Difference between revisions of "Firefox/C2/Tabbed-Browsing-Blocking-Pop-ups/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
||'''Time'''
 
||'''Time'''
 
||'''Narration'''
 
||'''Narration'''
 +
 
|-
 
|-
 
||00:00
 
||00:00
|| ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+
||ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
 
||00:04
 
||00:04
|| ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା
+
||ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
||00:13
 
||00:13
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
 +
 
 
|-
 
|-
 
||00:21
 
||00:21
|| ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ |
+
||ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ |
 +
 
 
|-
 
|-
 
||00:29
 
||00:29
|| ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ |
+
||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ |
 +
 
 
|-
 
|-
 
||00:36
 
||00:36
|| ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ |
+
||ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ |
 +
 
 
|-
 
|-
 
||00:40
 
||00:40
|| ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ |
+
||ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ |
 +
 
 
|-
 
|-
 
||00:45
 
||00:45
|| ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ |
+
||ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ |
 +
 
 
|-
 
|-
 
||00:52
 
||00:52
|| ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ |
+
||ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ |
 +
 
 
|-
 
|-
 
||01:00
 
||01:00
|| କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର |
+
||କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର |
 +
 
 
|-
 
|-
 
||01:05
 
||01:05
|| ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି |
+
||ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି |
 +
 
 
|-
 
|-
 
||01:08
 
||01:08
|| ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop”
+
||ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop”
 +
 
 
|-
 
|-
 
||01:11
 
||01:11
|| ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ |
+
||ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ |
 +
 
 
|-
 
|-
 
||01:14
 
||01:14
|| ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
+
||ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||01:17
 
||01:17
|| କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ |
+
||କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||01:21
 
||01:21
|| ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା |
+
||ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା |
 +
 
 
|-
 
|-
 
||01:28
 
||01:28
|| ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ |
+
||ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ |
 +
 
 
|-
 
|-
 
||01:34
 
||01:34
|| ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ |
+
||ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ |
 +
 
 
|-
 
|-
 
||01:40
 
||01:40
|| ଏହାପାଇଁ ଶର୍ଟକଟ କୀ ହେଉଛି CTRL+T |
+
||ଏହାପାଇଁ ଶର୍ଟକଟ କୀ ହେଉଛି CTRL+T |
 +
 
 
|-
 
|-
 
||01:44
 
||01:44
|| ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍  ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି |
+
||ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍  ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି |
 +
 
 
|-
 
|-
 
||01:50
 
||01:50
|| ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ |
+
||ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ |
 +
 
 
|-
 
|-
 
||01:56
 
||01:56
|| ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି |
+
||ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି |
 +
 
 
|-
 
|-
 
||02:01
 
||02:01
|| ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା  ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ |
+
||ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା  ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ |
 +
 
 
|-
 
|-
 
||02:08
 
||02:08
|| ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା |
+
||ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା |
 +
 
 
|-
 
|-
 
||02:11
 
||02:11
|| ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ |
+
||ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ |
 +
 
 
|-
 
|-
 
||02:17
 
||02:17
|| ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
+
||ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
 +
 
 
|-
 
|-
 
||02:20
 
||02:20
|| ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି |
+
||ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି |
 +
 
 
|-
 
|-
 
||02:23
 
||02:23
|| ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ |
+
||ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ |
 +
 
 
|-
 
|-
 
||02:29
 
||02:29
|| ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା |
+
||ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା |
 +
 
 
|-
 
|-
 
||02:32
 
||02:32
|| ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
+
||ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||02:40
 
||02:40
|| ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ |
+
||ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ |
 +
 
 
|-
 
|-
 
||02:44
 
||02:44
|| ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା |
+
||ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା |
 +
 
 
|-
 
|-
 
||02:48
 
||02:48
|| ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ |
+
||ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||02:52
 
||02:52
|| ‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ |
+
||‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ |
 +
 
 
|-
 
|-
 
||02:59
 
||02:59
|| ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା |
+
||ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା |
 +
 
 
|-
 
|-
 
||03:05
 
||03:05
|| ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ |
+
||ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ |
 +
 
 
|-
 
|-
 
||03:10
 
||03:10
|| ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ |
+
||ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||03:12
 
||03:12
|| ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ |
+
||ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ |
 +
 
 
|-
 
|-
 
||03:17
 
||03:17
|| ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ |
+
||ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ |
 +
 
 
|-
 
|-
 
||03:25
 
||03:25
|| ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ |
+
||ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ |
 +
 
 
|-
 
|-
 
||03:29  
 
||03:29  
|| ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ |
+
||ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ |
 +
 
 
|-
 
|-
 
||03:34
 
||03:34
|| ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ |
+
||ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ |
 +
 
 
|-
 
|-
 
||03:42
 
||03:42
|| ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ |
+
||ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ |
 +
 
 
|-
 
|-
 
||03:46
 
||03:46
|| ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ |
+
||ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ |
 +
 
 
|-
 
|-
 
||03:50
 
||03:50
|| ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ |
+
||ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||03:52
 
||03:52
|| ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
+
||ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||03:56
 
||03:56
 
||’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ |
 
||’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ |
 +
 
|-
 
|-
 
||04:02
 
||04:02
|| ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ |
+
||ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ |
 +
 
 
|-
 
|-
 
||04:05
 
||04:05
|| ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ |
+
||ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ |
 +
 
 
|-
 
|-
 
||04:11
 
||04:11
|| କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
+
||କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||04:13
 
||04:13
|| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
+
||ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
 +
 
 
|-
 
|-
 
||04:16
 
||04:16
|| ସଂକ୍ଷେପରେ ଆମେ ଯାହା ଶିଖିଲେ:
+
||ସଂକ୍ଷେପରେ ଆମେ ଯାହା ଶିଖିଲେ:
 +
 
 
|-
 
|-
 
||04:19
 
||04:19
|| ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା
+
||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା
 +
 
 
|-
 
|-
 
||04:25
 
||04:25
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
+
||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
 +
 
 
|-
 
|-
 
||04:29
 
||04:29
|| ଏକ ନୂଆ ଟ୍ୟାବ୍ ଖୋଲନ୍ତୁ |
+
||ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ |
|-
+
 
||04:30
+
|| ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ |
+
 
|-
 
|-
 
||04:33
 
||04:33
|| ‘The history of email’ ଖୋଜନ୍ତୁ |
+
||‘The history of email’ ଖୋଜନ୍ତୁ |
 +
 
 
|-
 
|-
 
||04:36
 
||04:36
|| ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
+
||ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
 +
 
 
|-
 
|-
 
||04:43
 
||04:43
|| ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ |
+
||ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ |
 +
 
 
|-
 
|-
 
||04:46
 
||04:46
 
||ପୁଣି, ‘The history of email’ ଖୋଜନ୍ତୁ |
 
||ପୁଣି, ‘The history of email’ ଖୋଜନ୍ତୁ |
 +
 
|-
 
|-
 
||04:49
 
||04:49
|| ‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
+
||‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
 +
 
 
|-
 
|-
 
||04:58
 
||04:58
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
+
||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
 
|-
 
|-
 
||05:02
 
||05:02
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
+
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 +
 
 
|-
 
|-
 
||05:04
 
||05:04
|| ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
+
||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
 
|-
 
|-
 
||05:09
 
||05:09
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
 +
 
 
|-
 
|-
 
||05:14
 
||05:14
|| ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
+
||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
 +
 
 
|-
 
|-
 
||05:18
 
||05:18
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
 +
 
 
|-
 
|-
 
||05:25
 
||05:25
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
 
|-
 
|-
 
||05:29
 
||05:29
|| ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
+
||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
||05:37
 
||05:37
|| ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
 +
 
 
|-
 
|-
 
||05:48
 
||05:48
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
+
|}

Latest revision as of 15:57, 4 April 2017

Time Narration
00:00 ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:21 ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ |
00:29 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ |
00:36 ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ |
00:40 ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ |
00:45 ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ |
00:52 ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ |
01:00 କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର |
01:05 ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି |
01:08 ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop”
01:11 ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ |
01:14 ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:17 କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ |
01:21 ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା |
01:28 ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ |
01:34 ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ |
01:40 ଏହାପାଇଁ ଶର୍ଟକଟ କୀ ହେଉଛି CTRL+T |
01:44 ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍ ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି |
01:50 ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ |
01:56 ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି |
02:01 ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ |
02:08 ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା |
02:11 ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ |
02:17 ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
02:20 ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି |
02:23 ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ |
02:29 ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା |
02:32 ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
02:40 ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ |
02:44 ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା |
02:48 ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ |
02:52 ‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ |
02:59 ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା |
03:05 ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ |
03:10 ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ |
03:12 ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ |
03:17 ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ |
03:25 ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ |
03:29 ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ |
03:34 ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ |
03:42 ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ |
03:46 ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ |
03:50 ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ |
03:52 ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:56 ’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ |
04:02 ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ |
04:05 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ |
04:11 କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:13 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
04:16 ସଂକ୍ଷେପରେ ଆମେ ଯାହା ଶିଖିଲେ:
04:19 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା
04:25 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
04:29 ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ |
04:33 ‘The history of email’ ଖୋଜନ୍ତୁ |
04:36 ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
04:43 ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ |
04:46 ପୁଣି, ‘The history of email’ ଖୋଜନ୍ତୁ |
04:49 ‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
04:58 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
05:02 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:04 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
05:09 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
05:14 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
05:18 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
05:25 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
05:29 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
05:37 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
05:48 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, Nancyvarkey, PoojaMoolya, Pradeep