Linux/C2/General-Purpose-Utilities-in-Linux/Oriya

From Script | Spoken-Tutorial
Revision as of 11:47, 27 December 2012 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
0:00 ଲିନକ୍ସ ରେ General Purpose Utilities ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:06 ଏହି ଟ୍ୟୁଟୋରିଆଲ ରେ ଆମେ ଆମର କିଛି ସବୁଠୁଁ ମୌଳିକ ପ୍ରବଳ ଭାବରେ ବ୍ୟବହୃତ ଲିନକ୍ସ କମାଣ୍ଡ ର ପରିଚୟ କରିବା.
0:14 ଏହାର ମୁଖ୍ୟ ଉଦ୍ୟେଶ ହେଲା, ଲିନକ୍ସ ସହିତ କାମ କରିବା ପାଇଁ ସୁବିଧା ଲାଭ କରାଇ ଦେବା .
0:21 ଆମେ ଦେଖିବା ପ୍ରଥମ କମାଣ୍ଡ ଇକୋ କମାଣ୍ଡ (echo command) ଅଟେ. ତଥାପି ଧ୍ୟାନ ଦିଅ, ଲିନକ୍ସ କମାଣ୍ଡସ (linux commands) କେସ ସେନ୍ସିଟିଭ (case sensitive) ଅଟେ .
0:29 ଏଠାରେ ସବୁ କମାଣ୍ଡସ ଏବଂ ସେମାନକଂର ଅପସନ୍ସସ (options) ଛୋଟ ଅଖୟର ଅଟେ ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ .
0:36 ଏହି କମାଣ୍ଡ ସ୍କରିନ୍ (screen) ଉପରେ କିଛି ବାର୍ତା (message) ପ୍ରଦଶ୍ରିତ କରିବାପାଇଁ ବ୍ୟବହୃତ ହୋଇଥାଏ .
0:43 ଉବଣ୍ଟୁ ରେ ଏକ ଟର୍ମିନାଲ୍ କୁ ଚଳାଇବାକୁ CTRL+ALT+T ସାହାଜ୍ୟ କରେ .
0:48 ଅଥଚ ଏହି କମାଣ୍ଡ ସବୁ unix systems ରେ କାମ କରି ନ ପାରେ .
0:52 ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଯାହା ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖ୍ୟI କରାଯାଇଛି .
0:58 ପ୍ରୋମପ୍ଟ୍ (prompt) ରେ ଇକୋ ସ୍ପେସ୍ ହେଲୋ ଓବର୍ଲଡ଼ (echo Hello World) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
1:08 ଏହା ସ୍କ୍ରିନ୍ ଉପରେ ପ୍ରଥାନୁରୁପ ହେଲୋ ଓବର୍ଲଡ଼ ମେସେଜ୍ (Hello World message) ପ୍ରଦଶ୍ରୀତ କରେ .
1:14 ଇକୋ କମାଣ୍ଡ (echo command) କୁ ଆମେ ଏକ ଭେରିଅବଲେ (variable) ର ମୁଲ୍ୟ ପ୍ରଦଶ୍ରୀତ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା .
1:19 ପ୍ରୋମପ୍ଟ୍ (prompt) ରେ ବଡ ଅଖ୍ୟାରେ echo space dollar SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
1:30 ଏହି ଆଉଟ୍ ପୁଟ୍ (output) ବର୍ତମାନ shell ବ୍ୟବହାର ହୋଇଛି .
1:36 ଆମେ ଇକୋ କମାଣ୍ଡ (echo command) ସହିତ escape sequences କୁ ମଧ୍ୟ ବ୍ୟବହାର କରିପାରିବା .
1:42 ଏଥିପାଇଁ, ଲିନକ୍ସ ରେ ଆମେ hyphen e ଅପସନ୍ ବ୍ୟବହାର କରିବା ଦରକାର .
1:46 ସାମାନ୍ୟ escape sequences ରେ ଟ୍ୟାବ୍ ପାଇଁ backslash t ଅନ୍ତରଭୁକ୍ତ, ନୁଆ ଲାଇନ୍ ପାଇଁ \n ଏବଂ \c ଏକ escape sequence ଅଟେ ଯାହାକି ଯେବେ ବ୍ୟବହାର ହୁଏ ପ୍ରୋମପ୍ଟ୍ (prompt) କୁ ଏକାପରି ଲାଇନ୍ ରେ ପ୍ରଦଶ୍ରୀତ କରେ .
2:03 ଏହା ଉପଯୋଗୀ ହୋଇପାରିବ ଯଦି କିଛି ଏନ୍ଟର୍ କରିବା ପୁର୍ବରୁ ଆମେ ପ୍ରୋମପ୍ଟ୍ ମେସେଜ୍ (prompt message) ଚାହିଁବା. ପ୍ରୋମପ୍ଟ୍ (prompt) ରେ echo space minus e ସିଂଗଲୀ କୋଟ୍ (single quote) ରେ ଟାଇପ୍ କର, back slash c କମାଣ୍ଡ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ .
2:32 ଆମେ ଦେଖିବା ସେହି ଏକା ଲାଇନ୍ ଉପରେ 'Enter a command' ପ୍ରିଣ୍ଟ୍ ହେଲା ପରେ ପ୍ରୋମପ୍ଟ୍ (message) ପଦଶ୍ରୀତ ହେବ .
2:38 ଆପଣ ଜାଣିବାକୁ ଚାହିଁ ପାର ଲିନକ୍ସ କରନେଲ୍ ର କେଉଁ ଭରସନ୍ ଆପଣ ଚଳାଉଛନ୍ତି .
2:43 ଏହା ବିଷୟରେ ଏବଂ ଆମର ମେସିନ୍ ର କିଛି ଅନ୍ୟ ବିଶେଷତ୍ବ ଗୁଡିକୁ ଜାଣିବାକୁ uname କମାଣ୍ଡ ଅଛି. ପ୍ରୋମପ୍ଟ୍ (prompt) ରେ uname space hyphen r ଟାଇପ୍ କର ଏବଂ ଏଣ୍ଟର ଦବାଅ .
2:58 ଆପଣକଂର ୟୁଜରନେମ୍ (username) କଣ ଅଟେ ଜାଣିବା ପାଇଁ ପ୍ରୋମପ୍ଟ୍ (prompt) ରେ who space am space I ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:11 ଏହା ପ୍ରକୃତରେ who କମାଣ୍ଡ ଠାରୁ ଆସେ ଯାହାକି ବର୍ତମାନ ସବୁ ବ୍ୟବହାରି ମାନକଂର ତାଲିକା ସିଷ୍ଟମ୍ ରେ ଲୋଗ-ଇନ୍ (login) ହୁଏ ଯଦି ଆପଣକଂର ସିଷ୍ଟମ ଏକ ମଲ୍ଟି ୟୁଜର୍-ସିଷ୍ଟମ୍(multiuser system) ଅଟେ .
3:21 ବେଳେ ବେଳେ ଆପଣକଂର login password ଆପୋଷ ସମାଧାନ ହୋଇପାରେ କିମ୍ବା ଆପଣ ଚାହିଁଲେ ଏହାକୁ ପରିବର୍ତନ କରିପାର .
3:28 ଏହା ପାଇଁ ଆମ ପାଖରେ passwd କମାଣ୍ଡ ଅଛି. ପ୍ରୋମପ୍ଟ୍ (prompt) ରେ p-a-s-s-w-d ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:37 ଯେବେ ଆପଣ ଏହି କମାଣ୍ଡ ଟାଇପ୍ କର, current password କୁ ଟାଇପ୍ କରିବାକୁ ଆପନଂକୁ କୁହାଯିବ .
3:43 ଏଠାରେ ମୁଁ ସିଷ୍ଟମର current password କୁ ଟାଇପ୍ କରିବି .
3:48 ଯେବେ ତାହା ଠିକ୍ ଭାବରେ ଏନ୍ଟର୍ କରନ୍ତି, ତେବେ ଆପଣ ଆପଣକଂର ନୁଆ password ଏନ୍ଟର୍ କରିବାକୁ ହେବ ଏବଂ ଏହାକୁ ପ୍ରମାଣ ପାଇଁ ପୁଣି ଟାଇପ୍ କର .
4:02 କିନ୍ତୁ ଆମେ କଣ କରିବା ଯଦି ଆମର current password ଭୁଲି ଯାଇଛୁ ?
4:06 ତାପରେ, current password ଜାଣିବା ବିନା ଆପଣ password କୁ ପରିବର୍ତନ କରିପାରିବ, କିନ୍ତୁ ଏହା କେବଳ ରୁଟ୍ ୟୁଜର୍ (root user) ଦ୍ବାରା କରା ହୋଇପାରିବ .
4:14 ଏବେ ରୁଟ୍ ୟୁଜର୍ (root user) କିଏ ?
4:18 ଏହା ଏକ ବିଶେଷ ଅଧିକାରୀ ପ୍ରାପ୍ତ ବ୍ୟକ୍ତି ଅଟେ .
4:22 ଅନୁରୁପତା କରିବା ପାଇଁ ଆମେ କହି ପାରିବା ଏକ ରୁଟ୍ ୟୁଜର୍ (root user) ୱିନଡୋ ରେ Administrator ପଦରେ ୟୁଜର୍ (user) ସହିତ ସମାନ ଅଟେ .
4:30 ସିଷ୍ଟମରେ ତାରିଖ ଏବଂ ସମୟ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପାରିବା. ଏହା ପାଇଁ ଆମେ ଡେଟ୍ କମାଣ୍ଡ (date command) ର ବ୍ୟବହାର କରୁଁ .
4:36 ଟର୍ମିନାଲ୍ ରେ ଡେଟ୍ (date) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
4:42 ଏହା ସିଷ୍ଟମର ବର୍ତମାନ ସମୟ ଏବଂ ଦିନ ପ୍ରଦଶ୍ରୀତ କରିବା .
4:45 ଯେଭଳି ଆମେ ଦେଖି ପାରିବା ଡେଟ୍ କମାଣ୍ଡ (date command) ଉଭୟ ଦିନ ଏବଂ ସମୟ ଦେଖାଏ. ଏହା ଏକ ବହୁବିଧ ବ୍ୟବହାର ଯୋଗ୍ୟ ଏବଂ ଏହାର ବହୁତ ବିକଳ୍ପ ମଧ୍ୟ ଅଛି .
4;54 ପ୍ରୋମପ୍ଟ୍ (prompt) ରେ date space plus 'percent' sign capital T ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:07 ଏହା hours minutes and seconds ରୁପରେ କେବଳ ଆମକୁ ସମୟ ରେ ଦେଖାଇବ .
5:12 ପ୍ରୋମପ୍ଟ୍ (prompt) ରେ date space plus 'percentage sign small h ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:23 ଏହା ମାସ ର ନାମ ଦେଖାଏ .
5:25 ପ୍ରୋମପ୍ଟ୍ (prompt) ରେ date space plus percentage sign small m ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:38 ଏହା ସଂଖ୍ୟାତ୍ମକ ରୁପରେ ବର୍ଷର ମାସ କୁ ଦେଖାଏ . ଏଠାରେ ଏହା February ମାସ ପାଇଁ 02 ଦେଖାଉଛି. ଆପଣକଂର ପ୍ରାପ୍ତ output କୁ ଏହା ଅନୁସାରେ ମିଳାନ୍ତୁ .
5:50 ପ୍ରୋମପ୍ଟ୍ (prompt) ରେ date space plus percentage sign small y ଏବଂ ଏନ୍ଟର୍ ଦବାଅ .
6:01 ଏହା ବର୍ତମାନ ବର୍ଷ ର ଶେଷ ଦୁଇ ଅକଂ କହିବ .
6:05 ଆମେ ଏହି ଅପସନ୍ସସ (options) କୁ ସଂଯୋଗ. ଉଦାହରଣ ସ୍ବରୁପ, ପ୍ରୋମପ୍ଟ୍ (prompt) ରେ date space plus double quotes ରେ percentage small h percentage small y ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:34 ଏଠାରେ ଏହା Freburary 11 ଦେଖାଉଛି .
6:39 ଅନ୍ୟ ସମ୍ବଧିତ କମାଣ୍ଡ cal କମାଣ୍ଡ ଅଟେ. ଯଦିଓ ଏହା ସାଧାରଣ କମାଣ୍ଡ ନୁହେଁ, ଏହା ଆପନଂକୁ ଯେକୌଣସି ମାସ ଏବଂ ବର୍ଷ ଦେଖିବା ପାଇଁ ସାହା ସାହଜ୍ୟ କରେ .
6:48 ବର୍ତମାନ ମାସ ର କେଲେଣ୍ଡର (calender) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ 'cal' ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:56 ଯେକୌଣସି ମାସର କେଲେଣ୍ଡର (calender) କୁ ଦେଖିବା ପାଇଁ, କୁହ december 2070, ପ୍ରୋମପ୍ଟ୍ (prompt) ରେ cal space 12 space 2070 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:13 ଏହା December 2070 ର କେଲେଣ୍ଡର (calender) ଦେଖାଉଛି .
7:19 ଆଗକୁ ଯିବା ପୁର୍ବରୁ ଆମେ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀଜ (directories) ବିଷୟରେ କିଛି ଆଲୋଚନା କରିବା .
7:26 ଲିନକ୍ସ ରେ ପ୍ରାୟ ସବୁ କିଛି ଏକ ଫାଇଲ୍ ଅଟେ . ଏବେ ପ୍ରଶ୍ନ ଅଟେ ଫାଇଲ୍ କଣ ?
7:34 ପ୍ରକୃତରେ ଫାଇଲ୍ ଏହା ଅଟେ ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ. ଏକା ସଦୃଶ, ଏକ ଲିନକ୍ସ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ .
7:48 ପରବର୍ତୀ, ଡାଇରେକ୍ଟ୍ ଟୋରୀ (directory) କଣ ଅଟେ?
7:52 ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ର ସଂଗ୍ରହ ରୁପରେ ବୁଜିବାକୁ ପଡିବ .
7:58 ଡାଇରେକ୍ଟ୍ ଟୋରୀ (directory) ଆମକୁ ଆମର ଫାଇଲସ୍ (files) ରେ ନିୟମିତ ପ୍ରଥା ରେ ଆୟୋଜନ କରିବା ପାଇଁ ସାହାଜ୍ୟ କରେ .
8:04 ଏହା ୱିନଡୋ ରେ ଫୋଲଡର ର ପରି ଅଟେ .
8:08 ଲିନକ୍ସ ସିଷ୍ଟମ୍ ରେ ଯେବେ ଆମେ ଲୋଗ-ଇନ୍ (login) କରୁ, ସ୍ବାଭାବିକ ଭାବରେ, ଆମେ ଏକ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ଅଛୁ. ହୋମ୍-ଡାଇରେକ୍ଟ୍ ଟୋରୀ (home directory) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ echo space dollar HOME ଟାଇପ୍ କର ଏବଂ ଏନଟର୍ ଦବାଅ .
8:27 ପରବର୍ତୀ କମାଣ୍ଡ (command) ଆମକୁ ଡାଇରେକ୍ଟ୍ ଟୋରୀ (directory) କୁ ଦେଖିବାକୁ ସାହାଜ୍ୟ କରେ ଯେଉଁଥିରେ ଆମେ ବର୍ତମାନ କାର୍ଯ କରୁଛୁ. ଏହା pwd ଅଟେ ଯାହା ବର୍ତମାନ କାର୍ଯକାରୀ ଡାଇରେକ୍ଟ୍ ଟୋରୀ (directory) ପାଇଁ ନିୟୋଜିତ. ପ୍ରୋମପ୍ଟ୍ (prompt) ରେ pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
8:42 ଯେବେ ଆମେ ଆମର ଡାଇରେକ୍ଟ୍ ଟୋରୀ (directory) ସମ୍ଵନ୍ଧରେ ଜାଣୁ, ଆମେ ଜାଣିବାକୁ ପାଇବା ସେହି ଡାଇରେକ୍ଟ୍ ଟୋରୀ (directory) ରେ କେଉଁ ଫାଇଲସ୍ (files) ଏବଂ ଉପ- ଡାଇରେକ୍ଟ୍ ରୀଜ (sub-directories) ଅଛି. ଏହା ପାଇଁ ଆମ ପାଖରେ ଥିବା ls command ର ବ୍ୟବହାର କରୁଁ ଯାହାକି ସବୁଠାରୁ ବ୍ୟାପକ ରୁପରେ ୟୁନେକ୍ସ୍ ଏବଂ ଲିନକ୍ସ ରେ ପ୍ରୟୋଗ ହୋଇଛି .
8:56 ls command ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:01 ବର୍ତମାନ ଆଉଟ୍ ପୁଟ୍ (output) କୁ ଦେଖ .
9:04 ଫାଇଲସ୍ (files) ଏବଂ ଉପ- ଡାଇରେକ୍ଟ୍ ରୀଜ (sub-directories) ସାଧାରଣତ ଅଲଗା ଅଲଗା ରଂଗ ରେ ଦେଖାଯାଏ .
9:08 ls ଏକ ବହୁତ ବହୁମୁଖୀ କମାଣ୍ଡ ଅଟେ ଏବଂ ଏହାର ବହୁତ ଅପସନ୍ସସ (options) ଅଛି. ଚାଲ ଏଥିରୁ କିଛି ଦେଖିବା. ପ୍ରୋମପ୍ଟ୍ (prompt) ରେ ls space minus minus all ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:24 ଏହା ସବୁ ଫାଇଲସ୍ (files) ସହିତ ଲୁଚିଥିବା ଫାଇଲ ଗୁଡିକୁ ଦେଖାଏ (ଲୁଚିଥିବା ଫାଇଲସ୍ ଏଠାରେ ଫାଇଲ୍ ନେମସ୍ ଯାହା dot (.) ସହିତ ଆରମ୍ଭ ହୁଏ
9:33 ଆମେ ଯେ କେବେଳ ଫାଇଲ୍ ଦେଖିବାକୁ ଚାହାନ୍ତି ତାହା ନାହିଁ କିନ୍ତୁ ଅଧିକ ସୁଚନା ପାଇବାକୁ ଚାହାନ୍ତି. ଆମେ minus l option ର ବ୍ୟବହାର କରିପାରିବା .
9:40 ls space minus small l କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:50 ଏହା ଆମକୁ ଫାଇଲ୍ ପରିମିସନସ୍ (file permissions) ଦିଏମ ଫାଇଲ୍ ର ଅଧିକାରୀ ନାମ, ଶେଷ ରୁପାନ୍ତର ର ସମୟ, bytes ରେ ଫାଇଲ୍ ସାଇଜ୍ (size), ଏତ୍ୟାଦୀ କହେ. ଏହି ଅପସନ୍ ର ବିବରଣୀ ବର୍ତମାନ୍ ଟ୍ୟୁଟୋରିଆଲ ର ପରିସୀମା ବାହାରେ ଅଟେ.
10:06 ls କୁ କେତକ ଅପସନ୍ସସ (options) ସହିତ ବ୍ୟବହାର କରିପାରିବା ଯାହା ଆମେ ପରେ ଦେଖିବା .
10:11 ଏହି ସବୁ ସୁଚନା କୁ ସ୍କ୍ରିନ୍ (screen) ଉପରେ ପ୍ରଦଶ୍ରୀତ କରିବା ବ୍ୟତିତ, ଆମେ ଏହା ଏକ ଫାଇଲ୍ ରେ ଗଛିତ କରି ପାରିବା. ପ୍ରକୃତରେ ଏହିପରି ଭାବେ ଆମେ ଯେ କୌଣସି କମାଣ୍ଡ ର output କୁ ଏକ ଫାଇଲ୍ ରେ ଗଛିତ କରି ପାରିବା.
10:23 କମାଣ୍ଡ ର ପରେ right angle bracket ଏବଂ ଫାଇଲ୍ ନେମ୍ (file name) ଟାଇପ୍ କର . ଆମେ ls space minus small l space right angle bracket space fileinfo ଲେଖ ଏବଂ ଏନ୍ଟର୍ ଦବାଅ .
10:46 ବର୍ତମାନ ସବୁ ଫାଇଲସ୍ (files) ଏବଂ ଡାଇରେକ୍ଟ୍ ଟୋରୀଜ (sub-directories) ର ସୁଚନା fileinfo ନାମକ ଫାଇଲ୍ ରେ ସିଧାସଳଖ ଯିବ .
10:54 କିନ୍ତୁ ଆମେ ଏହି ଫାଇଲ୍ ର କନ୍ଟେଟ (content) କିପରି ଦେଖୁ. ଏହା ପାଇଁ ଆମ ପାଖରେ cat କମାଣ୍ଡ ଅଛି. cat space ଏବଂ ଫାଇଲ୍ ର ନାମ ଟାଇପ୍ କର, ଏଠାରେ ଏହାର ନାମ fileinfo ଏବଂ ଏନ୍ଟର୍ ଦେବାଅ .
11:12 ବର୍ତମାନ, ଏହାର କନ୍ଟେଟସ୍ (contents) ଦେଖିପାରିବେ. ପ୍ରକୃତରେ ଏକ ଫାଇଲ୍ ତିଆରି କରିବା cat ର ଅନ୍ୟ ମୁଖ୍ୟ ବ୍ୟବହାର ଅଟେ. ଏହା ପାଇଁ ପ୍ରୋମପ୍ଟ୍ (prompt ) ରେ cat space right angle bracket space filename ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:36 ବର୍ତମାନ, ଯେବେ ଆମେ ଏନ୍ଟର୍ ଦବାଇବା ତେବେ କମାଣ୍ଡ ବ୍ୟବହାରି ମାନକଂ ଠାରୁ input ପାଇଁ ଅପେଖ୍ୟା କରେ .
11:42 ଯାହା ଆମେ ଟାଇପ୍ କିରିବା ସେଗୁଡିକ ଫାଇଲ୍ ରେ ଲେଖା ହୋଇଯିବ. ତେଣୁ କିଛି ଟେକ୍ସଟ (text) ଟାଇପ୍ କର .
11:50 ବର୍ତମାନ, ଏନ୍ଟର୍ key ଦବାଇକୀ input ର ଶେଷକୁ ସୁଚିତ କର .
11:56 ଏବେ, Ctrl ଏବଂ D keys କୁ ଏକ ସାଥିରେ ଦବାଅ .
12:05 ଯଦି ଫାଇଲ୍ file1 କହେ ନାମ ଦ୍ବାରା ଯାହା ପୁର୍ବରୁ ଅଛି, ପରେ ବ୍ୟବହାରି ମାନକଂ input ଏହି ଫାଇଲ୍ ଉପରେ overwritten ହୋଇଯିବ .
12:13 ବର୍ତମାନ ଯଦି ଆପଣ ପୁର୍ବରୁ ଥିବା ଫାଇଲ୍ ‘file1’ ର ଶେଷ ରେ ଯୋଡିବା ଚାହଁ, ତେବେ ପ୍ରୋମପ୍ଟ୍ (prompt) ରେ cat space double right angle bracket space file1ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
12:36 ସେଠାରେ ବିଭିନ୍ନ ଅନ୍ୟ କମାଣ୍ଡ୍ ସ୍ (commands) ଅଛି ଯାହା ଆମେ ଆଲୋଚନା କରିପାରି ଥାନ୍ତେ କିନ୍ତୁ ଆମେ ଏହାକୁ ବର୍ତମାନ ପାଇଁ ସୀମିତ ରଖିବା. ପ୍ରକୃତରେ, ଆଲୋଚନା ହୋଇଥିବା କମାଣ୍ଡ୍ ଗୁଡିକର options and possibilities ଉପରେ ମଧ୍ୟ କୁହାଯାଇନାହିଁ .
12:50 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି .
13:02 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି.
13:10 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ .

Contributors and Content Editors

Devraj, Manoranjan, PoojaMoolya, Pradeep