Java/C2/Creating-class/Oriya
From Script | Spoken-Tutorial
| Time | Narration |
| 00:02 | Creating Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:08 | ପ୍ରକୃତ ବିଶ୍ୱରେ ଗୋଟିଏ Class |
| 00:10 | Javaରେ ଗୋଟିଏ Class |
| 00:12 | ଏକ Java Classର ନିର୍ମାଣ |
| 00:14 | ଏକ Java Class ପାଇଁ ସିଣ୍ଟାକ୍ସ |
| 00:16 | ଓ Java Classର ଏକ ସରଳ ଉଦାହରଣ |
| 00:19 | ଏଠାରେ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7.0 |
| 00:30 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ |
| 00:37 | ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ |
| 00:46 | ଏବେ ଚାଲନ୍ତୁ, ପ୍ରକୃତ ବିଶ୍ୱରେ ଏକ Class କ’ଣ, ଦେଖିବା |
| 00:50 | ଆମେ ଏହି ବିଶ୍ୱରେ ଯାହାବି କିଛି ଦେଖିପାରୁଛେ, ସବୁ ହେଉଛି ବସ୍ତୁ |
| 00:54 | ଆଉ ସବୁ ବସ୍ତୁଗୁଡ଼ିକୁ ବିଶେଷ ଗୋଷ୍ଠୀରେ ଶ୍ରେଣୀଭୁକ୍ତ କରାଯାଇପାରିବ |
| 00:59 | ପ୍ରତ୍ୟେକ ଗୋଷ୍ଠୀକୁ Class କୁହାଯାଏ |
| 01:02 | ଉଦାହରଣସ୍ୱରୂପ, ମାନବ ହେଉଛି ଗୋଟିଏ Class |
| 01:05 | ଆମେ ସମସ୍ତେ, ଏହି Classର ବିଭିନ୍ନ ବସ୍ତୁ ଅଟୁ |
| 01:08 | ଆମ ସମସ୍ତଙ୍କର ବିଭିନ୍ନ ପ୍ରପର୍ଟୀ ଅଛି, ଯେପରି ଆଖି, ହାତ, ଗୋଡ଼ ଆଦି |
| 01:13 | ଯାହା, ମାନବ Class ପାଇଁ ସାଧାରଣ ଅଟେ |
| 01:15 | ଦେଖିବା, ଖାଇବା, ଚାଲିବା ଆଦି ମାନବ Class ପାଇଁ ସମାନ ଅଟେ |
| 01:22 | ଏବେ ଚାଲନ୍ତୁ, Javaରେ Class କ’ଣ, ଦେଖିବା |
| 01:26 | Javaରେ Class ହେଉଛି Blue Print, ଯେଉଁଥିରୁ ପୃଥକ୍ ପୃଥକ୍ ବସ୍ତୁ କ୍ରିଏଟ୍ ହୋଇଥାଏ |
| 01:31 | ଏକ Java Classର ନିର୍ମାଣ; ଏକ Class ପରିଭାଷିତ କରେ: |
| 01:35 | Variable ନାମକ ପ୍ରପର୍ଟୀର ସେଟ୍ କୁ |
| 01:37 | ଆଉ Methods ନାମକ ବ୍ୟବହାରର ଏକ ସେଟ୍ କୁ |
| 01:40 | ଏବେ, Class ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା |
| 01:44 | modifier – class -classname କର୍ଲୀ ବ୍ରାକେଟ୍ସ ମଧ୍ୟରେ variable, constructor ଓ method declarations. |
| 01:52 | ଆମେ ସେଗୁଡ଼ିକ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା |
| 01:58 | ଏବେ, Eclipse ବ୍ୟବହାର କରି ଏକ ସରଳ Class କ୍ରିଏଟ୍ କରିବା |
| 02:03 | ମୁଁ Eclipse ଖୋଲିସାରିଛି |
| 02:09 | ଏବେ, ଏକ Project କ୍ରିଏଟ୍ କରିବା |
| 02:11 | File ଉପରେ କ୍ଲିକ୍ କରି Newକୁ ଯାଆନ୍ତୁ ଓ Java Project ଉପରେ କ୍ଲିକ୍ କରନ୍ତୁ |
| 02:20 | New Project Wizardରେ, କ୍ୟାପିଟାଲ୍ ରେ C ଓ D ସହିତ Project Nameରେ ClassDemo ଏଣ୍ଟର୍ କରନ୍ତୁ |
| 02:34 | ତା’ପରେ Finish ଉପରେ କ୍ଲିକ୍ କରନ୍ତୁ |
| 02:38 | ଦେଖନ୍ତୁ, Project ClassDemo କ୍ରିଏଟ୍ ହୋଇଗଲା |
| 02:43 | ଏବେ ଆମେ, Student ନାମକ ଏକ Java Class କ୍ରିଏଟ୍ କରିବା |
| 02:47 | ClassDemo ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Newକୁ ଯାଇ Class ଉପରେ କ୍ଲିକ୍ କରନ୍ତୁ |
| 02:56 | New Java Class Wizardରେ, Nameରେ Student ଟାଇପ୍ କରନ୍ତୁ |
| 03:03 | ଆମେ ଦେଖିପାରୁଛେ ଯେ, ଏଠାରେ Modifier ହେଉଛି Public |
| 03:07 | ଏହା ଦେଖାଏ ଯେ, ସବୁଜାଗାରେ ସମସ୍ତ କ୍ଲାସ୍ ଗୁଡ଼ିକୁ ଏହି Class ଦୃଶ୍ୟମାନ ଅଟେ |
| 03:11 | ଯଦି Classରେ କୌଣସି Modifier ନଥାଏ, ଯାହା ହେଉଛି Default, ତାହା କେବଳ ନିଜସ୍ୱ Package ମଧ୍ୟରେ ହିଁ ଦୃଶ୍ୟମାନ ହୁଏ |
| 03:18 | ଆମେ Packages ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା |
| 03:23 | ଏଠାରେ ମୁଁ Public ସିଲେକ୍ଟ କରିଛି |
| 03:26 | Method Stubsରେ ସିଲେକ୍ଟ କରନ୍ତୁ Public Static Void Main |
| 03:31 | ତା’ପରେ Finish ଉପରେ କ୍ଲିକ୍ କରନ୍ତୁ |
| 03:36 | ଦେଖନ୍ତୁ, Student ନାମକ Class କ୍ରିଏଟ୍ ହୋଇଗଲା |
| 03:40 | ଏବେ ମୁଁ, କମେଣ୍ଟସ୍ କାଢ଼ିଦେଉଛି |
| 03:51 | ଗୋଟିଏ Student Classରେ, ନାମ, ରୋଲ୍ ନମ୍ୱର୍, ମାର୍କ୍ସ ଆଦି ପରି ପ୍ରପର୍ଟିଜ୍ ରହିପାରେ |
| 03:57 | ତେଣୁ, ଏହି Class Student ଭିତରେ ମୁଁ, ଦୁଇଟି ଭେରିଏବଲ୍ସ, Roll Number ଓ Name ଘୋଷଣା କରିବି |
| 04:04 | ମୁଁ ଟାଇପ୍ କରିବି int roll ଅଣ୍ଡରସ୍କୋର୍ number ସେମିକଲନ୍ |
| 04:14 | String name ସେମିକଲନ୍ |
| 04:19 | ମୁଁ ଦୁଇଟି ଭେରିଏବଲ୍ସ ଘୋଷିତ କରିଛି. |
| 04:22 | ଏବେ, ଗୋଟିଏ Classରେ, Methods ମଧ୍ୟ ରହିଥାଏ |
| 04:25 | ମୁଁ StudentDetail ନାମକ ଏକ Method କ୍ରିଏଟ୍ କରୁଛି |
| 04:30 | ଏହି Method, ପ୍ରତ୍ୟେକ Studentର ବିବରଣୀ ଦେଇଥାଏ |
| 04:34 | ତେଣୁ, ମୁଁ ଟାଇପ୍ କରିବି void StudentDetail, ତା’ପରେ ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ, କର୍ଲୀ ବ୍ରାକେଟ୍ସ ଖୋଲନ୍ତୁ |
| 04:49 | ଏହି ମେଥଡ୍, Studentର ରୋଲ୍ ନମ୍ୱର୍ ଓ ନାମ ଦେବ |
| 04:53 | ଟାଇପ୍ କରନ୍ତୁ system ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ The roll number is, ଆମେ ଏଠାରେ ନମ୍ୱର୍ ମଧ୍ୟ ଟାଇପ୍ କରିପାରିବା, ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ପ୍ଲସ୍ roll_number ସେମିକଲନ୍ |
| 05:23 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is plus name ଓ ସେମିକଲନ୍ |
| 05:40 | ଏବେ, Main Method ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ We have created a class with 2 variables and 1 method. |
| 06:10 | ଏହିପରି ଭାବେ ଆମେ, Class Student ତିଆରି କଲେ |
| 06:20 | Ctrl ଓ Sକୁ ଏକାସାଙ୍ଗରେ ଦାବି ଏବେ ଫାଇଲ୍ କୁ Save କରନ୍ତୁ |
| 06:26 | Ctrl ଓ F11କୁ ଏକାସାଙ୍ଗରେ ଦାବି ଏବେ ପ୍ରୋଗ୍ରାମ୍ କୁ Run କରନ୍ତୁ |
| 06:33 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ:,We have created a class with 2 variables and 1 method |
| 06:38 | ଠିକ୍ ଯେପରି ଆମେ Main Methodରେ ଟାଇପ୍ କରିଥିଲେ |
| 06:46 | ଆମେ, ସଫଳତାପୂର୍ବକ ଏକ Class କ୍ରିଏଟ୍ କଲେ |
| 06:50 | ଏହି ଟ୍ୟୁଟୋରିଆଲ୍ ରେ ଆମେ Javaରେ Class ଓ ତାକୁ କିପରି କ୍ରିଏଟ୍ କରାଯାଏ, ସେହି ବିଷୟରେ ଶିଖିଲେ |
| 06:59 | ସ୍ୱ-ମୂଲ୍ୟାଙ୍କନ ପାଇଁ, emp ଅଣ୍ଡରସ୍କୋର୍ number ଓ emp ଅଣ୍ଡରସ୍କୋର୍ name ଭେରିଏବଲ୍ସ ସହିତ Employee ନାମକ ଏକ Class କ୍ରିଏଟ୍ କରନ୍ତୁ |
| 07:10 | ଓ Method printEmployee, ଯାହା Employee ସୂଚନା ପ୍ରଦର୍ଶିତ କରେ |
| 07:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
| 07:19 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
| 07:22 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:25 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
| 07:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07:35 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 07:44 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
| 08:04 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 08:07 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |