Difference between revisions of "Firefox/C2/Setting-General-Privacy-Options/Oriya"

From Script | Spoken-Tutorial
Jump to: navigation, search
(Created page with ''''Resources for recording''' Setting General Privacy Options {|border=1 ||Time ||ବିବରଣୀ |- ||00:00 ||ମୋଜ଼…')
 
 
(One intermediate revision by one other user not shown)
Line 1: Line 1:
'''Resources for recording'''
 
[[Media:Setting General Privacy Options.zip |Setting General Privacy Options]]
 
 
 
{|border=1
 
{|border=1
||Time
+
||'''Time'''
||ବିବରଣୀ
+
||'''Narration'''
  
 
|-
 
|-
 
||00:00  
 
||00:00  
||ମୋଜ଼ିଲ୍ଲା ଫାୟାରଫୋକ୍ସ ର ଏହି ଟ୍ୟୁଟୋରିଆଲକୁ ସ୍ବାଗତ .
+
||ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
  
 
|-
 
|-
 
||00:04
 
||00:04
||ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା ସେଟ୍ ଜେନେରାଲ୍ ପ୍ରେଫେରେନସେସ୍ (Set General preferences) ଏବଂ ସେଟ୍ ପ୍ରାଇଭେସୀ ପ୍ରେଫେରେନସେସ୍ (Set Privacy preferences) କିପରି ସେଟ୍ କର.
+
||ଏଠାରେ ଆମେ, ଜେନେରାଲ୍ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିବା |
  
 
|-
 
|-
 
||00:11
 
||00:11
||ଏହାପାଇଁ ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା. 
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.ବ୍ୟବହାର କରିବୁ |
  
 
|-
 
|-
 
||00:18  
 
||00:18  
||ମୋଜ଼ିଲ୍ଲା ଫାୟାରଫୋକ୍ସ ଅନ୍ତର୍ଭୁକ୍ତ ପ୍ରେଫେରେନସେସ୍ (preferences) ଆମକୁ ସହଜର ସହିତ ପୁନାରାବୃତି କାର୍ଯ ଗୁଡିକୁ କରିବାକୁ ଅନୁମତି ଦିଏ .
+
||ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ |
  
 
|-
 
|-
 
||00:24
 
||00:24
||ୱିନଡୋ ବ୍ୟବହାରି ମାନଂକ ପାଇଁ ଉପଯୁକ୍ତ କ୍ରିୟା କୁ "ଅପସନ୍ସସ୍" (Options) କହନ୍ତି .
+
||ୱିଣ୍ଡୋ ୟୁଜର୍ସଙ୍କ ପାଇଁ, ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ |
  
 
|-
 
|-
 
||00:29
 
||00:29
||ଉଦାହରଣ, ଆମେ ଆମର ଇ ମେଲ୍ ଲୋଗିନ୍ ପଜେ କୁ ହୋମ୍ ପଜେ ରୁପରେ ସେଟ୍ କରିବା .
+
||ଧରନ୍ତୁ, ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ |
  
 
|-
 
|-
 
||00:33
 
||00:33
||ଏଥିପାଇଁ Edit ଏବଂ Preferences ଉପରେ କ୍ଲିକ କରିବା .
+
||ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା |
  
 
|-
 
|-
 
||00:37
 
||00:37
||ୱିନଡୋ ବ୍ୟବହାରି ମାନେ Tools ଏବଂ Options ଉପରେ କ୍ଲିକ କରିବା ଉଚିତ .
+
||ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ |
  
 
|-
 
|-
 
||00:42
 
||00:42
|| ପ୍ରେଫେରେନସେସ୍ (preferences) କିମ୍ବା ଅପସନ୍ସସ୍ ଡାଇଲୋଗ୍ ବକ୍ସ (Options dialog box) ଖୋଲେ. ଡାଇଲୋଗ୍ ବକ୍ସର ଉପରେ କିଛି ଟ୍ୟାବସ ଅଛି .
+
||ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ | ଡାୟଲଗ୍ ବକ୍ସ ଉପରେ, ଅନେକ ଟ୍ୟାବ୍ସ ଅଛି |
  
 
|-
 
|-
 
||00:50
 
||00:50
|| ପ୍ରତେକକଂର କାର୍ଯ ଭିନ୍ନ ଅଟେ .
+
||ପ୍ରତ୍ୟେକର କାର୍ଯ୍ୟ ଭିନ୍ନ |
  
 
|-
 
|-
 
||00:53
 
||00:53
||ଜେନରାଲ୍ ପେନାଲ୍ (General panel) ପ୍ରେଫେରେନସେସ୍ (preferences) ସମ୍ବଧିତ ସବୁଠାରୁ ସାଧାରଣତ ଉପଯୋଗୀ ସେଟିଂଗ୍ କୁ ଧାରଣ କରେ .
+
||ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି, ଯେପରି: ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା, ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା |
  
 
|-
 
|-
 
||01:04
 
||01:04
||ଚାଲ ସିଖିବା,  Gmail କୁ କିପରି ଆମର default home page ଭାବେ ସେଟ୍ କରିବା .
+
||ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ, ଚାଲନ୍ତୁ ଶିଖିବା |
  
 
|-
 
|-
 
||01:08
 
||01:08
||Start up ତଳେ, ‘When Firefox starts’ ଡ୍ରପ ଡାଉନ ମେନ୍ୟୁ (drop down menu) ରେ ‘Show my home page’ ବାଛ.
+
||ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ‘When Firefox starts’ ଡ୍ରପ୍ ଡାଉନ୍ ମେନୁରେ ଥିବା ‘Show my home page’ ସିଲେକ୍ଟ କରନ୍ତୁ |
  
 
|-
 
|-
 
||01:16
 
||01:16
||ସ୍ବାଭାବିକ ଭାବରେ, ହୋମେ ପେଜେ ଫିଲଡ଼ (‘Home Page’ ଫିଏଲଡ଼) ‘Mozilla Firefox Start Page’ କୁ ଧାର୍ଯ କରେ .
+
||ବାଇ ଡିଫଲ୍ଟ ’ହୋମ୍ ପେଜ୍’ ଫିଲ୍ଡ ‘Mozilla Firefox Start Page’ରେ ସେଟ୍ ଅଛି |
  
 
|-
 
|-
 
||01:22
 
||01:22
||ହୋମେ ପେଜେ ଫିଲଡ଼ (‘Home Page’ field) ଉପରେ କ୍ଲିକ କର ଏବଂ ‘www.gmail.com’ ଟାଇପ୍ କର .
+
||’ହୋମ୍ ପେଜ୍’ ଫିଲ୍ଡରେ କ୍ଲିକ୍ କରି ‘www.gmail.com’ ଟାଇପ୍ କରନ୍ତୁ |
  
 
|-
 
|-
 
||01:29
 
||01:29
||ଡାଇଲଗ ବକ୍ସ କୁ ବନ୍ଦ କରିବାକୁ close button ଉପରେ କ୍ଲିକ କର .
+
||ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||01:33
 
||01:33
||ଆମର ସେଟିଂଗ୍ (setting) ସ୍ବୟଂ ସେଭ ହେବ ହୋଇଯିବ .
+
||ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ |
  
 
|-
 
|-
 
||01:36
 
||01:36
||ବର୍ତମାନ ଫାୟାରଫୋକ୍ସ ୱିନଡୋ କୁ ବନ୍ଦ କର .
+
||ଏବେ, ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ
  
 
|-
 
|-
 
||01:40
 
||01:40
||ଏବଂ ଏକ ନୁଆ ଫାୟାରଫୋକ୍ସ ୱିନଡୋ  ଖୋଲ .
+
||ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ |
  
 
|-
 
|-
 
||01:42
 
||01:42
||ଆପଣ ଦେଖିବେ Gmial ଲୋଗ୍ ଇନ୍ ପେଜେ (Gmail login page) ଟି ହୋମେ ପେଜେ ଅଟେ .
+
||ଦେଖନ୍ତୁ, ଜିମେଲ୍ ଲଗିନ୍ ପେଜ୍, ହୋମ୍ ପେଜ୍ ହୋଇଗଲା |
  
 
|-
 
|-
 
||01:46
 
||01:46
||ବର୍ତମାନ ଆସନ୍ତୁ ସିଖିବା  ମୋଜ଼ିଲ୍ଲା ଫାୟାରଫୋକ୍ସ, କିପରି ଡାଉନ୍ ଲୋଡସ (downloads)  ପରିଚାଳନା କରେ .
+
||ଏବେ ଚାଲନ୍ତୁ, ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ, ଶିଖିବା |
  
 
|-
 
|-
 
||01:51
 
||01:51
||Edit ଏବଂ Preferences ଉପରେ କ୍ଲିକ କର .
+
||ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||01:54
 
||01:54
||ଆଗରୁ ଯେପରି, ୱିନଡୋ ବ୍ୟବହାରିମାନେ ଦୟାକରି Tools ଏବଂ Options ଉପରେ କ୍ଲିକ କର .
+
||ପୂର୍ବପରି, ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ |
  
 
|-
 
|-
 
||01:58  
 
||01:58  
|| ତାପରେ ଜେନରାଲ ଟ୍ୟାବ୍ (Genreal Tab) ରେ କ୍ଲିକ କର .
+
||ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||02:02
 
||02:02
||ଡାଉନ୍ ଲୋଡସ୍ ଅପସନ୍ସ (Downloads option) ରେ 'Show the Downloads window when downloading a file’ ଚେକ୍ ବୋକ୍ସ୍ ରେ କ୍ଲିକ୍ କରି ବାଛ .
+
||’ଡାଉନଲୋଡ୍ସ’ ଅପ୍ସନ୍ ରେ ଥିବା ‘Show the Downloads window when downloading a file’ ଚେକ୍ ବକ୍ସରେ ଚେକ୍ କରନ୍ତୁ |
+
 
 
|-
 
|-
 
||02:09
 
||02:09
||ଏବେ ରଡିଓ ବଟୋନ (radio button) କ୍ଲିକ୍ କର ଯାହା  ‘Save files to’ କହେ .
+
||ଏବେ, ‘Save files to’ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ |
  
 
|-
 
|-
 
||02:12
 
||02:12
||ବ୍ରାଉଜ ବଟୋନ ରେ  କ୍ଲିକ କର ଏବଂ ଡିଫଲ୍ଟ ଫୋଲ୍ଡେର୍ କୁ ଡ଼େସଟୋପ୍ ରେ ପରିବର୍ତନ କର (ବଦଲାଅ)  .
+
||ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ |
  
 
|-
 
|-
 
||02:18  
 
||02:18  
||ଡାଇଲୋଗ୍ ବୋକ୍ସ (dialog box) କୁ ବନ୍ଦ କରିବା ପାଇଁ Close button ରେ କ୍ଲିକ କର .
+
||ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||02:24
 
||02:24
||ଆଗରୁ ଯେପରି, ଆମର ସେଟିଂଗ୍ (setting)  ଆପଣା ଛାଏ ସେଭ କରିଵ .
+
||ପୂର୍ବପରି, ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ |
  
 
|-
 
|-
 
||02:28  
 
||02:28  
||ବ୍ରାଉଜର୍ ର ସର୍ଚ୍ ବାର୍ ରେ ‘flowers’ ଟାଇପ୍ କର ଏବଂ ଡାହାଣ କୁ magnifying lens ରେ କ୍ଲିକ କର .
+
||ବ୍ରାଉଜର୍ ସର୍ଚ୍ଚ ବାର୍ ରେ, ‘flowers’ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||02:34
 
||02:34
||ଦର୍ଶାଉଥିବା ପ୍ରଥମ ସର୍ଚ୍ ପରିଣାମ ଉପରେ ରାଇଟ୍ (right)  କ୍ଲିକ କର .
+
||ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍-କ୍ଲିକ୍ କରି
  
 
|-
 
|-
 
||02:38
 
||02:38
||‘Save Link As’ ଉପରେ କ୍ଲିକ କର .
+
||‘Save Link As’ ଉପରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||02:40
 
||02:40
||ଆପଣ ଦେଖିବେ ସ୍ବାଭାବିକ ଭାବରେ ରେ ଏହି ଲିଂକ୍ (link) ଡେସକଟୋପ୍ କୁ ଡାଉନ୍ ଲୋଡ୍ ହୋଇଯିବ .
+
||ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ
  
 
|-
 
|-
 
||02:46
 
||02:46
||'Save' କ୍ଲିକ କର ଏବଂ ଫାଇଲ୍ ଡେସକଟୋପ୍ ଉପରେ ସେଭ୍ ହେବ .
+
||’ସେଭ୍’ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ |
  
 
|-
 
|-
 
||02:51
 
||02:51
||ଟ୍ୟାବ୍ସ ପେନାଲ (tabs panel) ପ୍ରେଫେରେନସେସ୍ (preferences) ସମ୍ବଧିତ ଟ୍ୟାବ୍ଡ ବ୍ରାଉଜିଂଗ୍ (tabbed browsing) ବିଶେଷତ୍ବ କୁ ଧାରଣ କରେ . 
+
||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି |
  
 
|-
 
|-
 
||02:56
 
||02:56
||କନ୍ଟେଟ ପେନାଲ (Contain Panel) ରେ ପ୍ରେଫେରେନସେସ୍ (preferences) ସମ୍ବଧିତ କିପରି ୱେବ୍ ସାଇଟ୍ସ  (websites) ପ୍ରଦଶ୍ରୀତ କରାଯାଏ ତାହା ଉଲ୍ଲେଖ ଅଛି.
+
||ୱେବ୍-ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି |
  
 
|-
 
|-
 
||03:02
 
||03:02
||ଆପ୍ଲିକେସନ୍ ପେନାଲ୍ (Applications panel) ଦ୍ବାରା ଆପଣ ମୋଜ଼ିଲ୍ଲା ଫାୟାରଫୋକ୍ସ କିପରି ବିଭିନ୍ନ ପ୍ରକାରର ଫାଇଲିସ୍ କୁ ପରିଚାଳନା କରେ ତାହା ଜାଣି ପାରିବେ .
+
||ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ, ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ |
  
 
|-
 
|-
 
||03:11
 
||03:11
||ଏହା ଏକ PDF ଡକ୍ୟୁମେନ୍ଟ୍ (document) କିମ୍ବା ଏକ ଅଡିଓ (audio ) ଫାଇଲ ହୋଇପାରିବ .
+
||ଏହା ଏକ PDF ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ |
  
 
|-
 
|-
 
||03:13  
 
||03:13  
||ନିର୍ଧାରିତ କାର୍ଯ ଭଳି, ଏହି ଟ୍ୟାବସ୍ (tabs) ଏବଂ ଅପସନ୍ସସ୍ (options) ସମ୍ବନ୍ଧରେ ଅନୁସଂଧାନ କର . 
+
||ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ |
  
 
|-
 
|-
 
||03:19
 
||03:19
||ପ୍ରାଇଭେସୀ ପେନାଲ୍ (Privacy panel) ଟି ପ୍ରେଫେରେନସେସ୍ (preferences) ସମ୍ବଧିତ ଆପଣକଂର ୱେବ୍ ପ୍ରାଇଭେସୀ (web-privacy) ଅନ୍ତର୍ଭୁକ୍ତ .
+
||ୱେବ୍-ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି |
  
 
|-
 
|-
 
||03:25
 
||03:25
||Tracking ତଳେ, ଚାଲ ‘Tell web sites I do not want to be tracked’ ରେ କ୍ଲିକ୍ କର.
+
||ଟ୍ରାକିଙ୍ଗ୍ ରେ ‘Tell web sites I do not want to be tracked’ ଉପରେ ଚେକ୍ କରିବା |
  
 
|-
 
|-
 
||03:30
 
||03:30
||ଆପଣକଂର ବାଛିଥିବା ଅପସନ୍ (option) ଟି ବ୍ରାଉଜିଂଗ୍ ଗତିବିଧି ସମ୍ବଧରେ ସଂଚିତ ହୋଇଥିବା ସୁଚନା ଠାରୁ ୱେବ୍ ସାଇଟ୍ ଗୁଡିକୁ ବନ୍ଦ କରି ଦେବ .
+
||ଏହି ଅପ୍ସନ୍ ର ଚୟନ, ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍-ସାଇଟ୍ ଗୁଡ଼ିକୁ ରୋକିଦେବ |
  
 
|-
 
|-
 
||03:37
 
||03:37
|| Hstory ତାଲିକାରେ ଅନ୍ତର୍ଭୁକ୍ତ କେତେକ ଅପସନ୍ସସ୍ (options) ଅଛି .
+
||ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି |
  
 
|-
 
|-
 
||03:41  
 
||03:41  
||‘Firefox will’ ଫିଲିଡ୍ (field) ରେ ‘Never remember history’ କୁ ବାଛିବା .
+
||‘Firefox will’ ଫିଲ୍ଡରେ, ‘Never remember history’ ଚୟନ କରନ୍ତୁ |
  
 
|-
 
|-
 
||03:45
 
||03:45
||ଏହି ଅପସନ୍ (option) କୁ ସକ୍ରିୟ କରିବାର ଅର୍ଥ, ଆପଣକଂ ବ୍ରାଉଜିଂଗ୍ ର ହୀସ୍ଟରୀ (History) ସୁଚନା ଆପଣକଂ କଂପ୍ୟୁଟର (computer) ରେ ସକ୍ରିୟ ରହିପାରିବ ନାହିଁ.
+
||ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ |
+
 
 
|-
 
|-
 
||03:53
 
||03:53
||ଯଦି ଆମେ ‘Clear all current history’ ଉପରେ କ୍ଲିକ୍ କରୁ, ତେବେ ଆପଣକଂ କଂପ୍ୟୁଟର ରୁ ସବୁ ବ୍ରାଉଜିଂଗ୍ ହୀସ୍ଟରୀ ରେ ସଂଚିତ ବିବରଣୀ  ଲୋପ ପାଇଯିବ.
+
||‘Clear all current history’ରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ |
  
 
|-
 
|-
 
||04:01
 
||04:01
|| ତଳେ ଲୋକେସନ୍ ବାର୍ (Location Bar) କୁ ଯିବା .
+
||ଲୋକେଶନ୍ ବାର୍ କୁ ଆସିବା |
  
 
|-
 
|-
 
||04:04
 
||04:04
||'When using the location bar, suggest:’ ଫିଲଡ଼ ରେ ଡ୍ରୋପ୍ ଡାଉନ ମେନ୍ୟୁ (drop down menu)  ଉପରେ କ୍ଲିକ କର ଏବଂ ‘Nothing’ ବାଚ୍ଛ .
+
||‘When using the location bar, suggest:’ ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ‘Nothing’ ସିଲେକ୍ଟ କରିବା |
  
 
|-
 
|-
 
||04:11
 
||04:11
||ଏହା କରିବାରେ, ଯେବେ ଆପଣ ଆଡ୍ରେସ୍ ବାର୍ ରେ ନୁଆ URL ପ୍ରବେଶ କରାଅ, ତେବେ ଆପଣକୁ ପ୍ରସ୍ତାବ ସହିତ ସଂକେତ ଦିଆ ହେବନାହିଁ  .
+
||ଏପରି କଲେ, ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ URL ଏଣ୍ଟର୍ କରିବେ, ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ |
  
 
|-
 
|-
 
||04:19  
 
||04:19  
||ଡାଇଲଗ ବୋକ୍ସ (dialog) କୁ ବନ୍ଦ କରିବା ପାଇଁ 'Close' ରେ କ୍ଲିକ କର .
+
||ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||04:23
 
||04:23
||ଆପଣକଂ ଗୋପନିୟତା ଏବେ ସମ୍ପୁର୍ଣ ସୁରଖିତ.
+
||ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ |
  
 
|-
 
|-
 
||04:26
 
||04:26
||ପ୍ରେଫେରେନସେସ୍ (preferences) ସମ୍ବଧିତ ୱେବ୍ ବ୍ରାଉଜିଂଗ୍ ର ବିଷୟ ଟି ସିକ୍ୟୋରିଟ୍ ପେନାଲ୍ (security panel) ରେ ଅନ୍ତର୍ଭୁକ୍ତ .
+
||ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି |
  
 
|-
 
|-
 
||04:32
 
||04:32
||ସିଂକ୍ ପେନାଲ୍ (Sync panel) ଆପଣଂକୁ “Firefox Sync” account ର ନିୟନ୍ତ୍ରଣ କିମ୍ବା ସେଟ୍ ଅପ କରାଏ.
+
||ସିଙ୍କ୍ ପେନେଲ୍ ଦ୍ୱାରା ଏକ “Firefox Sync” ଆକାଉଣ୍ଟ ସେଟ୍-ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ |
 +
 
 
|-
 
|-
 
||04:36
 
||04:36
||ଫାୟାରଫୋକ୍ସ ସିଂକ୍ (sync) ଦ୍ବାରା, ହୀଷ୍ତ୍ରୀ (history), ବୁକ୍ ମାର୍କସ୍ (bookmarks), ଏବଂ passwords ବିଭିନ୍ନ ଡିଭାଇସେସ୍ ର ବ୍ୟବହାର ହୋଇଥାଏ .
+
||ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ, ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା |
  
 
|-
 
|-
 
||04:45
 
||04:45
||Advanced Panel କିଛି ଗୁରୁତ୍ବପୁର୍ଣ ଫାୟାରଫୋକ୍ସ ସେଟିଂଗ୍ସ (Firefox settings) ର ଅନ୍ତର୍ଭୁକ୍ତ .
+
||ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି |
  
 
|-
 
|-
 
||04:49
 
||04:49
||ଏଥିରେ ଫାୟାରଫୋକ୍ସ ର ଗତିବିଧି ନିୟନ୍ତ୍ରଣ, ବ୍ରାଉଜିଂଗ୍ ଏବଂ ସିଷ୍ଟମ୍ ଡିଫଲଟ୍ ସଟିଂଗ୍ସ (System Default settings) ସୁବିଧା ର ଅଛି .
+
||ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି |
  
 
|-
 
|-
 
||04:57
 
||04:57
||ଆମେ ନେଟବୋର୍କ୍ ଅପସନ୍ (Network option) ର ଉପଯୋଗ କରି ଇଣ୍ତେର୍ ନେଟ ରେ ଫାୟାରଫୋକ୍ସ କୁ ସଂଯୋଗି ପ୍ରଣାଳୀର ରୁପରେଖ କରି ପାରିବା .
+
||ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା |
  
 
|-
 
|-
 
||05:03
 
||05:03
||ନେଟବୋର୍କ୍ (network) ରେ, କନେକସନ୍ସ (conecctions) ଅଧିନରେ, ସେଟିଂଗ୍ ବଟୋନ୍  (Settings button) ଉପରେ କ୍ଲିକ କର .
+
||କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||05:09  
 
||05:09  
||ଏହା କନେକସନ୍ ସେଟିଂଗ୍ସ ଡାଇଲୋଗ୍ ବୋକ୍ସ (Connection Settings dialog box) ଖୋଲି ଥାଏ .
+
||ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ |
  
 
|-
 
|-
 
||05:11
 
||05:11
||ଏଠାରେ ଆପଣ ପ୍ରୋକ୍ସି ଗୁଡିକର ରୁପରେଖ କରି ପାରିବେ .
+
||ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ |
  
 
|-
 
|-
 
||05:15
 
||05:15
||ପ୍ରୋକ୍ସିସକୁ (Proxies) ଉପଯୋଗିତା ଭଲ ଭାବରେ ସମ୍ପାଦନ ଏବଂ ଭଲ ସୁରକ୍ଷା ପ୍ରଦାନ କରାଯାଇ ଥାଏ .
+
||ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ |
  
 
|-
 
|-
 
||05:21
 
||05:21
||ସ୍ବାଭାବିକ ଭାବରେ, ‘Use system proxy settings’ ରେଡିଓ ବଟୋନ୍ (radio button) ମନୋନିତ ହୋଇଥାଏ .
+
||ବାଇ ଡିଫଲ୍ଟ, ‘Use system proxy settings’ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ |
  
 
|-
 
|-
 
||05:26
 
||05:26
||ଏହି ଅପସନ୍ (option) ଆପଣକଂ operating system ପାଇଁ ସେଟିଂଗ୍ସ ର ରୁପରେଖ ବ୍ୟବହାର କରେ .
+
||ଏହି ଅପ୍ସନ୍, ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ |
  
 
|-
 
|-
 
||05:31  
 
||05:31  
||ପ୍ରୋକ୍ସି ସେଟିଂଗ୍ (proxy settings) କୁ ନିଜେ ଏନ୍ଟର୍ କରିବା ପାଇଁ Manual proxy configuration radio button ଉପରେ କ୍ଲିକ କର .
+
||ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ, ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ |
  
 
|-
 
|-
 
||05:38
 
||05:38
||ଆପଣ ବର୍ତମାନ ଏହି ଫିଲଡ୍ ଗୁଡିକରେ ପ୍ରୋକ୍ସି ସେଟିଂଗ୍ (proxy settings) କରିପାରିବେ.
+
||ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ |
  
 
|-
 
|-
 
||05:42
 
||05:42
||କନେକସନ୍ ସେଟିଂଗ୍ ଡାଇଲୋଗ୍ ବୋକ୍ସ (Connection Settings dialog box) କୁ ବନ୍ଦ କରିବା ପାଇଁ କ୍ଲୋଜ ବଟୋନ୍ (Close button) ଉପରେ  କ୍ଲିକ କର .
+
||କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||05:49
 
||05:49
||ପୁଣିଥରେ,  ପ୍ରେଫେରେନସେସ୍ (Preferences) କିମ୍ବା ଅପସନ୍ସସ୍ ଡାଇଲୋଗ୍ ବୋକ୍ସ (Options dialog box) କୁ ବନ୍ଦ କରିବା ପାଇଁ କ୍ଲୋଜ ବଟୋନ୍ (Close button) ଉପରେ  କ୍ଲିକ କର .
+
||ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
  
 
|-
 
|-
 
||05:55
 
||05:55
||ଆମର ସେଟିଂଗ୍ ସ୍ବଭାବିକ ଭାବରେ ସେଭ ହୋଇଯିବ .
+
||ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ |
  
 
|-
 
|-
 
||05:58
 
||05:58
||ଶେଷରେ, ଆମେ Advanced panel ରେ Update ଟ୍ୟାବ୍ କୁ ଉପଯୋଗୀ କରି ଫାୟାରଫୋକ୍ସକୁ ଅପଡେଟ୍ (update) କରି ପାରିବା .
+
||ଶେଷରେ ଆମେ, ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା |
  
 
|-
 
|-
 
||06:05
 
||06:05
||ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ .
+
||ଏହା ଆମକୁ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ |
  
 
|-
 
|-
 
||06:08
 
||06:08
||ଏହି ଟ୍ୟୁଟୋରିଆଲ ରେ ଆମେ   ସେଟ୍ ଜେନରାଲ  ପ୍ରେଫେରେନସେସ୍ (set General preferences) ଏବଂ  ସେଟ୍ ପ୍ରାଇଭେସୀ ପ୍ରେଫେରେନସେସ୍ (set Privacy preferences) ସମ୍ବନ୍ଧରେ ଶିଖିଲେ
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିଲେ |
  
 
|-
 
|-
 
||06:15
 
||06:15
||ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯକୁ କରିବା ପାଇଁ ଚେଷ୍ଟା କର .
+
||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
  
 
|-
 
|-
 
||06:19
 
||06:19
||ଏକ ନୁଆ ବ୍ରାଉଜର୍ ୱିନଡୋ ଖୋଲ .
+
||ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ |
  
 
|-
 
|-
 
||06:21
 
||06:21
|| ଆପଣକଂର ହୋମ୍ ପେଜେ କୁ ‘spoken-tutorial.org’ କୁ ପରିବର୍ତନ କର .
+
||‘spoken-tutorial.org’କୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ |
  
 
|-
 
|-
 
||06:28
 
||06:28
||ଆପଣକଂର ଡିଫଲଟ୍ ଡାଉନ୍ ଲୋଡ୍ ଲୋକେସନ (default download location) କୁ 'Home Folder’ କୁ ପରିବର୍ତନ କର.
+
||’ହୋମ୍ ଫୋଲ୍ଡର୍’ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ |
 +
 
 
|-
 
|-
 
||06:30
 
||06:30
||ଆପଣକଂର ‘When using the location bar, suggest:’ ସେଟିଂଗ୍ କୁ History ଏବଂ Bookmarks କୁ ପରିବର୍ତନ କର .
+
||‘When using the location bar, suggest:’ ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ |
  
 
|-
 
|-
 
||06:38
 
||06:38
||ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial
+
||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
  
 
|-
 
|-
 
||06:41
 
||06:41
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ
+
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
  
 
|-
 
|-
 
||06:45
 
||06:45
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ .
+
||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
  
 
|-
 
|-
 
||06:48
 
||06:48
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team)
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
  
 
|-
 
|-
 
||06:50
 
||06:50
|| ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି .
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
  
 
|-
 
|-
 
||06:54
 
||06:54
|| ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି .
+
||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
  
 
|-
 
|-
 
||06:58
 
||06:58
||ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ  
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
  
 
|-
 
|-
 
||07:04
 
||07:04
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ .
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
  
 
|-
 
|-
 
||07:07
 
||07:07
||ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
+
||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
  
 
|-
 
|-
 
||07:12
 
||07:12
||ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro.
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
  
 
|-
 
|-
 
||07:27
 
||07:27
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
+
|}
  ଯୋଗୋଦାନ ପାଇଁ ଧନ୍ୟବାଦ .
+

Latest revision as of 16:05, 4 April 2017

Time Narration
00:00 ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ଏଠାରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିବା |
00:11 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:18 ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ |
00:24 ୱିଣ୍ଡୋ ୟୁଜର୍ସଙ୍କ ପାଇଁ, ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ |
00:29 ଧରନ୍ତୁ, ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ |
00:33 ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା |
00:37 ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ |
00:42 ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ | ଡାୟଲଗ୍ ବକ୍ସ ଉପରେ, ଅନେକ ଟ୍ୟାବ୍ସ ଅଛି |
00:50 ପ୍ରତ୍ୟେକର କାର୍ଯ୍ୟ ଭିନ୍ନ |
00:53 ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି, ଯେପରି: ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା, ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା |
01:04 ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ, ଚାଲନ୍ତୁ ଶିଖିବା |
01:08 ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ‘When Firefox starts’ ଡ୍ରପ୍ ଡାଉନ୍ ମେନୁରେ ଥିବା ‘Show my home page’ ସିଲେକ୍ଟ କରନ୍ତୁ |
01:16 ବାଇ ଡିଫଲ୍ଟ ’ହୋମ୍ ପେଜ୍’ ଫିଲ୍ଡ ‘Mozilla Firefox Start Page’ରେ ସେଟ୍ ଅଛି |
01:22 ’ହୋମ୍ ପେଜ୍’ ଫିଲ୍ଡରେ କ୍ଲିକ୍ କରି ‘www.gmail.com’ ଟାଇପ୍ କରନ୍ତୁ |
01:29 ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
01:33 ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ |
01:36 ଏବେ, ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ
01:40 ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ |
01:42 ଦେଖନ୍ତୁ, ଜିମେଲ୍ ଲଗିନ୍ ପେଜ୍, ହୋମ୍ ପେଜ୍ ହୋଇଗଲା |
01:46 ଏବେ ଚାଲନ୍ତୁ, ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ, ଶିଖିବା |
01:51 ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ |
01:54 ପୂର୍ବପରି, ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ |
01:58 ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
02:02 ’ଡାଉନଲୋଡ୍ସ’ ଅପ୍ସନ୍ ରେ ଥିବା ‘Show the Downloads window when downloading a file’ ଚେକ୍ ବକ୍ସରେ ଚେକ୍ କରନ୍ତୁ |
02:09 ଏବେ, ‘Save files to’ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ |
02:12 ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ |
02:18 ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
02:24 ପୂର୍ବପରି, ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ |
02:28 ବ୍ରାଉଜର୍ ସର୍ଚ୍ଚ ବାର୍ ରେ, ‘flowers’ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
02:34 ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍-କ୍ଲିକ୍ କରି
02:38 ‘Save Link As’ ଉପରେ କ୍ଲିକ୍ କରନ୍ତୁ |
02:40 ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ
02:46 ’ସେଭ୍’ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ |
02:51 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି |
02:56 ୱେବ୍-ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି |
03:02 ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ, ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ |
03:11 ଏହା ଏକ PDF ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ |
03:13 ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ |
03:19 ୱେବ୍-ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି |
03:25 ଟ୍ରାକିଙ୍ଗ୍ ରେ ‘Tell web sites I do not want to be tracked’ ଉପରେ ଚେକ୍ କରିବା |
03:30 ଏହି ଅପ୍ସନ୍ ର ଚୟନ, ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍-ସାଇଟ୍ ଗୁଡ଼ିକୁ ରୋକିଦେବ |
03:37 ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି |
03:41 ‘Firefox will’ ଫିଲ୍ଡରେ, ‘Never remember history’ ଚୟନ କରନ୍ତୁ |
03:45 ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ |
03:53 ‘Clear all current history’ରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ |
04:01 ଲୋକେଶନ୍ ବାର୍ କୁ ଆସିବା |
04:04 ‘When using the location bar, suggest:’ ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ‘Nothing’ ସିଲେକ୍ଟ କରିବା |
04:11 ଏପରି କଲେ, ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ URL ଏଣ୍ଟର୍ କରିବେ, ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ |
04:19 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:23 ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ |
04:26 ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି |
04:32 ସିଙ୍କ୍ ପେନେଲ୍ ଦ୍ୱାରା ଏକ “Firefox Sync” ଆକାଉଣ୍ଟ ସେଟ୍-ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ |
04:36 ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ, ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା |
04:45 ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି |
04:49 ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି |
04:57 ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା |
05:03 କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ |
05:09 ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ |
05:11 ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ |
05:15 ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ |
05:21 ବାଇ ଡିଫଲ୍ଟ, ‘Use system proxy settings’ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ |
05:26 ଏହି ଅପ୍ସନ୍, ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ |
05:31 ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ, ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ |
05:38 ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ |
05:42 କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:49 ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:55 ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ |
05:58 ଶେଷରେ ଆମେ, ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା |
06:05 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:08 ଏହି ଟ୍ୟୁଟୋରିଆଲ୍ ରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିଲେ |
06:15 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
06:19 ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ |
06:21 ‘spoken-tutorial.org’କୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ |
06:28 ’ହୋମ୍ ଫୋଲ୍ଡର୍’ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ |
06:30 ‘When using the location bar, suggest:’ ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ |
06:38 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:41 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:45 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06:48 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
06:50 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
06:54 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
06:58 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:04 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:07 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
07:12 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
07:27 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep