Difference between revisions of "Firefox/C2/Tabbed-Browsing-Blocking-Pop-ups/Oriya"

From Script | Spoken-Tutorial
Jump to: navigation, search
(Created page with '{|border=1 ||Time || ବିବରଣୀ |- ||00:00 || ମୋଜ଼ିଲ୍ଲା ଫାୟାରଫୋକ୍ସ ଉପରେ ଏହି ସ୍ପୋକେନ୍ ଟ୍ୟୁଟ…')
 
 
(2 intermediate revisions by 2 users not shown)
Line 1: Line 1:
 
{|border=1
 
{|border=1
||Time
+
||'''Time'''
|| ବିବରଣୀ
+
||'''Narration'''
  
 
|-
 
|-
 
||00:00
 
||00:00
|| ମୋଜ଼ିଲ୍ଲା ଫାୟାରଫୋକ୍ସ ଉପରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ .
+
||ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
  
 
|-
 
|-
 
||00:04
 
||00:04
|| ଏହି ଟ୍ୟୁଟୋରିଆଲରେ, ଆମେ ଟ୍ୟାବ୍ଡ ବ୍ରାଉଜିଂଗ୍ (Tabbed Browsing), ସ୍ଟୋରିଂଗ୍ କନ୍ଟେଟ ଓଫ୍ ଲାଇନ୍(Storing content offline), ବ୍ଲୋକିଂଗ୍ ପୋପ୍-ଅପସ (Blocking Pop-ups) ସମ୍ବନ୍ଧରେ ଜାଣିବା   
+
||ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା
  
 
|-
 
|-
 
||00:13
 
||00:13
||ଏହି ଟ୍ୟୁଟୋରିଆଲରେ, ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା. 
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.ବ୍ୟବହାର କରିବୁ |
  
 
|-
 
|-
 
||00:21
 
||00:21
||ମୋଜ଼ିଲ୍ଲା ଫାୟାରଫୋକ୍ସ  ଆପଣକୁ ଏକ ସମାନ ବ୍ରାଉଜ଼ର ୱିନଡୋ (browser window) ଭିତରେ ବିଭିନ୍ନ ୱେବ୍ ପେଜ଼ସେ କୁ ଲୋଡ କରିବା ପାଇଁ ଅନୁମତି ଦିଏ .
+
||ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ |
  
 
|-
 
|-
 
||00:29
 
||00:29
||ଟ୍ୟାବ୍ଡ ବ୍ରାଉଜିଂଗ୍ ର ସବୁଠାରୁ ବଡ଼ ସୁବିଧା ହେଲା, ଏହା ବିଭିନ୍ନ ବ୍ରାଉଜ଼ର ୱିନଡୋଜ କୁ ପ୍ରଦଶ୍ରୀତ କରି ଅନାବଶ୍ୟକ ବ୍ରାଉଜର ଗୁଡିକୁ ଲୋପ କରି ଦିଏ .
+
||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ |
  
 
|-
 
|-
 
||00:36
 
||00:36
|| ତେଣୁ ଏହା ଆପଣକଂ ଡେସକଟୋପ୍ କୁ ଅନାବଶ୍ୟକ ଜିନିଷ ଠାରୁ ମୁକ୍ତ ରଖିବା ପାଇଁ ସାହାଯ୍ୟ (help) କରେ .
+
||ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ |
  
 
|-
 
|-
 
||00:40
 
||00:40
||ପ୍ରତେକ ଟ୍ୟାବ ବ୍ରାଉଜର୍ ପ୍ରଦଶ୍ରୀତ ସମୟରେ ସମ୍ପୁର୍ଣ ଭାବରେ ପରଦା ଉପରେ ଦେଖାଯାଇଥାଏ .
+
||ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ |
  
 
|-
 
|-
 
||00:45
 
||00:45
||ଏହା ଖୋଲାଥିବା ବ୍ରାଉଜର୍ ୱିନଡୋଜ ର ବାରମ୍ବାର ଆକାର ପରିବର୍ତନ ଏବଂ ସ୍ତାନନ୍ତର ର ଆବଶ୍ୟକତା କୁ ଦୂର କରେ .
+
||ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ |
  
 
|-
 
|-
 
||00:52
 
||00:52
||ଟ୍ୟାବଡ ବ୍ରାଉଜିଂଗ, ଟିଲେଡ଼ ୱିନଡୋ ବ୍ରାଉଜିଂଗ (tiled-window browsing) ଠାରୁ ସ୍ବୁଳ୍ପ ମେମୋରୀ (memory) ଏବଂ ସ୍ବୁଳ୍ପ ଅପେରଟିଂଗ୍ ସିଷ୍ଟମ ସମ୍ବଳ କୁ ବ୍ୟବହାର କରେ ,
+
||ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ଖର୍ଚ୍ଚ କମ୍ ହୋଇଥାଏ |
  
 
|-
 
|-
 
||01:00
 
||01:00
||ଯଦି ବ୍ୟବହାରି ମାନଂକ ଦ୍ବାର ବେଶି କିଛି ଟ୍ୟାବସ ଖୋଲା ନ ଥାଏ .
+
||କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର |
  
 
|-
 
|-
 
||01:05
 
||01:05
||ମନେକର, ଆପଣ ଏକ ବିଶେଷ  ୱେବ୍ ପେଜେ ରେ ଅଛନ୍ତି .
+
||ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି |
  
 
|-
 
|-
 
||01:08
 
||01:08
||ଏଠାରେ ଏକ ଲିଂକ୍ (link) ଅଛି “Firefox for Desktop”.
+
||ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop”
  
 
|-
 
|-
 
||01:11
 
||01:11
||ଆପଣ ଏହି ଲିଂକ୍ କୁ ଏକ ନୁଆ ଟ୍ୟାବରେ ଖୋଲିପାରିବେ .
+
||ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ |
  
 
|-
 
|-
 
||01:14
 
||01:14
||ଏହା କରିବା ପାଇଁ, ଲିଂକ୍ ଉପରେ ରାଇଟ୍ କ୍ଲିକ (right click) କର . 
+
||ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
  
 
|-
 
|-
 
||01:17
 
||01:17
||କନଟେକ୍ସଟ ମେନ୍ୟୁ (context menu) ରେ  ‘Open link in new tab’ ଉପରେ କ୍ଲିକ କର .
+
||କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||01:21
 
||01:21
||ଆପଣ ଦେଖିବାକୁ ପାଇବେ ଯେ ସେହି ବ୍ରାଉଜର୍ ରେ ଦର୍ଶାଇ ଯାଇଥିବା ଟ୍ୟାବ ଡାହାଣକୁ ଏକ ନୁଆ ଟ୍ୟାବ  ଖୋଲାଅଛି .
+
||ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା |
  
 
|-
 
|-
 
||01:28
 
||01:28
||ତେଣୁ, ଆପଣକଂର ୱିନଡୋ କୁ ବନ୍ଦ କରିବା କିମ୍ବା ବିନା ପ୍ରସ୍ଥାନ ରେ, ଆପଣ ଅନ୍ୟ ଏକ  ୱେବ୍ ପେଜେ ସେହି ଏକା ୱିନଡୋ ରେ ଖୋଲିପାରିବେ.
+
||ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ |
  
 
|-
 
|-
 
||01:34
 
||01:34
||ଆପଣ File ଏବଂ New Tab ଉପରେ କ୍ଲିକ କରି ଏକ ନୁଆ ଟ୍ୟାବ ଖୋଲିପାରିବେ .
+
||ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ |
  
 
|-
 
|-
 
||01:40
 
||01:40
||ଏଥିପାଇଁ ସରଳ ଉପାୟ ହେଲା (shortcut keys) CTRL+T କୁ ଦବାଇବା .
+
||ଏହାପାଇଁ ଶର୍ଟକଟ କୀ ହେଉଛି CTRL+T |
  
 
|-
 
|-
 
||01:44
 
||01:44
||ଧ୍ୟାନ ଦେବା ଉଚିତ, ଆପଣ ଏକ ନୁଆ ଟ୍ୟାବ ଖୋଲିବା ଖନିକେ ମାତ୍ରେ, ଏଇଟି ତୁରନ୍ତ ସକ୍ରିୟ ହୋଇଯାଇଥାଏ .
+
||ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍  ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି |
  
 
|-
 
|-
 
||01:50
 
||01:50
||ବର୍ତମାନ URL ବାର୍ କୁ ଯାଅ ଏବଂ  ‘www.google.com’ ଟାଇପି କର .
+
||ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ |
  
 
|-
 
|-
 
||01:56
 
||01:56
||ଏବେ ଆପଣକଂ ପାଖରେ ତିନୋଟି ଟ୍ୟାବସ୍  ସହିତ, ଯଥାକ୍ରମରେ ତିନୋଟି ୱେବ୍ ପେଜେସେ ଖୋଲାଥିବା .
+
||ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି |
  
 
|-
 
|-
 
||02:01
 
||02:01
||ଆପଣ ସବୁଠାରୁ ଡାହାଣ ଟ୍ୟାବ ଡାହାଣରେ ଥିବା +’ ବଟୋନ୍ (button) ରେ କ୍ଲିକ କରି ଏକ ନୁଆ ଟ୍ୟାବ ଖୋଲିପାରିବେ .
+
||ସବୁଠାରୁ ଡାହାଣପଟ ଟ୍ୟାବ୍ ଡାହାଣପଟେ ଥିବା +’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ |
  
 
|-
 
|-
 
||02:08
 
||02:08
||ଆମେ ଆବଶ୍ୟକ ଅନୁସାରେ ଟ୍ୟାବସ୍ ଗୁଡିକୁ ସଜାଇ ରଖିପାରିବା .
+
||ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା |
  
 
|-
 
|-
 
||02:11
 
||02:11
|| ମାଉସ  ବଟୋନ୍ (mouse button) ଟିପ ଛଡା ନ କରି ଟ୍ୟାବ ଉପରେ କ୍ଲିକ କର, ଏହା ଆବଶ୍ୟକ ସ୍ଥାନ କୁ ନେଇଯିବ .
+
||ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ |
  
 
|-
 
|-
 
||02:17
 
||02:17
||ବର୍ତମାନ ମାଉସ  ବଟୋନ୍ (mouse button)  କୁ ଛାଡି ଦିଏ .
+
||ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
  
 
|-
 
|-
 
||02:20
 
||02:20
||ଟ୍ୟାବ ଏବେ ଯଥା ସ୍ଥାନ ରେ ଅଛି .
+
||ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି |
  
 
|-
 
|-
 
||02:23
 
||02:23
||ଚାଲ କିଛି ଗୁଡିଏ ମୌଳିକ ଅପେରସନସ (operations) ଦେଖିବା ଯେଉଁଗୁଡିକୁ ମୋଜ଼ିଲ୍ଲା ଫାୟାରଫୋକ୍ସ ଦ୍ବାର କାର୍ଯକାରୀ ହୋଇଥାଏ .
+
||ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ |
  
 
|-
 
|-
 
||02:29
 
||02:29
||ଚାଲ, ସର୍ଚ୍ ଇନିଜିଂନୀ (search engine)  କୁ ଗୁଗୁଲ୍ (google) ରେ ପରିବର୍ତନ କରିବା  
+
||ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା |
  
 
|-
 
|-
 
||02:32
 
||02:32
||ସର୍ଚ୍ ବାର୍ ରେ ‘email wikipedia’ ଟାଇପି କର ଏବଂ ସର୍ଚ୍ ବାର୍ ର ଡାହାଣ କୁ magnifying glass ଉପରେ କ୍ଲିକ କର .
+
||ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||02:40
 
||02:40
|| ଅନୁପଯୋଗୀ Wikipedia ପେଜେ ଟି ପ୍ରଥମ ଖୋଜିବାର ପରିଣାମ ଅଟେ.
+
||ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ |
  
 
|-
 
|-
 
||02:44
 
||02:44
||ଚାଲ ଲିଂକ୍ ଉପରେ କ୍ଲିକ କରି ଏହି ପେଜେ ଖୋଲିବା .
+
||ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା |
  
 
|-
 
|-
 
||02:48
 
||02:48
||ଏବେ, File ରେ କ୍ଲିକ କର ଏବଂ ତାହାପରେ “Save Page As” ରେ କ୍ଲିକ କର
+
||ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||02:52
 
||02:52
||‘search.html’ ନାମ ର ଏକ ଫାଇଲି ଡେସକଟୋପ୍ (Desktop) ରେ ସେଭ୍ କର
+
||‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ |
  
 
|-
 
|-
 
||02:59
 
||02:59
||ବର୍ତମାନ File ଏବଂ New Tab ଉପରେ କ୍ଲିକ କରି ବ୍ରାଉଜର୍ ୱିନଡୋ ରେ ଏକ ନୁଆ ଟ୍ୟାବ ଖୋଲ .
+
||ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା |
  
 
|-
 
|-
 
||03:05
 
||03:05
||ଏବେ ଏହି ନୁଆ ଟ୍ୟାବ ୱିନଡୋରେ ଆପଣ ସେଭ୍ କରିଥିବା ପେଜେ ଖୋଲ .
+
||ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ |
  
 
|-
 
|-
 
||03:10
 
||03:10
|| File ଏବଂ Open File ଉପରେ କ୍ଲିକ କର .
+
||ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||03:12
 
||03:12
|| ବ୍ରାଉଜ କର ଏବଂ ସେଭ ହୋଇଥିବା ଫାଇଲ କୁ ଖୋଲ .
+
||ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ |
  
 
|-
 
|-
 
||03:17
 
||03:17
||URL bar ରେ ଆପଣ ଦେଖିବେ ଯେ, ଠିକଣା ଏକ ଇଣ୍ତେର୍ ନେଟ୍ ଠିକଣା ନୁଂହେ କିନ୍ତୁ ଆପନଂକ computer ରେ ଏକ ସ୍ଥାନୀୟ ଜାଗା ଅଟେ .
+
||ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ |
  
 
|-
 
|-
 
||03:25
 
||03:25
||ଏବେ ଆପଣ ଏହି ପେଜେ ପଢିପାରିବେ, ଯେ ପର୍ଯ୍ୟନ୍ତ ଆପଣ ଅଫଲାଇନ୍ (offline)  ଅଛନ୍ତି .
+
||ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ |
  
 
|-
 
|-
 
||03:29  
 
||03:29  
||Pop-ups ଗୁଡିକୁ ୱିନଡୋଜ (windows) ଅଟେ, ଯାହାକି ଆପଣକଂ ଅନୁମତି ବିନା ସ୍ବୟଂକ୍ରିୟ ଭାବରେ ଦେଖା ଦିଏ .
+
||ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ |
  
 
|-
 
|-
 
||03:34
 
||03:34
||ଫାୟାରଫୋକ୍, Preferences ୱିନଡୋ ଭିତରେ କନ୍ଟେଟ ଟ୍ୟାବ (Content tab) ମାଧ୍ୟମରେ ଉଭୟ pop-ups and pop-unders କୁ ନିୟନ୍ତ୍ରଣ କରିବାରେ ସହାୟିକ ହୋଇଥାଏ .
+
||ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ |
  
 
|-
 
|-
 
||03:42
 
||03:42
||ୱିନଡୋଜ ଖୋଲା ଥିବା ସମୟରେ, ଏହା ଅପସନସ ୱିନଡୋ  (Options window) ଭିତରେ ରହିବ .
+
||ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ |
  
 
|-
 
|-
 
||03:46
 
||03:46
||ସ୍ବାଭାବିକ ଭାବରେ, Pop-up blocking ଆରମ୍ଭ ହୋଇଥାଏ .
+
||ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ |
  
 
|-
 
|-
 
||03:50
 
||03:50
||Edit ଏବଂ Preferences ଉପରେ କ୍ଲିକ କର .
+
||ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||03:52
 
||03:52
||ୱିନଡୋ ବ୍ୟବହାରି ମାନେ Tools ଏବଂ Options ଉପରେ କ୍ଲିକ କର .
+
||ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||03:56
 
||03:56
||ସ୍ବାଭାବିକ ଭାବରେ କନ୍ଟେଟ ଟ୍ୟାବ (Content tab) ରେ ପ୍ରଥମ ଅପସନ ‘Block pop-up windows’ ଯାଂଚ ହୋଇଥାଏ .
+
||’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ |
  
 
|-
 
|-
 
||04:02
 
||04:02
||ଯଦି ତାହା ନୁଂହେ, ତେବେ ଏହି ଅପସନ କୁ ଯାଂଚ ବାଛ .
+
||ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ |
  
 
|-
 
|-
 
||04:05
 
||04:05
||ଏହି ଡାଇଲୋଗ୍ ବକ୍ସ ରେ ବିଭିନ୍ନ ଅପସନସ (options) ବିଷୟରେ ଅନ୍ୟ ଟ୍ୟୁଟୋରିଆଲ ରେ ଆଲୋଚନା ହେବ .
+
||ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ |
  
 
|-
 
|-
 
||04:11
 
||04:11
||Close button ଉପରେ କ୍ଲିକ କର .
+
||କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||04:13
 
||04:13
||ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ .
+
||ଏହା ଆମକୁ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ |
  
 
|-
 
|-
 
||04:16
 
||04:16
||ଏଠାରେ ଆମେ ଯାହା ଶିଖିଲେ ଏହାର ସଂକ୍ଷିପ୍ତ ବିବରଣୀ :
+
||ସଂକ୍ଷେପରେ ଆମେ ଯାହା ଶିଖିଲେ:
  
 
|-
 
|-
 
||04:19
 
||04:19
||ଟ୍ୟାବଡ ବ୍ରାଉଜିଂଗ (Tabbed Browsing) , ସ୍ଟୋରିଂଗ୍ କନ୍ଟେଟ ଓଫ୍ ଲାଇନ୍(Storing content offline), ବ୍ଲୋକିଂଗ୍ ପୋପ୍-ଅପସ (Blocking Pop-ups)
+
||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା
  
 
|-
 
|-
 
||04:25
 
||04:25
||ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯ କରିବା ପାଇଁ ଚେଷ୍ଟା କର .
+
||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
  
 
|-
 
|-
 
||04:29
 
||04:29
||ଏକ ନୁଆ ଟ୍ୟାବ ଖୋଲ .
+
||ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ |
 
+
|-
+
||04:30
+
||ସର୍ଚ୍ ଇନିଜିଂନୀ କୁ ଗୂଗଲ (google) ରେ ପରିବର୍ତନ କର .
+
  
 
|-
 
|-
 
||04:33
 
||04:33
||'The history of email' ପାଇଁ ଖୋଜ .
+
||‘The history of email’ ଖୋଜନ୍ତୁ |
  
 
|-
 
|-
 
||04:36
 
||04:36
||ପ୍ରଥମ ପରିଣାମ କୁ ସେଭ କର ଏବଂ ଏକ ଓଫ୍ ଲାଇନ୍ ଡକ୍ୟୁମେନ୍ଟ୍ (offline document) ଭଳି ଦେଖିବା ପାଇଁ ଏହାକୁ ଏକ ନୁଆ ଟ୍ୟାବ ରେ ଖୋଲ .
+
||ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
  
 
|-
 
|-
 
||04:43
 
||04:43
||ସର୍ଚ୍ ଇନିଜିଂନୀ କୁ 'bing' ରେ ପରିବର୍ତନ କର .
+
||ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ |
  
 
|-
 
|-
 
||04:46
 
||04:46
||ପୁଣି ଥରେ 'The history of email' ପାଇଁ ଖୋଜ .
+
||ପୁଣି, ‘The history of email’ ଖୋଜନ୍ତୁ |
  
 
|-
 
|-
 
||04:49
 
||04:49
||‘History of Email & Ray Tomlinson’ ଲିଂକ୍ ସେଭ କର ଏବଂଏକ ଓଫ୍ ଲାଇନ୍ ଡକ୍ୟୁମେନ୍ଟ୍ (offline document) ଭଳି ଦେଖିବା ପାଇଁ ଏହାକୁ ଏକ ନୁଆ ଟ୍ୟାବ ରେ ଖୋଲ .
+
||‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
  
 
|-
 
|-
 
||04:58
 
||04:58
||ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial 
+
||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
  
 
|-
 
|-
 
||05:02
 
||05:02
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ 
+
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
  
 
|-
 
|-
 
||05:04
 
||05:04
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ  
+
||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
  
 
|-
 
|-
 
||05:09
 
||05:09
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
  
 
|-
 
|-
 
||05:14
 
||05:14
||ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି
+
||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
  
 
|-
 
|-
 
||05:18
 
||05:18
||ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
  
 
|-
 
|-
 
||05:25
 
||05:25
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
  
 
|-
 
|-
 
||05:29
 
||05:29
||ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ  
+
||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
  
 
|-
 
|-
 
||05:37
 
||05:37
||ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro.
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
  
 
|-
 
|-
 
||05:48
 
||05:48
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
+
|}
ଯୋଗୋଦାନ ପାଇଁ ଧନ୍ୟବାଦ .
+

Latest revision as of 15:57, 4 April 2017

Time Narration
00:00 ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:21 ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ |
00:29 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ |
00:36 ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ |
00:40 ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ |
00:45 ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ |
00:52 ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ |
01:00 କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର |
01:05 ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି |
01:08 ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop”
01:11 ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ |
01:14 ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:17 କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ |
01:21 ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା |
01:28 ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ |
01:34 ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ |
01:40 ଏହାପାଇଁ ଶର୍ଟକଟ କୀ ହେଉଛି CTRL+T |
01:44 ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍ ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି |
01:50 ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ |
01:56 ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି |
02:01 ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ |
02:08 ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା |
02:11 ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ |
02:17 ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
02:20 ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି |
02:23 ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ |
02:29 ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା |
02:32 ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
02:40 ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ |
02:44 ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା |
02:48 ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ |
02:52 ‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ |
02:59 ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା |
03:05 ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ |
03:10 ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ |
03:12 ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ |
03:17 ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ |
03:25 ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ |
03:29 ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ |
03:34 ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ |
03:42 ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ |
03:46 ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ |
03:50 ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ |
03:52 ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:56 ’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ |
04:02 ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ |
04:05 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ |
04:11 କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:13 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
04:16 ସଂକ୍ଷେପରେ ଆମେ ଯାହା ଶିଖିଲେ:
04:19 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା
04:25 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
04:29 ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ |
04:33 ‘The history of email’ ଖୋଜନ୍ତୁ |
04:36 ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
04:43 ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ |
04:46 ପୁଣି, ‘The history of email’ ଖୋଜନ୍ତୁ |
04:49 ‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
04:58 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
05:02 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:04 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
05:09 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
05:14 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
05:18 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
05:25 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
05:29 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
05:37 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
05:48 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, Nancyvarkey, PoojaMoolya, Pradeep