Drupal/C3/Styling-a-Page-using-Themes/Oriya

From Script | Spoken-Tutorial
Jump to: navigation, search
Time Narration
00:01 Styling a Page Using Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:30 ପୂର୍ବେ ଉଲ୍ଲିଖିତ ଅନୁସାରେ, ଗୋଟିଏ Drupal Websiteକୁ ଆମେ ନିଜ ଅନୁସାରେ, ତିଆରି କରିପାରିବା
00:36 ଅନେକ Drupal ସାଇଟ୍ସରୁ ଏଠାରେ କିଛି ଭିନ୍ନ ଲୂକ୍ସ ଓ ଫୀଲ୍ସ ଅଛି
00:42 ଦେଖନ୍ତୁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ
00:45 ଏହା, Theme ଉପରେ ପର୍ଯ୍ୟବେସିତ
00:48 Themes, ଆପଣଙ୍କ ଅନୁସାରେ ଆପଣଙ୍କର ୱେବ୍ ସାଇଟ୍ କୁ ତିଆରି କରିପାରିବ
00:51 Themes ବିଷୟରେ ମନେରଖିବାକୁ ଏଠାରେ କିଛି ଜିନିଷ ଦିଆଗଲା
00:55 ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
01:11 କିମ୍ୱା ଆମେ Artisteer.comରୁ Artisteer ପରି ନିଜର Theme କ୍ରିଏଟ୍ କରିପାରିବା, ଯେପରି ସ୍କ୍ରାଚ୍ ରୁ ତିଆରି କରନ୍ତୁ
01:19 drupal.org/project/themesରେ Contributed Themes ମିଳିଥାଏ
01:26 Block Regions, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
01:29 ତେଣୁ, ଆମ ୱେବ୍ ସାଇଟ୍ ରେ Blocksକୁ କେଉଁଠାରେ ରଖିବା, ହେଉଛି ଥିମିଙ୍ଗ୍ ପ୍ରକ୍ରିୟାର ଅଂଶ
01:36 ଯଦି ଆମ ପାଖରେ ଠିକ୍ Region ନାହିଁ, ତେବେ ତାହା ଏକ Theme ସମସ୍ୟା, Block ସମସ୍ୟା ନୁହେଁ
01:42 ଏବେ ଚାଲନ୍ତୁ, Themesକୁ ଆଉ ଟିକିଏ ଅଧିକକରି ବୁଝିବା
01:46 drupal.orgରେ ଆମେ କିଛି ଚମତ୍କାର Themes ପାଇପାରିବା
01:51 drupal.org/projects/themesକୁ ଯାଆନ୍ତୁ
01:56 Drupal ପାଇଁ ଉପଲବ୍ଧ ଥିବା କେତେକ Themesକୁ ଚାଲନ୍ତୁ ଦେଖିବା
02:01 ଆମର Modules ଟ୍ୟୁଟୋରିଆଲ୍ ରୁ ମନେପକାନ୍ତୁ. ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଦ୍ୱାରା ଆମକୁ ଫିଲ୍ଟର୍ କରିବାକୁ ହେବ
02:10 ଏଠାରେ 2205 Themes ଅଛି. ଆମେ ଯେତେବେଳେ Drupal 8ରେ କ୍ଲିକ୍ କରେ, ଏହା ଅଳ୍ପ ସଂଖ୍ୟାକୁ ଚାଲିଆସେ
02:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ ହେବା ପରେ, ନୂଆ Themes ଯୋଡ଼ାହେବା ସହିତ ଆପଣ ଏବେ ଅଧିକ ସଂଖ୍ୟା ଦେଖିପାରନ୍ତି
02:25 ଏବେ ଚାଲନ୍ତୁ, Themesକୁ କିପରି ଖୋଜି ମୂଲ୍ୟାଙ୍କନ କରାଯାଏ, ଜାଣିବା
02:30 ଏହା, Modules ସହିତ ବହୁତ ସମାନ
02:33 ଆମେ drupal.orgରେ ଆରମ୍ଭ କରିବା
02:36 ଏବେ, ଯେତେବେଳେ ଆମେ Core Compatibility ଦ୍ୱାରା ଫିଲ୍ଟର୍ କରେ, ସେଗୁଡ଼ିକ ଆପେ ଆପେ Most Installed ଦ୍ୱାରା ସର୍ଟ ହୋଇଥାଏ
02:43 ଏହି ସ୍ଥାନରେ Adaptive Theme ହେଉଛି ଏକ ନମ୍ୱର୍
02:46 ଓ Bootstrap ହେଉଛି ଦୁଇ ନମ୍ୱର୍
02:50 Bootstrap ଉପରେ କ୍ଲିକ୍ କରନ୍ତୁ
02:53 Module ଟ୍ୟୁଟୋରିଆଲ୍ ରୁ ଆମର DMV ଉଦାହରଣ ମନେପଡୁଛି? ଏଠାରେ ବି ସେହି ଜିନିଷ
02:59 ଆପଣଙ୍କୁ ପ୍ରଥମେ Documentation ପଢ଼ିବାକୁ ହେବ
03:02 ତା’ପରେ Maintainers ଦେଖନ୍ତୁ
03:05 ଆଉ, Versions ଓ Project Informations ଦେଖନ୍ତୁ
03:08 ରେକର୍ଡିଙ୍ଗ୍ ସମୟରେ, ଏହି ନିର୍ଦ୍ଦିଷ୍ଟ Theme, Drupal 8 x 3.0 Alpha 1 Versionରେ ଅଛି
03:16 ଓ ଗୋଟିଏ Development Version ମଧ୍ୟ ଅଛି
03:20 ପରେ, ଏଠାରେ, ସବୁଜଠାରେ, ଏହି Themeର ଏକ Drupal 8 ଭର୍ସନ୍ ହେବ
03:27 ଗୋଟିଏ Contributed Theme ଅନେକ ପ୍ରକାରର ମଧ୍ୟ ହୋଇପାରେ. ଏଥିରେ, Themesର 3ଟି ଭିନ୍ନ ପ୍ରକାର ଅଛି
03:34 ଆମେ, ବହୁତ ସରଳ Contributed Theme ରଖିପାରିବା, ଯାହାକୁ ଆପଣ ଗୋଟିଏ ପଏଣ୍ଟକୁ କନଫିଗର୍ କରିପାରିବେ
03:40 ଆମେ, Bootstrap କିମ୍ୱା Zen ପରି Starter Themes ରଖିପାରିବା
03:46 ନିଜସ୍ୱ CSS ରଖିବା ପାଇଁ ଏହା ଆପଣଙ୍କୁ କେବଳ ଗୋଟିଏ ଖାଲି ସ୍କ୍ରୀନ୍ ଓ ଛୋଟ Framework ଦେବ
03:52 କିମ୍ୱା ଆପଣ ଗୋଟିଏ Base Theme ରଖିପାରିବେ. ଏହା, ତାହା ଉପରେ ରଖାଯାଇଥିବା ଅନ୍ୟ Sub-Themes, ଯେପରି Adaptive Theme, ରଖିବା ପାଇଁ ଡିଜାଇନ୍ କରାଯାଇଛି
04:02 କିନ୍ତୁ, ଏଠାରେ ସମସ୍ତ ନିୟମ ସମାନ
04:05 Documentationକୁ ଦେଖନ୍ତୁ. Maintainersକୁ ଦେଖନ୍ତୁ ଓ Versionsକୁ ଦେଖନ୍ତୁ
04:11 ଆମେ ଏବେ, ଏକ Contributed Theme ଇନଷ୍ଟଲ୍ କରିବା
04:13 drupal.org/projects/zirconକୁ ଯାଆନ୍ତୁ
04:20 ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା ଏକ ବଢ଼ିଆ Theme, ଯାହା ବିଶେଷକରି Drupal 7 ଓ 8 ପାଇଁ ବିକଶିତ କରାଯାଇଛି
04:28 ଏହା ଅନେକ ସାଇଟ୍ ରେ ବ୍ୟବହୃତ ହୁଏନାହିଁ
04:31 ଆମେ, ଏହି Theme ବ୍ୟବହାର କରିବା, କାରଣ ଏହା ଏବେ Drupal 8 ପାଇଁ ପ୍ରସ୍ତୁତ
04:37 tar,gz ଉପରେ କ୍ଲିକ୍ କରି ସେହି ଲିଙ୍କ୍ କୁ କପୀ କରନ୍ତୁ. ଏହା, Modules ଇନଷ୍ଟଲ୍ କରିବା ସହ ସମାନ. ଆମ ସାଇଟ୍ କୁ ଫେରିଆସନ୍ତୁ
04:47 ଏଥରକ Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
04:52 ପୁଣିଥରେ, Modules ପରି ସମାନ ପ୍ରକ୍ରିୟା
04:56 ସେହି URLକୁ ପେଷ୍ଟ କରି Install କ୍ଲିକ୍ କରନ୍ତୁ
05:00 Themeଟି, ଆମ Web Serverକୁ ଡାଉନଲୋଡ୍ ହେଲା, ଆଉ ଆମେ ଏହାକୁ ON କରିପାରିବା
05:06 Install Newly Added Themes କ୍ଲିକ୍ କରନ୍ତୁ
05:09 ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.
05:12 ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout
05:21 Install and set as default କ୍ଲିକ୍ କରନ୍ତୁ
05:25 ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ : ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ : ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
05:38 Settings ଉପରେ ଚାଲନ୍ତୁ ଏବେ ନଜର ପକାଇବା
05:42 Settings ଉପରେ କ୍ଲିକ୍ କରନ୍ତୁ
05:45 Zirconରେ ସାଧାରଣ Toggle Display
05:49 ଓ Shortcut ଆଇକନ୍ ଅଛି
05:51 ପୁଣିଥରେ, ଯଦି ଆପଣ, Global Settings
05:56 ଓ LOGO IMAGE SETTINGS ଅନ୍ତର୍ଗତ ଥିବା ଲୋଗୋକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ
05:59 Save କ୍ଲିକ୍ କରନ୍ତୁ.
06:02 ଓ ତା’ପରେ ଆମର ସାଇଟ୍ କୁ ଯାଆନ୍ତୁ
06:04 ଏହା ହେଉଛି Zircon, ଯାହା Drupal ପାଇଁ ସମ୍ପୂର୍ଣ୍ଣ ନମନୀୟ, ସୁଦୃଢ ଓ ବୈଶ୍ୱିକ ଅନୁକୂଳ Theme ଅଟେ
06:11 Structure ଓ Blocksକୁ ଯାଆନ୍ତୁ
06:15 ଆଉ Demonstrate block regions for Zircon ଉପରେ କ୍ଲିକ୍ କରନ୍ତୁ
06:19 ଆମେ ଏଠାରେ, ଅନେକ Block Regions ଦେଖିବା
06:22 ଗୋଟିଏ Header Region. Main Menu, Main Menu Block Regionମ ଭିତରକୁ ଯିବା ଦରକାର, କାରଣ ତାହାପରେ ଏହା ସଠିକ୍ ଫର୍ମାଟିଙ୍ଗ୍ ପାଇବ
06:32 ଯଦି ଆପଣ, View Slideshow ପରି କିଛି ବ୍ୟବହାର କରୁଥା’ନ୍ତି, ତେବେ ତା’ପାଇଁ ଏକ Slideshow Region
06:37 ଏକ Featured block region
06:39 Help, Sidebar First, Sidebar second, Content
06:44 Panel First Panel Second 1, 2, 3 ଓ 4 ଓ ତା’ପରେ ଏକ Footer Region ଅଛି
06:53 ଧ୍ୟାନଦିଅନ୍ତୁ ଯେ, ଆମର ଡିଫଲ୍ଟ Themeରେ ଥିବା କିଛି Regions, ଆଉ ଉପଲବ୍ଧ ନାହିଁ
07:00 ଚାଲନ୍ତୁ ଦେଖିବା, ଆମକୁ ଏଠାରେ କ’ଣ କରିବା ଦରକାର ହେବ
07:03 Header Regionରେ ଅନେକ ଜିନିଷ ଅଛି. Footer Region, ଯାହାକୁ ଆମେ Powered By Drupal ଆସାଇନ୍ କରିଛେ, ଆଉ ଉପସ୍ଥିତ ନାହିଁ
07:14 Footerରେ ଆମେ ତାକୁ ପୁଣି ରଖିବା
07:17 ତାହା, Headerରୁ ତୁରନ୍ତ ଉଭାନ୍ ହୋଇଯିବ
07:20 Headerରୁ Status Message କାଢ଼ିଦିଅନ୍ତୁ ଓ ମେସେଜେସ୍ ରେ ରଖନ୍ତୁ
07:26 Footerରେ ପୁଣିଥରେ Footer Menu ରଖନ୍ତୁ
07:30 Search, Site Branding ଓ User Account Menuକୁ ଆମେ, ସେଗୁଡ଼ିକ ଯେଉଁଠାରେ ଅଛନ୍ତି, ସେହିଠାରେ ଛାଡ଼ିଦେବା
07:36 Primary Menu ଭୁଲ୍ ଜାଗାରେ ଅଛି, କିନ୍ତୁ ଚାଲନ୍ତୁ ତା’ ଉପରେ ନଜର ପକାଇବା
07:42 Save Blocks କ୍ଲିକ୍ କରନ୍ତୁ
07:44 ଆମ ସାଇଟ୍ କୁ ଫେରିଯାଆନ୍ତୁ
07:47 ଆଉ ଦେଖନ୍ତୁ, Main Menu କୋଉଠି ଦେଖାଯାଉନି. ତାହାର କାରଣ ହେଉଛି, Themeରେ Primary Menu ନାହିଁ
07:55 ତେଣୁ, ଆମେ ଆମର Main Navigation ନେବା ଓ ତାକୁ Main Menuରେ ବଦଳାଇଦେବା
08:01 ତଳକୁ ସ୍କ୍ରୋଲ୍ କରନ୍ତୁ...ଚାଲନ୍ତୁ ନଜର ପକାଇବା
08:05 ଆମର କଣ୍ଟେଣ୍ଟ ଏରିଆରେ, Help Block ଅଛି
08:09 ତାକୁ Helpରେ ରଖନ୍ତୁ
08:12 Page Title, Primary Admin Actions ଓ Page Tabs ଠିକ୍ ଅଛି
08:18 Sidebar First, Welcome to Drupalville, Book Navigation, Recent Events Added ଓ Tools
08:26 Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ
08:34 ଏଠାରେ ଚାରୋଟି Panel Regions ଅଛି, ଯେଉଁଥିରେ ଆମେ ଯାହା ଚାହିଁବା ରଖିପାରିବା
08:39 ଏବେ, Save କ୍ଲିକ୍ କରନ୍ତୁ
08:41 ଆଉ ଆମେ ଯାହା କଲେ, ଚାଲନ୍ତୁ ତାହା ଉପରେ ନଜର ପକାଇବା
08:44 ଏବେ ଏହା ବହୁତ ବଢ଼ିଆ ହେଲା
08:47 ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
08:58 BOOK NAVIGATION, RECENTLY ADDED EVENTS ବାମପଟେ ଅଛି
09:03 ଆଉ Tools ଡାହାଣପଟେ. ପୁଣିଥରେ Sidebar First ଓ Sidebar Second
09:10 ଓ ସମସ୍ତ କଣ୍ଟେଣ୍ଟ ମଝିରେ ରହିଛି
09:12 ଏଠାରେ କିଛି ଜିନିଷ କହିବାର ଅଛି
09:15 ଆମେ, ଆମର Themes ବଦଳାଇଛେ. ଆମର କଣ୍ଟେଣ୍ଟ ବ୍ୟତୀତ ସବୁକିଛି ବଦଳିଯାଇଛି
09:20 ଆମେ, ନୂଆ Fonts, ନୂଆ Font Style, ନୂଆ H3 Tags, ନୂଆ Block Regions, Layouts ଓ ନୂଆ Footer Area ପାଇଛେ
09:31 କିନ୍ତୁ, ଯାହା ବଦଳିନାହିଁ, ତାହା ହେଉଛି ଆମର Content ଓ ଆମ କଣ୍ଟେଣ୍ଟର ପ୍ରକୃତ Layout
09:37 ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
09:48 Themes ହେଉଛି ବହୁତ ବଢ଼ିଆ. ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
09:58 ଆପଣ, drupal.org/projects/themesକୁ ଆସିପାରନ୍ତି. ଉପଲବ୍ଧ ଥିବା କିଛି Drupal 8 Themes ଉପରେ ନଜର ପକାନ୍ତୁ
10:08 ଆପଣଙ୍କ ପସନ୍ଦାନୁସାରେ Themes ଆଣି ଇନଷ୍ଟଲ୍ କରନ୍ତୁ ଓ କାମ କରନ୍ତୁ
10:13 ଆପଣଙ୍କ ସାଇଟ୍ ରେ Themes କିପରି ପ୍ରଭାବ ପକାଏ, ତାହା ଜାଣିବା ପାଇଁ ଏହା ହେଉଛି ଏକ ଉତ୍ତମ ମାର୍ଗ. ଆପଣଙ୍କ ଇଚ୍ଛାନୁସାରେ ଆପଣ ଡିଜାଇନ୍ ପାଇପାରିବେ
10:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:24 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା
10:45 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:54 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
11:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep