Difference between revisions of "Firefox/C2/Searching-and-Auto-complete/Oriya"

From Script | Spoken-Tutorial
Jump to: navigation, search
(Created page with '{|border=1 ||Time ||ବିବରଣୀ |- ||00:00 ||ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ସର୍ଚ ଏବଂ ଅଟୋ-କମପ…')
 
Line 1: Line 1:
 
{|border=1
 
{|border=1
||Time
+
||'''Time'''
||ବିବରଣୀ
+
||'''Narration'''
 
+
 
|-
 
|-
 
||00:00  
 
||00:00  
||ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ସର୍ଚ ଏବଂ ଅଟୋ-କମପ୍ଲିଟ୍ (Search and Auto-complete) ବିଶେଷତ୍ବ ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ .
+
|| ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
 
+
 
|-
 
|-
 
||00:06
 
||00:06
||ଏହି ଟ୍ୟୁଟୋରିଆଲରେ ସର୍ଚ ବ୍ୟବହାର, ସର୍ଚ ଇଂଜ଼ିନେସ୍ ନିୟନ୍ତ୍ରଣ, ଫାଇଣ୍ଡି ବାର୍ ଗୁଡିକ କେମିତି ବ୍ୟବହାର କରାଯାଏ  ତାହା ଶିଖିବା .
+
|| ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ବ୍ୟବହାର  
 
+
 
|-
 
|-
 
||00:15
 
||00:15
||ଆଡ୍ରେସ ବାର୍ ରେ ଅଟୋ କମପ୍ଲିଟ୍ (Auto-complete) ର ବ୍ୟବହାର କର .
+
|| ଆଡ୍ରେସ୍ ବାର୍ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା |
 
+
 
|-
 
|-
 
||00:18
 
||00:18
||ଏହି ଟ୍ୟୁଟୋରିଆଲରେ, ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା.
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.ବ୍ୟବହାର କରିବୁ |
 
+
 
|-
 
|-
 
||00:26
 
||00:26
||ଇଣ୍ତେରନେଟ୍ ରେ ସୁଚନା ଖୋଜିବା ସବୁଠାରୁ ଏକ ସାଧାରଣ ପ୍ରଚଳିତ .
+
|| ଇଣ୍ଟରନେଟ୍ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି |
 
+
 
|-
 
|-
 
||00:31
 
||00:31
||ଆମେ କୋଣସି  ବିଶେଷ ୱେବସାଇଟ କିମ୍ବା କିଛି ଅନ୍ୟ ସୁଚନା ଏଥିରେ ଖୋଜି ପାରିବା .
+
|| ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ |
 
+
 
|-
 
|-
 
||00:37
 
||00:37
||ମୋଜ଼ିଲ୍ଲା ଫାୟାରଫୋକ୍ସ ମାଧ୍ୟମରେ ଅନେକ କାର୍ଯ୍ୟ (functions) ଅଛି, ଯାହାକି ଇଣ୍ତେରନେଟ୍ ରେ ସୁଚନା ଖୋଜିବା ପାଇଁ ସହଜ କରେ .
+
|| ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍ରେ ସୂଚନା ଖୋଜିବାକୁ ସରଳ କରିଥାଏ |
 
+
 
|-
 
|-
 
||00:44
 
||00:44
||ଆସ, କିଛି କାର୍ଯକାରୀ ଉପାୟଗୁଡିକୁ ଦେଖିବା .
+
|| ଚାଲନ୍ତୁ, କିଛି ମାର୍ଗ ଦେଖିବା |
 
+
 
|-
 
|-
 
||00:47
 
||00:47
||ଏକ ଉପାୟ ହେଲା; ଅନ୍ୟ ୱେବସାଇଟଗୁଡିକୁ ଦେଖିକି ଖୋଜିବା .
+
|| ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା |
 
+
 
|-
 
|-
 
||00:50
 
||00:50
||ଆପଣ ଜାଣିଛନ୍ତି ଯେ, ସର୍ଚ ଇଂଜ଼ିନେସ୍ ମଧ୍ୟ ୱେବସାଇଟସ୍ ହିଁ ଅଟେ .
+
|| ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି!
 
+
 
|-
 
|-
 
||00:54
 
||00:54
||URL ବାର୍ ରେ ‘www.google.com’ ଟାଇପି କର .
+
|| URL ବାର୍ରେ ‘www.google.com’ ଟାଇପ୍  କରନ୍ତୁ |
 
+
 
|-
 
|-
 
||00:59
 
||00:59
||ଗୁଗୁଲ୍ ହୋମପେଜ (google home page) ଆସିବ .
+
|| Google ହୋମ୍ ପେଜ୍ ଖୋଲିବ |
 
+
 
|-
 
|-
 
||01:01
 
||01:01
||ଗୁଗୁଲ୍ ହୋମପେଜ (google home page) ର ସର୍ଚ ବୋକ୍ସ ରେ 'email ' ଟାଇପି କର. ଏବଂ ସର୍ଚ୍ ରେ କ୍ଲିକ କର .
+
|| ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ |
 
|-
 
|-
 
||01:07
 
||01:07
||ସର୍ଚ ଇଂଜ଼ିନେସ୍ ସବୁ ପରିଣାମକୁ ଦେଖାଇଥାଏ .
+
|| ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ |
 
+
 
|-
 
|-
 
||01:10
 
||01:10
||ଆମେ ଦେଖିବା ଯେ ସବୁଠାରୁ ଶ୍ରେଠ ପରିଣାମ ଟି g mail ପାଇଁ ଅଟେ, Email from Google .
+
|| ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି |
 
+
 
|-
 
|-
 
||01:16
 
||01:16
||କିନ୍ତୁ ମୋଜ଼ିଲ୍ଲା ଫାୟାରଫୋକ୍ସ ମାଧ୍ୟମରେ ଆପଣ ମଧ୍ୟ ଏହିଟିକୁ ଏକ ସରଳ ଉପାୟରେ କରିପାରିବେ .
+
|| କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି |
 
+
 
|-
 
|-
 
||01:20
 
||01:20
||ନେଭିଗେସନ ଟୁଲ୍ ବାର୍ ରେ URL ବାର୍ ର ପାଖକୁ ଏକ ସର୍ଚ୍ ବାର୍ ଫିଲ୍ଡ୍ ଅଛି .
+
|| ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି |
 
+
 
|-
 
|-
 
||01:26
 
||01:26
||ଏହା ପରିବର୍ତେ ଆପଣ ସର୍ଚ୍ ବାର୍ ଫିଲ୍ଡ୍ କୁ ସିଧା ଯିବା ପାଇଁ  CTRL+K ପ୍ରେସ୍ କରିପାରିବେ .
+
|| ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ |
 
+
 
|-
 
|-
 
||01:33
 
||01:33
||ସର୍ଚ୍ ବାର୍ ରେ କ୍ଲିକ କର ଏବଂ ‘email’ ଟାଇପି କର .
+
|| ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ |
 
+
 
|-
 
|-
 
||01:36
 
||01:36
||magnifying glass icon ରେ କ୍ଲିକ କର ଯାହା ଏହାର ପାଖରେ ଅଛି .
+
|| ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ |
+
 
|-
 
|-
 
||01:40
 
||01:40
||ଆମେ ଖୋଜ଼ିବାର ପରିଣାମ କନ୍ଟେଟସ ଏରିଆ (contents area) ରେ ଦେଖିବା.
+
|| କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା |
 
+
 
|-
 
|-
 
||01:44
 
||01:44
||ଆମେ ଦେଖିବା ଯେ ସବୁଠାରୁ ଶୀର୍ଷ ପରିଣାମ g mail ପାଇଁ ଅଟେ, Email from Google .
+
|| ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା |
 
+
 
|-
 
|-
 
||01:50  
 
||01:50  
||ସର୍ଚ୍ ବାର୍ ର ବାମ ପାର୍ଶରେ ସର୍ଚ ଇଂଜ଼ିନେସ୍ ର ଚିହ୍ନ ଅଛି ଯାହା ପରିଣାମ ଦେଖାଇବା ପାଇଁ ବ୍ୟବହାର ହୋଇଛି .
+
|| ସର୍ଚ୍ଚ ବାର୍ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି |
 
+
 
|-
 
|-
 
||01:58
 
||01:58
||ମୋଜ଼ିଲ୍ଲା ଫାୟାରଫୋକ୍ସ ରେ ସ୍ବାଭାବିକ ଭାବେ google କୁ ସର୍ଚ ଇଂଜ଼ିନେସ୍  ବ୍ୟବହାର କରାଯାଏ .
+
|| ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ |
 
+
 
|-
 
|-
 
||02:02
 
||02:02
|| ଆମେ ଏହା ଦ୍ବାରା ଆବଧ୍ୟ ନୁହଁ, ପରନ୍ତୁ ଆମେ ଆମର ପସନ୍ଦର ସର୍ଚ ଇଂଜ଼ିନି ବାଛିପାରିବା .
+
|| ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା |
 
+
 
|-
 
|-
 
||02:08
 
||02:08
||ସର୍ଚ୍ ବାର୍ ଭିତରେ, google ର ସର୍ଚ ଇଂଜ଼ିନି ଚିହ୍ନ ଉପରେ କ୍ଲିକ କର .
+
|| ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||02:12
 
||02:12
||
+
|| ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି |
ଆମେ ଦେଖିବା ଯେ ଏକ ଡ୍ରୋପ୍ ଡାଉନ ବୋକ୍ସ (drop down box) “Yahoo” ଏବଂ “Bing” ଲୋକପ୍ରିୟ ସର୍ଚ ଇଂଜ଼ିନେସ୍ ର ଚିହ୍ନ ସହିତ ପରଦା ଉପରେ ଦେଖାଦିଏ .
+
 
+
 
|-
 
|-
 
||02:21  
 
||02:21  
||"yahoo" କୁ select କର ଡ୍ରୋପ୍ ଡାଉନ ବୋକ୍ସ (drop down box) ରୁ .
+
|| ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ |
 
+
 
|-
 
|-
 
||02:24
 
||02:24
||ଆମେ ଦେଖିବା କୁ ପାଇବା ଯେ ସର୍ଚ ବାର୍ ର ବାମ ରେ ଥିବା ଚିହ୍ନ "yahoo" କୁ ପରିବର୍ତନ ହୋଇଯାଇଛି .
+
|| ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ |
 
+
 
|-
 
|-
 
||02:30
 
||02:30
||ଆସ ବର୍ତମାନ, ସର୍ଚ ବାର୍ ରେ ଆଉଥରେ 'email' ଟାଇପି କର ଏବଂ magnifying glass ଉପରେ କ୍ଲିକ କର.
+
|| ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା |
 
+
 
|-
 
|-
 
||02:36
 
||02:36
||ଏଥର ଆମେ ଦେଖିବା ଯେ କନ୍ଟେଟସ ଏରିଆ (Contents area) ରେ ପରିଣାମ (results) "yahoo" ସର୍ଚ ଇଂଜ଼ିନିସ୍ ଠାରୁ ଆସିଛି .
+
|| ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା |
 
+
 
|-
 
|-
 
||02:42
 
||02:42
||ଧ୍ୟାନ ଦିଅ ଯେ ପରିଣାମ ଗୁଡିକ ଶେଷ ଥର ଠାରୁ ଟିକିଏ ଅଲଗା .
+
|| ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି |
 
+
 
|-
 
|-
 
||02:46
 
||02:46
|| ସବୁଠାରୁ ଶୀର୍ଷ ପରିଣାମ ଏବେ g mail ନୁହେଁ. ଏହା ପରିବର୍ତେ ସବୁଠାରୁ ଶୀର୍ଷ ପରିଣାମ "yahoo" mail ଅଟେ. 
+
|| ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି |
 
|-
 
|-
 
||02:53  
 
||02:53  
||ସର୍ଚ ବାର୍ ମଧ୍ୟରେ ସର୍ଚ ଇଂଜ଼ିନି ଚିହ୍ନ ଉପରେ ଆଉଥରେ କ୍ଲିକ କର .
+
|| ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ |
 
+
 
|-
 
|-
 
||02:57  
 
||02:57  
||ଡ୍ରୋପ୍ ଡାଉନ ବକ୍ସ ରେ, ମ୍ୟIନେଜ ସର୍ଚ ଇଂଜ଼ିନିସ୍ ‘Manage Search Engines'  କୁ ବାଛ .
+
|| ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ |
 
+
 
|-
 
|-
 
||03:01  
 
||03:01  
||ଏହା ମ୍ୟIନେଜ ସର୍ଚ ଇଂଜ଼ିନି ଲିସ୍ଟ୍ ‘Manage Search Engine list' ନାମକ ଏକ ଡାଇଲୋଗ୍ ବୋକ୍ସ (dialog box) ଖୋଲିବା .
+
|| ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ |
 
+
 
|-
 
|-
 
||03:07
 
||03:07
||ତାଲିକା ରେ ଶେଷ ବିଷୟ ଉପରେ କ୍ଲିକ କର .
+
|| ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||03:10
 
||03:10
||ଡାହାଣ ପାର୍ଶ ର ବଟୋନସ (buttons) ବର୍ତମାନ ସକ୍ରିୟ ଅଟେ I  ‘Remove’ button ରିମୋଭ ବଟୋନ ଉପରେ କ୍ଲିକ କର.
+
|| ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||03:16
 
||03:16
||ଆମେ ଦେଖିବାକୁ ପାଇବା ଯେ ଯେଉଁ ବିଷୟ ଟି ବାଛିଥିଲୁ ତାହା ତାଲିକାରେ ନାହିଁ
+
|| ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ |
 
+
 
|-
 
|-
 
||03:21
 
||03:21
||ଡାଇଲୋଗ୍ ବୋକ୍ସ (dialog box) ବନଦ (close) କରିବା ପାଇଁ OK ଉପରେ କ୍ଲିକ କର .
+
|| ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
 
+
 
|-
 
|-
 
||03:24
 
||03:24
||ସର୍ଚ ବାର୍ ମଧ୍ୟରେ ଥିବା ସର୍ଚ ଇଂଜ଼ିନି ଚିହ୍ନ ଉପରେ ଆଉଥରେ କ୍ଲିକ କର .
+
|| ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||03:29
 
||03:29
||ମ୍ୟIନେଜ ସର୍ଚ ଇଂଜ଼ିନିସ୍ “Manage Search Engines” ଉପରେ କ୍ଲିକ କର .
+
|| “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||03:32
 
||03:32
||The Manage Search Engines list" ଡାଇଲୋଗ୍ ବକ୍ସ (dialog box) ଆସିବ .
+
|| “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ |
 
+
 
|-
 
|-
 
||03:37
 
||03:37
||ଡାଇଲୋଗ୍ (dialog) ର ନିମ୍ନ ଭାଗରେ ଏକ ଲିଂକ୍ ଅଛି, ଏହା Get more search engines…’ ନିମତ୍ତେ.
+
|| ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି |
 
+
 
|-
 
|-
 
||03:42
 
||03:42
||ଏହା ଉପରେ କ୍ଲିକ କର .
+
|| ସେଥିରେ କ୍ଲିକ୍ କରନ୍ତୁ
 
+
 
|-
 
|-
 
||03:43  
 
||03:43  
||ଏକ ନୁଆ ବ୍ରାଉଜର୍ ଟାବ୍ ଖୋଲିବ .
+
|| ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ |
 
+
 
|-
 
|-
 
||03:46
 
||03:46
||ଏହା ଅଳ୍ପ ସଂଖ୍ୟକ ସର୍ଚ ଇଂଜ଼ିନିସ୍ ଗୁଡିକୁ ଦେଖାଏ ଯାହାକୁ ଆମେ ସର୍ଚ ବାର୍ ସହ ଯୋଡିପାରିବା.
+
|| ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା |
 
+
 
|-
 
|-
 
||03:51
 
||03:51
||ଆପଣକର ଆବଶ୍ୟକତା ଅନୁସାରେ ଯେକୌଣସି ସର୍ଚ ଇଂଜ଼ିନିସ୍ ଗୁଡିକୁ ଯୋଡିପାରିବେ .
+
|| ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ |
 
|-
 
|-
 
||03:55
 
||03:55
|| ବର୍ତମାନ, ଟାବ୍ ର କୋଣରେ ଥିବା X ଉପରେ କ୍ଲିକ କରି ଏହି ଟାବ୍ କୁ ବନ୍ଦ କରିବା .
+
|| ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ |
 
+
 
|-
 
|-
 
||04:00
 
||04:00
||ଆମେ “Find bar” ସହାୟତା ରେ କନ୍ଟେଟସ ଏରିଆ (Contents area) ଭିତରେ ନିର୍ଦିଷ୍ଟ ଟେକ୍ସଟ କୁ ଖୋଜି ପାରିବା .
+
|| “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା |
 
+
 
|-
 
|-
 
||04:07
 
||04:07
||URL ବାର୍ ରେ ‘www.gmail.com’ ଟାଇପ କର ଏବଂ ଏଣ୍ଟର ପ୍ରେସ୍ କର .
+
|| URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
+
 
|-
 
|-
 
||04:13
 
||04:13
||ଯେବେ gmail ହୋମେ ପେଜ୍ ଟି ଲୋଡ୍ ହୋଇଯିବ ‘Edit’ ଉପରେ  ଏବଂ ପରେ 'Find' ରେ କ୍ଲିକ କର.
+
|| ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||04:19
 
||04:19
||ବ୍ରାଉଜର୍ ୱିନଡୋ (browser window) ର ନିମ୍ନ ଭାଗରେ ଏକ “Find bar” ଦେଖାଦିଏ .
+
|| ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ |
 
+
 
|-
 
|-
 
||04:22
 
||04:22
||“Find bar” ର ଟେକ୍ସଟ ବୋକ୍ସ (text box) ରେ  ‘gmail’ ଟାଇପି କର .
+
|| “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ |
 
+
 
|-
 
|-
 
||04:28  
 
||04:28  
||ଯେପରି ଆମେ ଟାଇପି କର, ଆମେ ଦେଖ ଯେ ସେହି ଟେକ୍ସଟ ର ପ୍ରଥମ ଉଦାହରଣ,  କନ୍ଟେଟସ ଖେତ୍ର ଭିତରେ ଚିନ୍ନିହତ ହୋଇଛି .
+
|| ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ |
 
+
 
|-
 
|-
 
||04:36
 
||04:36
||‘Next' ଉପରେ କ୍ଲିକ କରିବା ଦ୍ବାରା ସବ୍ଦ ର ପରବର୍ତୀ ପର୍ଯ୍ୟାୟ କୁ ଯିବ .
+
||’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ |
 
+
 
|-
 
|-
 
||04:41
 
||04:41
||‘Previous’ ଉପରେ କ୍ଲିକ କରିବା ଦ୍ବାରା ସବ୍ଦ ର ପୁର୍ବବର୍ତୀ ପର୍ଯ୍ୟାୟ କୁ ଚାଲିଯିବ.
+
||’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ |
 
+
 
|-
 
|-
 
||04:46
 
||04:46
||‘Highlight all’ ଅପସନ ଉପରେ କ୍ଲିକ କର .
+
||’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍  କରନ୍ତୁ |
 
+
 
|-
 
|-
 
||04:49
 
||04:49
||ଆମେ ଦେଖବା ଯେ ସର୍ଚ୍ ଟେକ୍ସଟ (search text) ସବୁ ଉଦାହରଣ କନ୍ଟେଟସ ଏରିଆ (contents area) ରେ ଚିହ୍ନଟ ଅଛି .
+
|| କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା |
 
+
 
|-
 
|-
 
||04:56
 
||04:56
||ମୋଜ଼ିଲ୍ଲା ଫାୟାରଫୋକ୍ସ ନିଜର ଅଟୋ-କମପ୍ଲିଟ୍ ଫୋନ୍କଶନ ଦ୍ବାରା URL ବାର୍ ରେ ୱେବ୍ ଆଡ୍ରେସ୍ସେସ୍ ଟାଇପି କୁ ସରଳ କରେ .
+
|| ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ |
 
+
 
|-
 
|-
 
||05:04
 
||05:04
|| ଆମେ ଆଡ୍ରେସ୍ ବାର୍ ରେ ପୁରା ୱେବ୍ ଆଡ୍ରେସ୍ କୁ ଟାଇପି କାରିବା ଆବଶ୍ୟକ ନାହିଁ .
+
|| ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ |
 
+
 
|-
 
|-
 
||05:08
 
||05:08
||ଆଡ୍ରେସ୍ ବାର୍ ରେ ‘gma’ ଟାଇପି ପାଇଁ  ଚେଷ୍ଟା କରିବା .
+
|| ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ |
 
+
 
|-
 
|-
 
||05:12
 
||05:12
||ଆମେ ଦେଖିବା, ଆମେ ଟାଇପ କରୁଥିବା ସବ୍ଦ କୁ ମୋଜ଼ିଲ୍ଲା ଫାୟାରଫୋକ୍ସ ସ୍ବୟଂଚାଳିତ ରୁପରେ କରିବା ପାଇଁ ଚେଷ୍ଟା କରେ .
+
|| ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା |
 
+
 
|-
 
|-
 
||05:17
 
||05:17
||ଏହା ‘gma’ ସହିତ ଆରମ୍ଭ କରିଥିବା ୱେବ୍ ସାଇଟ୍  ରେ ଏକ ଡ୍ରୋପ୍ ଡାଉନ ସୁଚୀ ଖୋଲିଥାଏ .
+
|| ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ |
 
+
 
|-
 
|-
 
||05:23
 
||05:23
||ଡ୍ରୋପ୍ ଡାଉନ ସୁଚୀ ରୁ ‘gmail’ ଲିଂକ୍ କୁ ବାଚ୍ଛ .
+
|| ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ |
 
+
 
|-
 
|-
 
||05:27  
 
||05:27  
|| କନ୍ଟେଟସ ଏରିଆ (contents area) ରେ ‘gmail’ ୱେବ୍ ପେଜ୍ ଲୋଡ ହୁଏ .
+
|| କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ |
 
+
 
|-
 
|-
 
||05:30
 
||05:30
||ଯଦି ଏହି ବିଶେଷତ୍ବ ପସନ୍ଦ ନ ହୁଏ, ଏହାକୁ ଆମେ ବନ୍ଦ କରିପାରିବା .
+
|| ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା |
 
+
 
|-
 
|-
 
||05:34
 
||05:34
||Edit ଏବଂ ପରେ Preferences ଉପରେ କ୍ଲିକ କର .
+
||’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||05:37
 
||05:37
||ୱିନଡୋ ବ୍ୟବହାରି ମାନେ Tools ଏବଂ ପରେ Options ଉପରେ କ୍ଲିକ କରିପାରିବେ .
+
|| ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ |
 
+
 
|-
 
|-
 
||05:41  
 
||05:41  
||ମୁଖ୍ୟ ମେନ୍ୟୁ ଟ୍ୟାବସ (main menu tabs) ସୁଚୀ ରୁ “Privacy” ଟ୍ୟାବ୍ ବାଛ .
+
|| ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ |
 
+
 
|-
 
|-
 
||05:46
 
||05:46
||ଡାଇଲଗ ବକ୍ସ ର ସବୁଠାରୁ ତଳେ, ‘When using location bar, suggest’ ନାମକ ଏକ ଅପସନ ଅଛି .
+
|| ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି |
 
+
 
|-
 
|-
 
||05:53
 
||05:53
||ଏହାକୁ ବିସ୍ତାର ରେ ଦେଖିବା ପାଇଁ ଡ୍ରୋପ୍ ଡାଉନ ସୁଚୀ ର ଏରୋ (arrow) ଉପରେ କ୍ଲିକ କର .
+
|| ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||05:56
 
||05:56
||ସୁଚୀପତ୍ର ରୁ ‘Nothing’ ମନୋନିତ କର .
+
|| ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ |
 
+
 
|-
 
|-
 
||05:59
 
||05:59
|| ଡାଇଲଗ ବକ୍ସ କୁ ବନ୍ଦ କରିବା ପାଇଁ 'Close' ରେ କ୍ଲିକ କର .
+
|| ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||06:03
 
||06:03
||ଚଳାନ୍ତୁ ଫେରିଯିବା ଆଡ୍ରେସ୍ ବାର୍ କୁ ଏବଂ ଟାଇପ୍ କରବା 'gma.' ଧ୍ୟାନ ଦିଅ ଯେ କୋଣସି ପ୍ରସ୍ତାବ ଆସିବ ନାହିଁ .
+
|| ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ |
 
+
 
|-
 
|-
 
||06:09
 
||06:09
||ଏହା ଏହି ଟ୍ୟୁଟୋରିଆଲ ର ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ସର୍ଚଇନ୍ଗ୍ ଏବଂ ଅଟୋ-କମପ୍ଲିଟ୍ (Search and Auto-complete) ବିଶେଷତ୍ବ କୁ ଶେଷ କରେ .
+
|| ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
 
+
 
|-
 
|-
 
||06:16
 
||06:16
||ଏହି ଟ୍ୟୁଟୋରିଆଲ ରେ, ଆମେ ସିଖିଲେ କେମିତି: ସର୍ଚ୍ ର ବ୍ୟବହାର, ସର୍ଚ ଇଂଜ଼ିନେ ନିୟନ୍ତ୍ରଣ, ଫାଇଣ୍ଡ୍ ବାର୍ (find bar) ର ବ୍ୟବହାର, atuo-complete କୁ ଆଡ୍ରେସ୍ ବାର୍ ରେ ବ୍ୟବହାର.
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ |
 
+
 
|-
 
|-
 
||06:27
 
||06:27
||ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯ କରିବା ପାଇଁ ଚେଷ୍ଟା କର .
+
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
 
+
 
|-
 
|-
 
||06:30
 
||06:30
||ସର୍ଚବାର୍ ରେ ସର୍ଚ ଇନଜିଂନୀ କୁ “Yahoo” ରେ ପରିବର୍ତନ କର  .
+
|| ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ |
 
+
 
|-
 
|-
 
||06:34
 
||06:34
||‘spoken tutorial’ ପାଇଁ ଖୋଜ .
+
||’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ |
 
+
 
|-
 
|-
 
||06:36
 
||06:36
||ପ୍ରଥମ ପରିଣାମ ଉପରେ କ୍ଲିକ କର .
+
|| ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||06:40
 
||06:40
||ଦେଖ ପୃଷ୍ଠା ରେ କେତେଥର 'ଭିଡେଓ' ସବ୍ଦ ଦେଖାଦିଏ .
+
|| ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ |
 
+
 
|-
 
|-
 
||06:44
 
||06:44
||ବର୍ତମାନ ୱେବ୍ ପେଜ ରେ ସବୁ 'ଭିଡେଓ' ସବ୍ଦ ଗୁଡିକୁ ପ୍ରମୁଖ ଚିହ୍ନଟ କରିବା ପାଇଁ 'HIghlight All' ଉପରେ କ୍ଲିକ କର .
+
|| ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ |
 
+
 
|-
 
|-
 
||06:51
 
||06:51
||ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial
+
|| http://ସ୍ପୋକେନ୍-ଟ୍ୟୁଟୋରିଆଲ୍.org/ହ୍ୱାଟ୍ ଇଜ୍ ଏ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଥିବା ଭିଡିଓକୁ ଦେଖନ୍ତୁ |
 
+
 
|-
 
|-
 
||06:54
 
||06:54
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ ।
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ
  
 
|-
 
|-
 
||06:58
 
||06:58
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
+
|| ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 
|-
 
|-
 
||07:02
 
||07:02
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି ।
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
 
+
 
|-
 
|-
 
||07:08
 
||07:08
||ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି ।
+
|| ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
 
+
 
|-
 
|-
 
||07:11
 
||07:11
||ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ
+
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
 
+
 
|-
 
|-
 
||07:18
 
||07:18
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ ।
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 
+
 
|-
 
|-
 
||07:22
 
||07:22
||ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D) ବିଭାଗର ଆଇ. ସି. ଟି. (I.C.T) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ।
+
|| ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
 
+
 
|-
 
|-
 
||07:30
 
||07:30
||ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro । 
+
|| ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
 
+
 
|-
 
|-
 
||07:41
 
||07:41
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
  ଯୋଗଦାନ ପାଇଁ  ଧନ୍ୟବାଦ୍.
+
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Revision as of 14:15, 26 February 2015

Time Narration
00:00 ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର
00:15 ଆଡ୍ରେସ୍ ବାର୍ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା |
00:18 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:26 ଇଣ୍ଟରନେଟ୍ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି |
00:31 ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ |
00:37 ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍ରେ ସୂଚନା ଖୋଜିବାକୁ ସରଳ କରିଥାଏ |
00:44 ଚାଲନ୍ତୁ, କିଛି ମାର୍ଗ ଦେଖିବା |
00:47 ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା |
00:50 ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି!
00:54 URL ବାର୍ରେ ‘www.google.com’ ଟାଇପ୍ କରନ୍ତୁ |
00:59 Google ହୋମ୍ ପେଜ୍ ଖୋଲିବ |
01:01 ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ |
01:07 ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ |
01:10 ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି |
01:16 କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି |
01:20 ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି |
01:26 ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ |
01:33 ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ |
01:36 ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ |
01:40 କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା |
01:44 ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା |
01:50 ସର୍ଚ୍ଚ ବାର୍ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି |
01:58 ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ |
02:02 ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା |
02:08 ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
02:12 ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି |
02:21 ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ |
02:24 ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ |
02:30 ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା |
02:36 ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା |
02:42 ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି |
02:46 ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି |
02:53 ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ |
02:57 ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ |
03:01 ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ |
03:07 ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ |
03:10 ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ |
03:16 ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ |
03:21 ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
03:24 ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ |
03:29 “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ |
03:32 “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ |
03:37 ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି |
03:42 ସେଥିରେ କ୍ଲିକ୍ କରନ୍ତୁ
03:43 ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ |
03:46 ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା |
03:51 ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ |
03:55 ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ |
04:00 “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା |
04:07 URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:13 ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ |
04:19 ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ |
04:22 “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ |
04:28 ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ |
04:36 ’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ |
04:41 ’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ |
04:46 ’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:49 କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା |
04:56 ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ |
05:04 ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ |
05:08 ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ |
05:12 ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା |
05:17 ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ |
05:23 ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ |
05:27 କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ |
05:30 ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା |
05:34 ’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ |
05:37 ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ |
05:41 ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ |
05:46 ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି |
05:53 ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ |
05:56 ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ |
05:59 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ |
06:03 ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ |
06:09 ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:16 ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ |
06:27 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
06:30 ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ |
06:34 ’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ |
06:36 ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ |
06:40 ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ |
06:44 ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ |
06:51 http://ସ୍ପୋକେନ୍-ଟ୍ୟୁଟୋରିଆଲ୍.org/ହ୍ୱାଟ୍ ଇଜ୍ ଏ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଥିବା ଭିଡିଓକୁ ଦେଖନ୍ତୁ |
06:54 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ
06:58 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:02 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
07:08 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
07:11 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:18 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:22 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
07:30 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
07:41 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep