C-and-Cpp/C4/Function-Call/Oriya

From Script | Spoken-Tutorial
Revision as of 11:41, 25 March 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 “C ଓ C++ ରେ ଫଙ୍କସନ୍‍ କଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଫଙ୍କସନ୍‍ କଲ୍‍ ର ପ୍ରକାର ବିଷୟରେ ଶିଖିବା, ଯେପରି-
00:13 * କଲ୍‍ ବାଏ ଭାଲ୍ୟୁ
00:14 *କଲ୍‍ ବାଏ ରେଫରେନ୍ସ
00:16 ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
00:19 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ ୧୧.୧୦,
00:26 “gcc” ଏବଂ “g++” କମ୍ପାଇଲର୍‍ ଭର୍ସନ୍‍ ୪.୬.୧
00:31 ଆସନ୍ତୁ “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ”ର ପରିଚୟ ସହିତ ଆରମ୍ଭ କରିବା
00:35 ଏହା ଫଙ୍କସନ୍‍ ରେ “ଆର୍ଗୁମେଣ୍ଟସ୍‍” ପାସ୍‍ କରିବାର ଏକ ପଦ୍ଧତି
00:40 ଯେତେବେଳେ ଭାଲ୍ୟୁ ଦ୍ୱାରା ଭେରିଏବଲ୍‍ ପାସ୍‍ କରୁ, ଏହା ଭେରିଏବଲ୍‍ର ଏକ କପି ତିଆରି କରେ
00:45 ଫଙ୍କସନ୍‍ ରେ ପାସ୍‍ କରିବା ପୂର୍ବରୁ
00:48 ଫଙ୍କସନ୍‍ ଭିତରେ କରାଯାଇଥିବା ଆର୍ଗୁମେଣ୍ଟସ୍‍ ରେ ପରିବର୍ତ୍ତନ ଫଙ୍କସନ୍‍ ରେ ହିଁ ରହିବ
00:54 ଏହା ଫଙ୍କସନ୍‍ ବାହାରେ ପ୍ରଭାବିତ ହେବନାହିଁ
00:58 “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ” ଉପରେ ପ୍ରୋଗ୍ରାମ୍ ଦେଖନ୍ତୁ
01:02 ମୁଁ ଏଡିଟରରେ ଟାଇପ୍‍ କରିସାରିଥିବା ପ୍ରୋଗ୍ରାମ୍‍ କୁ ଖୋଲିବି
01:08 ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା “କଲ୍‍ ବାଏଭାଲ ଡଟ୍ ସି” (callbyval.c)
01:13 ଏହି ପ୍ରୋଗ୍ରାମ୍‍ ରେ ଆମେ, ସଂଖ୍ୟାର ଘନକୁ ଗଣନା କରିବା | ଏବେ ମୁଁ କୋଡ୍ ବୁଝାଉଛି
01:19 ଏହା ହେଉଛି ଆମର “ହେଡର୍ ଫାଇଲ୍”
01:21 ଏଠାରେ “କ୍ୟୁବ୍‍” ଫଙ୍କସନ୍‍ ଅଛି ଯାହାର “int x” ଭଳି ଏକ “ଆର୍ଗୁମେଣ୍ଟ” ରହିଛି
01:27 ଏହି ଫଙ୍କସନ୍‍ ରେ ଆମେ “ଏକ୍ସ”ର କ୍ୟୁବ୍ ଗଣନା କରିବା ଏବଂ “ଏକ୍ସ”ର ଭାଲ୍ୟୁ ରିଟର୍ନ କରିବା
01:33 ଏହା ହେଉଛି ଆମର “ମେନ୍() ଫଙ୍କସନ୍‍ ”
01:36 ଏଠାରେ ଆମେ “n”ର ଭାଲ୍ୟୁ “୮” ଦେଉ, “n” ଏକ ଇଣ୍ଟିଜର୍‍ ଭେରିଏବଲ୍‍ ଅଟେ
01:43 ତାହାପରେ ଆମେ “କ୍ୟୁବ୍” ଫଙ୍କସନ୍‍ କଲ୍‍ କରିବା
01:45 ଏବଂ “n” ର ଭାଲ୍ୟୁ ଓ “n” ର ଘନ ପ୍ରିଣ୍ଟ କରିବା
01:49 ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
01:52 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା
01:54 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍‍ ୱିଣ୍ଡୋ ଖୋଲନ୍ତୁ
02:02 କମ୍ପାଇଲ କରିବା ପାଇଁ, gcc ସ୍ପେସ୍ callbyval.c ସ୍ପେସ୍ ହାଇଫେନ୍ o ସ୍ପେସ୍ val ଟାଇପ୍ କରି ଏଣ୍ଟର୍‍ ଦାବନ୍ତୁ
02:12 ଏବେ, “ଡଟ୍ ସ୍ଲାସ୍ ଭାଲ୍‍ (./val)” ଟାଇପ୍ କରି “ଏଣ୍ଟର୍” ଦବାନ୍ତୁ
02:16 ଆଉଟପୁଟ୍‍ ଏହିପରି ଡିସପ୍ଲେ ହେବ: Cube of 8 is 512.
02:23 ବର୍ତ୍ତମାନ “ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ” ଦେଖିବା
02:26 ଆମ ସ୍ଲାଇଡ୍ସକୁ ଫେରିଯିବା
02:29 ଏହା, ଫଙ୍କସନ୍‍ କୁ “ଆର୍ଗୁମେଣ୍ଟ” ପାସ୍‍ କରିବାର ଅନ୍ୟଏକ ପ୍ରଣାଳୀ ଅଟେ
02:33 ଏହି ପ୍ରଣାଳୀ ଭାଲ୍ୟୁ ବଦଳରେ ଆର୍ଗୁମେଣ୍ଟ ର ଆଡ୍ରେସ୍‍ କପି କରେ
02:39 ଫଙ୍କସନ୍‍ ଭିତରେ ଆର୍ଗୁମେଣ୍ଟରେ କରାଯାଇଥିବା ପରିବର୍ତ୍ତନ, ସେଗୁଡ଼ିକୁ ବାହାରେ ପ୍ରଭାବିତ କରିପାରେ
02:45 ଏଥିରେ ଆର୍ଗୁମେଣ୍ଟସକୁ ପଏଣ୍ଟର୍ ଟାଇପ୍ ରୂପେ ଘୋଷିତ କରିବା ଆବଶ୍ୟକ ଅଛି
02:50 “ଫଙ୍କସନ୍ କଲ୍ ବାଏ ରେଫରେନ୍ସ” ଉପରେ ଏକ ଉଦାହରଣ ଦେଖିବା
02:54 ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା callbyref.c
02:59 stdio.h ହେଉଛି ଆମର ହେଡର୍ ଫାଇଲ୍
03:03 ଆମ ପାଖରେ “ସ୍ୱାପ୍” ଫଙ୍କସନ୍ ଅଛି
03:06 ଏହି ଫଙ୍କସନ୍, ଭେରିଏବଲ୍ସ ର ଭାଲ୍ୟୁ ବଦଳାଇବ
03:10 'a'ର ଭାଲ୍ୟୁ 'b' ଭାଲ୍ୟୁରେ ଏବଂ ଓଲଟା କ୍ରମରେ ଷ୍ଟୋର୍ ହେବ
03:15 ଦେଖନ୍ତୁ, ଫଙ୍କସନ୍ କୁ ପାସ୍ କରାଯାଇଥିବା “ଆର୍ଗୁମେଣ୍ଟସ୍” “ପଏଣ୍ଟର୍ ଟାଇପ୍” ଅଟେ
03:21 ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ t ଘୋଷିତ କରିଛୁ
03:25 ପ୍ରଥମେ, “a” ର ଭାଲ୍ୟୁ “t” ରେ ଷ୍ଟୋର୍‍ ହୁଏ
03:28 ତାହାପରେ “b” ର ଭାଲ୍ୟୁ “a” ରେ ଷ୍ଟୋର୍ ହୁଏ
03:32 ଓ ପରେ “t” ର ଭାଲ୍ୟୁ “b” ରେ ଷ୍ଟୋର୍ ହୁଏ
03:37 ଏହିଭଳି, ଭାଲ୍ୟୁ ଗୁଡ଼ିକ ପରିବର୍ତ୍ତିତ ହୁଏ
03:40 ଏହା ହେଉଛି ଆମର “ମେନ୍()” ଫଙ୍କସନ୍‍
03:42 ଏଠାରେ ଆମେ ଦୁଇଟି ଇଣ୍ଟିଜର୍‍ ଭେରିଏବଲ୍‍, i ଓ j ଘୋଷିତ କରିଛୁ
03:49 ଏହାପରେ ଆମେ ୟୁଜର୍‍ ଇନପୁଟ୍‍ ଭାବେ, i ଓ j ର ଭାଲ୍ୟୁ ନେଉ
03:53 ଆମ୍ପର୍ସେଣ୍ଡ i (&i) ଏବଂ ଆମ୍ପର୍ସେଣ୍ଡ j (&j), i ଓ j ର ମେମୋରୀ ଆଡ୍ରେସ୍‍ ଦେବେ
03:59 ପ୍ରଥମେ, ସ୍ୱାପିଂ କରିବା ପୂର୍ବରୁ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
04:04 ଏହାପରେ “ସ୍ୱାପ୍‍” ଫଙ୍କସନ୍‍ କଲ୍‍ କରିବା
04:06 ଆଉ ତାହାପରେ ସ୍ୱାପିଂ ପରର ଭାଲ୍ୟୁସ୍ ପ୍ରିଣ୍ଟ କରିବା
04:10 ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
04:13 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ କରିବା
04:16 ଆମ ଟର୍ମିନାଲକୁ ଫେରିଯିବା
04:19 କମ୍ପାଇଲ କରିବା ପାଇଁ gcc ସ୍ପେସ୍ callbyref ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ ref ଟାଇପ୍ କରି ଏଣ୍ଟର୍ ଦବାନ୍ତୁ
04:29 ଏବେ “ଡଟ୍ ସ୍ଲାସ୍ ref” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:33 ଆମେ “ଏଣ୍ଟର୍ ଦ ଭାଲ୍ୟୁସ୍” ଦେଖିବା, ମୁଁ ୬ ଏବଂ ୪ ଏଣ୍ଟର୍ କରିବି
04:40 ଆଉଟପୁଟ ପ୍ରଦର୍ଶିତ ହେବ: Before swapping 6 and 4
04:44 After swapping 4 and 6.
04:48 ଏବେ ଦେଖନ୍ତୁ ସମାନ ପ୍ରୋଗ୍ରାମ୍ କୁ C++ ରେ କେମିତି ଏକଜେକ୍ୟୁଟ୍ କରାଯାଏ
04:53 ମୋ ପାଖରେ କୋଡ୍ ଅଛି, ଆସନ୍ତୁ ଦେଖିବା
04:57 ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ ହେଉଛି ଦ୍ୱିତୀୟ ପ୍ରୋଗ୍ରାମ୍
05:01 ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା 'callbyref.cpp
05:06 କୋଡ୍ ମାଧ୍ୟମରେ ଯିବା
05:08 iostream ହେଉଛି ଆମ ହେଡର୍ ଫାଇଲ୍
05:12 ଏଠାରେ ଆମେ std namespace ବ୍ୟବହାର କରୁଛୁ
05:16 C++ରେ ଫଙ୍କସନ୍‍ ଡିକ୍ଲାରେସନ ସମାନ ଅଟେ
05:19 ଏଥିରେ ଆମେ ଆମ୍ପର୍ସେଣ୍ଡ x ଏବଂ ଆମ୍ପର୍ସେଣ୍ଡ y ରୂପେ ଆର୍ଗୁମେଣ୍ଟସ୍‍ ପାସ୍‍ କରିବା
05:25 ଏହା x ଓ y ର ମେମୋରୀ ଆଡ୍ରେସ୍‍ ଦେବ
05:29 ଏହାପରେ ଆମେ ଭାଲ୍ୟୁକୁ ସ୍ୱାପ୍‍ କରିବା
05:32 ଅବଶିଷ୍ଟ କୋଡ୍ ଆମ C କୋଡ୍ ଭଳି ସମାନ ଅଟେ
05:36 printf ଷ୍ଟେଟମେଣ୍ଟ cout ଦ୍ୱାରା ରିପ୍ଲେସ୍ ହୁଏ ଏବଂ scanf ଷ୍ଟେଟମେଣ୍ଟ cin ଦ୍ୱାରା ରିପ୍ଲେସ୍ ହୁଏ
05:44 ବର୍ତ୍ତମାନ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା | ଟର୍ମିନାଲକୁ ଫେରିଚାଲନ୍ତୁ
05:48 କମ୍ପାଇଲ୍‍ କରିବା ପାଇଁ g++ ସ୍ପେସ୍ callbyref.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ ref1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
06:00 ଏବେ “ଡଟ୍ ସ୍ଲାସ୍ ref1” ଟାଇପ୍ କରନ୍ତୁ | ଏଣ୍ଟର୍ ଦାବନ୍ତୁ
06:05 ଏଠାରେ ଏହା ପ୍ରଦର୍ଶିତ ହୁଏ:
06:07 Enter values of a and b
06:10 ମୁଁ ୪ ଓ ୩ ଏଣ୍ଟର୍‍ କରିବି
06:13 ଆଉଟପୁଟ୍‍ ପ୍ରଦର୍ଶିତ ହେଲା
06:15 Before swapping a and b 4 and 3
06:19 After swapping a and b 3 and 4
06:23 ଏହା ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
06:26 ସ୍ଲାଇଡ୍ସକୁ ଫେରିଚାଲନ୍ତୁ
06:30 ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
06:32 ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ
06:34 ଏବଂ ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ
06:37 ଏକ ଆସାଇନମେଣ୍ଟ ଭାବେ
06:38 C++ରେ କଲ୍‍ ବାଏ ଭାଲ୍ୟୁ ବ୍ୟବହାର କରି
06:42 ଗୋଟିଏ ସଂଖ୍ୟାର ଘନ ଗଣନା କରିବା ପାଇଁ ଏକ ସମାନ ପ୍ରୋଗ୍ରାମ୍ ଲେଖନ୍ତୁ
06:46 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
06:49 ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:52 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
06:56 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
06:58 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:01 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:05 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:31 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep