Difference between revisions of "Linux/C2/Basic-Commands/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !ବିବରଣୀ |- |0:00 |ପ୍ରିୟ ବଂଧୁ, ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍…')
 
 
(4 intermediate revisions by 3 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
!ବିବରଣୀ
+
|'''Narration'''
 +
 
 
|-
 
|-
|0:00
+
|00:00
|ପ୍ରିୟ  ବଂଧୁ, ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
+
|| ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |   
 +
 
 
|-
 
|-
|0:05
+
|00:05
|ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା .
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା |
 +
 
 
|-
 
|-
|0:10
+
|00:10
| ମୁଁ ଉବଣ୍ତୁ 10.04 ବ୍ୟବହାର କରୁଛି .
+
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
 +
 
 
|-
 
|-
|0:12
+
|00:12
|ଆମେ ମାନିବା ଯେ ଲିନକ୍ସ ଅପେରଟିଂଗ୍ ସହିତ ଆରମ୍ଭ କିପରି କରିବାକୁ ହୁଏ, ଏହା ଆପଣ ଜାଣନ୍ତି.
+
|| ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି |
 +
 
 
|-
 
|-
|0:17
+
|00:17
|ଯଦି ଆପଣ ଆଗ୍ରହୀ ଅଟନ୍ତି, ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି .
+
|| ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍[http://spoken-tutorial.org/ http://spoken-tutorial.org]ରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍  ମାଧ୍ୟମରେ ଉପଲବ୍ଧ ଅଛି |
 +
 
 
|-
 
|-
|0:26
+
|00:26
|ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ତେର୍ ପ୍ରିଟେର୍ (command interpreter) କଣ ଅଟେ .
+
|| କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
 +
 
 
|-
 
|-
|0:33
+
|00:33
|ପରେ, ଆମେ ଶିଖିବା ମେନ୍ କମାଣ୍ଡ (man command) ଲିନକ୍ସ ରେ ବ୍ୟବହାର କରି ହେଲପ୍ କିପରି ପାଇବାକୁ ହୁଏ .
+
|| ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା |
 +
 
 
|-
 
|-
|0:39
+
|00:39
| ବର୍ତମାନ, ପ୍ରଥମ ପ୍ରଶ୍ନ, "କମାଣ୍ଡସ (commands) କଣ ଅଟେ" .
+
|| ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?”
 +
 
 
|-
 
|-
|0:43
+
|00:43
|ଅତି ସାଧାରଣ ସବଦରେ, ଆମେ କହିପାରିବେ, ଲିନକ୍ସ କମାଣ୍ଡସ (Linux commands) ଏଭଳି ସବ୍ଦ ଅଟେ ଯାହା କିଇଡ (keyed) କାରଣ ହେତୁ କିଛି କାର୍ଯ ଦେଖାଇଥାଏ .
+
|| ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ |
 +
 
 
|-
 
|-
|0:52
+
|00:52
|ଲିନକ୍ସ କମାଣ୍ଡ କଦାଚିତ୍ ଲମ୍ବାରେ ଚାରି ଅକ୍ଷର ଠାରୁ ବେଶୀ ଅଟେ ଯେଭଳି, Is , who , ps, ଆଦି .
+
|| ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି
 +
 
 
|-
 
|-
|0:59
+
|00:59
|କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୁଏ ଏବଂ ସେଗୁଡିକ ସେନସିଟିଭ କେସ୍ ଅଟନ୍ତି । ଚାଲନ୍ତୁ ଏକ ଉଦାହରଣ ଦେଖିବା .
+
|| କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା |
 +
 
 
|-
 
|-
|1:05
+
|01:05
|ଆପ୍ଲିକେସନ (applications menu) ମେନ୍ୟୁ  କୁ ଯିବା .
+
|| ଆପ୍ଲିକେସନ୍ସ ମେନୁକୁ ଯିବା
 +
 
 
|-
 
|-
|1:08
+
|01:08
| ଆକ୍ସେସାରୀଜ (accessories) କୁ ବାଛ ଏବଂ ଉପଲବ୍ଧ ଅପ୍ସନସସ (options) ଠାରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
+
|| ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି
 +
 
 
|-
 
|-
|1:14
+
|01:14
|କିମ୍ବା ଟର୍ମିନାଲ୍ ଓଣ୍ଡୋ  ଖୋଲିବା ପାଇଁ ଆପଣକଂ କିବୋଡ (keyboard) ରେ Ctrl Alt T ପ୍ରେସ୍ କର .
+
|| କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
 +
 
 
|-
 
|-
|1:20
+
|01:20
|ଏବେ ଆମେ ଏକ ପ୍ରୋମପଟ୍ ($) ଦେଖିପାରିବା ଏବଂ ଏହାର ଠିକ ପରେ ଏକ  ବ୍ଲିନକିଂଗ୍ କର୍ର୍ ସର ଅଛି. ଯେଉଁଠାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର . 
+
|| ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା |
 +
 
 
|-
 
|-
|1:29
+
|01:29
| ସବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .
+
|| ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
|1:34
+
|01:34
|ଆମେ ଲୋଗ୍ଗେଡ଼ ଇନ୍ (logged in) ୟୂଜରସ୍ କଂର (users)  ନାମ ଦେଖିପାରିବା. ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ,  ଯାହା ଦେଖାଏ ସିଷ୍ଟମ ରେ କିଏ ଲୋଗ୍ଗେଡ଼ ଇନ୍ ଅଛନ୍ତି .
+
|| ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ |
 +
 
 
|-
 
|-
|1:47
+
|01:47
|କିନ୍ତୁ ଯେଉଁ ଏନ୍ଟିଟି (entity) କିଛି ଗୁଡିଏ କମାଣ୍ଡସ (commands) ପରିବର୍ତନ ହେଇଛି ସେଗୁଡିକ କିଛି ନୁହେଁ କେବଳ କାର୍ଯ ରେ କିଛି ଅଖ୍ୟର ଅଟେ ?  
+
|| ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ?
 +
 
 
|-
 
|-
|1:54
+
|01:54
|ଏହା କମାଣ୍ଡ  ଇଣ୍ଟରପ୍ରେଟର୍ (Command Interpreter) କାର୍ଯ ଅଟେ, ଯାହାକୁ ଶେଏଲ୍  (sheel) କହନ୍ତି.
+
|| ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ |
 +
 
 
|-
 
|-
|1:59
+
|01:59
|ଆମେ ଶେଏଲ୍ (shell) କୁ ପ୍ରୋଗ୍ରାମ ଭଳି ବର୍ଣନା କରିପାରିବା, ଯାହା ଆମର ଏବଂ ଲିନକ୍ସ ସିଷ୍ଟମ ର ମଧ୍ୟରେ ଇଣ୍ଟର୍ ଫେସ୍ (interface) ରୁପରେ କାମ କରେ.
+
|| ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ,
 +
 
 
|-
 
|-
|2:08
+
|02:08
|ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ  ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .
+
|| ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ
 +
 
 
|-
 
|-
|2:13
+
|02:13
|ଲିନକ୍ସ ରେ ବହୁବିଧ ଶେଲେସ୍ ଇନ୍ ଷ୍ଟଲଡ (shells installed) କରିବା ସମ୍ଭବ ହୁଏ, ଏବଂ ଯେଉଁଗୁଡିକ ଉପଯୋଗୀ କର୍ତା ସେମାନକଂ ପସଂଦର ଏହାକୁ ବାଛିଥାନ୍ତି .
+
|| ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ  ସମ୍ପୂର୍ଣ୍ଣ ସମ୍ଭବ |
 +
 
 
|-
 
|-
|2:22
+
|02:22
|ଲିନକ୍ସ ରେ, ସାଧାରଣ ମାନର  ଶେଲ ସବୁବେଳେ /bin/sh ରୁପରେ ଇନ୍ ଷ୍ଟଲଡ (installed) ଅଟେ, ଯାହାକୁ ବେଶ୍ (bash) କହନ୍ତି, the GNU Bourne-Again SHell, from the GNU suite of tools .
+
|| ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ |
 +
 
 
|-
 
|-
|2:35
+
|02:35
|ଯେଉଁ କମାଣ୍ଡସ (commands) କୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଅଟେ ଏବଂ  ସାମାନ୍ୟ ଭିନ୍ନତା ସହିତଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବେ .
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ |
 +
 
 
|-
 
|-
|2:44
+
|02:44
|ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ପ୍ରଦଶ୍ରନ ପାଇଁ ବେଶ୍ (bash)  କୁ ଶେଲ୍ (shell) ରୁପରେ ବ୍ୟବହାର କରି ପାରିବା .
+
|| ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ |
 +
 
 
|-
 
|-
|2:51
+
|02:51
|ଏହାର କାରଣ ଯେ, ବେଶ୍ (besh) ସବୁଠାରୁ ଲୋକପ୍ରିୟ ଶେଏଲ୍ (shell) ଅଟେ ଏବଂ ପ୍ରାୟ ସବୁ ୟୁନ୍କୁସ୍ (UNIX) କୁ portable ଅଟେ.
+
|| କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ |
 +
 
 
|-
 
|-
|2:58
+
|02:58
| ଅନ୍ୟ ଶେଲେସ୍ (shells)  Bourne shell ର ଅନ୍ତରଭୁକ୍ତ ଯିଏ କି ମୋଳିକ UNIX Shell, C Shell ଏବଂ Korn shell ଅଟେ .
+
|| ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ |
 +
 
 
|-
 
|-
|3:08
+
|03:08
|କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁତାହା  ତାହା ଦେଖିବାକୁ .
+
|| ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ  
 +
 
 
|-
 
|-
|3:11
+
|03:11
| ଟର୍ମିନାଲ୍ (terminal) କୁ ଯାଅ ଏବଂ command echo space dollar in capital SHELL ଟାଇପ୍ କର ଏବଂ ଏନ୍ଟର୍  ଦବାଅ .
+
|| ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|3:27
+
|03:27
|ସାଧାରଣ ଭାବରେ, /bin/bash ଆଉଟ ପୁଟ୍ (output) ଅଟେ ଯାହା ଆମକୁ ବେଶ୍ ଶେଲ୍ (besh shell ) ଦିଏ .
+
|| ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ |
 +
 
 
|-
 
|-
|3:34
+
|03:34
|ସେଠାରେ ବହୁତ ପ୍ରକାରର ଉପାୟ ଅଛି ଯାହାଦ୍ବାର ଆମେ ଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିପାରିବା, ଯେଉଁଗୁଡିକ  ଉନ୍ନତ ଟ୍ୟୁଟୋରିଆଲ  (Advanced tutorials) ରେ ବିସ୍ତାରିତ ହୋଇପାରିବ .
+
|| ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ |
 +
 
 
|-
 
|-
|3:42
+
|03:42
|କମାଣ୍ଡସ (commands) ପ୍ରକୃତରେ ଫାଇଲସ୍ ଅଟେ ଯେଉଁଥିରେ ପ୍ରୋଗ୍ରାମସ୍ ହୁଏ, ଯାହା ବାରମ୍ବାର C ରେ ଲେଖାହୋଇଥାଏ .
+
|| କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ |
 +
 
 
|-
 
|-
|3:47
+
|03:47
|ଏହି ଫାଇଲସ୍  directories ରେ ଅନ୍ତରଭୁକ୍ତ ଅଟେ.  କମାଣ୍ଡ (command) କେଉଁଠାରେ ସଂଚୟ ହୁଏ, ଏହାକୁ ପାଇବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବ.
+
|| ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା |
 +
 
 
|-
 
|-
|3:55
+
|03:55
|command prompt ରେ Type--space-- ps ଟାଇପ୍ କର ଏବଂ ଏନ୍ଟର୍ ଦବାଅ . 
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|4:03
+
|04:03
|ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଏକ ସଂଚୟ ଫାଇଲ୍ ଅଟେ .
+
|| ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ |
 +
 
 
|-
 
|-
|4:09
+
|04:09
|ଯେବେ ଆମେ କମାଣ୍ଡ prompt (command prompt ) ରେ କମାଣ୍ଡ ଦିଅନ୍ତି, ତେବେ ଶେଏଲ୍ (shell ) directories ସୁଚୀ ରେ, କମାଣ୍ଡ ର ନାମରେ ଏକ ସମକଖ୍ୟ ଫାଇଲ୍ ପାଇଁ ଖୋଜେ
+
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ |
 +
 
 
|-
 
|-
|4:18
+
|04:18
|ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ. ନାହିଁତ  “command not found” error ଦେଇଥାଏ.
+
|| ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ |
 +
 
 
|-
 
|-
|4:27
+
|04:27
|ଖୋଯା ହୋଇଥିବା directories ର ସୁଚୀ PATH variable ଦ୍ବାର ନିର୍ଦିଷ୍ଟ  ଭାବରେ କୁହାଯାଇଛି, ଯାହାକୁ ଆମେ ପଛରେ ଦେଖିବା.
+
|| ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ |
 +
 
 
|-
 
|-
|4:34
+
|04:34
|ବର୍ତମାନ ପାଇଁ, ଯଦି ଆମେ ଏହି ସୁଚୀ କୁ ଦେଖିବାକୁ ଚାହିଁବା, ତବେ କେବଳ echo space dollar PATH, କମାଣ୍ଡ (command) ଟାଇପ୍ କର.
+
|| ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ
 +
 
 
|-
 
|-
|4:44
+
|04:44
|ବଡ ଅଖ୍ୟର ରେ ଏବଂ ଏନ୍ଟର୍ ଦବାଅ 
+
|| ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
|4:52
+
|04:52
|ଯେବେ କମାଣ୍ଡସ (commands ) ବିଷୟରେ କହନ୍ତି, ସେଠାରେ ଏକ ଗୁରୁତ୍ତପୁର୍ଣ ଜିନିଷ ଅଛି ଯାହା ଆମେ ଜାଣିବାକୁ ଚାହାନ୍ତି .
+
|| କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର |
 +
 
 
|-
 
|-
|4:57
+
|04:57
|ଲିନକ୍ସ କମାଣ୍ଡସ (linux commands ) ଦୁଇ ପ୍ରକାର ଅଟେ: External commands ଏବଂ internal commands.
+
|| ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ |
 +
 
 
|-
 
|-
|5:02
+
|05:02
|ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ବିଦ୍ୟମାନ ଥାଏ. 
+
|| ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ |
 +
 
 
|-
 
|-
|5:07
+
|05:07
|ଲିନକ୍ସ ରେ ଅଧିକାଂଶ କମାଣ୍ଡସ (commands ) ଏହି ପ୍ରକାର ଅଟେ. କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର କାର୍ଯ ସମ୍ପାଦନ ଶେଏଲ୍ (shell) ରେ ଲେଖାହୋଇଛି ଏବଂ ସେମାନେ ଅଲଗା ଫାଇଲ୍ ଭାବରେ ବିଦ୍ୟମାନ ନୁହେଁ .
+
|| ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି |
 +
 
 
|-
 
|-
|5:18
+
|05:18
|ଏଗୁଡିକ internal commands ଅଟେ .
+
|| ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ |
 +
 
 
|-
 
|-
|5:20
+
|05:20
|ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଏକ internal commands ଅଟେ .
+
|| ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ |
 +
 
 
|-
 
|-
|5:25
+
|05:25
|ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command) ଟାଇପ୍ କର. 
+
|| ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ
 +
 
 
|-
 
|-
|5:33
+
|05:33
|space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
|5:40
+
|05:40
|ଆଉଟ୍ ପୁଟ୍ (output) ଇକୋ ଭଳି ଏକ shell built-in ଦେଖାଏ. 
+
|| ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ |
 +
 
 
|-
 
|-
|5:43
+
|05:43
|ଅତଃ: ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ  ଇକୋ କମାଣ୍ଡ (echo command) କାର୍ଯ ସମ୍ପାଦନ ଶେଏଲ୍ (shell) ର internal ଅଟେ. ତେଣୁ ଏହା କୁ internal command କହନ୍ତି.
+
|| ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ |
 +
 
 
|-
 
|-
|5:56
+
|05:56
|ଅନ୍ୟ ଏକ ଗୁରୁତ୍ତ ପୁର୍ଣ ଜିନିଷ ଯାହା ଆମେ ବୂଝିବା ଦରକାର, ଏହା କମାଣ୍ଡ (command) ର ଗଠନ ପ୍ରଣାଳୀ ଅଟେ.
+
|| ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ |
 +
 
 
|-
 
|-
|6:01
+
|06:01
|କମାଣ୍ଡସ (commands) ଏକ କିମ୍ବା ଏକ ଠାରୁ ଅଧିକ ସବ୍ଦ ହୋଇପାରିବ, ଯାହାକି  white spaces ଦ୍ବାର ଅଲଗା ହୋଇପାରିବ .
+
|| କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ |
 +
 
 
|-
 
|-
|6:08
+
|06:08
|ଦିତୀୟ କେସ (case) ରେ, ପ୍ରଥମ ସବ୍ଦ  କମାଣ୍ଡ (command) ର ପ୍ରକୃତ ନାମ ଅଟେ ଯାହାକି ଅନ୍ୟ ସବ୍ଦ ର ଯୁକ୍ତି ସମୁହ ଅଟେ.
+
|| ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ |
 +
 
 
|-
 
|-
|6:16
+
|06:16
|ଯୁକ୍ତି, options or expressions କିମ୍ବା  file names ହୋଇପାରିବ .
+
|| ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ |
 +
 
 
|-
 
|-
|6:20
+
|06:20
|ନିର୍ଦିଷ୍ଟ  ଭାବରେ ଅପସନ ର ଆଧାର ଉପରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ କରିପାରିବ .
+
|| ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ |
 +
 
 
|-
 
|-
|6:26
+
|06:26
|ସାଧାରଣତ: ସେମାନକଂର ପ୍ରଥମ ଏକ କିମ୍ବା double minus ଚିନ୍ନ ଦ୍ବାରା ଅଗ୍ରଗତି ଅଟେ ଯାହାକି  short and long option କହନ୍ତି .
+
|| ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ |
 +
 
 
|-
 
|-
|6:35
+
|06:35
|ଟର୍ମିନାଲ୍ ୱିନଡୋ (terminal window) କୁ ଯିଅ ଏବଂ କମାଣ୍ଡସ (commands)  ଟାଇପ୍ କର ଏବଂ ସେମାନକଂର ଆଉଟ୍ ପୁଟସ୍ (outputs) ଦେଖ .
+
|| ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ |
 +
 
 
|-
 
|-
|6:40
+
|06:40
| ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
 +
 
 
|-
 
|-
|6:44
+
|06:44
|ପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|6:49
+
|06:49
| ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .
+
|| ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|6:55
+
|06:55
|ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ |
 +
 
 
|-
 
|-
|7:04
+
|07:04
|ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
 +
 
 
|-
 
|-
|7:11
+
|07:11
| ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|7:19
+
|07:19
|ପୁଣିଥରେ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ |
 +
 
 
|-
 
|-
|7:23
+
|07:23
|ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|7:32
+
|07:32
|ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଅଟେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command) ଗତିବିଧି ପରିବର୍ତନ ହୁଏ .
+
|| ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ |
 +
 
 
|-
 
|-
|7:40
+
|07:40
|ଲିନକ୍ସ ରେ ଆମର ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.
+
|| ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ,
 +
 
 
|-
 
|-
|7:45
+
|07:45
|ପ୍ରତେକକଂର ବହୁତ ଅଲଗା ଅଲଗା  ଅପସନସ୍ (options) ଅଛି. 
+
|| ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ |
 +
 
 
|-
 
|-
|7:48
+
|07:48
|କମାଣ୍ଡସ (commands) କୁ ଏକା ସାଥିରେ ସଂଯୁକ୍ତ କରିପାରିବା ଯାହାକୁ ଆମେ ପରେ ଦେଖିବା.  ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମୁଣ୍ଡ (mind) ରେ ରଖିବା ?  
+
|| କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା?
 +
 
 
|-
 
|-
|7:55
+
|07:55
|ପ୍ରକୃତରେ ଆପଣକଂର ଏହା ଦରକାର ନାହିଁ. କାରଣ ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
+
|| ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି |
 +
 
 
|-
 
|-
|8:01
+
|08:01
|man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଲିଖିତ ପ୍ରମାଣ ପ୍ରଦାନ କରେ .
+
|| ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ |
 +
 
 
|-
 
|-
|8:08
+
|08:08
|ଉଦାହରଣ ପାଇଁ, ls command ସମ୍ବନ୍ଧରେ ଜାଣିବା ପାଇଁ, ଆପଣଂକୁ  ଟର୍ମିନାଲ୍ କୁ ଯିବାକୁ ପଡିବ .
+
|| ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ
 +
 
 
|-
 
|-
|8:16
+
|08:16
| ତର୍କ ଭଳି ls ର ସହିତ man command ଟାଇପ୍ କର, ଯାହା type man space ls ଏବଂ ଏଣ୍ଟର୍ ଦବାଅ .
+
|| ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ |
 +
 
 
|-
 
|-
|8:30
+
|08:30
|ବାହାରକୁ ଆସିବାକୁ q ଦବାଅ.
+
|| ଏଥିରୁ ବାହାରିବାକୁ q ଦାବନ୍ତୁ |
 +
 
 
|-
 
|-
|8:35
+
|08:35
|man, ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) ଅଟେ. ପ୍ରତେକ ତର୍କ ଯାହା man କୁ ଦିଆଯାଇଛି, ସେଗୁଡିକ ସାଧାରଣତ: ଏକ ପ୍ରୋଗ୍ରାମର ନାମ, utility କିମ୍ବା function .
+
|| ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ |
 +
 
 
|-
 
|-
|8:43
+
|08:43
|ମ୍ୟାନୁଆଲ ପେଜ (manual page) ପ୍ରତେକ ତର୍କ ଗୁଡିକ ସହିତ ସଂଯୁକ୍ତ ହୋଇଛି ଯାହା ପାଇଛୁ ଏବଂ ଦର୍ଶାଯାଇଛି .
+
|| ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ |
 +
 
 
|-
 
|-
|8:49
+
|08:49
|ଯଦି ଏକ section ପ୍ରଦାନ ହୋଇଛି, ଏହା man କୁ  ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
+
|| ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ |
 +
 
 
|-
 
|-
|8:55
+
|08:55
|ସ୍ବାଭାବିକ ଭାବରେ ସବୁ  ଉପଲବ୍ଧ sections ରେ ଖୋଜେ, ଯାହା ଏକ ପୁର୍ବ ନିର୍ଧାରିତ କାର୍ଯ ଏବଂ ପାଇଥିବା first page ରେ କେବଳ ଦେଖାଏ, ଯଦିଓ ପେଜେ ବିଭିନ୍ନ sections ରେ ବିଦ୍ୟମାନ .
+
|| ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ |
 +
 
 
|-
 
|-
|9:07
+
|09:07
|ଆପଣ man command ର ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବା .
+
|| କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ |
 +
 
 
|-
 
|-
|9:14
+
|09:14
|ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ .
+
|| ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|9:23
+
|09:23
|ବାହାରକୁ ଆସିବାକୁ q ଦବାଅ .
+
|| ଏଥିରୁ ବାହାରିବାକୁ q ଦାବନ୍ତୁ |
 +
 
 
|-
 
|-
|9:26
+
|09:26
| man command କେତେକ ଅପସନସ୍ (options) ଅଛି .
+
|| ମ୍ୟାନ୍ କମାଣ୍ଡ୍ ବହୁ ଅପ୍ସନ୍ ଥାଏ |
 +
 
 
|-
 
|-
|9:30
+
|09:30
|ଏଠାରେ, ମୁଁ ଆପନଂକୁ ସବୁଠୁଁ ବ୍ୟବହାରି ହୋଇଥିବ ଜିନିଷ ସମ୍ବନ୍ଧରେ କହିବି. କେବେ କେବେ ଆମେ ଜାଣୁ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନୁ. ତେବେ ଆମେ କଣ କରିବା ?
+
|| ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା?
 +
 
 
|-
 
|-
|9:41
+
|09:41
|man, -k ପ୍ରଦାନ କରେ ଯାହା ଏକ keyword ନିଏ ଏବଂ କମାଣ୍ଡସ୍ (commands) ର ସୁଚୀ ଏବଂ ସେମାନକଂର ସଂଖିପ୍ତ ଉଦେଶ୍ୟ କୁ ବତାଏ .
+
|| ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ | 
 +
 
 
|-
 
|-
|9:50
+
|09:50
|ଉଦାହରଣ ପାଇଁ, ଏକ directory ତିଆରି କର, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
+
|| ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ,
 +
 
 
|-
 
|-
|9:56
+
|09:56
| ତେଣୁ, ଆମେ command prompt କୁ ପାର ଏବଂ man space minus k space directories ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା |
 +
 
 
|-
 
|-
 
|10:12
 
|10:12
|ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ଖୋଜି କରି ଦେଖିବା ଯେ  ପ୍ରକୃତରେ ଆମେ କଣ ଚାହୁଁ .
+
|| ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା |
 +
 
 
|-
 
|-
 
|10:17
 
|10:17
| ଏକା ଜିନିଷ apropos command ର ବ୍ୟବହାର କରି ପ୍ରାପ୍ତ କରିପାରିବା .
+
|| ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ |
 +
 
 
|-
 
|-
 
|10:21
 
|10:21
|command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) କୁ ଦେଖିବା ପାଇଁ ଏଣ୍ଟର୍ ଦବାଅ .
+
|| ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|10:36
 
|10:36
|କେବେ କେବେ ବହୁତ ଅଧିକ ସବିଶେଷ ତଥ୍ୟ ଆମେ ଚାହୁଁନା. ଆମେ କେବେଳ ଜାଣିବାକୁ ଚାହୁଁ କମାଣ୍ଡ (command) କଣ କରେ .
+
|| ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର |
 +
 
 
|-
 
|-
 
|10:40
 
|10:40
|ସେହି ସ୍ତିତି ରେ, ଆମେ what is command କିମ୍ବା man –f ବ୍ୟବହାର କରିପାରିବା. ଦୁହେଁ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .
+
|| ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି |
 +
 
 
|-
 
|-
 
|10:52
 
|10:52
|ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ
 +
 
 
|-
 
|-
 
|10:58
 
|10:58
|ବର୍ତମାନ, what is space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . 
+
|| ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
 
|11:06
 
|11:06
|କିଛି କମାଣ୍ଡସ (commands) କେତେକ ଅପସନ୍ସସ (options) ଅଛି. ଆମେ ବିଭିନ୍ନ ଅପସନ୍ସସ (options) ର ଏକ ସୁଚୀ କୁ ପ୍ରାପ୍ତ କରିବାକୁ ଚାହିଁ  ପାର ଯାହା ଏକ କମାଣ୍ଡର ଅଛି .
+
|| କିଛି କମାଣ୍ଡ୍ ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ |
 +
 
 
|-
 
|-
 
|11:13
 
|11:13
|ପରେ, ଆମେ minus help option ବ୍ୟବହାର କରିବା .
+
|| ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ |
 +
 
 
|-
 
|-
 
|11:18
 
|11:18
|command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|| କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|11:29
 
|11:29
|ମୁଁ ଉପରକୁ scroll କରିବି, ଯାହା ଫଳରେ ଆପଣ ସବୁ ଅପସନ୍ସସ (options) ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବେ .
+
|| ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ |
 +
 
 
|-
 
|-
 
|11:45
 
|11:45
|ଲିନକ୍ସ  ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି. ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଥାଏ .
+
|| ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
|11:56
 
|11:56
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro.
+
|| ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି |
 +
 
 
|-
 
|-
 
|12:00
 
|12:00
| ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଉପସ୍ତିଥ ପାଇଁ ଧନ୍ୟବାଦ|}
+
|}

Latest revision as of 15:59, 10 April 2017

Time Narration
00:00 ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା |
00:10 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:12 ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି |
00:17 ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍http://spoken-tutorial.orgରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍ ମାଧ୍ୟମରେ ଉପଲବ୍ଧ ଅଛି |
00:26 କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
00:33 ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା |
00:39 ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?”
00:43 ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ |
00:52 ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି
00:59 କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା |
01:05 ଆପ୍ଲିକେସନ୍ସ ମେନୁକୁ ଯିବା
01:08 ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି
01:14 କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
01:20 ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା |
01:29 ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
01:34 ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ |
01:47 ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ?
01:54 ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ |
01:59 ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ,
02:08 ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ
02:13 ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ |
02:22 ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ |
02:35 ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ |
02:44 ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ |
02:51 କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ |
02:58 ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ |
03:08 ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ
03:11 ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:27 ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ |
03:34 ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ |
03:42 କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ |
03:47 ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା |
03:55 କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:03 ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ |
04:09 କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ |
04:18 ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ |
04:27 ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ |
04:34 ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ
04:44 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:52 କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର |
04:57 ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ |
05:02 ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ |
05:07 ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି |
05:18 ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ |
05:20 ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ |
05:25 ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ
05:33 ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
05:40 ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ |
05:43 ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ |
05:56 ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ |
06:01 କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ |
06:08 ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ |
06:16 ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ |
06:20 ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ |
06:26 ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ |
06:35 ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ |
06:40 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
06:44 ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:49 ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:55 Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ |
07:04 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
07:11 ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:19 ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ |
07:23 ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:32 ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ |
07:40 ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ,
07:45 ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ |
07:48 କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା?
07:55 ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି |
08:01 ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ |
08:08 ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ
08:16 ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ |
08:30 ଏଥିରୁ ବାହାରିବାକୁ q ଦାବନ୍ତୁ |
08:35 ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ |
08:43 ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ |
08:49 ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ |
08:55 ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ |
09:07 କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ |
09:14 ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 ଏଥିରୁ ବାହାରିବାକୁ q ଦାବନ୍ତୁ |
09:26 ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ |
09:30 ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା?
09:41 ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ |
09:50 ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ,
09:56 ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା |
10:12 ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା |
10:17 ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ |
10:21 ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:36 ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର |
10:40 ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି |
10:52 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ
10:58 ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
11:06 କିଛି କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ |
11:13 ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ |
11:18 କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:29 ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ |
11:45 ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:56 ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି |
12:00 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep