Drupal/C2/Modifying-the-Display-of-Content/Oriya
From Script | Spoken-Tutorial
Time | Narration |
00:01 | Modifying the Display of Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Displays, Full content display ମ୍ୟାନେଜ୍ କରିବା ଏବଂ Teaser display ମ୍ୟାନେଜ୍ କରିବା |
00:16 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି |
00:26 | ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:31 | ପୂର୍ବରୁ କ୍ରିଏଟ୍ କରିଥିବା website ଖୋଲନ୍ତୁ |
00:35 | ଏଠାରେ content ଅଛି. ଏହା କେମିତି ଦିଶୁଛି ଏବଂ ପେଜ୍ରେ Drupal ଏହାକୁ କେମିତି render କରୁଛି, ଦେଖିବା |
00:42 | ଧ୍ୟାନଦିଅନ୍ତୁ ଯେ, Teaser modeରେ ଆପଣ ଏକ Read more ସହିତ Title ଏବଂ Body ପାଇବେ |
00:49 | scroll down କଲେ ଏଠାରେ ସମସ୍ତ ନୂଆ content ଦେଖିପାରିବେ |
00:55 | Drupal ଶେଷ 10 ଟି nodes କୁ by default ଆଉଟପୁଟ୍ ଦିଏ, ଯାହାକି Homepage କୁ promote କରିବା ପାଇଁ ତିଆରି ହୋଇଥାଏ |
01:03 | ଧ୍ୟାନଦିଅନ୍ତୁ, Page ତଳେ କିଛି pagination ଅଛି- 1, 2, 3, Next ଏବଂ Last |
01:12 | ଯଦି Last କ୍ଲିକ୍ କରିବେ, Teaser mode ରେ Title ପରେ ଏକ Read more ସହିତ node ର ତାଲିକା ଦେଖିପାରିବେ, |
01:20 | ଏହା ଆକର୍ଷକ ନୁହେଁ |
01:22 | “View modes” ସେଟ୍ କରିବାକୁ Drupal ଅନୁମତି ଦେଇଥାଏ |
01:27 | ପ୍ରଥମେ Structure ଏବଂ ପରେ Content Types କ୍ଲିକ୍ କରନ୍ତୁ |
01:31 | ଏବେ 'Events' Content type ପାଇଁ layout କୁ update କରନ୍ତୁ |
01:36 | drop-down ଉପରେ କ୍ଲିକ୍ କରି Manage display କ୍ଲିକ୍ କରନ୍ତୁ |
01:41 | ଉପର ଭାଗକୁ ଧ୍ୟାନଦିଅନ୍ତୁ, Manage display tab ଉପରେ ଏକ Default ଏବଂ ଏକ Teaser ଅଛି |
01:48 | Default ହେଉଛି default layout - Full view layout ଆଡ୍ କରନ୍ତୁ |
01:55 | ପରବର୍ତ୍ତୀ ହେଉଛି Teaser layout. Teaser ଉପରେ କ୍ଲିକ୍ କରନ୍ତୁ |
02:00 | Teaser mode ରେ କେବଳ Event Description ଦେଖାଯାଏ ଏବଂ Links ଟି ହେଉଛି Read more link |
02:09 | ଏହା କୁହେ "Trimmed limit: 600 characters" |
02:14 | Event Content type ପାଇଁ Teaser mode ଭଲ ଦିଖାଦେବା ପାଇଁ ଏଥିମଧ୍ୟରୁ କିଛି update କରିବା |
02:21 | ଆଗକୁ ଯିବା ପୂର୍ବରୁ ବୁଝିବାକୁ ହେବ ଯେ, Drupal ଆମକୁ Layouts ଦେଇଥାଏ |
02:28 | ପ୍ରଥମେ Structure ଏବଂ ପରେ Display modes କ୍ଲିକ୍ କରନ୍ତୁ |
02:32 | ଏହାପରେ View modes କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ, ସେଠାରେ Form modes ମଧ୍ୟ ଅଛି |
02:38 | ଏହି Form modes ହେଉଛି data ଏଣ୍ଟ୍ରି କରିବାର layout |
02:43 | View modes ହେଉଛି data ଦେଖିବାର layout |
02:48 | View modes କ୍ଲିକ୍ କରନ୍ତୁ |
02:51 | Content View mode ଅଧିନରେ Full content, RSS, Search index, Search results, Teaser. ଦେଖିପାରିବେ |
03:02 | ଏକ ନୂଆ Content View mode ଆଡ୍ କରିପାରିବେ |
03:06 | ମୁଖ୍ୟ ଜିନିଷ ହେଉଛି – ଆମେ କେବଳ Drupal ଦ୍ୱାରା ଦିଆଯାଉଥିବା ଜିନିଷ ମଧ୍ୟରେ ସୀମିତ ନୁହେଁ |
03:12 | ଆମ ପାଖରେ Blocks, Comments, Taxonomy terms ଏବଂ Users ମଧ୍ୟ ଅଛି |
03:18 | ଏଥିରେ ନିଜର View modes ଆଡ୍ କରିପାରିବେ |
03:22 | ମନେରଖନ୍ତୁ, ଏହା ହେଉଛି ମୁଖ୍ୟ ଜିନିଷ |
03:27 | ଏଗୁଡ଼ିକ ଉପଲବ୍ଧ ଅଛି. କିନ୍ତୁ ପ୍ରତ୍ୟେକ Content type ପାଇଁ ସମସ୍ତେ enabled ନୁହେଁ |
03:34 | ପଛକୁ ଫେରି ତାକୁ କରନ୍ତୁ |
03:36 | Structure କୁ ଫେରିଆସନ୍ତୁ ଏବଂ Content types କ୍ଲିକ୍ କରନ୍ତୁ |
03:42 | Events Content type ଉପରେ Manage display କ୍ଲିକ୍ କରନ୍ତୁ |
03:46 | ପୁଣିଥରେ, ଆମେ ସେହି ପେଜ୍ରେ ଅଛେ, ଯେଉଁଠି Default ଏବଂ Teaser ଅଛି |
03:52 | ତଳକୁ Scroll down କରନ୍ତୁ ଏବଂ CUSTOM DISPLAY SETTINGS କ୍ଲିକ୍ କରନ୍ତୁ |
03:57 | Full content ରେ check-mark ଦିଅନ୍ତୁ |
04:00 | ଏହା fieldsକୁ କେମିତି ବାହାରେ ରଖିବେ, ତାହା manipulate କରିବା ପାଇଁ ଅନୁମତି ଦିଏ, ଯେତେବେଳେ node କୁ ଦେଖିବେ |
04:07 | Save କ୍ଲିକ୍ କରନ୍ତୁ |
04:09 | ଏବେ ଉପର ପାର୍ଶ୍ୱରେ Full content ଏବଂ Teaser ଅଛି |
04:14 | ଏହାପରେ ଉଭୟ View modes କୁ କେମିତି update କରାଯାଏ ଶିଖିବା |
04:19 | ପ୍ରଥମେ Full Content View କୁ update କରନ୍ତୁ |
04:23 | ଆମର Full Content ଲେଆଉଟ୍ ରେ ଏହି ଫିଲ୍ଡସ୍ ଅଛି ଏବଂ ସେଗୁଡ଼ିକ, LABEL କିପରି ଦେଖାଯିବ ସେହି କ୍ରମରେ ଅଛନ୍ତି |
04:30 | ପଛକୁ ଫେରନ୍ତୁ ଏବଂ ଏକ event ଉପରେ ନଜର ଦିଅନ୍ତୁ. DrupalCamp Cincinnati କ୍ଲିକ୍ କରନ୍ତୁ |
04:37 | body ଉପରେ ଅଛି |
04:39 | Event website, Date, Topics ଏବଂ logo ଭିତରୁ ଯଦି ଆମ ପାଖରେ ଗୋଟିଏ ଅଛି |
04:45 | ଏବେ content ଭଲ ଦେଖାଯିବା ପାଇଁ ଏଗୁଡ଼ିକୁ clean କରନ୍ତୁ |
04:50 | Events ପାଇଁ Structure - Content types - Manage display ଏବଂ ଏହାପରେ Full Content କ୍ଲିକ୍ କରନ୍ତୁ |
04:58 | ଏଠାରେ Event Description, full mode ରେ ଅଛି |
05:02 | ତାକୁ Logo ତଳକୁ drag କରନ୍ତୁ |
05:05 | ଏହାପରେ Logo ପାଇଁ LABEL କୁ hide କରନ୍ତୁ |
05:09 | ଏବଂ ଏହାକୁ Original image ରୁ Medium size କୁ ବଦଳାନ୍ତୁ |
05:14 | ଏହା ଏକ Image style |
05:17 | ଯେତେବେଳେ Views ପାଇବା, ସେତେବେଳେ Image styles ବିଷୟରେ ଅଧିକ ଶିଖିବା |
05:22 | ବୁଝିପାରିବା ଯେ, ଯେକୌଣସି Image style ରେ ଯେକୌଣସି size ର image generate କରିହେବ |
05:29 | ଏହାପରେ ତାକୁ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ. Update କ୍ଲିକ୍ କରନ୍ତୁ |
05:35 | ଏବେ Event Logo ବାମ ପାଖରେ ରହିବ, କାରଣ image ଗୁଡ଼ିକୁ ଏହି Theme ବାମ ପାଖକୁ ନେଇଯାଏ |
05:43 | ଏହାର ଚାରିପାଖରେ Body ଗୁଡ଼େଇ ହେବ |
05:45 | Event Date କୁ LABEL Inline ଭାବେ ରଖନ୍ତୁ |
05:49 | ଏବେ Format ବଦଳାନ୍ତୁ |
05:52 | ଡାହାଣ ପାଖରେ ଥିବା gear କ୍ଲିକ୍ କରନ୍ତୁ. କୌଣସି ଜିନିଷକୁ configure କରିବାକୁ gear ବ୍ୟବହାର କରାଯାଏ |
05:59 | ଏହାକୁ Default long date କୁ ବଦଳାନ୍ତୁ |
06:03 | Update କ୍ଲିକ୍ କରନ୍ତୁ. ଏହା ହେଉଛି ବହୁତ ବଢିଆ |
06:07 | Event Sponsors କୁ Inline ଭାବେ ରଖନ୍ତୁ |
06:10 | ଦେଖିପାରିବେ ଯେ, ଆଉଟପୁଟ୍ referenced entity ସହ link ହୋଇଛି |
06:15 | ଏହାର ଅର୍ଥ, ଯଦି DrupalCamp Cincinnati କୁ Cincinnati User Group sponsor କରିବ ତେବେ ତାହା User Group page ସହ link ହେବ |
06:24 | ତାହା ପ୍ରକୃତରେ, ଆମେ ଚାହୁଁଥିବା ଭଳି |
06:27 | ଯେହେତୁ column ଭିତରେ Event Topics ଅଛି, Above ଚୟନ କରନ୍ତୁ |
06:33 | ପୁଣିଥରେ ଏହା Referenced entity ସହ link ହୋଇଛି |
06:37 | ଏବେ ଟ୍ୟୁଟୋରିଆଲକୁ pause କରନ୍ତୁ ଏବଂ ସ୍କ୍ରିନ୍ କେମିତି ଦିଶୁଛି ଦେଖନ୍ତୁ |
06:43 | Save କ୍ଲିକ୍ କରନ୍ତୁ |
06:45 | Full View mode ରେ ଥିବା ଗୋଟିଏ nodes କୁ ନଜର କରନ୍ତୁ |
06:49 | ପ୍ରଥମେ Content ଏବଂ ପରେ ଯେକୌଣସି event ଉପରେ କ୍ଲିକ୍ କରନ୍ତୁ |
06:54 | Events ଏବଂ text ର ନାମ ସମ୍ପୂର୍ଣ୍ଣ ଭିନ୍ନ ହେବ |
06:59 | କାରଣ devel, Lorem Ipsum ବ୍ୟବହାର କରେ |
07:03 | ଯେକୌଣସି Event କ୍ଲିକ୍ କରନ୍ତୁ |
07:06 | ଏବେ ଏକ layout ଦେଖିବା ଉଚିତ |
07:10 | ଏହା ବହୁତ ଭଲ ଦେଖାଯାଉଛି |
07:12 | Event Website, Event Date, Event Sponsors. |
07:18 | Event Topics ରେ କିଛି ସମସ୍ୟା ଅଛି, କିନ୍ତୁ ତା’ ପାଇଁ କିଛି CSS ବ୍ୟବହାର କରିପାରିବେ |
07:26 | ସେଗୁଡ଼ିକର links ସଠିକ୍ ସ୍ଥାନକୁ point କରେ |
07:29 | User Group Content type. ପାଇଁ full display update କରନ୍ତୁ |
07:34 | Structure, Content types କ୍ଲିକ୍ କରନ୍ତୁ ଏବଂ ଏହାପରେ User Groups ଭିତରେ Manage display କ୍ଲିକ୍ କରନ୍ତୁ |
07:42 | ପୁଣିଥରେ Views କୁ update କରିବା ଦରକାର |
07:46 | Scroll down କରି CUSTOM DISPLAY SETTINGS କ୍ଲିକ୍ କରନ୍ତୁ ଏବଂ Full content ଚୟନ କରନ୍ତୁ |
07:52 | ନିଜ ହିସାବରେ ଯେକୌଣସି displays କୁ update କରିପାରିବେ. Save କ୍ଲିକ୍ କରନ୍ତୁ |
07:59 | ଏହାପରେ Full content ଚୁଜ୍ କରନ୍ତୁ. Events ରେ ଯାହା କରିଥିଲେ ସେହିଭଳି ଦେଖାଯିବ |
08:06 | Description ଏବଂ site Inline ଉପରେ Group Website ରଖନ୍ତୁ |
08:12 | ପୁଣି ଥରେ LABELsକୁ Inline କରିବା ପାଇଁ Group Contact ଏବଂ Email କୁ ଏକାଠି ରଖନ୍ତୁ |
08:19 | Email କୁ Email link ବଦଳରେ Plain text ରଖନ୍ତୁ |
08:24 | କାରଣ email ପଠାଇବା ପାଇଁ ମୁଁ default Email program ବ୍ୟବହାର କରୁନାହିଁ |
08:30 | ଏହାକୁ Plain text ରଖନ୍ତୁ |
08:33 | Group Experience Level କୁ Above ଭାବେ ରଖନ୍ତୁ, କାରଣ ଏହା ସମସ୍ତ experience ର list |
08:40 | ଶେଷରେ Events sponsored କୁ Above ଭାବେ ରଖନ୍ତୁ |
08:45 | FORMAT କୁ Label ଭାବେ ରଖନ୍ତୁ |
08:47 | Entity ID କିମ୍ବା Rendered entity ମଧ୍ୟ ଚୁଜ୍ କରିପାରିଥାନ୍ତେ |
08:52 | କିନ୍ତୁ, ଏପରି କଲେ, ଆମେ ଏଠାରେ ଥିବା Event Pagesର ସମଗ୍ର ସମୂହ ସହିତ ସମାପ୍ତ କରିବା |
08:58 | ଏହାକୁ Label ଭାବେ ରଖନ୍ତୁ |
09:01 | ଏଠାରେ Link to the referenced entity ଅଛି |
09:04 | ଏହାକୁ କ୍ଲିକ୍ କରି Cincinnati User Group ଭିତରେ ଥିବା DrupalCamp Cincinnati କୁ ଯାଇପାରିବେ |
09:12 | Save କ୍ଲିକ୍ କରି check କରନ୍ତୁ |
09:16 | Content କ୍ଲିକ୍ କରନ୍ତୁ ଏବଂ list ଭିତରୁ User Group କ୍ଲିକ୍ କରନ୍ତୁ |
09:22 | ଏଠାରେ Group website, description, Contact information ଅଛି. ଏହା devel ଦ୍ୱାରା କ୍ରିଏଟ୍ ହୋଇଛି |
09:31 | ଏକ Contact Email ହେଉଛି fake id, ଯାହା devel ଦ୍ୱାରା କ୍ରିଏଟ୍ ହୋଇଛି |
09:38 | ମୁଖ୍ୟ ଜିନିଷ ହେଉଛି, ଏହା କାମ କରେ! |
09:41 | ଏଠାରେ Group Experience Level ଅଛି. ଧ୍ୟାନଦିଅନ୍ତୁ devel କିଛି double select କରିଛି |
09:48 | ବର୍ତ୍ତମାନ ପାଇଁ ଏହାକୁ ଛାଡ଼ିଦିଅନ୍ତୁ |
09:51 | ଶେଷରେ Event sponsored ହେଉଛି DrupalCamp Cincinnati |
09:56 | କୌଣସି Display କିମ୍ବା Layout modules ଆଡ୍ ନକରି ମଧ୍ୟ ଏହି layout ସବୁଠାରୁ ଭଲ |
10:03 | ଆମେ ସଫଳତା ପୂର୍ବକ Full content ତିଆରି କରିଛେ |
10:07 | ଏହାପରେ Teaser modes କୁ update କରିବା ଶିଖିବା. ଏହି ଦୁଇଟି ବେଶି ଖରାପ ନୁହଁନ୍ତି |
10:16 | କିନ୍ତୁ scroll down କଲେ Teaser modes ମଧ୍ୟ ବହୁତ ଭଲ ନୁହଁ |
10:21 | ତାକୁ ସହଜରେ fix କରିପାରିବେ |
10:24 | Structure ଏବଂ Content types କ୍ଲିକ୍ କରନ୍ତୁ |
10:28 | Events ଭିତରେ ପ୍ରଥମେ Manage display ଏବଂ ପରେ Teaser କ୍ଲିକ୍ କରନ୍ତୁ |
10:33 | Drupal ଆମକୁ links ଏବଂ Event Description ଦେଇଥାଏ, ଯାହା ହେଉଛି body field |
10:39 | ଏଥିପାଇଁ Teaser mode update କରନ୍ତୁ |
10:43 | Event Website କୁ ଉପରକୁ drag କରନ୍ତୁ ଏବଂ Inline ଚୟନ କରନ୍ତୁ |
10:49 | ଏହାପରେ Event Date କୁ ଉପରକୁ drag କରନ୍ତୁ, କାରଣ ଏହା ଗୁରୁତ୍ୱପୂର୍ଣ୍ଣ |
10:55 | ପୁଣି Event Logo କୁ ଉପରକୁ drag କରନ୍ତୁ |
11:00 | LABEL କୁ ହାଇଡ୍ କରନ୍ତୁ ଏବଂ FORMAT କୁ Thumbnail ରେ ଚେଞ୍ଜ କରନ୍ତୁ |
11:05 | site ଉପରେ ଯେକୌଣସି image ପାଇଁ Image styles କ୍ରିଏଟ୍ କରିପାରିବେ |
11:10 | କିନ୍ତୁ ଏ ବିଷୟରେ ପରେ ଶିଖିବା |
11:13 | Link image to କୁ Content ଭାବେ ବଦଳାନ୍ତୁ |
11:17 | ଏହା content item ଭିତରେ logo କୁ link ଭାବେ ତିଆରି କରେ. ଏବେ Update ଦାବନ୍ତୁ |
11:23 | ଆମ ପାଖରେ logo, website ଏବଂ date ଅଛି |
11:28 | Links କୁ ତଳକୁ Drag କରନ୍ତୁ |
11:31 | ଏହାପରେ Event Description କୁ trim କରନ୍ତୁ |
11:35 | Gear କ୍ଲିକ୍ କରନ୍ତୁ ଏବଂ ଏହାକୁ 400 characters କୁ ଚେଞ୍ଜ କରନ୍ତୁ |
11:40 | Update ଦାବନ୍ତୁ. ଏହାପରେ drop-down କ୍ଲିକ୍ କରି option କୁ Trimmed ରେ ଚେଞ୍ଜ କରନ୍ତୁ |
11:47 | ଏବେ Teaser mode ବାମ ପଟେ Logo, Website, Date ଏବଂ ଡାହାଣ ପଟେ Links ସହିତ Description ରହିବା ଉଚିତ |
11:58 | ଏବେ କେମିତି ଦିଶୁଛି ଦେଖନ୍ତୁ. Save କ୍ଲିକ୍ କରନ୍ତୁ |
12:03 | site କୁ ଫେରିଆସନ୍ତୁ |
12:05 | DrupalCamp Cincinnati updated ହୋଇଥିବା ଦେଖିପାରିବେ |
12:09 | Date field କୁ ପରେ update କରିବା |
12:12 | Body trim ହୋଇଥିବା ଦେଖିପାରିବେ |
12:16 | Structure କ୍ଲିକ୍ କରନ୍ତୁ. ଏହାପରେ Content types, Events, Manage display ଏବଂ Teaser କ୍ଲିକ୍ କରନ୍ତୁ |
12:24 | Event Date ବ୍ୟତୀତ ଏହାର ଅଧିକାଂଶ ଠିକ୍ ଅଛି. Time Ago ବଦଳରେ ଆମେ Custom ଚୟନ କରିବା |
12:32 | ଧ୍ୟାନଦିଅନ୍ତୁ, Date Formats ପାଇଁ PHP documentation ରେ ଏକ link ଅଛି |
12:38 | Date-Time format କୁ update କରନ୍ତୁ |
12:41 | ପ୍ରଥମେ ତାକୁ delete କରନ୍ତୁ |
12:44 | Lowercase l comma capital F jS comma ଏବଂ capital Y. |
12:51 | ଏହାର ଅର୍ଥ ସପ୍ତାହର ଗୋଟିଏ ଦିନ, ମାସର ଗୋଟିଏ ଦିନ |
12:55 | ଏବଂ ଏହାପରେ ଉପଯୁକ୍ତ suffix - st nd rd th ଏବଂ ଚାରି ସଂଖ୍ୟା ବିଶିଷ୍ଟ ବର୍ଷ |
13:04 | Update ଦାବନ୍ତୁ |
13:06 | ଏଠାରେ date ର ଏକ preview ଦେଖିପାରିବେ |
13:09 | Save ଦାବନ୍ତୁ |
13:11 | ବର୍ତ୍ତମାନ ପାଇଁ Event Description hide କରନ୍ତୁ |
13:14 | Save ଦାବନ୍ତୁ |
13:16 | site କୁ ଦେଖନ୍ତୁ |
13:19 | ଏବେ Event ପାଇଁ ଏଠାରେ Teaser ଦେଖାଯିବ - Title, logo, website ଏବଂ Event Date |
13:28 | User Groups ପାଇଁ Teaser mode update କରନ୍ତୁ |
13:32 | User Groups ଭିତରେ ପ୍ରଥମେ Structure, Content types ଏବଂ ପରେ Manage display କ୍ଲିକ୍ କରନ୍ତୁ |
13:39 | ଏହାପରେ Teaser କ୍ଲିକ୍ କରନ୍ତୁ |
13:42 | ଏଥିରେ ଛୋଟିଆ ପାର୍ଥକ୍ୟ ଅଛି, କାରଣ ଆମ ପାଖରେ କୌଣସି images ନାହିଁ |
13:47 | ଆମର ଏକ User Group logo ଥିଲା |
13:50 | ଉପର ଭାଗରେ User Group Website ରଖନ୍ତୁ |
13:53 | User Group Description କୁ display କରନ୍ତୁ ନାହିଁ |
13:57 | Group Contact email କୁ ରଖନ୍ତୁ |
14:00 | ଏବଂ Group Website ଏବଂ Contact Email ର label କୁ Inline ରେ ବଦଳାନ୍ତୁ |
14:06 | ପୁଣିଥରେ FORMAT କୁ Plain text ଭାବେ ରଖିବି, କାରଣ ମୁଁ default email ବ୍ୟବହାର କରିବି ନାହିଁ |
14:13 | ଏହା ଅତି ସହଜ Teaser mode |
14:16 | Save ଦାବନ୍ତୁ |
14:18 | site କୁ ଫେରିଆସନ୍ତୁ |
14:20 | Cincinnati User Group ର ଏକ Group Website ଏବଂ Contact Email ର ଏକ Read more ଅଛି |
14:27 | ସେଥିପାଇଁ ଆମେ Full content ଏବଂ Teaser mode ପାଇଁ View modes update କରିବା |
14:33 | ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ landing pages କୁ ଯିବା ଏବଂ content କୁ ବ୍ୟବହାର ଉପଯୋଗୀ ରୂପ ଦେବା |
14:41 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ- |
14:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Displays, Full content display ମ୍ୟାନେଜ୍ କରିବା ଏବଂ Display Teaserକୁ ମ୍ୟାନେଜ୍ କରିବା |
15:11 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
15:21 | ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
15:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
15:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
15:47 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |