Difference between revisions of "LibreOffice-Suite-Writer/C2/Viewing-and-printing-a-text-document/Oriya"

From Script | Spoken-Tutorial
Jump to: navigation, search
(Created page with ' {| border=1 || Time || Narration |- || 00:00 || ଲିବ୍ରIଅଫିସ୍ ରାଇଟର୍ (LibreOffice Writer) ରେ ଡକ୍ୟୁମେଣ୍ଟ ଗୁଡିକର…')
 
Line 1: Line 1:
 +
'''Resources for recording'''
 +
[[Media:Viewing and Printing Text Document.zip |Viewing and Printing Text Document]]
  
 
{| border=1
 
{| border=1
|| Time
+
||'''Time'''
|| Narration
+
||'''Narration'''
  
 
|-
 
|-
 
|| 00:00
 
|| 00:00
|| ଲିବ୍ରIଅଫିସ୍ ରାଇଟର୍ (LibreOffice Writer) ରେ ଡକ୍ୟୁମେଣ୍ଟ ଗୁଡିକର ପ୍ରିଣ୍ଟ୍ଟିଂଗ୍ ତଥା ଦେଖିବାପାଇଁ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
|| ଲିବର୍ ଅଫିସ୍ ରାଇଟର୍-ପ୍ରିଣ୍ଟିଙ୍ଗ୍ ଆଣ୍ଡ୍ ଭିଉଇଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ଆପଣଙ୍କୁ ସ୍ୱାଗତ |
 
|-
 
|-
 
||00:06
 
||00:06
||ଏହି ଟ୍ୟୁଟୋରିଆଲ ରେ ଆମେ ନିମ୍ନଲିଖିତ ସଖିବା:  
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟ ଶିଖିବା:
 
|-
 
|-
 
||00:10
 
||00:10
||ଡକ୍ୟୁମେଣ୍ଟ ଗୁଡିକୁ ଦଖିବା.
+
|| ଡକ୍ୟୁମେଣ୍ଟ୍ କୁ ଦେଖିବା
 
|-
 
|-
 
||00:12
 
||00:12
||ଡକ୍ୟୁମେଣ୍ଟ ଗୁଡିକୁ ପ୍ରିଣ୍ଟ୍ଟିଂଗ୍ କରିବା.
+
|| ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା
 
|-
 
|-
 
||00:13
 
||00:13
||ଏଠାରେ ଆମେ ଆମର ଅପରେଟିଂଗ୍ ସିଷ୍ଟମ (operating system) ଏବଂ ଲିବ୍ରIଅଫିସ୍ ସୁଟ୍ ଭର୍ଜନ୍ 3.3.4 ଭଳି ଉବଣ୍ଟୁ ଲିନକ୍ସ 10.04 ର ବ୍ୟବହାର କରୁଛୁ.
+
|| ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩..ବ୍ୟବହାର କରୁଛୁ |
 
|-
 
|-
 
||00:24
 
||00:24
||ତେଣୁ ଲିବ୍ରIଅଫିସ୍ ରାଇଟର୍ (LibreOffice Writer) ରେ ଅନେକ view ଅପସନ୍ ଗୁଡିକ ସମ୍ବନ୍ଧରେ ଶିଖି କରି ଆମର ଟ୍ୟୁଟୋରିଆଲ ର ଆରମ୍ଭ କରିବା.
+
|| ଆସନ୍ତୁ ଲିବର ଅଫିସ୍ ରାଇଟର୍ ରେ ଥିବା ବିଭିନ୍ନ ଭିଉଇଙ୍ଗ୍ ଅପ୍ସନ୍ ଗୁଡିକ ବିଷୟ ଉପରେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
 
|-
 
|-
 
||00:31
 
||00:31
||ଏଠାରେ ରାଇଟର୍ (Writer) ରେ ମୌଳିକ ଭାବରେ ଦୁଇଟି ବ୍ୟାପକ ବ୍ୟବହାରକି view ଅପସନସ୍ ଅଛି.
+
|| ରାଇଟର୍ ରେ ପ୍ରସସ୍ତ ଭାବରେ ବ୍ୟବହୃତ ହେଉଥିବା ଦୁଇ ପ୍ରକାରର ଭିଉଇଙ୍ଗ୍ ଅପ୍ସନ୍ ଅଛି |
 
|-
 
|-
 
||00:36
 
||00:36
||ଏଠାରେ “Print Layout” ଏବଂ “Web Layout” ଅଛି.
+
|| ସେଗୁଡିକ ହେଲା “Print Layout” “Web Layout” |
 
|-
 
|-
 
||00:39
 
||00:39
||“Print Layout” ଅପସନ୍ ଯେବେ ଡକ୍ୟୁମେଣ୍ଟ ପ୍ରିଣ୍ଟ୍ ହୋଇଥାଏ କିପରି ଦେଖେ ଏହା ପ୍ରଦଶ୍ରୀତ କରେ.
+
|| ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ କିଭଳି ଦେଖାଯିବ ତାହା “Print Layout” ଅପ୍ସନ୍ ଦର୍ଶାଇଥାଏ |
 
|-
 
|-
 
||00:45
 
||00:45
||“Print Layout” ଅପସନ୍ ଡକ୍ୟୁମେଣ୍ଟ ପ୍ରଦଶ୍ରୀତ କରେ ଯାହା ୱେବ୍ ବ୍ରାଉଜର୍ ରେ ଦେଖାଯାଇଥାଏ.
+
|| ୱେବ୍ ବ୍ରାଉଜର୍ ରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯାଏ ତାହା “Web Layout” ଅପ୍ସନ୍ ଦର୍ଶାଇଥାଏ |
 
|-
 
|-
 
||00:50
 
||00:50
||ଏହା ଉପଯୋଗୀ ଅଟେ ଯେବେ ଆପଣ HTML ଡକ୍ୟୁମେଣ୍ଟ ଗୁଡିକୁ ତିଆରି କରିବାକୁ ଚାହଁ ତଥା ଯେବେ ଆପଣ ଡକ୍ୟୁମେଣ୍ଟ ଗୁଡିକୁ ଏଡିଟ୍ କରିବା ସମୟରେ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ରେ ସେଗୁଡିକୁ ଦେଖିବା ପାଇଁ ଚାହଁ.
+
|| ଯେତେବେଳେ HTML ଡକ୍ୟୁମେଣ୍ଟ୍ ସୃଷ୍ଟି କରିବାକୁ ହୋଇଥାଏ ତଥା ଡକ୍ୟୁମେଣ୍ଟ୍ ଏଡିଟ୍ କରିବା ପାଇଁ ଫୁଲ୍ ସ୍କ୍ରିନ୍ ମୋଡ୍ ରେ ଦେଖିବା ପାଇଁ ଏହା ଉପଯୋଗୀ ହୋଇଥାଏ |
 
|-
 
|-
 
||01:00
 
||01:00
||“Print Layout” ଅପସନ୍ କୁ ଅକସେସ୍ ପାଇଁ “View” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Print Layout” ଅପସନ୍ ରେ କ୍ଲିକ୍ କର.
+
|| “Print Layout” ଅପ୍ସନ୍ ଆକ୍ସେସ୍ କରିବାକୁ “View” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ “Print Layout” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|-
 
|-
 
||01:08                                                                               
 
||01:08                                                                               
||“Web Layout” ଅପସନ୍ କୁ ଅକେସେସ୍ କରିବା ପାଇଁ, ମେନ୍ୟୁ ବାର୍ ରେ “View” ଅପସନ୍ ଉପରେ କ୍ଲିକ୍ କର ଏବଂ “Web Layout” ଅପସନ୍ ରେ କ୍ଲିକ୍ କର.
+
|| “Web Layout” ପାଇଁ ମେନୁ ବାର୍ ରେ ଥିବା “View” ଅପ୍ସନ୍ ରେ କ୍ଲିକ୍ କରି “Web Layout” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 
|-
 
|-
 
||01:19
 
||01:19
||ଏହି ଅପସନ୍ ଗୁଡିକ ବ୍ୟତିତ, ଆପଣ ଡକ୍ୟୁମେଣ୍ଟ  କୁ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ରେ ମଧ୍ୟ ଦେଖିପାରିବେ.
+
|| ଏହି ଉଭୟ ଅପ୍ସନ୍ ବ୍ୟତୀତ ଡକ୍ୟୁମେଣ୍ଟ୍ କୁ ଫୁଲ୍ ସ୍କ୍ରିନ୍ ମୋଡ୍ ରେ ମଧ୍ୟ ଦେଖିପାରିବେ |
 
|-
 
|-
 
||01:26
 
||01:26
||ମେନ୍ୟୁ ବାର୍ ରେ “View” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Full Screen” ଅପସନ୍ ରେ କ୍ଲିକ୍ କର.           
+
|| ଏଥିପାଇଁ ମେନୁ ବାର୍ ରେ ଥିବା “View” ଅପ୍ସନ୍ ଉପରେ କ୍ଲିକ୍ କରି “Full Screen” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | 
 
|-
 
|-
 
||01:32
 
||01:32
||ଡକ୍ୟୁମେଣ୍ଟ ଗୁଡିକୁ ଏଡିଟିଂଗ୍ ପାଇଁ ଯଥା ଏକ ପ୍ରୋଜେକଟର୍ ଉପରେ ଦେଖିବା ପାଇଁ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ରେ ବ୍ୟବହାର ହୋଇଥାଏ.
+
|| ଡକ୍ୟୁମେଣ୍ଟ୍ ଗୁଡିକ ଏଡିଟ୍ କରିବା ସମେତ ପ୍ରୋଜେକ୍ଟର୍ ରେ ପ୍ରୋଜେକ୍ଟ୍ କରିବା ପାଇଁ ମଧ୍ୟ ଫୁଲ୍ ସ୍କ୍ରିନ୍ ମୋଡ୍ ଉପଯୋଗୀ ହୋଇଥାଏ |
 
|-
 
|-
 
||01:39
 
||01:39
||ଫୁଲ୍ ସ୍କ୍ରିନ୍ (full screen) ଠାରୁ ବାହାରକୁ ଆସିବା ପାଇଁ,  କି-ବୋଅର୍ଡ଼ (keyboard) ଉପରେ  “Escape” key ପ୍ରେସ୍ କର.           
+
|| ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିବା ପାଇଁ କୀ’ ବୋର୍ଡରେ ଥିବା “Escape” କୀ’ କୁ ଦବାନ୍ତୁ |
 
|-
 
|-
 
||01:44
 
||01:44
||ଆମେ ଦେଖୁଁ ଯେ ଡକ୍ୟୁମେଣ୍ଟ ଫୁଲ୍ ସ୍କ୍ରିନ୍ ମୋଡ୍ (full screen mode) ଠାରୁ ବାହାରକୁ ଆସିଛି.
+
|| ଆମେ ଦେଖୁ ଯେ ଡକ୍ୟୁମେଣ୍ଟ୍ ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିଯାଏ |
 
|-
 
|-
 
||01:49  
 
||01:49  
||ବର୍ତମାନ ଚାଲ View ମେନ୍ୟୁ ରେ Print Layout” ଅପସନ୍ ଉପରେ କ୍ଲିକ୍ କରିବା
+
|| ବର୍ତ୍ତମାନ ଭିଉ ମେନୁରେ ଥିବା “Print Layout” ଅପ୍ସନ୍ ଉପରେ କ୍ଲିକ୍ କରିବା |
 
|-
 
|-
 
||01:53
 
||01:53
||ଆଗକୁ ଯିବା ପୁର୍ବରୁ, ଚାଲ ଆମେ ଆମର ଡକ୍ୟୁମେଣ୍ଟ ସହିତ ଏକ ନୁଆ ପେଜ୍ ଯୋଡିବା. କ୍ଲିକ୍ କର  Insert >> Manual Break ଏବଂ  Page break ଅପସନ୍ ବାଛ. 
+
|| ଆଗକୁ ବଢିବା ପୂର୍ବରୁ Insert >> Manual Break କ୍ଲିକ୍ କରି ଓ Page break ଅପ୍ସନ୍ କୁ ବାଛି ଡକ୍ୟୁମେଣ୍ଟ୍ ରେ ଏକ ନୂତନ ପେଜ୍ ଆଡ୍ କରିବା |
 
|-
 
|-
 
||02:04
 
||02:04
||ପରେ “OK” ଉପରେ କ୍ଲିକ୍ କର.
+
|| “OK”ରେ କ୍ଲିକ୍ କରନ୍ତୁ |
 
|-
 
|-
 
||02:06
 
||02:06
||ଏହା ସମ୍ବନ୍ଧରେ ବିସ୍ତୃତ ଭାବରେ ଆମେ ଅନ୍ୟ ଏକ ଟ୍ୟୁଟୋରିଆଲ ରେ ଶିଖିବା.
+
|| ଅନ୍ୟ ଟ୍ୟୁଟୋରିଆଲ୍ ରେ ଆମେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ କରି ପଢିବା |
 
|-
 
|-
 
||02:11
 
||02:11
||ଡକ୍ୟୁମେଣ୍ଟ ଦେଖିବା ପାଇଁ ଅନ୍ୟଏକ ଅପସନ୍ ଅଛି ଯାହାକୁ “Zoom” କହନ୍ତି. 
+
||ଡକ୍ୟୁମେଣ୍ଟ୍ ଦେଖିବା ପାଇଁ ଥିବା ଅନ୍ୟ ଏକ ଅପ୍ସନ୍ କୁ “Zoom” କୁହାଯାଏ |
 
|-
 
|-
 
||02:17
 
||02:17
||ମେନ୍ୟୁ ବାର୍ ରେ “View” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Zoom” ଉପରେ କ୍ଲିକ୍ କର.
+
|| ମେନୁ ବାର୍ ରେ ଥିବା “View” ଅପ୍ସନ୍ କୁ କ୍ଲିକ୍ କରି “Zoom” କ୍ଲିକ୍ କରନ୍ତୁ |
 
|-
 
|-
 
||02:22
 
||02:22
||ଆମେ ଦେଖୁଁ ଯେ “Zoom ଏବଂ View Layout” ଡାଇଲୋଗ୍ ବୋକ୍ସ ଆମ ଆଗରେ ଦେଖାଦିଏ.
+
|| ଏକ “Zoom and View Layout” ଡାୟଲଗ୍ ବକ୍ସ ଆମ ସମ୍ମୁଖରେ ଦେଖାଯିବ |
 
|-
 
|-
 
||02:27
 
||02:27
||ଏହାର ଶୀର୍ଷରେ ଉଲ୍ଲିଖିତ ବିଷୟ ହେଲା, “Zoom factor” ଏବଂ “View layout”.
+
||“Zoom factor” “View layout” ନାମରେ ଏହା ଉପରେ ହେଡିଙ୍ଗ୍ସ ଥାଏ |
 
|-
 
|-
 
||02:34
 
||02:34
||“Zoom factor” କରେନ୍ଟ୍ ଡକ୍ୟୁମେଣ୍ଟ ଏବଂ ସମାନ ପ୍ରକାର ସବୁ  ଡକ୍ୟୁମେଣ୍ଟ ଗୁଡିକୁ ପ୍ରଦଶ୍ରୀତ କରିବା ପାଇଁ ଜୁମ୍ ଫେକଟର୍ (zoom factor) ପ୍ରସ୍ତୁତ କରେ ଯାହା ଆପଣ ପରେ ଖୋଲିପାରେବେ.
+
|| ସାମ୍ପ୍ରତିକ ଡକ୍ୟୁମେଣ୍ଟ୍ ଓ ତା’ପରେ ଓପନ୍ କରାଯାଇଥିବା ସେହି ସମାନ ଟାଇପ୍ ର ସମସ୍ତ ଡକ୍ୟୁମେଣ୍ଟ୍ ଡିସପ୍ଲେ କରିବାକୁ “Zoom factor” ଟି ଜୁମ୍ ଫ୍ୟାକ୍ଟର୍ କୁ ସେଟ୍ କରେ |
 
|-
 
|-
 
||02:43
 
||02:43
||ଏହା ବ୍ୟବହାର ଯୋଗ୍ୟ ଅପସନ୍ ଅଟେ ଯାହା ଆମେ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା.
+
|| ଏଥିରେ ଉପଯୋଗୀ ଅପ୍ସନ୍ ଗୁଡିକ ଥାଏ ଯାହା ଗୋଟିଏ ଗୋଟି ଏ କରି ଆଲୋଚନା କରିବା |
 
|-
 
|-
 
||02:48
 
||02:48
||“Optimal” ଅପସନ୍ ଉପରେ କ୍ଲିକ୍ କରି ଆପଣ ଡକ୍ୟୁମେଣ୍ଟ ର ସବୁଠାରୁ ଅଧିକ ଅନୁକୁଳ ଦୃଶ୍ୟ ପାଆନ୍ତି.
+
|| “Optimal” ଅପ୍ସନ୍ କୁ କ୍ଲିକ୍ କଲେ ଡକ୍ୟୁମେଣ୍ଟ୍ ର ସବୁଠାରୁ ଅନୁକୂଳ ଦୃଶ୍ୟ ମିଳିଥାଏ |
 
|-
 
|-
 
||02:55
 
||02:55
||“Fit width and height” ଦୃଶ୍ୟ ଡକ୍ୟୁମେଣ୍ଟ ର ପେଜ୍ ରେ ସମ୍ପୁର୍ଣ ଲମ୍ବା ଏବଂ ଓସାର ସର୍ବତ୍ର ଫିଟ୍ କରେ. ଏଥିପାଇଁ, ଏହା ଏକ ସମୟରେ ଏକ ପେଜ୍ ପ୍ରଦଶ୍ରୀତ କରେ.
+
|| “Fit width and height” ଭିଉ ଡକ୍ୟୁମେଣ୍ଟ୍ କୁ ପେଜ୍ ର ସମ୍ପୂର୍ଣ୍ଣ ପ୍ରସ୍ଥ ଓ ଉଚ୍ଚତା ସହିତ ଫିଟ୍ କରିଦିଏ | ସେହିଭଳି ଏହା ଥରକରେ ଗୋଟିଏ ପେଜ୍ ଡିସପ୍ଲେ କରିଥାଏ |
 
|-
 
|-
 
||03:05
 
||03:05
||ଏହା ଡକ୍ୟୁମେଣ୍ଟ ବିଭିନ୍ନ ପେଜ୍ ଗୁଡିକୁ ଦେଖିବା ଏବଂ ଏଡିଟିଂଗ୍ କରିବା ପାଇଁ ଅଧିକ ସରଳ କରେ.
+
|| ଏକ ଡକ୍ୟୁମେଣ୍ଟ୍ ଏକାଧିକ ପେଜ୍ ର ଭିଉଇଙ୍ଗ୍ ଓ ଏଡିଟିଙ୍ଗ୍ କୁ ଏହା ଅତି ସରଳ କରିଥାଏ |
 
|-
 
|-
 
||03:11
 
||03:11
||ପରବର୍ତୀ ଅପସନ୍ Fit to Width ଅଟେ. ଏହା ପେଜ୍ କୁ ଏହାର ଚଉଡା ରେ ଯୋଗ୍ୟ କରେ.
+
|| ପରବର୍ତ୍ତୀ ଅପ୍ସନ୍ ହେଉଛି Fit to Width | ଏହା ପେଜ୍ ଟିକୁ ତାହାର ପ୍ରସ୍ଥ ସହିତ ଫିଟ୍ କରିଦିଏ |
 
|-
 
|-
 
||03:17
 
||03:17
||100% view, ପେଜ୍ ଗୁଡିକର ଏହାର ପ୍ରକୃତ ଆକାରରେ ପ୍ରଦଶ୍ରୀତ କରେ.
+
||100% ଭିଉ ପେଜ୍ ଟିକୁ ନିଜର ପ୍ରକୃତ ସାଇଜରେ ପ୍ରଦର୍ଶିତ କରିଥାଏ |
 
|-
 
|-
 
||03:23
 
||03:23
||ପରବର୍ତୀ ଆମ ପାଖରେ “Variable” ନାମକ ସବୁଠାରୁ ଗୁରୁତ୍ତପୁର୍ଣ viewing ଅପସନ୍ ଅଛି.  
+
||Next we have the most important viewing option called the “Variable”.
 +
ଏହାପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଉଇଙ୍ଗ୍ ଅପ୍ସନ୍ ହେଉଛି “Variable” |
 
|-
 
|-
 
||03:28
 
||03:28
||variable ଫିଲଡ୍ ରେ ଆପଣ ଜୁମ୍ ଫେକଟର୍ (zoom factor) ଏନ୍ଟର୍ କରିପାରିବେ ଯେଉଁଠାରେ ଆପଣ  ଡକ୍ୟୁମେଣ୍ଟ ପ୍ରଦଶ୍ରୀତ କରିବାକୁ ଚାହଁ.
+
|| ଯେଉଁ ଜୁମ୍ ଫ୍ୟାକ୍ଟର୍ ରେ ଡକ୍ୟୁମେଣ୍ଟ୍ କୁ ଡିସପ୍ଲେ କରିବାକୁ ଥିବ ତାହାକୁ ଆପଣ ଭାରିଏବଲ୍ ଫିଲ୍ଡରେ ଏଣ୍ଟର୍ କରିପାରିବେ |
 
|-
 
|-
 
||03:35
 
||03:35
||ଉଦାହରଣ ସ୍ବରୁପ, “Variable” ଫିଲଡ୍ ରେ  “75%” ଭେଲ୍ୟୁ (value) ଏନ୍ଟର୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
+
|| ଉଦାହରଣ ସ୍ୱରୂପ, “Variable” ଫିଲ୍ଡର ଭାଲ୍ୟୁ ଭାବରେ “75%” ଏଣ୍ଟର୍ କରି “OK” ବଟନ୍ ଉପରେ କ୍ଲିକ୍ କରିବା |
 
|-
 
|-
 
||03:43
 
||03:43
||ଏହିପରି ଭାବରେ, ଡକ୍ୟୁମେଣ୍ଟ ଗୁଡିକୁ ଦେଖିବା ଏବଂ ଏଡିଟିଂଗ୍ କରିବା ପାଇଁ ଜୁମ୍ ଫେକଟର୍ (zoom factor) କୁ ପରିବର୍ତନ କରିପାରିବେ ଆପଣକଂର  ଆବଶ୍ୟକତା ଏବଂ ସୁବିଧା ଅନୁସାରେ.
+
|| ସେହିଭଳି, ଡକ୍ୟୁମେଣ୍ଟ୍ ଦେଖିବା ଓ ଏଡିଟ କରିବା ପାଇଁ ଆବଶ୍ୟକତା ସୁବିଧା ଅନୁସାରେ ଜୁମ୍ ଫ୍ୟାକ୍ଟର୍ ବଦଳା ଯାଇପାରିବ|
 
|-
 
|-
 
||03:51
 
||03:51
||ଡାଇଲୋଗ୍ ବୋକ୍ସ ରେ ଅନ୍ୟ ବିଶେଷ ଗୁଣ “View layout” ଅଟେ.
+
|| ଡାୟଲଗ୍ ବକ୍ସର ଅନ୍ୟ ଫିଚର୍ ହେଉଛି “View layout”
 
|-
 
|-
 
||03:56
 
||03:56
||“View layout” ଅପସନ୍ ଟେକ୍ସ୍ତେଟ୍ ଡକ୍ୟୁମେଣ୍ଟ ପାଇଁ ଅଟେ.
+
|| “View layout” ଟେକ୍ସଟ୍ ଡକ୍ୟୁମେଣ୍ଟ୍ ପାଇଁ ଥାଏ |
 
+
 
|-
 
|-
 
||03:59
 
||03:59
||ଡକ୍ୟୁମେଣ୍ଟ ରେ ବିଭିନ୍ନ ଭିୟ୍ୟୁ ଲେଏ ଆଉଟ୍ ସେଟିଂଗ୍ (view layout setting) ଗୁଡିକର ପ୍ରଭାବ କୁ ଦେଖିବାକୁ ଏହା ଜୁମ୍ ଫେକଟର୍ କମ୍ କରିବା ପାଇଁ ବ୍ୟବହାର ହୁଏ.
+
|| ଡକ୍ୟୁମେଣ୍ଟ୍ ରେ ବିଭିନ୍ନ ଭିଉ ଲେ’ ଆଉଟ୍ ସେଟିଙ୍ଗ୍ ଗୁଡିକର ପ୍ରଭାବ ଦେଖିବାକୁ ଜୁମ୍ ଫ୍ୟାକ୍ଟର୍ କୁ ହ୍ରାସ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
 
|-
 
|-
 
||04:07
 
||04:07
||ଏଥିରେ କ୍ରମଅନୁସାରେ ଗୋଟିଏ ତଳେ ଗୋଟିଏ ଏବଂ ଆଖ ପାଖରେ ପେଜ୍ ଗୁଡିକୁ ପ୍ରଦଶ୍ରୀତ କରିବା ପାଇଁ Automatic” ଏବଂ “Single page” ପରି ଅପସନ୍ ଗୁଡିକ ଅଛି.
+
|| ଏଥିରେ, ପେଜ୍ ଗୁଡିକୁ ପାଖାପାଖି ଓ ଗୋଟିଏ ତଳେ ଆଉ ଗୋଟିଏ କରି ଡିସପ୍ଲେ ପାଇଁ ଯଥାକ୍ରମେ “Automatic” ଓ “Single page” ଭଳି ଅପ୍ସନ୍ ଗୁଡିକ ରହିଛି |
 
|-
 
|-
 
||04:18
 
||04:18
||ଉଦାହରଣ ସ୍ବରୁପ, ଯଦି ଆମେ “Zoom factor” ତଳେ “Fit width and height” ଅପସନ୍  ବାଛିବା, ପରେ “View layout” ଅପସନ୍ ର ତଳେ “Single page” ଅପସନ୍ ଉପରେ କ୍ଲିକ୍ କରିବା ଏବଂ ଶେଷରେ “OK” ବଟନ୍ ଉପରେ କ୍ଲିକ୍ କରିବା,  ଆମେ ଦେଖୁଁ ଯେ ପେଜ୍ ଗୁଡିକ ଗୋଟିଏ ତଳେ ଅନ୍ୟ ଟି ପ୍ରଦଶ୍ରୀତ ହୋଇଛି.
+
|| ଉଦାହରଣ ସ୍ୱରୂପ, ଯଦି ଆମେ “Zoom factor” ତଳେ ଥିବା “Fit width and height” ଅପ୍ସନ୍ କୁ ଚୟନ କରି “View layout” ଅପ୍ସନ୍ ତଳେ ଥିବା “Single page” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରିବା ତେବେ ପେଜ୍ ଗୁଡିକ ତଳକୁ ତଳ ହୋଇ ଡିସପ୍ଲେ ହେବ |
 
|-
 
|-
 
||04:36
 
||04:36
||ବର୍ତମାନ “Automatic” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
+
|| ବର୍ତ୍ତମାନ “Automatic” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 
|-
 
|-
 
||04:42
 
||04:42
||ଆପଣ  ଦେଖ ଯେ ପେଜ୍ ଗୁଡିକ ଆଖ ପାଖ ପଧତି ରେ ପ୍ରଦଶ୍ରୀତ ହୋଇଛି.
+
|| ପେଜ୍ ଗୁଡିକ ପାଖକୁ ପାଖ ହୋଇ ଡିସପ୍ଲେ ହୋଇଥିବାର ଆପଣ ଦେଖିବେ |
 
|-
 
|-
 
||04:48
 
||04:48
||ରାଇଟର୍ ଷ୍ଟେଟସ୍ ବାର୍ ( Writer Status Bar) ଉପରେ ତିନୋଟି controls ମଧ୍ୟ ଆମର ଡକ୍ୟୁମେଣ୍ଟ କୁ ଭିୟ୍ୟୁ ଲେଏ ଆଉଟ୍ (view layout) ଏବଂ ଜୁମ୍ କୁ ବଦେଳେଇବା ପାଇଁ ଅନୁମତି ଦିଏ.
+
|| ରାଇଟର୍ ଷ୍ଟାଟସ୍ ବାର୍ ଉପରେ ଥିବା ତିନୋଟି କଣ୍ଟ୍ରୋଲ୍ ମଧ୍ୟ ଡକ୍ୟୁମେଣ୍ଟ୍ ର ଜୁମ୍ ଓ ଲେ’ ଆଉଟ୍ ଭିଉ ବଦଳାଇଥାଏ |
 
|-
 
|-
 
||04:56
 
||04:56
||ଭିୟ୍ୟୁ ଲେଏ ଆଉଟ୍ ଆଇକନ୍ (view layout icons) ଗୁଡିକ ବାମ ରୁ ଡାହାଣକୁ ନିମ୍ନ୍ନଲିଖିତ ଅଟେ: ସିଂଗିଲ୍ କଲୋମ୍ ମୋଡ (Single column mode), ଆଖ ପାଖ ପେଜ୍ ଗୁଡିକ ସହିତ ଭିୟ୍ୟୁ ମୋଡ (view mode), ଏବଂ ଏକ ଖୋଲା ବହି ରେ ଦୁଈ ପେଜ୍ ସହିତ ବୁକ୍ ମୋଡ଼.
+
|| ବାମରୁ ଡାହାଣ ପାର୍ଶ୍ୱକୁ ଥିବା ଭିଉ ଲେଆଉଟ୍ ଆଇକନ୍ ଗୁଡିକ ହେଉଛି: ସିଙ୍ଗଲ୍ କଲମ୍ ମୋଡ୍, ଭିଉ ମୋଡ୍ ୱିଥ୍ ପେଜେସ୍ ସାଇଡ୍ ବାଏ ସାଇଡ୍ ଓ ବୁକ୍ ମୋଡ୍ ୱିଥ୍ ଟୁ ପେଜେସ୍ ଆଜ୍ ଇନ୍ ଆନ୍ ଓପନ୍ ବୁକ୍ |
 
|-
 
|-
 
||05:11
 
||05:11
||ଆମେ ଏକ ପେଜ୍ କୁ ଜୁମ୍ କରିବା ପାଇଁ ଜୁମ୍ ସ୍ଲାଇଡର୍ କୁ ଡାହାଣ କୁ କିମ୍ବା ଅଧିକ ପେଜ୍ ଗୁଡିକୁ ଦେଖିବା ପାଇଁ ବାମ ପାଖକୁ ଡ୍ରାଗ୍ କରିପାରିବା.
+
|| ପେଜ୍ ମଧ୍ୟରେ ଜୁମ୍ କରିବା ପାଇଁ ଆମେ ଜୁମ୍ ସ୍ଲାଇଡର୍ କୁ ଡାହାଣ ପଟକୁ ଓ ଅଧିକ ପେଜ୍ ଦେଖିବା ପାଇଁ ଏହାକୁ ବାମ ପଟକୁ ମଧ୍ୟ ଡ୍ରାଗ୍ କରିପାରିବା |
 
|-
 
|-
 
||05:20  
 
||05:20  
||ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ରେ ପ୍ରିଣ୍ଟ୍ଇଂଗ୍ (printing) ସମ୍ବନ୍ଧରେ ଶିଖିବା ପୁର୍ବରୁ, ଚାଲ ଆମେ “Page preview” ସମ୍ବନ୍ଧରେ ରେ କିଛି ଶିଖିବା.
+
|| ଲିବର ଅଫିସ୍ ରାଇଟର୍ ରେ ଥିବା “printing” ବିଷୟରେ ପଢିବା ପୂର୍ବରୁ ଆସନ୍ତୁ “Page preview” ବିଷୟରେ କିଛି ପଢିବା |
 
|-
 
|-
 
||05:28
 
||05:28
||“File” ଉପରେ କ୍ଲିକ୍ କର ଏବଂ “Page Preview” ଉପରେ କ୍ଲିକ୍ କର.
+
|| “File”ରେ କ୍ଲିକ୍ କରି “Page Preview”ରେ କ୍ଲିକ୍ କରନ୍ତୁ
 
|-
 
|-
 
||05:32
 
||05:32
|| “Page Preview” ବାର୍ ଦେଖାଏ ଯେବେ ଆପଣ ପେଜ୍ ପରଭିୟ୍ୟୁ ମୋଡ଼ (page preview mode) ରେ କରେନ୍ଟ୍ ଡକ୍ୟୁମେଣ୍ଟ ଦେଖ.
+
|| ପେଜ୍ ପ୍ରିଭିଉ ମୋଡ୍ ରେ ସାମ୍ପ୍ରତିକ ଡକ୍ୟୁମେଣ୍ଟ୍ ଟିକୁ ଦେଖିବାବେଳେ “Page Preview” ବାର୍ ଟି ଦେଖାଯାଇଥାଏ |
 
|-
 
|-
 
||05:38
 
||05:38
||ଏହା ମୁଳତଃ: ଦେଖାଏ ଯେ ଆପଣକଂର ଡକ୍ୟୁମେଣ୍ଟ କିପରି ଦେଖାଏ ଯେବେ ଏହା ପ୍ରିଣ୍ଟ୍ ହୋଇଥାଏ.
+
|| ଏହା ସାଧାରଣତଃ, ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯିବ ତାହା ଦେଖାଇଥାଏ |
 
|-
 
|-
 
||05:44
 
||05:44
||ଆପଣ ଆମର resume.odt ଫାଇଲ୍ ର ପରଭିୟ୍ୟୁ (preview) ଦେଖିପାରିବେ.
+
|| ଆମର resume.odt fileର ପ୍ରିଭିଉକୁ ଆପଣ ଦେଖିପାରିବେ |
 
|-
 
|-
 
||05:50
 
||05:50
||ଏଠାରେ ପରଭିୟ୍ୟୁ ପେଜ୍ (preview page) ର ଟୁଲ୍ ବାର୍ ରେ ବିଭିନ୍ନ କଣ୍ଟ୍ରୋଲ ଅପସନ୍ ଗୁଡିକ (controls options) ଅଛି.
+
|| ପ୍ରିଭିଉ ପେଜ୍ ର ଟୁଲ୍ ବାର୍ ରେ ବିଭିନ୍ନ କଣ୍ଟ୍ରୋଲ୍ ଅପ୍ସନ୍ ଗୁଡିକ ଅଛି |
 
|-
 
|-
 
||05:55
 
||05:55
||ଏଠାରେ “Zoom In”, “Zoom Out”, “Next page”, “Previous page” ଏବଂ “Print” ପାଇଁ ଅପସନ୍ ଗୁଡିକ ଅଛି.
+
|| “Zoom In”, “Zoom Out”, “Next page”, “Previous page” “Print” ପାଇଁ ଅପ୍ସନ୍ ଗୁଡିକ ରହିଛି |
 
|-
 
|-
 
||06:03
 
||06:03
||ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ସହିତ ପେଜ୍ ପର୍ ଭିୟ୍ୟୁ (Page Preview) ରେ ଡକ୍ୟୁମେଣ୍ଟ ଗୁଡିକୁ କିପରି ଦେଖିବା, ଶିଖିସାରିବା ପରେ, ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ରେ କିପରି ଏକ ପ୍ରିଣ୍ଟର୍ ଫୁନ୍କସନ୍ (function) କରେ ବର୍ତମାନ ଆମେ ଶିଖିବା.
+
||After learning how to view documents in LibreOffice Writer as well as Page Preview, we will now learn how a “Printer” functions in LibreOffice Writer.
 +
ଲିବର ଅଫିସ୍ ରାଇଟର୍ ରେ ପେଜ୍ ପ୍ରିଭିଉ ସମେତ ଡକ୍ୟୁମେଣ୍ଟ୍ ଗୁଡିକ କିଭଳି ଦେଖାଯାଇପାରିବ ତାହା ଜାଣିବା ପରେ ଏକ “Printer” କିଭଳି କାର୍ଯ୍ୟ କରିଥାଏ ତାହା ଶିଖିବା |
 
|-
 
|-
 
||06:15  
 
||06:15  
||ସାଧାରଣ ସବ୍ଦ ରେ ପ୍ରିଣ୍ଟର୍, ଏକ ଡକ୍ୟୁମେଣ୍ଟ କୁ ପ୍ରିଣ୍ଟ୍ କରିବା ପାଇଁ ବ୍ୟବହାର ଯୋଗ୍ୟ ଏକ ଆଉଟ୍ ପୁଟ୍ ଡିଭାଇସ୍ (output device) ଅଟେ.
+
||A printer, in simple words, is an output device used to print a document.
 +
ସରଳ ଶବ୍ଦରେ ଏକ ପ୍ରିଣ୍ଟର୍ ହେଉଛି, ଏକ ଡକ୍ୟୁମେଣ୍ଟ୍ ପ୍ରିଣ୍ଟ୍ କରିବା ପାଇଁ ଏକ ଆଉଟ୍ ପୁଟ୍ ଉପକରଣ |
 
|-
 
|-
 
||06:21
 
||06:21
||ବର୍ତମାନ ଆମେ ଦେଖିବା ପ୍ରିଣ୍ଟ୍ ର ବିଭିନ୍ନ ଅପସନ୍ ଗୁଡିକୁ କିପରି ଏକସେସ୍ (access) କରିବା.
+
|| ପ୍ରିଣ୍ଟ୍ ର ବିଭିନ୍ନ ଅପ୍ସନ୍ ଗୁଡିକ କିଭଳି ଆକ୍ସେସ୍ କରାଯିବ ତାହା ଦେଖିବା |
 
|-
 
|-
 
||06:26
 
||06:26
||“Tools” ଉପରେ କ୍ଲିକ୍ କର, ପରେ “Options” ଉପରେ କ୍ଲିକ୍ କର. 
+
|| “Tools” ରେ କ୍ଲିକ୍ କରି -> “Options” ରେ କ୍ଲିକ୍ କରନ୍ତୁ
 
|-
 
|-
 
||06:32
 
||06:32
||ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ର ପାଖରେ (arrow) ଏରୋ ଉପରେ କ୍ଲିକ୍ କର ଏବଂ ଶେଷରେ “Print” ଉପରେ କ୍ଲିକ୍ କର.
+
|| “LibreOffice Writer“ ନିକଟସ୍ଥ ତୀର ଚିହ୍ନରେ କ୍ଲିକ୍ କରନ୍ତୁ ଓ ଶେଷରେ “Print”ରେ କ୍ଲିକ୍ କରନ୍ତୁ |
 
|-
 
|-
 
||06:38
 
||06:38
||ସ୍କ୍ରିନ୍ ଉପରେ ଏକ ଡାଇଲୋଗ୍ ବୋକ୍ସ ଦେଖାଦିଏ ଯାହା ଆପଣଂକୁ ସେଠାରୁ ବାଛିବା ପାଇଁ ଅପସନ୍ ଦିଆଯାଇଛି.
+
|| ଚୟନ କରିବା ପାଇଁ ଅପ୍ସନ୍ ଗୁଡ଼ିକ ସହିତ ସ୍କ୍ରିନ୍ ରେ ଏକ ଡାୟଲଗ୍ ବକ୍ସ ଦେଖାଯିବ |
 
|-
 
|-
 
||06:43
 
||06:43
||ତେଣୁ ଡିଫଲଟ୍ ସେଟିଂଗ୍ (default setting) ଗୁଡିକୁ ରଖ ଏବଂ “OK” ବଟମ୍ ଉପରେ କ୍ଲିକ୍ କର.
+
|| ଆମେ ଡିଫଲ୍ଟ ସେଟିଙ୍ଗ୍ ଗୁଡିକ ଅପରିବର୍ତ୍ତିତ ରଖି “OK” ବଟନ୍ ରେ କ୍ଲିକ୍ କରିବା |
 
|-
 
|-
 
||06:49
 
||06:49
||ବର୍ତମାନ, ସମ୍ପୁର୍ଣ ଡକ୍ୟୁମେଣ୍ଟ କୁ ସିଧା ପ୍ରିଣ୍ଟ୍ କରିବା ପାଇଁ, ଟୁଲ୍ ବାର୍ ରେ “Print File Directly” ଆଇକନ୍ ଉପରେ କ୍ଲିକ୍ କର.
+
|| ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା ପାଇଁ ଟୁଲ୍ ବାର୍ ରେ ଥିବା “Print File Directly” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
 
|-
 
|-
 
||06:56
 
||06:56
||ଏହାକୁ କୁଇକ୍ ପ୍ରିଣ୍ଟିଂଗ୍ (Quick Printing) କହନ୍ତି.
+
|| ଏହା କ୍ୱିକ୍ ପ୍ରିଣ୍ଟିଙ୍ଗ୍ ଭାବେ ଜଣାଯାଏ |
 
|-
 
|-
 
||07:00  
 
||07:00  
||“Print” ଅପସନ୍ ଏକସେସ୍ ଏବଂ ଡିଫଲଟ୍ ସେଟିଂଗ୍ (default setting) ଗୁଡିକୁ ପରିବର୍ତନ କରିବା ଦ୍ବାରା ଆପଣ କୌଣସି ଡକ୍ୟୁମେଣ୍ଟ ର ପ୍ରିଣ୍ଟିଂଗ୍ ଉପରେ ଅଧିକ ନିୟନ୍ତ୍ରଣ କରିପାରିବେ.
+
|| “Print” ଅପ୍ସନ୍ କୁ ଆକ୍ସେସ୍ କରିବା ଓ ଡିଫଲ୍ଟ୍ ସେଟିଙ୍ଗ୍ ଗୁଡିକ ବଦଳାଇବା ଦ୍ୱାରା ଡକ୍ୟୁମେଣ୍ଟ୍ ଓ ପ୍ରିଣ୍ଟିଙ୍ଗ୍ ଉପରେ ଅଧିକ ନିୟନ୍ତ୍ରଣ ରହିପାରିବ |
 
|-
 
|-
 
||07:07
 
||07:07
||ମେନ୍ୟୁ ବାର୍ ରେ “File” ମେନ୍ୟୁ ଉପରେ କ୍ଲିକ୍ କର ଏବଂ ପରେ  “Print” ରେ କ୍ଲିକ୍ କର.
+
|| ମେନୁ ବାର୍ ରେ ଥିବା “File” ମେନୁରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
 
|-
 
|-
 
||07:13  
 
||07:13  
||ସ୍କ୍ରିନ୍ ଉପରେ “Print” ଡାଇଲୋଗ୍ ବୋକ୍ସ ଦେଖାଇଦିଏ.
+
|| ସ୍କ୍ରିନ୍ ରେ “Print” ଡାୟଲଗ୍ ବକ୍ସ ଦେଖାଯିବ |
 
|-
 
|-
 
||07:17
 
||07:17
||ଏଠାରେ ସାଧାରଣ ଟେବ୍ ରେ “Generic Printer” ବାଛ.
+
|| ଜେନେରାଲ୍ ଟ୍ୟାବ୍ ରେ ଥିବା “Generic Printer” ଅପ୍ସନ୍ ଟିକୁ ଆମେ ବାଛିବା |
 
|-
 
|-
 
||07:22
 
||07:22
||“All pages” ଅପସନ୍ ଡକ୍ୟୁମେଣ୍ଟ ସବୁ ପେଜ୍ ଗୁଡିକୁ ପ୍ରିଣ୍ଟ୍ କରିବା ପାଇଁ ଅଟେ.
+
|| “All pages” ଅପ୍ସନ୍ ଟି ଡକ୍ୟୁମେଣ୍ଟ୍ ସମସ୍ତ ପେଜ୍ ପ୍ରିଣ୍ଟ୍ କରିବା ପାଇଁ ଉଦ୍ଦିଷ୍ଟ |
 
|-
 
|-
 
||07:28
 
||07:28
||ଯଦି ଆପଣ ପେଜ୍ ଗୁଡିକୁ କ୍ରମରେ ପ୍ରିଣ୍ଟ୍ କରିବା ପାଇଁ ଚାହଁ, ଆପଣ “Pages” ଅପସନ୍ କୁ ବାଛି ପାରିବେ ଏବଂ ଫିଲଡ୍ ରେ କ୍ରମ ଏନ୍ଟର୍ କରି ପାରିବେ. ଉଦାହରଣ ସ୍ବରୁପ, ଆମେ ଏଠାରେ “1-3” ଟାଇପ୍ କରିବା. ଏହା ଡକ୍ୟୁମେଣ୍ଟ ର ପ୍ରଥମ ତିନି ପେଜ୍ କୁ ପ୍ରିଣ୍ଟ୍ କରିବ.
+
|| ଯଦି ଆପଣ କିଛି ସୀମା ମଧ୍ୟରେ ପେଜ୍ ଗୁଡିକ ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ ଆପଣ “Pages” ଅପ୍ସନ୍ ଟିକୁ ବାଛି ଫିଲ୍ଡରେ ରେଞ୍ଜ୍ ପ୍ରବେଶ କରନ୍ତୁ | ଉଦାହରଣ ସ୍ୱରୂପ- ଆମେ ଏଠାରେ “1-3” ଟାଇପ୍ କରିବା | ଏହା ଡକ୍ୟୁମେଣ୍ଟ୍ ର ପ୍ରଥମ ତିନୋଟି ପେଜ୍ ପ୍ରିଣ୍ଟ୍ କରିବ |
 
|-
 
|-
 
||07:44
 
||07:44
||ଯଦି ଆପଣ ଡକ୍ୟୁମେଣ୍ଟ ର ବହୁବିଧ କୋପି ପ୍ରିଣ୍ଟ୍ କରିବା ପାଇଁ ଚାହଁ, ତେବେ “Number of copies” ଫିଲଡ୍ ରେ ଭେଲ୍ୟୁ ଏନ୍ଟର୍ କର. ଚାଲ ଫିଲଡ୍ ରେ “2” ଭେଲ୍ୟୁ ଏନ୍ଟର୍ କରିବା.
+
|| ଯଦି ଆପଣ ଡକ୍ୟୁମେଣ୍ଟ୍ ଟିର ଏକାଧିକ କପି ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ “Number of copies” ଫିଲ୍ଡ୍ ରେ ମୂଲ୍ୟ ଏଣ୍ଟର୍ କରନ୍ତୁ | ଚାଲନ୍ତୁ ଫିଲ୍ଡରେ “2” ଏଣ୍ଟର୍ କରିବା |
 
|-
 
|-
 
||07:54
 
||07:54
||ବର୍ତମାନ ଚାଲ ଡାଇଲୋଗ୍ ବୋକ୍ସ ରେ “Options” ଟେବ୍ ଉପରେ କ୍ଲିକ୍ କରିବା.
+
|| ଚାଲନ୍ତୁ ଡାୟଲଗ୍ ବକ୍ସରେ ଥିବା “Options” ଟ୍ୟାବ୍ ଉପରେ କ୍ଲିକ୍ କରିବା |
 
|-
 
|-
 
||08:00
 
||08:00
||ସ୍କ୍ରିନ୍ ଉପରେ ଅପସନ୍ ର ଏକ ସୁଚୀ ଦେଖାଦିଏ ଯେଉଁଠାରୁ ଆପଣ ଡକ୍ୟୁମେଣ୍ଟ ରେ ବାଛି ପାରିବ ଏବଂ ପ୍ରିଣ୍ଟ୍ କରିପାରିବ.
+
|| ସ୍କ୍ରିନ୍ ରେ ଏକ ତାଲିକା ଦେଖାଯିବ ଯେଉଁଠାରୁ ଆପଣ ବାଛି ପାରିବେ ଓ ଡକ୍ୟୁମେଣ୍ଟ୍ ଭିତରୁ ପ୍ରିଣ୍ଟ୍ କରିପାରିବେ |
 
|-
 
|-
 
||08:07
 
||08:07
||“ Print in reverse page order” ନାମକ ଏକ ଚେକ୍ ବୋକ୍ସ ଆମେ ଦେଖୁଁ.
+
|| “Print in reverse page order” ନାମରେ ଏକ ଚେକ୍ ବକ୍ସ୍ ଆମେ ଦେଖୁ |
 
|-
 
|-
 
||08:12
 
||08:12
||ଏହି ଅପସନ୍ ଏହାକୁ ଅଧିକ ଆଉଟ୍ ପୁଟ୍ ଏକତ୍ର କରିବା ପାଇଁ ସହଜ କରେ.
+
|| ବହୁତ ପରିମାଣର ଆଉଟ୍ ପୁଟ୍ ସଂଗ୍ରହ କରିବାକୁ ଏହି ଅପ୍ସନ୍ ଟି ସହଜ କରିଥାଏ |
 
|-
 
|-
 
||08:16
 
||08:16
||ତେଣୁ ଏହାର ବିପରିତ ଚେକ୍ ବୋକ୍ସ ଉପରେ କ୍ଲିକ୍ କର.
+
|| ତେଣୁ ଏହା ପାଖରେ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
 
|-
 
|-
 
||08:19
 
||08:19
||ବର୍ତମାନ ପ୍ରିଣ୍ଟ୍ ବଟନ୍ ଉପରେ କ୍ଲିକ୍ କର.
+
|| ବର୍ତ୍ତମାନ ପ୍ରିଣ୍ଟ୍ ବଟନ୍ ରେ କ୍ଲିକ୍ କରନ୍ତୁ |
 
|-
 
|-
 
||8:22
 
||8:22
||ଆପଣ ଆପଣକଂର pdf ଡକ୍ୟୁମେଣ୍ଟ ର ମଧ୍ୟ ଏକ ପ୍ରିଣ୍ଟ୍ ଆଉଟ୍ ନେଇପାରିବ.
+
|| ଆପଣ pdf ଡକ୍ୟୁମେଣ୍ଟ୍ ର ମଧ୍ୟ ପ୍ରିଣ୍ଟ୍ ଆଉଟ୍ ନେଇପାରିବେ |
 
|-
 
|-
 
||08:26
 
||08:26
||ଆମେ ଆଗରୁ ଦେଖିଛେ ଯେ ଏକ "dot odt” ଡକ୍ୟୁମେଣ୍ଟ କୁ ଏକ “dot pdf” ଫାଇଲ୍ କୁ କିପରି ପରିବର୍ତନ କରନ୍ତି.
+
|| ଏକ “dot odt” ଡକ୍ୟୁମେଣ୍ଟ୍ କୁ କିଭଳି “dot pdf” ଫାଇଲ୍ ରେ ରୂପାନ୍ତରିତ କରାଯାଏ ତାହା ପୂର୍ବରୁ ଦେଖିସାରିଛେ |
 
|-
 
|-
 
||08:34
 
||08:34
||ଯଦିଓ ଆମେ ଡେକସ୍ଟୋପ୍ ଉପରେ “pdf” ଫାଇଲ୍ ଆଗରୁ ସେଭ୍ କରିଛେ, ଆମେ pdf ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରିବା.
+
|| ଯେହେତୁ ଆମେ ପୁର୍ବରୁ “pdf” ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରିସାରିଛେ, ବର୍ତ୍ତମାନ pdf ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରିବା |
 
|-
 
|-
 
||08:41
 
||08:41
||ବର୍ତମାନ “File” ଅପସନ୍ ଉପରେ କ୍ଲିକ୍ କରିବା ଏବଂ ପରେ “Print” ଉପରେ କ୍ଲିକ୍ କରିବା.
+
|| ବର୍ତ୍ତମାନ “File” ଅପ୍ସନ୍ ରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
 
|-
 
|-
 
||08:47
 
||08:47
||ଚାଲନ୍ତୁ ଡିଫଲଟ୍ ସେଟିଂଗ୍ (default setting) ଗୁଡିକୁ ରଖିବା ଏବଂ ପରେ “Print Preview” ବଟନ୍ ପରେ କ୍ଲିକ୍ କରିବା.
+
||ଡିଫଲ୍ଟ୍ ସେଟିଙ୍ଗ୍ ଗୁଡିକ ଅପରିବର୍ତ୍ତିତ ରଖି “Print Preview” ବଟନ୍ ରେ କ୍ଲିକ୍ କରିବା |
 
|-
 
|-
 
||08:52
 
||08:52
||ଆପଣ ଦେଖ ଯେ ସ୍କ୍ରିନ୍ ଉପରେ ଫାଇଲ୍ ର ପରଭିୟ୍ୟୁ (perview).
+
|| ଫାଇଲ୍ ର ପ୍ରିଭିଉକୁ ଆପଣ ସ୍କ୍ରିନ୍ ଉପରେ ଦେଖିବେ |
 
|-
 
|-
 
||08:56
 
||08:56
||ବର୍ତମାନ ଏହାକୁ ପ୍ରିଣ୍ଟ୍ କରିବା ପାଇଁ ପରଭିୟ୍ୟୁ ପେଜ୍ (perview page) ରେ “Print this document” ଉପରେ କ୍ଲିକ୍ କର.
+
||ଏହାକୁ ପ୍ରିଣ୍ଟ୍ କରିବାକୁ ପ୍ରିଭିଉ ପେଜ୍ ରେ ଥିବା “Print this document” ଆଇକନ୍ ରେ କ୍ଲିକ୍ କରନ୍ତୁ |
 
|-
 
|-
 
||09:04
 
||09:04
||ଲିବ୍ରେ ଅଫିସ୍ ରାଇଟର୍ (LibreOffice Writer) ବିଷୟରେ ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ.
+
||ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆସିଛେ |
 
|-
 
|-
 
||09:09
 
||09:09
||ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:  
+
||ସଂକ୍ଷିପ୍ତରେ, ଆମେ ଯାହା ପଢିଲେ:
 
|-
 
|-
 
||09:11
 
||09:11
||ଭିୟ୍ୟୁଇଂଗ୍ ଡକ୍ୟୁମେଣ୍ଟସ୍ (Viewing Documents).
+
||ଡକ୍ୟୁମେଣ୍ଟସ୍ ଦେଖିବା
 
|-
 
|-
 
||09:13
 
||09:13
||ପ୍ରିଣ୍ଟ୍ଇଂଗ୍  ଡକ୍ୟୁମେଣ୍ଟସ୍ (Printing Documents). 
+
||ଡକ୍ୟୁମେଣ୍ଟସ୍ ପ୍ରିଣ୍ଟ କରିବା
 
|-
 
|-
 
||09:16
 
||09:16
||ବ୍ୟାପକ ନିର୍ଦ୍ଧାରିତ କାର୍ଯ.
+
||କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍
 
|-
 
|-
 
||09:18
 
||09:18
||ରାଇଟର୍ ରେ “This is LibreOffice Writer” ଟେକ୍ସ୍ତେଟ୍ ଲେଖ.
+
|| “This is LibreOffice Writer” ଟେକ୍ସଟ୍ କୁ ରାଇଟର୍ ରେ ଲେଖନ୍ତୁ |
 
|-
 
|-
 
||09:23
 
||09:23
||ଡକ୍ୟୁମେଣ୍ଟ ପୁରା ସ୍କ୍ରିନ୍ ଦୃଶ୍ୟକୁ ଦେଖିବା ପାଇଁ  “Full Screen” ଅପସନ୍ ର ବ୍ୟବହାର କର.
+
|| ଡକ୍ୟୁମେଣ୍ଟ୍ ଫୁଲ୍ ସ୍କ୍ରିନ୍ ଭିଉ ପାଇବାକୁ “Full Screen” ଅପ୍ସନ୍ ବ୍ୟବହାର କରନ୍ତୁ |
 
|-
 
|-
 
||09:29
 
||09:29
||ଡକ୍ୟୁମେଣ୍ଟ ର “optimal” ର ସହିତ “Variable” ଭିୟ୍ୟୁ ପାଇଁ ଜୁମ୍ ଅପସନ୍ ର ବ୍ୟବହାର କର, “variable” ଭେଲ୍ୟୁ “50%ସେଟ୍ କର ଏବଂ ପରେ ଡକ୍ୟୁମେଣ୍ଟ ଦେଖ.
+
|| ଡକ୍ୟୁମେଣ୍ଟ୍ ର “optimal” ଭିଉ ସମେତ “Variable” ଭିଉ ପାଇବାକୁ ଜୁମ୍ ଅପ୍ସନ୍ ବ୍ୟବହାର କରନ୍ତୁ | “variable” ଭାଲ୍ୟୁକୁ “50%”ରେ ସେଟ୍ କରି ଡକ୍ୟୁମେଣ୍ଟ୍ କୁ ଦେଖନ୍ତୁ |
 
|-
 
|-
 
||09:41
 
||09:41
||ଡକ୍ୟୁମେଣ୍ଟ ର “Page preview” କୁ ଯିବା ଏବଂ ପେଜ୍ ଉପରେ ସୀମା ସହିତ ଡକ୍ୟୁମେଣ୍ଟ ର ଦୁଇଟି କୋପି କୁ ପ୍ରିଣ୍ଟ୍ କର.
+
||ଡକ୍ୟୁମେଣ୍ଟ୍ ର “Page preview” କରନ୍ତୁ ଓ ପେଜ୍ ବର୍ଡର୍ ଥିବା ଡକ୍ୟୁମେଣ୍ଟ୍ ର ଦୁଇଟି କପି ପ୍ରିଣ୍ଟ୍ କରନ୍ତୁ|
 
|-
 
|-
 
||9:49
 
||9:49
||ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
+
||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖନ୍ତୁ |
 
|-
 
|-
 
||9:52
 
||9:52
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ |
 
|-
 
|-
 
||9:56
 
||9:56
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
+
|| ଯଦି ଆପଣଙ୍କର୍ ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ତେବେ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
 
|-
 
|-
 
||10:00
 
||10:00
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କାର୍ଯ୍ୟଶାଳା କରିଥାଏ |
 
|-
 
|-
 
||10:06
 
||10:06
||ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
+
|| ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ |
 
|-
 
|-
 
||10:09
 
||10:09
||ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
+
|| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
 
|-
 
|-
 
||10:16
 
||10:16
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ |
 
|-
 
|-
 
||10:20
 
||10:20
||ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
+
|| ଏହା ଭାରତ ସରକାରଙ୍କ MHRDର ICT ର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|-
 
|-
 
||10:28
 
||10:28
||ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
+
|| ଏହି ଅଭିଯାନ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
 
|-
 
|-
 
||10:31
 
||10:31
||spoken hyphen tutorial dot org slash NMEICT hyphen Intro
+
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ
 +
 
|-
 
|-
 
||10:39
 
||10:39
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 +
 
 +
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
|-
 
|-
 
|}
 
|}

Revision as of 13:19, 23 July 2014

Resources for recording Viewing and Printing Text Document

Time Narration
00:00 ଲିବର୍ ଅଫିସ୍ ରାଇଟର୍-ପ୍ରିଣ୍ଟିଙ୍ଗ୍ ଆଣ୍ଡ୍ ଭିଉଇଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ଆପଣଙ୍କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟ ଶିଖିବା:
00:10 ଡକ୍ୟୁମେଣ୍ଟ୍ କୁ ଦେଖିବା
00:12 ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା
00:13 ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:24 ଆସନ୍ତୁ ଲିବର ଅଫିସ୍ ରାଇଟର୍ ରେ ଥିବା ବିଭିନ୍ନ ଭିଉଇଙ୍ଗ୍ ଅପ୍ସନ୍ ଗୁଡିକ ବିଷୟ ଉପରେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
00:31 ରାଇଟର୍ ରେ ପ୍ରସସ୍ତ ଭାବରେ ବ୍ୟବହୃତ ହେଉଥିବା ଦୁଇ ପ୍ରକାରର ଭିଉଇଙ୍ଗ୍ ଅପ୍ସନ୍ ଅଛି |
00:36 ସେଗୁଡିକ ହେଲା “Print Layout” ଓ “Web Layout” |
00:39 ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ କିଭଳି ଦେଖାଯିବ ତାହା “Print Layout” ଅପ୍ସନ୍ ଦର୍ଶାଇଥାଏ |
00:45 ୱେବ୍ ବ୍ରାଉଜର୍ ରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯାଏ ତାହା “Web Layout” ଅପ୍ସନ୍ ଦର୍ଶାଇଥାଏ |
00:50 ଯେତେବେଳେ HTML ଡକ୍ୟୁମେଣ୍ଟ୍ ସୃଷ୍ଟି କରିବାକୁ ହୋଇଥାଏ ତଥା ଡକ୍ୟୁମେଣ୍ଟ୍ ଏଡିଟ୍ କରିବା ପାଇଁ ଫୁଲ୍ ସ୍କ୍ରିନ୍ ମୋଡ୍ ରେ ଦେଖିବା ପାଇଁ ଏହା ଉପଯୋଗୀ ହୋଇଥାଏ |
01:00 “Print Layout” ଅପ୍ସନ୍ ଆକ୍ସେସ୍ କରିବାକୁ “View” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ “Print Layout” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
01:08 “Web Layout” ପାଇଁ ମେନୁ ବାର୍ ରେ ଥିବା “View” ଅପ୍ସନ୍ ରେ କ୍ଲିକ୍ କରି “Web Layout” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:19 ଏହି ଉଭୟ ଅପ୍ସନ୍ ବ୍ୟତୀତ ଡକ୍ୟୁମେଣ୍ଟ୍ କୁ ଫୁଲ୍ ସ୍କ୍ରିନ୍ ମୋଡ୍ ରେ ମଧ୍ୟ ଦେଖିପାରିବେ |
01:26 ଏଥିପାଇଁ ମେନୁ ବାର୍ ରେ ଥିବା “View” ଅପ୍ସନ୍ ଉପରେ କ୍ଲିକ୍ କରି “Full Screen” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:32 ଡକ୍ୟୁମେଣ୍ଟ୍ ଗୁଡିକ ଏଡିଟ୍ କରିବା ସମେତ ପ୍ରୋଜେକ୍ଟର୍ ରେ ପ୍ରୋଜେକ୍ଟ୍ କରିବା ପାଇଁ ମଧ୍ୟ ଫୁଲ୍ ସ୍କ୍ରିନ୍ ମୋଡ୍ ଉପଯୋଗୀ ହୋଇଥାଏ |
01:39 ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିବା ପାଇଁ କୀ’ ବୋର୍ଡରେ ଥିବା “Escape” କୀ’ କୁ ଦବାନ୍ତୁ |
01:44 ଆମେ ଦେଖୁ ଯେ ଡକ୍ୟୁମେଣ୍ଟ୍ ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିଯାଏ |
01:49 ବର୍ତ୍ତମାନ ଭିଉ ମେନୁରେ ଥିବା “Print Layout” ଅପ୍ସନ୍ ଉପରେ କ୍ଲିକ୍ କରିବା |
01:53 ଆଗକୁ ବଢିବା ପୂର୍ବରୁ Insert >> Manual Break କ୍ଲିକ୍ କରି ଓ Page break ଅପ୍ସନ୍ କୁ ବାଛି ଡକ୍ୟୁମେଣ୍ଟ୍ ରେ ଏକ ନୂତନ ପେଜ୍ ଆଡ୍ କରିବା |
02:04 “OK”ରେ କ୍ଲିକ୍ କରନ୍ତୁ |
02:06 ଅନ୍ୟ ଟ୍ୟୁଟୋରିଆଲ୍ ରେ ଆମେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ କରି ପଢିବା |
02:11 ଡକ୍ୟୁମେଣ୍ଟ୍ ଦେଖିବା ପାଇଁ ଥିବା ଅନ୍ୟ ଏକ ଅପ୍ସନ୍ କୁ “Zoom” କୁହାଯାଏ |
02:17 ମେନୁ ବାର୍ ରେ ଥିବା “View” ଅପ୍ସନ୍ କୁ କ୍ଲିକ୍ କରି “Zoom” କ୍ଲିକ୍ କରନ୍ତୁ |
02:22 ଏକ “Zoom and View Layout” ଡାୟଲଗ୍ ବକ୍ସ ଆମ ସମ୍ମୁଖରେ ଦେଖାଯିବ |
02:27 “Zoom factor” ଓ “View layout” ନାମରେ ଏହା ଉପରେ ହେଡିଙ୍ଗ୍ସ ଥାଏ |
02:34 ସାମ୍ପ୍ରତିକ ଡକ୍ୟୁମେଣ୍ଟ୍ ଓ ତା’ପରେ ଓପନ୍ କରାଯାଇଥିବା ସେହି ସମାନ ଟାଇପ୍ ର ସମସ୍ତ ଡକ୍ୟୁମେଣ୍ଟ୍ ଡିସପ୍ଲେ କରିବାକୁ “Zoom factor” ଟି ଜୁମ୍ ଫ୍ୟାକ୍ଟର୍ କୁ ସେଟ୍ କରେ |
02:43 ଏଥିରେ ଉପଯୋଗୀ ଅପ୍ସନ୍ ଗୁଡିକ ଥାଏ ଯାହା ଗୋଟିଏ ଗୋଟି ଏ କରି ଆଲୋଚନା କରିବା |
02:48 “Optimal” ଅପ୍ସନ୍ କୁ କ୍ଲିକ୍ କଲେ ଡକ୍ୟୁମେଣ୍ଟ୍ ର ସବୁଠାରୁ ଅନୁକୂଳ ଦୃଶ୍ୟ ମିଳିଥାଏ |
02:55 “Fit width and height” ଭିଉ ଡକ୍ୟୁମେଣ୍ଟ୍ କୁ ପେଜ୍ ର ସମ୍ପୂର୍ଣ୍ଣ ପ୍ରସ୍ଥ ଓ ଉଚ୍ଚତା ସହିତ ଫିଟ୍ କରିଦିଏ | ସେହିଭଳି ଏହା ଥରକରେ ଗୋଟିଏ ପେଜ୍ ଡିସପ୍ଲେ କରିଥାଏ |
03:05 ଏକ ଡକ୍ୟୁମେଣ୍ଟ୍ ର ଏକାଧିକ ପେଜ୍ ର ଭିଉଇଙ୍ଗ୍ ଓ ଏଡିଟିଙ୍ଗ୍ କୁ ଏହା ଅତି ସରଳ କରିଥାଏ |
03:11 ପରବର୍ତ୍ତୀ ଅପ୍ସନ୍ ହେଉଛି Fit to Width | ଏହା ପେଜ୍ ଟିକୁ ତାହାର ପ୍ରସ୍ଥ ସହିତ ଫିଟ୍ କରିଦିଏ |
03:17 100% ଭିଉ ପେଜ୍ ଟିକୁ ନିଜର ପ୍ରକୃତ ସାଇଜରେ ପ୍ରଦର୍ଶିତ କରିଥାଏ |
03:23 Next we have the most important viewing option called the “Variable”.

ଏହାପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଉଇଙ୍ଗ୍ ଅପ୍ସନ୍ ହେଉଛି “Variable” |

03:28 ଯେଉଁ ଜୁମ୍ ଫ୍ୟାକ୍ଟର୍ ରେ ଡକ୍ୟୁମେଣ୍ଟ୍ କୁ ଡିସପ୍ଲେ କରିବାକୁ ଥିବ ତାହାକୁ ଆପଣ ଭାରିଏବଲ୍ ଫିଲ୍ଡରେ ଏଣ୍ଟର୍ କରିପାରିବେ |
03:35 ଉଦାହରଣ ସ୍ୱରୂପ, “Variable” ଫିଲ୍ଡର ଭାଲ୍ୟୁ ଭାବରେ “75%” ଏଣ୍ଟର୍ କରି “OK” ବଟନ୍ ଉପରେ କ୍ଲିକ୍ କରିବା |
03:43 ସେହିଭଳି, ଡକ୍ୟୁମେଣ୍ଟ୍ ଦେଖିବା ଓ ଏଡିଟ କରିବା ପାଇଁ ଆବଶ୍ୟକତା ଓ ସୁବିଧା ଅନୁସାରେ ଜୁମ୍ ଫ୍ୟାକ୍ଟର୍ ବଦଳା ଯାଇପାରିବ|
03:51 ଡାୟଲଗ୍ ବକ୍ସର ଅନ୍ୟ ଫିଚର୍ ହେଉଛି “View layout”
03:56 “View layout” ଟେକ୍ସଟ୍ ଡକ୍ୟୁମେଣ୍ଟ୍ ପାଇଁ ଥାଏ |
03:59 ଡକ୍ୟୁମେଣ୍ଟ୍ ରେ ବିଭିନ୍ନ ଭିଉ ଲେ’ ଆଉଟ୍ ସେଟିଙ୍ଗ୍ ଗୁଡିକର ପ୍ରଭାବ ଦେଖିବାକୁ ଜୁମ୍ ଫ୍ୟାକ୍ଟର୍ କୁ ହ୍ରାସ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
04:07 ଏଥିରେ, ପେଜ୍ ଗୁଡିକୁ ପାଖାପାଖି ଓ ଗୋଟିଏ ତଳେ ଆଉ ଗୋଟିଏ କରି ଡିସପ୍ଲେ ପାଇଁ ଯଥାକ୍ରମେ “Automatic” ଓ “Single page” ଭଳି ଅପ୍ସନ୍ ଗୁଡିକ ରହିଛି |
04:18 ଉଦାହରଣ ସ୍ୱରୂପ, ଯଦି ଆମେ “Zoom factor” ତଳେ ଥିବା “Fit width and height” ଅପ୍ସନ୍ କୁ ଚୟନ କରି “View layout” ଅପ୍ସନ୍ ତଳେ ଥିବା “Single page” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରିବା ତେବେ ପେଜ୍ ଗୁଡିକ ତଳକୁ ତଳ ହୋଇ ଡିସପ୍ଲେ ହେବ |
04:36 ବର୍ତ୍ତମାନ “Automatic” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:42 ପେଜ୍ ଗୁଡିକ ପାଖକୁ ପାଖ ହୋଇ ଡିସପ୍ଲେ ହୋଇଥିବାର ଆପଣ ଦେଖିବେ |
04:48 ରାଇଟର୍ ଷ୍ଟାଟସ୍ ବାର୍ ଉପରେ ଥିବା ତିନୋଟି କଣ୍ଟ୍ରୋଲ୍ ମଧ୍ୟ ଡକ୍ୟୁମେଣ୍ଟ୍ ର ଜୁମ୍ ଓ ଲେ’ ଆଉଟ୍ ଭିଉ ବଦଳାଇଥାଏ |
04:56 ବାମରୁ ଡାହାଣ ପାର୍ଶ୍ୱକୁ ଥିବା ଭିଉ ଲେଆଉଟ୍ ଆଇକନ୍ ଗୁଡିକ ହେଉଛି: ସିଙ୍ଗଲ୍ କଲମ୍ ମୋଡ୍, ଭିଉ ମୋଡ୍ ୱିଥ୍ ପେଜେସ୍ ସାଇଡ୍ ବାଏ ସାଇଡ୍ ଓ ବୁକ୍ ମୋଡ୍ ୱିଥ୍ ଟୁ ପେଜେସ୍ ଆଜ୍ ଇନ୍ ଆନ୍ ଓପନ୍ ବୁକ୍ |
05:11 ପେଜ୍ ମଧ୍ୟରେ ଜୁମ୍ କରିବା ପାଇଁ ଆମେ ଜୁମ୍ ସ୍ଲାଇଡର୍ କୁ ଡାହାଣ ପଟକୁ ଓ ଅଧିକ ପେଜ୍ ଦେଖିବା ପାଇଁ ଏହାକୁ ବାମ ପଟକୁ ମଧ୍ୟ ଡ୍ରାଗ୍ କରିପାରିବା |
05:20 ଲିବର ଅଫିସ୍ ରାଇଟର୍ ରେ ଥିବା “printing” ବିଷୟରେ ପଢିବା ପୂର୍ବରୁ ଆସନ୍ତୁ “Page preview” ବିଷୟରେ କିଛି ପଢିବା |
05:28 “File”ରେ କ୍ଲିକ୍ କରି “Page Preview”ରେ କ୍ଲିକ୍ କରନ୍ତୁ
05:32 ପେଜ୍ ପ୍ରିଭିଉ ମୋଡ୍ ରେ ସାମ୍ପ୍ରତିକ ଡକ୍ୟୁମେଣ୍ଟ୍ ଟିକୁ ଦେଖିବାବେଳେ “Page Preview” ବାର୍ ଟି ଦେଖାଯାଇଥାଏ |
05:38 ଏହା ସାଧାରଣତଃ, ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯିବ ତାହା ଦେଖାଇଥାଏ |
05:44 ଆମର resume.odt fileର ପ୍ରିଭିଉକୁ ଆପଣ ଦେଖିପାରିବେ |
05:50 ପ୍ରିଭିଉ ପେଜ୍ ର ଟୁଲ୍ ବାର୍ ରେ ବିଭିନ୍ନ କଣ୍ଟ୍ରୋଲ୍ ଅପ୍ସନ୍ ଗୁଡିକ ଅଛି |
05:55 “Zoom In”, “Zoom Out”, “Next page”, “Previous page” ଓ “Print” ପାଇଁ ଅପ୍ସନ୍ ଗୁଡିକ ରହିଛି |
06:03 After learning how to view documents in LibreOffice Writer as well as Page Preview, we will now learn how a “Printer” functions in LibreOffice Writer.

ଲିବର ଅଫିସ୍ ରାଇଟର୍ ରେ ପେଜ୍ ପ୍ରିଭିଉ ସମେତ ଡକ୍ୟୁମେଣ୍ଟ୍ ଗୁଡିକ କିଭଳି ଦେଖାଯାଇପାରିବ ତାହା ଜାଣିବା ପରେ ଏକ “Printer” କିଭଳି କାର୍ଯ୍ୟ କରିଥାଏ ତାହା ଶିଖିବା |

06:15 A printer, in simple words, is an output device used to print a document.

ସରଳ ଶବ୍ଦରେ ଏକ ପ୍ରିଣ୍ଟର୍ ହେଉଛି, ଏକ ଡକ୍ୟୁମେଣ୍ଟ୍ ପ୍ରିଣ୍ଟ୍ କରିବା ପାଇଁ ଏକ ଆଉଟ୍ ପୁଟ୍ ଉପକରଣ |

06:21 ପ୍ରିଣ୍ଟ୍ ର ବିଭିନ୍ନ ଅପ୍ସନ୍ ଗୁଡିକ କିଭଳି ଆକ୍ସେସ୍ କରାଯିବ ତାହା ଦେଖିବା |
06:26 “Tools” ରେ କ୍ଲିକ୍ କରି -> “Options” ରେ କ୍ଲିକ୍ କରନ୍ତୁ
06:32 “LibreOffice Writer“ ନିକଟସ୍ଥ ତୀର ଚିହ୍ନରେ କ୍ଲିକ୍ କରନ୍ତୁ ଓ ଶେଷରେ “Print”ରେ କ୍ଲିକ୍ କରନ୍ତୁ |
06:38 ଚୟନ କରିବା ପାଇଁ ଅପ୍ସନ୍ ଗୁଡ଼ିକ ସହିତ ସ୍କ୍ରିନ୍ ରେ ଏକ ଡାୟଲଗ୍ ବକ୍ସ ଦେଖାଯିବ |
06:43 ଆମେ ଡିଫଲ୍ଟ ସେଟିଙ୍ଗ୍ ଗୁଡିକ ଅପରିବର୍ତ୍ତିତ ରଖି “OK” ବଟନ୍ ରେ କ୍ଲିକ୍ କରିବା |
06:49 ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା ପାଇଁ ଟୁଲ୍ ବାର୍ ରେ ଥିବା “Print File Directly” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:56 ଏହା କ୍ୱିକ୍ ପ୍ରିଣ୍ଟିଙ୍ଗ୍ ଭାବେ ଜଣାଯାଏ |
07:00 “Print” ଅପ୍ସନ୍ କୁ ଆକ୍ସେସ୍ କରିବା ଓ ଡିଫଲ୍ଟ୍ ସେଟିଙ୍ଗ୍ ଗୁଡିକ ବଦଳାଇବା ଦ୍ୱାରା ଡକ୍ୟୁମେଣ୍ଟ୍ ଓ ପ୍ରିଣ୍ଟିଙ୍ଗ୍ ଉପରେ ଅଧିକ ନିୟନ୍ତ୍ରଣ ରହିପାରିବ |
07:07 ମେନୁ ବାର୍ ରେ ଥିବା “File” ମେନୁରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
07:13 ସ୍କ୍ରିନ୍ ରେ “Print” ଡାୟଲଗ୍ ବକ୍ସ ଦେଖାଯିବ |
07:17 ଜେନେରାଲ୍ ଟ୍ୟାବ୍ ରେ ଥିବା “Generic Printer” ଅପ୍ସନ୍ ଟିକୁ ଆମେ ବାଛିବା |
07:22 “All pages” ଅପ୍ସନ୍ ଟି ଡକ୍ୟୁମେଣ୍ଟ୍ ର ସମସ୍ତ ପେଜ୍ ପ୍ରିଣ୍ଟ୍ କରିବା ପାଇଁ ଉଦ୍ଦିଷ୍ଟ |
07:28 ଯଦି ଆପଣ କିଛି ସୀମା ମଧ୍ୟରେ ପେଜ୍ ଗୁଡିକ ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ ଆପଣ “Pages” ଅପ୍ସନ୍ ଟିକୁ ବାଛି ଫିଲ୍ଡରେ ରେଞ୍ଜ୍ ପ୍ରବେଶ କରନ୍ତୁ | ଉଦାହରଣ ସ୍ୱରୂପ- ଆମେ ଏଠାରେ “1-3” ଟାଇପ୍ କରିବା | ଏହା ଡକ୍ୟୁମେଣ୍ଟ୍ ର ପ୍ରଥମ ତିନୋଟି ପେଜ୍ ପ୍ରିଣ୍ଟ୍ କରିବ |
07:44 ଯଦି ଆପଣ ଡକ୍ୟୁମେଣ୍ଟ୍ ଟିର ଏକାଧିକ କପି ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ “Number of copies” ଫିଲ୍ଡ୍ ରେ ମୂଲ୍ୟ ଏଣ୍ଟର୍ କରନ୍ତୁ | ଚାଲନ୍ତୁ ଫିଲ୍ଡରେ “2” ଏଣ୍ଟର୍ କରିବା |
07:54 ଚାଲନ୍ତୁ ଡାୟଲଗ୍ ବକ୍ସରେ ଥିବା “Options” ଟ୍ୟାବ୍ ଉପରେ କ୍ଲିକ୍ କରିବା |
08:00 ସ୍କ୍ରିନ୍ ରେ ଏକ ତାଲିକା ଦେଖାଯିବ ଯେଉଁଠାରୁ ଆପଣ ବାଛି ପାରିବେ ଓ ଡକ୍ୟୁମେଣ୍ଟ୍ ଭିତରୁ ପ୍ରିଣ୍ଟ୍ କରିପାରିବେ |
08:07 “Print in reverse page order” ନାମରେ ଏକ ଚେକ୍ ବକ୍ସ୍ ଆମେ ଦେଖୁ |
08:12 ବହୁତ ପରିମାଣର ଆଉଟ୍ ପୁଟ୍ ସଂଗ୍ରହ କରିବାକୁ ଏହି ଅପ୍ସନ୍ ଟି ସହଜ କରିଥାଏ |
08:16 ତେଣୁ ଏହା ପାଖରେ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
08:19 ବର୍ତ୍ତମାନ ପ୍ରିଣ୍ଟ୍ ବଟନ୍ ରେ କ୍ଲିକ୍ କରନ୍ତୁ |
8:22 ଆପଣ pdf ଡକ୍ୟୁମେଣ୍ଟ୍ ର ମଧ୍ୟ ପ୍ରିଣ୍ଟ୍ ଆଉଟ୍ ନେଇପାରିବେ |
08:26 ଏକ “dot odt” ଡକ୍ୟୁମେଣ୍ଟ୍ କୁ କିଭଳି “dot pdf” ଫାଇଲ୍ ରେ ରୂପାନ୍ତରିତ କରାଯାଏ ତାହା ପୂର୍ବରୁ ଦେଖିସାରିଛେ |
08:34 ଯେହେତୁ ଆମେ ପୁର୍ବରୁ “pdf” ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରିସାରିଛେ, ବର୍ତ୍ତମାନ pdf ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରିବା |
08:41 ବର୍ତ୍ତମାନ “File” ଅପ୍ସନ୍ ରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
08:47 ଡିଫଲ୍ଟ୍ ସେଟିଙ୍ଗ୍ ଗୁଡିକ ଅପରିବର୍ତ୍ତିତ ରଖି “Print Preview” ବଟନ୍ ରେ କ୍ଲିକ୍ କରିବା |
08:52 ଫାଇଲ୍ ର ପ୍ରିଭିଉକୁ ଆପଣ ସ୍କ୍ରିନ୍ ଉପରେ ଦେଖିବେ |
08:56 ଏହାକୁ ପ୍ରିଣ୍ଟ୍ କରିବାକୁ ପ୍ରିଭିଉ ପେଜ୍ ରେ ଥିବା “Print this document” ଆଇକନ୍ ରେ କ୍ଲିକ୍ କରନ୍ତୁ |
09:04 ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଛେ |
09:09 ସଂକ୍ଷିପ୍ତରେ, ଆମେ ଯାହା ପଢିଲେ:
09:11 ଡକ୍ୟୁମେଣ୍ଟସ୍ ଦେଖିବା
09:13 ଡକ୍ୟୁମେଣ୍ଟସ୍ ପ୍ରିଣ୍ଟ କରିବା
09:16 କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍
09:18 “This is LibreOffice Writer” ଟେକ୍ସଟ୍ କୁ ରାଇଟର୍ ରେ ଲେଖନ୍ତୁ |
09:23 ଡକ୍ୟୁମେଣ୍ଟ୍ ର ଫୁଲ୍ ସ୍କ୍ରିନ୍ ଭିଉ ପାଇବାକୁ “Full Screen” ଅପ୍ସନ୍ ବ୍ୟବହାର କରନ୍ତୁ |
09:29 ଡକ୍ୟୁମେଣ୍ଟ୍ ର “optimal” ଭିଉ ସମେତ “Variable” ଭିଉ ପାଇବାକୁ ଜୁମ୍ ଅପ୍ସନ୍ ବ୍ୟବହାର କରନ୍ତୁ | “variable” ଭାଲ୍ୟୁକୁ “50%”ରେ ସେଟ୍ କରି ଡକ୍ୟୁମେଣ୍ଟ୍ କୁ ଦେଖନ୍ତୁ |
09:41 ଡକ୍ୟୁମେଣ୍ଟ୍ ର “Page preview” କରନ୍ତୁ ଓ ପେଜ୍ ବର୍ଡର୍ ଥିବା ଡକ୍ୟୁମେଣ୍ଟ୍ ର ଦୁଇଟି କପି ପ୍ରିଣ୍ଟ୍ କରନ୍ତୁ|
9:49 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖନ୍ତୁ |
9:52 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ |
9:56 ଯଦି ଆପଣଙ୍କର୍ ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ତେବେ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
10:00 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କାର୍ଯ୍ୟଶାଳା କରିଥାଏ |
10:06 ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ |
10:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
10:16 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ |
10:20 ଏହା ଭାରତ ସରକାରଙ୍କ MHRDର ICT ର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:28 ଏହି ଅଭିଯାନ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
10:31 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ
10:39 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep