C-and-Cpp/C3/Strings/Oriya

From Script | Spoken-Tutorial
Revision as of 11:18, 4 April 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 C ଓ C++ରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା:
00:08 *Strings କ’ଣ
00:10 * Stringର ଘୋଷଣା
00:13 * Stringର ଇନିସିଆଲାଇଜେସନ୍
00:15 * String ଉପରେ କିଛି ଉଦାହରଣ
00:17 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:25 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.04,
00:29 gcc ଏବଂ g++ Compiler ଭର୍ସନ୍ 4.6.1
00:35 stringର ପରିଚୟରୁ ଆରମ୍ଭ କରିବା
00:38 String ହେଉଛି କ୍ୟାରେକ୍ଟର୍ସର ଏକ ସିକ୍ୱେନ୍ସ, ଯାହାକୁ ସିଙ୍ଗଲ୍ ଡାଟା ଆଇଟମ୍ ଭାବେ ଟ୍ରିଟ୍ କରାଯାଏ
00:44 Size of string = length of string + 1.
00:49 string କେମିତି ଘୋଷିତ କରାଯାଏ, ଦେଖିବା
00:52 ଏଥିପାଇଁ ସିଣ୍ଟାକ୍ସ ହେଉଛି
00:55 char, stringର ନାମ ଓ size
00:59 char ହେଉଛି ଡାଟା ଟାଇପ୍, name of the string ହେଉଛି stringର ନାମ ଓ ଆମେ ଏଠାରେ ସାଇଜ୍ ଦେଇପାରିବା
01:06 ଉଦାହରଣସ୍ୱରୂପ: ଏଠାରେ ଆମେ size 10 ସହିତ character string names ଘୋଷିତ କରିଛେ
01:13 ଏବେ ଆମେ ଏକ ଉଦାହରଣ ଦେଖିବା
01:15 ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
01:19 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି string.c
01:23 ଏହି ପ୍ରୋଗ୍ରାମ୍ରେ, ଆମେ ୟୁଜର୍ ଠାରୁ ଇନପୁଟ୍ ଭାବେ ଏକ string ନେଇ ତାକୁ ପ୍ରିଣ୍ଟ୍ କରିବା
01:29 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
01:32 ଏଗୁଡ଼ିକ ହେଉଛି ଆମ ହେଡର୍ ଫାଇଲ୍ସ
01:34 ଏଠାରେ string ୟୁଟିଲିଟିଜ୍ ହ୍ୟାଣ୍ଡଲିଙ୍ଗ୍ ର ଡିକ୍ଲାରେସନ୍ସ, ଫଙ୍କସନ୍ସ, କନଷ୍ଟାଣ୍ଟକୁ string.h ମିଶାଏ
01:43 ଯେବେବି ଆମେ string functions ଉପରେ କାମ କରିବା ଏହି ହେଡର୍ ଫାଇଲ୍କୁ ମିଶାଇବା ଉଚିତ
01:47 ଏହା ହେଉଛି main() ଫଙ୍କସନ୍
01:49 ଏଠାରେ ଆମେ ସାଇଜ୍ 30 ସହ string strname ଘୋଷିତ କରୁଛେ
01:55 ଏଠାରେ ଆମେ ୟୁଜର୍ ଠାରୁ ଏକ string ଗ୍ରହଣ କରୁଛେ
01:58 ଏକ stringକୁ ପଢ଼ିବା ପାଇଁ ଆମେ, ଫର୍ମାଟ୍ ସ୍ପେସିଫାୟର୍ %s ସହିତ scanf() ଫଙ୍କସନ୍ ବ୍ୟବହାର କରିପାରିବା
02:05 ଷ୍ଟ୍ରିଙ୍ଗ୍ ସହ ସ୍ପେସ୍ ମିଶାଇବା ପାଇଁ ଆମେ caret sign ଏବଂ \n (ବ୍ୟାକସ୍ଲାଶ୍ n) ବ୍ୟବହାର କରୁଛେ
02:11 ଏହାପରେ string ପ୍ରିଣ୍ଟ୍ କରିବା
02:13 ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ
02:16 ଏବେ ସେଭ୍ କ୍ଲିକ୍ କରନ୍ତୁ
02:18 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:20 କୀ’ବୋର୍ଡରେ ଏକକାଳୀନ Ctrl, Alt ଏବଂ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:30 କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ string.c ସ୍ପେସ୍ -o ସ୍ପେସ୍ str ଟାଇପ୍ କରନ୍ତୁ
02:37 ଏଣ୍ଟର ଦାବନ୍ତୁ
02:40 ଏକଜେକ୍ୟୁଟ୍ କରିବା ପାଇଁ, ./str (ଡଟ୍ ସ୍ଲାସ୍ str) ଟାଇପ୍ କରନ୍ତୁ
02:43 ଏବେ ଏଣ୍ଟର ଦାବନ୍ତୁ
02:46 ଏଠାରେ Enter the string ଡିସପ୍ଲେ ହେବ
02:49 ମୁଁ "Talk To A Teacher" ଟାଇପ୍ କରିବି
02:56 ଏବେ ଏଣ୍ଟର ଦାବନ୍ତୁ
02:58 ଆଉଟପୁଟ୍ The string is Talk To A Teacher ଭାବେ ପ୍ରଦର୍ଶିତ ହେବ
03:03 ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
03:06 ଏପର୍ଯ୍ୟନ୍ତ ଆମେ ଏକ stringର ଡିକ୍ଲାରେସନ୍ ବିଷୟରେ ଆଲୋଚନା କଲେ
03:10 ଏବେ string କେମିତି ଇନିସିଆଲାଇଜ୍ କରାଯାଏ, ଆଲୋଚନା କରିବା
03:13 ଏଥିପାଇଁ ସିଣ୍ଟାକ୍ସ ହେଉଛି,
03:16 char var_name[size] = “string”;
03:20 ଉଦାହରଣ: ଏଠାରେ ଆମେ ସାଇଜ୍ 10 ସହ ଏକ character string “names” ଡିକ୍ଲାୟାର୍ କରିଛେ ତଥା string ହେଉଛି “Priya”
03:28 ଆଉଏକ ସିଣ୍ଟାକ୍ସ ହେଉଛି,
03:31 char var_name[ ] = {'S', 't', 'r', 'i', 'n', 'g'} ସିଙ୍ଗଲ୍ କ୍ୱୋଟ୍ସରେ
03:36 ଉଦାହରଣ: char names[10] = {'P', 'r', 'i', 'y', 'a'} ସିଙ୍ଗଲ କ୍ୱୋଟ୍ସରେ
03:42 ପ୍ରଥମ ସିଣ୍ଟାକ୍ସ କେମିତି ବ୍ୟବହାର କରାଯାଏ, ଏକ ଉଦାହରଣ ସହ ଦେଖିବା
03:48 ଏଡିଟର୍କୁ ଫେରିଆସନ୍ତୁ. ଆମେ ସମାନ ଉଦାହରଣ ବ୍ୟବହାର କରିବା
03:52 ପ୍ରଥମେ କୀ’ବୋର୍ଡରେ ଏକକାଳୀନ shift, ctrl ଏବଂ s କୀ ଦାବନ୍ତୁ
03:58 ଏବେ stringinitialize ନାମରେ ଫାଇଲ୍ କୁ ସେଭ୍ କରନ୍ତୁ
04:03 ସେଭ୍ କ୍ଲିକ୍ କରନ୍ତୁ
04:06 string ଇନିସିଆଲାଇଜ୍ କରିବା
04:08 ତେଣୁ ପଞ୍ଚମ ଧାଡ଼ିରେ, ଟାଇପ୍ କରନ୍ତୁ
04:11 = and ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ “Spoken-Tutorial”;
04:20 ସେଭ୍ ରେ କ୍ଲିକ୍ କରନ୍ତୁ
04:22 ଏବେ ଏହି ଦୁଇ ଲାଇନ୍କୁ କାଢ଼ିଦିଅନ୍ତୁ, କାରଣ ଆମେ କେବଳ stringକୁ ପ୍ରିଣ୍ଟ୍ କରିବାକୁ ଯାଉଛେ
04:27 ସେଭ୍ ରେ କ୍ଲିକ୍ କରନ୍ତୁ
04:30 ଏକଜେକ୍ୟୁଟ୍ କରିବା
04:31 terminalକୁ ଫେରିଆସନ୍ତୁ
04:33 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
04:35 gcc ସ୍ପେସ୍ stringinitialize.c ସ୍ପେସ୍ -o ସ୍ପେସ୍ str2
04:44 ଏଠାରେ str2 ଅଛି, କାରଣ string.c ଫାଇଲ୍ ପାଇଁ ଆମେ ଆଉଟପୁଟ୍ ପାରାମିଟର str କୁ ଓଭର୍ରାଇଟ୍ କରିବାକୁ ଚାହୁଁନେ
04:54 ଏବେ ଏଣ୍ଟର ଦାବନ୍ତୁ
04:56 ଏକଜେକ୍ୟୁଟ୍ କରିବା ପାଇଁ ./str2 (ଡଟ୍ ସ୍ଲାସ୍ str2) ଟାଇପ୍ କରନ୍ତୁ
05:00 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: "The string is Spoken-Tutorial"
05:06 ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
05:09 ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
05:11 ଧରନ୍ତୁ, ଏଠାରେ stringର ବନାନକୁ ଆମେ sting ଭାବେ ଟାଇପ୍ କରିବା
05:16 ସେଭ୍ ରେ କ୍ଲିକ୍ କରନ୍ତୁ
05:18 ଏକଜେକ୍ୟୁଟ୍ କରିବା
05:19 terminalକୁ ଫେରିଆସନ୍ତୁ
05:21 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
05:23 ଏକ ଫେଟାଲ୍ ଏରର୍ ଦେଖାଦେବ
05:25 sting.h: No such file or directory
05:28 compilation terminated
05:30 ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
05:32 ଏହାର କାରଣ ହେଉଛି, କମ୍ପାଇଲର୍ sting.h ନାମରେ ହେଡର୍ ଫାଇଲ୍ ଖୋଜିପାରୁନାହିଁ
05:39 ତେଣୁ ଏହା ଏରର୍ ଦେଉଛି
05:41 ଏରର୍ ଫିକ୍ସ କରିବା
05:43 ଏଠାରେ r ଟାଇପ୍ କରନ୍ତୁ
05:45 ଏବେ ସେଭ୍ ରେ କ୍ଲିକ୍ କରନ୍ତୁ
05:46 ପୁଣି ଏକଜେକ୍ୟୁଟ୍ କରିବା
05:47 ଆମ terminalକୁ ଫେରିଆସନ୍ତୁ
05:50 ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
05:54 ହଁ, ଏହା କାମ କରୁଛି!
05:56 ଏବେ ଅନ୍ୟଏକ ସାଧାରଣ ଏରର୍ ଦେଖିବା
05:59 ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
06:02 ଧରାଯାଉ, ଏଠାରେ ମୁଁ char ସ୍ଥାନରେ int ଟାଇପ୍ କରିବି
06:06 ସେଭ୍ ରେ କ୍ଲିକ୍ କରନ୍ତୁ
06:07 କ’ଣ ଘଟୁଛି ଦେଖିବା
06:09 terminalକୁ ଫେରିଆସନ୍ତୁ
06:11 ପ୍ରମ୍ପ୍ଟ କ୍ଲିୟର୍ କରିବା
06:15 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
06:17 ଏକ ଏରର୍ ଦେଖାଦେବ
06:19 Wide character array initialized from non-wide string
06:24 format %s expects argument of type 'char' but argument 2 has type 'int'
06:32 ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
06:36 ଏହାର କାରଣ ହେଉଛି, ଆମେ string ପାଇଁ format specifier ଭାବେ  %s ବ୍ୟବହାର କରିଛେ
06:42 ଓ ଆମେ ଏକ integer ଡାଟା ଟାଇପ୍ ସାହାଯ୍ୟରେ ଏହାକୁ ଇନିସିଆଲାଇଜ୍ କରୁଛେ
06:47 ଏରର୍ ଫିକ୍ସ କରିବା
06:49 ଏଠାରେ char ଟାଇପ୍ କରନ୍ତୁ
06:51 ସେଭ୍ ରେ କ୍ଲିକ୍ କରନ୍ତୁ
06:53 ଏକଜେକ୍ୟୁଟ୍ କରିବା. terminalକୁ ଫେରିଆସନ୍ତୁ
06:56 ପୂର୍ବ ଭଳି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
07:00 ହଁ, ଏହା କାମ କରୁଛି!
07:03 ଏବେ ଏହି ପ୍ରୋଗ୍ରାମ୍ କୁ C++ରେ କେମିତି ଏକଜେକ୍ୟୁଟ୍ କରାଯାଏ, ଦେଖିବା
07:08 ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
07:11 ଆମ string.c ଫାଇଲ୍ ଖୋଲିବା
07:15 ଏଠାରେ ଆମେ କୋଡ୍ ଏଡିଟ୍ କରିବା
07:18 ପ୍ରଥମେ କୀ’ବୋର୍ଡରେ ଏକକାଳୀନ shift, ctrl ଏବଂ S କୀ ପ୍ରେସ୍ କରନ୍ତୁ
07:25 ଏବେ .cpp (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
07:29 ସେଭ୍ ରେ କ୍ଲିକ୍ କରନ୍ତୁ
07:33 ଏବେ ଆମେ ହେଡର୍ ଫାଇଲ୍ କୁ iostream ଭାବେ ଚେଞ୍ଜ କରିବା
07:38 using statement ମିଶାନ୍ତୁ
07:43 ସେଭ୍ ରେ କ୍ଲିକ୍ କରନ୍ତୁ
07:47 ବର୍ତ୍ତମାନ ଆମେ ଏହି ଘୋଷଣାକୁ ଡିଲିଟ୍ କରି
07:50 ଏକ string variable ଘୋଷଣା କରିବା
07:53 string ସ୍ପେସ୍ strname ଓ ଏକ semicolon ଟାଇପ୍ କରନ୍ତୁ
07:59 ସେଭ୍ ରେ କ୍ଲିକ୍ କରନ୍ତୁ
08:02 printf ଷ୍ଟେଟମେଣ୍ଟ କୁ cout ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
08:07 ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
08:11 scanf ଷ୍ଟେଟମେଣ୍ଟ ଡିଲିଟ୍ କରନ୍ତୁ ଓ getline opening bracket closing bracket ଟାଇପ୍ କରି ବ୍ରାକେଟ୍ ଭିତରେ (cin, strname) ଟାଇପ୍ କରନ୍ତୁ
08:24 ଶେଷରେ semicolon ଟାଇପ୍ କରନ୍ତୁ
08:28 ଏବେ ପୁଣିଥରେ, printf ଷ୍ଟେଟମେଣ୍ଟ କୁ cout ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
08:36 format specifier\n ଡିଲିଟ୍ କରନ୍ତୁ
08:40 ଏବେ comma ଡିଲିଟ୍ କରନ୍ତୁ
08:42 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ, ଏଠାରୁ ବ୍ରାକେଟ୍ ଡିଲିଟ୍ କରନ୍ତୁ
08:49 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ ଓ ଡବଲ୍ କ୍ୱୋଟ୍ସ ଭିତରେ \n ଟାଇପ୍ କରନ୍ତୁ
08:54 ସେଭ୍ ରେ କ୍ଲିକ୍ କରନ୍ତୁ
08:58 ଏଠାରେ ଆମେ ଏକ string variable 'strname' ଘୋଷିତ କରିଛେ
09:03 ଯେହେତୁ ଆମେ C++ ରେ format specifier ବ୍ୟବହାର କରୁନେ, କମ୍ପାଇଲର୍, 'strname' ଏକ string variable ବୋଲି ଜାଣିବା ଉଚିତ
09:13 ଏଠାରେ ଆମେ ଇନପୁଟ୍ କ୍ରମରୁ ଅକ୍ଷର ବାହାର କରିବା ପାଇଁ getline ବ୍ୟବହାର କଲୁ
09:18 ଏହା ସେଗୁଡ଼ିକୁ ଏକ string ଭାବେ ଷ୍ଟୋର୍ କରେ
09:22 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ
09:27 ମୁଁ ପ୍ରମ୍ପ୍ଟ କ୍ଲିୟର୍ କରିଦେଉଛି
09:30 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ
09:32 g++ ସ୍ପେସ୍ string.cpp ସ୍ପେସ୍ -o ସ୍ପେସ୍ str3
09:39 ଏଣ୍ଟର ଦାବନ୍ତୁ
09:41 ଏକଜେକ୍ୟୁଟ୍ କରିବା ପାଇଁ, ./str3 (ଡଟ୍ ସ୍ଲାସ୍ str3) ଟାଇପ୍ କରନ୍ତୁ
09:46 ଏଣ୍ଟର ଦାବନ୍ତୁ
09:47 ଏହା Enter the string ଭାବେ ପ୍ରଦର୍ଶିତ ହେବ
09:50 ମୁଁ Talk To A Teacher ଏଣ୍ଟର କରିବି
09:55 ଏବେ ଏଣ୍ଟର ଦାବନ୍ତୁ
09:57 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
09:59 "The string is Talk To A Teacher"
10:03 ଦେଖନ୍ତୁ, ଆଉଟପୁଟ୍ ଆମ C କୋଡ୍ ପରି ସମାନ ଅଟେ
10:07 ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
10:10 ସଂକ୍ଷିପ୍ତରେ
10:11 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
10:13 *Strings
10:14 *Stringର ଡିକ୍ଲାରେସନ୍
10:16 ଯେପରି: char strname[30]
10:20 * stringର ଇନିସିଆଲାଇଜେସନ୍
10:21 ଯେପରି: char strname[30] = “Talk To A Teacher”
10:26 ଏକ ଆସାଇନ୍ମେଣ୍ଟ୍ ଭାବେ,
10:28 ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି ଏକ string ପ୍ରିଣ୍ଟ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
10:34 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:37 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:46 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:54 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
11:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:04 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:12 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:16 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:20 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep