Difference between revisions of "LibreOffice-Suite-Writer/C2/Viewing-and-printing-a-text-document/Oriya"

From Script | Spoken-Tutorial
Jump to: navigation, search
(Created page with ' {| border=1 || Time || Narration |- || 00:00 || ଲିବ୍ରIଅଫିସ୍ ରାଇଟର୍ (LibreOffice Writer) ରେ ଡକ୍ୟୁମେଣ୍ଟ ଗୁଡିକର…')
(No difference)

Revision as of 15:04, 8 January 2013

Time Narration
00:00 ଲିବ୍ରIଅଫିସ୍ ରାଇଟର୍ (LibreOffice Writer) ରେ ଡକ୍ୟୁମେଣ୍ଟ ଗୁଡିକର ପ୍ରିଣ୍ଟ୍ଟିଂଗ୍ ତଥା ଦେଖିବାପାଇଁ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
00:06 ଏହି ଟ୍ୟୁଟୋରିଆଲ ରେ ଆମେ ନିମ୍ନଲିଖିତ ସଖିବା:
00:10 ଡକ୍ୟୁମେଣ୍ଟ ଗୁଡିକୁ ଦଖିବା.
00:12 ଡକ୍ୟୁମେଣ୍ଟ ଗୁଡିକୁ ପ୍ରିଣ୍ଟ୍ଟିଂଗ୍ କରିବା.
00:13 ଏଠାରେ ଆମେ ଆମର ଅପରେଟିଂଗ୍ ସିଷ୍ଟମ (operating system) ଏବଂ ଲିବ୍ରIଅଫିସ୍ ସୁଟ୍ ଭର୍ଜନ୍ 3.3.4 ଭଳି ଉବଣ୍ଟୁ ଲିନକ୍ସ 10.04 ର ବ୍ୟବହାର କରୁଛୁ.
00:24 ତେଣୁ ଲିବ୍ରIଅଫିସ୍ ରାଇଟର୍ (LibreOffice Writer) ରେ ଅନେକ view ଅପସନ୍ ଗୁଡିକ ସମ୍ବନ୍ଧରେ ଶିଖି କରି ଆମର ଟ୍ୟୁଟୋରିଆଲ ର ଆରମ୍ଭ କରିବା.
00:31 ଏଠାରେ ରାଇଟର୍ (Writer) ରେ ମୌଳିକ ଭାବରେ ଦୁଇଟି ବ୍ୟାପକ ବ୍ୟବହାରକି view ଅପସନସ୍ ଅଛି.
00:36 ଏଠାରେ “Print Layout” ଏବଂ “Web Layout” ଅଛି.
00:39 “Print Layout” ଅପସନ୍ ଯେବେ ଡକ୍ୟୁମେଣ୍ଟ ପ୍ରିଣ୍ଟ୍ ହୋଇଥାଏ କିପରି ଦେଖେ ଏହା ପ୍ରଦଶ୍ରୀତ କରେ.
00:45 “Print Layout” ଅପସନ୍ ଡକ୍ୟୁମେଣ୍ଟ ପ୍ରଦଶ୍ରୀତ କରେ ଯାହା ୱେବ୍ ବ୍ରାଉଜର୍ ରେ ଦେଖାଯାଇଥାଏ.
00:50 ଏହା ଉପଯୋଗୀ ଅଟେ ଯେବେ ଆପଣ HTML ଡକ୍ୟୁମେଣ୍ଟ ଗୁଡିକୁ ତିଆରି କରିବାକୁ ଚାହଁ ତଥା ଯେବେ ଆପଣ ଡକ୍ୟୁମେଣ୍ଟ ଗୁଡିକୁ ଏଡିଟ୍ କରିବା ସମୟରେ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ରେ ସେଗୁଡିକୁ ଦେଖିବା ପାଇଁ ଚାହଁ.
01:00 “Print Layout” ଅପସନ୍ କୁ ଅକସେସ୍ ପାଇଁ “View” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Print Layout” ଅପସନ୍ ରେ କ୍ଲିକ୍ କର.
01:08 “Web Layout” ଅପସନ୍ କୁ ଅକେସେସ୍ କରିବା ପାଇଁ, ମେନ୍ୟୁ ବାର୍ ରେ “View” ଅପସନ୍ ଉପରେ କ୍ଲିକ୍ କର ଏବଂ “Web Layout” ଅପସନ୍ ରେ କ୍ଲିକ୍ କର.
01:19 ଏହି ଅପସନ୍ ଗୁଡିକ ବ୍ୟତିତ, ଆପଣ ଡକ୍ୟୁମେଣ୍ଟ କୁ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ରେ ମଧ୍ୟ ଦେଖିପାରିବେ.
01:26 ମେନ୍ୟୁ ବାର୍ ରେ “View” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Full Screen” ଅପସନ୍ ରେ କ୍ଲିକ୍ କର.
01:32 ଡକ୍ୟୁମେଣ୍ଟ ଗୁଡିକୁ ଏଡିଟିଂଗ୍ ପାଇଁ ଯଥା ଏକ ପ୍ରୋଜେକଟର୍ ଉପରେ ଦେଖିବା ପାଇଁ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ରେ ବ୍ୟବହାର ହୋଇଥାଏ.
01:39 ଫୁଲ୍ ସ୍କ୍ରିନ୍ (full screen) ଠାରୁ ବାହାରକୁ ଆସିବା ପାଇଁ, କି-ବୋଅର୍ଡ଼ (keyboard) ଉପରେ “Escape” key ପ୍ରେସ୍ କର.
01:44 ଆମେ ଦେଖୁଁ ଯେ ଡକ୍ୟୁମେଣ୍ଟ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ଠାରୁ ବାହାରକୁ ଆସିଛି.
01:49 ବର୍ତମାନ ଚାଲ View ମେନ୍ୟୁ ରେ Print Layout” ଅପସନ୍ ଉପରେ କ୍ଲିକ୍ କରିବା.
01:53 ଆଗକୁ ଯିବା ପୁର୍ବରୁ, ଚାଲ ଆମେ ଆମର ଡକ୍ୟୁମେଣ୍ଟ ସହିତ ଏକ ନୁଆ ପେଜ୍ ଯୋଡିବା. କ୍ଲିକ୍ କର Insert >> Manual Break ଏବଂ Page break ଅପସନ୍ ବାଛ.
02:04 ପରେ “OK” ଉପରେ କ୍ଲିକ୍ କର.
02:06 ଏହା ସମ୍ବନ୍ଧରେ ବିସ୍ତୃତ ଭାବରେ ଆମେ ଅନ୍ୟ ଏକ ଟ୍ୟୁଟୋରିଆଲ ରେ ଶିଖିବା.
02:11 ଡକ୍ୟୁମେଣ୍ଟ ଦେଖିବା ପାଇଁ ଅନ୍ୟଏକ ଅପସନ୍ ଅଛି ଯାହାକୁ “Zoom” କହନ୍ତି.
02:17 ମେନ୍ୟୁ ବାର୍ ରେ “View” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Zoom” ଉପରେ କ୍ଲିକ୍ କର.
02:22 ଆମେ ଦେଖୁଁ ଯେ “Zoom ଏବଂ View Layout” ଡାଇଲୋଗ୍ ବୋକ୍ସ ଆମ ଆଗରେ ଦେଖାଦିଏ.
02:27 ଏହାର ଶୀର୍ଷରେ ଉଲ୍ଲିଖିତ ବିଷୟ ହେଲା, “Zoom factor” ଏବଂ “View layout”.
02:34 “Zoom factor” କରେନ୍ଟ୍ ଡକ୍ୟୁମେଣ୍ଟ ଏବଂ ସମାନ ପ୍ରକାର ସବୁ ଡକ୍ୟୁମେଣ୍ଟ ଗୁଡିକୁ ପ୍ରଦଶ୍ରୀତ କରିବା ପାଇଁ ଜୁମ୍ ଫେକଟର୍ (zoom factor) ପ୍ରସ୍ତୁତ କରେ ଯାହା ଆପଣ ପରେ ଖୋଲିପାରେବେ.
02:43 ଏହା ବ୍ୟବହାର ଯୋଗ୍ୟ ଅପସନ୍ ଅଟେ ଯାହା ଆମେ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା.
02:48 “Optimal” ଅପସନ୍ ଉପରେ କ୍ଲିକ୍ କରି ଆପଣ ଡକ୍ୟୁମେଣ୍ଟ ର ସବୁଠାରୁ ଅଧିକ ଅନୁକୁଳ ଦୃଶ୍ୟ ପାଆନ୍ତି.
02:55 “Fit width and height” ଦୃଶ୍ୟ ଡକ୍ୟୁମେଣ୍ଟ ର ପେଜ୍ ରେ ସମ୍ପୁର୍ଣ ଲମ୍ବା ଏବଂ ଓସାର ର ସର୍ବତ୍ର ଫିଟ୍ କରେ. ଏଥିପାଇଁ, ଏହା ଏକ ସମୟରେ ଏକ ପେଜ୍ ପ୍ରଦଶ୍ରୀତ କରେ.
03:05 ଏହା ଡକ୍ୟୁମେଣ୍ଟ ର ବିଭିନ୍ନ ପେଜ୍ ଗୁଡିକୁ ଦେଖିବା ଏବଂ ଏଡିଟିଂଗ୍ କରିବା ପାଇଁ ଅଧିକ ସରଳ କରେ.
03:11 ପରବର୍ତୀ ଅପସନ୍ Fit to Width ଅଟେ. ଏହା ପେଜ୍ କୁ ଏହାର ଚଉଡା ରେ ଯୋଗ୍ୟ କରେ.
03:17 100% view, ପେଜ୍ ଗୁଡିକର ଏହାର ପ୍ରକୃତ ଆକାରରେ ପ୍ରଦଶ୍ରୀତ କରେ.
03:23 ପରବର୍ତୀ ଆମ ପାଖରେ “Variable” ନାମକ ସବୁଠାରୁ ଗୁରୁତ୍ତପୁର୍ଣ viewing ଅପସନ୍ ଅଛି.
03:28 variable ଫିଲଡ୍ ରେ ଆପଣ ଜୁମ୍ ଫେକଟର୍ (zoom factor) ଏନ୍ଟର୍ କରିପାରିବେ ଯେଉଁଠାରେ ଆପଣ ଡକ୍ୟୁମେଣ୍ଟ ପ୍ରଦଶ୍ରୀତ କରିବାକୁ ଚାହଁ.
03:35 ଉଦାହରଣ ସ୍ବରୁପ, “Variable” ଫିଲଡ୍ ରେ “75%” ଭେଲ୍ୟୁ (value) ଏନ୍ଟର୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
03:43 ଏହିପରି ଭାବରେ, ଡକ୍ୟୁମେଣ୍ଟ ଗୁଡିକୁ ଦେଖିବା ଏବଂ ଏଡିଟିଂଗ୍ କରିବା ପାଇଁ ଜୁମ୍ ଫେକଟର୍ (zoom factor) କୁ ପରିବର୍ତନ କରିପାରିବେ ଆପଣକଂର ଆବଶ୍ୟକତା ଏବଂ ସୁବିଧା ଅନୁସାରେ.
03:51 ଡାଇଲୋଗ୍ ବୋକ୍ସ ରେ ଅନ୍ୟ ବିଶେଷ ଗୁଣ “View layout” ଅଟେ.
03:56 “View layout” ଅପସନ୍ ଟେକ୍ସ୍ତେଟ୍ ଡକ୍ୟୁମେଣ୍ଟ ପାଇଁ ଅଟେ.
03:59 ଡକ୍ୟୁମେଣ୍ଟ ରେ ବିଭିନ୍ନ ଭିୟ୍ୟୁ ଲେଏ ଆଉଟ୍ ସେଟିଂଗ୍ (view layout setting) ଗୁଡିକର ପ୍ରଭାବ କୁ ଦେଖିବାକୁ ଏହା ଜୁମ୍ ଫେକଟର୍ କମ୍ କରିବା ପାଇଁ ବ୍ୟବହାର ହୁଏ.
04:07 ଏଥିରେ କ୍ରମଅନୁସାରେ ଗୋଟିଏ ତଳେ ଗୋଟିଏ ଏବଂ ଆଖ ପାଖରେ ପେଜ୍ ଗୁଡିକୁ ପ୍ରଦଶ୍ରୀତ କରିବା ପାଇଁ Automatic” ଏବଂ “Single page” ପରି ଅପସନ୍ ଗୁଡିକ ଅଛି.
04:18 ଉଦାହରଣ ସ୍ବରୁପ, ଯଦି ଆମେ “Zoom factor” ତଳେ “Fit width and height” ଅପସନ୍ ବାଛିବା, ପରେ “View layout” ଅପସନ୍ ର ତଳେ “Single page” ଅପସନ୍ ଉପରେ କ୍ଲିକ୍ କରିବା ଏବଂ ଶେଷରେ “OK” ବଟନ୍ ଉପରେ କ୍ଲିକ୍ କରିବା, ଆମେ ଦେଖୁଁ ଯେ ପେଜ୍ ଗୁଡିକ ଗୋଟିଏ ତଳେ ଅନ୍ୟ ଟି ପ୍ରଦଶ୍ରୀତ ହୋଇଛି.
04:36 ବର୍ତମାନ “Automatic” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
04:42 ଆପଣ ଦେଖ ଯେ ପେଜ୍ ଗୁଡିକ ଆଖ ପାଖ ପଧତି ରେ ପ୍ରଦଶ୍ରୀତ ହୋଇଛି.
04:48 ରାଇଟର୍ ଷ୍ଟେଟସ୍ ବାର୍ ( Writer Status Bar) ଉପରେ ତିନୋଟି controls ମଧ୍ୟ ଆମର ଡକ୍ୟୁମେଣ୍ଟ କୁ ଭିୟ୍ୟୁ ଲେଏ ଆଉଟ୍ (view layout) ଏବଂ ଜୁମ୍ କୁ ବଦେଳେଇବା ପାଇଁ ଅନୁମତି ଦିଏ.
04:56 ଭିୟ୍ୟୁ ଲେଏ ଆଉଟ୍ ଆଇକନ୍ (view layout icons) ଗୁଡିକ ବାମ ରୁ ଡାହାଣକୁ ନିମ୍ନ୍ନଲିଖିତ ଅଟେ: ସିଂଗିଲ୍ କଲୋମ୍ ମୋଡ (Single column mode), ଆଖ ପାଖ ପେଜ୍ ଗୁଡିକ ସହିତ ଭିୟ୍ୟୁ ମୋଡ (view mode), ଏବଂ ଏକ ଖୋଲା ବହି ରେ ଦୁଈ ପେଜ୍ ସହିତ ବୁକ୍ ମୋଡ଼.
05:11 ଆମେ ଏକ ପେଜ୍ କୁ ଜୁମ୍ କରିବା ପାଇଁ ଜୁମ୍ ସ୍ଲାଇଡର୍ କୁ ଡାହାଣ କୁ କିମ୍ବା ଅଧିକ ପେଜ୍ ଗୁଡିକୁ ଦେଖିବା ପାଇଁ ବାମ ପାଖକୁ ଡ୍ରାଗ୍ କରିପାରିବା.
05:20 ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ରେ ପ୍ରିଣ୍ଟ୍ଇଂଗ୍ (printing) ସମ୍ବନ୍ଧରେ ଶିଖିବା ପୁର୍ବରୁ, ଚାଲ ଆମେ “Page preview” ସମ୍ବନ୍ଧରେ ରେ କିଛି ଶିଖିବା.
05:28 “File” ଉପରେ କ୍ଲିକ୍ କର ଏବଂ “Page Preview” ଉପରେ କ୍ଲିକ୍ କର.
05:32 “Page Preview” ବାର୍ ଦେଖାଏ ଯେବେ ଆପଣ ପେଜ୍ ପରଭିୟ୍ୟୁ ମୋଡ଼ (page preview mode) ରେ କରେନ୍ଟ୍ ଡକ୍ୟୁମେଣ୍ଟ ଦେଖ.
05:38 ଏହା ମୁଳତଃ: ଦେଖାଏ ଯେ ଆପଣକଂର ଡକ୍ୟୁମେଣ୍ଟ କିପରି ଦେଖାଏ ଯେବେ ଏହା ପ୍ରିଣ୍ଟ୍ ହୋଇଥାଏ.
05:44 ଆପଣ ଆମର resume.odt ଫାଇଲ୍ ର ପରଭିୟ୍ୟୁ (preview) ଦେଖିପାରିବେ.
05:50 ଏଠାରେ ପରଭିୟ୍ୟୁ ପେଜ୍ (preview page) ର ଟୁଲ୍ ବାର୍ ରେ ବିଭିନ୍ନ କଣ୍ଟ୍ରୋଲ ଅପସନ୍ ଗୁଡିକ (controls options) ଅଛି.
05:55 ଏଠାରେ “Zoom In”, “Zoom Out”, “Next page”, “Previous page” ଏବଂ “Print” ପାଇଁ ଅପସନ୍ ଗୁଡିକ ଅଛି.
06:03 ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ସହିତ ପେଜ୍ ପର୍ ଭିୟ୍ୟୁ (Page Preview) ରେ ଡକ୍ୟୁମେଣ୍ଟ ଗୁଡିକୁ କିପରି ଦେଖିବା, ଶିଖିସାରିବା ପରେ, ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ରେ କିପରି ଏକ ପ୍ରିଣ୍ଟର୍ ଫୁନ୍କସନ୍ (function) କରେ ବର୍ତମାନ ଆମେ ଶିଖିବା.
06:15 ସାଧାରଣ ସବ୍ଦ ରେ ପ୍ରିଣ୍ଟର୍, ଏକ ଡକ୍ୟୁମେଣ୍ଟ କୁ ପ୍ରିଣ୍ଟ୍ କରିବା ପାଇଁ ବ୍ୟବହାର ଯୋଗ୍ୟ ଏକ ଆଉଟ୍ ପୁଟ୍ ଡିଭାଇସ୍ (output device) ଅଟେ.
06:21 ବର୍ତମାନ ଆମେ ଦେଖିବା ପ୍ରିଣ୍ଟ୍ ର ବିଭିନ୍ନ ଅପସନ୍ ଗୁଡିକୁ କିପରି ଏକସେସ୍ (access) କରିବା.
06:26 “Tools” ଉପରେ କ୍ଲିକ୍ କର, ପରେ “Options” ଉପରେ କ୍ଲିକ୍ କର.
06:32 ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ର ପାଖରେ (arrow) ଏରୋ ଉପରେ କ୍ଲିକ୍ କର ଏବଂ ଶେଷରେ “Print” ଉପରେ କ୍ଲିକ୍ କର.
06:38 ସ୍କ୍ରିନ୍ ଉପରେ ଏକ ଡାଇଲୋଗ୍ ବୋକ୍ସ ଦେଖାଦିଏ ଯାହା ଆପଣଂକୁ ସେଠାରୁ ବାଛିବା ପାଇଁ ଅପସନ୍ ଦିଆଯାଇଛି.
06:43 ତେଣୁ ଡିଫଲଟ୍ ସେଟିଂଗ୍ (default setting) ଗୁଡିକୁ ରଖ ଏବଂ “OK” ବଟମ୍ ଉପରେ କ୍ଲିକ୍ କର.
06:49 ବର୍ତମାନ, ସମ୍ପୁର୍ଣ ଡକ୍ୟୁମେଣ୍ଟ କୁ ସିଧା ପ୍ରିଣ୍ଟ୍ କରିବା ପାଇଁ, ଟୁଲ୍ ବାର୍ ରେ “Print File Directly” ଆଇକନ୍ ଉପରେ କ୍ଲିକ୍ କର.
06:56 ଏହାକୁ କୁଇକ୍ ପ୍ରିଣ୍ଟିଂଗ୍ (Quick Printing) କହନ୍ତି.
07:00 “Print” ଅପସନ୍ ଏକସେସ୍ ଏବଂ ଡିଫଲଟ୍ ସେଟିଂଗ୍ (default setting) ଗୁଡିକୁ ପରିବର୍ତନ କରିବା ଦ୍ବାରା ଆପଣ କୌଣସି ଡକ୍ୟୁମେଣ୍ଟ ର ପ୍ରିଣ୍ଟିଂଗ୍ ଉପରେ ଅଧିକ ନିୟନ୍ତ୍ରଣ କରିପାରିବେ.
07:07 ମେନ୍ୟୁ ବାର୍ ରେ “File” ମେନ୍ୟୁ ଉପରେ କ୍ଲିକ୍ କର ଏବଂ ପରେ “Print” ରେ କ୍ଲିକ୍ କର.
07:13 ସ୍କ୍ରିନ୍ ଉପରେ “Print” ଡାଇଲୋଗ୍ ବୋକ୍ସ ଦେଖାଇଦିଏ.
07:17 ଏଠାରେ ସାଧାରଣ ଟେବ୍ ରେ “Generic Printer” ବାଛ.
07:22 “All pages” ଅପସନ୍ ଡକ୍ୟୁମେଣ୍ଟ ର ସବୁ ପେଜ୍ ଗୁଡିକୁ ପ୍ରିଣ୍ଟ୍ କରିବା ପାଇଁ ଅଟେ.
07:28 ଯଦି ଆପଣ ପେଜ୍ ଗୁଡିକୁ କ୍ରମରେ ପ୍ରିଣ୍ଟ୍ କରିବା ପାଇଁ ଚାହଁ, ଆପଣ “Pages” ଅପସନ୍ କୁ ବାଛି ପାରିବେ ଏବଂ ଫିଲଡ୍ ରେ କ୍ରମ ଏନ୍ଟର୍ କରି ପାରିବେ. ଉଦାହରଣ ସ୍ବରୁପ, ଆମେ ଏଠାରେ “1-3” ଟାଇପ୍ କରିବା. ଏହା ଡକ୍ୟୁମେଣ୍ଟ ର ପ୍ରଥମ ତିନି ପେଜ୍ କୁ ପ୍ରିଣ୍ଟ୍ କରିବ.
07:44 ଯଦି ଆପଣ ଡକ୍ୟୁମେଣ୍ଟ ର ବହୁବିଧ କୋପି ପ୍ରିଣ୍ଟ୍ କରିବା ପାଇଁ ଚାହଁ, ତେବେ “Number of copies” ଫିଲଡ୍ ରେ ଭେଲ୍ୟୁ ଏନ୍ଟର୍ କର. ଚାଲ ଫିଲଡ୍ ରେ “2” ଭେଲ୍ୟୁ ଏନ୍ଟର୍ କରିବା.
07:54 ବର୍ତମାନ ଚାଲ ଡାଇଲୋଗ୍ ବୋକ୍ସ ରେ “Options” ଟେବ୍ ଉପରେ କ୍ଲିକ୍ କରିବା.
08:00 ସ୍କ୍ରିନ୍ ଉପରେ ଅପସନ୍ ର ଏକ ସୁଚୀ ଦେଖାଦିଏ ଯେଉଁଠାରୁ ଆପଣ ଡକ୍ୟୁମେଣ୍ଟ ରେ ବାଛି ପାରିବ ଏବଂ ପ୍ରିଣ୍ଟ୍ କରିପାରିବ.
08:07 “ Print in reverse page order” ନାମକ ଏକ ଚେକ୍ ବୋକ୍ସ ଆମେ ଦେଖୁଁ.
08:12 ଏହି ଅପସନ୍ ଏହାକୁ ଅଧିକ ଆଉଟ୍ ପୁଟ୍ ଏକତ୍ର କରିବା ପାଇଁ ସହଜ କରେ.
08:16 ତେଣୁ ଏହାର ବିପରିତ ଚେକ୍ ବୋକ୍ସ ଉପରେ କ୍ଲିକ୍ କର.
08:19 ବର୍ତମାନ ପ୍ରିଣ୍ଟ୍ ବଟନ୍ ଉପରେ କ୍ଲିକ୍ କର.
8:22 ଆପଣ ଆପଣକଂର pdf ଡକ୍ୟୁମେଣ୍ଟ ର ମଧ୍ୟ ଏକ ପ୍ରିଣ୍ଟ୍ ଆଉଟ୍ ନେଇପାରିବ.
08:26 ଆମେ ଆଗରୁ ଦେଖିଛେ ଯେ ଏକ "dot odt” ଡକ୍ୟୁମେଣ୍ଟ କୁ ଏକ “dot pdf” ଫାଇଲ୍ କୁ କିପରି ପରିବର୍ତନ କରନ୍ତି.
08:34 ଯଦିଓ ଆମେ ଡେକସ୍ଟୋପ୍ ଉପରେ “pdf” ଫାଇଲ୍ ଆଗରୁ ସେଭ୍ କରିଛେ, ଆମେ pdf ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରିବା.
08:41 ବର୍ତମାନ “File” ଅପସନ୍ ଉପରେ କ୍ଲିକ୍ କରିବା ଏବଂ ପରେ “Print” ଉପରେ କ୍ଲିକ୍ କରିବା.
08:47 ଚାଲନ୍ତୁ ଡିଫଲଟ୍ ସେଟିଂଗ୍ (default setting) ଗୁଡିକୁ ରଖିବା ଏବଂ ପରେ “Print Preview” ବଟନ୍ ପରେ କ୍ଲିକ୍ କରିବା.
08:52 ଆପଣ ଦେଖ ଯେ ସ୍କ୍ରିନ୍ ଉପରେ ଫାଇଲ୍ ର ପରଭିୟ୍ୟୁ (perview).
08:56 ବର୍ତମାନ ଏହାକୁ ପ୍ରିଣ୍ଟ୍ କରିବା ପାଇଁ ପରଭିୟ୍ୟୁ ପେଜ୍ (perview page) ରେ “Print this document” ଉପରେ କ୍ଲିକ୍ କର.
09:04 ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ବିଷୟରେ ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
09:09 ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:
09:11 ଭିୟ୍ୟୁଇଂଗ୍ ଡକ୍ୟୁମେଣ୍ଟସ୍ (Viewing Documents).
09:13 ପ୍ରିଣ୍ଟ୍ଇଂଗ୍ ଡକ୍ୟୁମେଣ୍ଟସ୍ (Printing Documents).
09:16 ବ୍ୟାପକ ନିର୍ଦ୍ଧାରିତ କାର୍ଯ.
09:18 ରାଇଟର୍ ରେ “This is LibreOffice Writer” ଟେକ୍ସ୍ତେଟ୍ ଲେଖ.
09:23 ଡକ୍ୟୁମେଣ୍ଟ ର ପୁରା ସ୍କ୍ରିନ୍ ଦୃଶ୍ୟକୁ ଦେଖିବା ପାଇଁ “Full Screen” ଅପସନ୍ ର ବ୍ୟବହାର କର.
09:29 ଡକ୍ୟୁମେଣ୍ଟ ର “optimal” ର ସହିତ “Variable” ଭିୟ୍ୟୁ ପାଇଁ ଜୁମ୍ ଅପସନ୍ ର ବ୍ୟବହାର କର, “variable” ଭେଲ୍ୟୁ “50%” ସେଟ୍ କର ଏବଂ ପରେ ଡକ୍ୟୁମେଣ୍ଟ ଦେଖ.
09:41 ଡକ୍ୟୁମେଣ୍ଟ ର “Page preview” କୁ ଯିବା ଏବଂ ପେଜ୍ ଉପରେ ସୀମା ସହିତ ଡକ୍ୟୁମେଣ୍ଟ ର ଦୁଇଟି କୋପି କୁ ପ୍ରିଣ୍ଟ୍ କର.
9:49 ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
9:52 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
9:56 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
10:00 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
10:06 ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
10:09 ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
10:16 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
10:20 ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
10:28 ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
10:31 spoken hyphen tutorial dot org slash NMEICT hyphen Intro
10:39 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.

Contributors and Content Editors

Manoranjan, PoojaMoolya, Pradeep