Jmol-Application/C2/Create-and-edit-molecular-models/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Jmol Applicationରେ Create and Edit molecular models ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:09 | ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: |
| 00:12 | ଗୋଟିଏ ପାରମାଣବିକ ଆକାରରେ hydrogen ପରମାଣୁକୁ ଗୋଟିଏ functional group ସହିତ ପ୍ରତିସ୍ଥାପନ କରିବା |
| 00:17 | ବନ୍ଧଗୁଡିକୁ Add ଓ delete କରିବା |
| 00:20 | ଅଣୁଗୁଡିକୁ Add ଓ delete କରିବା ଏବଂ |
| 00:23 | କିପରି Pop-up menuକୁ, ଯାହା କଣ୍ଟେକ୍ସଚୁଆଲ୍ ମେନୁ ଭାବେ ମଧ୍ୟ ପରିଚିତ, ବ୍ୟବହାର କରିବା ଶିଖିବା |
| 00:29 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ, Jmol Application ୱିଣ୍ଡୋ ଏବଂ |
| 00:32 | Modelkit ଫଙ୍କଶନ୍ ସହିତ ପରିଚିତ ଥିବା ଆବଶ୍ୟକ, |
| 00:36 | ଯାହା ପରମାଣୁର ଆକାରଗୁଡିକୁ ସୃଷ୍ଟି କରିବା ପାଇଁ ବ୍ୟବହୃତ ହୁଏ |
| 00:41 | ସମ୍ପର୍କୀତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟକୁ ଯା’ନ୍ତୁ |
| 00:46 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:49 | Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04 |
| 00:53 | Jmol ଭର୍ସନ୍ 12.2.2 |
| 00:57 | ଏବଂ Java ଭର୍ସନ୍ 7 |
| 01:00 | Jmol Applicationକୁ ଖୋଲିବା ପାଇଁ Dash home ଉପରେ କ୍ଲିକ୍ କରନ୍ତୁ |
| 01:05 | search boxରେ Jmol ଟାଇପ୍ କରନ୍ତୁ |
| 01:08 | ସ୍କ୍ରୀନ୍ ଉପରେ Jmol ଆଇକନ୍ ଦୃଶ୍ୟମାନ ହେବ |
| 01:11 | Jmol application ୱିଣ୍ଡୋକୁ ଖୋଲିବା ପାଇଁ Jmol ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:17 | ପୂର୍ବେ ସୃଷ୍ଟି କରାଯାଇଥିବା Propaneର ଆକାର ସହିତ ଚାଲନ୍ତୁ ଆରମ୍ଭ କରିବା |
| 01:22 | ଫାଇଲକୁ ଖୋଲିବା ପାଇଁ ଟୂଲ ବାରରେ ଥିବା Open file ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:27 | ସ୍କ୍ରୀନ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 01:30 | ଆବଶ୍ୟକ ଫାଇଲ୍ ସ୍ଥାପିତ ହୋଇଥିବା ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
| 01:34 | ମୋ ଫାଇଲ୍ Desktop ଉପରେ ସ୍ଥାପିତ ହୋଇଛି |
| 01:37 | ତେଣୁ, Desktopକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 01:43 | File କିମ୍ବା URL ଟେକ୍ସଟ ବକ୍ସରେ ଫାଇଲର ନାମକୁ ଟାଇପ୍ କରନ୍ତୁ |
| 01:48 | ତା’ପରେ, Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 01:51 | ସ୍କ୍ରୀନ୍ ଉପରେ Propaneର ଆକାର ଦୃଶ୍ୟମାନ ହେବ |
| 01:55 | Propaneରେ ଥିବା hydrogenକୁ ଫଙ୍କଶନାଲ୍ ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରିପାରିବେ, ଯେପରି: |
| 01:59 | hydroxy, amino, halogens ଯେପରି, fluro, chloro, bromo ଏବଂ ଅନ୍ୟାନ୍ୟ |
| 02:07 | Propaneକୁ Propanolରେ ରୂପାନ୍ତର କରିବା ପାଇଁ, ମୁଁ ଗୋଟିଏ hydroxy ଗ୍ରୁପକୁ ସଂଯୁକ୍ତ କରିବା ପାଇଁ ଚାହୁଁଛି |
| 02:13 | model kit ମେନୁକୁ ଖୋଲନ୍ତୁ. ଏଠାରେ ଫଙ୍କଶନାଲ୍ ଗ୍ରୁପଗୁଡିକର ଗୋଟିଏ ତାଲିକା ଉପଲବ୍ଧ ଅଛି |
| 02:20 | oxygen ଅଣୁ ବିପକ୍ଷରେ ଥିବା ବକ୍ସକୁ ଚେକ୍ କରନ୍ତୁ |
| 02:23 | ପ୍ରଥମ carbon ଅଣୁ ସହିତ ସଂଯୁକ୍ତ ଥିବା hydrogen ଅଣୁ ଉପରେ କ୍ଲିକ୍ କରନ୍ତୁ |
| 02:28 | hydrogen ଅଣୁ hydroxy ଗ୍ରୁପ୍ ଦ୍ଵାରା ପ୍ରତିସ୍ଥାପିତ ହେବା, ଦେଖିପାରିବେ. ଏଠାରେ Oxygen ଅଣୁକୁ ରେଡ୍ କଲରରେ ଦେଖିବାକୁ ପାଇବେ |
| 02:37 | ବର୍ତ୍ତମାନ Propane, 1-Propanolକୁ ରୂପାନ୍ତର ହୋଇଗଲା |
| 02:41 | ବର୍ତ୍ତମାନ 1-Propanolକୁ 2-chloro-1-propanolରେ ରୂପାନ୍ତର କରିବା ପାଇଁ ଚେଷ୍ଟା କରନ୍ତୁ |
| 02:47 | model kit ମେନୁରୁ Chloro ଗ୍ରୁପକୁ ଚୟନ କରନ୍ତୁ |
| 02:51 | ଦ୍ଵିତୀୟ carbon ଅଣୁ ସହିତ ସଂଯୁକ୍ତ ହୋଇଥିବା hydrogen ଅଣୁ ଉପରେ କ୍ଲିକ୍ କରନ୍ତୁ |
| 02:57 | ବର୍ତ୍ତମାନ 2-chloro-1-propanolର ଆକାର ପ୍ରାପ୍ତ କରିବା. ଏଠାରେ Chlorineକୁ ଗ୍ରୀନ୍ କଲରରେ ଦେଖିବାକୁ ପାଇବେ |
| 03:04 | ଏନର୍ଜୀ ମିନିମାଇଜେଶନ୍ କରିପାରିବେ ଏବଂ ଇମେଜକୁ dot mol ଫାଇଲ୍ ଭାବେ ସେଭ୍ କରନ୍ତୁ |
| 03:10 | ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି-ନିମ୍ନଲିଖିତ ପରମାଣୁଗୁଡିକର ଆକାର ସୃଷ୍ଟି କରନ୍ତୁ: 3-bromo-1-butanol ଓ 2-amino-4-chloro-pentane |
| 03:20 | ଏନର୍ଜୀ ମିନିମାଇଜେଶନ୍ କରିବା ସହ ଇମେଜକୁ JPEG ଫର୍ମାଟରେ ସେଭ୍ କରନ୍ତୁ |
| 03:25 | ଇମେଜକୁ ବିଭିନ୍ନ ଫାଇଲ୍ ଫର୍ମାଟରେ ସେଭ୍ କରିବା ପାଇଁ, |
| 03:28 | ଟୂଲ ବାରରେ ଥିବା Save current view as an image ଆଇକନରେ କ୍ଲିକ୍ କରନ୍ତୁ |
| 03:33 | ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ନିମ୍ନ ଭଳି ଦୃଶ୍ୟମାନ ହେବା ଆବଶ୍ୟକ |
| 03:40 | ବର୍ତ୍ତମାନ, Jmol Application ୱିଣ୍ଡୋକୁ ଫେରିଆସନ୍ତୁ |
| 03:45 | Jmol Application ଗୋଟିଏ Pop-up ମେନୁ ମଧ୍ୟ ପ୍ରଦାନ କରେ |
| 03:50 | ପପ୍-ଅପ୍ ମେନୁକୁ ଦୁଇଟି ମାର୍ଗରେ ଆକ୍ସେସ୍ କରିପାରିବେ |
| 03:55 | model kit ମେନୁକୁ ବନ୍ଦ କରନ୍ତୁ, ଯଦି ଏହା ଖୋଲା ଥାଏ |
| 03:59 | model kit ମେନୁକୁ ସ୍କ୍ରୋଲ୍ ଡାଉନ୍ କରିବା ସହ Exit model kit mode ଉପରେ କ୍ଲିକ୍ କରନ୍ତୁ |
| 04:04 | Pop-up ମେନୁକୁ ଖୋଲିବା ପାଇଁ, ପ୍ୟାନେଲ୍ ଉପରେ mouse ବଟନରେ ରାଇଟ୍ କ୍ଲିକ୍ କରନ୍ତୁ |
| 04:09 | ପ୍ୟାନେଲ୍ ଉପରେ Pop-up ମେନୁ ଦୃଶ୍ୟମାନ ହେବ |
| 04:12 | ଅଣୁଗୁଡିକର ପ୍ରଦର୍ଶନକୁ ରୂପାନ୍ତର କରିବା ପାଇଁ Pop-up ମେନୁ ଅନେକ ଫଙ୍କଶନଗୁଡିକୁ ଉପଲବ୍ଧ କରାଇଥାଏ |
| 04:18 | ଏଥିରେ ବିଭିନ୍ନ ପ୍ରକାରର ଚୟନ ଓ ରେଣ୍ଡରିଙ୍ଗ ବିକଳ୍ପଗୁଡିକ ଅଛି |
| 04:22 | ଏହି ମେନୁର ଅନେକ ଫଙ୍କଶନଗୁଡିକ, ମେନୁ ବାରରେ ନକଲ ହୋଇଯାଇଛି |
| 04:28 | Pop-up ମେନୁରେ ଥିବା ଆଇଟମଗୁଡିକ ସ୍ଵ-ବର୍ଣ୍ଣୀତ ଅଟନ୍ତି |
| 04:32 | ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀର ଆବଶ୍ୟକତା ନାହିଁ |
| 04:35 | Pop-up ମେନୁକୁ ବାହାର କରିବା ପାଇଁ Jmol ପ୍ୟାନେଲ୍ ଉପରେ କ୍ଲିକ୍ କରନ୍ତୁ |
| 04:39 | Pop-up ମେନୁକୁ ଆକ୍ସେସ୍ କରିବା ପାଇଁ ଦ୍ଵିତୀୟ ମାର୍ଗ ଭାବେ, Jmol ଲୋଗୋ ଉପରେ କ୍ଲିକ୍ କରନ୍ତୁ |
| 04:44 | ଏହା Jmol ପ୍ୟାନେଲର ନିମ୍ନ ଡାହାଣ ପଟ କୋଣରେ ଅବସ୍ଥିତ ଅଟେ |
| 04:49 | ବର୍ତ୍ତମାନ, ଏହି ପରମାଣୁକୁ କିପରି edit କରିବା ସହ Ethane ପରମାଣୁରେ ରୂପାନ୍ତର କରାଯାଏ, ଦେଖିବା |
| 04:55 | ଏଥି ପାଇଁ, hydroxy ଗ୍ରୁପ୍, chlorine ଗ୍ରୁପ୍, carbon ଗ୍ରୁପ୍ ଓ ଦୁଇଟି hydrogen ଅଣୁକୁ ଡିଲିଟ୍ କରନ୍ତୁ |
| 05:05 | model kit ମେନୁକୁ ଖୋଲନ୍ତୁ |
| 05:08 | delete atom ବିପକ୍ଷରେ ଥିବା ବକ୍ସକୁ ଚେକ୍ କରନ୍ତୁ |
| 05:12 | ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଅଣୁଗୁଡିକ ଉପରେ କ୍ଲିକ୍ କରନ୍ତୁ - |
| 05:15 | Oxygen, chlorine ଓ carbon ଅଣୁ |
| 05:21 | ଗୋଟିଏ ethaneର ପରମାଣୁ ସୃଷ୍ଟି କରିବା ପାଇଁ, ଏହି ପରମାଣୁରେ hydrogenଗୁଡିକୁ ସଂଯୁକ୍ତ କରିବାକୁ ପଡିବ |
| 05:26 | model kit ମେନୁରେ ଥିବା add hydrogens ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
| 05:32 | ପରମାଣୁରେ ଦୁଇଟି hydrogen ଅଣୁ ସଂଯୁକ୍ତ ହୋଯାଇଛି |
| 05:36 | ବର୍ତ୍ତମାନ ସ୍କ୍ରୀନ୍ ଉପରେ Ethaneର ଆକାର ଅଛି |
| 05:40 | ଚାଲନ୍ତୁ, alkenes ଓ alkynes କିପରି ସୃଷ୍ଟି କରାଯାଏ ଶିଖିବା |
| 05:45 | ପରମାଣୁରେ ଗୋଟିଏ ଡବଲ୍-ବଣ୍ଡକୁ ପ୍ରବେଶ କରିବା ପାଇଁ, model kit ମେନୁକୁ ଖୋଲନ୍ତୁ |
| 05:50 | ବିକଳ୍ପ double ବିପକ୍ଷରେ ଚେକ୍ କରନ୍ତୁ |
| 05:53 | Ethane ପରମାଣୁର ଦୁଇଟି କାର୍ବନ୍ ଅଣୁ ମଧ୍ୟରେ ଥିବା ବନ୍ଧ ଉପରେ କର୍ସରକୁ ରଖନ୍ତୁ |
| 05:58 | carbon ଅଣୁଗୁଡିକର ଚାରିପଟେ ରେଡ୍ କଲରର ରିଙ୍ଗ ଦୃଶ୍ୟମାନ ହେବ |
| 06:01 | bond ଉପରେ କ୍ଲିକ୍ କରନ୍ତୁ |
| 06:05 | ସିଙ୍ଗଲ୍-ବଣ୍ଡ, ଡବଲ୍-ବଣ୍ଡରେ ରୂପାନ୍ତର ହେବାକୁ ଲକ୍ଷ୍ୟ କରନ୍ତୁ |
| 06:09 | ପ୍ୟାନେଲ୍ ଉପରେ Etheneର ଗୋଟିଏ ଆକାର ପ୍ରାପ୍ତ ହେବ |
| 06:13 | ବର୍ତ୍ତମାନ, Ethene କୁ Ethyneରେ ରୂପାନ୍ତର କରନ୍ତୁ |
| 06:16 | modelkit ମେନୁ ଉପରେ କ୍ଲିକ୍ କରିବା ସହ ବିକଳ୍ପ triple ବିପକ୍ଷରେ ଚେକ୍ କରନ୍ତୁ |
| 06:21 | Etheneର ପରମାଣୁରେ ଥିବା ଡବଲ୍-ବଣ୍ଡ ଉପରେ କର୍ସରକୁ ରଖିବା ସହ ଏହା ଉପରେ କ୍ଲିକ୍ କରନ୍ତୁ |
| 06:28 | double-bond, ଗୋଟିଏ triple-bondରେ ରୂପାନ୍ତର ହୋଇଯିବ |
| 06:31 | ଏହା Ethyneର ଆକାର ଅଟେ |
| 06:34 | ଅତି ସ୍ଥିର ଆକାରକୁ ପ୍ରାପ୍ତ କରିବା ପାଇଁ ଏନର୍ଜୀ ମିନିମାଇଜେଶନ୍ କରିବା ସହ save କରନ୍ତୁ |
| 06:40 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ : |
| 06:43 | alkanesରେ hydrogen ଅଣୁକୁ ଫଙ୍କଶନାଲ୍ ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରିବା |
| 06:48 | alkanesକୁ alkenes ଓ alkynesରେ ରୂପାନ୍ତର କରିବା ପାଇଁ bondଗୁଡିକୁ ସଂଯୁକ୍ତ କରିବା |
| 06:52 | ଅଣୁଗୁଡିକୁ Add ଓ delete କରିବା ସହ |
| 06:54 | ପପ୍-ଅପ୍ ମେନୁର ବ୍ୟବହାର |
| 06:58 | ଆସାଇନମେଣ୍ଟ ପାଇଁ-2-fluoro-1, 3-butadiene ଓ 2-pentyneର ଆକାର ସୃଷ୍ଟି କରନ୍ତୁ |
| 07:06 | ଆକାରର ଦୃଶ୍ୟମାନତାକୁ wireframeରେ ପରିବର୍ତ୍ତନ କରିବା ପାଇଁ ପପ୍-ଅପ୍ ମେନୁ ବ୍ୟବହାର କରନ୍ତୁ |
| 07:10 | ଏନର୍ଜୀ ମିନିମାଇଜେଶନ୍ କରିବା ସହ ଇମେଜକୁ PDF ଫର୍ମାଟରେ ସେଭ୍ କରନ୍ତୁ |
| 07:16 | ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ |
| 07:24 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 07:27 | ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:31 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
| 07:38 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07:41 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 07:45 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 07:52 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:57 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:04 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 08:08 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |