Difference between revisions of "C-and-Cpp/C4/Function-Call/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 || “C ଓ C++ ରେ ଫଙ୍କସନ୍‍ କଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ...")
 
 
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
 
|| “C ଓ C++ ରେ ଫଙ୍କସନ୍‍ କଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 
|| “C ଓ C++ ରେ ଫଙ୍କସନ୍‍ କଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
|-
 
|-
| 00:07
+
|00:07
|| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଫଙ୍କସନ୍‍ କଲ୍‍ ର ପ୍ରକାର ବିଷୟରେ ଶିଖିବା, ଯେପରି-
+
||ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଫଙ୍କସନ୍‍ କଲ୍‍ ର ପ୍ରକାର ବିଷୟରେ ଶିଖିବା, ଯେପରି-
 +
 
 
|-
 
|-
| 00:13
+
|00:13
||* କଲ୍‍ ବାଏ ଭାଲ୍ୟୁ
+
||କଲ୍‍ ବାଏ ଭାଲ୍ୟୁ,କଲ୍‍ ବାଏ ରେଫରେନ୍ସ
 +
 
 
|-
 
|-
| 00:14
+
|00:16
||*କଲ୍‍ ବାଏ ରେଫରେନ୍ସ
+
||ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
 +
 
 
|-
 
|-
| 00:16
+
|00:19
|| ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
+
||ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ ୧୧.୧୦,
 +
 
 
|-
 
|-
| 00:19
+
|00:26
|| ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ ୧୧.୧୦,
+
||“gcc” ଏବଂ “g++” କମ୍ପାଇଲର୍‍ ଭର୍ସନ୍‍ ୪.୬.୧
 +
 
 
|-
 
|-
| 00:26
+
|00:31
|| “gcc” ଏବଂ “g++” କମ୍ପାଇଲର୍‍ ଭର୍ସନ୍‍ ୪.୬.୧
+
||ଆସନ୍ତୁ “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ”ର ପରିଚୟ ସହିତ ଆରମ୍ଭ କରିବା
 +
 
 
|-
 
|-
| 00:31
+
|00:35
|| ଆସନ୍ତୁ “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ”ର ପରିଚୟ ସହିତ ଆରମ୍ଭ କରିବା
+
||ଏହା ଫଙ୍କସନ୍‍ ରେ “ଆର୍ଗୁମେଣ୍ଟସ୍‍” ପାସ୍‍ କରିବାର ଏକ ପଦ୍ଧତି
 +
 
 
|-
 
|-
| 00:35
+
|00:40
|| ଏହା ଫଙ୍କସନ୍‍ ରେ “ଆର୍ଗୁମେଣ୍ଟସ୍‍” ପାସ୍‍ କରିବାର ଏକ ପଦ୍ଧତି
+
||ଯେତେବେଳେ ଭାଲ୍ୟୁ ଦ୍ୱାରା ଭେରିଏବଲ୍‍ ପାସ୍‍ କରୁ, ଏହା ଭେରିଏବଲ୍‍ର ଏକ କପି ତିଆରି କରେ
 +
 
 
|-
 
|-
| 00:40
+
|00:45
|| ଯେତେବେଳେ ଭାଲ୍ୟୁ ଦ୍ୱାରା ଭେରିଏବଲ୍‍ ପାସ୍‍ କରୁ, ଏହା ଭେରିଏବଲ୍‍ର ଏକ କପି ତିଆରି କରେ
+
||ଫଙ୍କସନ୍‍ ରେ ପାସ୍‍ କରିବା ପୂର୍ବରୁ
|-
+
 
| 00:45
+
|| ଫଙ୍କସନ୍‍ ରେ ପାସ୍‍ କରିବା ପୂର୍ବରୁ
+
 
|-
 
|-
 
|00:48
 
|00:48
|| ଫଙ୍କସନ୍‍ ଭିତରେ କରାଯାଇଥିବା ଆର୍ଗୁମେଣ୍ଟସ୍‍ ରେ ପରିବର୍ତ୍ତନ ଫଙ୍କସନ୍‍ ରେ ହିଁ ରହିବ
+
||ଫଙ୍କସନ୍‍ ଭିତରେ କରାଯାଇଥିବା ଆର୍ଗୁମେଣ୍ଟସ୍‍ ରେ ପରିବର୍ତ୍ତନ ଫଙ୍କସନ୍‍ ରେ ହିଁ ରହିବ
 +
 
 
|-
 
|-
 
|00:54
 
|00:54
|| ଏହା ଫଙ୍କସନ୍‍  ବାହାରେ ପ୍ରଭାବିତ ହେବନାହିଁ
+
||ଏହା ଫଙ୍କସନ୍‍  ବାହାରେ ପ୍ରଭାବିତ ହେବନାହିଁ
 +
 
 
|-
 
|-
 
|00:58
 
|00:58
|| “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ” ଉପରେ ପ୍ରୋଗ୍ରାମ୍ ଦେଖନ୍ତୁ
+
||“ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ” ଉପରେ ପ୍ରୋଗ୍ରାମ୍ ଦେଖନ୍ତୁ
 +
 
 
|-
 
|-
| 01:02
+
|01:02
|| ମୁଁ ଏଡିଟରରେ ଟାଇପ୍‍ କରିସାରିଥିବା ପ୍ରୋଗ୍ରାମ୍‍ କୁ ଖୋଲିବି  
+
||ମୁଁ ଏଡିଟରରେ ଟାଇପ୍‍ କରିସାରିଥିବା ପ୍ରୋଗ୍ରାମ୍‍ କୁ ଖୋଲିବି  
 +
 
 
|-
 
|-
| 01:08
+
|01:08
|| ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା “କଲ୍‍ ବାଏଭାଲ ଡଟ୍ ସି” (callbyval.c)
+
||ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା “କଲ୍‍ ବାଏଭାଲ ଡଟ୍ ସି” (callbyval.c)
 +
 
 
|-
 
|-
| 01:13
+
|01:13
|| ଏହି ପ୍ରୋଗ୍ରାମ୍‍ ରେ ଆମେ, ସଂଖ୍ୟାର ଘନକୁ ଗଣନା କରିବା | ଏବେ ମୁଁ କୋଡ୍ ବୁଝାଉଛି  
+
||ଏହି ପ୍ରୋଗ୍ରାମ୍‍ ରେ ଆମେ, ସଂଖ୍ୟାର ଘନକୁ ଗଣନା କରିବା | ଏବେ ମୁଁ କୋଡ୍ ବୁଝାଉଛି  
 +
 
 
|-
 
|-
| 01:19
+
|01:19
|| ଏହା ହେଉଛି ଆମର “ହେଡର୍ ଫାଇଲ୍”
+
||ଏହା ହେଉଛି ଆମର “ହେଡର୍ ଫାଇଲ୍”
 +
 
 
|-
 
|-
| 01:21
+
|01:21
|| ଏଠାରେ “କ୍ୟୁବ୍‍” ଫଙ୍କସନ୍‍  ଅଛି ଯାହାର “int x” ଭଳି ଏକ “ଆର୍ଗୁମେଣ୍ଟ” ରହିଛି
+
||ଏଠାରେ “କ୍ୟୁବ୍‍” ଫଙ୍କସନ୍‍  ଅଛି ଯାହାର “int x” ଭଳି ଏକ “ଆର୍ଗୁମେଣ୍ଟ” ରହିଛି
 +
 
 
|-
 
|-
| 01:27
+
|01:27
 
|| ଏହି ଫଙ୍କସନ୍‍ ରେ ଆମେ “ଏକ୍ସ”ର କ୍ୟୁବ୍ ଗଣନା କରିବା ଏବଂ “ଏକ୍ସ”ର ଭାଲ୍ୟୁ ରିଟର୍ନ କରିବା
 
|| ଏହି ଫଙ୍କସନ୍‍ ରେ ଆମେ “ଏକ୍ସ”ର କ୍ୟୁବ୍ ଗଣନା କରିବା ଏବଂ “ଏକ୍ସ”ର ଭାଲ୍ୟୁ ରିଟର୍ନ କରିବା
 +
 
|-
 
|-
| 01:33
+
|01:33
|| ଏହା ହେଉଛି ଆମର “ମେନ୍() ଫଙ୍କସନ୍‍ ”
+
||ଏହା ହେଉଛି ଆମର “ମେନ୍() ଫଙ୍କସନ୍‍ ”
 +
 
 
|-
 
|-
 
|01:36
 
|01:36
|| ଏଠାରେ ଆମେ “n”ର ଭାଲ୍ୟୁ “୮” ଦେଉ, “n” ଏକ ଇଣ୍ଟିଜର୍‍ ଭେରିଏବଲ୍‍ ଅଟେ
+
||ଏଠାରେ ଆମେ “n”ର ଭାଲ୍ୟୁ “୮” ଦେଉ, “n” ଏକ ଇଣ୍ଟିଜର୍‍ ଭେରିଏବଲ୍‍ ଅଟେ
 +
 
 
|-
 
|-
| 01:43
+
|01:43
|| ତାହାପରେ ଆମେ “କ୍ୟୁବ୍” ଫଙ୍କସନ୍‍ କଲ୍‍ କରିବା
+
||ତାହାପରେ ଆମେ “କ୍ୟୁବ୍” ଫଙ୍କସନ୍‍ କଲ୍‍ କରିବା
 +
 
 
|-
 
|-
| 01:45
+
|01:45
 
|| ଏବଂ “n” ର ଭାଲ୍ୟୁ ଓ “n” ର ଘନ ପ୍ରିଣ୍ଟ କରିବା
 
|| ଏବଂ “n” ର ଭାଲ୍ୟୁ ଓ “n” ର ଘନ ପ୍ରିଣ୍ଟ କରିବା
 +
 
|-
 
|-
| 01:49
+
|01:49
|| ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
+
||ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
 +
 
 
|-
 
|-
| 01:52
+
|01:52
|| ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା
+
||ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା
 +
 
 
|-
 
|-
 
|01:54
 
|01:54
|| କୀ’ବୋର୍ଡରେ ଏକକାଳୀନ ''' Ctrl, Alt''' ଓ '''T''' ଦବାଇ ଟର୍ମିନାଲ୍‍ ୱିଣ୍ଡୋ ଖୋଲନ୍ତୁ
+
||କୀ’ବୋର୍ଡରେ ଏକକାଳୀନ ''' Ctrl, Alt''' ଓ '''T''' ଦବାଇ ଟର୍ମିନାଲ୍‍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
 
|02:02
 
|02:02
|| କମ୍ପାଇଲ କରିବା ପାଇଁ, '''gcc ସ୍ପେସ୍ callbyval.c ସ୍ପେସ୍ ହାଇଫେନ୍ o ସ୍ପେସ୍ val''' ଟାଇପ୍ କରି ଏଣ୍ଟର୍‍ ଦାବନ୍ତୁ
+
||କମ୍ପାଇଲ କରିବା ପାଇଁ, '''gcc ସ୍ପେସ୍ callbyval.c ସ୍ପେସ୍ ହାଇଫେନ୍ o ସ୍ପେସ୍ val''' ଟାଇପ୍ କରି ଏଣ୍ଟର୍‍ ଦାବନ୍ତୁ
 +
 
 
|-
 
|-
 
|02:12
 
|02:12
|| ଏବେ, “ଡଟ୍ ସ୍ଲାସ୍ ଭାଲ୍‍ (./val)” ଟାଇପ୍ କରି “ଏଣ୍ଟର୍” ଦବାନ୍ତୁ
+
||ଏବେ, “ଡଟ୍ ସ୍ଲାସ୍ ଭାଲ୍‍ (./val)” ଟାଇପ୍ କରି “ଏଣ୍ଟର୍” ଦବାନ୍ତୁ
 +
 
 
|-
 
|-
 
|02:16
 
|02:16
|| ଆଉଟପୁଟ୍‍ ଏହିପରି ଡିସପ୍ଲେ ହେବ: '''Cube of 8 is 512.'''
+
||ଆଉଟପୁଟ୍‍ ଏହିପରି ଡିସପ୍ଲେ ହେବ: '''Cube of 8 is 512.'''
 +
 
 
|-
 
|-
 
|02:23
 
|02:23
|| ବର୍ତ୍ତମାନ “ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ” ଦେଖିବା
+
||ବର୍ତ୍ତମାନ “ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ” ଦେଖିବା
 +
 
 
|-
 
|-
 
|02:26
 
|02:26
|| ଆମ ସ୍ଲାଇଡ୍ସକୁ ଫେରିଯିବା
+
||ଆମ ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
| 02:29
+
|02:29
|| ଏହା, ଫଙ୍କସନ୍‍ କୁ “ଆର୍ଗୁମେଣ୍ଟ” ପାସ୍‍ କରିବାର ଅନ୍ୟଏକ ପ୍ରଣାଳୀ ଅଟେ
+
||ଏହା, ଫଙ୍କସନ୍‍ କୁ “ଆର୍ଗୁମେଣ୍ଟ” ପାସ୍‍ କରିବାର ଅନ୍ୟଏକ ପ୍ରଣାଳୀ ଅଟେ
 +
 
 
|-
 
|-
| 02:33
+
|02:33
|| ଏହି ପ୍ରଣାଳୀ ଭାଲ୍ୟୁ ବଦଳରେ ଆର୍ଗୁମେଣ୍ଟ ର ଆଡ୍ରେସ୍‍ କପି କରେ
+
||ଏହି ପ୍ରଣାଳୀ ଭାଲ୍ୟୁ ବଦଳରେ ଆର୍ଗୁମେଣ୍ଟ ର ଆଡ୍ରେସ୍‍ କପି କରେ
 +
 
 
|-
 
|-
| 02:39
+
|02:39
|| ଫଙ୍କସନ୍‍ ଭିତରେ ଆର୍ଗୁମେଣ୍ଟରେ କରାଯାଇଥିବା ପରିବର୍ତ୍ତନ, ସେଗୁଡ଼ିକୁ ବାହାରେ ପ୍ରଭାବିତ କରିପାରେ
+
||ଫଙ୍କସନ୍‍ ଭିତରେ ଆର୍ଗୁମେଣ୍ଟରେ କରାଯାଇଥିବା ପରିବର୍ତ୍ତନ, ସେଗୁଡ଼ିକୁ ବାହାରେ ପ୍ରଭାବିତ କରିପାରେ
 +
 
 
|-
 
|-
 
|02:45
 
|02:45
|| ଏଥିରେ ଆର୍ଗୁମେଣ୍ଟସକୁ ପଏଣ୍ଟର୍ ଟାଇପ୍ ରୂପେ ଘୋଷିତ କରିବା ଆବଶ୍ୟକ ଅଛି
+
||ଏଥିରେ ଆର୍ଗୁମେଣ୍ଟସକୁ ପଏଣ୍ଟର୍ ଟାଇପ୍ ରୂପେ ଘୋଷିତ କରିବା ଆବଶ୍ୟକ ଅଛି
 +
 
 
|-
 
|-
| 02:50
+
|02:50
|| “ଫଙ୍କସନ୍ କଲ୍ ବାଏ ରେଫରେନ୍ସ” ଉପରେ ଏକ ଉଦାହରଣ ଦେଖିବା
+
||“ଫଙ୍କସନ୍ କଲ୍ ବାଏ ରେଫରେନ୍ସ” ଉପରେ ଏକ ଉଦାହରଣ ଦେଖିବା
 +
 
 
|-
 
|-
| 02:54
+
|02:54
|| ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା '''callbyref.c'''
+
||ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା '''callbyref.c'''
 +
 
 
|-
 
|-
| 02:59
+
|02:59
|| '''stdio.h''' ହେଉଛି ଆମର ହେଡର୍ ଫାଇଲ୍
+
||'''stdio.h''' ହେଉଛି ଆମର ହେଡର୍ ଫାଇଲ୍
 +
 
 
|-
 
|-
| 03:03
+
|03:03
|| ଆମ ପାଖରେ “ସ୍ୱାପ୍” ଫଙ୍କସନ୍  ଅଛି
+
||ଆମ ପାଖରେ “ସ୍ୱାପ୍” ଫଙ୍କସନ୍  ଅଛି
 +
 
 
|-
 
|-
| 03:06
+
|03:06
|| ଏହି ଫଙ୍କସନ୍, ଭେରିଏବଲ୍ସ ର ଭାଲ୍ୟୁ ବଦଳାଇବ
+
||ଏହି ଫଙ୍କସନ୍, ଭେରିଏବଲ୍ସ ର ଭାଲ୍ୟୁ ବଦଳାଇବ
 +
 
 
|-
 
|-
| 03:10
+
|03:10
|| 'a'ର ଭାଲ୍ୟୁ 'b' ଭାଲ୍ୟୁରେ ଏବଂ ଓଲଟା କ୍ରମରେ ଷ୍ଟୋର୍ ହେବ  
+
||'a'ର ଭାଲ୍ୟୁ 'b' ଭାଲ୍ୟୁରେ ଏବଂ ଓଲଟା କ୍ରମରେ ଷ୍ଟୋର୍ ହେବ  
 +
 
 
|-
 
|-
| 03:15
+
|03:15
|| ଦେଖନ୍ତୁ, ଫଙ୍କସନ୍ କୁ ପାସ୍ କରାଯାଇଥିବା “ଆର୍ଗୁମେଣ୍ଟସ୍” “ପଏଣ୍ଟର୍ ଟାଇପ୍” ଅଟେ
+
||ଦେଖନ୍ତୁ, ଫଙ୍କସନ୍ କୁ ପାସ୍ କରାଯାଇଥିବା “ଆର୍ଗୁମେଣ୍ଟସ୍” “ପଏଣ୍ଟର୍ ଟାଇପ୍” ଅଟେ
 +
 
 
|-
 
|-
| 03:21
+
|03:21
|| ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ t ଘୋଷିତ କରିଛୁ
+
||ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ t ଘୋଷିତ କରିଛୁ
 +
 
 
|-
 
|-
| 03:25
+
|03:25
|| ପ୍ରଥମେ, “a” ର ଭାଲ୍ୟୁ “t” ରେ ଷ୍ଟୋର୍‍ ହୁଏ
+
||ପ୍ରଥମେ, “a” ର ଭାଲ୍ୟୁ “t” ରେ ଷ୍ଟୋର୍‍ ହୁଏ
 +
 
 
|-
 
|-
| 03:28
+
|03:28
|| ତାହାପରେ “b” ର ଭାଲ୍ୟୁ “a” ରେ ଷ୍ଟୋର୍ ହୁଏ
+
||ତାହାପରେ “b” ର ଭାଲ୍ୟୁ “a” ରେ ଷ୍ଟୋର୍ ହୁଏ
 +
 
 
|-
 
|-
| 03:32
+
|03:32
|| ଓ ପରେ “t” ର ଭାଲ୍ୟୁ “b” ରେ ଷ୍ଟୋର୍ ହୁଏ
+
||ଓ ପରେ “t” ର ଭାଲ୍ୟୁ “b” ରେ ଷ୍ଟୋର୍ ହୁଏ
 +
 
 
|-
 
|-
| 03:37
+
|03:37
|| ଏହିଭଳି, ଭାଲ୍ୟୁ ଗୁଡ଼ିକ ପରିବର୍ତ୍ତିତ ହୁଏ
+
||ଏହିଭଳି, ଭାଲ୍ୟୁ ଗୁଡ଼ିକ ପରିବର୍ତ୍ତିତ ହୁଏ
 +
 
 
|-
 
|-
| 03:40
+
|03:40
|| ଏହା ହେଉଛି ଆମର “ମେନ୍()” ଫଙ୍କସନ୍‍  
+
||ଏହା ହେଉଛି ଆମର “ମେନ୍()” ଫଙ୍କସନ୍‍  
 +
 
 
|-
 
|-
| 03:42
+
|03:42
|| ଏଠାରେ ଆମେ ଦୁଇଟି ଇଣ୍ଟିଜର୍‍ ଭେରିଏବଲ୍‍, i ଓ j ଘୋଷିତ କରିଛୁ
+
||ଏଠାରେ ଆମେ ଦୁଇଟି ଇଣ୍ଟିଜର୍‍ ଭେରିଏବଲ୍‍, i ଓ j ଘୋଷିତ କରିଛୁ
 +
 
 
|-
 
|-
| 03:49
+
|03:49
|| ଏହାପରେ ଆମେ ୟୁଜର୍‍ ଇନପୁଟ୍‍ ଭାବେ, i ଓ j ର ଭାଲ୍ୟୁ ନେଉ
+
||ଏହାପରେ ଆମେ ୟୁଜର୍‍ ଇନପୁଟ୍‍ ଭାବେ, i ଓ j ର ଭାଲ୍ୟୁ ନେଉ
 +
 
 
|-
 
|-
| 03:53
+
|03:53
|| ଆମ୍ପର୍ସେଣ୍ଡ i (&i) ଏବଂ ଆମ୍ପର୍ସେଣ୍ଡ j (&j), i ଓ j ର ମେମୋରୀ ଆଡ୍ରେସ୍‍ ଦେବେ
+
||ଆମ୍ପର୍ସେଣ୍ଡ i (&i) ଏବଂ ଆମ୍ପର୍ସେଣ୍ଡ j (&j), i ଓ j ର ମେମୋରୀ ଆଡ୍ରେସ୍‍ ଦେବେ
 +
 
 
|-
 
|-
| 03:59
+
|03:59
|| ପ୍ରଥମେ, ସ୍ୱାପିଂ କରିବା ପୂର୍ବରୁ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
+
||ପ୍ରଥମେ, ସ୍ୱାପିଂ କରିବା ପୂର୍ବରୁ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
 +
 
 
|-
 
|-
| 04:04
+
|04:04
|| ଏହାପରେ “ସ୍ୱାପ୍‍” ଫଙ୍କସନ୍‍ କଲ୍‍ କରିବା
+
||ଏହାପରେ “ସ୍ୱାପ୍‍” ଫଙ୍କସନ୍‍ କଲ୍‍ କରିବା
 +
 
 
|-
 
|-
| 04:06
+
|04:06
|| ଆଉ ତାହାପରେ ସ୍ୱାପିଂ ପରର ଭାଲ୍ୟୁସ୍ ପ୍ରିଣ୍ଟ କରିବା
+
||ଆଉ ତାହାପରେ ସ୍ୱାପିଂ ପରର ଭାଲ୍ୟୁସ୍ ପ୍ରିଣ୍ଟ କରିବା
 +
 
 
|-
 
|-
| 04:10
+
|04:10
|| ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
+
||ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
 +
 
 
|-
 
|-
| 04:13
+
|04:13
|| ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ କରିବା
+
||ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ କରିବା
 +
 
 
|-
 
|-
| 04:16
+
|04:16
|| ଆମ ଟର୍ମିନାଲକୁ ଫେରିଯିବା
+
||ଆମ ଟର୍ମିନାଲକୁ ଫେରିଯିବା
 +
 
 
|-
 
|-
| 04:19
+
|04:19
|| କମ୍ପାଇଲ କରିବା ପାଇଁ '''gcc ସ୍ପେସ୍ callbyref ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ ref''' ଟାଇପ୍ କରି ଏଣ୍ଟର୍ ଦବାନ୍ତୁ
+
||କମ୍ପାଇଲ କରିବା ପାଇଁ '''gcc ସ୍ପେସ୍ callbyref ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ ref''' ଟାଇପ୍ କରି ଏଣ୍ଟର୍ ଦବାନ୍ତୁ
 +
 
 
|-
 
|-
| 04:29
+
|04:29
|| ଏବେ “ଡଟ୍ ସ୍ଲାସ୍ ref” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
+
||ଏବେ “ଡଟ୍ ସ୍ଲାସ୍ ref” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 04:33
+
|04:33
|| ଆମେ “ଏଣ୍ଟର୍ ଦ ଭାଲ୍ୟୁସ୍” ଦେଖିବା, ମୁଁ ୬ ଏବଂ ୪ ଏଣ୍ଟର୍ କରିବି
+
||ଆମେ “ଏଣ୍ଟର୍ ଦ ଭାଲ୍ୟୁସ୍” ଦେଖିବା, ମୁଁ ୬ ଏବଂ ୪ ଏଣ୍ଟର୍ କରିବି
 +
 
 
|-
 
|-
| 04:40
+
|04:40
|| ଆଉଟପୁଟ ପ୍ରଦର୍ଶିତ ହେବ: Before swapping 6 and 4
+
||ଆଉଟପୁଟ ପ୍ରଦର୍ଶିତ ହେବ: Before swapping 6 and 4
 +
 
 
|-
 
|-
| 04:44
+
|04:44
 
||After swapping 4 and 6.
 
||After swapping 4 and 6.
 +
 
|-
 
|-
| 04:48
+
|04:48
|| ଏବେ ଦେଖନ୍ତୁ ସମାନ ପ୍ରୋଗ୍ରାମ୍ କୁ C++ ରେ କେମିତି ଏକଜେକ୍ୟୁଟ୍ କରାଯାଏ
+
||ଏବେ ଦେଖନ୍ତୁ ସମାନ ପ୍ରୋଗ୍ରାମ୍ କୁ C++ ରେ କେମିତି ଏକଜେକ୍ୟୁଟ୍ କରାଯାଏ
 +
 
 
|-
 
|-
| 04:53
+
|04:53
|| ମୋ ପାଖରେ କୋଡ୍ ଅଛି, ଆସନ୍ତୁ ଦେଖିବା
+
||ମୋ ପାଖରେ କୋଡ୍ ଅଛି, ଆସନ୍ତୁ ଦେଖିବା
 +
 
 
|-
 
|-
| 04:57
+
|04:57
|| ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ ହେଉଛି ଦ୍ୱିତୀୟ ପ୍ରୋଗ୍ରାମ୍
+
||ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ ହେଉଛି ଦ୍ୱିତୀୟ ପ୍ରୋଗ୍ରାମ୍
 +
 
 
|-
 
|-
| 05:01
+
|05:01
|| ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା '''callbyref.cpp''
+
||ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା '''callbyref.cpp''
 +
 
 
|-
 
|-
| 05:06
+
|05:06
|| କୋଡ୍ ମାଧ୍ୟମରେ ଯିବା
+
||କୋଡ୍ ମାଧ୍ୟମରେ ଯିବା
 +
 
 
|-
 
|-
| 05:08
+
|05:08
|| '''iostream''' ହେଉଛି ଆମ ହେଡର୍ ଫାଇଲ୍
+
||'''iostream''' ହେଉଛି ଆମ ହେଡର୍ ଫାଇଲ୍
 +
 
 
|-
 
|-
| 05:12
+
|05:12
|| ଏଠାରେ ଆମେ '''std namespace''' ବ୍ୟବହାର କରୁଛୁ
+
||ଏଠାରେ ଆମେ '''std namespace''' ବ୍ୟବହାର କରୁଛୁ
 +
 
 
|-
 
|-
| 05:16
+
|05:16
|| C++ରେ ଫଙ୍କସନ୍‍ ଡିକ୍ଲାରେସନ ସମାନ ଅଟେ
+
||C++ରେ ଫଙ୍କସନ୍‍ ଡିକ୍ଲାରେସନ ସମାନ ଅଟେ
 +
 
 
|-
 
|-
| 05:19
+
|05:19
|| ଏଥିରେ ଆମେ ଆମ୍ପର୍ସେଣ୍ଡ x ଏବଂ ଆମ୍ପର୍ସେଣ୍ଡ y ରୂପେ ଆର୍ଗୁମେଣ୍ଟସ୍‍ ପାସ୍‍ କରିବା
+
||ଏଥିରେ ଆମେ ଆମ୍ପର୍ସେଣ୍ଡ x ଏବଂ ଆମ୍ପର୍ସେଣ୍ଡ y ରୂପେ ଆର୍ଗୁମେଣ୍ଟସ୍‍ ପାସ୍‍ କରିବା
 +
 
 
|-
 
|-
| 05:25
+
|05:25
|| ଏହା x ଓ y ର ମେମୋରୀ ଆଡ୍ରେସ୍‍ ଦେବ
+
||ଏହା x ଓ y ର ମେମୋରୀ ଆଡ୍ରେସ୍‍ ଦେବ
 +
 
 
|-
 
|-
| 05:29
+
|05:29
|| ଏହାପରେ ଆମେ ଭାଲ୍ୟୁକୁ ସ୍ୱାପ୍‍ କରିବା
+
||ଏହାପରେ ଆମେ ଭାଲ୍ୟୁକୁ ସ୍ୱାପ୍‍ କରିବା
 +
 
 
|-
 
|-
| 05:32
+
|05:32
|| ଅବଶିଷ୍ଟ କୋଡ୍ ଆମ C କୋଡ୍ ଭଳି ସମାନ ଅଟେ
+
||ଅବଶିଷ୍ଟ କୋଡ୍ ଆମ C କୋଡ୍ ଭଳି ସମାନ ଅଟେ
 +
 
 
|-
 
|-
| 05:36
+
|05:36
|| '''printf''' ଷ୍ଟେଟମେଣ୍ଟ '''cout''' ଦ୍ୱାରା ରିପ୍ଲେସ୍ ହୁଏ ଏବଂ '''scanf''' ଷ୍ଟେଟମେଣ୍ଟ '''cin''' ଦ୍ୱାରା ରିପ୍ଲେସ୍ ହୁଏ
+
||'''printf''' ଷ୍ଟେଟମେଣ୍ଟ '''cout''' ଦ୍ୱାରା ରିପ୍ଲେସ୍ ହୁଏ ଏବଂ '''scanf''' ଷ୍ଟେଟମେଣ୍ଟ '''cin''' ଦ୍ୱାରା ରିପ୍ଲେସ୍ ହୁଏ
 +
 
 
|-
 
|-
| 05:44
+
|05:44
|| ବର୍ତ୍ତମାନ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା | ଟର୍ମିନାଲକୁ ଫେରିଚାଲନ୍ତୁ
+
||ବର୍ତ୍ତମାନ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା | ଟର୍ମିନାଲକୁ ଫେରିଚାଲନ୍ତୁ
 +
 
 
|-
 
|-
| 05:48
+
|05:48
|| କମ୍ପାଇଲ୍‍ କରିବା ପାଇଁ '''g++ ସ୍ପେସ୍ callbyref.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ ref1''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
+
||କମ୍ପାଇଲ୍‍ କରିବା ପାଇଁ '''g++ ସ୍ପେସ୍ callbyref.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ ref1''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 06:00
+
|06:00
|| ଏବେ “ଡଟ୍ ସ୍ଲାସ୍ ref1” ଟାଇପ୍ କରନ୍ତୁ | ଏଣ୍ଟର୍ ଦାବନ୍ତୁ
+
||ଏବେ “ଡଟ୍ ସ୍ଲାସ୍ ref1” ଟାଇପ୍ କରନ୍ତୁ | ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 06:05
+
|06:05
|| ଏଠାରେ ଏହା ପ୍ରଦର୍ଶିତ ହୁଏ:
+
||ଏଠାରେ ଏହା ପ୍ରଦର୍ଶିତ ହୁଏ:
 +
 
 
|-
 
|-
| 06:07
+
|06:07
 
||Enter values of a and b
 
||Enter values of a and b
 +
 
|-
 
|-
| 06:10
+
|06:10
|| ମୁଁ ୪ ଓ ୩ ଏଣ୍ଟର୍‍ କରିବି
+
||ମୁଁ ୪ ଓ ୩ ଏଣ୍ଟର୍‍ କରିବି
 +
 
 
|-
 
|-
| 06:13
+
|06:13
|| ଆଉଟପୁଟ୍‍ ପ୍ରଦର୍ଶିତ ହେଲା
+
||ଆଉଟପୁଟ୍‍ ପ୍ରଦର୍ଶିତ ହେଲା
 +
 
 
|-
 
|-
| 06:15
+
|06:15
 
||'''Before swapping a and b 4 and 3'''
 
||'''Before swapping a and b 4 and 3'''
 +
 
|-
 
|-
| 06:19
+
|06:19
 
||'''After swapping a and b  3 and 4'''
 
||'''After swapping a and b  3 and 4'''
 +
 
|-
 
|-
| 06:23
+
|06:23
|| ଏହା ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
+
||ଏହା ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
|-
+
 
| 06:26
+
|| ସ୍ଲାଇଡ୍ସକୁ ଫେରିଚାଲନ୍ତୁ
+
 
|-
 
|-
| 06:30
+
|06:26
|| ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
+
||ସ୍ଲାଇଡ୍ସକୁ ଫେରିଚାଲନ୍ତୁ
 +
 
 
|-
 
|-
| 06:32
+
|06:30
|| ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ
+
||ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
 +
 
 
|-
 
|-
| 06:34
+
|06:32
|| ଏବଂ ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ
+
||ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ
 +
 
 
|-
 
|-
| 06:37
+
|06:34
|| ଏକ ଆସାଇନମେଣ୍ଟ ଭାବେ
+
||ଏବଂ ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ
 +
 
 
|-
 
|-
| 06:38
+
|06:37
|| C++ରେ କଲ୍‍  ବାଏ ଭାଲ୍ୟୁ ବ୍ୟବହାର କରି
+
||ଏକ ଆସାଇନମେଣ୍ଟ ଭାବେ,C++ରେ କଲ୍‍  ବାଏ ଭାଲ୍ୟୁ ବ୍ୟବହାର କରି
 +
 
 
|-
 
|-
| 06:42
+
|06:42
|| ଗୋଟିଏ ସଂଖ୍ୟାର ଘନ ଗଣନା କରିବା ପାଇଁ ଏକ ସମାନ ପ୍ରୋଗ୍ରାମ୍ ଲେଖନ୍ତୁ
+
||ଗୋଟିଏ ସଂଖ୍ୟାର ଘନ ଗଣନା କରିବା ପାଇଁ ଏକ ସମାନ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 06:46
+
|06:46
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
+
||ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
 +
 
 
|-
 
|-
| 06:49
+
|06:49
|| ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
||ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 06:52
+
|06:52
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍  ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍  ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 +
 
 
|-
 
|-
| 06:56
+
|06:56
|| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
+
||ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
 +
 
 
|-
 
|-
| 06:58
+
|06:58
|| ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
||ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|07:01
 
|07:01
|| ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
||ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 07:05
+
|07:05
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
+
||ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 07:11
+
|07:11
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
+
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
 
|-
 
|-
| 07:15
+
|07:15
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 07:23
+
|07:23
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 07:27
+
|07:27
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
 
|-
 
|-
| 07:31
+
|07:31
|| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
||ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 17:38, 3 April 2017

Time Narration
00:01 “C ଓ C++ ରେ ଫଙ୍କସନ୍‍ କଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଫଙ୍କସନ୍‍ କଲ୍‍ ର ପ୍ରକାର ବିଷୟରେ ଶିଖିବା, ଯେପରି-
00:13 କଲ୍‍ ବାଏ ଭାଲ୍ୟୁ,କଲ୍‍ ବାଏ ରେଫରେନ୍ସ
00:16 ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
00:19 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ ୧୧.୧୦,
00:26 “gcc” ଏବଂ “g++” କମ୍ପାଇଲର୍‍ ଭର୍ସନ୍‍ ୪.୬.୧
00:31 ଆସନ୍ତୁ “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ”ର ପରିଚୟ ସହିତ ଆରମ୍ଭ କରିବା
00:35 ଏହା ଫଙ୍କସନ୍‍ ରେ “ଆର୍ଗୁମେଣ୍ଟସ୍‍” ପାସ୍‍ କରିବାର ଏକ ପଦ୍ଧତି
00:40 ଯେତେବେଳେ ଭାଲ୍ୟୁ ଦ୍ୱାରା ଭେରିଏବଲ୍‍ ପାସ୍‍ କରୁ, ଏହା ଭେରିଏବଲ୍‍ର ଏକ କପି ତିଆରି କରେ
00:45 ଫଙ୍କସନ୍‍ ରେ ପାସ୍‍ କରିବା ପୂର୍ବରୁ
00:48 ଫଙ୍କସନ୍‍ ଭିତରେ କରାଯାଇଥିବା ଆର୍ଗୁମେଣ୍ଟସ୍‍ ରେ ପରିବର୍ତ୍ତନ ଫଙ୍କସନ୍‍ ରେ ହିଁ ରହିବ
00:54 ଏହା ଫଙ୍କସନ୍‍ ବାହାରେ ପ୍ରଭାବିତ ହେବନାହିଁ
00:58 “ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ” ଉପରେ ପ୍ରୋଗ୍ରାମ୍ ଦେଖନ୍ତୁ
01:02 ମୁଁ ଏଡିଟରରେ ଟାଇପ୍‍ କରିସାରିଥିବା ପ୍ରୋଗ୍ରାମ୍‍ କୁ ଖୋଲିବି
01:08 ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା “କଲ୍‍ ବାଏଭାଲ ଡଟ୍ ସି” (callbyval.c)
01:13 ଏହି ପ୍ରୋଗ୍ରାମ୍‍ ରେ ଆମେ, ସଂଖ୍ୟାର ଘନକୁ ଗଣନା କରିବା | ଏବେ ମୁଁ କୋଡ୍ ବୁଝାଉଛି
01:19 ଏହା ହେଉଛି ଆମର “ହେଡର୍ ଫାଇଲ୍”
01:21 ଏଠାରେ “କ୍ୟୁବ୍‍” ଫଙ୍କସନ୍‍ ଅଛି ଯାହାର “int x” ଭଳି ଏକ “ଆର୍ଗୁମେଣ୍ଟ” ରହିଛି
01:27 ଏହି ଫଙ୍କସନ୍‍ ରେ ଆମେ “ଏକ୍ସ”ର କ୍ୟୁବ୍ ଗଣନା କରିବା ଏବଂ “ଏକ୍ସ”ର ଭାଲ୍ୟୁ ରିଟର୍ନ କରିବା
01:33 ଏହା ହେଉଛି ଆମର “ମେନ୍() ଫଙ୍କସନ୍‍ ”
01:36 ଏଠାରେ ଆମେ “n”ର ଭାଲ୍ୟୁ “୮” ଦେଉ, “n” ଏକ ଇଣ୍ଟିଜର୍‍ ଭେରିଏବଲ୍‍ ଅଟେ
01:43 ତାହାପରେ ଆମେ “କ୍ୟୁବ୍” ଫଙ୍କସନ୍‍ କଲ୍‍ କରିବା
01:45 ଏବଂ “n” ର ଭାଲ୍ୟୁ ଓ “n” ର ଘନ ପ୍ରିଣ୍ଟ କରିବା
01:49 ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
01:52 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା
01:54 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍‍ ୱିଣ୍ଡୋ ଖୋଲନ୍ତୁ
02:02 କମ୍ପାଇଲ କରିବା ପାଇଁ, gcc ସ୍ପେସ୍ callbyval.c ସ୍ପେସ୍ ହାଇଫେନ୍ o ସ୍ପେସ୍ val ଟାଇପ୍ କରି ଏଣ୍ଟର୍‍ ଦାବନ୍ତୁ
02:12 ଏବେ, “ଡଟ୍ ସ୍ଲାସ୍ ଭାଲ୍‍ (./val)” ଟାଇପ୍ କରି “ଏଣ୍ଟର୍” ଦବାନ୍ତୁ
02:16 ଆଉଟପୁଟ୍‍ ଏହିପରି ଡିସପ୍ଲେ ହେବ: Cube of 8 is 512.
02:23 ବର୍ତ୍ତମାନ “ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ” ଦେଖିବା
02:26 ଆମ ସ୍ଲାଇଡ୍ସକୁ ଫେରିଯିବା
02:29 ଏହା, ଫଙ୍କସନ୍‍ କୁ “ଆର୍ଗୁମେଣ୍ଟ” ପାସ୍‍ କରିବାର ଅନ୍ୟଏକ ପ୍ରଣାଳୀ ଅଟେ
02:33 ଏହି ପ୍ରଣାଳୀ ଭାଲ୍ୟୁ ବଦଳରେ ଆର୍ଗୁମେଣ୍ଟ ର ଆଡ୍ରେସ୍‍ କପି କରେ
02:39 ଫଙ୍କସନ୍‍ ଭିତରେ ଆର୍ଗୁମେଣ୍ଟରେ କରାଯାଇଥିବା ପରିବର୍ତ୍ତନ, ସେଗୁଡ଼ିକୁ ବାହାରେ ପ୍ରଭାବିତ କରିପାରେ
02:45 ଏଥିରେ ଆର୍ଗୁମେଣ୍ଟସକୁ ପଏଣ୍ଟର୍ ଟାଇପ୍ ରୂପେ ଘୋଷିତ କରିବା ଆବଶ୍ୟକ ଅଛି
02:50 “ଫଙ୍କସନ୍ କଲ୍ ବାଏ ରେଫରେନ୍ସ” ଉପରେ ଏକ ଉଦାହରଣ ଦେଖିବା
02:54 ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା callbyref.c
02:59 stdio.h ହେଉଛି ଆମର ହେଡର୍ ଫାଇଲ୍
03:03 ଆମ ପାଖରେ “ସ୍ୱାପ୍” ଫଙ୍କସନ୍ ଅଛି
03:06 ଏହି ଫଙ୍କସନ୍, ଭେରିଏବଲ୍ସ ର ଭାଲ୍ୟୁ ବଦଳାଇବ
03:10 'a'ର ଭାଲ୍ୟୁ 'b' ଭାଲ୍ୟୁରେ ଏବଂ ଓଲଟା କ୍ରମରେ ଷ୍ଟୋର୍ ହେବ
03:15 ଦେଖନ୍ତୁ, ଫଙ୍କସନ୍ କୁ ପାସ୍ କରାଯାଇଥିବା “ଆର୍ଗୁମେଣ୍ଟସ୍” “ପଏଣ୍ଟର୍ ଟାଇପ୍” ଅଟେ
03:21 ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ t ଘୋଷିତ କରିଛୁ
03:25 ପ୍ରଥମେ, “a” ର ଭାଲ୍ୟୁ “t” ରେ ଷ୍ଟୋର୍‍ ହୁଏ
03:28 ତାହାପରେ “b” ର ଭାଲ୍ୟୁ “a” ରେ ଷ୍ଟୋର୍ ହୁଏ
03:32 ଓ ପରେ “t” ର ଭାଲ୍ୟୁ “b” ରେ ଷ୍ଟୋର୍ ହୁଏ
03:37 ଏହିଭଳି, ଭାଲ୍ୟୁ ଗୁଡ଼ିକ ପରିବର୍ତ୍ତିତ ହୁଏ
03:40 ଏହା ହେଉଛି ଆମର “ମେନ୍()” ଫଙ୍କସନ୍‍
03:42 ଏଠାରେ ଆମେ ଦୁଇଟି ଇଣ୍ଟିଜର୍‍ ଭେରିଏବଲ୍‍, i ଓ j ଘୋଷିତ କରିଛୁ
03:49 ଏହାପରେ ଆମେ ୟୁଜର୍‍ ଇନପୁଟ୍‍ ଭାବେ, i ଓ j ର ଭାଲ୍ୟୁ ନେଉ
03:53 ଆମ୍ପର୍ସେଣ୍ଡ i (&i) ଏବଂ ଆମ୍ପର୍ସେଣ୍ଡ j (&j), i ଓ j ର ମେମୋରୀ ଆଡ୍ରେସ୍‍ ଦେବେ
03:59 ପ୍ରଥମେ, ସ୍ୱାପିଂ କରିବା ପୂର୍ବରୁ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା
04:04 ଏହାପରେ “ସ୍ୱାପ୍‍” ଫଙ୍କସନ୍‍ କଲ୍‍ କରିବା
04:06 ଆଉ ତାହାପରେ ସ୍ୱାପିଂ ପରର ଭାଲ୍ୟୁସ୍ ପ୍ରିଣ୍ଟ କରିବା
04:10 ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
04:13 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ କରିବା
04:16 ଆମ ଟର୍ମିନାଲକୁ ଫେରିଯିବା
04:19 କମ୍ପାଇଲ କରିବା ପାଇଁ gcc ସ୍ପେସ୍ callbyref ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ ref ଟାଇପ୍ କରି ଏଣ୍ଟର୍ ଦବାନ୍ତୁ
04:29 ଏବେ “ଡଟ୍ ସ୍ଲାସ୍ ref” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:33 ଆମେ “ଏଣ୍ଟର୍ ଦ ଭାଲ୍ୟୁସ୍” ଦେଖିବା, ମୁଁ ୬ ଏବଂ ୪ ଏଣ୍ଟର୍ କରିବି
04:40 ଆଉଟପୁଟ ପ୍ରଦର୍ଶିତ ହେବ: Before swapping 6 and 4
04:44 After swapping 4 and 6.
04:48 ଏବେ ଦେଖନ୍ତୁ ସମାନ ପ୍ରୋଗ୍ରାମ୍ କୁ C++ ରେ କେମିତି ଏକଜେକ୍ୟୁଟ୍ କରାଯାଏ
04:53 ମୋ ପାଖରେ କୋଡ୍ ଅଛି, ଆସନ୍ତୁ ଦେଖିବା
04:57 ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ ହେଉଛି ଦ୍ୱିତୀୟ ପ୍ରୋଗ୍ରାମ୍
05:01 ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା 'callbyref.cpp
05:06 କୋଡ୍ ମାଧ୍ୟମରେ ଯିବା
05:08 iostream ହେଉଛି ଆମ ହେଡର୍ ଫାଇଲ୍
05:12 ଏଠାରେ ଆମେ std namespace ବ୍ୟବହାର କରୁଛୁ
05:16 C++ରେ ଫଙ୍କସନ୍‍ ଡିକ୍ଲାରେସନ ସମାନ ଅଟେ
05:19 ଏଥିରେ ଆମେ ଆମ୍ପର୍ସେଣ୍ଡ x ଏବଂ ଆମ୍ପର୍ସେଣ୍ଡ y ରୂପେ ଆର୍ଗୁମେଣ୍ଟସ୍‍ ପାସ୍‍ କରିବା
05:25 ଏହା x ଓ y ର ମେମୋରୀ ଆଡ୍ରେସ୍‍ ଦେବ
05:29 ଏହାପରେ ଆମେ ଭାଲ୍ୟୁକୁ ସ୍ୱାପ୍‍ କରିବା
05:32 ଅବଶିଷ୍ଟ କୋଡ୍ ଆମ C କୋଡ୍ ଭଳି ସମାନ ଅଟେ
05:36 printf ଷ୍ଟେଟମେଣ୍ଟ cout ଦ୍ୱାରା ରିପ୍ଲେସ୍ ହୁଏ ଏବଂ scanf ଷ୍ଟେଟମେଣ୍ଟ cin ଦ୍ୱାରା ରିପ୍ଲେସ୍ ହୁଏ
05:44 ବର୍ତ୍ତମାନ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍‍ କରିବା | ଟର୍ମିନାଲକୁ ଫେରିଚାଲନ୍ତୁ
05:48 କମ୍ପାଇଲ୍‍ କରିବା ପାଇଁ g++ ସ୍ପେସ୍ callbyref.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ ref1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
06:00 ଏବେ “ଡଟ୍ ସ୍ଲାସ୍ ref1” ଟାଇପ୍ କରନ୍ତୁ | ଏଣ୍ଟର୍ ଦାବନ୍ତୁ
06:05 ଏଠାରେ ଏହା ପ୍ରଦର୍ଶିତ ହୁଏ:
06:07 Enter values of a and b
06:10 ମୁଁ ୪ ଓ ୩ ଏଣ୍ଟର୍‍ କରିବି
06:13 ଆଉଟପୁଟ୍‍ ପ୍ରଦର୍ଶିତ ହେଲା
06:15 Before swapping a and b 4 and 3
06:19 After swapping a and b 3 and 4
06:23 ଏହା ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
06:26 ସ୍ଲାଇଡ୍ସକୁ ଫେରିଚାଲନ୍ତୁ
06:30 ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
06:32 ଫଙ୍କସନ୍‍ କଲ୍‍ ବାଏ ଭାଲ୍ୟୁ
06:34 ଏବଂ ଫଙ୍କସନ୍‍ କଲ୍‍ ବାଏ ରେଫରେନ୍ସ
06:37 ଏକ ଆସାଇନମେଣ୍ଟ ଭାବେ,C++ରେ କଲ୍‍ ବାଏ ଭାଲ୍ୟୁ ବ୍ୟବହାର କରି
06:42 ଗୋଟିଏ ସଂଖ୍ୟାର ଘନ ଗଣନା କରିବା ପାଇଁ ଏକ ସମାନ ପ୍ରୋଗ୍ରାମ୍ ଲେଖନ୍ତୁ
06:46 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
06:49 ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:52 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
06:56 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
06:58 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:01 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:05 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:31 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep