Blender/C2/Types-of-Windows-Properties-Part-5/Oriya

From Script | Spoken-Tutorial
Revision as of 12:36, 18 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:04 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:08 ଏହି ଟ୍ୟୁଟୋରିଆଲ୍ Blender 2.59ରେ properties window ଉପରେ ପର୍ଯ୍ୟବସିତ ଅଟେ
00:15 ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:28 ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, Properties ୱିଣ୍ଡୋ କ’ଣ;
00:33 Properties ୱିଣ୍ଡୋରେ ଥିବା Texture panel କ’ଣ;
00:38 Properties ୱିଣ୍ଡୋରେ ଥିବା Texture panelର ବିଭିନ୍ନ ସେଟିଙ୍ଗସ ସବୁ କ’ଣ ଅଟେ ଆମେ ଶିଖିବା
00:45 Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
00:50 ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
00:58 ସ୍କ୍ରୀନର ଡାହାଣ ପଟେ Properties ୱିଣ୍ଡୋ ଅବସ୍ଥାନ କରେ
01:04 ପୂର୍ବ ଟ୍ୟୁଟୋରିଆଲରେ Properties windowର ପ୍ରଥମ କିଛି panel ଏବଂ ସେମାନଙ୍କ ସେଟିଙ୍ଗସକୁ ଦେଖିସାରିଛେ
01:11 ଚାଲନ୍ତୁ Properties windowର ପରବର୍ତ୍ତି ପ୍ୟାନେଲକୁ ଦେଖିବା
01:14 ପ୍ରଥମେ, ଆମେ Properties ୱିଣ୍ଡୋକୁ ଭଲ ଭାବେ ଦେଖିବା ଓ ବୁଝିବା ପାଇଁ ରିସାଇଜ୍ କରିବା ଜରୁରୀ ଅଟେ
01:21 Properties ୱିଣ୍ଡୋର ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ
01:29 ବର୍ତ୍ତମାନ ଆପଣ Properties ୱିଣ୍ଡୋରେ ଥିବା ଅପଶନଗୁଡିକୁ ଅତି ପ୍ରାଞ୍ଜଳ ଭାବେ ଦେଖିପାରିବେ
01:34 Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:45 Properties ୱିଣ୍ଡୋର ଉପରିସ୍ଥ ରୋକୁ ଯା’ନ୍ତୁ
01:48 Properties window ଉପରିସ୍ଥ ରୋରେ ଥିବା Checkered Square ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
01:55 ଏହା Texture ପ୍ୟାନେଲ ଅଟେ. ଏଠାରେ ଆପଣ ଆକ୍ଟିଭ୍ ଅବଜେକ୍ଟର ଆକ୍ଟିଭ୍ ମ୍ୟାଟେରିଆଲରେ ଗୋଟିଏ ନୁତନ texture ଯୋଗ କରିପାରିବେ
02:04 Texture ଆଇକନର ଠିକ୍ ତଳେ, ପ୍ରଦର୍ଶିତ ଲିଙ୍କକୁ ଦେଖିପାରିବେ. Cubeକୁ Whiteକୁ Tex
02:14 ଏହାର ଅର୍ଥ ଯେ ଆକ୍ଟିଭ୍ ଅବଜେକ୍ଟ ହେଉଛି cube. White ହେଉଛି cubeର active material
02:23 Tex ହେଉଛି White ମ୍ୟାଟେରିଆଲର active texture. ଏଠାରେ ତିନୋଟି ପ୍ରକାରର ଟେକ୍ସଚର୍ ଅଛି -
02:32 Material Textures, World Textures ଓ Brush Textures
02:38 ଏହି ଟ୍ୟୁଟୋରିଆଲରେ ଆମେ Material textures ଦେଖିବା
02:42 World textures ଓ Brush textures ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚିତ ହେବ
02:49 ଏହା texture slot box ଅଟେ. ଡିଫଲ୍ଟ ଭାବେ, active material ପାଇଁ ଗୋଟିଏ ଟେକ୍ସଚରକୁ ଏନାବଲ୍ କରାଯାଇଛି. ଏହା blueରେ ହାଇଲାଇଟ୍ ହୋଇଛି
03:00 ହାଇଲାଇଟ୍ ହୋଇଥିବା ଟେକ୍ସଚରର ପୁରା ଡାହାଣ ପଟେ ଥିବା check boxରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ textureଟି ଡିଜାବଲ୍ ହୋଇଯିବ
03:11 check boxରେ ପୁନର୍ବାର ଲେଫ୍ଟ କ୍ଲିକ୍ କରନ୍ତୁ. ଏହା ପୁନର୍ବାର ଏନାବଲ୍ ହୋଇଯିବ. ଚେକ୍ ବକ୍ସ ପରେ ଗୋଟିଏ ଭର୍ଟିକଲ୍ ସ୍କ୍ରୋଲ୍ ବାର୍ ଅଛି
03:25 vertical scrollରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ. mouseକୁ ତଳ ଆଡକୁ ଡ୍ରାଗ୍ କରନ୍ତୁ
03:32 ବର୍ତ୍ତମାନ ଆପଣ ସାମ୍ପ୍ରତିକ material ପାଇଁ ଉପଲବ୍ଧ ଥିବା ସମସ୍ତ texture slotsଗୁଡିକୁ ଦେଖିପାରିବେ
03:38 ପ୍ରତ୍ୟେକ ସ୍ଲଟ୍ ଗୋଟିଏ checkered square ଦ୍ଵାରା ରିପ୍ରେଜେଣ୍ଟ୍ ହୋଇଥାଏ
03:44 active textureକୁ ସ୍କ୍ରୋଲ୍ ବ୍ୟାକ୍ କରନ୍ତୁ
03:48 ଟେକ୍ସଚର୍ ସ୍ଲଟ୍ ବକ୍ସରେ ଟେକ୍ସଚରଗୁଡିକୁ ତଳ ଉପର କରିବା ପାଇଁ up ଓ down ଆରୋଗୁଡିକ ବ୍ୟବହୃତ ହୋଇଥାଏ
03:56 down arrowରେ ଲେଫ୍ଟ କ୍ଲିକ୍ କରନ୍ତୁ. ଆକ୍ଟିଭ୍ ଟେକ୍ସଚର୍, ଦ୍ଵିତୀୟ ଟେକ୍ସଚର୍ ସ୍ଲଟକୁ ଚାଲିଯାଏ
04:06 up arrowରେ ଲେଫ୍ଟ କ୍ଲିକ୍ କରନ୍ତୁ. ଆକ୍ଟିଭ୍ ଟେକ୍ସଚର୍ ପ୍ରଥମ ସ୍ଲଟକୁ ଫେରିଆସେ
04:15 up ଓ down ଆରୋର ନିମ୍ନଭାଗରେ ଅନ୍ୟ ଏକ black down arrow ଅଛି
04:20 black down arrowରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ ମେନୁ ଦୃଶ୍ୟମାନ ହେବ
04:26 Copy Texture Slot Settingsରେ ଲେଫ୍ଟ କ୍ଲିକ୍ କରନ୍ତୁ
04:31 ବକ୍ସ ମଧ୍ୟରେ ଥିବା second texture slotରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା blueରେ ହାଇଲାଇଟ୍ ହେବ
04:40 ପୁନର୍ବାର, black down arrowରେ ଲେଫ୍ଟ କ୍ଲିକ୍ କରନ୍ତୁ
04:45 Paste Texture Slot Settingsରେ ଲେଫ୍ଟ କ୍ଲିକ୍ କରନ୍ତୁ
04:49 ପ୍ରଥମ ଟେକ୍ସଚରରେ ଥିବା ସମାନ ସେଟିଙ୍ଗ୍ ସହ ଗୋଟିଏ ନୁତନ Texture, ଦ୍ଵିତୀୟ ଟେକ୍ସଚର୍ ସ୍ଲଟରେ ଦୃଶ୍ୟମାନ ହେବ
04:57 slot boxର ନିମ୍ନରେ ଥିବା Texture name barର ଡାହାଣ ପଟେ ଥିବା cross sign ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:07 ଦ୍ଵିତୀୟ ଟେକ୍ସଚର୍ ବାହାର ହୋଇଯିବ. ଏହାର ସେଟିଙ୍ଗଗୁଡିକ ମଧ୍ୟ
05:15 ଗୋଟିଏ ନୁତନ ବଟନ୍ ପ୍ଲସ୍ ଚିହ୍ନ ସହ ଦୃଶ୍ୟମାନ ହେବ
05:20 New ବଟନରେ ଲେଫ୍ଟ କ୍ଲିକ୍ କରନ୍ତୁ. ଦ୍ଵିତୀୟ ଟେକ୍ସଚର୍ ସ୍ଲଟରେ ଗୋଟିଏ ନୁତନ Texture ଦୃଶ୍ୟମାନ ହେବ
05:29 ତେଣୁ ନୁତନ ଟେକ୍ସଚରକୁ ଯୋଗ କରିବା ପାଇଁ ଏହା ଅନ୍ୟ ଏକ ମାର୍ଗ ଅଟେ
05:34 ଧ୍ୟାନ ଦିଅନ୍ତୁ, ଦ୍ଵିତୀୟ ଟେକ୍ସଚରର ବାମ ପଟେ ଥିବା checkered square କିପରି ଭିନ୍ନ ଏକ ଇମେଜରେ ପରିବର୍ତ୍ତିତ ହୋଇଯାଇଛି
05:42 ନିମ୍ନଭାଗରେ ଗୋଟିଏ preview window ଦୃଶ୍ୟମାନ ହେଲା. ଏହା ଆକ୍ଟିଭ୍ ଟେକ୍ସଚରର ପ୍ରିଭ୍ୟୁକୁ ପ୍ରଦର୍ଶନ କରିବ
05:49 ଏହି ଟେକ୍ସଚରକୁ ରିନେମ୍ କରନ୍ତୁ
05:53 ସ୍ଲଟ୍ ବକ୍ସର ନିମ୍ନଭାଗରେ ଥିବା Texture name barରେ ଲେଫ୍ଟ କ୍କ୍ଲିକ୍ କରନ୍ତୁ
05:57 କୀବୋର୍ଡରେ Bump ଟାଇପ୍ କରି Enter କୀ ଦାବନ୍ତୁ
06:05 ନେମ୍ ବାରର ବାମ ପଟେ ଥିବା checkered squareରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Texture menu ଅଟେ
06:12 Sceneରେ ବ୍ୟବହୃତ ହୋ ଇଥିବା ସମସ୍ତ ଟେକ୍ସଚର୍ ଏଠାରେ ତାଲିକାଭୁକ୍ତ ହୋଇଛନ୍ତି
06:18 ନେମ୍ ବାରର ନିମ୍ନରେ Type ବାର୍ ଉପସ୍ଥିତ ଅଛି. ଡିଫଲ୍ଟ ଭାବେ ପ୍ରତ୍ୟେକ ନୁତନ ଟେକ୍ସଚର୍ Clouds textureକୁ ପ୍ରଦର୍ଶନ କରେ
06:28 Cloudsରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Type ମେନୁ ଅଟେ
06:35 ଏଠାରେ ବ୍ଲେଣ୍ଡର୍ ଦ୍ଵାରା ସମର୍ଥିତ ସମସ୍ତ ଟେକ୍ସଚରଗୁଡିକ ତାଲିକାଭୁକ୍ତ ହୋଇଛି. Wood, Voxel data, Voronoi ପ୍ରଭୃତି
06:48 କୌଣସି ଟେକ୍ସଚରକୁ ଚୟନ କରିବା ପାଇଁ, ଏହା ଉପରେ କେବଳ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ପାଇଁ, ମୁଁ Clouds ଟେକ୍ସଚରକୁ ରଖୁଛି
06:58 ଏହା Texture Preview ୱିଣ୍ଡୋ ଅଟେ. ଏଠାରେ ପ୍ରଦର୍ଶନ ପାଇଁ ତିନୋଟି ଅପଶନ୍ ଅଛି
07:05 Texture- ଡିଫଲ୍ଟ ଭାବେ, ସର୍ବଦା ଚୟନ ହୋଇଥାଏ
07:10 Materialରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା ମ୍ୟାଟେରିଆଲ୍ ଉପରେ ଟେକ୍ସଚରର ପ୍ରିଭ୍ୟୁକୁ ପ୍ରଦର୍ଶନ କରେ
07:19 Bothରେ ଲେଫ୍ଟ କ୍ଲିକ୍ କରନ୍ତୁ. ନାମ ଅନୁସାରେ ବର୍ତ୍ତମାନ ଉଭୟ texture ଓ material display ପାଖାପାଖି ଦୃଶ୍ୟମାନ ହେବେ
07:30 Show Alphaରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଟେକ୍ସଚର୍ ପାରଦର୍ଶି ହୋଇଛି
07:38 ଏହା ଗ୍ଲାସ୍ ଓ ୱାଟର୍ ଭଳି ମ୍ୟାଟେରିଆଲ୍ ପାଇଁ ବ୍ୟବହୃତ ହୋଇଥାଏ. ବର୍ତ୍ତମାନ ପାଇଁ ଏହାକୁ ବନ୍ଦ କରିଦେବା
07:44 ପୁନର୍ବାର Show Alphaରେ ଲେଫ୍ଟ କ୍ଲିକ୍ କରନ୍ତୁ
07:51 ପରବର୍ତ୍ତି ସେଟିଙ୍ଗସ ହେଉଛି Influence
07:53 ଏଠାରେ ବିଭିନ୍ନ ଅପଶନଗୁଡିକ ଆଛନ୍ତି ଯାହା ମ୍ୟାଟେରିଆଲର ଚାରୋଟି ମୁଖ୍ୟ କ୍ଷେତ୍ରଗୁଡିକରେ ଟେକ୍ସଚରକୁ ପ୍ରଭାବିତ କରିବା ପାଇଁ ସାହାଯ୍ୟ କରିବେ
08:01 Diffuse, Shading, Specular ଓ Geometry. ଡିଫଲ୍ଟ ଭାବେ Diffuse ଅଧିନରେ ଥିବା Color ଏନାବଲ୍ ଅଛି
08:22 Color barର ବାମ ପଟେ ଥିବା ଚେକ୍ ବକ୍ସ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ କଲର ଡିଜାବଲ୍ ହୋଇଛି
08:30 Material Diffuse କଲରକୁ ବେଶି ସମୟ ପର୍ଯ୍ୟନ୍ତ ଟେକ୍ସଚର୍ କଲର୍ ପ୍ରଭାବିତ କରିପାରିବ ନାହିଁ
08:38 Geometryକୁ ଯା’ନ୍ତୁ. Normal ପରେ ଥିବା ଚେକ୍ ବକ୍ସରେ ଲେଫ୍ଟ କ୍ଲିକ୍ କରନ୍ତୁ
08:45 ବର୍ତ୍ତମାନ ଟେକ୍ସଚର Normal, ମ୍ୟାଟେରିଆଲର Geometryକୁ ପ୍ରଭାବିତ କରିବ
08:50 ପ୍ରିଭ୍ୟୁ ୱିଣ୍ଡୋରେ ପରିଣାମକୁ ଦେଖିପାରିବେ
08:57 ପ୍ରିଭ୍ୟୁ sphereର ଚାରିପଟେ cloudଗୁଡିକ ଛୋଟ ବମ୍ପସ ଆକାରରେ ବିଛାଇ ହୋଇଥିବ
09:06 ମ୍ୟାଟେରିଆଲ୍ ସହ ଟେକ୍ସଚର କିପରି ମିଶ୍ରଣ ହେବ, ଏହାକୁ Blend ନିୟନ୍ତ୍ରଣ କରେ. ଡିଫଲ୍ଟ ଭାବେ ଏହା Mix ଭାବେ ସେଟ୍ ହୋଇଥାଏ
09:15 Mixରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହି ମେନୁ ବ୍ଲେଣ୍ଡର୍ ଦ୍ଵାରା ସମର୍ଥିତ texture Blendର ସମସ୍ତ ପ୍ରକାରକୁ ତାଲିକାଭୁକ୍ତ କରିଥାଏ
09:25 RGB to Intensityର ନିମ୍ନରେ ଥିବା ଏହି ପିଙ୍କ୍ କଲରର ବାରକୁ ଦେଖିପାରୁଛନ୍ତି? ଏହା ଡିଫଲ୍ଟ ଟେକ୍ସଚର୍ କଲର୍ ଅଟେ
09:33 ବର୍ତ୍ତମାନ ଏହା ମ୍ୟାଟେରିଆଲ୍ କଲରକୁ ପ୍ରଭାବିତ କରିବ ନାହିଁ କାରଣ ମନେରଖନ୍ତୁ Influence ଅଧିନରେ ଥିବା କଲର୍ ଅପଶନକୁ ଡିଜାବଲ୍ କରାଯାଇଛି
09:44 pink colorରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ କଲର୍ ମେନୁ ଦୃଶ୍ୟମାନ ହେବ
09:48 ଏଠାରେ ଟେକ୍ସଚର୍ ପାଇଁ ଯେକୌଣସି କଲରକୁ ଚୟନ କରିପାରିବେ
09:53 ବର୍ତ୍ତମାନ ପାଇଁ, ପିଙ୍କ୍ ଭାବେ ଛାଡିଦିଅନ୍ତୁ କାରଣ ଟେକ୍ସଚର୍ କଲର୍ ବ୍ୟବହୃତ ହେଉନାହିଁ
10:00 ଟେକ୍ସଚରର normal କିପରି ଭାବେ ମ୍ୟାଟେରିଆଲର Geometryକୁ ପ୍ରଭାବିତ କରେ, Bump Mapping ନିର୍ଦ୍ଧାରଣ କରିଥାଏ
10:09 ବମ୍ପ୍ ମ୍ୟାପିଙ୍ଗର ସାମ୍ପ୍ରତିକ ଉପାୟ ହେଉଛି, Default
10:12 Defaultରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହି ମେନୁ ବମ୍ପ୍ ମ୍ୟାପିଙ୍ଗର ବିଭିନ୍ନ ଉପାୟଗୁଡିକୁ ତାଲିକାଭୁକ୍ତ କରିଥାଏ, ଯେପରି-
10:19 Best quality, Default, Compatible ଓ original
10:34 Compatibleରେ ଲେଫ୍ଟ କ୍ଲିକ୍ କରନ୍ତୁ. bump influenceରେ ବୃଦ୍ଧି ହେବ
10:46 ପରବର୍ତ୍ତି ସେଟିଙ୍ଗ୍ ହେଉଛି Clouds. ଏଠାରେ clouds texture ପାଇଁ ବିଭିନ୍ନ ଅପଶନଗୁଡିକ ଅଛି
10:54 Greyscale, ଟେକ୍ସଚରକୁ greyscale ମୋଡରେ ପ୍ରଦର୍ଶିତ କରିବ
10:59 Colorରେ ଲେଫ୍ଟ କ୍ଲିକ୍ କରନ୍ତୁ
11:09 ବର୍ତ୍ତମାନ ପ୍ରିଭ୍ୟୁ ୱିଣ୍ଡୋରେ ଟେକ୍ସଚର୍ ଗୋଟିଏ କଲରର ମିଶ୍ରଣରେ ପ୍ରଦର୍ଶିତ ହେବ
11:12 କିନ୍ତୁ ମ୍ୟାଟେରିଆଲ୍ ଉପରେ colorର କିଛି ପ୍ରଭାବ ରହିବ ନାହିଁ
11:16 Noise, clouds textureର ଡିଷ୍ଟୋର୍ଶନକୁ ନିର୍ଦ୍ଧାରଣ କରିଥାଏ
11:21 ଡିଫଲ୍ଟ ଡିଷ୍ଟୋର୍ଶନ ହେଉଛି, Soft noise
11:25 Hardରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ପ୍ରିଭ୍ୟୁ ୱିଣ୍ଡୋ clouds textureରେ ଗାଢ୍ କଳା ଆଉଟଲାଇନଗୁଡିକୁ ପ୍ରଦର୍ଶନ କରିବ
11:36 ସେହି ସମୟରେ, ମ୍ୟାଟେରିଆଲ୍ ଉପରେ ଥିବା bumpsଗୁଡିକ ଗାଢ୍ ହୋଇଯିବେ. ଏହା hard noise ଅଟେ
11:47 clouds textureରେ, Basis ଆଧାର କିମ୍ବା noiseର ଉତ୍ସ ଅଟେ
11:53 Blender Originalରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Noise basis ମେନୁ ଅଟେ
12:00 ଏହା ବ୍ଲେଣ୍ଡରରେ ଥିବା ସମସ୍ତ ସମର୍ଥିତ noise basesର ତାଲିକାକୁ ପ୍ରଦର୍ଶନ କରିବ
12:05 Voronoi Crackleରେ ଲେଫ୍ଟ କ୍ଲିକ୍ କରନ୍ତୁ. ପ୍ରିଭ୍ୟୁ ୱିଣ୍ଡୋରେ ହେଉଥିବା ପରିବର୍ତ୍ତନକୁ ଦେଖିପାରିବେ
12:14 Noise basis ଏହିପରି clouds textureକୁ ପ୍ରଭାବିତ କରିଥାଏ
12:21 Size, Nabla ଓ Depth, clouds textureରେ noise ଗୁଣାବଳୀଗୁଡିକୁ ନିୟନ୍ତ୍ରଣ କରନ୍ତି
12:33 Properties panelର ଉପରିସ୍ଥ ଶେଷ ଦୁଇଟି ଆଇକନ୍, Particles ଓ Physics ଅଟନ୍ତି
12:42 ଏଗୁଡିକ ଅତି ଆଧୁନିକ ଟ୍ୟୁଟୋରିଆଲଗୁଡିକରେ ଆଲୋଚିତ ହେବ ଯେତେବେଳେ ଆନିମେଶନ୍ ପାଇଁ Particles ଓ Physicsର ବ୍ୟବହାର ହେବ
12:50 3D-viewକୁ ଯା’ନ୍ତୁ
12:53 Lampକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
12:59 ଧ୍ୟାନଦିଅନ୍ତୁ Properties panelର ଉପରିସ୍ଥ ରୋରେ ଥିବା ଆଇକନଗୁଡିକ, ବର୍ତ୍ତମାନ କିପରି ପରିବର୍ତ୍ତନ ହୋଇଯାଇଛନ୍ତି
13:05 କିଛି ଆଇଅକନ୍ ପ୍ରତିସ୍ଥାପିତ ହେଲାବେଳେ କିଛି ବାହାର ହୋଇଯାଇଛନ୍ତି
13:10 3D-viewରେ Camera ଉପରେ ରାଇଟ୍ କ୍ଲିକ୍ କରନ୍ତୁ.
13:13 ପୁନର୍ବାର, Properties panelର ଉପରିସ୍ଥ ରୋରେ ଥିବା ଆଇକନଗୁଡିକ, ପରିବର୍ତ୍ତନ ହୋଇଯାଇଥିବାର ଲକ୍ଷ୍ୟ କରନ୍ତୁ
13:19 ଏହାର ଅର୍ଥ ହେଉଛି Properties windowରେ ଥିବା ଟୂଲଗୁଡିକ ଡାଇନାମିକ୍ ଅଟନ୍ତି ଏବଂ 3D-viewରେ ଥିବା ଆକ୍ଟିଭ୍ ଅବଜେକ୍ଟର ପ୍ରକାର ଉପରେ ନିର୍ଭର କରିଥାନ୍ତି
13:29 ଏହା Properties ୱିଣ୍ଡୋ ଉପରେ ଥିବା ଟ୍ୟୁଟୋରିଆଲରକୁ ସମାପ୍ତ କରେ
13:34 ବର୍ତ୍ତମାନ ଆଗକୁ ବଢିବା ସହ ଗୋଟିଏ ନୁତନ ଫାଇଲ୍ ସୃଷ୍ଟି କରନ୍ତୁ;
13:39 cubeରେ ଗୋଟିଏ clouds textureକୁ ଯୋଗ କରନ୍ତୁ ଏବଂ Clouds Noiseର Size, Nabla ଓ Depth ସହ ଖେଳନ୍ତୁ
13:49 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
13:58 ଏହା ଉପରେ ଅଧିକ ବିବରଣୀ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
14:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
14:21 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
14:25 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
14:31 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
14:36 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
14:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep