Drupal/C3/Styling-a-Page-using-Themes/Oriya
From Script | Spoken-Tutorial
| Time | Narration |
| 00:01 | Styling a Page Using Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା |
| 00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:30 | ପୂର୍ବେ ଉଲ୍ଲିଖିତ ଅନୁସାରେ, ଗୋଟିଏ Drupal Websiteକୁ ଆମେ ନିଜ ଅନୁସାରେ, ତିଆରି କରିପାରିବା |
| 00:36 | ଅନେକ Drupal ସାଇଟ୍ସରୁ ଏଠାରେ କିଛି ଭିନ୍ନ ଲୂକ୍ସ ଓ ଫୀଲ୍ସ ଅଛି |
| 00:42 | ଦେଖନ୍ତୁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ |
| 00:45 | ଏହା, Theme ଉପରେ ପର୍ଯ୍ୟବେସିତ |
| 00:48 | Themes, ଆପଣଙ୍କ ଅନୁସାରେ ଆପଣଙ୍କର ୱେବ୍ ସାଇଟ୍ କୁ ତିଆରି କରିପାରିବ |
| 00:51 | Themes ବିଷୟରେ ମନେରଖିବାକୁ ଏଠାରେ କିଛି ଜିନିଷ ଦିଆଗଲା |
| 00:55 | ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା |
| 01:11 | କିମ୍ୱା ଆମେ Artisteer.comରୁ Artisteer ପରି ନିଜର Theme କ୍ରିଏଟ୍ କରିପାରିବା, ଯେପରି ସ୍କ୍ରାଚ୍ ରୁ ତିଆରି କରନ୍ତୁ |
| 01:19 | drupal.org/project/themesରେ Contributed Themes ମିଳିଥାଏ |
| 01:26 | Block Regions, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ |
| 01:29 | ତେଣୁ, ଆମ ୱେବ୍ ସାଇଟ୍ ରେ Blocksକୁ କେଉଁଠାରେ ରଖିବା, ହେଉଛି ଥିମିଙ୍ଗ୍ ପ୍ରକ୍ରିୟାର ଅଂଶ |
| 01:36 | ଯଦି ଆମ ପାଖରେ ଠିକ୍ Region ନାହିଁ, ତେବେ ତାହା ଏକ Theme ସମସ୍ୟା, Block ସମସ୍ୟା ନୁହେଁ |
| 01:42 | ଏବେ ଚାଲନ୍ତୁ, Themesକୁ ଆଉ ଟିକିଏ ଅଧିକକରି ବୁଝିବା |
| 01:46 | drupal.orgରେ ଆମେ କିଛି ଚମତ୍କାର Themes ପାଇପାରିବା |
| 01:51 | drupal.org/projects/themesକୁ ଯାଆନ୍ତୁ |
| 01:56 | Drupal ପାଇଁ ଉପଲବ୍ଧ ଥିବା କେତେକ Themesକୁ ଚାଲନ୍ତୁ ଦେଖିବା |
| 02:01 | ଆମର Modules ଟ୍ୟୁଟୋରିଆଲ୍ ରୁ ମନେପକାନ୍ତୁ. ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଦ୍ୱାରା ଆମକୁ ଫିଲ୍ଟର୍ କରିବାକୁ ହେବ |
| 02:10 | ଏଠାରେ 2205 Themes ଅଛି. ଆମେ ଯେତେବେଳେ Drupal 8ରେ କ୍ଲିକ୍ କରେ, ଏହା ଅଳ୍ପ ସଂଖ୍ୟାକୁ ଚାଲିଆସେ |
| 02:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ ହେବା ପରେ, ନୂଆ Themes ଯୋଡ଼ାହେବା ସହିତ ଆପଣ ଏବେ ଅଧିକ ସଂଖ୍ୟା ଦେଖିପାରନ୍ତି |
| 02:25 | ଏବେ ଚାଲନ୍ତୁ, Themesକୁ କିପରି ଖୋଜି ମୂଲ୍ୟାଙ୍କନ କରାଯାଏ, ଜାଣିବା |
| 02:30 | ଏହା, Modules ସହିତ ବହୁତ ସମାନ |
| 02:33 | ଆମେ drupal.orgରେ ଆରମ୍ଭ କରିବା |
| 02:36 | ଏବେ, ଯେତେବେଳେ ଆମେ Core Compatibility ଦ୍ୱାରା ଫିଲ୍ଟର୍ କରେ, ସେଗୁଡ଼ିକ ଆପେ ଆପେ Most Installed ଦ୍ୱାରା ସର୍ଟ ହୋଇଥାଏ |
| 02:43 | ଏହି ସ୍ଥାନରେ Adaptive Theme ହେଉଛି ଏକ ନମ୍ୱର୍ |
| 02:46 | ଓ Bootstrap ହେଉଛି ଦୁଇ ନମ୍ୱର୍ |
| 02:50 | Bootstrap ଉପରେ କ୍ଲିକ୍ କରନ୍ତୁ |
| 02:53 | Module ଟ୍ୟୁଟୋରିଆଲ୍ ରୁ ଆମର DMV ଉଦାହରଣ ମନେପଡୁଛି? ଏଠାରେ ବି ସେହି ଜିନିଷ |
| 02:59 | ଆପଣଙ୍କୁ ପ୍ରଥମେ Documentation ପଢ଼ିବାକୁ ହେବ |
| 03:02 | ତା’ପରେ Maintainers ଦେଖନ୍ତୁ |
| 03:05 | ଆଉ, Versions ଓ Project Informations ଦେଖନ୍ତୁ |
| 03:08 | ରେକର୍ଡିଙ୍ଗ୍ ସମୟରେ, ଏହି ନିର୍ଦ୍ଦିଷ୍ଟ Theme, Drupal 8 x 3.0 Alpha 1 Versionରେ ଅଛି |
| 03:16 | ଓ ଗୋଟିଏ Development Version ମଧ୍ୟ ଅଛି |
| 03:20 | ପରେ, ଏଠାରେ, ସବୁଜଠାରେ, ଏହି Themeର ଏକ Drupal 8 ଭର୍ସନ୍ ହେବ |
| 03:27 | ଗୋଟିଏ Contributed Theme ଅନେକ ପ୍ରକାରର ମଧ୍ୟ ହୋଇପାରେ. ଏଥିରେ, Themesର 3ଟି ଭିନ୍ନ ପ୍ରକାର ଅଛି |
| 03:34 | ଆମେ, ବହୁତ ସରଳ Contributed Theme ରଖିପାରିବା, ଯାହାକୁ ଆପଣ ଗୋଟିଏ ପଏଣ୍ଟକୁ କନଫିଗର୍ କରିପାରିବେ |
| 03:40 | ଆମେ, Bootstrap କିମ୍ୱା Zen ପରି Starter Themes ରଖିପାରିବା |
| 03:46 | ନିଜସ୍ୱ CSS ରଖିବା ପାଇଁ ଏହା ଆପଣଙ୍କୁ କେବଳ ଗୋଟିଏ ଖାଲି ସ୍କ୍ରୀନ୍ ଓ ଛୋଟ Framework ଦେବ |
| 03:52 | କିମ୍ୱା ଆପଣ ଗୋଟିଏ Base Theme ରଖିପାରିବେ. ଏହା, ତାହା ଉପରେ ରଖାଯାଇଥିବା ଅନ୍ୟ Sub-Themes, ଯେପରି Adaptive Theme, ରଖିବା ପାଇଁ ଡିଜାଇନ୍ କରାଯାଇଛି |
| 04:02 | କିନ୍ତୁ, ଏଠାରେ ସମସ୍ତ ନିୟମ ସମାନ |
| 04:05 | Documentationକୁ ଦେଖନ୍ତୁ. Maintainersକୁ ଦେଖନ୍ତୁ ଓ Versionsକୁ ଦେଖନ୍ତୁ |
| 04:11 | ଆମେ ଏବେ, ଏକ Contributed Theme ଇନଷ୍ଟଲ୍ କରିବା |
| 04:13 | drupal.org/projects/zirconକୁ ଯାଆନ୍ତୁ |
| 04:20 | ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା ଏକ ବଢ଼ିଆ Theme, ଯାହା ବିଶେଷକରି Drupal 7 ଓ 8 ପାଇଁ ବିକଶିତ କରାଯାଇଛି |
| 04:28 | ଏହା ଅନେକ ସାଇଟ୍ ରେ ବ୍ୟବହୃତ ହୁଏନାହିଁ |
| 04:31 | ଆମେ, ଏହି Theme ବ୍ୟବହାର କରିବା, କାରଣ ଏହା ଏବେ Drupal 8 ପାଇଁ ପ୍ରସ୍ତୁତ |
| 04:37 | tar,gz ଉପରେ କ୍ଲିକ୍ କରି ସେହି ଲିଙ୍କ୍ କୁ କପୀ କରନ୍ତୁ. ଏହା, Modules ଇନଷ୍ଟଲ୍ କରିବା ସହ ସମାନ. ଆମ ସାଇଟ୍ କୁ ଫେରିଆସନ୍ତୁ |
| 04:47 | ଏଥରକ Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ |
| 04:52 | ପୁଣିଥରେ, Modules ପରି ସମାନ ପ୍ରକ୍ରିୟା |
| 04:56 | ସେହି URLକୁ ପେଷ୍ଟ କରି Install କ୍ଲିକ୍ କରନ୍ତୁ |
| 05:00 | Themeଟି, ଆମ Web Serverକୁ ଡାଉନଲୋଡ୍ ହେଲା, ଆଉ ଆମେ ଏହାକୁ ON କରିପାରିବା |
| 05:06 | Install Newly Added Themes କ୍ଲିକ୍ କରନ୍ତୁ |
| 05:09 | ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. |
| 05:12 | ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout |
| 05:21 | Install and set as default କ୍ଲିକ୍ କରନ୍ତୁ |
| 05:25 | ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ : ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ : ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ |
| 05:38 | Settings ଉପରେ ଚାଲନ୍ତୁ ଏବେ ନଜର ପକାଇବା |
| 05:42 | Settings ଉପରେ କ୍ଲିକ୍ କରନ୍ତୁ |
| 05:45 | Zirconରେ ସାଧାରଣ Toggle Display |
| 05:49 | ଓ Shortcut ଆଇକନ୍ ଅଛି |
| 05:51 | ପୁଣିଥରେ, ଯଦି ଆପଣ, Global Settings |
| 05:56 | ଓ LOGO IMAGE SETTINGS ଅନ୍ତର୍ଗତ ଥିବା ଲୋଗୋକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ |
| 05:59 | Save କ୍ଲିକ୍ କରନ୍ତୁ. |
| 06:02 | ଓ ତା’ପରେ ଆମର ସାଇଟ୍ କୁ ଯାଆନ୍ତୁ |
| 06:04 | ଏହା ହେଉଛି Zircon, ଯାହା Drupal ପାଇଁ ସମ୍ପୂର୍ଣ୍ଣ ନମନୀୟ, ସୁଦୃଢ ଓ ବୈଶ୍ୱିକ ଅନୁକୂଳ Theme ଅଟେ |
| 06:11 | Structure ଓ Blocksକୁ ଯାଆନ୍ତୁ |
| 06:15 | ଆଉ Demonstrate block regions for Zircon ଉପରେ କ୍ଲିକ୍ କରନ୍ତୁ |
| 06:19 | ଆମେ ଏଠାରେ, ଅନେକ Block Regions ଦେଖିବା |
| 06:22 | ଗୋଟିଏ Header Region. Main Menu, Main Menu Block Regionମ ଭିତରକୁ ଯିବା ଦରକାର, କାରଣ ତାହାପରେ ଏହା ସଠିକ୍ ଫର୍ମାଟିଙ୍ଗ୍ ପାଇବ |
| 06:32 | ଯଦି ଆପଣ, View Slideshow ପରି କିଛି ବ୍ୟବହାର କରୁଥା’ନ୍ତି, ତେବେ ତା’ପାଇଁ ଏକ Slideshow Region |
| 06:37 | ଏକ Featured block region |
| 06:39 | Help, Sidebar First, Sidebar second, Content |
| 06:44 | Panel First Panel Second 1, 2, 3 ଓ 4 ଓ ତା’ପରେ ଏକ Footer Region ଅଛି |
| 06:53 | ଧ୍ୟାନଦିଅନ୍ତୁ ଯେ, ଆମର ଡିଫଲ୍ଟ Themeରେ ଥିବା କିଛି Regions, ଆଉ ଉପଲବ୍ଧ ନାହିଁ |
| 07:00 | ଚାଲନ୍ତୁ ଦେଖିବା, ଆମକୁ ଏଠାରେ କ’ଣ କରିବା ଦରକାର ହେବ |
| 07:03 | Header Regionରେ ଅନେକ ଜିନିଷ ଅଛି. Footer Region, ଯାହାକୁ ଆମେ Powered By Drupal ଆସାଇନ୍ କରିଛେ, ଆଉ ଉପସ୍ଥିତ ନାହିଁ |
| 07:14 | Footerରେ ଆମେ ତାକୁ ପୁଣି ରଖିବା |
| 07:17 | ତାହା, Headerରୁ ତୁରନ୍ତ ଉଭାନ୍ ହୋଇଯିବ |
| 07:20 | Headerରୁ Status Message କାଢ଼ିଦିଅନ୍ତୁ ଓ ମେସେଜେସ୍ ରେ ରଖନ୍ତୁ |
| 07:26 | Footerରେ ପୁଣିଥରେ Footer Menu ରଖନ୍ତୁ |
| 07:30 | Search, Site Branding ଓ User Account Menuକୁ ଆମେ, ସେଗୁଡ଼ିକ ଯେଉଁଠାରେ ଅଛନ୍ତି, ସେହିଠାରେ ଛାଡ଼ିଦେବା |
| 07:36 | Primary Menu ଭୁଲ୍ ଜାଗାରେ ଅଛି, କିନ୍ତୁ ଚାଲନ୍ତୁ ତା’ ଉପରେ ନଜର ପକାଇବା |
| 07:42 | Save Blocks କ୍ଲିକ୍ କରନ୍ତୁ |
| 07:44 | ଆମ ସାଇଟ୍ କୁ ଫେରିଯାଆନ୍ତୁ |
| 07:47 | ଆଉ ଦେଖନ୍ତୁ, Main Menu କୋଉଠି ଦେଖାଯାଉନି. ତାହାର କାରଣ ହେଉଛି, Themeରେ Primary Menu ନାହିଁ |
| 07:55 | ତେଣୁ, ଆମେ ଆମର Main Navigation ନେବା ଓ ତାକୁ Main Menuରେ ବଦଳାଇଦେବା |
| 08:01 | ତଳକୁ ସ୍କ୍ରୋଲ୍ କରନ୍ତୁ...ଚାଲନ୍ତୁ ନଜର ପକାଇବା |
| 08:05 | ଆମର କଣ୍ଟେଣ୍ଟ ଏରିଆରେ, Help Block ଅଛି |
| 08:09 | ତାକୁ Helpରେ ରଖନ୍ତୁ |
| 08:12 | Page Title, Primary Admin Actions ଓ Page Tabs ଠିକ୍ ଅଛି |
| 08:18 | Sidebar First, Welcome to Drupalville, Book Navigation, Recent Events Added ଓ Tools |
| 08:26 | Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ |
| 08:34 | ଏଠାରେ ଚାରୋଟି Panel Regions ଅଛି, ଯେଉଁଥିରେ ଆମେ ଯାହା ଚାହିଁବା ରଖିପାରିବା |
| 08:39 | ଏବେ, Save କ୍ଲିକ୍ କରନ୍ତୁ |
| 08:41 | ଆଉ ଆମେ ଯାହା କଲେ, ଚାଲନ୍ତୁ ତାହା ଉପରେ ନଜର ପକାଇବା |
| 08:44 | ଏବେ ଏହା ବହୁତ ବଢ଼ିଆ ହେଲା |
| 08:47 | ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା |
| 08:58 | BOOK NAVIGATION, RECENTLY ADDED EVENTS ବାମପଟେ ଅଛି |
| 09:03 | ଆଉ Tools ଡାହାଣପଟେ. ପୁଣିଥରେ Sidebar First ଓ Sidebar Second |
| 09:10 | ଓ ସମସ୍ତ କଣ୍ଟେଣ୍ଟ ମଝିରେ ରହିଛି |
| 09:12 | ଏଠାରେ କିଛି ଜିନିଷ କହିବାର ଅଛି |
| 09:15 | ଆମେ, ଆମର Themes ବଦଳାଇଛେ. ଆମର କଣ୍ଟେଣ୍ଟ ବ୍ୟତୀତ ସବୁକିଛି ବଦଳିଯାଇଛି |
| 09:20 | ଆମେ, ନୂଆ Fonts, ନୂଆ Font Style, ନୂଆ H3 Tags, ନୂଆ Block Regions, Layouts ଓ ନୂଆ Footer Area ପାଇଛେ |
| 09:31 | କିନ୍ତୁ, ଯାହା ବଦଳିନାହିଁ, ତାହା ହେଉଛି ଆମର Content ଓ ଆମ କଣ୍ଟେଣ୍ଟର ପ୍ରକୃତ Layout |
| 09:37 | ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା |
| 09:48 | Themes ହେଉଛି ବହୁତ ବଢ଼ିଆ. ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା |
| 09:58 | ଆପଣ, drupal.org/projects/themesକୁ ଆସିପାରନ୍ତି. ଉପଲବ୍ଧ ଥିବା କିଛି Drupal 8 Themes ଉପରେ ନଜର ପକାନ୍ତୁ |
| 10:08 | ଆପଣଙ୍କ ପସନ୍ଦାନୁସାରେ Themes ଆଣି ଇନଷ୍ଟଲ୍ କରନ୍ତୁ ଓ କାମ କରନ୍ତୁ |
| 10:13 | ଆପଣଙ୍କ ସାଇଟ୍ ରେ Themes କିପରି ପ୍ରଭାବ ପକାଏ, ତାହା ଜାଣିବା ପାଇଁ ଏହା ହେଉଛି ଏକ ଉତ୍ତମ ମାର୍ଗ. ଆପଣଙ୍କ ଇଚ୍ଛାନୁସାରେ ଆପଣ ଡିଜାଇନ୍ ପାଇପାରିବେ |
| 10:21 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 10:24 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା |
| 10:45 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 10:54 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 11:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 11:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
| 11:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |