Difference between revisions of "Java/C2/Creating-class/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:02 | Creating Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:05...")
 
Line 5: Line 5:
 
|00:02
 
|00:02
 
| Creating Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Creating Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
 
|-
 
|-
 
|00:05
 
|00:05
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
 
|-
 
|-
 
|00:08
 
|00:08
| * ପ୍ରକୃତ ବିଶ୍ୱରେ ଗୋଟିଏ Class
+
| ପ୍ରକୃତ ବିଶ୍ୱରେ ଗୋଟିଏ Class
 
|-
 
|-
 
|00:10
 
|00:10
| * Javaରେ ଗୋଟିଏ Class
+
| Javaରେ ଗୋଟିଏ Class
 
|-
 
|-
 
|00:12
 
|00:12
Line 28: Line 26:
 
|00:19
 
|00:19
 
| ଏଠାରେ ଆମେ ବ୍ୟବହାର କରୁଛୁ
 
| ଏଠାରେ ଆମେ ବ୍ୟବହାର କରୁଛୁ
* Ubuntu 11.10  
+
Ubuntu 11.10  
* JDK 1.6 ଓ
+
JDK 1.6 ଓ
* Eclipse 3.7.0
+
Eclipse 3.7.0
  
 
|-
 
|-
 
|00:30
 
|00:30
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ,  Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ,  Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ
 
 
|-
 
|-
 
|00:37
 
|00:37
 
| ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
 
| ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
 
 
|-
 
|-
 
|00:46
 
|00:46
 
| ଏବେ ଚାଲନ୍ତୁ, ପ୍ରକୃତ ବିଶ୍ୱରେ ଏକ Class କ’ଣ, ଦେଖିବା
 
| ଏବେ ଚାଲନ୍ତୁ, ପ୍ରକୃତ ବିଶ୍ୱରେ ଏକ Class କ’ଣ, ଦେଖିବା
 
 
|-
 
|-
 
|00:50
 
|00:50
 
| ଆମେ ଏହି ବିଶ୍ୱରେ ଯାହାବି କିଛି ଦେଖିପାରୁଛେ, ସବୁ ହେଉଛି ବସ୍ତୁ
 
| ଆମେ ଏହି ବିଶ୍ୱରେ ଯାହାବି କିଛି ଦେଖିପାରୁଛେ, ସବୁ ହେଉଛି ବସ୍ତୁ
 
 
|-
 
|-
 
|00:54
 
|00:54
Line 90: Line 84:
 
|-
 
|-
 
|01:35
 
|01:35
|* Variable ନାମକ ପ୍ରପର୍ଟୀର ସେଟ୍ କୁ
+
|Variable ନାମକ ପ୍ରପର୍ଟୀର ସେଟ୍ କୁ
  
 
|-
 
|-
 
|01:37
 
|01:37
|* ଆଉ Methods ନାମକ ବ୍ୟବହାରର ଏକ ସେଟ୍ କୁ
+
|ଆଉ Methods ନାମକ ବ୍ୟବହାରର ଏକ ସେଟ୍ କୁ
  
 
|-
 
|-
Line 317: Line 311:
 
|-
 
|-
 
|07:55
 
|07:55
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro  
http://spoken-tutorial.org/NMEICT-Intro  
+
  
 
|-
 
|-

Revision as of 15:51, 21 February 2017

Time Narration
00:02 Creating Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:08 ପ୍ରକୃତ ବିଶ୍ୱରେ ଗୋଟିଏ Class
00:10 Javaରେ ଗୋଟିଏ Class
00:12 ଏକ Java Classର ନିର୍ମାଣ
00:14 ଏକ Java Class ପାଇଁ ସିଣ୍ଟାକ୍ସ
00:16 ଓ Java Classର ଏକ ସରଳ ଉଦାହରଣ
00:19 ଏଠାରେ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7.0

00:30 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ
00:37 ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
00:46 ଏବେ ଚାଲନ୍ତୁ, ପ୍ରକୃତ ବିଶ୍ୱରେ ଏକ Class କ’ଣ, ଦେଖିବା
00:50 ଆମେ ଏହି ବିଶ୍ୱରେ ଯାହାବି କିଛି ଦେଖିପାରୁଛେ, ସବୁ ହେଉଛି ବସ୍ତୁ
00:54 ଆଉ ସବୁ ବସ୍ତୁଗୁଡ଼ିକୁ ବିଶେଷ ଗୋଷ୍ଠୀରେ ଶ୍ରେଣୀଭୁକ୍ତ କରାଯାଇପାରିବ
00:59 ପ୍ରତ୍ୟେକ ଗୋଷ୍ଠୀକୁ Class କୁହାଯାଏ
01:02 ଉଦାହରଣସ୍ୱରୂପ, ମାନବ ହେଉଛି ଗୋଟିଏ Class
01:05 ଆମେ ସମସ୍ତେ, ଏହି Classର ବିଭିନ୍ନ ବସ୍ତୁ ଅଟୁ
01:08 ଆମ ସମସ୍ତଙ୍କର ବିଭିନ୍ନ ପ୍ରପର୍ଟୀ ଅଛି, ଯେପରି ଆଖି, ହାତ, ଗୋଡ଼ ଆଦି
01:13 ଯାହା, ମାନବ Class ପାଇଁ ସାଧାରଣ ଅଟେ
01:15 ଦେଖିବା, ଖାଇବା, ଚାଲିବା ଆଦି ମାନବ Class ପାଇଁ ସମାନ ଅଟେ
01:22 ଏବେ ଚାଲନ୍ତୁ, Javaରେ Class କ’ଣ, ଦେଖିବା
01:26 Javaରେ Class ହେଉଛି Blue Print, ଯେଉଁଥିରୁ ପୃଥକ୍ ପୃଥକ୍ ବସ୍ତୁ କ୍ରିଏଟ୍ ହୋଇଥାଏ
01:31 ଏକ Java Classର ନିର୍ମାଣ; ଏକ Class ପରିଭାଷିତ କରେ:
01:35 Variable ନାମକ ପ୍ରପର୍ଟୀର ସେଟ୍ କୁ
01:37 ଆଉ Methods ନାମକ ବ୍ୟବହାରର ଏକ ସେଟ୍ କୁ
01:40 ଏବେ, Class ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା
01:44 modifier – class -classname କର୍ଲୀ ବ୍ରାକେଟ୍ସ ମଧ୍ୟରେ variable, constructor ଓ method declarations.
01:52 ଆମେ ସେଗୁଡ଼ିକ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା
01:58 ଏବେ, Eclipse ବ୍ୟବହାର କରି ଏକ ସରଳ Class କ୍ରିଏଟ୍ କରିବା
02:03 ମୁଁ Eclipse ଖୋଲିସାରିଛି
02:09 ଏବେ, ଏକ Project କ୍ରିଏଟ୍ କରିବା
02:11 File ଉପରେ କ୍ଲିକ୍ କରି Newକୁ ଯାଆନ୍ତୁ ଓ Java Project ଉପରେ କ୍ଲିକ୍ କରନ୍ତୁ
02:20 New Project Wizardରେ, କ୍ୟାପିଟାଲ୍ ରେ C ଓ D ସହିତ Project Nameରେ ClassDemo ଏଣ୍ଟର୍ କରନ୍ତୁ
02:34 ତା’ପରେ Finish ଉପରେ କ୍ଲିକ୍ କରନ୍ତୁ
02:38 ଦେଖନ୍ତୁ, Project ClassDemo କ୍ରିଏଟ୍ ହୋଇଗଲା
02:43 ଏବେ ଆମେ, Student ନାମକ ଏକ Java Class କ୍ରିଏଟ୍ କରିବା
02:47 ClassDemo ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Newକୁ ଯାଇ Class ଉପରେ କ୍ଲିକ୍ କରନ୍ତୁ
02:56 New Java Class Wizardରେ, Nameରେ Student ଟାଇପ୍ କରନ୍ତୁ
03:03 ଆମେ ଦେଖିପାରୁଛେ ଯେ, ଏଠାରେ Modifier ହେଉଛି Public
03:07 ଏହା ଦେଖାଏ ଯେ, ସବୁଜାଗାରେ ସମସ୍ତ କ୍ଲାସ୍ ଗୁଡ଼ିକୁ ଏହି Class ଦୃଶ୍ୟମାନ ଅଟେ
03:11 ଯଦି Classରେ କୌଣସି Modifier ନଥାଏ, ଯାହା ହେଉଛି Default, ତାହା କେବଳ ନିଜସ୍ୱ Package ମଧ୍ୟରେ ହିଁ ଦୃଶ୍ୟମାନ ହୁଏ
03:18 ଆମେ Packages ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା
03:23 ଏଠାରେ ମୁଁ Public ସିଲେକ୍ଟ କରିଛି
03:26 Method Stubsରେ ସିଲେକ୍ଟ କରନ୍ତୁ Public Static Void Main
03:31 ତା’ପରେ Finish ଉପରେ କ୍ଲିକ୍ କରନ୍ତୁ
03:36 ଦେଖନ୍ତୁ, Student ନାମକ Class କ୍ରିଏଟ୍ ହୋଇଗଲା
03:40 ଏବେ ମୁଁ, କମେଣ୍ଟସ୍ କାଢ଼ିଦେଉଛି
03:51 ଗୋଟିଏ Student Classରେ, ନାମ, ରୋଲ୍ ନମ୍ୱର୍, ମାର୍କ୍ସ ଆଦି ପରି ପ୍ରପର୍ଟିଜ୍ ରହିପାରେ
03:57 ତେଣୁ, ଏହି Class Student ଭିତରେ ମୁଁ, ଦୁଇଟି ଭେରିଏବଲ୍ସ, Roll Number ଓ Name ଘୋଷଣା କରିବି
04:04 ମୁଁ ଟାଇପ୍ କରିବି int roll ଅଣ୍ଡରସ୍କୋର୍ number ସେମିକଲନ୍
04:14 String name ସେମିକଲନ୍
04:19 ମୁଁ ଦୁଇଟି ଭେରିଏବଲ୍ସ ଘୋଷିତ କରିଛି.
04:22 ଏବେ, ଗୋଟିଏ Classରେ, Methods ମଧ୍ୟ ରହିଥାଏ
04:25 ମୁଁ StudentDetail ନାମକ ଏକ Method କ୍ରିଏଟ୍ କରୁଛି
04:30 ଏହି Method, ପ୍ରତ୍ୟେକ Studentର ବିବରଣୀ ଦେଇଥାଏ
04:34 ତେଣୁ, ମୁଁ ଟାଇପ୍ କରିବି void StudentDetail, ତା’ପରେ ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ, କର୍ଲୀ ବ୍ରାକେଟ୍ସ ଖୋଲନ୍ତୁ
04:49 ଏହି ମେଥଡ୍, Studentର ରୋଲ୍ ନମ୍ୱର୍ ଓ ନାମ ଦେବ
04:53 ଟାଇପ୍ କରନ୍ତୁ system ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ The roll number is, ଆମେ ଏଠାରେ ନମ୍ୱର୍ ମଧ୍ୟ ଟାଇପ୍ କରିପାରିବା, ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ପ୍ଲସ୍ roll_number ସେମିକଲନ୍
05:23 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is plus name ଓ ସେମିକଲନ୍
05:40 ଏବେ, Main Method ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ We have created a class with 2 variables and 1 method.
06:10 ଏହିପରି ଭାବେ ଆମେ, Class Student ତିଆରି କଲେ
06:20 Ctrl ଓ Sକୁ ଏକାସାଙ୍ଗରେ ଦାବି ଏବେ ଫାଇଲ୍ କୁ Save କରନ୍ତୁ
06:26 Ctrl ଓ F11କୁ ଏକାସାଙ୍ଗରେ ଦାବି ଏବେ ପ୍ରୋଗ୍ରାମ୍ କୁ Run କରନ୍ତୁ
06:33 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
06:34 We have created a class with 2 variables and 1 method
06:38 ଠିକ୍ ଯେପରି ଆମେ Main Methodରେ ଟାଇପ୍ କରିଥିଲେ
06:46 ଆମେ, ସଫଳତାପୂର୍ବକ ଏକ Class କ୍ରିଏଟ୍ କଲେ
06:50 ଏହି ଟ୍ୟୁଟୋରିଆଲ୍ ରେ ଆମେ Javaରେ Class ଓ ତାକୁ କିପରି କ୍ରିଏଟ୍ କରାଯାଏ, ସେହି ବିଷୟରେ ଶିଖିଲେ
06:59 ସ୍ୱ-ମୂଲ୍ୟାଙ୍କନ ପାଇଁ, emp ଅଣ୍ଡରସ୍କୋର୍ number ଓ emp ଅଣ୍ଡରସ୍କୋର୍ name ଭେରିଏବଲ୍ସ ସହିତ Employee ନାମକ ଏକ Class କ୍ରିଏଟ୍ କରନ୍ତୁ
07:10 ଓ Method printEmployee, ଯାହା Employee ସୂଚନା ପ୍ରଦର୍ଶିତ କରେ
07:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
07:19 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
07:22 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:25 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
07:32 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:35 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:38 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:44 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:48 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
08:04 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
08:07 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep