Java/C2/Parameterized-constructors/Oriya
From Script | Spoken-Tutorial
| Time | Narration |
| 00:02 | Javaରେ Parameterized Constructor ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:10 | ଏକ Parameterized Constructor |
| 00:13 | ଓ ଏକ Parameterized Constructor କ୍ରିଏଟ୍ କରିବା ବିଷୟରେ |
| 00:17 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ 11.10 OS Java Development kit 1.6 ଓ Eclipse 3.7.0 |
| 00:29 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
| 00:32 | Eclipse ବ୍ୟବହାର କରି Javaରେ କିପରି ଏକ ଡିଫଲ୍ଟ Constructor କ୍ରିଏଟ୍ କରାଯାଏ |
| 00:37 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
| 00:44 | ଏକ Parameterized Constructor କ’ଣ? |
| 00:48 | ଯେଉଁ Constructorରେ ପାରାମିଟର୍ ଥାଏ, ତାକୁ Parameterized Constructor କୁହାଯାଏ |
| 00:55 | ଏଥିରେ ଗୋଟିଏ କିମ୍ୱା ଏକାଧିକ ପାରାମିଟର୍ ଥାଇପାରେ |
| 00:59 | ଏବେ ଚାଲନ୍ତୁ, କିଛି Parameterized Constructor କ୍ରିଏଟ୍ କରିବା |
| 01:03 | Eclipseରେ, ମୋ ପାଖରେ Student.java ଫାଇଲ୍ ଅଛି |
| 01:09 | ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ ଏହି ଫାଇଲ୍ ତିଆରି କରିଥିଲେ |
| 01:15 | ଏବେ, Constructor ଭିତରେ ଆମେ, ଭେରିଏବଲ୍ସକୁ ସେମାନଙ୍କର ଡିଫଲ୍ଟ ଭାଲ୍ୟୁ ଦେବା |
| 01:21 | ତେଣୁ roll_number is equal to (=) zero ten ବଦଳରେ |
| 01:27 | ଆଉ name is equal to (=) null Raman ବଦଳରେ |
| 01:33 | ତା’ପରେ, system ଡଟ୍ out ଡଟ୍ println "I am a default constructor" |
| 01:55 | ଆମେ, କୌଣସି ପାରାମିଟର୍ ବିନା ଏକ Constructor କ୍ରିଏଟ୍ କରିଦେଲେ |
| 02:00 | Javaରେ, ଏହିଭଳି Constructorକୁ Default Constructor ମଧ୍ୟ କୁହାଯାଏ |
| 02:07 | ଏବେ ଆମେ ଆଉ ଗୋଟିଏ Constructor କ୍ରିଏଟ୍ କରିବା |
| 02:11 | ତେଣୁ, ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ |
| 02:17 | ପାରେନ୍ଥେସେସ୍ ଭିତରେ int the_roll_number କମା String the_name |
| 02:36 | ଆମେ, ପାରାମିଟର୍ ସହିତ ଏକ Constructor ଘୋଷିତ କଲେ |
| 02:43 | Constructor ର ନାମ ହେଉଛି Student, ତାହା ହେଉଛି Classର ନାମ |
| 02:49 | ପାରେନ୍ଥେସେସ୍ ଭିତରେ, ଆମେ Constructorକୁ ଦୁଇଟି ପାରାମିଟର୍ ଦେଇଛେ |
| 02:57 | ଆମେ Constructorକୁ ଯେତେ ଚାହିଁବା ପାରାମିଟର୍ସ ଦେଇପାରିବା |
| 03:02 | କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: |
| 03:05 | system ଡଟ୍ out ଡଟ୍ println "I am a parameterized constructor" |
| 03:29 | ତା’ପରେ roll_number is equal to the_roll_number |
| 03:43 | ଆଉ name is equal to the_name |
| 03:53 | ଆମେ, ପାରାମିଟର୍ ସହିତ ଏକ Constructor କ୍ରିଏଟ୍ କରିଦେଲେ |
| 03:58 | ଏବେ, ଏହି Constructorକୁ କଲ୍ କରିବା |
| 04:02 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: student stu2 ଇକ୍ୱାଲ୍ ଟୁ new student ପାରେନ୍ଥେସେସ୍ ମଧ୍ୟରେ 11 କମା ଡବଲ୍ କ୍ୱୋଟ୍ସରେ Raju |
| 04:28 | ଚାଲନ୍ତୁ, studentDetail ମେଥଡ୍ କୁ କଲ୍ କରିବା |
| 04:31 | ଟାଇପ୍ କରନ୍ତୁ: stu2.studentDetail |
| 04:38 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. |
| 04:44 | କନସୋଲ୍ ଉପରେ ଆମେ ଆଉଟପୁଟ୍ କୁ ଦେଖିପାରୁଛେ. |
| 04:48 | Default Constructorକୁ ପ୍ରଥମେ କଲ୍ କରାଗଲା |
| 04:52 | ତାହା, ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ପାଇଁ ଭେରିଏବଲ୍ସ ଇନିଶିଆଲାଇଜ୍ କରେ |
| 04:56 | ତା’ପରେ Parameterized Constructorକୁ କଲ୍ କରାଯାଏ |
| 05:00 | Arguments ଭାବେ ପାସ୍ ହୋଇଥିବା ଭାଲ୍ୟୁଗୁଡ଼ିକ ପାଇଁ ଏହା ଭେରିଏବଲ୍ସ ଇନିଶିଆଲାଇଜ୍ କରେ |
| 05:05 | ତାହା ହେଉଛି 11 ଓ Raju |
| 05:08 | ଏବେ ଚାଲନ୍ତୁ ଦେଖିବା, Parameterized Constructor କିପରି କାମ କରେ |
| 05:12 | ଆମେ ଯେତେବେଳେ Parameterized Constructorକୁ କଲ୍ କରୁ, ଆମେ ସେଥିକୁ ଦୁଇଟି ଭାଲ୍ୟୁଜ୍ ପାସ୍ କରୁ |
| 05:18 | ସେଗୁଡ଼ିକୁ Arguments କୁହାଯାଏ |
| 05:22 | ପାରାମିଟର୍ the_roll_numberକୁ ଭାଲ୍ୟୁ 11 କପୀ ହେଲା |
| 05:31 | ଆଉ ପାରାମିଟର୍ the_nameକୁ ଭାଲ୍ୟୁ Raju କପୀ ହେଲା |
| 05:41 | ତା’ପରେ roll_numberକୁ the_roll_numberର ଭାଲ୍ୟୁ ଆସାଇନ୍ କରାଗଲା |
| 05:50 | ଓ nameକୁ the_nameର ଭାଲ୍ୟୁ ଆସାଇନ୍ କରାଗଲା |
| 05:55 | ତେଣୁ, ଆମେ ଆଉଟପୁଟ୍ ରେ 11 ଓ Raju ଦେଖୁ |
| 06:00 | ଆମେ Parameterized Constructorକୁ କଲ୍ କରିବାବେଳେ ସାଧାରଣ ଏରରଗୁଡ଼ିକୁ ଚାଲନ୍ତୁ ଦେଖିବା |
| 06:07 | ମନେକରନ୍ତୁ, Constructorକୁ ଆମେ ଏକ ସିଙ୍ଗଲ୍ argument ପାସ୍ କଲେ |
| 06:11 | ତେଣୁ, Rajuକୁ କାଢ଼ିଦିଅନ୍ତୁ |
| 06:15 | ଏକ ଏରର୍ ଦେଖାଦେଲା. ଏହା କୁହେ ଯେ, The constructor Student with parameter (int) is undefined |
| 06:24 | ତେଣୁ, ପାରାମିଟର୍ ର ସଂଖ୍ୟା ସହିତ ଆର୍ଗୁମେଣ୍ଟର ସଂଖ୍ୟା ନିଶ୍ଚିତ ଭାବେ ମିଶିବା ଦରକାର |
| 06:30 | ଏଠାରେ ଆମେ Raju ଟାଇପ୍ କରି ତ୍ରୁଟି ସଂଶୋଧନ କରିପାରିବା |
| 06:36 | ବିକଳ୍ପ ଭାବେ ଆମେ, ଗୋଟିଏ ସିଙ୍ଗଲ୍ ପାରାମିଟର୍ ସହିତ ଅନ୍ୟ ଏକ Constructor ପରିଭାଷିତ କରିପାରିବା |
| 06:42 | ଚାଲନ୍ତୁ ତାହା କରିବା |
| 06:45 | Student ପାରେନ୍ଥେସେସ୍ ମଧ୍ୟରେ int r_ number |
| 07:01 | କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println |
| 07:13 | I am a constructor with a single parameter |
| 07:29 | ତା’ପରେ roll_number is equal to r_number |
| 07:48 | ଫାଇଲ୍ ସେଭ୍ କରନ୍ତୁ |
| 07:51 | ଦେଖନ୍ତୁ, ଆମେ Constructor ପରିଭାଷିତ କରିବା ପରେ ତ୍ରୁଟି ସଂଶୋଧନ ହୋଇଗଲା |
| 07:58 | ପ୍ରୋଗ୍ରାମ୍ କୁ ଚଲାନ୍ତୁ |
| 08:02 | କନସୋଲ୍ ରେ ଆମେ ଦେଖିପାରୁଛେ ଯେ, ରୋଲ୍ ନମ୍ୱର୍ କୁ ଭାଲ୍ୟୁ 11 ଆସାଇନ୍ କରାଯାଇଛି |
| 08:08 | ଯେତେବେଳେକି ନାମ ହେଉଛି Null, ଯେହେତୁ Constructor କେବଳ ଗୋଟିଏ ଆର୍ଗୁମେଣ୍ଟ ନେଇଛି |
| 08:18 | ଏବେ ଚାଲନ୍ତୁ, ଦୁଇଟି ପାରାମିଟର୍ ସହିତ ଆମର Constructorକୁ କଲ୍ କରିବା |
| 08:23 | ତେଣୁ, ଟାଇପ୍ କରନ୍ତୁ student stu3 is equal to New Student |
| 08:40 | 11 କମା Raju |
| 08:46 | ତା’ପରେ Stu3 ଡଟ୍ studentDetail |
| 08:58 | ଧରନ୍ତୁ, ଏଠାରେ ଆମେ String ଭାବେ 11 ପାସ୍ କଲେ, ତେଣୁ ଡବଲ୍ କ୍ୱୋଟ୍ସ ଯୋଡ଼ନ୍ତୁ |
| 09:08 | ଏକ ଏରର୍ ଦେଖାଦେଲା. |
| 09:10 | ଏହା କୁହେ ଯେ, The constructor Student String comma String is undefined |
| 09:17 | ସେହି ପାରାମିଟର୍ ସହିତ ଆର୍ଗୁମେଣ୍ଟର ଡେଟା ଟାଇପ୍ ମଧ୍ୟ ମିଶିବା ଦରକାର |
| 09:25 | ଏବେ, କ୍ୱୋଟ୍ସକୁ କାଢ଼ିଦେଇ ଫାଇଲ୍ କୁ ସେଭ୍ କରନ୍ତୁ |
| 09:32 | ଏବେ ଆମକୁ କୌଣସି ଏରର୍ ଦେଖାଯାଉନି |
| 09:35 | ପ୍ରୋଗ୍ରାମ୍ କୁ ଚଲାନ୍ତୁ |
| 09:38 | ଆଉଟପୁଟ୍ ରେ ଆମେ ତିନୋଟି Constructor ଦେଖିପାରୁଛେ |
| 09:42 | ପ୍ରଥମଟି ହେଉଛି Default Constructor |
| 09:45 | ଦ୍ୱିତୀୟଟି ହେଉଛି, ଗୋଟିଏ ପାରାମିଟର୍ ସହିତ Constructor |
| 09:50 | ଆଉ ତୃତୀୟଟି ହେଉଛି, ଦୁଇଟି ପାରାମିଟର୍ ସହିତ Constructor |
| 09:56 | ଏହିପରି ଭାବେ Javaରେ Parameterized Constructor କ୍ରିଏଟ୍ କରାଯାଏ |
| 10:05 | Constructor କାହିଁକି? |
| 10:07 | ପ୍ରତ୍ୟେକ ଥର ଗୋଟିଏ Instance କ୍ରିଏଟ୍ ହେବା ସମୟରେ ଗୋଟିଏ କ୍ଲାସ୍ ରେ ଥିବା ଭେରିଏବଲ୍ସ ନିଶ୍ଚିତ ଭାବେ ଇନିଶିଆଲାଇଜ୍ ହେବା ଦରକାର |
| 10:13 | ସମସ୍ତ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା କଠିନ ହୋଇପାରେ |
| 10:18 | ତେଣୁ, ଅବଜେକ୍ଟସ୍ କ୍ରିଏଟ୍ ହେବା ସମୟରେ ସେଗୁଡ଼ିକ ନିଜକୁ ନିଜ ଇନିଶିଆଲାଇଜ୍ କରିବାକୁ Java ଅନୁମତି ଦେଇଥାଏ |
| 10:25 | ଏହା, Constructor ବ୍ୟବହାର ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ |
| 10:30 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
| 10:33 | Parameterized Constructor କ୍ରିଏଟ୍ କରିବା ବିଷୟରେ |
| 10:36 | Parameterized Constructorର କାର୍ଯ୍ୟ |
| 10:39 | ଓ Constructor ବ୍ୟବହାରର ଲାଭ |
| 10:44 | ସ୍ୱ-ମୂଲ୍ୟାଙ୍କନ ପାଇଁ, ଗୋଟିଏ କ୍ଲାସ୍ Employee କ୍ରିଏଟ୍ କରନ୍ତୁ |
| 10:48 | ବିଭିନ୍ନ ସଂଖ୍ୟକ ପାରାମିଟର୍ସ ସହିତ Constructor କ୍ରିଏଟ୍ କରନ୍ତୁ |
| 10:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
| 10:56 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
| 11:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:06 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 11:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 11:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:14 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:18 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:24 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:28 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:34 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
| 11:43 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 11:46 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଜୟ ହିନ୍ଦ |