Difference between revisions of "Linux/C2/Basic-Commands/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration  
+
|'''Narration'''
 +
|00:00
 +
|| ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |   
 
|-
 
|-
|0:00
+
|00:05
|ପ୍ରିୟ ବଂଧୁଗଣ , ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା |
 
|-
 
|-
|0:05
+
|00:10
|ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା .
+
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
 
|-
 
|-
|0:10
+
|00:12
| ମୁଁ Ubuntu (ଉବଣ୍ତୁ) 10.04 ର ବ୍ୟବହାର କରୁଛି .
+
|| ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି |
 
|-
 
|-
|0:12
+
|00:17
|ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ ସହିତ କିପରି କାମ ଆରମ୍ଭ କରିବାକୁ ହୁଏ, ଏହା ଆପଣ ଜାଣନ୍ତି .
+
|| ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍[http://spoken-tutorial.org/ http://spoken-tutorial.org]ରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍  ମାଧ୍ୟମରେ ଉପଲବ୍ଧ ଅଛି |
 
|-
 
|-
|0:17
+
|00:26
|ଯଦି ଆପଣ ଆଗ୍ରହୀ, ଏହା http://spoken-tutorial.org  ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ .
+
|| କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
 
|-
 
|-
|0:26
+
|00:33
|ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ଟର୍‌ପ୍ରିଟର୍‌ (command interpreter) କଣ .
+
|| ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା |
 
|-
 
|-
|0:33
+
|00:39
|ତାପରେ, ଆମେ ଶିଖିବା ମ୍ୟାନ୍ କମାଣ୍ଡ (man command) ବ୍ୟବହାର କରି ଲିନକ୍ସ ରେ କିପରି ହେଲପ୍ ପାଇବାକୁ ହୁଏ .
+
|| ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?”
 
|-
 
|-
|0:39
+
|00:43
| ବର୍ତମାନ, ପ୍ରଥମ ପ୍ରଶ୍ନ ହେଲା, "କମାଣ୍ଡସ (commands) କଣ?".
+
|| ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ |
 
|-
 
|-
|0:43
+
|00:52
|ଅତି ସରଳ ଭାଷାରେ ଆମେ କହିପାରିବା ଯେ, ଲିନକ୍ସ କମାଣ୍ଡ (Linux command)ଗୁଡ଼ିକ ଏଭଳି ସବୁ ଶବ୍ଦ ଯାହା କୀଡ‌‍ (keyed) କଲେ କିଛି କାର୍ଯ୍ୟ ଦେଖାଇଥାଏ .
+
|| ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି
 
|-
 
|-
|0:52
+
|00:59
|ଲିନକ୍ସ କମାଣ୍ଡ ଗୁଡ଼ିକ କଦାଚିତ୍ ଲମ୍ବାରେ ଚାରି ଅକ୍ଷରରୁ ବେଶୀ - ଯେଭଳି, Is , who , ps, ଆଦି .
+
|| କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା |
 
|-
 
|-
|0:59
+
|01:05
|କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୋ‌ଇଥାଏ ଏବଂ ସେଗୁଡିକ କେସ୍ ସେନସିଟିଭ । ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା .
+
|| ଆପ୍ଲିକେସନ୍ସ ମେନୁକୁ ଯିବା
 
|-
 
|-
|1:05
+
|01:08
|ଆପ୍ଲିକେସନ (applications menu) ମେନ୍ୟୁ କୁ ଯାଅ .
+
|| ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି
 
|-
 
|-
|1:08
+
|01:14
| ଆକ୍ସେସାରୀଜ (accessories) କୁ ସିଲେକ୍ଟ୍‌ କର ଏବଂ ଉପଲବ୍ଧ ଅପ୍ସନସ‌ (options) ରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
+
|| କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
 
|-
 
|-
|1:14
+
|01:20
|କିମ୍ବା ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ  କିବୋର୍ଡ଼୍‌ (keyboard) ରେ Ctrl Alt T ପ୍ରେସ୍ କର .
+
|| ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା |
 
|-
 
|-
|1:20
+
|01:29
|ଏବେ ଆମେ ଏକ ପ୍ରୋମପଟ୍ (prompt) ($) ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ସର ଦେଖିପାରିବା . ଏହି ଜାଗାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର . 
+
|| ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 
|-
 
|-
|1:29
+
|01:34
| ଶବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .
+
|| ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ |
 
|-
 
|-
|1:34
+
|01:47
|ଆମେ ଲଗ୍‌-ଇନ୍ (log in) କରିଥିବା ୟୂଜର୍‌ (users) ମାନଙ୍କର ନାମ ଦେଖିପାରିବା . ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ, ଯାହା ଦେଖାଏ ସିଷ୍ଟମ ରେ  କିଏ କିଏ ଲୋଗ୍ଗେଡ଼ ଇନ୍  ଅଛନ୍ତି .
+
|| ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ?
 
|-
 
|-
|1:47
+
|01:54
|କିନ୍ତୁ କେଉଁ ଏନ୍ଟିଟି (entity) ଏସବୁ କମାଣ୍ଡସ (commands)ଗୁଡ଼ିକୁ ରୂପାନ୍ତର କରୁଛି , ସେଗୁଡିକ କିଛି ନୁହେଁ ଯାହାକି କେବଳ କିଛି ଅକ୍ଷରର କାର୍ଯ୍ୟରେ ରୂପାନ୍ତର ?
+
|| ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ |
 
|-
 
|-
|1:54
+
|01:59
|ଏହା ହେଉଛି କମାଣ୍ଡ-ଇଣ୍ଟରପ୍ରିଟର୍ (Command Interpreter) ର କାର୍ଯ୍ୟ , ଯାହାକୁ ଶେଲ୍ (shell) ମଧ୍ୟ କୁହାଯାଏ .
+
|| ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ,
 
|-
 
|-
|1:59
+
|02:08
|ଆମେ ଶେଲ୍ (shell) କୁ ଏକ ପ୍ରୋଗ୍ରାମ ବୋଲି ବର୍ଣନା କରିପାରିବା, ଯାହା ଲିନକ୍ସ ସିଷ୍ଟମ ଏବଂ ଆମ ମଧ୍ୟରେ ଇଣ୍ଟର୍‌ଫେସ୍ (interface) ରୂପେ କାମ କରେ .
+
|| ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ
 
|-
 
|-
|2:08
+
|02:13
|ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ କରିବା ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .
+
|| ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ |
 
|-
 
|-
|2:13
+
|02:22
|ଲିନକ୍ସ ରେ ବହୁବିଧ ଶେଲ୍‌ସ୍ ଇନ୍‌ଷ୍ଟଲ (shells installed) କରାଇବା ସମ୍ଭବ ହୋ‌ଇଥାଏ, ଏବଂ ଅଲଗା ଅଲଗା ୟୁଜର୍‌ ପସଂଦ ଅନୁସାରେ ଏହାକୁ ବାଛିଥାନ୍ତି .
+
|| ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ |
 
|-
 
|-
|2:22
+
|02:35
|ଲିନକ୍ସ ରେ, ସାଧାରଣ ମାନର ଷ୍ଟାଣ୍ଡାର୍ଡ୍‌ ଶେଲ ଯାହା ସବୁବେଳେ /bin/sh ରୂପେ ଇନ୍‌ଷ୍ଟଲଡ (installed) ହୋ‌ଇଥାଏ, ଯାହାକୁ କୁହାଯାଏ ବାଶ୍ (bash), the GNU Bourne-Again SHell, from the GNU suite of tools .
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ |
 
|-
 
|-
|2:35
+
|02:44
|ଯେଉଁ କମାଣ୍ଡ (command) ସବୁକୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଏବଂ  ସାମାନ୍ୟ ଭିନ୍ନତା ସହିତ ଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବ .
+
|| ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ |
 
|-
 
|-
|2:44
+
|02:51
|ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ଶେଲ୍ (shell) ରୁପରେ ପ୍ରଦର୍ଶନ ପାଇଁ ବାଶ୍ (bash) କୁ ବ୍ୟବହାର କରିବା .
+
|| କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ |
 
|-
 
|-
|2:51
+
|02:58
| କାରଣ, ବାଶ୍ (bash) ସବୁଠାରୁ ଲୋକପ୍ରିୟ ଶେଲ୍ (shell) ଏବଂ ଏହା ପ୍ରାୟ ସବୁ ୟୁନିକ୍ସ୍‌ (UNIX) କୁ portable .
+
|| ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ |
 
|-
 
|-
|2:58
+
|03:08
| ଅନ୍ୟ ଶେଲ୍‌ (shell)ଗୁଡ଼ିକ ମଧ୍ୟରେ ଅନ୍ତର୍‍ଭୁକ୍ତ Bourne shell ଯାହା ମୋଳିକ UNIX Shell, C Shell ଏବଂ Korn shell  .
+
|| ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ
 
|-
 
|-
|3:08
+
|03:11
|କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁ - ତାହା ଦେଖିବାକୁ .
+
|| ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|3:11
+
|03:27
|ଟର୍ମିନାଲ୍ (terminal) କୁ ଯାଅ ଏବଂ echo space dollar capital ରେ SHELL କମାଣ୍ଡ୍‌ ଟାଇପ୍ କର ଏବଂ ଏନ୍ଟର୍  ଦବାଅ
+
|| ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ |
 
|-
 
|-
|3:27
+
|03:34
|ସାଧାରଣତଃ , ଆଉଟ ପୁଟ୍ (output) ହୋ‌ଇଥଏ /bin/bash , ଯାହା ଆମକୁ ବାଶ୍ ଶେଲ୍ (bash shell) ଦିଏ .
+
|| ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ |
 
|-
 
|-
|3:34
+
|03:42
|ବିଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିବା ପାଇଁ ଅନେକ ପ୍ରକାର ଉପାୟ ଅଛି, ସେଗୁଡିକୁ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ଅନ୍ତର୍ଭୂକ୍ତ ହେବ .
+
|| କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ |
 
|-
 
|-
|3:42
+
|03:47
|କମାଣ୍ଡ (command) ଗୁଡ଼ିକ ପ୍ରକୃତରେ ଫାଇଲସ୍ ଯେଉଁଥିରେ ପ୍ରୋଗ୍ରାମସ୍ ଥାଏ, ଯାହା ଅଧିକାଂଶତଃ C ରେ ଲେଖାହୋଇଥାଏ .
+
|| ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା |
 
|-
 
|-
|3:47
+
|03:55
|ଏହି ଫାଇଲଗୁଡ଼ିକ directories ରେ ରହିଥାଏ . କମାଣ୍ଡ (command) କେଉଁଠାରେ ଗଚ୍ଛିତ (store)  ହୁଏ ଜାଣିବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବା.
+
| | କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|3:55
+
|04:03
|command prompt ରେ ଟାଇପ୍ କର Type--space-- ps ଏବଂ ଏନ୍ଟର୍ ଦବାଅ . 
+
|| ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ |
 
|-
 
|-
|4:03
+
|04:09
|ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଷ୍ଟୋର‌‍ ହୋ‌ଇଛି .
+
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ |
 
|-
 
|-
|4:09
+
|04:18
|ଯେବେ ଆମେ କମାଣ୍ଡ prompt (command prompt)ରେ କମାଣ୍ଡ ଦେଉଁ, ଶେଲ୍ (shell) directories ସୁଚୀରେ, କମାଣ୍ଡ-ନାମ ର ଏକ ଅନୁରୂପ ଫାଇଲ୍ ପାଇଁ ଖୋଜେ . 
+
|| ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ |
 
|-
 
|-
|4:18
+
|04:27
|ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ . ନାହିଁତ “command not found” error ଦେଇଥାଏ .
+
|| ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ |
 
|-
 
|-
|4:27
+
|04:34
|ଖୋଜା ଯାଇଥିବା directories ର ତାଲିକା (list) PATH variable ଦ୍ବାରା ନିର୍ଦିଷ୍ଟ ଭାବରେ ଉଲ୍ଲେଖିତ ହୁଏ , ଯାହାକୁ ଆମେ ପଛରେ ଦେଖିବା.
+
|| ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ
 
|-
 
|-
|4:34
+
|04:44
|ବର୍ତମାନ ପାଇଁ, ଯଦି ଆମେ ଏହି ତାଲିକାକୁ ଦେଖିବାକୁ ଚାହୁଁ , ତବେ ଏହି କମାଣ୍ଡ (command) ଟାଇପ୍ କର echo space dollar PATH .
+
|| ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 
|-
 
|-
|4:44
+
|04:52
|ବଡ ଅକ୍ଷରରେ ଏବଂ ଏନ୍ଟର୍ ଦବାଅ 
+
|| କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର |
 
|-
 
|-
|4:52
+
|04:57
|କମାଣ୍ଡ (command)ଗୁଡ଼ିକ ବିଷୟରେ କହିବାବେଳେ, ଏକ ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର .
+
|| ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ |
 
|-
 
|-
|4:57
+
|05:02
|ଲିନକ୍ସ କମାଣ୍ଡ (linux command) ଗୁଡ଼ିକ ଦୁଇ ପ୍ରକାର ଅଟେ : External commands ଏବଂ internal commands.
+
|| ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ |
 
|-
 
|-
|5:02
+
|05:07
|ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ରହିଥାଏ .
+
|| ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି |
 
|-
 
|-
|5:07
+
|05:18
|ଲିନକ୍ସ ରେ ଅଧିକାଂଶ କମାଣ୍ଡ (commands)ଏହି ପ୍ରକାରର . କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର  ଇମ୍ପ୍ଲିମେଣ୍ଟେଶନ୍‌ ଶେଲ୍ (shell) ମଧ୍ୟରେ ଲେଖାହୋଇଥାଏ ଏବଂ ସେଗୁଡ଼ିକ ଅଲଗା ଫାଇଲ୍ ଭାବରେ ରହି ନ ଥାଏ .
+
|| ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ |
 
|-
 
|-
|5:18
+
|05:20
|ଏଗୁଡିକ ହେଲା internal commands .
+
|| ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ |
 
|-
 
|-
|5:20
+
|05:25
|ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଗୋଟିଏ internal command .
+
|| ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ
 
|-
 
|-
|5:25
+
|05:33
|ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command)ରେ ଟାଇପ୍ କର.
+
|| ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 
|-
 
|-
|5:33
+
|05:40
|space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ |
 
|-
 
|-
|5:40
+
|05:43
|ଆଉଟ୍ ପୁଟ୍ (output) ଇକୋ ଏକ built-in shell ଭଳି ଦେଖାଏ .
+
|| ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ |
 
|-
 
|-
|5:43
+
|05:56
|ତେଣୁ ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର ଇମ୍ପ୍ଲିମେଣ୍ଟେଶନ୍‌  ଶେଲ୍ (shell) ର internal ଅଟେ . ତେଣୁ ଏହା କୁ internal command କୁହାଯାଏ .
+
|| ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ |
 
|-
 
|-
|5:56
+
|06:01
|ଅନ୍ୟ ଏକ  ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ଆମେ ବୂଝିବା ଦରକାର ହେଉଛି କମାଣ୍ଡ (command) ଗୁଡ଼ିକର structure (ଗଠନ-ପ୍ରଣାଳୀ) .
+
|| କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ |
 
|-
 
|-
|6:01
+
|06:08
|କମାଣ୍ଡ (command) ଗୁଡ଼ିକ ଏକ ଶବ୍ଦର କିମ୍ବା white spaces ଦ୍ବାର ଅଲଗା ହୋଇଥିବା ଏକାଧିକ ଶବ୍ଦର ହୋଇପାରିବ .
+
|| ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ |
 
|-
 
|-
|6:08
+
|06:16
|ଦ୍ୱିତୀୟ କେସ (case)ରେ, ପ୍ରଥମ ଶବ୍ଦଟି କମାଣ୍ଡ (command) ର ପ୍ରକୃତ ନାମ , ଯେବେକି ଅନ୍ୟ ଶବ୍ଦଗୁଡ଼ିକ ଆର୍ଗୁମେଣ୍ଟ୍‌ (arguments) .
+
|| ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ |
 
|-
 
|-
|6:16
+
|06:20
|ଆର୍ଗୁମେଣ୍ଟ୍‌ସ୍‌ (arguments), options କିମ୍ବା expressions କିମ୍ବା file names ହୋଇପାରିବ .
+
|| ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ |
 
|-
 
|-
|6:20
+
|06:26
|ନିର୍ଦିଷ୍ଟ ଅପସନ ର ଆଧାରରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ୍ୟ କରିପାରିବ .
+
|| ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ |
 
|-
 
|-
|6:26
+
|06:35
|ସାଧାରଣତଃ ସେଗୁଡ଼ିକର ଆଗରେ ଏକ ସିଙ୍ଗଲ୍‌ କିମ୍ବା double minus ଚିହ୍ନ ଦିଆଯାଇଥାଏ ଯାହାକୁ ଯଥାକ୍ରମେ short ଏବଂ long option କହନ୍ତି .
+
|| ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ |
 
|-
 
|-
|6:35
+
|06:40
|ଟର୍ମିନାଲ୍ ୱିନଡୋ (terminal window) କୁ ଯାଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେଗୁଡ଼ିକର ଆଉଟ୍ ପୁଟସ୍ (outputs) ଦେଖ .
+
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
 
|-
 
|-
|6:40
+
|06:44
| ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|6:44
+
|06:49
|ତାପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|6:49
+
|06:55
| ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .
+
|| Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ |
 
|-
 
|-
|6:55
+
|07:04
|ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
 
|-
 
|-
|7:04
+
|07:11
|ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|7:11
+
|07:19
|ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ |
 
|-
 
|-
|7:19
+
|07:23
|ପୁଣିଥରେ, ଟର୍ମିନାଲ୍ (terminal) କୁ ମୁକ୍ତ କରିବାପାଇଁ clear ଟାଇପ୍ କର .
+
|| ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|7:23
+
|07:32
|ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ |
 
|-
 
|-
|7:32
+
|07:40
|ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଯେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command)ର ଆଚରଣ ପରିବର୍ତନ ହୁଏ .
+
|| ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ,
 
|-
 
|-
|7:40
+
|07:45
|ଲିନକ୍ସ ରେ ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.
+
|| ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ |
 
|-
 
|-
|7:45
+
|07:48
|ପ୍ରତେକର ଅନେକ ଅଲଗା ଅଲଗା  ଅପସନସ୍ (options) ଅଛି. 
+
|| କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା?
 
|-
 
|-
|7:48
+
|07:55
|କମାଣ୍ଡସ (command) ଗୁଡ଼ିକୁ ମଧ୍ୟ ଏକା ସାଥିରେ ସଂଯୁକ୍ତ କରିପାରିବା, ଯାହାକୁ ଆମେ ପରେ ଦେଖିବା . ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି  ମନେ ରଖିବା ?
+
|| ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି |
 
|-
 
|-
|7:55
+
|08:01
|ପ୍ରକୃତରେ ଏହା ଦରକାର ନାହିଁ . କାରଣ, ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
+
|| ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ |
 
|-
 
|-
|8:01
+
|08:08
|man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଡକ୍ୟୁମେଣ୍ଟ୍‌  ପ୍ରଦାନ କରେ .
+
|| ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ
 
|-
 
|-
|8:08
+
|08:16
|ଉଦାହରଣ ସ୍ୱରୂପ, ls command ସମ୍ବନ୍ଧରେ ଜାଣିବା ପାଇଁ, ତୁମକୁ ଟର୍ମିନାଲ୍ କୁ ଯିବାକୁ ପଡିବ .
+
|| ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ |
 
|-
 
|-
|8:16
+
|08:30
| ls ଆର୍ଗୁମେଣ୍ଟ୍‌ ସହିତ man command ଟାଇପ୍ କର, ଅର୍ଥାତ୍‌ man space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ଏଥିରୁ ବାହାରିବାକୁ q ଦାବନ୍ତୁ |
 
|-
 
|-
|8:30
+
|08:35
|ବାହାରକୁ ଆସିବାକୁ q ଦବାଅ .
+
|| ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ |
 
|-
 
|-
|8:35
+
|08:43
|man ହେଉଛି ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) . man କୁ ଦିଆଯାଉଥିବା ପ୍ରତେକ ଆର୍ଗୁମେଣ୍ଟ୍‌ ସାଧାରଣତଃ ଏକ ପ୍ରୋଗ୍ରାମର, utility କିମ୍ବା function ର ନାମ .
+
|| ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ |
 
|-
 
|-
|8:43
+
|08:49
| ଆର୍ଗୁମେଣ୍ଟ୍‌ ଗୁଡ଼ିକ ସହ ସମ୍ପର୍କିତ ମ୍ୟାନୁଆଲ ପେଜ (manual page) ତାପରେ ପ୍ରଦର୍ଶିତ ହୁଏ.
+
|| ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ |
 
|-
 
|-
|8:49
+
|08:55
|ଯଦି ଏକ section ଦିଆ ହୋଇଛି, ଏହା man କୁ  ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
+
|| ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ |
 
|-
 
|-
|8:55
+
|09:07
| ଡିଫଲ୍ଟ୍‌ ହେଉଛି ଏକ ପୁର୍ବ-ନିର୍ଦ୍ଧାରିତ କ୍ରମରେ ସବୁ ଉପଲବ୍ଧ sections ରେ ଖୋଜିବା ଏବଂ ପାଇଥିବା ପେଜ୍‌ ଗୁଡ଼ିକରୁ କେବଳ first page ଦେଖାଇବା, ଯଦିଓ ପେଜ୍‌ଟି ଅନେକ sections ରେ ରହିଥାଏ .
+
|| କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ |
 
|-
 
|-
|9:07
+
|09:14
| man command ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବ .
+
|| ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
|9:14
+
|09:23
|ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ .
+
|| ଏଥିରୁ ବାହାରିବାକୁ q ଦାବନ୍ତୁ |
 
|-
 
|-
|9:23
+
|09:26
|ଏହାର ବାହାରକୁ ଆସିବାକୁ q ଦବାଅ .
+
|| ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ |
 
|-
 
|-
|9:26
+
|09:30
| man command ର ଅନେକ ଅପସନସ୍ (options) ଅଛି .
+
|| ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା?
 
|-
 
|-
|9:30
+
|09:41
|ଏଠାରେ, ମୁଁ ତୁମମାନଙ୍କୁ ସବୁଠୁଁ ଦରକାରୀ କଥା କହିବି . କେବେ କେବେ ଆମେ ଜାଣିଥାଉ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନାହୁଁ . ତେବେ ଆମେ କଣ କରିବା ?
+
|| ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ | 
 
|-
 
|-
|9:41
+
|09:50
|man, -k ଅପ୍‌ସନ୍‌ ପ୍ରଦାନ କରେ ଯାହା ଏକ keyword ନେଇ କମାଣ୍ଡ (command) ଗୁଡ଼ିକର ଏକ ତାଲିକା ଏବଂ ସେଗୁଡ଼ିକର ସଂକ୍ଷିପ୍ତ ଉଦେଶ୍ୟ ରିଟର୍ନ (return) କରେ .
+
|| ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ,
 
|-
 
|-
|9:50
+
|09:56
|ଉଦାହରଣ ସ୍ୱରୂପ, ଏକ directory ସୃଷ୍ଟି କରିବା, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
+
|| ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା |
|-
+
|9:56
+
|ତେଣୁ, ଆମେ command prompt କୁ ଯିବା ଏବଂ man space minus k space directories ଟାଇପ୍ କରି ଏଣ୍ଟର୍ ଦବାଇବା .
+
 
|-
 
|-
 
|10:12
 
|10:12
|ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ସର୍ଚ୍‌ କରି ଦେଖିବା ଯେ ପ୍ରକୃତରେ ଆମର କଣ ଆବଶ୍ୟକ .
+
|| ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା |
 
|-
 
|-
 
|10:17
 
|10:17
|ସେହି ଏକା ଜିନିଷ apropos command ର ବ୍ୟବହାର କରି ବି ପାଇପାରିବା .
+
|| ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ |
 
|-
 
|-
 
|10:21
 
|10:21
|command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) ଦେଖିବା ପାଇଁ ଏଣ୍ଟର୍ ଦବାଅ .
+
|| ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
|10:36
 
|10:36
|କେବେ କେବେ ଆମେ ବହୁତ ଅଧିକ ସବିଶେଷ ତଥ୍ୟ ଚାହୁଁନା . ଆମେ କେବେଳ ଜାଣିବା ଦରକାର ଯେ ଏକ କମାଣ୍ଡ (command) କଣ କରେ .
+
|| ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର |
 
|-
 
|-
 
|10:40
 
|10:40
|ସେହି ସ୍ଥିତିରେ, ଆମେ whatis command କିମ୍ବା man –f ବ୍ୟବହାର କରିପାରିବା . ଦୁଇଟିଯାକ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .
+
|| ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି |
 
|-
 
|-
 
|10:52
 
|10:52
|ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ
 
|-
 
|-
 
|10:58
 
|10:58
|ବର୍ତମାନ, whatis space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 
|-
 
|-
 
|11:06
 
|11:06
|କେତେକ କମାଣ୍ଡସ (commands) ଏକାଧିକ ଅପସନ୍ସସ (options) ଅଛି . ଆମେ ଏକ କମାଣ୍ଡର ଥିବ ବିଭିନ୍ନ ଅପସନ୍ସସ (options) ର ଏକ ତାଲିକା ପ୍ରାପ୍ତ କରିବାକୁ ଚାହିଁପା୍ରୁ .
+
|| କିଛି କମାଣ୍ଡ୍ ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ |
 
|-
 
|-
 
|11:13
 
|11:13
|ତାପରେ, ଆମେ minus help option ବ୍ୟବହାର କରିବା .
+
|| ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ |
 
|-
 
|-
 
|11:18
 
|11:18
|command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
|11:29
 
|11:29
|ମୁଁ ଉପରକୁ scroll କରିବି, ଯାହା ଫଳରେ ତୁମେ ସବୁ ଅପସନ୍ସସ (options) ଏହି ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବ .
+
|| ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ |
 
|-
 
|-
 
|11:45
 
|11:45
|ଲିନକ୍ସ  ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାକ୍ଷରତା ମିଶନ୍ ଦ୍ବାରା ସମର୍ଥିତ .
+
|| ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|-
 
|-
 
|11:56
 
|11:56
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro.
+
|| ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି |
 
|-
 
|-
 
|12:00
 
|12:00
| ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଉପସ୍ଥିତି ପାଇଁ ଧନ୍ୟବାଦ
+
||  ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 +
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
|}
 
|}

Revision as of 18:25, 4 February 2015

Time Narration 00:00 ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା |
00:10 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:12 ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି |
00:17 ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍http://spoken-tutorial.orgରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍ ମାଧ୍ୟମରେ ଉପଲବ୍ଧ ଅଛି |
00:26 କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
00:33 ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା |
00:39 ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?”
00:43 ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ |
00:52 ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି
00:59 କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା |
01:05 ଆପ୍ଲିକେସନ୍ସ ମେନୁକୁ ଯିବା
01:08 ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି
01:14 କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
01:20 ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା |
01:29 ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
01:34 ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ |
01:47 ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ?
01:54 ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ |
01:59 ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ,
02:08 ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ
02:13 ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ |
02:22 ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ |
02:35 ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ |
02:44 ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ |
02:51 କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ |
02:58 ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ |
03:08 ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ
03:11 ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:27 ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ |
03:34 ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ |
03:42 କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ |
03:47 ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା |
03:55 କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:03 ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ |
04:09 କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ |
04:18 ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ |
04:27 ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ |
04:34 ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ
04:44 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:52 କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର |
04:57 ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ |
05:02 ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ |
05:07 ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି |
05:18 ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ |
05:20 ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ |
05:25 ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ
05:33 ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
05:40 ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ |
05:43 ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ |
05:56 ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ |
06:01 କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ |
06:08 ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ |
06:16 ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ |
06:20 ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ |
06:26 ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ |
06:35 ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ |
06:40 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
06:44 ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:49 ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:55 Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ |
07:04 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
07:11 ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:19 ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ |
07:23 ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:32 ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ |
07:40 ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ,
07:45 ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ |
07:48 କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା?
07:55 ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି |
08:01 ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ |
08:08 ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ
08:16 ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ |
08:30 ଏଥିରୁ ବାହାରିବାକୁ q ଦାବନ୍ତୁ |
08:35 ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ |
08:43 ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ |
08:49 ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ |
08:55 ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ |
09:07 କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ |
09:14 ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 ଏଥିରୁ ବାହାରିବାକୁ q ଦାବନ୍ତୁ |
09:26 ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ |
09:30 ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା?
09:41 ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ |
09:50 ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ,
09:56 ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା |
10:12 ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା |
10:17 ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ |
10:21 ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:36 ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର |
10:40 ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି |
10:52 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ
10:58 ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
11:06 କିଛି କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ |
11:13 ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ |
11:18 କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:29 ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ |
11:45 ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:56 ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି |
12:00 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep