorthand ଅଟେ.  
+
|ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ home directory ପାଇଁ ଏକ shorthand .  
 
|-
 
|-
 
|11:12
 
|11:12
|ତେଣୁ କୁହ, ଆପଣକଂ ପାଖରେ  testtree ନାମକ ଏକ ଡାଇରେକ୍ଟ୍ ଟୋରୀ (directory) ଆପଣକଂର ହୋମ୍  ଡାଇରେକ୍ଟ୍ ଟୋରୀ (home directory) ରେ ଅଛି . ଆପଣ "cd space 'tilde' slash testtree" ଟାଇପ୍ କରି ଏହା ପାଖକୁ ପହଂଚି ପାରିବେ.  
+
|ତେଣୁ , ଧରାଯାଉ, ତୁମ home directory) ରେ ତୁମର testtree ନାମକ ଏକ directory ଅଛି . ତୁମେ  "cd space 'tilde' slash testtree" ଟାଇପ୍ କରି ଏହା ପାଖରେ ପହଂଚି ପାରିବ.  
 
|-
 
|-
 
|11:25  
 
|11:25  
|ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (current working directory) ଏବଂ ବ୍ୟବହାର ହୋଇଥିବା ଶେଷ  ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି cd 'tilde' minus କିମ୍ବା କେବଳ cd minus.  
+
|current working directory ଏବଂ ବ୍ୟବହାର ହୋଇଥିବା ଶେଷ  ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି  
 +
cd 'tilde' minus କିମ୍ବା କେବଳ cd minus.  
 
|-
 
|-
 
|11:35
 
|11:35
|ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା.  
+
|ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା .  
 
|-
 
|-
 
|11:41
 
|11:41
|ତେଣୁ ଯଦି "cd space minus" ଚଲାଅ ଏବଂ ଏନ୍ଟର୍ ଦବାଅ. ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ.  
+
|ତେଣୁ ଯଦି "cd space minus" ଚଲାଇବା ଏବଂ ଏନ୍ଟର୍ ଦବାଇବା, ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ .
 
|-
 
|-
 
|11:47  
 
|11:47  
|ଏହାକୁ ପୁର୍ନବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ.  
+
|ଏହାକୁ ପୁନର୍ବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ .  
 
|-
 
|-
 
|11:55  
 
|11:55  
|ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ତାହା alias command ଅଟେ.
+
|ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ହେଉଛି alias command .
 
|-
 
|-
 
|11:59
 
|11:59
|ଏହା ହୋଇପାରେ କି ଆପଣକଂ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର  ବାରମ୍ବାର ଚଳାଇବା ପାଇଁ ଦରକାର.   
+
|ଏହା ହୋଇପାରେ କି ତୁମ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ଚଳାଇବା ଦରକାର .   
 
|-
 
|-
 
|12:04
 
|12:04
|ଏହି ମାମଲା ରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ କୁ ଚଳାଇବା ପରିବର୍ତେ alias ନାମ ର ବ୍ୟବହାର କର.  
+
|ଏ କ୍ଷେତ୍ରରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ ଟିକୁ ଚଳାଇବା ପରିବର୍ତେ alias ନାମର ବ୍ୟବହାର କରିପାରିବା .  
 
|-
 
|-
 
|12:11
 
|12:11
|ମାନନ୍ତୁ କି ଆପଣକଂ ପାଖରେ ଏହିପରି  ଏକ ଲମ୍ବା ଡାଇରେକ୍ଟ୍ ଟୋରୀ (directory) କ୍ରମ ରେ ଅଛି ଯେଉଁଠାରେ ଆପଣ ବାରମ୍ବାର ସଂଗୀତ ପାଇଁ ଯାଆନ୍ତି, ଆପଣ ଏହା ପାଇଁ ଏହି ପ୍ରକାରର ଏକ alias ତିଆରି କରିପାର.  
+
|ଧରାଯାଉ ତୁମ ପାଖରେ ଏପରି ଏକ ଲମ୍ବା directory hierarchy ଅଛି , ଯେଉଁଠାକୁ ତୁମେ ବାରମ୍ବାର Music (ସଂଗୀତ) ପାଇଁ ଯାଅ . ତୁମେ ଏପାଇଁ ଏହି ପ୍ରକାରର ଏକ alias ତିଆରି କରିପାରିବ .  
 
|-
 
|-
 
|12:20
 
|12:20
|alias space cdMusic 'equal-to'  ଦୁଇ ଉଦୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
| ଟାଇପ୍ କର alias space cdMusic 'equal-to'  ଦୁଇ ଉଦ୍ଧୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
|12:47  
 
|12:47  
|ବର୍ତମାନ ପ୍ରତେକ ସମୟ ଏହି ଡାଇରେକ୍ଟ୍ ଟୋରୀ (directory) କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ.  
+
|ବର୍ତମାନ ପ୍ରତିଥର ଏହି ଡାଇରେକ୍ଟ୍ ଟୋରୀ (directory)କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
|12:55
 
|12:55
|ଦେଖ, ଏବେ ଆମେ music directory ରେ ଅଛୁ.  
+
|ଦେଖ, ଏବେ ଆମେ music directory ରେ ଅଛୁ .
 
|-
 
|-
 
|12:58
 
|12:58
|ବର୍ତମାନ, ଆପଣ ପୁର୍ବ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (previous working directory) କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ  "cd space minus" ଟାଇପ୍ କରି ପାର.   
+
|ବର୍ତମାନ, previous working directory କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ  "cd space minus" ଟାଇପ୍ କରିପାର.   
 
|-
 
|-
 
|13:08  
 
|13:08  
Line 314: Line 314:
 
|-
 
|-
 
|13:20
 
|13:20
|ବର୍ତମାନ ପୁଣିଥରେ ଯଦି ଆପଣ ଟର୍ମିନାଲ୍ ଠାରୁ cdMusic ଲେଖ, ଆପଣଂକୁ ଏକ ଏରର୍ (error) ମିଳିବ ଯାହା କମାଣ୍ଡ୍ ରେ ଥିଲା ନାହିଁ.  
+
|ବର୍ତମାନ ପୁଣିଥରେ ଯଦି ତୁମେ ଟର୍ମିନାଲ୍ ରେ cdMusic ଲେଖ, ତୁମକୁ ଏକ error ମିଳିବ ଯେ the command was not found .  
 
|-
 
|-
 
|13:30  
 
|13:30  
|ମାନ କି, ଆମ ପାଖରେ ଆମର ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (present working directory) ରେ ଦୁଇଟି ଫାଇଲ୍ ଅଛି, test1 ଏବଂ test2.  
+
|ଧର, ଆମ ପାଖରେ ଆମର present working directory ରେ ଦୁଇଟି ଫାଇଲ୍ - test1 ଏବଂ test2 ଅଛି .
 
|-
 
|-
 
|13:38
 
|13:38
|ଏବଂ ଯଦି rm test1 ଚଲାଅ, test1 ନିରବରେ ଅପସାରଣ ହୋଇଯାଏ.  
+
|ଏବଂ ଯଦି rm test1 ଚଲାଇବା , test1 ନିରବରେ ଅପସାରଣ ହୋଇଯିବ .
 
|-
 
|-
 
|13:45
 
|13:45
|ଆମେ ଜାଣୁଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା ଅଦାନପ୍ରଦାନ କରି ପାରିବ.  
+
|ଆମେ ଜାଣୁ ଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା interactive କରିଥାଏ .  
 
|-
 
|-
 
|13:52  
 
|13:52  
|ତେଣୁ ଆମେ , alias rm equal-to ଏବେ ଉଦୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାର.  
+
|ତେଣୁ ଆମେ, alias rm equal-to ଏବେ ଉଦ୍ଧୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାରିବା .  
 
|-
 
|-
 
|14:03
 
|14:03
|ବର୍ତମାନ ଯେବେ ଆମେ “rm” ,” rm hyphen i” ଚଲାଉ ବାସ୍ତବରେ ଏହା ଚାଲିବ.  
+
|ବର୍ତମାନ ଆମେ ଯେତେବେଳେ “rm” ଚଲାଇବା , ପ୍ରକୃତରେ ” rm hyphen i” ଚାଲିବ.  
 
|-
 
|-
 
|14:13  
 
|14:13  
|ତେଣୁ ଆମେ ଦେଖିଥିଲେ ଯେ ଯେବେ test1 କୁ ନିରବରେ ହଟାଇଥିଲେ, ସିଷ୍ଟମ test2 ହଟାଇବା ପୁର୍ବରୁ ପଚାରିଥିଲା.  
+
|ତେଣୁ ଆମେ ଦେଖିଲେ ଯେ ଯେତେବେଳେ test1 କୁ ନିରବରେ delete ହୋ‌ଇଗଲା, ସିଷ୍ଟମ test2 କୁ ହଟାଇବା ପୁର୍ବରୁ ପଚାରିଥିଲା .
 
|-
 
|-
 
|14:20  
 
|14:20  
|ତେଣୁ ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ.  
+
|ତେଣୁ, ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ .
 
|-
 
|-
 
|14:25
 
|14:25
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
+
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
 
|-
 
|-
 
|14:28
 
|14:28
|ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.
+
|ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
 
|-
 
|-
 
|14:36  
 
|14:36  
Line 347: Line 347:
 
|-
 
|-
 
|14:39  
 
|14:39  
|ସ୍କ୍ରିପ୍ଟ୍ ଟି ଏହି ଟ୍ୟୁଟୋରିଆଲ ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା.  
+
|ଏହି ଟ୍ୟୁଟୋରିଆଲ ସ୍କ୍ରିପ୍ଟ୍ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା .
 
|-
 
|-
 
|14:42  
 
|14:42  
|ଏହି ସ୍କ୍ରିପ୍ଟ୍ (script) ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
+
|ଏହି ସ୍କ୍ରିପ୍ଟ୍ (script)ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ.  
+
ଉପସ୍ଥିତି ପାଇଁ ଧନ୍ୟବାଦ.  
 
|}
 
|}

Revision as of 11:10, 23 October 2013

Time Narration
00:00 ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
00:07 ଏହି ଟ୍ୟୁଟୋରିଆଲ ରେ ପ୍ରଦତ୍ତ ଉଦାହରଣ ଗୁଡିକର ଅଭ୍ୟାସ ପାଇଁ ଗୋଟିଏ ୱାର୍କିଂ (କ୍ରୀୟାଶୀଳ) ଲିନକ୍ସ ସିଷ୍ଟମ୍ , ସର୍ବୋତ୍ତମ ଭାବେ Ubuntu (ଉବଣ୍ଟୁ), ର ଅବଶ୍ୟକତା ହେବ .
00:13 ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣିଛନ୍ତି .
00:22 ଯଦି ଆପଣ ଅଧିକ ଆଗ୍ରହି, କିମ୍ବା ଏହି concept (ଧାରଣା) ଗୁଡିକୁ ମନେପକାଇବା ପାଇଁ ଚାହାନ୍ତି , ଦୟାକରି ଆମ ୱେବ୍ସାଇଟ୍‌ରେ ଉପଲବ୍ଧ‍ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ ବିନା ଦ୍ୱିଧାରେ ବ୍ୟବହାର କରନ୍ତୁ .
00:32 ଦୟାକରି ଧ୍ୟାନ ଦଅ ଯେ ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ଉବଣ୍ଟୁ 10.10 ର ବ୍ୟବହାର ହୋଇଥିଲା .
00:36 ଦୟାକରି ଏହା ମଧ୍ୟ ଧ୍ୟାନ ଦିଅ ଯେ ଲିନକ୍ସ case sensitive . ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ .
00:46 ଲିନକ୍ସ environment ନିର୍ଧାରଣ କରେ -- ଅପେରଟିଂଗ୍ ସିଷ୍ଟମ (operating system) ତୁମ ସହିତ କିପରି ବ୍ୟବହାର କରେ, ଏହା ତୁମର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ତୁମର କାର୍ଯ ଗୁଡିକୁ କିପରି ଇଣ୍ଟରପ୍ରିଟ୍‌ କରେ, ଇତ୍ୟାଦି.
00:55 ଶେଲ୍ (shell) ର ସେଟିଂଗ୍‍ସ୍‌ (settings) ପରିବର୍ତନ କରି ଲିନକ୍ସ କୁ ବହୁମାତ୍ରାରେ କସ୍ଟୋମାଇଜ୍‌ କରିହେବ .
00:58 ଚାଲ ବୁଝିବା ଏସବୁ କିପରି ହୋ‌ଇପାରିବ .
00:59 ସାଧାରଣତଃ ଶେଲ୍ (shell) ଗୁଡ଼ିକର ଆଚରଣ shell variables ଦ୍ବାରା ନିର୍ଧାରିତ ହୋ‌ଇଥାଏ .
01:04 ମୁଖ୍ୟତଃ ଦୁଇ ପ୍ରକାରର shell variables ଅଛି :

Environment Variables ଏବଂ Local Variables

01:12 ଏହାର ନାମ Environment Variables ରଖାଯାଇଛି , କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ୟୁଜର୍‌ (ବ୍ୟବହାରକାରୀ)ର ସମଗ୍ର environment ରେ ଉପଲବ୍ଧ .
01:19 ଏଗୁଡ଼ିକ ଶେଲ୍ (shell) ଦ୍ବାରା ଉତ୍ପନ୍ନ ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ, ଯଥା, ଯେଗୁଡ଼ିକ ଶେଲ୍ ସ୍କିରପ୍ଟ୍ (shell scripts) ରନ୍‌ କରେ .
01:24 Local Variables, ଯାହା ନାମରୁ ଜଣାଯାଏ କି, ଏହାର ବହୁତ କମ ବା ସୀମିତ ଉପଲବ୍ଧତା ଅଛି .
01:31 ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ.
01:36 ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ତେବେ ପ୍ରଥମେ ଚାଲ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା .
01:48 ଚଳିତ ଶେଲ୍ (shell) ରେ ଉପଲବ୍ଧ ସବୁ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ .
01:53 ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ.
02:00 ଆମେ ସମସ୍ତ current shell variable ଗୁଡିକୁ ଦେଖିପାରିବା .
02:04 ଉଦାହରଣ ସ୍ବରୁପ, HOME environment variable କୁ ଦେଖ, ଏହାର ନିର୍ଦ୍ଧାରିତ ମୁଲ୍ୟକୁ ମଧ୍ୟ ଧ୍ୟାନ ଦିଅ .
02:15 ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ q ଦବାଅ.
02:21 variable list ର ଅଧିକ ନିୟମିତ multipage output ପ୍ରଦର୍ଶିତ କରିବା ପାଇଁ ଏଠାରେ ସେଟ୍ ରୁ ଆଉଟ୍-ପୁଟ୍ କୁ ଅଧିକ ସ୍ଥାନକୁ pipeline କରାଯାଇଥିଲା .
02:38 କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ .
02:45 ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
02:52 ଉଦାହରଣ ସ୍ବରୁପ, SHELL variable ଉପରେ ଧ୍ୟାନ ଦିଅ ଯାହାର ମୁଲ୍ୟ slash bin slash bash (/bin/bash).
03:00 ପୁଣି, list ର ବାହାରକୁ ଆସିବା ପାଇଁ q ଦବାଇ ପାର .
03:07 ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା .
03:11 ଆମେ ଏଠାରେ ଆମର ସବୁ demonstration (ପ୍ରଦର୍ଶନ) ପାଇଁ bash shell ବ୍ୟବହାର କରିବା .
03:15 ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ଅଲଗା ଅଲଗା ଉପାୟରେ customized ହୋ‌ଇଥାଏ .
03:19 ଏକ variable ପ୍ରକୃତରେ କଣ ଗଛିତ କରେ ଦେଖିବା ପାଇଁ, ଆମକୁ ସେହି variable ନାମ ପୁର୍ବରୁ ଏକ dollar sign ଲଗାଇ ତା ସହିତ echo କମାଣ୍ଡ ବ୍ୟବହାର କରିବାକୁ ପଡ଼ିବ.
03:30 ପ୍ରଥମ environment variable ଯାହା ଆମେ ପ୍ରଥମେ ଦେଖିବା ହେଉଛି SHELL variable .
03:35 ଏହା current shell ର ନାମ ଗଛିତ କରେ .
03:37 SHELL variable ର value କଣ ଦେଖିବା ପାଇଁ ଟର୍ମିନାଲ୍ ରେ ବଡ-ଅକ୍ଷରରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
03:55 ଏଠାରେ slash bin slash bash ହେଉଛି ସେହି ଶେଲ୍ ଯେଉଁଠି ଆମେ ବର୍ତମାନ ଅପେରେଟିଂଗ୍ କରୁଛେ .
04:02 ପରବର୍ତୀ variable ହେଲା ହୋମ୍ (HOME) .
04:05 ଯେବେ ଆମେ ଲିନକ୍ସ ରେ login କରୁଁ, ସାଧାରଣତଃ ଏହା ଆମକୁ ଆମର ୟୁଜର୍ ନାମରେ ନାମିତଏକ directory ରେ ସ୍ଥାନ ଦିଏ .
04:11 ଏହି directory କୁ home directory କହନ୍ତି ଏବଂ ଏହା ପୂର୍ଣ୍ଣତଃ HOME variable ରେ ଉପଲବ୍ଧ .
04:17 value ଦେଖିବା ପାଇଁ , ଟର୍ମିନାଲ୍ ରେ ବଡ ଅକ୍ଷର ରେ ଟାଇପ୍ କର "echo space dollar H-O-M-E " ଏବଂ ଏନ୍ଟର୍ ଦବାଅ.
04:29 ପରବର୍ତୀ environment variable ହେଉଛି PATH .
04:32 PATH variable directory ଗୁଡ଼ିକର absolute path ଗୁଡିକୁ ଧାରଣ କରେ , ଯାହାକୁ shell କୌଣସି କାର୍ଯକାରୀ executable କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ସର୍ଚ୍‌ କରିଥାଏ .
04:40 ଚାଲ path variable ର value ଦେଖିବା .
04:43 ପୁଣି, ଟର୍ମିନାଲ୍ ରେ "echo space dollar P-A-T-H " ବଡ ଅକ୍ଷରରେ ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
04:51 ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (directories) ଦେଖାଇବ.
05:04 ଏହା ଏକ ସିଷ୍ଟମ୍ ରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ .
05:07 ବାସ୍ତବରେ ଏହା colon (:) delimiter ଦ୍ବାରା ବିଭାଜିତ directory ଗୁଡିକର ଗୋଟିଏ ତାଲିକା , ଯାହାକୁ ଶେଲ୍ ଏହି କ୍ରମରେ ଏକ executable କମାଣ୍ଡ୍ କୁ ଖୋଜିବା ବେଳେ ସର୍ଚ୍‌ କରିବ .
05:18 ଆମେ ମଧ୍ୟ ଏହି ସୁଚୀ ରେ ଆମର ନିଜ ଡାଇରେକ୍ଟ୍ ଟୋରୀ (directory)କୁ ଯୋଡି ପାରିବା, ଯାହାଫଳରେ ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ସର୍ଚ୍‌ କରାଯାଇଥାଏ .
05:25 ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର
5:29 ବଡ ଅକ୍ଷରରେ "P-A-T-H" 'equal-to' dollar ବଡ ଅକ୍ଷରରେ P-A-T-H colon slash home slash ଆମ ନିଜ home directoryର ନାମ ଏବଂ ତାପରେ ଏନ୍ଟର୍ ଦବାଅ .
05:54 ବର୍ତମାନ ଯଦି ଆମେ P ATH ର value କୁ ଇକୋ (echo) କରିବା .
06:04 ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଅଂଶ ହୋଇ ପାରିବ .
06:10 ଦେଖ ଯେ ଡାଇରେକ୍ଟ୍ ଟୋରୀ (directory)ଟି ବର୍ତମାନ୍ ଏଠାରେ ଉପସ୍ଥିତ ଅଛି.
06:16 ଅନ୍ୟ ଏକ କୌତୁହଳ ଜନକ variable ହେଉଛି LOGNAME .
06:20 ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍-ନେମ କୁ ଗଛିତ କରେ .
06:24 value ଦେଖିବା ପାଇଁ ଟାଇପ୍ କର "echo space dollar LOGNAME" ଏବଂ ଏନ୍ଟର୍ ଦବାଅ .
06:35 ଯେବେ ଆମେ ଟର୍ମିନାଲ୍ ଖୋଲିବା, ଆମେ dollar ଚିହ୍ନ ଦେଖିପାରିବା, ଯାହା ହେଉଛି ପ୍ରୋମପ୍ଟ୍ ଯେଉଁଠାରେ ଆମେ ଆମର ସବୁ କମାଣ୍ଡ୍ ଗୁଡିକୁ ଏନ୍ଟର୍ କରୁଁ .
06:42 ଏହା environment variable PS1 ଦ୍ବାରା ପ୍ରତିନିଧିତ primary prompt string .
06:47 ଗୋଟିଏ secondary prompt string ମଧ୍ୟ ରହିଛି .
06:50 ଯଦି ଆମର କମାଣ୍ଡ୍ ଲମ୍ବା ଏବଂ ଏହା ଏକ ଲାଇନ୍ ରୁ ଅଧିକ ଦୂରତାର , ତେବେ ଦ୍ୱିତୀୟ ଲାଇନ୍ ଠାରୁ ଆମେ ପ୍ରୋମପ୍ଟ୍ ରୂପେ ଏକ greater than sign “>” ଦେଖିପାରିବା .
07:00 ଏହା environment variable PS2 ଦ୍ବାରା ପ୍ରତିନିଧିତ secondary prompt string .
07:05 secondary command prompt ର value ଦେଖିବା ପାଇଁ , ଟର୍ମିନାଲ୍ ରେ ଟାଇପ୍ କର "echo space dollar PS2” ଏବଂ ଏନ୍ଟର୍ ଦବାଅ .
07:20 ଆମେ ପ୍ରୋମପ୍ଟ୍ ରେ ଆମର primary prompt string , ଧର “at the rate” <@> କୁ ପରିବର୍ତନ କରିପାରିବା .
07:28 ଏହା କରିବା ପାଇଁ ଟାଇପ୍ କର "PS1 'equal-to' now ଉଦ୍ଧୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ .
07:41 ବର୍ତମାନ dollar ଚିହ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ରୂପେ at the rate ର ଚିହ୍ନ ଦେଖିପାରିବା .
07:50 ଆମେ କିଛି ଅଧିକ ଆକର୍ଷଣୀୟ କରିପାରିବା . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦର୍ଶିତ କରିବା .
07:56 କେବେଳ ଟାଇପ୍ କର " ବଡ ଅକ୍ଷରରେ PS1 'equal-to' ଉଦ୍ଧୃତ ଚିହ୍ନ ମଧ୍ୟରେ dollar LOGNAME " ଏବଂ ଏନ୍ଟର୍ ଦବାଅ .
08:12 ବର୍ତମାନ ମୋ username ହେଉଛି ମୋ ପ୍ରୋମପ୍ଟ୍ .
08:16 ପଛକୁ ଆସିବା ପାଇଁ "PS1 'equal-to' ଉଦ୍ଧୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
08:28 ଆମ କେତେକ environment variables କୁ ନିର୍ଧାରିତ value ଦେଇଛୁ .
08:32 କିନ୍ତୁ ଗୋଟିଏ କଥା ମନେରଖ ଯେ ଏହି ସଂଶୋଧନଗୁଡିକ କେବଳ current session (ବର୍ତମାନ ସତ୍ର) ପାଇଁ ଉପଯୋଗୀ .
08:37 ଯେମିତି ଆମେ ଆମର directory କୁ PATH variable ରେ ଯୋଡି ଥିଲେ .
08:40 ଯଦି ଆମେ ଏହି ଟର୍ମିନାଲ୍ କୁ ବଂଦ କରିବୁଁ ଏବଂ ଏହାକୁ ଆଉଥରେ ଖୋଲିବୁ , କିମ୍ବା ଏକ ପୂରା ନୁଆ ଟର୍ମିନାଲ୍ ଖୋଲିବୁ , ଏବଂ ଏହାର value ଇକୋ କରି path variable ଯାଂଚ କରୁଁ .
09:00 ଆମେ ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ରହିନାହିଁ .
09:05 ଯେଉଁ ଉପାୟରେ ଆମେ ଏହି ସଂଶୋଧନଗୁଡ଼ିକୁ ସ୍ଥାୟୀ (permanent) କରିପାରିବା, ତାହା advanced (ଉନ୍ନତ) ଟ୍ୟୁଟୋରିଆଲରେ ସମାବୃତ ହେବ .
09:13 ଅନେକ ସମୟରେ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ (re-execute) କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ . ଆମେ କଣ କରିବା ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରିବା କି ?
9:22 ନାହିଁ, ଏଠାରେ କେତେକ ସମାଧାନ ଅଛି .
09:26 ପ୍ରଥମେ, ସାଧାରଣତଃ ଯଦି ତୁମେ ତୁମ keyboard ରେ up (ଅପ୍‌) keyକୁ ଦବାଅ , ତେବେ ଏହା ତୁମେ ଟାଇପ୍ କରିଥିବା ଶେଷ କମାଣ୍ଡ୍ ଦେଖାଇବ.
09:33 key କୁ ଦବାଇ ଚାଲ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମଧ୍ୟରେ ସ୍କ୍ରୋଲ୍ (scroll) କରି ଚାଲିବ .
09:37 ପଛକୁ ଯିବା ପାଇଁ down key କୁ ଦବାଅ.
09:42 କିନ୍ତୁ ଯେବେ ତୁମକୁ ବହୁତଗୁଡ଼ିଏ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ (scroll) କରିବାକୁ ପଡ଼େ , ଏହା ଟିକିଏ ଅବାଗିଆ ଏବଂ ବିରକ୍ତିକର ଲାଗେ . ଏକ ଭଲ ଉପାୟ ହେଲା history command ବ୍ୟବହାର କରିବା .
09:52 ପ୍ରୋମପ୍ଟ୍ ରେ history ଟାଇପ୍ କର .
09:58 ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକର ସୁଚୀ ଦେଖାଯିବ
10:04 ଯଦି ଲମ୍ବା ସୁଚୀ ର ପରିବର୍ତେ ତୁମେ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହଁ .
10:08 ଟାଇପ୍ କର "history space 10" ଏବଂ ଏନ୍ଟର୍ ଦବାଅ .
10:20 ଧ୍ୟାନ ଦିଅ, ଏହି ସୁଚୀରେ ପୁର୍ବରେ କାର୍ଯ୍ୟକାରୀ ପ୍ରତ୍ୟେକ କମାଣ୍ଡ୍ ପାଇଁ ଏକ ସଂଖ୍ୟା ନିର୍ଧାରିତ ହୋ‌ଇଛି .
10:27 ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ .
10:32 ଟାଇପ୍ କର ବିସ୍ମୟସୁଚକ ଚିହ୍ନ ତାପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ ମୋ କ୍ଷେତ୍ରରେ 442, ଏହା echo space dollar path କାର୍ଯ୍ୟକାରୀ କରିବ .
10:51 ଯଦି ତୁମେ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ , କେବଳ ବିସ୍ମୟସୁଚକ ଚିହ୍ନ ଦୁଇ ଥର ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:03 ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ home directory ପାଇଁ ଏକ shorthand .
11:12 ତେଣୁ , ଧରାଯାଉ, ତୁମ home directory) ରେ ତୁମର testtree ନାମକ ଏକ directory ଅଛି . ତୁମେ "cd space 'tilde' slash testtree" ଟାଇପ୍ କରି ଏହା ପାଖରେ ପହଂଚି ପାରିବ.
11:25 current working directory ଏବଂ ବ୍ୟବହାର ହୋଇଥିବା ଶେଷ ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି

cd 'tilde' minus କିମ୍ବା କେବଳ cd minus.

11:35 ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା .
11:41 ତେଣୁ ଯଦି "cd space minus" ଚଲାଇବା ଏବଂ ଏନ୍ଟର୍ ଦବାଇବା, ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ .
11:47 ଏହାକୁ ପୁନର୍ବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ .
11:55 ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ହେଉଛି alias command .
11:59 ଏହା ହୋଇପାରେ କି ତୁମ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ଚଳାଇବା ଦରକାର .
12:04 ଏ କ୍ଷେତ୍ରରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ ଟିକୁ ଚଳାଇବା ପରିବର୍ତେ alias ନାମର ବ୍ୟବହାର କରିପାରିବା .
12:11 ଧରାଯାଉ ତୁମ ପାଖରେ ଏପରି ଏକ ଲମ୍ବା directory hierarchy ଅଛି , ଯେଉଁଠାକୁ ତୁମେ ବାରମ୍ବାର Music (ସଂଗୀତ) ପାଇଁ ଯାଅ . ତୁମେ ଏପାଇଁ ଏହି ପ୍ରକାରର ଏକ alias ତିଆରି କରିପାରିବ .
12:20 ଟାଇପ୍ କର alias space cdMusic 'equal-to' ଦୁଇ ଉଦ୍ଧୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଏବଂ ଏନ୍ଟର୍ ଦବାଅ.
12:47 ବର୍ତମାନ ପ୍ରତିଥର ଏହି ଡାଇରେକ୍ଟ୍ ଟୋରୀ (directory)କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ .
12:55 ଦେଖ, ଏବେ ଆମେ music directory ରେ ଅଛୁ .
12:58 ବର୍ତମାନ, previous working directory କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ "cd space minus" ଟାଇପ୍ କରିପାର.
13:08 ଏହି alias କୁ ବାତିଲ୍ କରିବା ପାଇଁ କେବଳ unalias space cdMusic ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:20 ବର୍ତମାନ ପୁଣିଥରେ ଯଦି ତୁମେ ଟର୍ମିନାଲ୍ ରେ cdMusic ଲେଖ, ତୁମକୁ ଏକ error ମିଳିବ ଯେ the command was not found .
13:30 ଧର, ଆମ ପାଖରେ ଆମର present working directory ରେ ଦୁଇଟି ଫାଇଲ୍ - test1 ଏବଂ test2 ଅଛି .
13:38 ଏବଂ ଯଦି rm test1 ଚଲାଇବା , test1 ନିରବରେ ଅପସାରଣ ହୋଇଯିବ .
13:45 ଆମେ ଜାଣୁ ଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା interactive କରିଥାଏ .
13:52 ତେଣୁ ଆମେ, alias rm equal-to ଏବେ ଉଦ୍ଧୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାରିବା .
14:03 ବର୍ତମାନ ଆମେ ଯେତେବେଳେ “rm” ଚଲାଇବା , ପ୍ରକୃତରେ ” rm hyphen i” ଚାଲିବ.
14:13 ତେଣୁ ଆମେ ଦେଖିଲେ ଯେ ଯେତେବେଳେ test1 କୁ ନିରବରେ delete ହୋ‌ଇଗଲା, ସିଷ୍ଟମ test2 କୁ ହଟାଇବା ପୁର୍ବରୁ ପଚାରିଥିଲା .
14:20 ତେଣୁ, ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ .
14:25 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
14:28 ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
14:36 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
14:39 ଏହି ଟ୍ୟୁଟୋରିଆଲ ସ୍କ୍ରିପ୍ଟ୍ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା .
14:42 ଏହି ସ୍କ୍ରିପ୍ଟ୍ (script)ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Manoranjan, PoojaMoolya, Pradeep, Sakinashaikh