Difference between revisions of "LibreOffice-Suite-Calc/C3/Using-Charts-and-Graphs/Oriya"

From Script | Spoken-Tutorial
Jump to: navigation, search
(Created page with "or'''Resources for recording''' Using Charts and graphs in Calc {| Border=1 || '''Time''' ||'''Narration''' |- ||00:00 || ଲ...")
 
 
Line 1: Line 1:
or'''Resources for recording'''
 
[[Media:Using Charts and graphs in Calc .zip |Using Charts and graphs in Calc ]]
 
 
 
{| Border=1
 
{| Border=1
 
|| '''Time'''
 
|| '''Time'''
 
||'''Narration'''
 
||'''Narration'''
 +
 
|-
 
|-
 
||00:00
 
||00:00
 
|| ଲିବର୍ ଅଫିସ୍ Calc-ସ୍ପ୍ରେଡ୍ ଶୀଟ୍ସରେ ଚାର୍ଟ୍ସ ପ୍ରବେଶ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 
|| ଲିବର୍ ଅଫିସ୍ Calc-ସ୍ପ୍ରେଡ୍ ଶୀଟ୍ସରେ ଚାର୍ଟ୍ସ ପ୍ରବେଶ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
|-
 
|-
 
||00:07
 
||00:07
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
|-
 
|-
 
||00:11
 
||00:11
 
|| ଚାର୍ଟ୍ସ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବା
 
|| ଚାର୍ଟ୍ସ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବା
 +
 
|-
 
|-
 
||00:14
 
||00:14
 
|| ଚାର୍ଟ୍ସ ରିସାଇଜ୍ ଓ ମୁଭ୍ କରିବା
 
|| ଚାର୍ଟ୍ସ ରିସାଇଜ୍ ଓ ମୁଭ୍ କରିବା
 +
 
|-
 
|-
 
||00:18
 
||00:18
 
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
 
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
 +
 
|-
 
|-
 
||00:27
 
||00:27
 
|| ଲିବର୍ ଅଫିସ୍ କାଲ୍କରେ ବିଭିନ୍ନ ଭ୍ୟୁୟିଙ୍ଗ୍ ଅପ୍ସନ୍ସ ବିଷୟରେ ଶିକ୍ଷାରୁ ଆରମ୍ଭ କରିବା |
 
|| ଲିବର୍ ଅଫିସ୍ କାଲ୍କରେ ବିଭିନ୍ନ ଭ୍ୟୁୟିଙ୍ଗ୍ ଅପ୍ସନ୍ସ ବିଷୟରେ ଶିକ୍ଷାରୁ ଆରମ୍ଭ କରିବା |
 +
 
|-
 
|-
 
||00:32
 
||00:32
 
|| ପାଠକମାନଙ୍କୁ ସୂଚନା ବ୍ୟକ୍ତ କରିବା ପାଇଁ ଚାର୍ଟ୍ସ ଶକ୍ତିଶାଳୀ ମାର୍ଗ ହୋଇପାରେ |
 
|| ପାଠକମାନଙ୍କୁ ସୂଚନା ବ୍ୟକ୍ତ କରିବା ପାଇଁ ଚାର୍ଟ୍ସ ଶକ୍ତିଶାଳୀ ମାର୍ଗ ହୋଇପାରେ |
 +
 
|-
 
|-
 
||00:37
 
||00:37
 
|| ଆପଣଙ୍କ ଡାଟା ପାଇଁ ଲିବର୍ ଅଫିସ୍ କାଲ୍କ ଅନେକ ଚାର୍ଟ ଫର୍ମାଟ୍ ଦେଇଥାଏ |
 
|| ଆପଣଙ୍କ ଡାଟା ପାଇଁ ଲିବର୍ ଅଫିସ୍ କାଲ୍କ ଅନେକ ଚାର୍ଟ ଫର୍ମାଟ୍ ଦେଇଥାଏ |
 +
 
|-
 
|-
 
||00:43
 
||00:43
 
|| କାଲ୍କ ବ୍ୟବହାର କରି ଆପଣ ଚାର୍ଟ୍ସକୁ ଅନେକାଂଶରେ କଷ୍ଟମାଇଜ୍ ମଧ୍ୟ କରିପାରିବେ |
 
|| କାଲ୍କ ବ୍ୟବହାର କରି ଆପଣ ଚାର୍ଟ୍ସକୁ ଅନେକାଂଶରେ କଷ୍ଟମାଇଜ୍ ମଧ୍ୟ କରିପାରିବେ |
 +
 
|-
 
|-
 
||00:48
 
||00:48
 
|| ଆମର 'personal finance tracker.ods' ଶୀଟ୍ ଖୋଲନ୍ତୁ  
 
|| ଆମର 'personal finance tracker.ods' ଶୀଟ୍ ଖୋଲନ୍ତୁ  
 +
 
|-
 
|-
 
||00:53
 
||00:53
 
|| ଓ ଶୀଟ୍ ରେ ଉଲ୍ଲିଖିତ ପ୍ରତ୍ୟେକ ଆଇଟମ୍ ଉପରେ ହୋଇଥିବା ଖର୍ଚ୍ଚର ପରିମାଣ ଭରନ୍ତୁ |
 
|| ଓ ଶୀଟ୍ ରେ ଉଲ୍ଲିଖିତ ପ୍ରତ୍ୟେକ ଆଇଟମ୍ ଉପରେ ହୋଇଥିବା ଖର୍ଚ୍ଚର ପରିମାଣ ଭରନ୍ତୁ |
 +
 
|-
 
|-
 
||00:59
 
||00:59
 
|| “E3” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ ରେ କ୍ଲିକ୍ କରି “6500” ଭାବରେ ରାଶି ଭରନ୍ତୁ |
 
|| “E3” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ ରେ କ୍ଲିକ୍ କରି “6500” ଭାବରେ ରାଶି ଭରନ୍ତୁ |
 +
 
|-
 
|-
 
||01:06   
 
||01:06   
 
||ଏବେ କଲମ୍ ରେ ତଳକୁ ଯାଇ ଆମେ “E4”,”E5”,”E6” ଓ “E7” ଭାବେ ନିର୍ଦ୍ଦିଷ୍ଟ ସେଲ୍ସରେ କ୍ରମଶଃ “1000”,”625”,”310” ଓ “2700” ଟାଇପ୍ କରିବା |
 
||ଏବେ କଲମ୍ ରେ ତଳକୁ ଯାଇ ଆମେ “E4”,”E5”,”E6” ଓ “E7” ଭାବେ ନିର୍ଦ୍ଦିଷ୍ଟ ସେଲ୍ସରେ କ୍ରମଶଃ “1000”,”625”,”310” ଓ “2700” ଟାଇପ୍ କରିବା |
 +
 
|-
 
|-
 
||01:26
 
||01:26
 
|| ଏହାପରେ ଆମେ ଶୀଟ୍ ରେ ତାଲିକାଭୁକ୍ତ ସମସ୍ତ ଜିନିଷ ପାଇଁ ପ୍ରାପ୍ତ କରିଥିବା ରାଶି ଭରିବା |
 
|| ଏହାପରେ ଆମେ ଶୀଟ୍ ରେ ତାଲିକାଭୁକ୍ତ ସମସ୍ତ ଜିନିଷ ପାଇଁ ପ୍ରାପ୍ତ କରିଥିବା ରାଶି ଭରିବା |
 +
 
|-
 
|-
 
||01:31
 
||01:31
 
|| ତେଣୁ, “F3” ସେଲ୍ ରେ କ୍ଲିକ୍ କରି “500” ଭାବରେ ରାଶି ଭରନ୍ତୁ |
 
|| ତେଣୁ, “F3” ସେଲ୍ ରେ କ୍ଲିକ୍ କରି “500” ଭାବରେ ରାଶି ଭରନ୍ତୁ |
 +
 
|-
 
|-
 
||01:37
 
||01:37
 
|| ଏବେ ଏହି କଲମ୍ ର ତଳକୁ ଯାଇ ଆମେ “F4”,”F5”,”F6” ଓ “F7” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ସରେ କ୍ରମଶଃ “200”,”75”,”10” ଓ “700” ଭାବରେ ରାଶି ଟାଇପ୍ କରିବା |
 
|| ଏବେ ଏହି କଲମ୍ ର ତଳକୁ ଯାଇ ଆମେ “F4”,”F5”,”F6” ଓ “F7” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ସରେ କ୍ରମଶଃ “200”,”75”,”10” ଓ “700” ଭାବରେ ରାଶି ଟାଇପ୍ କରିବା |
 +
 
|-
 
|-
 
||01:54
 
||01:54
 
|| ଏହି ଟେବଲ୍ ପାଇଁ ଚାର୍ଟ କିପରି କ୍ରିଏଟ୍ କରାଯାଏ, ଆସନ୍ତୁ ଶିଖିବା |
 
|| ଏହି ଟେବଲ୍ ପାଇଁ ଚାର୍ଟ କିପରି କ୍ରିଏଟ୍ କରାଯାଏ, ଆସନ୍ତୁ ଶିଖିବା |
 +
 
|-
 
|-
 
||01:58
 
||01:58
 
|| ଏକ ଚାର୍ଟ କ୍ରିଏଟ୍ କରିବା ପାଇଁ, ଆମକୁ ପ୍ରଥମେ ଚାର୍ଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଡାଟା ସିଲେକ୍ଟ କରିବାକୁ ହେବ |
 
|| ଏକ ଚାର୍ଟ କ୍ରିଏଟ୍ କରିବା ପାଇଁ, ଆମକୁ ପ୍ରଥମେ ଚାର୍ଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଡାଟା ସିଲେକ୍ଟ କରିବାକୁ ହେବ |
 +
 
|-
 
|-
 
||02:04
 
||02:04
 
|| “SN” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ ମାଉସ୍ ବଟନ୍ କୁ ନଛାଡ଼ି “700” ଲେଖାଥିବା ଶେଷ ପର୍ଯ୍ୟନ୍ତ କର୍ସର୍ ଡ୍ରାଗ୍ କରି ଆଣନ୍ତୁ |
 
|| “SN” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ ମାଉସ୍ ବଟନ୍ କୁ ନଛାଡ଼ି “700” ଲେଖାଥିବା ଶେଷ ପର୍ଯ୍ୟନ୍ତ କର୍ସର୍ ଡ୍ରାଗ୍ କରି ଆଣନ୍ତୁ |
 +
 
|-
 
|-
 
||02:14
 
||02:14
 
|| ଏବେ, ମେନୁବାର୍ ରେ ଥିବା “Insert” ଅପ୍ସନ୍ ଉପରେ କ୍ଲିକ୍ କରି “Chart” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ, ମେନୁବାର୍ ରେ ଥିବା “Insert” ଅପ୍ସନ୍ ଉପରେ କ୍ଲିକ୍ କରି “Chart” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||02:21
 
||02:21
 
|| ଦେଖନ୍ତୁ, ତାରିଖ ସହିତ ଡିଫଲ୍ଟ ଚାର୍ଟ ୱର୍କଶୀଟ୍ ରେ ଇନ୍ସର୍ଟ ହୋଇଗଲା |
 
|| ଦେଖନ୍ତୁ, ତାରିଖ ସହିତ ଡିଫଲ୍ଟ ଚାର୍ଟ ୱର୍କଶୀଟ୍ ରେ ଇନ୍ସର୍ଟ ହୋଇଗଲା |
 +
 
|-
 
|-
 
||02:27
 
||02:27
 
|| ତାହାସହିତ "Chart Wizard" ଡାୟଲଗ୍ ବକ୍ସ ଖୋଲିଲା |
 
|| ତାହାସହିତ "Chart Wizard" ଡାୟଲଗ୍ ବକ୍ସ ଖୋଲିଲା |
 +
 
|-
 
|-
 
||02:32
 
||02:32
 
|| ଡିଫଲ୍ଟ ଚାର୍ଟଟି ସିଲେକ୍ଟ ହେଲା ବୋଲି "Chart Wizard" ଦେଖାଏ |
 
|| ଡିଫଲ୍ଟ ଚାର୍ଟଟି ସିଲେକ୍ଟ ହେଲା ବୋଲି "Chart Wizard" ଦେଖାଏ |
 +
 
|-
 
|-
 
||02:36
 
||02:36
 
|| "Chart Wizard"ରେ ହୋଇଥିବା ପରିବର୍ତ୍ତନକୁ ଦେଖାଇବା ପାଇଁ ଏହି ଡିଫଲ୍ଟ ଚାର୍ଟ ଅପଡେଟ୍ସ କରେ |
 
|| "Chart Wizard"ରେ ହୋଇଥିବା ପରିବର୍ତ୍ତନକୁ ଦେଖାଇବା ପାଇଁ ଏହି ଡିଫଲ୍ଟ ଚାର୍ଟ ଅପଡେଟ୍ସ କରେ |
 +
 
|-
 
|-
 
||02:42
 
||02:42
 
|| "Chart Wizard" ଡାୟଲଗ୍ ବକ୍ସରେ ତିନୋଟି ମୁଖ୍ୟ ପାର୍ଟ୍ସ ଅଛି, ଚାର୍ଟ ତିଆରି କରିବାରେ ଜଡ଼ିତ ଥିବା ପଦକ୍ଷେପ, ଚାର୍ଟ ପ୍ରକାରର ପସନ୍ଦ ଓ ପ୍ରତ୍ୟେକ ଚାର୍ଟ ପ୍ରକାର ପାଇଁ ଅପ୍ସନ୍ |
 
|| "Chart Wizard" ଡାୟଲଗ୍ ବକ୍ସରେ ତିନୋଟି ମୁଖ୍ୟ ପାର୍ଟ୍ସ ଅଛି, ଚାର୍ଟ ତିଆରି କରିବାରେ ଜଡ଼ିତ ଥିବା ପଦକ୍ଷେପ, ଚାର୍ଟ ପ୍ରକାରର ପସନ୍ଦ ଓ ପ୍ରତ୍ୟେକ ଚାର୍ଟ ପ୍ରକାର ପାଇଁ ଅପ୍ସନ୍ |
 +
 
|-
 
|-
 
||02:55
 
||02:55
 
|| “3D Look” ଅପ୍ସନ୍ ଚେକ୍ କରି ଜଣେ ଚାର୍ଟକୁ ଥ୍ରୀ ଡାଇମେନ୍ସନ୍ ରେ ମଧ୍ୟ ପ୍ରଦର୍ଶିତ କରିପାରିବ |
 
|| “3D Look” ଅପ୍ସନ୍ ଚେକ୍ କରି ଜଣେ ଚାର୍ଟକୁ ଥ୍ରୀ ଡାଇମେନ୍ସନ୍ ରେ ମଧ୍ୟ ପ୍ରଦର୍ଶିତ କରିପାରିବ |
 +
 
|-
 
|-
 
||03:03
 
||03:03
 
|| ଏହି ଅପ୍ସନ୍ସ ଦେଖିବା |
 
|| ଏହି ଅପ୍ସନ୍ସ ଦେଖିବା |
 +
 
|-
 
|-
 
||03:05
 
||03:05
 
|| ଆମେ “Choose a chart type” ଫିଲ୍ଡରେ ଥିବା “Bar” ଅପ୍ସନ୍ ରେ କ୍ଲିକ୍ କରିବା |
 
|| ଆମେ “Choose a chart type” ଫିଲ୍ଡରେ ଥିବା “Bar” ଅପ୍ସନ୍ ରେ କ୍ଲିକ୍ କରିବା |
 +
 
|-
 
|-
 
||03:11
 
||03:11
 
|| ଦେଖନ୍ତୁ, ସାମ୍ପଲ୍ ଚାର୍ଟ, ଟେବଲ୍ ରେ ଥିବା ଡାଟାକୁ “Bar” ଫର୍ମାଟ୍ ରେ ପ୍ରଦର୍ଶିତ କରୁଛି |
 
|| ଦେଖନ୍ତୁ, ସାମ୍ପଲ୍ ଚାର୍ଟ, ଟେବଲ୍ ରେ ଥିବା ଡାଟାକୁ “Bar” ଫର୍ମାଟ୍ ରେ ପ୍ରଦର୍ଶିତ କରୁଛି |
 +
 
|-
 
|-
 
||03:19
 
||03:19
 
|| ସମାନ ଭାବରେ ଆପଣ ଅନ୍ୟାନ୍ୟ ଅପ୍ସନ୍ସ, ଯେପରି “Pie”, <pause> “Area”, <pause> “Bubble” <pause>
 
|| ସମାନ ଭାବରେ ଆପଣ ଅନ୍ୟାନ୍ୟ ଅପ୍ସନ୍ସ, ଯେପରି “Pie”, <pause> “Area”, <pause> “Bubble” <pause>
 +
 
|-
 
|-
 
||03:28
 
||03:28
 
|| ଓ “Choose a chart type field”ରେ ଥିବା ଅନ୍ୟ ଅନେକ ଅପ୍ସନ୍ସରେ କ୍ଲିକ୍ କରି ଆବଶ୍ୟକ ଚାର୍ଟ ଟାଇପ୍ ପ୍ରାପ୍ତ କରିପାରିବେ |
 
|| ଓ “Choose a chart type field”ରେ ଥିବା ଅନ୍ୟ ଅନେକ ଅପ୍ସନ୍ସରେ କ୍ଲିକ୍ କରି ଆବଶ୍ୟକ ଚାର୍ଟ ଟାଇପ୍ ପ୍ରାପ୍ତ କରିପାରିବେ |
 +
 
|-
 
|-
 
||03:35
 
||03:35
 
|| “Steps” ଅପ୍ସନ୍ ଅନ୍ତର୍ଗତ “Data Range” ନାମକ ଆଉ ଏକ ଅପ୍ସନ୍ ଅଛି |
 
|| “Steps” ଅପ୍ସନ୍ ଅନ୍ତର୍ଗତ “Data Range” ନାମକ ଆଉ ଏକ ଅପ୍ସନ୍ ଅଛି |
 +
 
|-
 
|-
 
||03:40
 
||03:40
 
|| ଏହି ଅପ୍ସନ୍ ବ୍ୟବହାର କରି ଆପଣ ଚାର୍ଟରେ ରଖିବାକୁ ଚାହୁଁଥିବା ଡାଟାର ରେଞ୍ଜ୍ କୁ ମାନୁଆଲୀ ଏଡିଟ୍ କରିପାରିବେ |
 
|| ଏହି ଅପ୍ସନ୍ ବ୍ୟବହାର କରି ଆପଣ ଚାର୍ଟରେ ରଖିବାକୁ ଚାହୁଁଥିବା ଡାଟାର ରେଞ୍ଜ୍ କୁ ମାନୁଆଲୀ ଏଡିଟ୍ କରିପାରିବେ |
 +
 
|-
 
|-
 
||03:48
 
||03:48
 
|| ଡାଟା ପ୍ଲଟ୍ କରିବାର ଡିଫଲ୍ଟ ଅପ୍ସନ୍ ହେଉଛି “Data series in columns” |
 
|| ଡାଟା ପ୍ଲଟ୍ କରିବାର ଡିଫଲ୍ଟ ଅପ୍ସନ୍ ହେଉଛି “Data series in columns” |
 +
 
|-
 
|-
 
||03:54
 
||03:54
 
|| ଏହା ପରିବର୍ତ୍ତେ ଆମେ “Data series in rows” ବ୍ୟବହାର କରି ଆମେ ଚାହୁଁଥିବା ଡାଟା ରଖିବାର ମାର୍ଗ ମଧ୍ୟ ପରିବର୍ତ୍ତନ କରିପାରିବା |
 
|| ଏହା ପରିବର୍ତ୍ତେ ଆମେ “Data series in rows” ବ୍ୟବହାର କରି ଆମେ ଚାହୁଁଥିବା ଡାଟା ରଖିବାର ମାର୍ଗ ମଧ୍ୟ ପରିବର୍ତ୍ତନ କରିପାରିବା |
 +
 
|-
 
|-
 
||04:02
 
||04:02
 
|| ଡାଟା ପ୍ରଦର୍ଶନ ପାଇଁ ଆପଣ “Column” ପରି ଚାର୍ଟର ଷ୍ଟାଇଲ୍ ବ୍ୟବହାର କରିବାକୁ ଚାହୁଁଥିବା କ୍ଷେତ୍ରରେ ଏହା ଉପଯୋଗୀ ଅଟେ |
 
|| ଡାଟା ପ୍ରଦର୍ଶନ ପାଇଁ ଆପଣ “Column” ପରି ଚାର୍ଟର ଷ୍ଟାଇଲ୍ ବ୍ୟବହାର କରିବାକୁ ଚାହୁଁଥିବା କ୍ଷେତ୍ରରେ ଏହା ଉପଯୋଗୀ ଅଟେ |
 +
 
|-
 
|-
 
||04:10
 
||04:10
 
|| ଶେଷରେ ଆପଣ ଚୟନ କରିପାରିବେ ଯେ, ଆପଣ “First row as label” ବ୍ୟବହାର କରିବାକୁ ଚାହୁଁଛନ୍ତି
 
|| ଶେଷରେ ଆପଣ ଚୟନ କରିପାରିବେ ଯେ, ଆପଣ “First row as label” ବ୍ୟବହାର କରିବାକୁ ଚାହୁଁଛନ୍ତି
 +
 
|-
 
|-
 
||04:24
 
||04:24
 
||ନା “First column as label”,  
 
||ନା “First column as label”,  
 +
 
|-
 
|-
 
||04:28
 
||04:28
 
|| କିମ୍ୱା ଚାର୍ଟର ଅକ୍ଷରେ ଲେବଲ୍ ଭାବରେ ଉଭୟକୁ |
 
|| କିମ୍ୱା ଚାର୍ଟର ଅକ୍ଷରେ ଲେବଲ୍ ଭାବରେ ଉଭୟକୁ |
 +
 
|-
 
|-
 
||04:34
 
||04:34
 
|| ପୁଣିଥରେ କଲମ୍ ରେ ଥିବା ଡାଟା ସିରିଜ୍ ଉପରେ କ୍ଲିକ୍ କରନ୍ତୁ |
 
|| ପୁଣିଥରେ କଲମ୍ ରେ ଥିବା ଡାଟା ସିରିଜ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||04:38
 
||04:38
 
|| ଏବେ, ଆମ ସାମ୍ପଲ୍ ଚାର୍ଟରେ, “Received” ହେଡିଙ୍ଗ୍ ରେ ଥିବା ଡାଟାକୁ ଯଦି ଆମେ କାଢ଼ିବାକୁ ଚାହିଁବା, ଆମେ ତାହା ପ୍ରଥମେ “Data range” ଫିଲ୍ଡ ଭିତରେ କ୍ଲିକ୍ କରି  
 
|| ଏବେ, ଆମ ସାମ୍ପଲ୍ ଚାର୍ଟରେ, “Received” ହେଡିଙ୍ଗ୍ ରେ ଥିବା ଡାଟାକୁ ଯଦି ଆମେ କାଢ଼ିବାକୁ ଚାହିଁବା, ଆମେ ତାହା ପ୍ରଥମେ “Data range” ଫିଲ୍ଡ ଭିତରେ କ୍ଲିକ୍ କରି  
 +
 
|-
 
|-
 
||04:49
 
||04:49
 
|| ଓ ତାହାପରେ ରେଞ୍ଜକୁ “$A$1 is to $F$7” ରୁ “$A$1 is to $D$7”କୁ ଏଡିଟ୍ କରି, କରିପାରିବା |
 
|| ଓ ତାହାପରେ ରେଞ୍ଜକୁ “$A$1 is to $F$7” ରୁ “$A$1 is to $D$7”କୁ ଏଡିଟ୍ କରି, କରିପାରିବା |
 +
 
|-
 
|-
 
||05:03
 
||05:03
 
|| ଦେଖନ୍ତୁ, “Received” ହେଡିଙ୍ଗ୍ ତଳେ ଥିବା ଡାଟା ଚାର୍ଟରେ ଆଉ ନାହିଁ |
 
|| ଦେଖନ୍ତୁ, “Received” ହେଡିଙ୍ଗ୍ ତଳେ ଥିବା ଡାଟା ଚାର୍ଟରେ ଆଉ ନାହିଁ |
 +
 
|-
 
|-
 
||05:11
 
||05:11
 
|| “Data Series” କ’ଣ କରେ ଆସନ୍ତୁ ଏବେ ଦେଖିବା |
 
|| “Data Series” କ’ଣ କରେ ଆସନ୍ତୁ ଏବେ ଦେଖିବା |
 +
 
|-
 
|-
 
||05:15
 
||05:15
 
|| ଧ୍ୟାନଦିଅନ୍ତୁ ଯେ, ଆମ ସ୍ପ୍ରେଡ୍ ଶୀଟ୍ ରେ ଡାଟାର ସମୁଦାୟ ରୋକୁ ପ୍ରତିନିଧିତ୍ୱ କରି ଏଠାରେ ୫ଟି ରୋ ଅଛି |
 
|| ଧ୍ୟାନଦିଅନ୍ତୁ ଯେ, ଆମ ସ୍ପ୍ରେଡ୍ ଶୀଟ୍ ରେ ଡାଟାର ସମୁଦାୟ ରୋକୁ ପ୍ରତିନିଧିତ୍ୱ କରି ଏଠାରେ ୫ଟି ରୋ ଅଛି |
 +
 
|-
 
|-
 
||05:21
 
||05:21
 
|| “Add” and “Remove” ବଟନ୍ସ, ଚାର୍ଟରୁ ଡାଟାର ରୋଗୁଡ଼ିକୁ ମିଶାଇବାକୁ କିମ୍ୱା କାଢ଼ିବାରେ ଆମକୁ ସାହାଯ୍ୟ କରିଥାଏ |
 
|| “Add” and “Remove” ବଟନ୍ସ, ଚାର୍ଟରୁ ଡାଟାର ରୋଗୁଡ଼ିକୁ ମିଶାଇବାକୁ କିମ୍ୱା କାଢ଼ିବାରେ ଆମକୁ ସାହାଯ୍ୟ କରିଥାଏ |
 +
 
|-
 
|-
 
||05:29
 
||05:29
 
|| “Up” and “Down” ବଟନ୍ସ ବ୍ୟବହାର କରି ଆମେ ଡାଟାକୁ ପୁନଃ-ବ୍ୟବସ୍ଥିତ ମଧ୍ୟ କରିପାରିବା |
 
|| “Up” and “Down” ବଟନ୍ସ ବ୍ୟବହାର କରି ଆମେ ଡାଟାକୁ ପୁନଃ-ବ୍ୟବସ୍ଥିତ ମଧ୍ୟ କରିପାରିବା |
 +
 
|-
 
|-
 
||05:34
 
||05:34
 
|| ଚାର୍ଟରେ କ’ଣ ଓ କିପରି ଡାଟା ରହିବ, ତାହାର ଚୟନ କରିବା ପରେ ଡାୟଲଗ୍ ବକ୍ସରେ ଥିବା “Finish” ବଟନ୍ ରେ କ୍ଲିକ୍ କରନ୍ତୁ |
 
|| ଚାର୍ଟରେ କ’ଣ ଓ କିପରି ଡାଟା ରହିବ, ତାହାର ଚୟନ କରିବା ପରେ ଡାୟଲଗ୍ ବକ୍ସରେ ଥିବା “Finish” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||05:43
 
||05:43
 
|| ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ ଇନ୍ସର୍ଟ ହୋଇଯାଇଥିବାର ଆପଣ ଦେଖୁଛନ୍ତି |
 
|| ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ ଇନ୍ସର୍ଟ ହୋଇଯାଇଥିବାର ଆପଣ ଦେଖୁଛନ୍ତି |
 +
 
|-
 
|-
 
||05:47
 
||05:47
 
|| ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ୍ସ କିପରି ଇନ୍ସର୍ଟ କରାଯାଏ ଶିଖିବା ପରେ
 
|| ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ୍ସ କିପରି ଇନ୍ସର୍ଟ କରାଯାଏ ଶିଖିବା ପରେ
 +
 
|-
 
|-
 
||05:51
 
||05:51
 
|| ଏବେ ଆମେ, ଚାର୍ଟ କିପରି ଫର୍ମାଟ୍ କରାଯାଏ, ଶିଖିବା |
 
|| ଏବେ ଆମେ, ଚାର୍ଟ କିପରି ଫର୍ମାଟ୍ କରାଯାଏ, ଶିଖିବା |
 +
 
|-
 
|-
 
||05:56
 
||05:56
 
|| “Format” ମେନୁରେ ଫର୍ମାଟିଙ୍ଗ୍ ପାଇଁ ଓ
 
|| “Format” ମେନୁରେ ଫର୍ମାଟିଙ୍ଗ୍ ପାଇଁ ଓ
 +
 
|-
 
|-
 
||06:00
 
||06:00
 
|| ଚାର୍ଟର ଆପିଅରେନ୍ସ ସଜାଡ଼ିବା ପାଇଁ ଅନେକ ଅପ୍ସନ୍ସ ଅଛି |
 
|| ଚାର୍ଟର ଆପିଅରେନ୍ସ ସଜାଡ଼ିବା ପାଇଁ ଅନେକ ଅପ୍ସନ୍ସ ଅଛି |
 +
 
|-
 
|-
 
||06:04
 
||06:04
 
|| ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ରେ ଆମେ ଇନ୍ସର୍ଟ କରିଥିବା ଚାର୍ଟ ଫର୍ମାଟ୍ କରିବା |
 
|| ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ରେ ଆମେ ଇନ୍ସର୍ଟ କରିଥିବା ଚାର୍ଟ ଫର୍ମାଟ୍ କରିବା |
 +
 
|-
 
|-
 
||06:08
 
||06:08
 
|| ଚାର୍ଟରେ ଡବଲ୍ କ୍ଲିକ୍ କରନ୍ତୁ, ଯେଉଁଥିରୁ ତାହା ଗ୍ରେ ବର୍ଡର୍ ଦ୍ୱାରା ଆବଦ୍ଧ ହୋଇଯିବ |
 
|| ଚାର୍ଟରେ ଡବଲ୍ କ୍ଲିକ୍ କରନ୍ତୁ, ଯେଉଁଥିରୁ ତାହା ଗ୍ରେ ବର୍ଡର୍ ଦ୍ୱାରା ଆବଦ୍ଧ ହୋଇଯିବ |
 +
 
|-
 
|-
 
||06:13
 
||06:13
 
|| ଏହା “Edit”ମୋଡ୍ ରେ ଅଛି ବୋଲି ସୂଚିତ କରେ |
 
|| ଏହା “Edit”ମୋଡ୍ ରେ ଅଛି ବୋଲି ସୂଚିତ କରେ |
 +
 
|-
 
|-
 
||06:18
 
||06:18
 
|| ଏବେ, ମେନ୍ ମେନୁରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 
|| ଏବେ, ମେନ୍ ମେନୁରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||06:22
 
||06:22
 
|| ଦେଖନ୍ତୁ, ଡ୍ରପ୍ ଡାଉନ୍ ମେନୁରେ ଅନେକ ସଂଖ୍ୟକ ଫର୍ମାଟିଙ୍ଗ୍ ଅପ୍ସନ୍ସ ରହିଛି, ଯେପରି “Format Selection”, “Position and Size”, “Arrangement”, “Chart Wall” , “Chart Area” ଓ ଆହୁରି ଅନେକ |
 
|| ଦେଖନ୍ତୁ, ଡ୍ରପ୍ ଡାଉନ୍ ମେନୁରେ ଅନେକ ସଂଖ୍ୟକ ଫର୍ମାଟିଙ୍ଗ୍ ଅପ୍ସନ୍ସ ରହିଛି, ଯେପରି “Format Selection”, “Position and Size”, “Arrangement”, “Chart Wall” , “Chart Area” ଓ ଆହୁରି ଅନେକ |
 +
 
|-
 
|-
 
||06:37
 
||06:37
 
|| ଚାର୍ଟର ପୋଜିଶନିଙ୍ଗ୍, ଆରେଞ୍ଜିଙ୍ଗ୍, ବ୍ୟାକଗ୍ରାଉଣ୍ଡ୍ ଓ ଟାଇଟଲ୍ ଫର୍ମାଟିଙ୍ଗ୍ ପାଇଁ ସେଗୁଡ଼ିକର ବ୍ୟବହାର କରାଯାଏ |
 
|| ଚାର୍ଟର ପୋଜିଶନିଙ୍ଗ୍, ଆରେଞ୍ଜିଙ୍ଗ୍, ବ୍ୟାକଗ୍ରାଉଣ୍ଡ୍ ଓ ଟାଇଟଲ୍ ଫର୍ମାଟିଙ୍ଗ୍ ପାଇଁ ସେଗୁଡ଼ିକର ବ୍ୟବହାର କରାଯାଏ |
 +
 
|-
 
|-
 
||06:44
 
||06:44
 
|| ବାରମ୍ୱାର ବ୍ୟବହୃତ ହେଉଥିବା ଅପ୍ସନ୍ ଗୁଡ଼ିକ ବିଷୟରେ ଆମେ ଗୋଟିଏ ଗୋଟିଏ କରି ଶିଖିବା |
 
|| ବାରମ୍ୱାର ବ୍ୟବହୃତ ହେଉଥିବା ଅପ୍ସନ୍ ଗୁଡ଼ିକ ବିଷୟରେ ଆମେ ଗୋଟିଏ ଗୋଟିଏ କରି ଶିଖିବା |
 +
 
|-
 
|-
 
||06:49
 
||06:49
 
|| “Format Selection” ଅପ୍ସନ୍, “Chart Area” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଖୋଲେ |
 
|| “Format Selection” ଅପ୍ସନ୍, “Chart Area” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଖୋଲେ |
 +
 
|-
 
|-
 
||06:56
 
||06:56
 
||ଏଥିରେ ୩ଟି ଟ୍ୟାବ୍ସ ଅଛି, ଯଥା - “Borders”, “Area” ଓ “Transparency”|
 
||ଏଥିରେ ୩ଟି ଟ୍ୟାବ୍ସ ଅଛି, ଯଥା - “Borders”, “Area” ଓ “Transparency”|
 +
 
|-
 
|-
 
||07:03
 
||07:03
 
|| ଡିଫଲ୍ଟ ଭାବେ “Borders” ଟ୍ୟାବ୍ ସିଲେକ୍ଟ ହୋଇଥାଏ |
 
|| ଡିଫଲ୍ଟ ଭାବେ “Borders” ଟ୍ୟାବ୍ ସିଲେକ୍ଟ ହୋଇଥାଏ |
 +
 
|-
 
|-
 
||07:07
 
||07:07
 
|| ଚାଲନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ କରିବା |
 
|| ଚାଲନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ କରିବା |
 +
 
|-
 
|-
 
||07:11
 
||07:11
 
|| ଏହା କରିବାକୁ, “Style” ଫିଲ୍ଡରେ କ୍ଲିକ୍ କରି “Continuous” ଚୟନ କରନ୍ତୁ |
 
|| ଏହା କରିବାକୁ, “Style” ଫିଲ୍ଡରେ କ୍ଲିକ୍ କରି “Continuous” ଚୟନ କରନ୍ତୁ |
 +
 
|-
 
|-
 
||07:16
 
||07:16
 
|| ତାହାପରେ “Color” ଫିଲ୍ଡରେ “Green” ଉପରେ କ୍ଲିକ୍ କରନ୍ତୁ |
 
|| ତାହାପରେ “Color” ଫିଲ୍ଡରେ “Green” ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||07:21
 
||07:21
 
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||07:26
 
||07:26
 
|| ଦେଖନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
 
|| ଦେଖନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
 +
 
|-
 
|-
 
||07:31
 
||07:31
 
|| ଚାର୍ଟର ଟାଇଟଲ୍ ଓ ତାହାର ଅକ୍ଷକୁ “Title” ଅପ୍ସସ୍ନ୍ ଫର୍ମାଟ୍ କରିଥାଏ |
 
|| ଚାର୍ଟର ଟାଇଟଲ୍ ଓ ତାହାର ଅକ୍ଷକୁ “Title” ଅପ୍ସସ୍ନ୍ ଫର୍ମାଟ୍ କରିଥାଏ |
 +
 
|-
 
|-
 
||07:36
 
||07:36
 
|| “Axis” ଅପ୍ସନ୍, ଚାର୍ଟ କ୍ରିଏଟ୍ କରୁଥିବା ଲାଇନ୍ ଗୁଡ଼ିକ ସହିତ  
 
|| “Axis” ଅପ୍ସନ୍, ଚାର୍ଟ କ୍ରିଏଟ୍ କରୁଥିବା ଲାଇନ୍ ଗୁଡ଼ିକ ସହିତ  
 +
 
|-
 
|-
 
||07:41
 
||07:41
 
|| ଉଭୟ X ଓ Y ଅକ୍ଷରେ ପ୍ରଦର୍ଶିତ ହେଉଥିବା ଟେକ୍ସଟ୍ ର ଫଣ୍ଟ ମଧ୍ୟ ଫର୍ମାଟ୍ କରେ |
 
|| ଉଭୟ X ଓ Y ଅକ୍ଷରେ ପ୍ରଦର୍ଶିତ ହେଉଥିବା ଟେକ୍ସଟ୍ ର ଫଣ୍ଟ ମଧ୍ୟ ଫର୍ମାଟ୍ କରେ |
 +
 
|-
 
|-
 
||07:46
 
||07:46
 
|| ଅନ୍ୟ ଅପ୍ସନ୍ ଗୁଡ଼ିକ କ’ଣ କରନ୍ତି ଜାଣିବା ପାଇଁ ପରେ ନିଜେ ସେଗୁଡ଼ିକ ଏକ୍ସପ୍ଲୋର୍ କରନ୍ତୁ |
 
|| ଅନ୍ୟ ଅପ୍ସନ୍ ଗୁଡ଼ିକ କ’ଣ କରନ୍ତି ଜାଣିବା ପାଇଁ ପରେ ନିଜେ ସେଗୁଡ଼ିକ ଏକ୍ସପ୍ଲୋର୍ କରନ୍ତୁ |
 +
 
|-
 
|-
 
||07:53
 
||07:53
 
|| ଚାର୍ଟ ଏରିଆର ବ୍ୟାକଗ୍ରାଉଣ୍ଡ ଚେଞ୍ଜ୍ କରିବା ପାଇଁ ମଧ୍ୟ କାଲ୍କ ଏକ ଅପ୍ସନ୍ ପ୍ରଦାନ କରେ |
 
|| ଚାର୍ଟ ଏରିଆର ବ୍ୟାକଗ୍ରାଉଣ୍ଡ ଚେଞ୍ଜ୍ କରିବା ପାଇଁ ମଧ୍ୟ କାଲ୍କ ଏକ ଅପ୍ସନ୍ ପ୍ରଦାନ କରେ |
 +
 
|-
 
|-
 
||07:58
 
||07:58
 
|| ମୁଖ୍ୟ ଟାଇଟଲ୍ ଓ କୀ’ ସହିତ ଚାର୍ଟ ଗ୍ରାଫିକ୍ ଚାରିପଟେ ଥିବା ଏରିଆକୁ ଚାର୍ଟ ଏରିଆ କୁହାଯାଏ |
 
|| ମୁଖ୍ୟ ଟାଇଟଲ୍ ଓ କୀ’ ସହିତ ଚାର୍ଟ ଗ୍ରାଫିକ୍ ଚାରିପଟେ ଥିବା ଏରିଆକୁ ଚାର୍ଟ ଏରିଆ କୁହାଯାଏ |
 +
 
|-
 
|-
 
||08:05
 
||08:05
 
|| ଚାର୍ଟ ଏରିଆ ଫର୍ମାଟ୍ କରିବାକୁ “Format” ଅପ୍ସନ୍ ଉପରେ କ୍ଲିକ୍ କରି “Chart Wall” ସିଲେକ୍ଟ କରନ୍ତୁ |
 
|| ଚାର୍ଟ ଏରିଆ ଫର୍ମାଟ୍ କରିବାକୁ “Format” ଅପ୍ସନ୍ ଉପରେ କ୍ଲିକ୍ କରି “Chart Wall” ସିଲେକ୍ଟ କରନ୍ତୁ |
 +
 
|-
 
|-
 
||08:12
 
||08:12
 
|| “Chart Wall” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଦେଖାଦେବ |
 
|| “Chart Wall” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଦେଖାଦେବ |
 +
 
|-
 
|-
 
||08:17
 
||08:17
 
|| “Style” ଫିଲ୍ଡ “Continuous” ଦେଖାଇବ, ଯେହେତୁ ଏହା ଆମର ଶେଷ ପସନ୍ଦ ଥିଲା |
 
|| “Style” ଫିଲ୍ଡ “Continuous” ଦେଖାଇବ, ଯେହେତୁ ଏହା ଆମର ଶେଷ ପସନ୍ଦ ଥିଲା |
 +
 
|-
 
|-
 
||08:22
 
||08:22
 
|| “Color” ଫିଲ୍ଡରେ “Red” କ୍ଲିକ୍ କରନ୍ତୁ |
 
|| “Color” ଫିଲ୍ଡରେ “Red” କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:26
 
||08:26
 
|| ଆମେ ସାଇଜ୍ କୁ ମଧ୍ୟ “0.20”cmକୁ ପରିବର୍ତ୍ତନ କରିବା |
 
|| ଆମେ ସାଇଜ୍ କୁ ମଧ୍ୟ “0.20”cmକୁ ପରିବର୍ତ୍ତନ କରିବା |
 +
 
|-
 
|-
 
||08:31
 
||08:31
 
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:35
 
||08:35
 
|| ଦେଖନ୍ତୁ, ଚାର୍ଟ ଏରିଆର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
 
|| ଦେଖନ୍ତୁ, ଚାର୍ଟ ଏରିଆର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
 +
 
|-
 
|-
 
||08:41
 
||08:41
 
|| ଏହାପରେ ଆମେ ଏକ ଚାର୍ଟରେ ଏଲେମେଣ୍ଟଗୁଡ଼ିକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ଶିଖିବା |
 
|| ଏହାପରେ ଆମେ ଏକ ଚାର୍ଟରେ ଏଲେମେଣ୍ଟଗୁଡ଼ିକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ଶିଖିବା |
 +
 
|-
 
|-
 
||08:46
 
||08:46
 
|| ଏକ ଚାର୍ଟ ରିସାଇଜ୍ କରିବା ପାଇଁ, ସାମ୍ପଲ୍ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
 
|| ଏକ ଚାର୍ଟ ରିସାଇଜ୍ କରିବା ପାଇଁ, ସାମ୍ପଲ୍ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:51
 
||08:51
 
|| ଚାର୍ଟ ଚାରିପଟେ ଗ୍ରୀନ୍ ହ୍ୟାଣ୍ଡଲ୍ସ ଦେଖାଦେବ |
 
|| ଚାର୍ଟ ଚାରିପଟେ ଗ୍ରୀନ୍ ହ୍ୟାଣ୍ଡଲ୍ସ ଦେଖାଦେବ |
 +
 
|-
 
|-
 
||08:54
 
||08:54
 
|| ଚାର୍ଟର ଆକାର ବଢ଼ାଇବା କିମ୍ୱା କମାଇବା ପାଇଁ, ଚାର୍ଟର ଚାରିପଟ କୋଣରେ ଥିବା ମାର୍କର୍ ଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |  
 
|| ଚାର୍ଟର ଆକାର ବଢ଼ାଇବା କିମ୍ୱା କମାଇବା ପାଇଁ, ଚାର୍ଟର ଚାରିପଟ କୋଣରେ ଥିବା ମାର୍କର୍ ଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |  
 +
 
|-
 
|-
 
||09:03
 
||09:03
 
|| ଏକ ଚାର୍ଟ ଘୁଞ୍ଚାଇବା ପାଇଁ ପ୍ରଥମେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
 
|| ଏକ ଚାର୍ଟ ଘୁଞ୍ଚାଇବା ପାଇଁ ପ୍ରଥମେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||09:07
 
||09:07
 
|| ଏବେ, ଚାର୍ଟ ଉପରେ ଯେକୌଣସି ସ୍ଥାନକୁ କର୍ସର୍ ନିଅନ୍ତୁ |
 
|| ଏବେ, ଚାର୍ଟ ଉପରେ ଯେକୌଣସି ସ୍ଥାନକୁ କର୍ସର୍ ନିଅନ୍ତୁ |
 +
 
|-
 
|-
 
||09:11
 
||09:11
 
|| କର୍ସର୍, ଏକ ହାତରେ ପରିବର୍ତ୍ତିତ ହୋଇଯିବ |
 
|| କର୍ସର୍, ଏକ ହାତରେ ପରିବର୍ତ୍ତିତ ହୋଇଯିବ |
 +
 
|-
 
|-
 
||09:14
 
||09:14
 
|| କ୍ଲିକ୍ କରି ଚାର୍ଟକୁ ଚାହୁଁଥିବା ସ୍ଥାନକୁ ଘୁଞ୍ଚାନ୍ତୁ | ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
 
|| କ୍ଲିକ୍ କରି ଚାର୍ଟକୁ ଚାହୁଁଥିବା ସ୍ଥାନକୁ ଘୁଞ୍ଚାନ୍ତୁ | ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
 +
 
|-
 
|-
 
||09:20
 
||09:20
 
|| ଚାର୍ଟଟି ଘୁଞ୍ଚିଗଲା !
 
|| ଚାର୍ଟଟି ଘୁଞ୍ଚିଗଲା !
 +
 
|-
 
|-
 
||09:24
 
||09:24
 
|| ଏହାପରେ “Position and Size” ଡାୟଲଗ୍ ବକ୍ସ ବ୍ୟବହାର କରି ଚାର୍ଟ ରିସାଇଜିଙ୍ଗ୍ ବିଷୟରେ ଶିଖିବା |
 
|| ଏହାପରେ “Position and Size” ଡାୟଲଗ୍ ବକ୍ସ ବ୍ୟବହାର କରି ଚାର୍ଟ ରିସାଇଜିଙ୍ଗ୍ ବିଷୟରେ ଶିଖିବା |
 +
 
|-
 
|-
 
||09:30
 
||09:30
 
|| ପୁଣିଥରେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
 
|| ପୁଣିଥରେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||09:33
 
||09:33
 
|| ଏବେ, ଚାର୍ଟ ଉପରେ ରାଇଟ୍ କ୍ଲିକ୍ କରି କଣ୍ଟେକ୍ସଟ୍ ମେନୁରୁ “Position and Size” ସିଲେକ୍ଟ କରନ୍ତୁ |
 
|| ଏବେ, ଚାର୍ଟ ଉପରେ ରାଇଟ୍ କ୍ଲିକ୍ କରି କଣ୍ଟେକ୍ସଟ୍ ମେନୁରୁ “Position and Size” ସିଲେକ୍ଟ କରନ୍ତୁ |
 +
 
|-
 
|-
 
||09:40
 
||09:40
 
|| “Position and Size” ଡାୟଲଗ୍ ବକ୍ସ ଖୋଲେ |
 
|| “Position and Size” ଡାୟଲଗ୍ ବକ୍ସ ଖୋଲେ |
 +
 
|-
 
|-
 
||09:44
 
||09:44
 
|| ଏଥିରେ, ଚାର୍ଟର ଦୈର୍ଘ୍ୟ ଓ ପ୍ରସ୍ତ ସମେତ 'X' ଓ 'Y' ପୋଜିଶନ୍ ସେଟ୍ କରିବା ପାଇଁ ବିଭିନ୍ନ ଫିଲ୍ଡସ୍ ଅଛି |
 
|| ଏଥିରେ, ଚାର୍ଟର ଦୈର୍ଘ୍ୟ ଓ ପ୍ରସ୍ତ ସମେତ 'X' ଓ 'Y' ପୋଜିଶନ୍ ସେଟ୍ କରିବା ପାଇଁ ବିଭିନ୍ନ ଫିଲ୍ଡସ୍ ଅଛି |
 +
 
|-
 
|-
 
||09:52
 
||09:52
 
|| ଚାଲନ୍ତୁ, ଆମ ଚାର୍ଟ ପାଇଁ 'X' କୁ “1.00” ଓ 'Y' କୁ “0.83”ରେ ସେଟ୍ କରିବା |
 
|| ଚାଲନ୍ତୁ, ଆମ ଚାର୍ଟ ପାଇଁ 'X' କୁ “1.00” ଓ 'Y' କୁ “0.83”ରେ ସେଟ୍ କରିବା |
 +
 
|-
 
|-
 
||10:02
 
||10:02
 
|| “OK” କ୍ଲିକ୍ କରନ୍ତୁ |
 
|| “OK” କ୍ଲିକ୍ କରନ୍ତୁ |
 +
 
|-
 
|-
 
||10:04
 
||10:04
 
|| ଚାର୍ଟ ଏରିଆ ମଧ୍ୟରେ ସେଟ୍ ହୋଇଥିବା ଭାଲ୍ୟୁଗୁଡ଼ିକ ମଧ୍ୟରେ ଚାର୍ଟ ନିଜକୁ ନିଜ ପୋଜିଶନ୍ କରିଥିବାର ଆମେ ଦେଖୁ |
 
|| ଚାର୍ଟ ଏରିଆ ମଧ୍ୟରେ ସେଟ୍ ହୋଇଥିବା ଭାଲ୍ୟୁଗୁଡ଼ିକ ମଧ୍ୟରେ ଚାର୍ଟ ନିଜକୁ ନିଜ ପୋଜିଶନ୍ କରିଥିବାର ଆମେ ଦେଖୁ |
 +
 
|-
 
|-
 
||10:12
 
||10:12
 
|| ଏହା ଆମକୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
 
|| ଏହା ଆମକୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
 +
 
|-
 
|-
 
||10:16
 
||10:16
 
|| ସଂକ୍ଷିପ୍ତରେ ଆମେ ଶିଖିଲେ, କିପରି: ଚାର୍ଟ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବେ |
 
|| ସଂକ୍ଷିପ୍ତରେ ଆମେ ଶିଖିଲେ, କିପରି: ଚାର୍ଟ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବେ |
 +
 
|-
 
|-
 
||10:21
 
||10:21
 
|| ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ଚାର୍ଟକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ତାହା ମଧ୍ୟ ଶିଖିଲେ |
 
|| ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ଚାର୍ଟକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ତାହା ମଧ୍ୟ ଶିଖିଲେ |
 +
 
|-
 
|-
 
||10:27
 
||10:27
 
||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
 
||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
 +
 
|-
 
|-
 
||10:29
 
||10:29
 
|| “practice.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
 
|| “practice.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
 +
 
|-
 
|-
 
||10:34
 
||10:34
 
|| ଡାଟା ପାଇଁ ଏକ "Pie chart" ଇନ୍ସର୍ଟ କରନ୍ତୁ |
 
|| ଡାଟା ପାଇଁ ଏକ "Pie chart" ଇନ୍ସର୍ଟ କରନ୍ତୁ |
 +
 
|-
 
|-
 
||10:37
 
||10:37
 
|| ଚାର୍ଟକୁ ରିସାଇଜ୍ କରନ୍ତୁ ଓ ଶୀଟ୍ର ତଳ ଡାହାଣପଟ କୋଣକୁ ଘୁଞ୍ଚାନ୍ତୁ |
 
|| ଚାର୍ଟକୁ ରିସାଇଜ୍ କରନ୍ତୁ ଓ ଶୀଟ୍ର ତଳ ଡାହାଣପଟ କୋଣକୁ ଘୁଞ୍ଚାନ୍ତୁ |
 +
 
|-
 
|-
 
||10:42
 
||10:42
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
|-
 
|-
 
||10:46
 
||10:46
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 +
 
|-
 
|-
 
||10:50
 
||10:50
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
|-
 
|-
 
||10:54
 
||10:54
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 +
 
|-
 
|-
 
||10:56
 
||10:56
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
||11:00
 
||11:00
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
 +
 
|-
 
|-
 
||11:04
 
||11:04
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
 +
 
|-
 
|-
 
||11:11
 
||11:11
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
|-
 
|-
 
||11:15
 
||11:15
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
|-
 
|-
 
||11:23
 
||11:23
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
 +
 
|-
 
|-
 
||11:26
 
||11:26
 
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
 
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
 +
 
|-
 
|-
 
||11:34
 
||11:34
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |
 
+
|}
ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |
+

Latest revision as of 11:12, 10 April 2017

Time Narration
00:00 ଲିବର୍ ଅଫିସ୍ Calc-ସ୍ପ୍ରେଡ୍ ଶୀଟ୍ସରେ ଚାର୍ଟ୍ସ ପ୍ରବେଶ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:11 ଚାର୍ଟ୍ସ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବା
00:14 ଚାର୍ଟ୍ସ ରିସାଇଜ୍ ଓ ମୁଭ୍ କରିବା
00:18 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:27 ଲିବର୍ ଅଫିସ୍ କାଲ୍କରେ ବିଭିନ୍ନ ଭ୍ୟୁୟିଙ୍ଗ୍ ଅପ୍ସନ୍ସ ବିଷୟରେ ଶିକ୍ଷାରୁ ଆରମ୍ଭ କରିବା |
00:32 ପାଠକମାନଙ୍କୁ ସୂଚନା ବ୍ୟକ୍ତ କରିବା ପାଇଁ ଚାର୍ଟ୍ସ ଶକ୍ତିଶାଳୀ ମାର୍ଗ ହୋଇପାରେ |
00:37 ଆପଣଙ୍କ ଡାଟା ପାଇଁ ଲିବର୍ ଅଫିସ୍ କାଲ୍କ ଅନେକ ଚାର୍ଟ ଫର୍ମାଟ୍ ଦେଇଥାଏ |
00:43 କାଲ୍କ ବ୍ୟବହାର କରି ଆପଣ ଚାର୍ଟ୍ସକୁ ଅନେକାଂଶରେ କଷ୍ଟମାଇଜ୍ ମଧ୍ୟ କରିପାରିବେ |
00:48 ଆମର 'personal finance tracker.ods' ଶୀଟ୍ ଖୋଲନ୍ତୁ
00:53 ଓ ଶୀଟ୍ ରେ ଉଲ୍ଲିଖିତ ପ୍ରତ୍ୟେକ ଆଇଟମ୍ ଉପରେ ହୋଇଥିବା ଖର୍ଚ୍ଚର ପରିମାଣ ଭରନ୍ତୁ |
00:59 “E3” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ ରେ କ୍ଲିକ୍ କରି “6500” ଭାବରେ ରାଶି ଭରନ୍ତୁ |
01:06 ଏବେ କଲମ୍ ରେ ତଳକୁ ଯାଇ ଆମେ “E4”,”E5”,”E6” ଓ “E7” ଭାବେ ନିର୍ଦ୍ଦିଷ୍ଟ ସେଲ୍ସରେ କ୍ରମଶଃ “1000”,”625”,”310” ଓ “2700” ଟାଇପ୍ କରିବା |
01:26 ଏହାପରେ ଆମେ ଶୀଟ୍ ରେ ତାଲିକାଭୁକ୍ତ ସମସ୍ତ ଜିନିଷ ପାଇଁ ପ୍ରାପ୍ତ କରିଥିବା ରାଶି ଭରିବା |
01:31 ତେଣୁ, “F3” ସେଲ୍ ରେ କ୍ଲିକ୍ କରି “500” ଭାବରେ ରାଶି ଭରନ୍ତୁ |
01:37 ଏବେ ଏହି କଲମ୍ ର ତଳକୁ ଯାଇ ଆମେ “F4”,”F5”,”F6” ଓ “F7” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ସରେ କ୍ରମଶଃ “200”,”75”,”10” ଓ “700” ଭାବରେ ରାଶି ଟାଇପ୍ କରିବା |
01:54 ଏହି ଟେବଲ୍ ପାଇଁ ଚାର୍ଟ କିପରି କ୍ରିଏଟ୍ କରାଯାଏ, ଆସନ୍ତୁ ଶିଖିବା |
01:58 ଏକ ଚାର୍ଟ କ୍ରିଏଟ୍ କରିବା ପାଇଁ, ଆମକୁ ପ୍ରଥମେ ଚାର୍ଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଡାଟା ସିଲେକ୍ଟ କରିବାକୁ ହେବ |
02:04 “SN” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ ମାଉସ୍ ବଟନ୍ କୁ ନଛାଡ଼ି “700” ଲେଖାଥିବା ଶେଷ ପର୍ଯ୍ୟନ୍ତ କର୍ସର୍ ଡ୍ରାଗ୍ କରି ଆଣନ୍ତୁ |
02:14 ଏବେ, ମେନୁବାର୍ ରେ ଥିବା “Insert” ଅପ୍ସନ୍ ଉପରେ କ୍ଲିକ୍ କରି “Chart” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
02:21 ଦେଖନ୍ତୁ, ତାରିଖ ସହିତ ଡିଫଲ୍ଟ ଚାର୍ଟ ୱର୍କଶୀଟ୍ ରେ ଇନ୍ସର୍ଟ ହୋଇଗଲା |
02:27 ତାହାସହିତ "Chart Wizard" ଡାୟଲଗ୍ ବକ୍ସ ଖୋଲିଲା |
02:32 ଡିଫଲ୍ଟ ଚାର୍ଟଟି ସିଲେକ୍ଟ ହେଲା ବୋଲି "Chart Wizard" ଦେଖାଏ |
02:36 "Chart Wizard"ରେ ହୋଇଥିବା ପରିବର୍ତ୍ତନକୁ ଦେଖାଇବା ପାଇଁ ଏହି ଡିଫଲ୍ଟ ଚାର୍ଟ ଅପଡେଟ୍ସ କରେ |
02:42 "Chart Wizard" ଡାୟଲଗ୍ ବକ୍ସରେ ତିନୋଟି ମୁଖ୍ୟ ପାର୍ଟ୍ସ ଅଛି, ଚାର୍ଟ ତିଆରି କରିବାରେ ଜଡ଼ିତ ଥିବା ପଦକ୍ଷେପ, ଚାର୍ଟ ପ୍ରକାରର ପସନ୍ଦ ଓ ପ୍ରତ୍ୟେକ ଚାର୍ଟ ପ୍ରକାର ପାଇଁ ଅପ୍ସନ୍ |
02:55 “3D Look” ଅପ୍ସନ୍ ଚେକ୍ କରି ଜଣେ ଚାର୍ଟକୁ ଥ୍ରୀ ଡାଇମେନ୍ସନ୍ ରେ ମଧ୍ୟ ପ୍ରଦର୍ଶିତ କରିପାରିବ |
03:03 ଏହି ଅପ୍ସନ୍ସ ଦେଖିବା |
03:05 ଆମେ “Choose a chart type” ଫିଲ୍ଡରେ ଥିବା “Bar” ଅପ୍ସନ୍ ରେ କ୍ଲିକ୍ କରିବା |
03:11 ଦେଖନ୍ତୁ, ସାମ୍ପଲ୍ ଚାର୍ଟ, ଟେବଲ୍ ରେ ଥିବା ଡାଟାକୁ “Bar” ଫର୍ମାଟ୍ ରେ ପ୍ରଦର୍ଶିତ କରୁଛି |
03:19 ସମାନ ଭାବରେ ଆପଣ ଅନ୍ୟାନ୍ୟ ଅପ୍ସନ୍ସ, ଯେପରି “Pie”, <pause> “Area”, <pause> “Bubble” <pause>
03:28 ଓ “Choose a chart type field”ରେ ଥିବା ଅନ୍ୟ ଅନେକ ଅପ୍ସନ୍ସରେ କ୍ଲିକ୍ କରି ଆବଶ୍ୟକ ଚାର୍ଟ ଟାଇପ୍ ପ୍ରାପ୍ତ କରିପାରିବେ |
03:35 “Steps” ଅପ୍ସନ୍ ଅନ୍ତର୍ଗତ “Data Range” ନାମକ ଆଉ ଏକ ଅପ୍ସନ୍ ଅଛି |
03:40 ଏହି ଅପ୍ସନ୍ ବ୍ୟବହାର କରି ଆପଣ ଚାର୍ଟରେ ରଖିବାକୁ ଚାହୁଁଥିବା ଡାଟାର ରେଞ୍ଜ୍ କୁ ମାନୁଆଲୀ ଏଡିଟ୍ କରିପାରିବେ |
03:48 ଡାଟା ପ୍ଲଟ୍ କରିବାର ଡିଫଲ୍ଟ ଅପ୍ସନ୍ ହେଉଛି “Data series in columns” |
03:54 ଏହା ପରିବର୍ତ୍ତେ ଆମେ “Data series in rows” ବ୍ୟବହାର କରି ଆମେ ଚାହୁଁଥିବା ଡାଟା ରଖିବାର ମାର୍ଗ ମଧ୍ୟ ପରିବର୍ତ୍ତନ କରିପାରିବା |
04:02 ଡାଟା ପ୍ରଦର୍ଶନ ପାଇଁ ଆପଣ “Column” ପରି ଚାର୍ଟର ଷ୍ଟାଇଲ୍ ବ୍ୟବହାର କରିବାକୁ ଚାହୁଁଥିବା କ୍ଷେତ୍ରରେ ଏହା ଉପଯୋଗୀ ଅଟେ |
04:10 ଶେଷରେ ଆପଣ ଚୟନ କରିପାରିବେ ଯେ, ଆପଣ “First row as label” ବ୍ୟବହାର କରିବାକୁ ଚାହୁଁଛନ୍ତି
04:24 ନା “First column as label”,
04:28 କିମ୍ୱା ଚାର୍ଟର ଅକ୍ଷରେ ଲେବଲ୍ ଭାବରେ ଉଭୟକୁ |
04:34 ପୁଣିଥରେ କଲମ୍ ରେ ଥିବା ଡାଟା ସିରିଜ୍ ଉପରେ କ୍ଲିକ୍ କରନ୍ତୁ |
04:38 ଏବେ, ଆମ ସାମ୍ପଲ୍ ଚାର୍ଟରେ, “Received” ହେଡିଙ୍ଗ୍ ରେ ଥିବା ଡାଟାକୁ ଯଦି ଆମେ କାଢ଼ିବାକୁ ଚାହିଁବା, ଆମେ ତାହା ପ୍ରଥମେ “Data range” ଫିଲ୍ଡ ଭିତରେ କ୍ଲିକ୍ କରି
04:49 ଓ ତାହାପରେ ରେଞ୍ଜକୁ “$A$1 is to $F$7” ରୁ “$A$1 is to $D$7”କୁ ଏଡିଟ୍ କରି, କରିପାରିବା |
05:03 ଦେଖନ୍ତୁ, “Received” ହେଡିଙ୍ଗ୍ ତଳେ ଥିବା ଡାଟା ଚାର୍ଟରେ ଆଉ ନାହିଁ |
05:11 “Data Series” କ’ଣ କରେ ଆସନ୍ତୁ ଏବେ ଦେଖିବା |
05:15 ଧ୍ୟାନଦିଅନ୍ତୁ ଯେ, ଆମ ସ୍ପ୍ରେଡ୍ ଶୀଟ୍ ରେ ଡାଟାର ସମୁଦାୟ ରୋକୁ ପ୍ରତିନିଧିତ୍ୱ କରି ଏଠାରେ ୫ଟି ରୋ ଅଛି |
05:21 “Add” and “Remove” ବଟନ୍ସ, ଚାର୍ଟରୁ ଡାଟାର ରୋଗୁଡ଼ିକୁ ମିଶାଇବାକୁ କିମ୍ୱା କାଢ଼ିବାରେ ଆମକୁ ସାହାଯ୍ୟ କରିଥାଏ |
05:29 “Up” and “Down” ବଟନ୍ସ ବ୍ୟବହାର କରି ଆମେ ଡାଟାକୁ ପୁନଃ-ବ୍ୟବସ୍ଥିତ ମଧ୍ୟ କରିପାରିବା |
05:34 ଚାର୍ଟରେ କ’ଣ ଓ କିପରି ଡାଟା ରହିବ, ତାହାର ଚୟନ କରିବା ପରେ ଡାୟଲଗ୍ ବକ୍ସରେ ଥିବା “Finish” ବଟନ୍ ରେ କ୍ଲିକ୍ କରନ୍ତୁ |
05:43 ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ ଇନ୍ସର୍ଟ ହୋଇଯାଇଥିବାର ଆପଣ ଦେଖୁଛନ୍ତି |
05:47 ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ୍ସ କିପରି ଇନ୍ସର୍ଟ କରାଯାଏ ଶିଖିବା ପରେ
05:51 ଏବେ ଆମେ, ଚାର୍ଟ କିପରି ଫର୍ମାଟ୍ କରାଯାଏ, ଶିଖିବା |
05:56 “Format” ମେନୁରେ ଫର୍ମାଟିଙ୍ଗ୍ ପାଇଁ ଓ
06:00 ଚାର୍ଟର ଆପିଅରେନ୍ସ ସଜାଡ଼ିବା ପାଇଁ ଅନେକ ଅପ୍ସନ୍ସ ଅଛି |
06:04 ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ରେ ଆମେ ଇନ୍ସର୍ଟ କରିଥିବା ଚାର୍ଟ ଫର୍ମାଟ୍ କରିବା |
06:08 ଚାର୍ଟରେ ଡବଲ୍ କ୍ଲିକ୍ କରନ୍ତୁ, ଯେଉଁଥିରୁ ତାହା ଗ୍ରେ ବର୍ଡର୍ ଦ୍ୱାରା ଆବଦ୍ଧ ହୋଇଯିବ |
06:13 ଏହା “Edit”ମୋଡ୍ ରେ ଅଛି ବୋଲି ସୂଚିତ କରେ |
06:18 ଏବେ, ମେନ୍ ମେନୁରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
06:22 ଦେଖନ୍ତୁ, ଡ୍ରପ୍ ଡାଉନ୍ ମେନୁରେ ଅନେକ ସଂଖ୍ୟକ ଫର୍ମାଟିଙ୍ଗ୍ ଅପ୍ସନ୍ସ ରହିଛି, ଯେପରି “Format Selection”, “Position and Size”, “Arrangement”, “Chart Wall” , “Chart Area” ଓ ଆହୁରି ଅନେକ |
06:37 ଚାର୍ଟର ପୋଜିଶନିଙ୍ଗ୍, ଆରେଞ୍ଜିଙ୍ଗ୍, ବ୍ୟାକଗ୍ରାଉଣ୍ଡ୍ ଓ ଟାଇଟଲ୍ ଫର୍ମାଟିଙ୍ଗ୍ ପାଇଁ ସେଗୁଡ଼ିକର ବ୍ୟବହାର କରାଯାଏ |
06:44 ବାରମ୍ୱାର ବ୍ୟବହୃତ ହେଉଥିବା ଅପ୍ସନ୍ ଗୁଡ଼ିକ ବିଷୟରେ ଆମେ ଗୋଟିଏ ଗୋଟିଏ କରି ଶିଖିବା |
06:49 “Format Selection” ଅପ୍ସନ୍, “Chart Area” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଖୋଲେ |
06:56 ଏଥିରେ ୩ଟି ଟ୍ୟାବ୍ସ ଅଛି, ଯଥା - “Borders”, “Area” ଓ “Transparency”|
07:03 ଡିଫଲ୍ଟ ଭାବେ “Borders” ଟ୍ୟାବ୍ ସିଲେକ୍ଟ ହୋଇଥାଏ |
07:07 ଚାଲନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ କରିବା |
07:11 ଏହା କରିବାକୁ, “Style” ଫିଲ୍ଡରେ କ୍ଲିକ୍ କରି “Continuous” ଚୟନ କରନ୍ତୁ |
07:16 ତାହାପରେ “Color” ଫିଲ୍ଡରେ “Green” ଉପରେ କ୍ଲିକ୍ କରନ୍ତୁ |
07:21 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
07:26 ଦେଖନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
07:31 ଚାର୍ଟର ଟାଇଟଲ୍ ଓ ତାହାର ଅକ୍ଷକୁ “Title” ଅପ୍ସସ୍ନ୍ ଫର୍ମାଟ୍ କରିଥାଏ |
07:36 “Axis” ଅପ୍ସନ୍, ଚାର୍ଟ କ୍ରିଏଟ୍ କରୁଥିବା ଲାଇନ୍ ଗୁଡ଼ିକ ସହିତ
07:41 ଉଭୟ X ଓ Y ଅକ୍ଷରେ ପ୍ରଦର୍ଶିତ ହେଉଥିବା ଟେକ୍ସଟ୍ ର ଫଣ୍ଟ ମଧ୍ୟ ଫର୍ମାଟ୍ କରେ |
07:46 ଅନ୍ୟ ଅପ୍ସନ୍ ଗୁଡ଼ିକ କ’ଣ କରନ୍ତି ଜାଣିବା ପାଇଁ ପରେ ନିଜେ ସେଗୁଡ଼ିକ ଏକ୍ସପ୍ଲୋର୍ କରନ୍ତୁ |
07:53 ଚାର୍ଟ ଏରିଆର ବ୍ୟାକଗ୍ରାଉଣ୍ଡ ଚେଞ୍ଜ୍ କରିବା ପାଇଁ ମଧ୍ୟ କାଲ୍କ ଏକ ଅପ୍ସନ୍ ପ୍ରଦାନ କରେ |
07:58 ମୁଖ୍ୟ ଟାଇଟଲ୍ ଓ କୀ’ ସହିତ ଚାର୍ଟ ଗ୍ରାଫିକ୍ ଚାରିପଟେ ଥିବା ଏରିଆକୁ ଚାର୍ଟ ଏରିଆ କୁହାଯାଏ |
08:05 ଚାର୍ଟ ଏରିଆ ଫର୍ମାଟ୍ କରିବାକୁ “Format” ଅପ୍ସନ୍ ଉପରେ କ୍ଲିକ୍ କରି “Chart Wall” ସିଲେକ୍ଟ କରନ୍ତୁ |
08:12 “Chart Wall” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଦେଖାଦେବ |
08:17 “Style” ଫିଲ୍ଡ “Continuous” ଦେଖାଇବ, ଯେହେତୁ ଏହା ଆମର ଶେଷ ପସନ୍ଦ ଥିଲା |
08:22 “Color” ଫିଲ୍ଡରେ “Red” କ୍ଲିକ୍ କରନ୍ତୁ |
08:26 ଆମେ ସାଇଜ୍ କୁ ମଧ୍ୟ “0.20”cmକୁ ପରିବର୍ତ୍ତନ କରିବା |
08:31 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
08:35 ଦେଖନ୍ତୁ, ଚାର୍ଟ ଏରିଆର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
08:41 ଏହାପରେ ଆମେ ଏକ ଚାର୍ଟରେ ଏଲେମେଣ୍ଟଗୁଡ଼ିକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ଶିଖିବା |
08:46 ଏକ ଚାର୍ଟ ରିସାଇଜ୍ କରିବା ପାଇଁ, ସାମ୍ପଲ୍ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
08:51 ଚାର୍ଟ ଚାରିପଟେ ଗ୍ରୀନ୍ ହ୍ୟାଣ୍ଡଲ୍ସ ଦେଖାଦେବ |
08:54 ଚାର୍ଟର ଆକାର ବଢ଼ାଇବା କିମ୍ୱା କମାଇବା ପାଇଁ, ଚାର୍ଟର ଚାରିପଟ କୋଣରେ ଥିବା ମାର୍କର୍ ଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
09:03 ଏକ ଚାର୍ଟ ଘୁଞ୍ଚାଇବା ପାଇଁ ପ୍ରଥମେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
09:07 ଏବେ, ଚାର୍ଟ ଉପରେ ଯେକୌଣସି ସ୍ଥାନକୁ କର୍ସର୍ ନିଅନ୍ତୁ |
09:11 କର୍ସର୍, ଏକ ହାତରେ ପରିବର୍ତ୍ତିତ ହୋଇଯିବ |
09:14 କ୍ଲିକ୍ କରି ଚାର୍ଟକୁ ଚାହୁଁଥିବା ସ୍ଥାନକୁ ଘୁଞ୍ଚାନ୍ତୁ | ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
09:20 ଚାର୍ଟଟି ଘୁଞ୍ଚିଗଲା !
09:24 ଏହାପରେ “Position and Size” ଡାୟଲଗ୍ ବକ୍ସ ବ୍ୟବହାର କରି ଚାର୍ଟ ରିସାଇଜିଙ୍ଗ୍ ବିଷୟରେ ଶିଖିବା |
09:30 ପୁଣିଥରେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
09:33 ଏବେ, ଚାର୍ଟ ଉପରେ ରାଇଟ୍ କ୍ଲିକ୍ କରି କଣ୍ଟେକ୍ସଟ୍ ମେନୁରୁ “Position and Size” ସିଲେକ୍ଟ କରନ୍ତୁ |
09:40 “Position and Size” ଡାୟଲଗ୍ ବକ୍ସ ଖୋଲେ |
09:44 ଏଥିରେ, ଚାର୍ଟର ଦୈର୍ଘ୍ୟ ଓ ପ୍ରସ୍ତ ସମେତ 'X' ଓ 'Y' ପୋଜିଶନ୍ ସେଟ୍ କରିବା ପାଇଁ ବିଭିନ୍ନ ଫିଲ୍ଡସ୍ ଅଛି |
09:52 ଚାଲନ୍ତୁ, ଆମ ଚାର୍ଟ ପାଇଁ 'X' କୁ “1.00” ଓ 'Y' କୁ “0.83”ରେ ସେଟ୍ କରିବା |
10:02 “OK” କ୍ଲିକ୍ କରନ୍ତୁ |
10:04 ଚାର୍ଟ ଏରିଆ ମଧ୍ୟରେ ସେଟ୍ ହୋଇଥିବା ଭାଲ୍ୟୁଗୁଡ଼ିକ ମଧ୍ୟରେ ଚାର୍ଟ ନିଜକୁ ନିଜ ପୋଜିଶନ୍ କରିଥିବାର ଆମେ ଦେଖୁ |
10:12 ଏହା ଆମକୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
10:16 ସଂକ୍ଷିପ୍ତରେ ଆମେ ଶିଖିଲେ, କିପରି: ଚାର୍ଟ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବେ |
10:21 ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ଚାର୍ଟକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ତାହା ମଧ୍ୟ ଶିଖିଲେ |
10:27 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
10:29 “practice.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
10:34 ଡାଟା ପାଇଁ ଏକ "Pie chart" ଇନ୍ସର୍ଟ କରନ୍ତୁ |
10:37 ଚାର୍ଟକୁ ରିସାଇଜ୍ କରନ୍ତୁ ଓ ଶୀଟ୍ର ତଳ ଡାହାଣପଟ କୋଣକୁ ଘୁଞ୍ଚାନ୍ତୁ |
10:42 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
10:46 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:50 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
10:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
10:56 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:00 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:04 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
11:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
11:26 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
11:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep