Difference between revisions of "LibreOffice-Suite-Writer/C3/Typing-in-local-languages/Oriya"

From Script | Spoken-Tutorial
Jump to: navigation, search
(Created page with ''''Resources for recording''' Search And Replace Auto Correct {| border=1 || '''Time''' || '''Narration''' |- ||00:01 || ନମସ…')
 
Line 1: Line 1:
'''Resources for recording'''
 
[[Media:SearchAndReplaceAutoCorrect.zip |Search And Replace Auto Correct]]
 
{| border=1
 
{| border=1
 
|| '''Time'''
 
|| '''Time'''
Line 9: Line 6:
 
||00:01  
 
||00:01  
 
|| ନମସ୍କାର | 'ଲିବର ଅଫିସ୍ ରାଇଟର୍ ରେ ଆଂଚଳିକ ଭାଷା ଟାଇପିଙ୍ଗ୍' – ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 
|| ନମସ୍କାର | 'ଲିବର ଅଫିସ୍ ରାଇଟର୍ ରେ ଆଂଚଳିକ ଭାଷା ଟାଇପିଙ୍ଗ୍' – ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
|-
 
|-
 
||00:08  
 
||00:08  
 
|| ଏହି ଟ୍ୟୁଟୋରିଆଲ୍ ରେ ଆପଣ ଲିବର୍ ଅଫିସ୍ ରାଇଟର୍ ରେ କନ୍ନଡ ଟେକ୍ସଟ୍ ପ୍ରୋସେସିଙ୍ଗ୍ ସହିତ ପରିଚିତ ହେବେ |
 
|| ଏହି ଟ୍ୟୁଟୋରିଆଲ୍ ରେ ଆପଣ ଲିବର୍ ଅଫିସ୍ ରାଇଟର୍ ରେ କନ୍ନଡ ଟେକ୍ସଟ୍ ପ୍ରୋସେସିଙ୍ଗ୍ ସହିତ ପରିଚିତ ହେବେ |
 +
 
|-
 
|-
 
||00:15  
 
||00:15  
 
|| ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
 
|| ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
 +
 
|-
 
|-
 
||00:25  
 
||00:25  
 
|| ଲିବର ଅଫିସ୍ ରେ କିଭଳି କନ୍ନଡ଼ ଟାଇପିଙ୍ଗ୍ କୁ କନଫିଗର୍ କରାଯାଇପାରିବ ତାହା ବର୍ତ୍ତମାନ ଜାଣିବା | ଲିବର ଅଫିସ୍ ରେ ଯେକୌଣସି ଭାଷା କନଫିଗର୍ କରିବାକୁ ଏହି ପ୍ରଣାଳୀ ବ୍ୟବହାର କରିହେବ |
 
|| ଲିବର ଅଫିସ୍ ରେ କିଭଳି କନ୍ନଡ଼ ଟାଇପିଙ୍ଗ୍ କୁ କନଫିଗର୍ କରାଯାଇପାରିବ ତାହା ବର୍ତ୍ତମାନ ଜାଣିବା | ଲିବର ଅଫିସ୍ ରେ ଯେକୌଣସି ଭାଷା କନଫିଗର୍ କରିବାକୁ ଏହି ପ୍ରଣାଳୀ ବ୍ୟବହାର କରିହେବ |
 +
 
|-
 
|-
 
||00:36  
 
||00:36  
 
|| ପ୍ୟାକେଜ୍ ଗୁଡିକର ଇନଷ୍ଟଲ୍ ପାଇଁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରନ୍ତୁ |
 
|| ପ୍ୟାକେଜ୍ ଗୁଡିକର ଇନଷ୍ଟଲ୍ ପାଇଁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରନ୍ତୁ |
 +
 
|-
 
|-
 
||00:40  
 
||00:40  
 
|| ଅଧିକ ବିବରଣୀ ପାଇଁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଟ୍ୟୁଟୋରିଆଲ୍ ଦେଖନ୍ତୁ|
 
|| ଅଧିକ ବିବରଣୀ ପାଇଁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଟ୍ୟୁଟୋରିଆଲ୍ ଦେଖନ୍ତୁ|
 +
 
|-
 
|-
 
||00:48
 
||00:48
 
|| ଚାରୋଟି ସୋପାନରେ କନଫିଗରେଶନ୍ କରାଯାଇଥାଏ -
 
|| ଚାରୋଟି ସୋପାନରେ କନଫିଗରେଶନ୍ କରାଯାଇଥାଏ -
 +
 
|-
 
|-
 
||00:52
 
||00:52
 
|| କମ୍ପ୍ୟୁଟର୍ ରେ SCIM ଇନଷ୍ଟଲ୍ ହୋଇଛି କି ନାହିଁ ଦେଖନ୍ତୁ
 
|| କମ୍ପ୍ୟୁଟର୍ ରେ SCIM ଇନଷ୍ଟଲ୍ ହୋଇଛି କି ନାହିଁ ଦେଖନ୍ତୁ
 +
 
|-
 
|-
 
||00:55
 
||00:55
 
|| ଯଦି ହୋଇନି, ନିମ୍ନ ପ୍ୟାକେଜ୍ ଗୁଡିକ ମାର୍କ କରିବା ପାଇଁ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି SCIM ଇନଷ୍ଟଲ୍ କରନ୍ତୁ |
 
|| ଯଦି ହୋଇନି, ନିମ୍ନ ପ୍ୟାକେଜ୍ ଗୁଡିକ ମାର୍କ କରିବା ପାଇଁ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି SCIM ଇନଷ୍ଟଲ୍ କରନ୍ତୁ |
 +
 
|-
 
|-
 
||01:03
 
||01:03
 
|| ଏହା କରିବାବେଳେ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଓ ହୋଇସାରିବା ପରେ ରିଜ୍ୟୁମ୍ କରନ୍ତୁ |
 
|| ଏହା କରିବାବେଳେ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଓ ହୋଇସାରିବା ପରେ ରିଜ୍ୟୁମ୍ କରନ୍ତୁ |
 +
 
|-
 
|-
 
||01:08
 
||01:08
 
|| ତା’ପରେ କୀ’ ବୋର୍ଡ ଇନ୍ ପୁଟ୍ ପ୍ରଣାଳୀ ଭାବରେ SCIM-ଇମ୍ମୋଡ୍ୟୁଲ୍ ବାଛନ୍ତୁ |
 
|| ତା’ପରେ କୀ’ ବୋର୍ଡ ଇନ୍ ପୁଟ୍ ପ୍ରଣାଳୀ ଭାବରେ SCIM-ଇମ୍ମୋଡ୍ୟୁଲ୍ ବାଛନ୍ତୁ |
 +
 
|-
 
|-
 
||01:14
 
||01:14
 
|| ଟେକ୍ସଟ୍ ଇନ୍ ପୁଟ୍ ପାଇଁ ଏକ ଭାଷା ଭାବରେ କନ୍ନଡକୁ ଚୟନ କରିବାକୁ SCIM କନଫିଗର୍ କରନ୍ତୁ|
 
|| ଟେକ୍ସଟ୍ ଇନ୍ ପୁଟ୍ ପାଇଁ ଏକ ଭାଷା ଭାବରେ କନ୍ନଡକୁ ଚୟନ କରିବାକୁ SCIM କନଫିଗର୍ କରନ୍ତୁ|
 +
 
|-
 
|-
 
||01:20
 
||01:20
 
|| କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ କନ୍ନଡ ବାଛିବାକୁ ଲିବର୍ ଅଫିସ୍ କନଫିଗର୍ କରନ୍ତୁ |
 
|| କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ କନ୍ନଡ ବାଛିବାକୁ ଲିବର୍ ଅଫିସ୍ କନଫିଗର୍ କରନ୍ତୁ |
 +
 
|-
 
|-
 
||01:26
 
||01:26
 
|| ବର୍ତ୍ତମାନ ଏହି ସୋପାନଗୁଡିକ ଦେଖିବା |
 
|| ବର୍ତ୍ତମାନ ଏହି ସୋପାନଗୁଡିକ ଦେଖିବା |
 +
 
|-
 
|-
 
||01:29
 
||01:29
 
|| ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍ ଓ ଲାଙ୍ଗୁଏଜ୍ ସପୋର୍ଟ ରେ କ୍ଲିକ୍ କରନ୍ତୁ, |
 
|| ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍ ଓ ଲାଙ୍ଗୁଏଜ୍ ସପୋର୍ଟ ରେ କ୍ଲିକ୍ କରନ୍ତୁ, |
 +
 
|-
 
|-
 
||01:41
 
||01:41
 
|| 'Remind me later' ବା 'Install now' ସ୍କ୍ରୀନ୍ ଯଦି ଦେଖନ୍ତି, ତେବେ 'Remind me later'ରେ କ୍ଲିକ୍ କରନ୍ତୁ |
 
|| 'Remind me later' ବା 'Install now' ସ୍କ୍ରୀନ୍ ଯଦି ଦେଖନ୍ତି, ତେବେ 'Remind me later'ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||01:51
 
||01:51
 
|| କୀ-ବୋର୍ଡ ଇନ୍ ପୁଟ୍ ମେଥଡ୍ ସିଷ୍ଟମ୍ ରେ scim-ଇମ୍ମଡ୍ୟୁଲ୍ ଚୟନ କରନ୍ତୁ |
 
|| କୀ-ବୋର୍ଡ ଇନ୍ ପୁଟ୍ ମେଥଡ୍ ସିଷ୍ଟମ୍ ରେ scim-ଇମ୍ମଡ୍ୟୁଲ୍ ଚୟନ କରନ୍ତୁ |
 +
 
|-
 
|-
 
||01:56
 
||01:56
 
|| ଏଠାରେ ଏହା ପୂର୍ବରୁ ଚୟନ କରାଯାଇସାରିଛି, ତେଣୁ ଆମେ କିଛି କରିବାନି |
 
|| ଏଠାରେ ଏହା ପୂର୍ବରୁ ଚୟନ କରାଯାଇସାରିଛି, ତେଣୁ ଆମେ କିଛି କରିବାନି |
 +
 
|-
 
|-
 
||02:01
 
||02:01
 
|| SCIM କନଫିଗର୍ କରିବାକୁ ସିଷ୍ଟମ୍, ପ୍ରିଫରେନ୍ସେସ୍ ଓ SCIM ଇନ୍ ପୁଟ୍ ମେଥଡ୍ ରେ କ୍ଲିକ୍ କରନ୍ତୁ|
 
|| SCIM କନଫିଗର୍ କରିବାକୁ ସିଷ୍ଟମ୍, ପ୍ରିଫରେନ୍ସେସ୍ ଓ SCIM ଇନ୍ ପୁଟ୍ ମେଥଡ୍ ରେ କ୍ଲିକ୍ କରନ୍ତୁ|
 +
 
|-
 
|-
 
||02:14
 
||02:14
 
|| ଆପଣ ବର୍ତ୍ତମାନ ଏହାକୁ ସ୍କ୍ରୀନ୍ ରେ ଦେଖି ପାରିବେନି | କିନ୍ତୁ ଏହାକୁ ଆପଣ ନିଜ କମ୍ପ୍ୟୁଟର୍ ରେ ଚେଷ୍ଟା କଲେ ଏହି ଅପ୍ସନ୍ ଦେଖି ପାରିବେ |
 
|| ଆପଣ ବର୍ତ୍ତମାନ ଏହାକୁ ସ୍କ୍ରୀନ୍ ରେ ଦେଖି ପାରିବେନି | କିନ୍ତୁ ଏହାକୁ ଆପଣ ନିଜ କମ୍ପ୍ୟୁଟର୍ ରେ ଚେଷ୍ଟା କଲେ ଏହି ଅପ୍ସନ୍ ଦେଖି ପାରିବେ |
 +
 
|-
 
|-
 
||02:22
 
||02:22
 
|| IMEngine ରେ ଗ୍ଲୋବାଲ୍ ସେଟ୍ ଅପ୍ ରେ କ୍ଲିକ୍ କରନ୍ତୁ |
 
|| IMEngine ରେ ଗ୍ଲୋବାଲ୍ ସେଟ୍ ଅପ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||02:27
 
||02:27
 
|| ଟେକ୍ସଟ୍ ପ୍ରୋସେସିଙ୍ଗ୍ କୁ ସମର୍ଥନ କରୁଥିବା ସମସ୍ତ ଭାଷାଗୁଡିକ ଥିବା ଏକ ତାଲିକା SCIM ଦେଖାଇବ |
 
|| ଟେକ୍ସଟ୍ ପ୍ରୋସେସିଙ୍ଗ୍ କୁ ସମର୍ଥନ କରୁଥିବା ସମସ୍ତ ଭାଷାଗୁଡିକ ଥିବା ଏକ ତାଲିକା SCIM ଦେଖାଇବ |
 +
 
|-
 
|-
 
||02:38
 
||02:38
 
|| ହିନ୍ଦୀ, କନ୍ନଡ଼, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମଲାୟାଲମ, ଉର୍ଦ୍ଦୁ ଇତ୍ୟାଦି ପରି ବିସ୍ତୃତ ଭାବେ କୁହାଯାଉଥିବା ଭାରତୀୟ ଭାଷାଗୁଡିକ ଏଥିରେ ଅଛି |
 
|| ହିନ୍ଦୀ, କନ୍ନଡ଼, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମଲାୟାଲମ, ଉର୍ଦ୍ଦୁ ଇତ୍ୟାଦି ପରି ବିସ୍ତୃତ ଭାବେ କୁହାଯାଉଥିବା ଭାରତୀୟ ଭାଷାଗୁଡିକ ଏଥିରେ ଅଛି |
 +
 
|-
 
|-
 
||02:48
 
||02:48
 
|| ଆମର ଟ୍ୟୁଟୋରିଆଲ୍ ପାଇଁ ହିନ୍ଦୀ ଓ କନ୍ନଡ଼ ଭାଷା ଚୟନ କରାଯିବା ଉଚିତ |
 
|| ଆମର ଟ୍ୟୁଟୋରିଆଲ୍ ପାଇଁ ହିନ୍ଦୀ ଓ କନ୍ନଡ଼ ଭାଷା ଚୟନ କରାଯିବା ଉଚିତ |
 +
 
|-
 
|-
 
||02:55
 
||02:55
 
|| କନଫିଗରେଶନ୍ ସେଭ୍ କରିବାକୁ OK କ୍ଲିକ୍ କରନ୍ତୁ |
 
|| କନଫିଗରେଶନ୍ ସେଭ୍ କରିବାକୁ OK କ୍ଲିକ୍ କରନ୍ତୁ |
 +
 
|-
 
|-
 
||02:59
 
||02:59
 
|| SCIM ପରିବର୍ତ୍ତନଗୁଡିକ ପ୍ରଭାବିତ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମେସିନ୍ କୁ ରିଷ୍ଟାର୍ଟ କରିବାକୁ ହେବ |
 
|| SCIM ପରିବର୍ତ୍ତନଗୁଡିକ ପ୍ରଭାବିତ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମେସିନ୍ କୁ ରିଷ୍ଟାର୍ଟ କରିବାକୁ ହେବ |
 +
 
|-
 
|-
 
||03:04
 
||03:04
 
|| ଏହିଭଳି କରନ୍ତୁ ଓ ଏହି ଟ୍ୟୁଟୋରିଆଲ୍ କୁ ଫେରନ୍ତୁ |
 
|| ଏହିଭଳି କରନ୍ତୁ ଓ ଏହି ଟ୍ୟୁଟୋରିଆଲ୍ କୁ ଫେରନ୍ତୁ |
 +
 
|-
 
|-
 
||03:08
 
||03:08
 
|| ଲିବର୍ ଅଫିସ୍ ରେ ବର୍ତ୍ତମାନ କନ୍ନଡ଼ ପ୍ରୋସେସିଙ୍ଗ୍ କୁ କନଫିଗର୍ କରିବା |
 
|| ଲିବର୍ ଅଫିସ୍ ରେ ବର୍ତ୍ତମାନ କନ୍ନଡ଼ ପ୍ରୋସେସିଙ୍ଗ୍ କୁ କନଫିଗର୍ କରିବା |
 +
 
|-
 
|-
 
||03:14
 
||03:14
 
|| ଆପ୍ଲିକେସନ୍ସ, ଅଫିସ୍ ଓ ଲିବର୍ ଅଫିସ୍ ରାଇଟର୍ ରେ କ୍ଲିକ୍ କରନ୍ତୁ |
 
|| ଆପ୍ଲିକେସନ୍ସ, ଅଫିସ୍ ଓ ଲିବର୍ ଅଫିସ୍ ରାଇଟର୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||03:27
 
||03:27
 
|| ମେନ୍ ମେନୁ ଓ ଅପ୍ସନ୍ସ ସବ୍-ଅପ୍ସନ୍ ରେ ଥିବା ଟୁଲ୍ସ୍ ଉପରେ ଆମେ କ୍ଲିକ୍ କରିବା |
 
|| ମେନ୍ ମେନୁ ଓ ଅପ୍ସନ୍ସ ସବ୍-ଅପ୍ସନ୍ ରେ ଥିବା ଟୁଲ୍ସ୍ ଉପରେ ଆମେ କ୍ଲିକ୍ କରିବା |
 +
 
|-
 
|-
 
||03:33
 
||03:33
 
|| ଆପଣ ଅପ୍ସନ୍ସ ଡାୟଲଗ୍ ବକ୍ସ ଦେଖିବେ |
 
|| ଆପଣ ଅପ୍ସନ୍ସ ଡାୟଲଗ୍ ବକ୍ସ ଦେଖିବେ |
 +
 
|-
 
|-
 
||03:37
 
||03:37
 
|| ଏହି ବକ୍ସରେ ଆମେ, ଲାଙ୍ଗୁଏଜ୍ ସେଟିଙ୍ଗ୍ସ ଓ ତା’ପରେ ଲାଙ୍ଗୁଏଜ୍ ଅପ୍ସନ୍ ରେ କ୍ଲିକ୍ କରିବା |
 
|| ଏହି ବକ୍ସରେ ଆମେ, ଲାଙ୍ଗୁଏଜ୍ ସେଟିଙ୍ଗ୍ସ ଓ ତା’ପରେ ଲାଙ୍ଗୁଏଜ୍ ଅପ୍ସନ୍ ରେ କ୍ଲିକ୍ କରିବା |
 +
 
|-
 
|-
 
||03:46
 
||03:46
 
|| କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ ଚେକ୍ ବକ୍ସ ପୂର୍ବରୁ ଚେକ୍ କରାଯାଇନଥିଲେ ଏଥିରେ କ୍ଲିକ୍ କରନ୍ତୁ |
 
|| କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ ଚେକ୍ ବକ୍ସ ପୂର୍ବରୁ ଚେକ୍ କରାଯାଇନଥିଲେ ଏଥିରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||03:53
 
||03:53
 
|| CTL  ଡ୍ରପ୍-ଡାଉନ୍ ରୁ କନ୍ନଡ଼କୁ ଚୟନ କରନ୍ତୁ |
 
|| CTL  ଡ୍ରପ୍-ଡାଉନ୍ ରୁ କନ୍ନଡ଼କୁ ଚୟନ କରନ୍ତୁ |
 +
 
|-
 
|-
 
||04:00
 
||04:00
 
|| ଡିଫଲ୍ଟ ଭାବରେ, ଏହା ଲୋକାଲ୍ ଲାଙ୍ଗୁଏଜ୍ ସେଟିଙ୍ଗ୍ କୁ କନ୍ନଡ଼ରେ ସେଟ୍ କରିବ |
 
|| ଡିଫଲ୍ଟ ଭାବରେ, ଏହା ଲୋକାଲ୍ ଲାଙ୍ଗୁଏଜ୍ ସେଟିଙ୍ଗ୍ କୁ କନ୍ନଡ଼ରେ ସେଟ୍ କରିବ |
 +
 
|-
 
|-
 
||04:04
 
||04:04
 
|| OK ରେ କ୍ଲିକ୍ କରନ୍ତୁ |
 
|| OK ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||04:10
 
||04:10
 
|| ବର୍ତ୍ତମାନ କନ୍ନଡ଼ ଓ ଇଂଲିସ୍ ରେ ଏକ ବାକ୍ୟ ଟାଇପ୍ କରନ୍ତୁ |
 
|| ବର୍ତ୍ତମାନ କନ୍ନଡ଼ ଓ ଇଂଲିସ୍ ରେ ଏକ ବାକ୍ୟ ଟାଇପ୍ କରନ୍ତୁ |
 +
 
|-
 
|-
 
||04:15
 
||04:15
 
|| ବାରାହା ପ୍ରଣାଳୀ, ନୁଡି ପ୍ରଣାଳୀ ଓ  UNICODE ଫଣ୍ଟସ୍ ବ୍ୟବହାର କରନ୍ତୁ ଓ ଶେଷରେ ଫାଇଲ୍ କୁ ସେଭ୍ କରନ୍ତୁ |
 
|| ବାରାହା ପ୍ରଣାଳୀ, ନୁଡି ପ୍ରଣାଳୀ ଓ  UNICODE ଫଣ୍ଟସ୍ ବ୍ୟବହାର କରନ୍ତୁ ଓ ଶେଷରେ ଫାଇଲ୍ କୁ ସେଭ୍ କରନ୍ତୁ |
 +
 
|-
 
|-
 
||04:24
 
||04:24
 
|| ବର୍ତ୍ତମାନ ଏହାର ପ୍ରଦର୍ଶନ ଦେଖନ୍ତୁ |
 
|| ବର୍ତ୍ତମାନ ଏହାର ପ୍ରଦର୍ଶନ ଦେଖନ୍ତୁ |
 +
 
|-
 
|-
 
||04:27
 
||04:27
 
|| Open ହୋଇଥିବା ଟେକ୍ସଟ୍ ଡକ୍ୟୁମେଣ୍ଟ୍ ରେ “Ubuntu GNU/Linux supports multiple languages with LibreOffice." ଟାଇପ୍ କରନ୍ତୁ |
 
|| Open ହୋଇଥିବା ଟେକ୍ସଟ୍ ଡକ୍ୟୁମେଣ୍ଟ୍ ରେ “Ubuntu GNU/Linux supports multiple languages with LibreOffice." ଟାଇପ୍ କରନ୍ତୁ |
 +
 
|-
 
|-
 
||04:45
 
||04:45
 
|| CONTROL କୀ’ କୁ ଧରି ସ୍ପେସ୍ ବାର୍ ଦାବନ୍ତୁ |
 
|| CONTROL କୀ’ କୁ ଧରି ସ୍ପେସ୍ ବାର୍ ଦାବନ୍ତୁ |
 +
 
|-
 
|-
 
||04:52
 
||04:52
 
|| ସ୍କ୍ରୀନ୍ ତଳ ଭାଗର ଡାହାଣ ପଟେ ଏକ ଛୋଟ ୱିଣ୍ଡୋ ଖୋଲିବ |
 
|| ସ୍କ୍ରୀନ୍ ତଳ ଭାଗର ଡାହାଣ ପଟେ ଏକ ଛୋଟ ୱିଣ୍ଡୋ ଖୋଲିବ |
 +
 
|-
 
|-
 
||04:56
 
||04:56
 
|| ବାରାହା ପ୍ରଣାଳୀ ସହ ପ୍ରାୟ ସମାନ ସରଳ ଫୋନେଟିକ୍ ପ୍ରଣାଳୀରେ ଟେକ୍ସଟ୍ ଇନ୍ ପୁଟ୍ କରିବାକୁ କନ୍ନଡ଼ KN-ITRANS ର ଚୟନ କରନ୍ତୁ |
 
|| ବାରାହା ପ୍ରଣାଳୀ ସହ ପ୍ରାୟ ସମାନ ସରଳ ଫୋନେଟିକ୍ ପ୍ରଣାଳୀରେ ଟେକ୍ସଟ୍ ଇନ୍ ପୁଟ୍ କରିବାକୁ କନ୍ନଡ଼ KN-ITRANS ର ଚୟନ କରନ୍ତୁ |
 +
 
|-
 
|-
 
||05:05
 
||05:05
 
|| ଯଦି ନୁଡି କୀ’ବୋର୍ଡ ଲେଆଉଟ୍ ଚାହୁଁଛନ୍ତି, ତେବେ କନ୍ନଡ଼ - KN KGP ରେ କ୍ଲିକ୍ କରନ୍ତୁ |
 
|| ଯଦି ନୁଡି କୀ’ବୋର୍ଡ ଲେଆଉଟ୍ ଚାହୁଁଛନ୍ତି, ତେବେ କନ୍ନଡ଼ - KN KGP ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||05:10
 
||05:10
 
|| ମୁଁ KN-ITRANS ଇନ୍ ପୁଟ୍ ପ୍ରଣାଳୀ ବ୍ୟବହାର କରିବି ଯାହା ବିଗିନର୍ସମାନଙ୍କ ପାଇଁ ସହଜ ଅଟେ |
 
|| ମୁଁ KN-ITRANS ଇନ୍ ପୁଟ୍ ପ୍ରଣାଳୀ ବ୍ୟବହାର କରିବି ଯାହା ବିଗିନର୍ସମାନଙ୍କ ପାଇଁ ସହଜ ଅଟେ |
 +
 
|-
 
|-
 
||05:16
 
||05:16
 
|| ଇଂଲିସ୍ ରେ “Sarvajanika Tantramsha” ଟାଇପ୍ କରନ୍ତୁ |
 
|| ଇଂଲିସ୍ ରେ “Sarvajanika Tantramsha” ଟାଇପ୍ କରନ୍ତୁ |
 +
 
|-
 
|-
 
||05:27
 
||05:27
 
|| ସ୍କ୍ରୀନ୍ ରେ କନ୍ନଡ଼ ଟେକ୍ସଟ୍ ଡିସପ୍ଲେ ହେବାର ଆପଣ ଦେଖିବେ |
 
|| ସ୍କ୍ରୀନ୍ ରେ କନ୍ନଡ଼ ଟେକ୍ସଟ୍ ଡିସପ୍ଲେ ହେବାର ଆପଣ ଦେଖିବେ |
 +
 
|-
 
|-
 
||05:31
 
||05:31
 
|| CONTROL କୀ’ ଧରି ସ୍ପେସ୍ ବାର୍ ଦାବନ୍ତୁ |
 
|| CONTROL କୀ’ ଧରି ସ୍ପେସ୍ ବାର୍ ଦାବନ୍ତୁ |
 +
 
|-
 
|-
 
||05:33
 
||05:33
 
|| ୱିଣ୍ଡୋଟି ଅଦୃଶ୍ୟ ହୋଇଯିବ |
 
|| ୱିଣ୍ଡୋଟି ଅଦୃଶ୍ୟ ହୋଇଯିବ |
 +
 
|-
 
|-
 
||05:35
 
||05:35
 
|| ଆମେ ବର୍ତ୍ତମାନ ଇଂଲିସ୍ ରେ ଟାଇପ୍ କରିପାରିବା |
 
|| ଆମେ ବର୍ତ୍ତମାନ ଇଂଲିସ୍ ରେ ଟାଇପ୍ କରିପାରିବା |
 +
 
|-
 
|-
 
||05:37
 
||05:37
 
|| CONTROL କୀ ସହିତ ସ୍ପେସ୍ ବାର୍ ଇଂଲିସ୍ ଓ ଚୟନିତ ଅନ୍ୟ ଭାଷା ମଧ୍ୟରେ ଟୋଗଲ୍ ଭାବରେ କାର୍ଯ୍ୟ କରିଥାଏ |
 
|| CONTROL କୀ ସହିତ ସ୍ପେସ୍ ବାର୍ ଇଂଲିସ୍ ଓ ଚୟନିତ ଅନ୍ୟ ଭାଷା ମଧ୍ୟରେ ଟୋଗଲ୍ ଭାବରେ କାର୍ଯ୍ୟ କରିଥାଏ |
 +
 
|-
 
|-
 
||05:48
 
||05:48
 
|| 'arkavathu'କୁ ବ୍ୟବହାର କରି ନୁଡି ସହିତ କନ୍ନଡ଼ରେ ଟାଇପ ବିଷୟକ ନିର୍ଦ୍ଦିଷ୍ଟ ସୂଚନା ପାଇଁ www.Public-Software.in/Kannada ରେ ଉପଲବ୍ଧ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଉପରେ ଥିବା ଡକ୍ୟୁମେଣ୍ଟ୍ କୁ ଦୟାକରି ରେଫର୍ କରନ୍ତୁ |
 
||06:05
 
||06:05
 
|| ଭାରତୀୟ ଭାଷାରେ ଟାଇପ୍ କରିବାବେଳେ ଆମେ କେବଳ UNICODE ବ୍ୟବହାର କରିବା, ଯେହେତୁ UNICODE ହେଉଛି ବୈଶ୍ୱିକ ଭାବେ ଗୃହିତ ଫଣ୍ଟ୍ |
 
|| ଭାରତୀୟ ଭାଷାରେ ଟାଇପ୍ କରିବାବେଳେ ଆମେ କେବଳ UNICODE ବ୍ୟବହାର କରିବା, ଯେହେତୁ UNICODE ହେଉଛି ବୈଶ୍ୱିକ ଭାବେ ଗୃହିତ ଫଣ୍ଟ୍ |
 +
 
|-
 
|-
 
||06:13
 
||06:13
 
|| ଲୋହିତ କନ୍ନଡ଼ ହେଉଛି UNICODE ଫଣ୍ଟ୍ ଯାହା ମୁଁ ବ୍ୟବହାର କରୁଛି |
 
|| ଲୋହିତ କନ୍ନଡ଼ ହେଉଛି UNICODE ଫଣ୍ଟ୍ ଯାହା ମୁଁ ବ୍ୟବହାର କରୁଛି |
 +
 
|-
 
|-
 
||06:16
 
||06:16
 
|| ଦୟାକରି ଧ୍ୟାନ ଦିଅନ୍ତୁ ଯେ ମୁଁ ଆପଣଙ୍କୁ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଦେଖାଇଛି |
 
|| ଦୟାକରି ଧ୍ୟାନ ଦିଅନ୍ତୁ ଯେ ମୁଁ ଆପଣଙ୍କୁ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଦେଖାଇଛି |
 +
 
|-
 
|-
 
||06:20
 
||06:20
 
|| ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି SCIM ଇନ୍ ପୁଟ୍ ମେଥଡ୍ ରେ ଯେକୌଣସି ଭାଷା ଟାଇପ୍ କରିବାକୁ ଏକା ପ୍ରଣାଳୀ ବ୍ୟବହୃତ ହୋଇପାରେ |
 
|| ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି SCIM ଇନ୍ ପୁଟ୍ ମେଥଡ୍ ରେ ଯେକୌଣସି ଭାଷା ଟାଇପ୍ କରିବାକୁ ଏକା ପ୍ରଣାଳୀ ବ୍ୟବହୃତ ହୋଇପାରେ |
 +
 
|-
 
|-
 
||06:28
 
||06:28
 
|| ଶେଷରେ, ଆସାଇନମେଣ୍ଟ୍ |
 
|| ଶେଷରେ, ଆସାଇନମେଣ୍ଟ୍ |
 +
 
|-
 
|-
 
||06:31
 
||06:31
 
|| କନ୍ନଡ଼ରେ ୩ଟି ବହିର ତାଲିକା ଟାଇପ୍ କରନ୍ତୁ |
 
|| କନ୍ନଡ଼ରେ ୩ଟି ବହିର ତାଲିକା ଟାଇପ୍ କରନ୍ତୁ |
 +
 
|-
 
|-
 
||06:33
 
||06:33
 
|| ଶୀର୍ଷକଗୁଡିକର ଇଂଲିସ୍ ଟ୍ରାନ୍ସଲିଟରେଶନ୍ ପ୍ରଦାନ କରନ୍ତୁ |
 
|| ଶୀର୍ଷକଗୁଡିକର ଇଂଲିସ୍ ଟ୍ରାନ୍ସଲିଟରେଶନ୍ ପ୍ରଦାନ କରନ୍ତୁ |
 +
 
|-
 
|-
 
||06:37
 
||06:37
 
|| ଏହି ଆସାଇନମେଣ୍ଟ୍ କୁ ମୁଁ ଏଠାରେ ପୂର୍ବରୁ ହିଁ ପ୍ରସ୍ତୁତ କରିସାରିଛି |
 
|| ଏହି ଆସାଇନମେଣ୍ଟ୍ କୁ ମୁଁ ଏଠାରେ ପୂର୍ବରୁ ହିଁ ପ୍ରସ୍ତୁତ କରିସାରିଛି |
 +
 
|-
 
|-
 
||06:42
 
||06:42
 
|| ସାରାଂଶ ଭାବେ ଏହି ଟ୍ୟୁଟୋରିଆଲ୍ ରେ,
 
|| ସାରାଂଶ ଭାବେ ଏହି ଟ୍ୟୁଟୋରିଆଲ୍ ରେ,
 +
 
|-
 
|-
 
||06:46
 
||06:46
 
|| କୀ’ ବୋର୍ଡ ଓ ଲାଙ୍ଗୁଏଜ୍ ସେଟିଙ୍ଗ୍ସ ପାଇଁ ଉବୁଣ୍ଟୁ ଓ ଲିବର୍ ଅଫିସ୍ କନଫିଗରେଶନ୍ ଆମେ ଶିଖିଲେ |
 
|| କୀ’ ବୋର୍ଡ ଓ ଲାଙ୍ଗୁଏଜ୍ ସେଟିଙ୍ଗ୍ସ ପାଇଁ ଉବୁଣ୍ଟୁ ଓ ଲିବର୍ ଅଫିସ୍ କନଫିଗରେଶନ୍ ଆମେ ଶିଖିଲେ |
 +
 
|-
 
|-
 
||06:51
 
||06:51
 
|| ବାରାହା ଓ ନୁଡି ପରି ବିଭିନ୍ନ ପ୍ରଣାଳୀରେ ଟାଇପ୍ କରିବା ମଧ୍ୟ ଆମେ ଦେଖିଲେ |   
 
|| ବାରାହା ଓ ନୁଡି ପରି ବିଭିନ୍ନ ପ୍ରଣାଳୀରେ ଟାଇପ୍ କରିବା ମଧ୍ୟ ଆମେ ଦେଖିଲେ |   
 +
 
|-
 
|-
 
||06:57
 
||06:57
 
|| ଏକ ଦ୍ୱିଭାଷୀ ଡକ୍ୟୁମେଣ୍ଟ୍ କିପରି ଟାଇପ୍ କରାଯାଏ ତାହା ଆମେ ଦେଖିଛେ |
 
|| ଏକ ଦ୍ୱିଭାଷୀ ଡକ୍ୟୁମେଣ୍ଟ୍ କିପରି ଟାଇପ୍ କରାଯାଏ ତାହା ଆମେ ଦେଖିଛେ |
 +
 
|-
 
|-
 
||07:00
 
||07:00
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
 +
 
|-
 
|-
 
||07:03
 
||07:03
 
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 +
 
|-
 
|-
 
||07:06
 
||07:06
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
 +
 
|-
 
|-
 
||07:11
 
||07:11
 
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଏହି ଟ୍ୟୁଟୋରିଆଲ୍ ଗୁଡିକର ବ୍ୟବହାର କରି କାର୍ଯ୍ୟଶାଳା ଚଲାଏ ଓ ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ |
 
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଏହି ଟ୍ୟୁଟୋରିଆଲ୍ ଗୁଡିକର ବ୍ୟବହାର କରି କାର୍ଯ୍ୟଶାଳା ଚଲାଏ ଓ ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ |
 +
 
|-
 
|-
 
||07:19
 
||07:19
 
|| ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ@ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact@spoken-tutorial.org)କୁ ଲେଖନ୍ତୁ |
 
|| ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ@ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact@spoken-tutorial.org)କୁ ଲେଖନ୍ତୁ |
 +
 
|-
 
|-
 
||07:26
 
||07:26
 
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
|-
 
|-
 
||07:35
 
||07:35
 
|| ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ
 
|| ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ
 +
 
|-
 
|-
 
||07:37
 
||07:37
 
||ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hypen Intro)
 
||ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hypen Intro)
 +
 
|-
 
|-
 
||07:43
 
||07:43
Line 228: Line 297:
 
|-
 
|-
 
||07:47
 
||07:47
|| ଧନ୍ୟବାଦ ଓ ଲିବର୍ ଅଫିସ୍ ରାଇଟର୍ ରେ ବହୁ ଭାଷା ଅନ୍ୱେଷଣ ଉପଭୋଗ କରନ୍ତୁ |
+
|| ଧନ୍ୟବାଦ ଓ ଲିବର୍ ଅଫିସ୍ ରାଇଟର୍ ରେ ବହୁ ଭାଷା ଅନ୍ୱେଷଣ ଉପଭୋଗ କରନ୍ତୁ |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 
+
|}
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+

Latest revision as of 15:11, 10 April 2017

Time Narration
00:01 ନମସ୍କାର | 'ଲିବର ଅଫିସ୍ ରାଇଟର୍ ରେ ଆଂଚଳିକ ଭାଷା ଟାଇପିଙ୍ଗ୍' – ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଲିବର୍ ଅଫିସ୍ ରାଇଟର୍ ରେ କନ୍ନଡ ଟେକ୍ସଟ୍ ପ୍ରୋସେସିଙ୍ଗ୍ ସହିତ ପରିଚିତ ହେବେ |
00:15 ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:25 ଲିବର ଅଫିସ୍ ରେ କିଭଳି କନ୍ନଡ଼ ଟାଇପିଙ୍ଗ୍ କୁ କନଫିଗର୍ କରାଯାଇପାରିବ ତାହା ବର୍ତ୍ତମାନ ଜାଣିବା | ଲିବର ଅଫିସ୍ ରେ ଯେକୌଣସି ଭାଷା କନଫିଗର୍ କରିବାକୁ ଏହି ପ୍ରଣାଳୀ ବ୍ୟବହାର କରିହେବ |
00:36 ପ୍ୟାକେଜ୍ ଗୁଡିକର ଇନଷ୍ଟଲ୍ ପାଇଁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରନ୍ତୁ |
00:40 ଅଧିକ ବିବରଣୀ ପାଇଁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଟ୍ୟୁଟୋରିଆଲ୍ ଦେଖନ୍ତୁ|
00:48 ଚାରୋଟି ସୋପାନରେ କନଫିଗରେଶନ୍ କରାଯାଇଥାଏ -
00:52 କମ୍ପ୍ୟୁଟର୍ ରେ SCIM ଇନଷ୍ଟଲ୍ ହୋଇଛି କି ନାହିଁ ଦେଖନ୍ତୁ
00:55 ଯଦି ହୋଇନି, ନିମ୍ନ ପ୍ୟାକେଜ୍ ଗୁଡିକ ମାର୍କ କରିବା ପାଇଁ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି SCIM ଇନଷ୍ଟଲ୍ କରନ୍ତୁ |
01:03 ଏହା କରିବାବେଳେ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଓ ହୋଇସାରିବା ପରେ ରିଜ୍ୟୁମ୍ କରନ୍ତୁ |
01:08 ତା’ପରେ କୀ’ ବୋର୍ଡ ଇନ୍ ପୁଟ୍ ପ୍ରଣାଳୀ ଭାବରେ SCIM-ଇମ୍ମୋଡ୍ୟୁଲ୍ ବାଛନ୍ତୁ |
01:14 ଟେକ୍ସଟ୍ ଇନ୍ ପୁଟ୍ ପାଇଁ ଏକ ଭାଷା ଭାବରେ କନ୍ନଡକୁ ଚୟନ କରିବାକୁ SCIM କନଫିଗର୍ କରନ୍ତୁ|
01:20 କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ କନ୍ନଡ ବାଛିବାକୁ ଲିବର୍ ଅଫିସ୍ କନଫିଗର୍ କରନ୍ତୁ |
01:26 ବର୍ତ୍ତମାନ ଏହି ସୋପାନଗୁଡିକ ଦେଖିବା |
01:29 ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍ ଓ ଲାଙ୍ଗୁଏଜ୍ ସପୋର୍ଟ ରେ କ୍ଲିକ୍ କରନ୍ତୁ, |
01:41 'Remind me later' ବା 'Install now' ସ୍କ୍ରୀନ୍ ଯଦି ଦେଖନ୍ତି, ତେବେ 'Remind me later'ରେ କ୍ଲିକ୍ କରନ୍ତୁ |
01:51 କୀ-ବୋର୍ଡ ଇନ୍ ପୁଟ୍ ମେଥଡ୍ ସିଷ୍ଟମ୍ ରେ scim-ଇମ୍ମଡ୍ୟୁଲ୍ ଚୟନ କରନ୍ତୁ |
01:56 ଏଠାରେ ଏହା ପୂର୍ବରୁ ଚୟନ କରାଯାଇସାରିଛି, ତେଣୁ ଆମେ କିଛି କରିବାନି |
02:01 SCIM କନଫିଗର୍ କରିବାକୁ ସିଷ୍ଟମ୍, ପ୍ରିଫରେନ୍ସେସ୍ ଓ SCIM ଇନ୍ ପୁଟ୍ ମେଥଡ୍ ରେ କ୍ଲିକ୍ କରନ୍ତୁ|
02:14 ଆପଣ ବର୍ତ୍ତମାନ ଏହାକୁ ସ୍କ୍ରୀନ୍ ରେ ଦେଖି ପାରିବେନି | କିନ୍ତୁ ଏହାକୁ ଆପଣ ନିଜ କମ୍ପ୍ୟୁଟର୍ ରେ ଚେଷ୍ଟା କଲେ ଏହି ଅପ୍ସନ୍ ଦେଖି ପାରିବେ |
02:22 IMEngine ରେ ଗ୍ଲୋବାଲ୍ ସେଟ୍ ଅପ୍ ରେ କ୍ଲିକ୍ କରନ୍ତୁ |
02:27 ଟେକ୍ସଟ୍ ପ୍ରୋସେସିଙ୍ଗ୍ କୁ ସମର୍ଥନ କରୁଥିବା ସମସ୍ତ ଭାଷାଗୁଡିକ ଥିବା ଏକ ତାଲିକା SCIM ଦେଖାଇବ |
02:38 ହିନ୍ଦୀ, କନ୍ନଡ଼, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମଲାୟାଲମ, ଉର୍ଦ୍ଦୁ ଇତ୍ୟାଦି ପରି ବିସ୍ତୃତ ଭାବେ କୁହାଯାଉଥିବା ଭାରତୀୟ ଭାଷାଗୁଡିକ ଏଥିରେ ଅଛି |
02:48 ଆମର ଟ୍ୟୁଟୋରିଆଲ୍ ପାଇଁ ହିନ୍ଦୀ ଓ କନ୍ନଡ଼ ଭାଷା ଚୟନ କରାଯିବା ଉଚିତ |
02:55 କନଫିଗରେଶନ୍ ସେଭ୍ କରିବାକୁ OK କ୍ଲିକ୍ କରନ୍ତୁ |
02:59 SCIM ପରିବର୍ତ୍ତନଗୁଡିକ ପ୍ରଭାବିତ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମେସିନ୍ କୁ ରିଷ୍ଟାର୍ଟ କରିବାକୁ ହେବ |
03:04 ଏହିଭଳି କରନ୍ତୁ ଓ ଏହି ଟ୍ୟୁଟୋରିଆଲ୍ କୁ ଫେରନ୍ତୁ |
03:08 ଲିବର୍ ଅଫିସ୍ ରେ ବର୍ତ୍ତମାନ କନ୍ନଡ଼ ପ୍ରୋସେସିଙ୍ଗ୍ କୁ କନଫିଗର୍ କରିବା |
03:14 ଆପ୍ଲିକେସନ୍ସ, ଅଫିସ୍ ଓ ଲିବର୍ ଅଫିସ୍ ରାଇଟର୍ ରେ କ୍ଲିକ୍ କରନ୍ତୁ |
03:27 ମେନ୍ ମେନୁ ଓ ଅପ୍ସନ୍ସ ସବ୍-ଅପ୍ସନ୍ ରେ ଥିବା ଟୁଲ୍ସ୍ ଉପରେ ଆମେ କ୍ଲିକ୍ କରିବା |
03:33 ଆପଣ ଅପ୍ସନ୍ସ ଡାୟଲଗ୍ ବକ୍ସ ଦେଖିବେ |
03:37 ଏହି ବକ୍ସରେ ଆମେ, ଲାଙ୍ଗୁଏଜ୍ ସେଟିଙ୍ଗ୍ସ ଓ ତା’ପରେ ଲାଙ୍ଗୁଏଜ୍ ଅପ୍ସନ୍ ରେ କ୍ଲିକ୍ କରିବା |
03:46 କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ ଚେକ୍ ବକ୍ସ ପୂର୍ବରୁ ଚେକ୍ କରାଯାଇନଥିଲେ ଏଥିରେ କ୍ଲିକ୍ କରନ୍ତୁ |
03:53 CTL ଡ୍ରପ୍-ଡାଉନ୍ ରୁ କନ୍ନଡ଼କୁ ଚୟନ କରନ୍ତୁ |
04:00 ଡିଫଲ୍ଟ ଭାବରେ, ଏହା ଲୋକାଲ୍ ଲାଙ୍ଗୁଏଜ୍ ସେଟିଙ୍ଗ୍ କୁ କନ୍ନଡ଼ରେ ସେଟ୍ କରିବ |
04:04 OK ରେ କ୍ଲିକ୍ କରନ୍ତୁ |
04:10 ବର୍ତ୍ତମାନ କନ୍ନଡ଼ ଓ ଇଂଲିସ୍ ରେ ଏକ ବାକ୍ୟ ଟାଇପ୍ କରନ୍ତୁ |
04:15 ବାରାହା ପ୍ରଣାଳୀ, ନୁଡି ପ୍ରଣାଳୀ ଓ UNICODE ଫଣ୍ଟସ୍ ବ୍ୟବହାର କରନ୍ତୁ ଓ ଶେଷରେ ଫାଇଲ୍ କୁ ସେଭ୍ କରନ୍ତୁ |
04:24 ବର୍ତ୍ତମାନ ଏହାର ପ୍ରଦର୍ଶନ ଦେଖନ୍ତୁ |
04:27 Open ହୋଇଥିବା ଟେକ୍ସଟ୍ ଡକ୍ୟୁମେଣ୍ଟ୍ ରେ “Ubuntu GNU/Linux supports multiple languages with LibreOffice." ଟାଇପ୍ କରନ୍ତୁ |
04:45 CONTROL କୀ’ କୁ ଧରି ସ୍ପେସ୍ ବାର୍ ଦାବନ୍ତୁ |
04:52 ସ୍କ୍ରୀନ୍ ତଳ ଭାଗର ଡାହାଣ ପଟେ ଏକ ଛୋଟ ୱିଣ୍ଡୋ ଖୋଲିବ |
04:56 ବାରାହା ପ୍ରଣାଳୀ ସହ ପ୍ରାୟ ସମାନ ସରଳ ଫୋନେଟିକ୍ ପ୍ରଣାଳୀରେ ଟେକ୍ସଟ୍ ଇନ୍ ପୁଟ୍ କରିବାକୁ କନ୍ନଡ଼ KN-ITRANS ର ଚୟନ କରନ୍ତୁ |
05:05 ଯଦି ନୁଡି କୀ’ବୋର୍ଡ ଲେଆଉଟ୍ ଚାହୁଁଛନ୍ତି, ତେବେ କନ୍ନଡ଼ - KN KGP ରେ କ୍ଲିକ୍ କରନ୍ତୁ |
05:10 ମୁଁ KN-ITRANS ଇନ୍ ପୁଟ୍ ପ୍ରଣାଳୀ ବ୍ୟବହାର କରିବି ଯାହା ବିଗିନର୍ସମାନଙ୍କ ପାଇଁ ସହଜ ଅଟେ |
05:16 ଇଂଲିସ୍ ରେ “Sarvajanika Tantramsha” ଟାଇପ୍ କରନ୍ତୁ |
05:27 ସ୍କ୍ରୀନ୍ ରେ କନ୍ନଡ଼ ଟେକ୍ସଟ୍ ଡିସପ୍ଲେ ହେବାର ଆପଣ ଦେଖିବେ |
05:31 CONTROL କୀ’ ଧରି ସ୍ପେସ୍ ବାର୍ ଦାବନ୍ତୁ |
05:33 ୱିଣ୍ଡୋଟି ଅଦୃଶ୍ୟ ହୋଇଯିବ |
05:35 ଆମେ ବର୍ତ୍ତମାନ ଇଂଲିସ୍ ରେ ଟାଇପ୍ କରିପାରିବା |
05:37 CONTROL କୀ ସହିତ ସ୍ପେସ୍ ବାର୍ ଇଂଲିସ୍ ଓ ଚୟନିତ ଅନ୍ୟ ଭାଷା ମଧ୍ୟରେ ଟୋଗଲ୍ ଭାବରେ କାର୍ଯ୍ୟ କରିଥାଏ |
05:48 'arkavathu'କୁ ବ୍ୟବହାର କରି ନୁଡି ସହିତ କନ୍ନଡ଼ରେ ଟାଇପ ବିଷୟକ ନିର୍ଦ୍ଦିଷ୍ଟ ସୂଚନା ପାଇଁ www.Public-Software.in/Kannada ରେ ଉପଲବ୍ଧ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଉପରେ ଥିବା ଡକ୍ୟୁମେଣ୍ଟ୍ କୁ ଦୟାକରି ରେଫର୍ କରନ୍ତୁ |
06:05 ଭାରତୀୟ ଭାଷାରେ ଟାଇପ୍ କରିବାବେଳେ ଆମେ କେବଳ UNICODE ବ୍ୟବହାର କରିବା, ଯେହେତୁ UNICODE ହେଉଛି ବୈଶ୍ୱିକ ଭାବେ ଗୃହିତ ଫଣ୍ଟ୍ |
06:13 ଲୋହିତ କନ୍ନଡ଼ ହେଉଛି UNICODE ଫଣ୍ଟ୍ ଯାହା ମୁଁ ବ୍ୟବହାର କରୁଛି |
06:16 ଦୟାକରି ଧ୍ୟାନ ଦିଅନ୍ତୁ ଯେ ମୁଁ ଆପଣଙ୍କୁ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଦେଖାଇଛି |
06:20 ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି SCIM ଇନ୍ ପୁଟ୍ ମେଥଡ୍ ରେ ଯେକୌଣସି ଭାଷା ଟାଇପ୍ କରିବାକୁ ଏକା ପ୍ରଣାଳୀ ବ୍ୟବହୃତ ହୋଇପାରେ |
06:28 ଶେଷରେ, ଆସାଇନମେଣ୍ଟ୍ |
06:31 କନ୍ନଡ଼ରେ ୩ଟି ବହିର ତାଲିକା ଟାଇପ୍ କରନ୍ତୁ |
06:33 ଶୀର୍ଷକଗୁଡିକର ଇଂଲିସ୍ ଟ୍ରାନ୍ସଲିଟରେଶନ୍ ପ୍ରଦାନ କରନ୍ତୁ |
06:37 ଏହି ଆସାଇନମେଣ୍ଟ୍ କୁ ମୁଁ ଏଠାରେ ପୂର୍ବରୁ ହିଁ ପ୍ରସ୍ତୁତ କରିସାରିଛି |
06:42 ସାରାଂଶ ଭାବେ ଏହି ଟ୍ୟୁଟୋରିଆଲ୍ ରେ,
06:46 କୀ’ ବୋର୍ଡ ଓ ଲାଙ୍ଗୁଏଜ୍ ସେଟିଙ୍ଗ୍ସ ପାଇଁ ଉବୁଣ୍ଟୁ ଓ ଲିବର୍ ଅଫିସ୍ କନଫିଗରେଶନ୍ ଆମେ ଶିଖିଲେ |
06:51 ବାରାହା ଓ ନୁଡି ପରି ବିଭିନ୍ନ ପ୍ରଣାଳୀରେ ଟାଇପ୍ କରିବା ମଧ୍ୟ ଆମେ ଦେଖିଲେ |
06:57 ଏକ ଦ୍ୱିଭାଷୀ ଡକ୍ୟୁମେଣ୍ଟ୍ କିପରି ଟାଇପ୍ କରାଯାଏ ତାହା ଆମେ ଦେଖିଛେ |
07:00 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
07:03 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:06 ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
07:11 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଏହି ଟ୍ୟୁଟୋରିଆଲ୍ ଗୁଡିକର ବ୍ୟବହାର କରି କାର୍ଯ୍ୟଶାଳା ଚଲାଏ ଓ ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ |
07:19 ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ@ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact@spoken-tutorial.org)କୁ ଲେଖନ୍ତୁ |
07:26 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:35 ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ
07:37 ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hypen Intro)
07:43 ପରିବର୍ତ୍ତନ ପାଇଁ IT ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସହଯୋଗ ମିଳିଛି |
07:47 ଧନ୍ୟବାଦ ଓ ଲିବର୍ ଅଫିସ୍ ରାଇଟର୍ ରେ ବହୁ ଭାଷା ଅନ୍ୱେଷଣ ଉପଭୋଗ କରନ୍ତୁ |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

Contributors and Content Editors

PoojaMoolya, Pradeep