Difference between revisions of "Firefox/C2/Searching-and-Auto-complete/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
||'''Time'''
 
||'''Time'''
 
||'''Narration'''
 
||'''Narration'''
 +
 
|-
 
|-
 
||00:00  
 
||00:00  
|| ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
+
||ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
 +
 
 
|-
 
|-
 
||00:06
 
||00:06
|| ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର  
+
||ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର  
 +
 
 
|-
 
|-
 
||00:15
 
||00:15
|| ଆଡ୍ରେସ୍ ବାର୍‍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା |
+
||ଆଡ୍ରେସ୍ ବାର୍‍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା |
 +
 
 
|-
 
|-
 
||00:18
 
||00:18
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
 +
 
 
|-
 
|-
 
||00:26
 
||00:26
|| ଇଣ୍ଟରନେଟ୍‍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି |
+
||ଇଣ୍ଟରନେଟ୍‍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି |
 +
 
 
|-
 
|-
 
||00:31
 
||00:31
|| ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ |
+
||ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ |
 +
 
 
|-
 
|-
 
||00:37
 
||00:37
|| ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍‍ ରେ ସୂଚନା ଖୋଜିବାକୁ ସରଳ କରିଥାଏ |
+
||ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍‍ ରେ ସୂଚନା ଖୋଜିବାକୁ ସରଳ କରିଥାଏ |
 +
 
 
|-
 
|-
 
||00:44
 
||00:44
|| ଚାଲନ୍ତୁ, କିଛି ମାର୍ଗ ଦେଖିବା |
+
||ଚାଲନ୍ତୁ, କିଛି ମାର୍ଗ ଦେଖିବା |
 +
 
 
|-
 
|-
 
||00:47
 
||00:47
|| ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା |
+
||ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା |
 +
 
 
|-
 
|-
 
||00:50
 
||00:50
|| ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି!
+
||ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି!
 +
 
 
|-
 
|-
 
||00:54
 
||00:54
|| URL ବାର୍‍ ରେ ‘www.google.com’ ଟାଇପ୍  କରନ୍ତୁ |
+
||URL ବାର୍‍ ରେ ‘www.google.com’ ଟାଇପ୍  କରନ୍ତୁ |
 +
 
 
|-
 
|-
 
||00:59
 
||00:59
|| Google ହୋମ୍ ପେଜ୍ ଖୋଲିବ |
+
||Google ହୋମ୍ ପେଜ୍ ଖୋଲିବ |
 +
 
 
|-
 
|-
 
||01:01
 
||01:01
|| ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ |
+
||ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||01:07
 
||01:07
|| ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ |
+
||ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ |
 +
 
 
|-
 
|-
 
||01:10
 
||01:10
|| ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି |
+
||ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି |
 +
 
 
|-
 
|-
 
||01:16
 
||01:16
|| କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି |
+
||କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି |
 +
 
 
|-
 
|-
 
||01:20
 
||01:20
|| ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି |
+
||ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି |
 +
 
 
|-
 
|-
 
||01:26
 
||01:26
|| ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ |
+
||ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ |
 +
 
 
|-
 
|-
 
||01:33
 
||01:33
|| ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ |
+
||ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ |
 +
 
 
|-
 
|-
 
||01:36
 
||01:36
|| ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ |  
+
||ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ |  
 +
 
 
|-
 
|-
 
||01:40
 
||01:40
|| କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା |
+
||କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା |
 +
 
 
|-
 
|-
 
||01:44
 
||01:44
|| ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା |
+
||ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା |
 +
 
 
|-
 
|-
 
||01:50  
 
||01:50  
|| ସର୍ଚ୍ଚ ବାର୍‍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି |
+
||ସର୍ଚ୍ଚ ବାର୍‍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି |
 +
 
 
|-
 
|-
 
||01:58
 
||01:58
|| ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ |
+
||ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ |
 +
 
 
|-
 
|-
 
||02:02
 
||02:02
|| ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା |
+
||ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା |
 +
 
 
|-
 
|-
 
||02:08
 
||02:08
|| ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
+
||ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||02:12
 
||02:12
|| ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି |
+
||ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି |
 +
 
 
|-
 
|-
 
||02:21  
 
||02:21  
|| ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ |
+
||ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
||02:24
 
||02:24
|| ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ |
+
||ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
 
||02:30
 
||02:30
|| ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା |
+
||ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା |
 +
 
 
|-
 
|-
 
||02:36
 
||02:36
|| ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା |
+
||ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା |
 +
 
 
|-
 
|-
 
||02:42
 
||02:42
|| ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି |
+
||ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି |
 +
 
 
|-
 
|-
 
||02:46
 
||02:46
|| ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି |
+
||ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି |
 +
 
 
|-
 
|-
 
||02:53  
 
||02:53  
|| ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ |
+
||ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||02:57  
 
||02:57  
|| ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ |
+
||ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
||03:01  
 
||03:01  
|| ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ |
+
||ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ |
 +
 
 
|-
 
|-
 
||03:07
 
||03:07
|| ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ |
+
||ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||03:10
 
||03:10
|| ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ |
+
||ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||03:16
 
||03:16
|| ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ |
+
||ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ |
 +
 
 
|-
 
|-
 
||03:21
 
||03:21
|| ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
+
||ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
 +
 
 
|-
 
|-
 
||03:24
 
||03:24
|| ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ |  
+
||ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ |  
 +
 
 
|-
 
|-
 
||03:29
 
||03:29
|| “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ |
+
||“ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||03:32
 
||03:32
|| “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ |
+
||“ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ |
 +
 
 
|-
 
|-
 
||03:37
 
||03:37
|| ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି |
+
||ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି |
 +
 
 
|-
 
|-
 
||03:42
 
||03:42
|| ସେଥିରେ କ୍ଲିକ୍ କରନ୍ତୁ
+
||ସେଥିରେ କ୍ଲିକ୍ କରନ୍ତୁ,ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ |
|-
+
 
||03:43
+
|| ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ |
+
 
|-
 
|-
 
||03:46
 
||03:46
|| ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା |
+
||ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା |
 +
 
 
|-
 
|-
 
||03:51
 
||03:51
|| ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ |
+
||ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ |
 +
 
 
|-
 
|-
 
||03:55
 
||03:55
|| ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ |
+
||ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ |
 +
 
 
|-
 
|-
 
||04:00
 
||04:00
|| “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା |
+
||“ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା |
 +
 
 
|-
 
|-
 
||04:07
 
||04:07
|| URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
||URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
||04:13
 
||04:13
|| ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ |
+
||ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||04:19
 
||04:19
|| ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ |
+
||ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ |
 +
 
 
|-
 
|-
 
||04:22
 
||04:22
|| “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ |
+
||“ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ |
 +
 
 
|-
 
|-
 
||04:28  
 
||04:28  
|| ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ |
+
||ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ |
 +
 
 
|-
 
|-
 
||04:36
 
||04:36
 
||’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ |
 
||’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ |
 +
 
|-
 
|-
 
||04:41
 
||04:41
 
||’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ |
 
||’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ |
 +
 
|-
 
|-
 
||04:46
 
||04:46
 
||’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍  କରନ୍ତୁ |
 
||’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍  କରନ୍ତୁ |
 +
 
|-
 
|-
 
||04:49
 
||04:49
|| କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା |
+
||କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା |
 +
 
 
|-
 
|-
 
||04:56
 
||04:56
|| ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ |
+
||ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ |
 +
 
 
|-
 
|-
 
||05:04
 
||05:04
|| ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ |
+
||ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ |
 +
 
 
|-
 
|-
 
||05:08
 
||05:08
|| ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ |
+
||ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ |
 +
 
 
|-
 
|-
 
||05:12
 
||05:12
|| ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା |
+
||ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା |
 +
 
 
|-
 
|-
 
||05:17
 
||05:17
|| ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ |
+
||ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ |
 +
 
 
|-
 
|-
 
||05:23
 
||05:23
|| ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ |
+
||ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ |
 +
 
 
|-
 
|-
 
||05:27  
 
||05:27  
|| କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ |
+
||କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ |
 +
 
 
|-
 
|-
 
||05:30
 
||05:30
|| ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା |
+
||ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା |
 +
 
 
|-
 
|-
 
||05:34
 
||05:34
 
||’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ |
 
||’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||05:37
 
||05:37
|| ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ |
+
||ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ |
 +
 
 
|-
 
|-
 
||05:41  
 
||05:41  
|| ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ |
+
||ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ |
 +
 
 
|-
 
|-
 
||05:46
 
||05:46
|| ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି |
+
||ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି |
 +
 
 
|-
 
|-
 
||05:53
 
||05:53
|| ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ |
+
||ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||05:56
 
||05:56
|| ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ |
+
||ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
||05:59
 
||05:59
|| ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ |
+
||ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||06:03
 
||06:03
|| ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ |
+
||ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ |
 +
 
 
|-
 
|-
 
||06:09
 
||06:09
|| ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
+
||ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
 +
 
 
|-
 
|-
 
||06:16
 
||06:16
|| ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ |
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ |
 +
 
 
|-
 
|-
 
||06:27
 
||06:27
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
+
||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
 +
 
 
|-
 
|-
 
||06:30
 
||06:30
|| ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ |
+
||ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ |
 +
 
 
|-
 
|-
 
||06:34
 
||06:34
 
||’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ |
 
||’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ |
 +
 
|-
 
|-
 
||06:36
 
||06:36
|| ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ |
+
||ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||06:40
 
||06:40
|| ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ |
+
||ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ |
 +
 
 
|-
 
|-
 
||06:44
 
||06:44
|| ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ |
+
||ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||06:51
 
||06:51
|| ନିମ୍ନ ଲିଙ୍କ୍‍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
+
||ନିମ୍ନ ଲିଙ୍କ୍‍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
 
|-
 
|-
 
||06:54
 
||06:54
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ
+
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ
 +
 
 
|-
 
|-
 
||06:58
 
||06:58
|| ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
+
||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
 
|-
 
|-
 
||07:02
 
||07:02
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
 +
 
 
|-
 
|-
 
||07:08
 
||07:08
|| ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
+
||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
 +
 
 
|-
 
|-
 
||07:11
 
||07:11
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
 +
 
 
|-
 
|-
 
||07:18
 
||07:18
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
 
|-
 
|-
 
||07:22
 
||07:22
|| ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
+
||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
||07:30
 
||07:30
|| ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
 +
 
 
|-
 
|-
 
||07:41
 
||07:41
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
+
|}

Latest revision as of 15:48, 4 April 2017

Time Narration
00:00 ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 ଏଠାରେ ଆମେ ସର୍ଚ୍ଚର ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ଗୁଡ଼ିକୁ ମ୍ୟାନେଜ୍ କରିବା, ଫାଇଣ୍ଡ୍ ବାର୍ ର ବ୍ୟବହାର
00:15 ଆଡ୍ରେସ୍ ବାର୍‍ ରେ ଅଟୋ କମ୍ପ୍ଲିଟ୍ ବ୍ୟବହାର ବିଷୟରେ ଶିଖିବା |
00:18 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ୧୦.୦୪ରେ ଫାୟାର୍ ଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:26 ଇଣ୍ଟରନେଟ୍‍ ରେ ଲୋକମାନେ ଅନେକ ଜିନିଷ ମଧ୍ୟରୁ ସାଧାରଣତଃ ସୂଚନା ସର୍ଚ୍ଚ କରିଥା’ନ୍ତି |
00:31 ଜଣେ ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଟ୍ କିମ୍ୱା କିଛି ଅନ୍ୟ ସୂଚନା ଖୋଜିପାରିବ |
00:37 ମୋଜିଲା ଫାୟାରଫକ୍ସରେ ଅନେ ଫଙ୍କଶନ୍ ଅଛି, ଯାହା ଇଣ୍ଟରନେଟ୍‍ ରେ ସୂଚନା ଖୋଜିବାକୁ ସରଳ କରିଥାଏ |
00:44 ଚାଲନ୍ତୁ, କିଛି ମାର୍ଗ ଦେଖିବା |
00:47 ଗୋଟିଏ ହେଉଛି, ଅନ୍ୟ ୱେବ୍ ସାଇଟ୍ସକୁ ଯାଇ ସର୍ଚ୍ଚ କରିବା |
00:50 ଯାହାହେଲେ ବି, ସର୍ଚ୍ଚ ଇଞ୍ଜିନଗୁଡ଼ିକ ମଧ୍ୟ ୱେବ୍ ସାଇଟ୍ସ ଅଟନ୍ତି!
00:54 URL ବାର୍‍ ରେ ‘www.google.com’ ଟାଇପ୍ କରନ୍ତୁ |
00:59 Google ହୋମ୍ ପେଜ୍ ଖୋଲିବ |
01:01 ଗୁଗଲ୍ ହୋମ୍ ପେଜ୍ ସର୍ଚ୍ଚ ବକ୍ସରେ “ଇମେଲ୍’ ଟାଇପ୍ କରି ସର୍ଚ୍ଚରେ କ୍ଲିକ୍ କରନ୍ତୁ |
01:07 ସର୍ଚ୍ଚ ଇଞ୍ଜିନ୍ ସମସ୍ତ ରେଜଲ୍ଟ ଦେଖାଇବ |
01:10 ସବୁଠୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଅଛି |
01:16 କିନ୍ତୁ, ମୋଜିଲା ଫାୟାରଫକ୍ସରେ ଏହି ଜିନିଷ କରିବାକୁ ଏକ ସରଳ ବାଟ ଅଛି |
01:20 ନେଭିଗେଶନ୍ ଟୁଲ୍ ବାର୍ ରେ URL ବାର୍ ପାଖରେ ଏକ ସର୍ଚ୍ଚ ବାର୍ ଫିଲ୍ଡ ଅଛି |
01:26 ବିକଳ୍ପ ଭାବରେ, ସିଧା-ସଳଖ ସର୍ଚ୍ଚ ବାର୍ ଫିଲ୍ଡକୁ ଯିବାପାଇଁ ଆପଣ CTRL+K ଦାବିପାରିବେ |
01:33 ସର୍ଚ୍ଚ ବାର୍ରେ କ୍ଲିକ୍ କରି ’ଇମେଲ୍’ ଟାଇପ୍ କରନ୍ତୁ |
01:36 ତା’ପାଖରେ ଥିବା ଯବକାଚ (ମେଗ୍ନିଫାୟିଙ୍ଗ୍ ଗ୍ଲାସ୍) ଉପରେ କ୍ଲିକ୍ କରନ୍ତୁ |
01:40 କଣ୍ଟେଣ୍ଟ ଏରିଆରେ ଆମେ ସର୍ଚ୍ଚର ପରିଣାମ ଦେଖିବା |
01:44 ସବୁଠାରୁ ଉପରେ ଗୁଗଲ୍ ର ଇମେଲ୍, ଜି-ମେଲ୍ ଥିବାର ଆମେ ଦେଖିବା |
01:50 ସର୍ଚ୍ଚ ବାର୍‍ ର ବାମପଟେ, ସର୍ଚ ଇଞ୍ଜିନ୍ ର ଚିହ୍ନ ଅଛି, ଯାହାକୁ ପରିଣାମ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି |
01:58 ମୋଜିଲା ଫାୟାରଫକ୍ସରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ ହେଉଛି ’ଗୁଗଲ୍’ |
02:02 ହେଲେ ଆମେ ଏଥିପାଇଁ ବାଧ୍ୟ ନୁହେଁ | ଆମେ ନିଜ ପସନ୍ଦର ସର୍ଚ୍ଚ ଇଞ୍ଜିନ୍ ବାଛି ପାରିବା |
02:08 ସର୍ଚ୍ଚ ବାର୍ ମଧ୍ୟରେ ଥିବା ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
02:12 ଦେଖନ୍ତୁ, ଡ୍ରପ୍ ଡାଉନ୍ ବକ୍ସରେ “ୟାହୂ” ଓ “ବିଙ୍ଗ୍” ସମେତ ଅଧିକାଂଶ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ର ଲୋଗୋ ଦେଖାଯାଉଛି |
02:21 ଡ୍ରପ୍ ଡାଉନ୍ ବକ୍ସରୁ “ୟାହୂ” ସିଲେକ୍ଟ କରନ୍ତୁ |
02:24 ସର୍ଚ୍ଚ ବାର୍ ର ବାମପଟ ଲୋଗୋଟି “ୟାହୂ” ଲୋଗୋରେ ପରିବର୍ତ୍ତିତ ହୋଇଥିବାର ଆମେ ଦେଖିପାରୁଛେ |
02:30 ଏବେ ପୁଣି ସର୍ଚ୍ଚ ବାର୍ ରେ ’ଇମେଲ୍’ ଟାଇପ୍ କରି ଯବକାଚରେ କ୍ଲିକ୍ କରିବା |
02:36 ଏବେ, କଣ୍ଟେଣ୍ଟ ଏରିଆରେ ପରିଣାମ “ୟାହୂ” ସର୍ଚ୍ଚ ଇଞ୍ଜିନ୍ ରୁ ଆସିଥିବାର ଆମେ ଦେଖିବା |
02:42 ଏଥରକ ପରିଣାମ, ଗତଥରକଠାରୁ ସାମାନ୍ୟ ଭିନ୍ନ ଅଛି |
02:46 ସବୁଠାରୁ ଉପରେ ଥିବା ପରିଣାମ, ’ଜି-ମେଲ୍’ ବଦଳରେ “ୟାହୂ ମେଲ୍” ଅଛି |
02:53 ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ ପୁଣି କ୍ଲିକ୍ କରନ୍ତୁ |
02:57 ଡ୍ରପ୍ ଡାଉନ୍ ବକ୍ସରେ, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ସ’ ସିଲେକ୍ଟ କରନ୍ତୁ |
03:01 ଏହା, ’ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ’ ନାମକ ଡାୟଲଗ୍ ବକ୍ସ ଖୋଲିବ |
03:07 ତାଲିକାର ଶେଷ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ |
03:10 ଡାହାଣପଟେ ଥିବା ବଟନ୍ ଗୁଡ଼ିକ ଏବେ ଏନାବଲ୍ ହୋଇଯାଇଛି | ’ରିମୁଭ୍’ ବଟନ୍ ରେ କ୍ଲିକ୍ କରନ୍ତୁ |
03:16 ଦେଖନ୍ତୁ, ଆମେ ବାଛିଥିବା ଆଇଟମ୍ ଆଉ ତାଲିକାରେ ନାହିଁ |
03:21 ଓକେରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
03:24 ପୁଣିଥରେ ସର୍ଚ୍ଚ ବାର୍ ଭିତରେ ଥିବା ସର୍ଚ୍ଚ ଇଞ୍ଜିନ୍ ଲୋଗୋରେ କ୍ଲିକ୍ କରନ୍ତୁ |
03:29 “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍”ରେ କ୍ଲିକ୍ କରନ୍ତୁ |
03:32 “ମ୍ୟାନେଜ୍ ସର୍ଚ୍ଚ ଇଞ୍ଜିନ୍ ଲିଷ୍ଟ” ଡାୟଲଗ୍ ବକ୍ସ ଦେଖାଦେବ |
03:37 ଡାୟଲଗ୍ ବକ୍ସ ତଳେ ’ଗେଟ୍ ମୋର୍ ସର୍ଚ୍ଚ ଇଞ୍ଜିନ୍ସ…’ କହୁଥିବା ଏକ ଲିଙ୍କ୍ ଅଛି |
03:42 ସେଥିରେ କ୍ଲିକ୍ କରନ୍ତୁ,ଏକ ନୂଆ ବ୍ରାଉଜର୍ ଟ୍ୟାବ୍ ଖୋଲିବ |
03:46 ଏହା, ଅନେକ ସର୍ଚ୍ଚ ଇଞ୍ଜିନ୍ ଦେଖାଇବ, ଯାହାକୁ ଆମେ ସର୍ଚ୍ଚ ବାର୍ ରେ ଆଡ୍ କରିପାରିବା |
03:51 ଆପଣ ନିଜ ଆବଶ୍ୟକତାନୁସାରେ ଯେକୌଣସି ସର୍ଚ୍ଚ ଇଞ୍ଜିନ୍ କୁ ଆଡ୍ କରିପାରିବେ |
03:55 ଟ୍ୟାବ୍ ର କୋଣରେ ଥିବା x ଉପରେ କ୍ଲିକ୍ କରି ଏହି ଟ୍ୟାବ୍ କୁ ବନ୍ଦ କରନ୍ତୁ |
04:00 “ଫାଇଣ୍ଡ୍ ବାର୍” ସାହାଯ୍ୟରେ ଆମେ କଣ୍ଟେଣ୍ଟ ଏରିଆରେ ଥିବା ନିର୍ଦ୍ଦିଷ୍ଟ ଟେକ୍ସଟ୍ ଖୋଜିପାରିବା |
04:07 URLବାର୍ ରେ ‘www.gmail.com’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:13 ଜିମେଲ୍ ହୋମ୍ ପେଜ୍ ଲୋଡ୍ ହେବାପରେ, ’ଏଡିଟ୍’ରେ କ୍ଲିକ୍ କରି ’ଫାଇଣ୍ଡ’ରେ କ୍ଲିକ୍ କରନ୍ତୁ |
04:19 ବ୍ରାଉଜର୍ ୱିଣ୍ଡୋ ତଳେ ଏକ “ଫାଇଣ୍ଡ୍ ବାର୍” ଦେଖାଦେବ |
04:22 “ଫାଇଣ୍ଡ୍ ବାର୍”ର ଟେକ୍ସଟ୍ ବକ୍ସରେ, “ଜିମେଲ୍” ଟାଇପ୍ କରନ୍ତୁ |
04:28 ଆମେ ଟାଇପ୍ କରିବା ମାତ୍ରେ, କଣ୍ଟେଣ୍ଟ୍ ଏରିଆରେ ସେହି ଟେକ୍ସଟ୍ ର ପ୍ରଥମ ଉଦାହରଣ ହାଇଲାଇଟ୍ ହୋଇଥିବାର ଦେଖିପାରୁଛେ |
04:36 ’ନେକ୍ସଟ୍’ ବଟନ୍ ଦାବିଲେ, ଶବ୍ଦର ପରବର୍ତ୍ତୀ ଉଦାହରଣକୁ ଫୋକସ୍ କରିବ |
04:41 ’ପ୍ରିଭିଅସ୍’ ବଟନ୍ ଦାବିଲେ, ଶବ୍ଦର ପୂର୍ବବର୍ତ୍ତୀ ଉଦାହରଣକୁ ଫୋକସ୍ ଚାଲିଯିବ |
04:46 ’ହାଇଲାଇଟ୍ ଅଲ୍’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:49 କଣ୍ଟେଣ୍ଟ୍ ଏରିଆରେ ସର୍ଚ୍ଚ ଟେକ୍ସଟ୍ ର ସମସ୍ତ ଉଦାହରଣ ହାଇଲାଇଟ୍ ହୋଇଥିବାର ଆମେ ଦେଖିବା |
04:56 ଅଟୋ କମ୍ପ୍ଲିଟ୍ ଅପ୍ସନ୍ ସହିତ ମୋଜିଲା ଫାୟାରଫକ୍ସ, URL ବାର୍ ରେ ୱେବ୍ ଆଡ୍ରେସ୍ ଟାଇପ୍ କରିବା ସରଳ କରିଥାଏ |
05:04 ଆମକୁ, ଆଡ୍ରେସ୍ ବାର୍ ରେ ସମ୍ପୂର୍ଣ୍ଣ ୱେବ୍ ଆଡ୍ରେସ୍ ଟାଇପ୍ କରିବାକୁ ପଡ଼େନାହିଁ |
05:08 ଆଡ୍ରେସ୍ ବାର୍ ରେ ’gma’ ଟାଇପ୍ କରି ଏହାକୁ ଟ୍ରାଏ କରନ୍ତୁ |
05:12 ଆମେ ଟାଇପ୍ କରୁଥିବା ଶବ୍ଦକୁ ମୋଜିଲା ଫାୟାରଫକ୍ସ ଅଟୋ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରୁଥିବାର ଆମେ ଦେଖିବା |
05:17 ଏହା, ’gma’ ସହ ଆରମ୍ଭ ହେଉଥିବା ୱେବ୍ ସାଇଟ୍ସର ଡ୍ରପ୍ ଡାଉନ୍ ତାଲିକା ଖୋଲେ |
05:23 ଡ୍ରପ୍ ଡାଉନ୍ ତାଲିକାରୁ ’ଜିମେଲ୍’ ଲିଙ୍କ୍ ବାଛନ୍ତୁ |
05:27 କଣ୍ଟେଣ୍ଟ ଏରିଆରେ ’ଜିମେଲ୍’ ୱେବ୍ ପେଜ୍ ଲୋଡ୍ ହେବ |
05:30 ଆମକୁ ଯଦି ଭଲ ଲାଗିବ ନାହିଁ, ତେବେ ଆମେ ଏହି ଫିଚର୍ କୁ ବନ୍ଦ କରିପାରିବା |
05:34 ’ଏଡିଟ୍’ରେ କ୍ଲିକ୍ କରି ’ପ୍ରିଫରେନ୍ସେସ୍’ରେ କ୍ଲିକ୍ କରନ୍ତୁ |
05:37 ୱିଣ୍ଡୋ ୟୁଜର୍ସ, ’ଟୁଲ୍ସ’ ଓ ତା’ପରେ ’ଅପ୍ସନ୍’ ଉପରେ କ୍ଲିକ୍ କରିପାରିବେ |
05:41 ମେନ୍ ମେନୁ ଟ୍ୟାବ୍ସର ତାଲିକାରୁ “ପ୍ରାଇଭେସୀ” ଚୟନ କରନ୍ତୁ |
05:46 ଡାୟଲଗ୍ ବକ୍ସର ପୂରା ତଳେ, ‘When using location bar, suggest’ ନାମକ ଏକ ଅପ୍ସନ୍ ଅଛି |
05:53 ଏହାକୁ ଏକ୍ସପାଣ୍ଡ କରିବାକୁ ଡ୍ରପ୍ ଡାଉନ୍ ତାଲିକାର ଏରୋ ଉପରେ କ୍ଲିକ୍ କରନ୍ତୁ |
05:56 ତାଲିକାରୁ ‘Nothing’ ସିଲେକ୍ଟ କରନ୍ତୁ |
05:59 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ ‘Close’ରେ କ୍ଲିକ୍ କରନ୍ତୁ |
06:03 ଆଡ୍ରେସ୍ ବାର୍ କୁ ଫେରିଯାଇ ’gma’ ଟାଇପ୍ କରନ୍ତୁ | ଦେଖନ୍ତୁ, କୌଣସି ପରାମର୍ଶ ଆସିଲା ନାହିଁ |
06:09 ଏହା ମୋଜିଲା ଫାୟାରଫକ୍ସ – ସର୍ଚ୍ଚ ଓ ଅଟୋ କମ୍ପ୍ଲିଟ୍ ଫିଚର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:16 ଏହି ଟ୍ୟୁଟୋରିଆଲ୍ ରେ ଆମେ; ସର୍ଚ୍ଚ ବ୍ୟବହାର, ସର୍ଚ୍ଚ ଇଞ୍ଜିନ୍ ମ୍ୟାନେଜ୍, ଫାଇଣ୍ଡ ବାର୍ ବ୍ୟବହାର, ଆଡ୍ରେସ୍ ବାର୍ ରେ ଅଟୋ-କମ୍ପ୍ଲିଟ୍ ବ୍ୟବହାର କିପରି କରାଯିବ, ତାହା ଶିଖିଲେ |
06:27 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
06:30 ସର୍ଚ୍ଚ ବାର୍ ରେ ସର୍ଚ୍ଚ ଇଞ୍ଜିନ୍ “ୟାହୂ”କୁ ପରିବର୍ତ୍ତନ କରନ୍ତୁ |
06:34 ’ସ୍ପୋକେନ୍ ଟ୍ୟୁଟୋରିଆଲ୍’ ସର୍ଚ୍ଚ କରନ୍ତୁ |
06:36 ପ୍ରଥମ ପରିଣାମରେ କ୍ଲିକ୍ କରନ୍ତୁ |
06:40 ପେଜ୍ ରେ କେତେଥର “ଭିଡିଓ” ଶବ୍ଦ ଆସୁଛି, ଦେଖନ୍ତୁ |
06:44 ୱେବ୍ ପେଜ୍ ରେ “ଭିଡିଓ” ଶବ୍ଦର ସମସ୍ତ ଉଦାହରଣଗୁଡ଼ିକୁ ହାଇଲାଇଟ୍ କରିବା ପାଇଁ ’ହାଇଲାଇଟ୍ ଅଲ୍’ ଉପରେ କ୍ଲିକ୍ କରନ୍ତୁ |
06:51 ନିମ୍ନ ଲିଙ୍କ୍‍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:54 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ
06:58 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:02 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
07:08 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
07:11 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:18 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:22 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
07:30 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
07:41 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep