Firefox/C2/Setting-General-Privacy-Options/Oriya

From Script | Spoken-Tutorial
Revision as of 11:45, 27 December 2012 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search

Resources for recording Setting General Privacy Options

Time ବିବରଣୀ
00:00 ମୋଜ଼ିଲ୍ଲା ଫାୟାରଫୋକ୍ସ ର ଏହି ଟ୍ୟୁଟୋରିଆଲକୁ ସ୍ବାଗତ .
00:04 ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା ସେଟ୍ ଜେନେରାଲ୍ ପ୍ରେଫେରେନସେସ୍ (Set General preferences) ଏବଂ ସେଟ୍ ପ୍ରାଇଭେସୀ ପ୍ରେଫେରେନସେସ୍ (Set Privacy preferences) କିପରି ସେଟ୍ କର.
00:11 ଏହାପାଇଁ ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା.
00:18 ମୋଜ଼ିଲ୍ଲା ଫାୟାରଫୋକ୍ସ ଅନ୍ତର୍ଭୁକ୍ତ ପ୍ରେଫେରେନସେସ୍ (preferences) ଆମକୁ ସହଜର ସହିତ ପୁନାରାବୃତି କାର୍ଯ ଗୁଡିକୁ କରିବାକୁ ଅନୁମତି ଦିଏ .
00:24 ୱିନଡୋ ବ୍ୟବହାରି ମାନଂକ ପାଇଁ ଉପଯୁକ୍ତ କ୍ରିୟା କୁ "ଅପସନ୍ସସ୍" (Options) କହନ୍ତି .
00:29 ଉଦାହରଣ, ଆମେ ଆମର ଇ ମେଲ୍ ଲୋଗିନ୍ ପଜେ କୁ ହୋମ୍ ପଜେ ରୁପରେ ସେଟ୍ କରିବା .
00:33 ଏଥିପାଇଁ Edit ଏବଂ Preferences ଉପରେ କ୍ଲିକ କରିବା .
00:37 ୱିନଡୋ ବ୍ୟବହାରି ମାନେ Tools ଏବଂ Options ଉପରେ କ୍ଲିକ କରିବା ଉଚିତ .
00:42 ପ୍ରେଫେରେନସେସ୍ (preferences) କିମ୍ବା ଅପସନ୍ସସ୍ ଡାଇଲୋଗ୍ ବକ୍ସ (Options dialog box) ଖୋଲେ. ଡାଇଲୋଗ୍ ବକ୍ସର ଉପରେ କିଛି ଟ୍ୟାବସ ଅଛି .
00:50 ପ୍ରତେକକଂର କାର୍ଯ ଭିନ୍ନ ଅଟେ .
00:53 ଜେନରାଲ୍ ପେନାଲ୍ (General panel) ପ୍ରେଫେରେନସେସ୍ (preferences) ସମ୍ବଧିତ ସବୁଠାରୁ ସାଧାରଣତ ଉପଯୋଗୀ ସେଟିଂଗ୍ କୁ ଧାରଣ କରେ .
01:04 ଚାଲ ସିଖିବା, Gmail କୁ କିପରି ଆମର default home page ଭାବେ ସେଟ୍ କରିବା .
01:08 Start up ତଳେ, ‘When Firefox starts’ ଡ୍ରପ ଡାଉନ ମେନ୍ୟୁ (drop down menu) ରେ ‘Show my home page’ ବାଛ.
01:16 ସ୍ବାଭାବିକ ଭାବରେ, ହୋମେ ପେଜେ ଫିଲଡ଼ (‘Home Page’ ଫିଏଲଡ଼) ‘Mozilla Firefox Start Page’ କୁ ଧାର୍ଯ କରେ .
01:22 ହୋମେ ପେଜେ ଫିଲଡ଼ (‘Home Page’ field) ଉପରେ କ୍ଲିକ କର ଏବଂ ‘www.gmail.com’ ଟାଇପ୍ କର .
01:29 ଡାଇଲଗ ବକ୍ସ କୁ ବନ୍ଦ କରିବାକୁ close button ଉପରେ କ୍ଲିକ କର .
01:33 ଆମର ସେଟିଂଗ୍ (setting) ସ୍ବୟଂ ସେଭ ହେବ ହୋଇଯିବ .
01:36 ବର୍ତମାନ ଫାୟାରଫୋକ୍ସ ୱିନଡୋ କୁ ବନ୍ଦ କର .
01:40 ଏବଂ ଏକ ନୁଆ ଫାୟାରଫୋକ୍ସ ୱିନଡୋ ଖୋଲ .
01:42 ଆପଣ ଦେଖିବେ Gmial ଲୋଗ୍ ଇନ୍ ପେଜେ (Gmail login page) ଟି ହୋମେ ପେଜେ ଅଟେ .
01:46 ବର୍ତମାନ ଆସନ୍ତୁ ସିଖିବା ମୋଜ଼ିଲ୍ଲା ଫାୟାରଫୋକ୍ସ, କିପରି ଡାଉନ୍ ଲୋଡସ (downloads) ପରିଚାଳନା କରେ .
01:51 Edit ଏବଂ Preferences ଉପରେ କ୍ଲିକ କର .
01:54 ଆଗରୁ ଯେପରି, ୱିନଡୋ ବ୍ୟବହାରିମାନେ ଦୟାକରି Tools ଏବଂ Options ଉପରେ କ୍ଲିକ କର .
01:58 ତାପରେ ଜେନରାଲ ଟ୍ୟାବ୍ (Genreal Tab) ରେ କ୍ଲିକ କର .
02:02 ଡାଉନ୍ ଲୋଡସ୍ ଅପସନ୍ସ (Downloads option) ରେ 'Show the Downloads window when downloading a file’ ଚେକ୍ ବୋକ୍ସ୍ ରେ କ୍ଲିକ୍ କରି ବାଛ .
02:09 ଏବେ ରଡିଓ ବଟୋନ (radio button) କ୍ଲିକ୍ କର ଯାହା ‘Save files to’ କହେ .
02:12 ବ୍ରାଉଜ ବଟୋନ ରେ କ୍ଲିକ କର ଏବଂ ଡିଫଲ୍ଟ ଫୋଲ୍ଡେର୍ କୁ ଡ଼େସଟୋପ୍ ରେ ପରିବର୍ତନ କର (ବଦଲାଅ) .
02:18 ଡାଇଲୋଗ୍ ବୋକ୍ସ (dialog box) କୁ ବନ୍ଦ କରିବା ପାଇଁ Close button ରେ କ୍ଲିକ କର .
02:24 ଆଗରୁ ଯେପରି, ଆମର ସେଟିଂଗ୍ (setting) ଆପଣା ଛାଏ ସେଭ କରିଵ .
02:28 ବ୍ରାଉଜର୍ ର ସର୍ଚ୍ ବାର୍ ରେ ‘flowers’ ଟାଇପ୍ କର ଏବଂ ଡାହାଣ କୁ magnifying lens ରେ କ୍ଲିକ କର .
02:34 ଦର୍ଶାଉଥିବା ପ୍ରଥମ ସର୍ଚ୍ ପରିଣାମ ଉପରେ ରାଇଟ୍ (right) କ୍ଲିକ କର .
02:38 ‘Save Link As’ ଉପରେ କ୍ଲିକ କର .
02:40 ଆପଣ ଦେଖିବେ ସ୍ବାଭାବିକ ଭାବରେ ରେ ଏହି ଲିଂକ୍ (link) ଡେସକଟୋପ୍ କୁ ଡାଉନ୍ ଲୋଡ୍ ହୋଇଯିବ .
02:46 'Save' କ୍ଲିକ କର ଏବଂ ଫାଇଲ୍ ଡେସକଟୋପ୍ ଉପରେ ସେଭ୍ ହେବ .
02:51 ଟ୍ୟାବ୍ସ ପେନାଲ (tabs panel) ପ୍ରେଫେରେନସେସ୍ (preferences) ସମ୍ବଧିତ ଟ୍ୟାବ୍ଡ ବ୍ରାଉଜିଂଗ୍ (tabbed browsing) ବିଶେଷତ୍ବ କୁ ଧାରଣ କରେ .
02:56 କନ୍ଟେଟ ପେନାଲ (Contain Panel) ରେ ପ୍ରେଫେରେନସେସ୍ (preferences) ସମ୍ବଧିତ କିପରି ୱେବ୍ ସାଇଟ୍ସ (websites) ପ୍ରଦଶ୍ରୀତ କରାଯାଏ ତାହା ଉଲ୍ଲେଖ ଅଛି.
03:02 ଆପ୍ଲିକେସନ୍ ପେନାଲ୍ (Applications panel) ଦ୍ବାରା ଆପଣ ମୋଜ଼ିଲ୍ଲା ଫାୟାରଫୋକ୍ସ କିପରି ବିଭିନ୍ନ ପ୍ରକାରର ଫାଇଲିସ୍ କୁ ପରିଚାଳନା କରେ ତାହା ଜାଣି ପାରିବେ .
03:11 ଏହା ଏକ PDF ଡକ୍ୟୁମେନ୍ଟ୍ (document) କିମ୍ବା ଏକ ଅଡିଓ (audio ) ଫାଇଲ ହୋଇପାରିବ .
03:13 ନିର୍ଧାରିତ କାର୍ଯ ଭଳି, ଏହି ଟ୍ୟାବସ୍ (tabs) ଏବଂ ଅପସନ୍ସସ୍ (options) ସମ୍ବନ୍ଧରେ ଅନୁସଂଧାନ କର .
03:19 ପ୍ରାଇଭେସୀ ପେନାଲ୍ (Privacy panel) ଟି ପ୍ରେଫେରେନସେସ୍ (preferences) ସମ୍ବଧିତ ଆପଣକଂର ୱେବ୍ ପ୍ରାଇଭେସୀ (web-privacy) ଅନ୍ତର୍ଭୁକ୍ତ .
03:25 Tracking ତଳେ, ଚାଲ ‘Tell web sites I do not want to be tracked’ ରେ କ୍ଲିକ୍ କର.
03:30 ଆପଣକଂର ବାଛିଥିବା ଅପସନ୍ (option) ଟି ବ୍ରାଉଜିଂଗ୍ ଗତିବିଧି ସମ୍ବଧରେ ସଂଚିତ ହୋଇଥିବା ସୁଚନା ଠାରୁ ୱେବ୍ ସାଇଟ୍ ଗୁଡିକୁ ବନ୍ଦ କରି ଦେବ .
03:37 Hstory ତାଲିକାରେ ଅନ୍ତର୍ଭୁକ୍ତ କେତେକ ଅପସନ୍ସସ୍ (options) ଅଛି .
03:41 ‘Firefox will’ ଫିଲିଡ୍ (field) ରେ ‘Never remember history’ କୁ ବାଛିବା .
03:45 ଏହି ଅପସନ୍ (option) କୁ ସକ୍ରିୟ କରିବାର ଅର୍ଥ, ଆପଣକଂ ବ୍ରାଉଜିଂଗ୍ ର ହୀସ୍ଟରୀ (History) ସୁଚନା ଆପଣକଂ କଂପ୍ୟୁଟର (computer) ରେ ସକ୍ରିୟ ରହିପାରିବ ନାହିଁ.
03:53 ଯଦି ଆମେ ‘Clear all current history’ ଉପରେ କ୍ଲିକ୍ କରୁ, ତେବେ ଆପଣକଂ କଂପ୍ୟୁଟର ରୁ ସବୁ ବ୍ରାଉଜିଂଗ୍ ହୀସ୍ଟରୀ ରେ ସଂଚିତ ବିବରଣୀ ଲୋପ ପାଇଯିବ.
04:01 ତଳେ ଲୋକେସନ୍ ବାର୍ (Location Bar) କୁ ଯିବା .
04:04 'When using the location bar, suggest:’ ଫିଲଡ଼ ରେ ଡ୍ରୋପ୍ ଡାଉନ ମେନ୍ୟୁ (drop down menu) ଉପରେ କ୍ଲିକ କର ଏବଂ ‘Nothing’ ବାଚ୍ଛ .
04:11 ଏହା କରିବାରେ, ଯେବେ ଆପଣ ଆଡ୍ରେସ୍ ବାର୍ ରେ ନୁଆ URL ପ୍ରବେଶ କରାଅ, ତେବେ ଆପଣକୁ ପ୍ରସ୍ତାବ ସହିତ ସଂକେତ ଦିଆ ହେବନାହିଁ .
04:19 ଡାଇଲଗ ବୋକ୍ସ (dialog) କୁ ବନ୍ଦ କରିବା ପାଇଁ 'Close' ରେ କ୍ଲିକ କର .
04:23 ଆପଣକଂ ଗୋପନିୟତା ଏବେ ସମ୍ପୁର୍ଣ ସୁରଖିତ.
04:26 ପ୍ରେଫେରେନସେସ୍ (preferences) ସମ୍ବଧିତ ୱେବ୍ ବ୍ରାଉଜିଂଗ୍ ର ବିଷୟ ଟି ସିକ୍ୟୋରିଟ୍ ପେନାଲ୍ (security panel) ରେ ଅନ୍ତର୍ଭୁକ୍ତ .
04:32 ସିଂକ୍ ପେନାଲ୍ (Sync panel) ଆପଣଂକୁ “Firefox Sync” account ର ନିୟନ୍ତ୍ରଣ କିମ୍ବା ସେଟ୍ ଅପ କରାଏ.
04:36 ଫାୟାରଫୋକ୍ସ ସିଂକ୍ (sync) ଦ୍ବାରା, ହୀଷ୍ତ୍ରୀ (history), ବୁକ୍ ମାର୍କସ୍ (bookmarks), ଏବଂ passwords ବିଭିନ୍ନ ଡିଭାଇସେସ୍ ର ବ୍ୟବହାର ହୋଇଥାଏ .
04:45 Advanced Panel କିଛି ଗୁରୁତ୍ବପୁର୍ଣ ଫାୟାରଫୋକ୍ସ ସେଟିଂଗ୍ସ (Firefox settings) ର ଅନ୍ତର୍ଭୁକ୍ତ .
04:49 ଏଥିରେ ଫାୟାରଫୋକ୍ସ ର ଗତିବିଧି ନିୟନ୍ତ୍ରଣ, ବ୍ରାଉଜିଂଗ୍ ଏବଂ ସିଷ୍ଟମ୍ ଡିଫଲଟ୍ ସଟିଂଗ୍ସ (System Default settings) ସୁବିଧା ର ଅଛି .
04:57 ଆମେ ନେଟବୋର୍କ୍ ଅପସନ୍ (Network option) ର ଉପଯୋଗ କରି ଇଣ୍ତେର୍ ନେଟ ରେ ଫାୟାରଫୋକ୍ସ କୁ ସଂଯୋଗି ପ୍ରଣାଳୀର ରୁପରେଖ କରି ପାରିବା .
05:03 ନେଟବୋର୍କ୍ (network) ରେ, କନେକସନ୍ସ (conecctions) ଅଧିନରେ, ସେଟିଂଗ୍ ବଟୋନ୍ (Settings button) ଉପରେ କ୍ଲିକ କର .
05:09 ଏହା କନେକସନ୍ ସେଟିଂଗ୍ସ ଡାଇଲୋଗ୍ ବୋକ୍ସ (Connection Settings dialog box) ଖୋଲି ଥାଏ .
05:11 ଏଠାରେ ଆପଣ ପ୍ରୋକ୍ସି ଗୁଡିକର ରୁପରେଖ କରି ପାରିବେ .
05:15 ପ୍ରୋକ୍ସିସକୁ (Proxies) ଉପଯୋଗିତା ଭଲ ଭାବରେ ସମ୍ପାଦନ ଏବଂ ଭଲ ସୁରକ୍ଷା ପ୍ରଦାନ କରାଯାଇ ଥାଏ .
05:21 ସ୍ବାଭାବିକ ଭାବରେ, ‘Use system proxy settings’ ରେଡିଓ ବଟୋନ୍ (radio button) ମନୋନିତ ହୋଇଥାଏ .
05:26 ଏହି ଅପସନ୍ (option) ଆପଣକଂ operating system ପାଇଁ ସେଟିଂଗ୍ସ ର ରୁପରେଖ ବ୍ୟବହାର କରେ .
05:31 ପ୍ରୋକ୍ସି ସେଟିଂଗ୍ (proxy settings) କୁ ନିଜେ ଏନ୍ଟର୍ କରିବା ପାଇଁ Manual proxy configuration radio button ଉପରେ କ୍ଲିକ କର .
05:38 ଆପଣ ବର୍ତମାନ ଏହି ଫିଲଡ୍ ଗୁଡିକରେ ପ୍ରୋକ୍ସି ସେଟିଂଗ୍ (proxy settings) କରିପାରିବେ.
05:42 କନେକସନ୍ ସେଟିଂଗ୍ ଡାଇଲୋଗ୍ ବୋକ୍ସ (Connection Settings dialog box) କୁ ବନ୍ଦ କରିବା ପାଇଁ କ୍ଲୋଜ ବଟୋନ୍ (Close button) ଉପରେ କ୍ଲିକ କର .
05:49 ପୁଣିଥରେ, ପ୍ରେଫେରେନସେସ୍ (Preferences) କିମ୍ବା ଅପସନ୍ସସ୍ ଡାଇଲୋଗ୍ ବୋକ୍ସ (Options dialog box) କୁ ବନ୍ଦ କରିବା ପାଇଁ କ୍ଲୋଜ ବଟୋନ୍ (Close button) ଉପରେ କ୍ଲିକ କର .
05:55 ଆମର ସେଟିଂଗ୍ ସ୍ବଭାବିକ ଭାବରେ ସେଭ ହୋଇଯିବ .
05:58 ଶେଷରେ, ଆମେ Advanced panel ରେ Update ଟ୍ୟାବ୍ କୁ ଉପଯୋଗୀ କରି ଫାୟାରଫୋକ୍ସକୁ ଅପଡେଟ୍ (update) କରି ପାରିବା .
06:05 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
06:08 ଏହି ଟ୍ୟୁଟୋରିଆଲ ରେ ଆମେ ସେଟ୍ ଜେନରାଲ ପ୍ରେଫେରେନସେସ୍ (set General preferences) ଏବଂ ସେଟ୍ ପ୍ରାଇଭେସୀ ପ୍ରେଫେରେନସେସ୍ (set Privacy preferences) ସମ୍ବନ୍ଧରେ ଶିଖିଲେ.
06:15 ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯକୁ କରିବା ପାଇଁ ଚେଷ୍ଟା କର .
06:19 ଏକ ନୁଆ ବ୍ରାଉଜର୍ ୱିନଡୋ ଖୋଲ .
06:21 ଆପଣକଂର ହୋମ୍ ପେଜେ କୁ ‘spoken-tutorial.org’ କୁ ପରିବର୍ତନ କର .
06:28 ଆପଣକଂର ଡିଫଲଟ୍ ଡାଉନ୍ ଲୋଡ୍ ଲୋକେସନ (default download location) କୁ 'Home Folder’ କୁ ପରିବର୍ତନ କର.
06:30 ଆପଣକଂର ‘When using the location bar, suggest:’ ସେଟିଂଗ୍ କୁ History ଏବଂ Bookmarks କୁ ପରିବର୍ତନ କର .
06:38 ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial
06:41 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ
06:45 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ .
06:48 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team)
06:50 ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି .
06:54 ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି .
06:58 ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ
07:04 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ .
07:07 ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
07:12 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro.
07:27 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .
  ଯୋଗୋଦାନ ପାଇଁ ଧନ୍ୟବାଦ .

Contributors and Content Editors

Manoranjan, PoojaMoolya, Pradeep