Java/C2/Parameterized-constructors/Oriya

From Script | Spoken-Tutorial
Revision as of 16:53, 14 October 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 Javaରେ Parameterized Constructor ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:10 * ଏକ Parameterized Constructor
00:13 * ଓ ଏକ Parameterized Constructor କ୍ରିଏଟ୍ କରିବା ବିଷୟରେ
00:17 ଏଠାରେ ଆମେ ବ୍ୟବହାର କରୁଛୁ:
  • ଉବୁଣ୍ଟୁ ଲିନକ୍ସ 11.10 OS
  • Java Development kit 1.6 ଓ
  • Eclipse 3.7.0
00:29 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:32 Eclipse ବ୍ୟବହାର କରି Javaରେ କିପରି ଏକ ଡିଫଲ୍ଟ Constructor କ୍ରିଏଟ୍ କରାଯାଏ
00:37 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org

http://www.spoken-tutorial.org

00:44 * ଏକ Parameterized Constructor କ’ଣ?
00:48 ଯେଉଁ Constructorରେ ପାରାମିଟର୍ ଥାଏ, ତାକୁ Parameterized Constructor କୁହାଯାଏ
00:55 ଏଥିରେ ଗୋଟିଏ କିମ୍ୱା ଏକାଧିକ ପାରାମିଟର୍ ଥାଇପାରେ
00:59 ଏବେ ଚାଲନ୍ତୁ, କିଛି Parameterized Constructor କ୍ରିଏଟ୍ କରିବା
01:03 Eclipseରେ, ମୋ ପାଖରେ Student.java ଫାଇଲ୍ ଅଛି
01:09 ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ ଏହି ଫାଇଲ୍ ତିଆରି କରିଥିଲେ
01:15 ଏବେ, Constructor ଭିତରେ ଆମେ, ଭେରିଏବଲ୍ସକୁ ସେମାନଙ୍କର ଡିଫଲ୍ଟ ଭାଲ୍ୟୁ ଦେବା
01:21 ତେଣୁ roll_number is equal to (=) zero ten ବଦଳରେ
01:27 ଆଉ name is equal to (=) null Raman ବଦଳରେ
01:33 ତା’ପରେ, system ଡଟ୍ out ଡଟ୍ println "I am a default constructor"
01:55 ଆମେ, କୌଣସି ପାରାମିଟର୍ ବିନା ଏକ Constructor କ୍ରିଏଟ୍ କରିଦେଲେ
02:00 Javaରେ, ଏହିଭଳି Constructorକୁ Default Constructor ମଧ୍ୟ କୁହାଯାଏ
02:07 ଏବେ ଆମେ ଆଉ ଗୋଟିଏ Constructor କ୍ରିଏଟ୍ କରିବା
02:11 ତେଣୁ, ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍
02:17 ପାରେନ୍ଥେସେସ୍ ଭିତରେ int the_roll_number କମା String the_name
02:36 ଆମେ, ପାରାମିଟର୍ ସହିତ ଏକ Constructor ଘୋଷିତ କଲେ
02:43 Constructor ର ନାମ ହେଉଛି Student, ତାହା ହେଉଛି Classର ନାମ
02:49 ପାରେନ୍ଥେସେସ୍ ଭିତରେ, ଆମେ Constructorକୁ ଦୁଇଟି ପାରାମିଟର୍ ଦେଇଛେ
02:57 ଆମେ Constructorକୁ ଯେତେ ଚାହିଁବା ପାରାମିଟର୍ସ ଦେଇପାରିବା
03:02 କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ:
03:05 system ଡଟ୍ out ଡଟ୍ println "I am a parameterized constructor"
03:29 ତା’ପରେ roll_number is equal to the_roll_number
03:43 ଆଉ name is equal to the_name
03:53 ଆମେ, ପାରାମିଟର୍ ସହିତ ଏକ Constructor କ୍ରିଏଟ୍ କରିଦେଲେ
03:58 ଏବେ, ଏହି Constructorକୁ କଲ୍ କରିବା
04:02 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: student stu2 ଇକ୍ୱାଲ୍ ଟୁ new student ପାରେନ୍ଥେସେସ୍ ମଧ୍ୟରେ 11 କମା ଡବଲ୍ କ୍ୱୋଟ୍ସରେ Raju
04:28 ଚାଲନ୍ତୁ, studentDetail ମେଥଡ୍ କୁ କଲ୍ କରିବା
04:31 ଟାଇପ୍ କରନ୍ତୁ: stu2.studentDetail
04:38 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
04:44 କନସୋଲ୍ ଉପରେ ଆମେ ଆଉଟପୁଟ୍ କୁ ଦେଖିପାରୁଛେ.
04:48 Default Constructorକୁ ପ୍ରଥମେ କଲ୍ କରାଗଲା
04:52 ତାହା, ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ପାଇଁ ଭେରିଏବଲ୍ସ ଇନିଶିଆଲାଇଜ୍ କରେ
04:56 ତା’ପରେ Parameterized Constructorକୁ କଲ୍ କରାଯାଏ
05:00 Arguments ଭାବେ ପାସ୍ ହୋଇଥିବା ଭାଲ୍ୟୁଗୁଡ଼ିକ ପାଇଁ ଏହା ଭେରିଏବଲ୍ସ ଇନିଶିଆଲାଇଜ୍ କରେ
05:05 ତାହା ହେଉଛି 11 ଓ Raju
05:08 ଏବେ ଚାଲନ୍ତୁ ଦେଖିବା, Parameterized Constructor କିପରି କାମ କରେ
05:12 ଆମେ ଯେତେବେଳେ Parameterized Constructorକୁ କଲ୍ କରୁ, ଆମେ ସେଥିକୁ ଦୁଇଟି ଭାଲ୍ୟୁଜ୍ ପାସ୍ କରୁ
05:18 ସେଗୁଡ଼ିକୁ Arguments କୁହାଯାଏ
05:22 ପାରାମିଟର୍ the_roll_numberକୁ ଭାଲ୍ୟୁ 11 କପୀ ହେଲା
05:31 ଆଉ ପାରାମିଟର୍ the_nameକୁ ଭାଲ୍ୟୁ Raju କପୀ ହେଲା
05:41 ତା’ପରେ roll_numberକୁ the_roll_numberର ଭାଲ୍ୟୁ ଆସାଇନ୍ କରାଗଲା
05:50 ଓ nameକୁ the_nameର ଭାଲ୍ୟୁ ଆସାଇନ୍ କରାଗଲା
05:55 ତେଣୁ, ଆମେ ଆଉଟପୁଟ୍ ରେ 11 ଓ Raju ଦେଖୁ
06:00 ଆମେ Parameterized Constructorକୁ କଲ୍ କରିବାବେଳେ ସାଧାରଣ ଏରରଗୁଡ଼ିକୁ ଚାଲନ୍ତୁ ଦେଖିବା
06:07 ମନେକରନ୍ତୁ, Constructorକୁ ଆମେ ଏକ ସିଙ୍ଗଲ୍ argument ପାସ୍ କଲେ
06:11 ତେଣୁ, Rajuକୁ କାଢ଼ିଦିଅନ୍ତୁ
06:15 ଏକ ଏରର୍ ଦେଖାଦେଲା. ଏହା କୁହେ ଯେ, The constructor Student with parameter (int) is undefined
06:24 ତେଣୁ, ପାରାମିଟର୍ ର ସଂଖ୍ୟା ସହିତ ଆର୍ଗୁମେଣ୍ଟର ସଂଖ୍ୟା ନିଶ୍ଚିତ ଭାବେ ମିଶିବା ଦରକାର
06:30 ଏଠାରେ ଆମେ Raju ଟାଇପ୍ କରି ତ୍ରୁଟି ସଂଶୋଧନ କରିପାରିବା
06:36 ବିକଳ୍ପ ଭାବେ ଆମେ, ଗୋଟିଏ ସିଙ୍ଗଲ୍ ପାରାମିଟର୍ ସହିତ ଅନ୍ୟ ଏକ Constructor ପରିଭାଷିତ କରିପାରିବା
06:42 ଚାଲନ୍ତୁ ତାହା କରିବା
06:45 Student ପାରେନ୍ଥେସେସ୍ ମଧ୍ୟରେ int r_ number
07:01 କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println
07:13 I am a constructor with a single parameter
07:29 ତା’ପରେ roll_number is equal to r_number
07:48 ଫାଇଲ୍ ସେଭ୍ କରନ୍ତୁ
07:51 ଦେଖନ୍ତୁ, ଆମେ Constructor ପରିଭାଷିତ କରିବା ପରେ ତ୍ରୁଟି ସଂଶୋଧନ ହୋଇଗଲା
07:58 ପ୍ରୋଗ୍ରାମ୍ କୁ ଚଲାନ୍ତୁ
08:02 କନସୋଲ୍ ରେ ଆମେ ଦେଖିପାରୁଛେ ଯେ, ରୋଲ୍ ନମ୍ୱର୍ କୁ ଭାଲ୍ୟୁ 11 ଆସାଇନ୍ କରାଯାଇଛି
08:08 ଯେତେବେଳେକି ନାମ ହେଉଛି Null, ଯେହେତୁ Constructor କେବଳ ଗୋଟିଏ ଆର୍ଗୁମେଣ୍ଟ ନେଇଛି
08:18 ଏବେ ଚାଲନ୍ତୁ, ଦୁଇଟି ପାରାମିଟର୍ ସହିତ ଆମର Constructorକୁ କଲ୍ କରିବା
08:23 ତେଣୁ, ଟାଇପ୍ କରନ୍ତୁ student stu3 is equal to New Student
08:40 11 କମା Raju
08:46 ତା’ପରେ Stu3 ଡଟ୍ studentDetail
08:58 ଧରନ୍ତୁ, ଏଠାରେ ଆମେ String ଭାବେ 11 ପାସ୍ କଲେ, ତେଣୁ ଡବଲ୍ କ୍ୱୋଟ୍ସ ଯୋଡ଼ନ୍ତୁ
09:08 ଏକ ଏରର୍ ଦେଖାଦେଲା.
09:10 ଏହା କୁହେ ଯେ, The constructor Student String comma String is undefined
09:17 ସେହି ପାରାମିଟର୍ ସହିତ ଆର୍ଗୁମେଣ୍ଟର ଡେଟା ଟାଇପ୍ ମଧ୍ୟ ମିଶିବା ଦରକାର
09:25 ଏବେ, କ୍ୱୋଟ୍ସକୁ କାଢ଼ିଦେଇ ଫାଇଲ୍ କୁ ସେଭ୍ କରନ୍ତୁ
09:32 ଏବେ ଆମକୁ କୌଣସି ଏରର୍ ଦେଖାଯାଉନି
09:35 ପ୍ରୋଗ୍ରାମ୍ କୁ ଚଲାନ୍ତୁ
09:38 ଆଉଟପୁଟ୍ ରେ ଆମେ ତିନୋଟି Constructor ଦେଖିପାରୁଛେ
09:42 ପ୍ରଥମଟି ହେଉଛି Default Constructor
09:45 ଦ୍ୱିତୀୟଟି ହେଉଛି, ଗୋଟିଏ ପାରାମିଟର୍ ସହିତ Constructor
09:50 ଆଉ ତୃତୀୟଟି ହେଉଛି, ଦୁଇଟି ପାରାମିଟର୍ ସହିତ Constructor
09:56 ଏହିପରି ଭାବେ Javaରେ Parameterized Constructor କ୍ରିଏଟ୍ କରାଯାଏ
10:05 Constructor କାହିଁକି?
10:07 ପ୍ରତ୍ୟେକ ଥର ଗୋଟିଏ Instance କ୍ରିଏଟ୍ ହେବା ସମୟରେ ଗୋଟିଏ କ୍ଲାସ୍ ରେ ଥିବା ଭେରିଏବଲ୍ସ ନିଶ୍ଚିତ ଭାବେ ଇନିଶିଆଲାଇଜ୍ ହେବା ଦରକାର
10:13 ସମସ୍ତ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା କଠିନ ହୋଇପାରେ
10:18 ତେଣୁ, ଅବଜେକ୍ଟସ୍ କ୍ରିଏଟ୍ ହେବା ସମୟରେ ସେଗୁଡ଼ିକ ନିଜକୁ ନିଜ ଇନିଶିଆଲାଇଜ୍ କରିବାକୁ Java ଅନୁମତି ଦେଇଥାଏ
10:25 ଏହା, Constructor ବ୍ୟବହାର ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ
10:30 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
10:33 * Parameterized Constructor କ୍ରିଏଟ୍ କରିବା ବିଷୟରେ
10:36 * Parameterized Constructorର କାର୍ଯ୍ୟ
10:39 * ଓ Constructor ବ୍ୟବହାରର ଲାଭ
10:44 ସ୍ୱ-ମୂଲ୍ୟାଙ୍କନ ପାଇଁ, ଗୋଟିଏ କ୍ଲାସ୍ Employee କ୍ରିଏଟ୍ କରନ୍ତୁ
10:48 ବିଭିନ୍ନ ସଂଖ୍ୟକ ପାରାମିଟର୍ସ ସହିତ Constructor କ୍ରିଏଟ୍ କରନ୍ତୁ
10:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
10:56 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
11:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:06 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:14 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:18 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:24 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:28 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:34 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

http://spoken-tutorial.org/NMEICT-Intro

11:43 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:46 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
11:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଜୟ ହିନ୍ଦ

Contributors and Content Editors

PoojaMoolya, Pradeep