LibreOffice-Suite-Draw/C3/Import-and-Export-Images/Oriya

From Script | Spoken-Tutorial
Revision as of 13:16, 18 October 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା Import and Export Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ Draw pageରେ ଏମେଜଗୁଡିକୁ import ଓ ଗୋଟିଏ Draw ଫାଇଲକୁ ବିଭିନ୍ନ file formatଗୁଡିକରେ save କରି ଶିଖିବା
00:16 Drawରେ ଆମେ ଉଭୟ vector ଓ bitmap କିମ୍ବା raster ଇମେଜଗୁଡିକୁ import ଓ export କରିପାରିବା
00:23 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:32 RouteMap ଫାଇଲକୁ ଖୋଲନ୍ତୁ
00:35 ଏହି ଟ୍ୟୂଟୋରିଆଲ୍ ଉଦ୍ଦେଶ୍ୟରେ, WaterCycle ଚିତ୍ରର ଗୋଟିଏ JPEG ଫାଇଲକୁ ସୃଷ୍ଟି କରାଯାଇ Desktopରେ ସେଭ୍ କରାଯାଇସରିଛି
00:46 ଏହି ଇମେଜକୁ ଆମ Draw ଫାଇଲ୍ ମଧ୍ୟକୁ import କରନ୍ତୁ
00:49 ଏହି ଇମେଜକୁ ବନ୍ଦ କରନ୍ତୁ
00:52 ପ୍ରଥମେ, ଯେଉଁ pageରେ ଇମେଜଟିକୁ ଇମ୍ପୋର୍ଟ କରିବାକୁ ଚାହାଁନ୍ତି ତାହାକୁ ଚୟନ କରନ୍ତୁ
00:57 ଗୋଟିଏ ନୁତନ ପେଜକୁ ଇନସର୍ଟ କରିବା ସହିତ ଏହାକୁ ଚୟନ କରନ୍ତୁ
01:01 vector କିମ୍ବା bitmap ଇମେଜଗୁଡିକୁ ଇମ୍ପୋର୍ଟ କରିବା ସହିତ Insert ଟାବ୍ ଉପରେ କ୍ଲିକ୍ କରି Picture ଚୟନ କରନ୍ତୁ
01:08 ତା’ପରେ From Fileରେ କ୍ଲିକ୍ କରନ୍ତୁ
01:10 Insert picture ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
01:14 ବର୍ତ୍ତମାନ Water Cycle.jpegକୁ ଚୟନ କରନ୍ତୁ
01:17 ଯଦି Open ଉପରେ କ୍ଲିକ୍ କରନ୍ତି ତେବେ ଇମେଜଟି ଫୀଜିକାଲୀ ଆମ Draw ଫାଇଲରେ ଏମ୍ବେଡ୍ ହୋଇଯିବ
01:24 ଯଦି ଏଠାରେ ଥିବା Link ବକ୍ସରେ ଚେକ୍ କରିବା ତେବେ ଏମେଜଟି path ଦ୍ଵାରା ଲିଙ୍କ ହୋଇଯିବ
01:29 Open ଉପରେ କ୍ଲିକ୍ କରନ୍ତୁ
01:32 ଇମେଜଟି କେବଳ ଗୋଟିଏ link ଭାବେ ଷ୍ଟୋର୍ ହେବ ବୋଲି ଏକ ବାର୍ତ୍ତା ଦୃଶ୍ୟମାନ ହେବ
01:37 Keep Link ଉପରେ କ୍ଲିକ୍ କରନ୍ତୁ
01:40 Draw ଫାଇଲରେ ଛବିଟି ଗୋଟିଏ link ଭାବେ ଇନସର୍ଟ ହୋଇଛି
01:44 ଲିଙ୍କଗୁଡିକୁ ସହଜରେ ବାହାର ମଧ୍ୟ କରିହେବ
01:48 Main ମେନୁକୁ ଯା’ନ୍ତୁ, Editକୁ ଚୟନ କରିବା ସହିତ Linkରେ କ୍ଲିକ୍ କରନ୍ତୁ
01:53 Edit Links ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
01:57 ଏହି ଡାଇଲଗ୍ ବକ୍ସ Draw ଫାଇଲରେ ଥିବା ସମସ୍ତ linkଗୁଡିକୁ ତାଲିକାଭୁକ୍ତ କରିବ
02:02 WaterCycle ଛବି ପାଇଁ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ
02:06 Break Linkରେ କ୍ଲିକ୍ କରନ୍ତୁ
02:09 Draw ଗୋଟିଏ କନଫର୍ମ ବାର୍ତ୍ତା ପ୍ରଦର୍ଶନ କରିବ. Yesରେ କ୍ଲିକ୍ କରନ୍ତୁ
02:14 ଲିଙ୍କଟି ବାହାର ହୋଇଯାଇଛି. ବର୍ତ୍ତମାନ, Close ବଟନ୍ ଉପରେ କ୍ଲିକ୍ କରନ୍ତୁ
02:20 କିନ୍ତୁ, ଆପଣ ଲକ୍ଷ୍ୟ କରନ୍ତୁ ଯେ ଏବେ ମଧ୍ୟ ଛବିଟି ଫାଇଲରେ ଉପସ୍ଥିତ ଅଛି
02:25 ଯେତେବେଳେ ଆପଣ ଗୋଟିଏ ଲିଙ୍କକୁ ବ୍ରେକ୍ କରିବେ, ଛବିଟି ଅଟୋମାଟିକାଲୀ Draw ଫାଇଲରେ ଏମ୍ବେଡ୍ ହୋଇଯିବ
02:31 ବର୍ତ୍ତମାନ ଛବିଟିକୁ ଡିଲିଟ୍ କରନ୍ତୁ. ଛବିଟିକୁ ଚୟନ କରିବା ସହିତ Delete ବଟନକୁ ଦାବନ୍ତୁ
02:39 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
02:42 ଦୁଇଟି Draw file ସୃଷ୍ଟି କରନ୍ତୁ
02:44 ଗୋଟିଏ ଫାଇଲରେ ଏକ ଇମେଜକୁ ଇନସର୍ଟ କରିବା ସହିତ ଏହାକୁ save କରନ୍ତୁ
02:48 ଅନ୍ୟ ଫାଇଲରେ ଗୋଟିଏ ଇମେଜକୁ Embed କରିବା ସହିତ ଏହାକୁ ସେଭ୍ କରନ୍ତୁ
02:52 ଉଭୟ ଫାଇଲର ଆକାରକୁ ତୂଳନା କରନ୍ତୁ
02:55 ଯେଉଁ ଫାଇଲରେ ଇମେଜକୁ ଲିଙ୍କ କରାଯାଇଛି, ସେହି ଇମେଜର ଆକାରକୁ ପରିବର୍ତ୍ତନ କରନ୍ତୁ
03:00 ଅସଲ ଫାଇଲରେ ପରିବର୍ତ୍ତନ ପ୍ରତିଫଳିତ ହେଉଛି କି ନାହିଁ ଯାଞ୍ଚ କରନ୍ତୁ
03:05 ତା’ପରେ, WaterCycle ରେଖାଚିତ୍ରକୁ ଏହି ଫାଇଲ୍ ମଧ୍ୟକୁ ଗୋଟିଏ Draw ଇମେଜ ଭାବେ ସିଧାସଳଖ import କରନ୍ତୁ
03:13 Main ମେନୁରେ Insertରେ କ୍ଲିକ୍ କରିବା ସହିତ Fileକୁ ଚୟନ କରନ୍ତୁ
03:18 Insert File ଡାଇଲଗ୍ ବକ୍ସ ଖୋଲିଯିବ
03:21 ତାଲିକାରୁ, Draw ଫାଇଲ୍ WaterCycle.odgକୁ ଚୟନ କରନ୍ତୁ
03:28 Openରେ କ୍ଲିକ୍ କରନ୍ତୁ
03:30 Insert slides/objects ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
03:34 ଫାଇଲ୍ path ପରେ ଥିବା ପ୍ଲସ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
03:38 ଆପଣ slideଗୁଡିକର ଗୋଟିଏ ତାଲିକା ଥିବା ଦେଖିପାରିବେ
03:41 WaterCycle ରେଖାଚିତ୍ର ସହିତ ପ୍ରଥମ ସ୍ଲାଇଡକୁ ଚୟନ କରନ୍ତୁ
03:46 ଆପଣ page କିମ୍ବା objectକୁ ଗୋଟିଏ link ଭାବେ ମଧ୍ୟ ଇନସର୍ଟ କରିପାରିବେ
03:51 ଏହା କରିବା ପାଇଁ, ଚେକ୍ ବକ୍ସ Linkରେ କ୍ଲିକ୍ କରନ୍ତୁ
03:55 OKରେ କ୍ଲିକ୍ କରନ୍ତୁ
03:57 ଅବଜେକ୍ଟଗୁଡିକ ନୁତନ ଫର୍ମାଟରେ ଫିଟ୍ ହେଉଛନ୍ତି କି ନାହିଁ, ଏହି ପ୍ରଶ୍ନ ସହିତ ଗୋଟିଏ କନଫର୍ମେଶନ୍ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
04:05 Yesରେ କ୍ଲିକ୍ କରନ୍ତୁ
04:07 ସ୍ଲାଇଡଟି ଫାଇଲ୍ ମଧ୍ୟରେ ଗୋଟିଏ ନୁତନ ପେଜରେ ଇନସର୍ଟ ହୋଇଯିବ
04:12 ତା’ପରେ, Drawରୁ ଇମେଜଗୁଡିକୁ export କରି ଶିଖିବା
04:17 Drawରେ ଗୋଟିଏ ଫାଇଲକୁ ଏକ୍ସପୋର୍ଟ କରିବା ଅର୍ଥ- ଗୋଟିଏ Draw ଫାଇଲରେ ରୂପାନ୍ତର କରିବା କିମ୍ବା ଗୋଟିଏ Draw ଫାଇଲର ଏକ ପେଜକୁ କିମ୍ବା ଏକ ଅବଜେକ୍ଟକୁ ଗୋଟିଏ ଭିନ୍ନ ଫାଇଲ୍ ଫର୍ମାଟକୁ ରୂପାନ୍ତର କରିବା
04:29 ଉଦାହରଣସ୍ଵରୂପ, Draw ଫାଇଲ୍ ଗୋଟିଏ PDF, HTML, JPEG କିମ୍ବା ଏକ bitmap ଫାଇଲକୁ ରୂପାନ୍ତର କରାଯାଇପାରିବ
04:39 ଫାଇଲ୍ ଫର୍ମାଟଗୁଡିକ ଯେପରି PDF, Flash ଓ HTML, ସର୍ବଦା ସମଗ୍ର Draw ଫାଇଲକୁ ଏକ୍ସପୋର୍ଟ କରିଥା’ନ୍ତି
04:47 RouteMap ଫାଇଲକୁ ମିନିମାଇଜ୍ କରନ୍ତୁ
04:51 Draw ରେ ଥିବା WaterCycle ରେଖାଚିତ୍ରକୁ କିପରି JPEG ଫର୍ମାଟରେ ରୂପାନ୍ତର ହେବାକୁ ନେଇ ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି?
04:58 ଏହା କିପରି କରାଗଲା ତାହା ମୁଁ ପ୍ରଦର୍ଶନ କରିବି
05:01 WaterCycle ଫାଇଲକୁ ଖୋଲନ୍ତୁ
05:05 ତା’ପରେ, Pages ପ୍ୟାନେଲରୁ, WaterCycle ରେଖାଚିତ୍ର ଥିବା ପେଜକୁ ଚୟନ କରନ୍ତୁ
05:11 Main ମେନୁରେ ଥିବା Fileରେ କ୍ଲିକ୍ କରିବା ସହିତ Exportକୁ ଚୟନ କରନ୍ତୁ
05:16 Export ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
05:18 Filename ଫିଲ୍ଡରେ ନାମ WaterCycleDiagramକୁ ପ୍ରବେଶ କରନ୍ତୁ
05:24 Places ପ୍ୟାନେଲରେ Desktopକୁ ବ୍ରାଉଜ୍ କରିବା ସହିତ ଚୟନ କରନ୍ତୁ
05:29 File type ଫିଲ୍ଡରେ, ବିକଳ୍ପ JPEGକୁ ଚୟନ କରନ୍ତୁ. କିନ୍ତୁ ଆପଣ Draw ଫାଇଲକୁ ଚାହୁଁଥିବା ଯେକୌଣସି ଫାଇଲରେ save କରିପାରିବେ
05:38 Selection ଚେକ୍ ବକ୍ସକୁ ଚେକ୍ କରନ୍ତୁ
05:42 Saveରେ କ୍ଲିକ୍ କରନ୍ତୁ. JPEG Options ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
05:47 ଏହି ଡାଇଲଗ୍ ବକ୍ସରେ ଚୟନ ହୋଇଥିବା ଡିଫଲ୍ଟ ବିକଳ୍ପଗୁଡିକୁ ସେହିପରି ରଖନ୍ତୁ
05:53 OKରେ କ୍ଲିକ୍ କରନ୍ତୁ
05:55 WaterCycle ରେଖାଚିତ୍ର ଥିବା Draw ପେଜ୍ Desktop ଉପରେ ଗୋଟିଏ JPEG ଭାବେ ସେଭ୍ ହୋଇଯାଇଛି
06:02 ଏଠାରେ, Draw ଫାଇଲରୁ କେବଳ ଗୋଟିଏ ମାତ୍ର ପେଜ୍ JPEG ଫାଇଲକୁ ରୂପାନ୍ତର ହୋଇଛି
06:08 ଯଦି ଆପଣ PDF, Flash କିମ୍ବା HTML ଫର୍ମାଟରେ ସେଭ୍ କରିବେ ତେବେ Draw ଫାଇଲରେ ଥିବା ସମସ୍ତ ପେଜଗୁଡିକ ଏକ୍ସପୋର୍ଟ ହୋଇଯିବ
06:18 Draw ରେ ରାଷ୍ଟର୍ ଇମେଜଗୁଡିକୁ edit ମଧ୍ୟ କରାଯାଇପାରିବ
06:22 ରାଷ୍ଟର୍ ଇମେଜଗୁଡିକୁ Format ମେନୁକୁ ବ୍ୟବହାର କରି ଫର୍ମାଟ୍ କରାଯାଇପାରିବ
06:26 ଆପଣ ଏହି ଛବିଗୁଡିକୁ ଏଡିଟ୍ କରିବା ପାଇଁ Picture ଟୂଲ୍ ବାରକୁ ମଧ୍ୟ ବ୍ୟବହାର କରିପାରିବେ
06:31 ଏହା ଆମକୁ LibreOffice Draw ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:37 ଏହି ଟ୍ୟୁଟୋରିଆଲରେ ଆମେ, ଇମେଜଗୁଡିକୁ ଇମ୍ପୋର୍ଟ ଓ ଏକ୍ସପୋର୍ଟ କରିବା ଏବଂ Draw objectଗୁଡିକୁ ବିଭିନ୍ନ ଫାଇଲ୍ ଫର୍ମାଟରେ ସେଭ୍ କରିବା ଶିଖିଲେ
06:47 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
06:50 ଇଣ୍ଡିଭିଜୁଆଲ୍ ଅବଜେକ୍ଟଗୁଡିକୁ କିମ୍ବା ଚୟନୀତ ଅବଜେକ୍ଟଗୁଡିକର ଗୋଟିଏ ଗ୍ରୁପକୁ ମଧ୍ୟ ଏକ୍ସପୋର୍ଟ କରାଯାଇପାରିବ
06:56 Draw ଫାଇଲ୍ WaterCycleରେ ଥିବା କେବଳ ଆକାଶ ଓ ପର୍ବତଗୁଡିକୁ JPEG ଫର୍ମାଟରେ ରୂପାନ୍ତର କରନ୍ତୁ
07:05 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
07:09 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:12 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:28 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:35 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:48 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:01 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep