Jmol-Application/C2/Create-and-edit-molecular-models/Oriya

From Script | Spoken-Tutorial
Revision as of 11:51, 22 September 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Jmol Applicationରେ Create and Edit molecular models ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:12 ଗୋଟିଏ ପାରମାଣବିକ ଆକାରରେ hydrogen ପରମାଣୁକୁ ଗୋଟିଏ functional group ସହିତ ପ୍ରତିସ୍ଥାପନ କରିବା
00:17 ବନ୍ଧଗୁଡିକୁ Add ଓ delete କରିବା
00:20 ଅଣୁଗୁଡିକୁ Add ଓ delete କରିବା ଏବଂ
00:23 କିପରି Pop-up menuକୁ, ଯାହା କଣ୍ଟେକ୍ସଚୁଆଲ୍ ମେନୁ ଭାବେ ମଧ୍ୟ ପରିଚିତ, ବ୍ୟବହାର କରିବା ଶିଖିବା
00:29 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ, Jmol Application ୱିଣ୍ଡୋ ଏବଂ
00:32 Modelkit ଫଙ୍କଶନ୍ ସହିତ ପରିଚିତ ଥିବା ଆବଶ୍ୟକ,
00:36 ଯାହା ପରମାଣୁର ଆକାରଗୁଡିକୁ ସୃଷ୍ଟି କରିବା ପାଇଁ ବ୍ୟବହୃତ ହୁଏ
00:41 ସମ୍ପର୍କୀତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟକୁ ଯା’ନ୍ତୁ
00:46 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:49 Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04
00:53 Jmol ଭର୍ସନ୍ 12.2.2
00:57 ଏବଂ Java ଭର୍ସନ୍ 7
01:00 Jmol Applicationକୁ ଖୋଲିବା ପାଇଁ Dash home ଉପରେ କ୍ଲିକ୍ କରନ୍ତୁ
01:05 search boxରେ Jmol ଟାଇପ୍ କରନ୍ତୁ
01:08 ସ୍କ୍ରୀନ୍ ଉପରେ Jmol ଆଇକନ୍ ଦୃଶ୍ୟମାନ ହେବ
01:11 Jmol application ୱିଣ୍ଡୋକୁ ଖୋଲିବା ପାଇଁ Jmol ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:17 ପୂର୍ବେ ସୃଷ୍ଟି କରାଯାଇଥିବା Propaneର ଆକାର ସହିତ ଚାଲନ୍ତୁ ଆରମ୍ଭ କରିବା
01:22 ଫାଇଲକୁ ଖୋଲିବା ପାଇଁ ଟୂଲ ବାରରେ ଥିବା Open file ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:27 ସ୍କ୍ରୀନ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
01:30 ଆବଶ୍ୟକ ଫାଇଲ୍ ସ୍ଥାପିତ ହୋଇଥିବା ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
01:34 ମୋ ଫାଇଲ୍ Desktop ଉପରେ ସ୍ଥାପିତ ହୋଇଛି
01:37 ତେଣୁ, Desktopକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ
01:43 File କିମ୍ବା URL ଟେକ୍ସଟ ବକ୍ସରେ ଫାଇଲର ନାମକୁ ଟାଇପ୍ କରନ୍ତୁ
01:48 ତା’ପରେ, Open ବଟନ୍ ଉପରେ କ୍ଲିକ୍ କରନ୍ତୁ
01:51 ସ୍କ୍ରୀନ୍ ଉପରେ Propaneର ଆକାର ଦୃଶ୍ୟମାନ ହେବ
01:55 Propaneରେ ଥିବା hydrogenକୁ ଫଙ୍କଶନାଲ୍ ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରିପାରିବେ, ଯେପରି:
01:59 hydroxy, amino, halogens ଯେପରି, fluro, chloro, bromo ଏବଂ ଅନ୍ୟାନ୍ୟ
02:07 Propaneକୁ Propanolରେ ରୂପାନ୍ତର କରିବା ପାଇଁ, ମୁଁ ଗୋଟିଏ hydroxy ଗ୍ରୁପକୁ ସଂଯୁକ୍ତ କରିବା ପାଇଁ ଚାହୁଁଛି
02:13 model kit ମେନୁକୁ ଖୋଲନ୍ତୁ. ଏଠାରେ ଫଙ୍କଶନାଲ୍ ଗ୍ରୁପଗୁଡିକର ଗୋଟିଏ ତାଲିକା ଉପଲବ୍ଧ ଅଛି
02:20 oxygen ଅଣୁ ବିପକ୍ଷରେ ଥିବା ବକ୍ସକୁ ଚେକ୍ କରନ୍ତୁ
02:23 ପ୍ରଥମ carbon ଅଣୁ ସହିତ ସଂଯୁକ୍ତ ଥିବା hydrogen ଅଣୁ ଉପରେ କ୍ଲିକ୍ କରନ୍ତୁ
02:28 hydrogen ଅଣୁ hydroxy ଗ୍ରୁପ୍ ଦ୍ଵାରା ପ୍ରତିସ୍ଥାପିତ ହେବା, ଦେଖିପାରିବେ. ଏଠାରେ Oxygen ଅଣୁକୁ ରେଡ୍ କଲରରେ ଦେଖିବାକୁ ପାଇବେ
02:37 ବର୍ତ୍ତମାନ Propane, 1-Propanolକୁ ରୂପାନ୍ତର ହୋଇଗଲା
02:41 ବର୍ତ୍ତମାନ 1-Propanolକୁ 2-chloro-1-propanolରେ ରୂପାନ୍ତର କରିବା ପାଇଁ ଚେଷ୍ଟା କରନ୍ତୁ
02:47 model kit ମେନୁରୁ Chloro ଗ୍ରୁପକୁ ଚୟନ କରନ୍ତୁ
02:51 ଦ୍ଵିତୀୟ carbon ଅଣୁ ସହିତ ସଂଯୁକ୍ତ ହୋଇଥିବା hydrogen ଅଣୁ ଉପରେ କ୍ଲିକ୍ କରନ୍ତୁ
02:57 ବର୍ତ୍ତମାନ 2-chloro-1-propanolର ଆକାର ପ୍ରାପ୍ତ କରିବା. ଏଠାରେ Chlorineକୁ ଗ୍ରୀନ୍ କଲରରେ ଦେଖିବାକୁ ପାଇବେ
03:04 ଏନର୍ଜୀ ମିନିମାଇଜେଶନ୍ କରିପାରିବେ ଏବଂ ଇମେଜକୁ dot mol ଫାଇଲ୍ ଭାବେ ସେଭ୍ କରନ୍ତୁ
03:10 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି-ନିମ୍ନଲିଖିତ ପରମାଣୁଗୁଡିକର ଆକାର ସୃଷ୍ଟି କରନ୍ତୁ: 3-bromo-1-butanol ଓ 2-amino-4-chloro-pentane
03:20 ଏନର୍ଜୀ ମିନିମାଇଜେଶନ୍ କରିବା ସହ ଇମେଜକୁ JPEG ଫର୍ମାଟରେ ସେଭ୍ କରନ୍ତୁ
03:25 ଇମେଜକୁ ବିଭିନ୍ନ ଫାଇଲ୍ ଫର୍ମାଟରେ ସେଭ୍ କରିବା ପାଇଁ,
03:28 ଟୂଲ ବାରରେ ଥିବା Save current view as an image ଆଇକନରେ କ୍ଲିକ୍ କରନ୍ତୁ
03:33 ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ନିମ୍ନ ଭଳି ଦୃଶ୍ୟମାନ ହେବା ଆବଶ୍ୟକ
03:40 ବର୍ତ୍ତମାନ, Jmol Application ୱିଣ୍ଡୋକୁ ଫେରିଆସନ୍ତୁ
03:45 Jmol Application ଗୋଟିଏ Pop-up ମେନୁ ମଧ୍ୟ ପ୍ରଦାନ କରେ
03:50 ପପ୍-ଅପ୍ ମେନୁକୁ ଦୁଇଟି ମାର୍ଗରେ ଆକ୍ସେସ୍ କରିପାରିବେ
03:55 model kit ମେନୁକୁ ବନ୍ଦ କରନ୍ତୁ, ଯଦି ଏହା ଖୋଲା ଥାଏ
03:59


04:04 Pop-up ମେନୁକୁ ଖୋଲିବା ପାଇଁ, ପ୍ୟାନେଲ୍ ଉପରେ mouse ବଟନରେ ରାଇଟ୍ କ୍ଲିକ୍ କରନ୍ତୁ
04:09 ପ୍ୟାନେଲ୍ ଉପରେ Pop-up ମେନୁ ଦୃଶ୍ୟମାନ ହେବ
04:12 ଅଣୁଗୁଡିକର ପ୍ରଦର୍ଶନକୁ ରୂପାନ୍ତର କରିବା ପାଇଁ Pop-up ମେନୁ ଅନେକ ଫଙ୍କଶନଗୁଡିକୁ ଉପଲବ୍ଧ କରାଇଥାଏ
04:18 ଏଥିରେ ବିଭିନ୍ନ ପ୍ରକାରର ଚୟନ ଓ ରେଣ୍ଡରିଙ୍ଗ ବିକଳ୍ପଗୁଡିକ ଅଛି
04:22 ଏହି ମେନୁର ଅନେକ ଫଙ୍କଶନଗୁଡିକ, ମେନୁ ବାରରେ ନକଲ ହୋଇଯାଇଛି
04:28 Pop-up ମେନୁରେ ଥିବା ଆଇଟମଗୁଡିକ ସ୍ଵ-ବର୍ଣ୍ଣୀତ ଅଟନ୍ତି
04:32 ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀର ଆବଶ୍ୟକତା ନାହିଁ
04:35 Pop-up ମେନୁକୁ ବାହାର କରିବା ପାଇଁ Jmol ପ୍ୟାନେଲ୍ ଉପରେ କ୍ଲିକ୍ କରନ୍ତୁ
04:39 Pop-up ମେନୁକୁ ଆକ୍ସେସ୍ କରିବା ପାଇଁ ଦ୍ଵିତୀୟ ମାର୍ଗ ଭାବେ, Jmol ଲୋଗୋ ଉପରେ କ୍ଲିକ୍ କରନ୍ତୁ
04:44 ଏହା Jmol ପ୍ୟାନେଲର ନିମ୍ନ ଡାହାଣ ପଟ କୋଣରେ ଅବସ୍ଥିତ ଅଟେ
04:49 ବର୍ତ୍ତମାନ, ଏହି ପରମାଣୁକୁ କିପରି edit କରିବା ସହ Ethane ପରମାଣୁରେ ରୂପାନ୍ତର କରାଯାଏ, ଦେଖିବା
04:55 ଏଥି ପାଇଁ, hydroxy ଗ୍ରୁପ୍, chlorine ଗ୍ରୁପ୍, carbon ଗ୍ରୁପ୍ ଓ ଦୁଇଟି hydrogen ଅଣୁକୁ ଡିଲିଟ୍ କରନ୍ତୁ
05:05 model kit ମେନୁକୁ ଖୋଲନ୍ତୁ
05:08 delete atom ବିପକ୍ଷରେ ଥିବା ବକ୍ସକୁ ଚେକ୍ କରନ୍ତୁ
05:12 ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଅଣୁଗୁଡିକ ଉପରେ କ୍ଲିକ୍ କରନ୍ତୁ -
05:15 Oxygen, chlorine ଓ carbon ଅଣୁ
05:21 ଗୋଟିଏ ethaneର ପରମାଣୁ ସୃଷ୍ଟି କରିବା ପାଇଁ, ଏହି ପରମାଣୁରେ hydrogenଗୁଡିକୁ ସଂଯୁକ୍ତ କରିବାକୁ ପଡିବ
05:26 model kit ମେନୁରେ ଥିବା add hydrogens ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
05:32 ପରମାଣୁରେ ଦୁଇଟି hydrogen ଅଣୁ ସଂଯୁକ୍ତ ହୋଯାଇଛି
05:36 ବର୍ତ୍ତମାନ ସ୍କ୍ରୀନ୍ ଉପରେ Ethaneର ଆକାର ଅଛି
05:40 ଚାଲନ୍ତୁ, alkenes ଓ alkynes କିପରି ସୃଷ୍ଟି କରାଯାଏ ଶିଖିବା
05:45 ପରମାଣୁରେ ଗୋଟିଏ ଡବଲ୍-ବଣ୍ଡକୁ ପ୍ରବେଶ କରିବା ପାଇଁ, model kit ମେନୁକୁ ଖୋଲନ୍ତୁ
05:50 ବିକଳ୍ପ double ବିପକ୍ଷରେ ଚେକ୍ କରନ୍ତୁ
05:53 Ethane ପରମାଣୁର ଦୁଇଟି କାର୍ବନ୍ ଅଣୁ ମଧ୍ୟରେ ଥିବା ବନ୍ଧ ଉପରେ କର୍ସରକୁ ରଖନ୍ତୁ
05:58 carbon ଅଣୁଗୁଡିକର ଚାରିପଟେ ରେଡ୍ କଲରର ରିଙ୍ଗ ଦୃଶ୍ୟମାନ ହେବ
06:01 bond ଉପରେ କ୍ଲିକ୍ କରନ୍ତୁ
06:05 ସିଙ୍ଗଲ୍-ବଣ୍ଡ, ଡବଲ୍-ବଣ୍ଡରେ ରୂପାନ୍ତର ହେବାକୁ ଲକ୍ଷ୍ୟ କରନ୍ତୁ
06:09 ପ୍ୟାନେଲ୍ ଉପରେ Etheneର ଗୋଟିଏ ଆକାର ପ୍ରାପ୍ତ ହେବ
06:13 ବର୍ତ୍ତମାନ, Ethene କୁ Ethyneରେ ରୂପାନ୍ତର କରନ୍ତୁ
06:16 modelkit ମେନୁ ଉପରେ କ୍ଲିକ୍ କରିବା ସହ ବିକଳ୍ପ triple ବିପକ୍ଷରେ ଚେକ୍ କରନ୍ତୁ
06:21 Etheneର ପରମାଣୁରେ ଥିବା ଡବଲ୍-ବଣ୍ଡ ଉପରେ କର୍ସରକୁ ରଖିବା ସହ ଏହା ଉପରେ କ୍ଲିକ୍ କରନ୍ତୁ
06:28 double-bond, ଗୋଟିଏ triple-bondରେ ରୂପାନ୍ତର ହୋଇଯିବ
06:31 ଏହା Ethyneର ଆକାର ଅଟେ
06:34 ଅତି ସ୍ଥିର ଆକାରକୁ ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜେଶନ୍ କରିବା ସହ save କରନ୍ତୁ
06:40 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :
06:43 alkanesରେ hydrogen ଅଣୁକୁ ଫଙ୍କଶନାଲ୍ ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରିବା
06:48 alkanesକୁ alkenes ଓ alkynesରେ ରୂପାନ୍ତର କରିବା ପାଇଁ bondଗୁଡିକୁ ସଂଯୁକ୍ତ କରିବା
06:52 ଅଣୁଗୁଡିକୁ Add ଓ delete କରିବା ସହ
06:54 ପପ୍-ଅପ୍ ମେନୁର ବ୍ୟବହାର
06:58 ଆସାଇନମେଣ୍ଟ ପାଇଁ-2-fluoro-1, 3-butadiene ଓ 2-pentyneର ଆକାର ସୃଷ୍ଟି କରନ୍ତୁ
07:06 ଆକାରର ଦୃଶ୍ୟମାନତାକୁ wireframeରେ ପରିବର୍ତ୍ତନ କରିବା ପାଇଁ ପପ୍-ଅପ୍ ମେନୁ ବ୍ୟବହାର କରନ୍ତୁ
07:10 ଏନର୍ଜୀ ମିନିମାଇଜେଶନ୍ କରିବା ସହ ଇମେଜକୁ PDF ଫର୍ମାଟରେ ସେଭ୍ କରନ୍ତୁ
07:16 ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ
07:24 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
07:27 ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
07:31 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
07:38 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:41 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:45 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:52 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:57 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:04 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
08:08 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep