Drupal/C2/Modifying-the-Display-of-Content/Oriya

From Script | Spoken-Tutorial
Jump to: navigation, search
Time Narration
00:01 Modifying the Display of Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Displays, Full content display ମ୍ୟାନେଜ୍ କରିବା ଏବଂ Teaser display ମ୍ୟାନେଜ୍ କରିବା
00:16 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
00:26 ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:31 ପୂର୍ବରୁ କ୍ରିଏଟ୍ କରିଥିବା website ଖୋଲନ୍ତୁ
00:35 ଏଠାରେ content ଅଛି. ଏହା କେମିତି ଦିଶୁଛି ଏବଂ ପେଜ୍ରେ Drupal ଏହାକୁ କେମିତି render କରୁଛି, ଦେଖିବା
00:42 ଧ୍ୟାନଦିଅନ୍ତୁ ଯେ, Teaser modeରେ ଆପଣ ଏକ Read more ସହିତ Title ଏବଂ Body ପାଇବେ
00:49 scroll down କଲେ ଏଠାରେ ସମସ୍ତ ନୂଆ content ଦେଖିପାରିବେ
00:55 Drupal ଶେଷ 10 ଟି nodes କୁ by default ଆଉଟପୁଟ୍ ଦିଏ, ଯାହାକି Homepage କୁ promote କରିବା ପାଇଁ ତିଆରି ହୋଇଥାଏ
01:03 ଧ୍ୟାନଦିଅନ୍ତୁ, Page ତଳେ କିଛି pagination ଅଛି- 1, 2, 3, Next ଏବଂ Last
01:12 ଯଦି Last କ୍ଲିକ୍ କରିବେ, Teaser mode ରେ Title ପରେ ଏକ Read more ସହିତ node ର ତାଲିକା ଦେଖିପାରିବେ,
01:20 ଏହା ଆକର୍ଷକ ନୁହେଁ
01:22 “View modes” ସେଟ୍ କରିବାକୁ Drupal ଅନୁମତି ଦେଇଥାଏ
01:27 ପ୍ରଥମେ Structure ଏବଂ ପରେ Content Types କ୍ଲିକ୍ କରନ୍ତୁ
01:31 ଏବେ 'Events' Content type ପାଇଁ layout କୁ update କରନ୍ତୁ
01:36 drop-down ଉପରେ କ୍ଲିକ୍ କରି Manage display କ୍ଲିକ୍ କରନ୍ତୁ
01:41 ଉପର ଭାଗକୁ ଧ୍ୟାନଦିଅନ୍ତୁ, Manage display tab ଉପରେ ଏକ Default ଏବଂ ଏକ Teaser ଅଛି
01:48 Default ହେଉଛି default layout - Full view layout ଆଡ୍ କରନ୍ତୁ
01:55 ପରବର୍ତ୍ତୀ ହେଉଛି Teaser layout. Teaser ଉପରେ କ୍ଲିକ୍ କରନ୍ତୁ
02:00 Teaser mode ରେ କେବଳ Event Description ଦେଖାଯାଏ ଏବଂ Links ଟି ହେଉଛି Read more link
02:09 ଏହା କୁହେ "Trimmed limit: 600 characters"
02:14 Event Content type ପାଇଁ Teaser mode ଭଲ ଦିଖାଦେବା ପାଇଁ ଏଥିମଧ୍ୟରୁ କିଛି update କରିବା
02:21 ଆଗକୁ ଯିବା ପୂର୍ବରୁ ବୁଝିବାକୁ ହେବ ଯେ, Drupal ଆମକୁ Layouts ଦେଇଥାଏ
02:28 ପ୍ରଥମେ Structure ଏବଂ ପରେ Display modes କ୍ଲିକ୍ କରନ୍ତୁ
02:32 ଏହାପରେ View modes କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ, ସେଠାରେ Form modes ମଧ୍ୟ ଅଛି
02:38 ଏହି Form modes ହେଉଛି data ଏଣ୍ଟ୍ରି କରିବାର layout
02:43 View modes ହେଉଛି data ଦେଖିବାର layout
02:48 View modes କ୍ଲିକ୍ କରନ୍ତୁ
02:51 Content View mode ଅଧିନରେ Full content, RSS, Search index, Search results, Teaser. ଦେଖିପାରିବେ
03:02 ଏକ ନୂଆ Content View mode ଆଡ୍ କରିପାରିବେ
03:06 ମୁଖ୍ୟ ଜିନିଷ ହେଉଛି – ଆମେ କେବଳ Drupal ଦ୍ୱାରା ଦିଆଯାଉଥିବା ଜିନିଷ ମଧ୍ୟରେ ସୀମିତ ନୁହେଁ
03:12 ଆମ ପାଖରେ Blocks, Comments, Taxonomy terms ଏବଂ Users ମଧ୍ୟ ଅଛି
03:18 ଏଥିରେ ନିଜର View modes ଆଡ୍ କରିପାରିବେ
03:22 ମନେରଖନ୍ତୁ, ଏହା ହେଉଛି ମୁଖ୍ୟ ଜିନିଷ
03:27 ଏଗୁଡ଼ିକ ଉପଲବ୍ଧ ଅଛି. କିନ୍ତୁ ପ୍ରତ୍ୟେକ Content type ପାଇଁ ସମସ୍ତେ enabled ନୁହେଁ
03:34 ପଛକୁ ଫେରି ତାକୁ କରନ୍ତୁ
03:36 Structure କୁ ଫେରିଆସନ୍ତୁ ଏବଂ Content types କ୍ଲିକ୍ କରନ୍ତୁ
03:42 Events Content type ଉପରେ Manage display କ୍ଲିକ୍ କରନ୍ତୁ
03:46 ପୁଣିଥରେ, ଆମେ ସେହି ପେଜ୍ରେ ଅଛେ, ଯେଉଁଠି Default ଏବଂ Teaser ଅଛି
03:52 ତଳକୁ Scroll down କରନ୍ତୁ ଏବଂ CUSTOM DISPLAY SETTINGS କ୍ଲିକ୍ କରନ୍ତୁ
03:57 Full content ରେ check-mark ଦିଅନ୍ତୁ
04:00 ଏହା fieldsକୁ କେମିତି ବାହାରେ ରଖିବେ, ତାହା manipulate କରିବା ପାଇଁ ଅନୁମତି ଦିଏ, ଯେତେବେଳେ node କୁ ଦେଖିବେ
04:07 Save କ୍ଲିକ୍ କରନ୍ତୁ
04:09 ଏବେ ଉପର ପାର୍ଶ୍ୱରେ Full content ଏବଂ Teaser ଅଛି
04:14 ଏହାପରେ ଉଭୟ View modes କୁ କେମିତି update କରାଯାଏ ଶିଖିବା
04:19 ପ୍ରଥମେ Full Content View କୁ update କରନ୍ତୁ
04:23 ଆମର Full Content ଲେଆଉଟ୍ ରେ ଏହି ଫିଲ୍ଡସ୍ ଅଛି ଏବଂ ସେଗୁଡ଼ିକ, LABEL କିପରି ଦେଖାଯିବ ସେହି କ୍ରମରେ ଅଛନ୍ତି
04:30 ପଛକୁ ଫେରନ୍ତୁ ଏବଂ ଏକ event ଉପରେ ନଜର ଦିଅନ୍ତୁ. DrupalCamp Cincinnati କ୍ଲିକ୍ କରନ୍ତୁ
04:37 body ଉପରେ ଅଛି
04:39 Event website, Date, Topics ଏବଂ logo ଭିତରୁ ଯଦି ଆମ ପାଖରେ ଗୋଟିଏ ଅଛି
04:45 ଏବେ content ଭଲ ଦେଖାଯିବା ପାଇଁ ଏଗୁଡ଼ିକୁ clean କରନ୍ତୁ
04:50 Events ପାଇଁ Structure - Content types - Manage display ଏବଂ ଏହାପରେ Full Content କ୍ଲିକ୍ କରନ୍ତୁ
04:58 ଏଠାରେ Event Description, full mode ରେ ଅଛି
05:02 ତାକୁ Logo ତଳକୁ drag କରନ୍ତୁ
05:05 ଏହାପରେ Logo ପାଇଁ LABEL କୁ hide କରନ୍ତୁ
05:09 ଏବଂ ଏହାକୁ Original image ରୁ Medium size କୁ ବଦଳାନ୍ତୁ
05:14 ଏହା ଏକ Image style
05:17 ଯେତେବେଳେ Views ପାଇବା, ସେତେବେଳେ Image styles ବିଷୟରେ ଅଧିକ ଶିଖିବା
05:22 ବୁଝିପାରିବା ଯେ, ଯେକୌଣସି Image style ରେ ଯେକୌଣସି size ର image generate କରିହେବ
05:29 ଏହାପରେ ତାକୁ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ. Update କ୍ଲିକ୍ କରନ୍ତୁ
05:35 ଏବେ Event Logo ବାମ ପାଖରେ ରହିବ, କାରଣ image ଗୁଡ଼ିକୁ ଏହି Theme ବାମ ପାଖକୁ ନେଇଯାଏ
05:43 ଏହାର ଚାରିପାଖରେ Body ଗୁଡ଼େଇ ହେବ
05:45 Event Date କୁ LABEL Inline ଭାବେ ରଖନ୍ତୁ
05:49 ଏବେ Format ବଦଳାନ୍ତୁ
05:52 ଡାହାଣ ପାଖରେ ଥିବା gear କ୍ଲିକ୍ କରନ୍ତୁ. କୌଣସି ଜିନିଷକୁ configure କରିବାକୁ gear ବ୍ୟବହାର କରାଯାଏ
05:59 ଏହାକୁ Default long date କୁ ବଦଳାନ୍ତୁ
06:03 Update କ୍ଲିକ୍ କରନ୍ତୁ. ଏହା ହେଉଛି ବହୁତ ବଢିଆ
06:07 Event Sponsors କୁ Inline ଭାବେ ରଖନ୍ତୁ
06:10 ଦେଖିପାରିବେ ଯେ, ଆଉଟପୁଟ୍ referenced entity ସହ link ହୋଇଛି
06:15 ଏହାର ଅର୍ଥ, ଯଦି DrupalCamp Cincinnati କୁ Cincinnati User Group sponsor କରିବ ତେବେ ତାହା User Group page ସହ link ହେବ
06:24 ତାହା ପ୍ରକୃତରେ, ଆମେ ଚାହୁଁଥିବା ଭଳି
06:27 ଯେହେତୁ column ଭିତରେ Event Topics ଅଛି, Above ଚୟନ କରନ୍ତୁ
06:33 ପୁଣିଥରେ ଏହା Referenced entity ସହ link ହୋଇଛି
06:37 ଏବେ ଟ୍ୟୁଟୋରିଆଲକୁ pause କରନ୍ତୁ ଏବଂ ସ୍କ୍ରିନ୍ କେମିତି ଦିଶୁଛି ଦେଖନ୍ତୁ
06:43 Save କ୍ଲିକ୍ କରନ୍ତୁ
06:45 Full View mode ରେ ଥିବା ଗୋଟିଏ nodes କୁ ନଜର କରନ୍ତୁ
06:49 ପ୍ରଥମେ Content ଏବଂ ପରେ ଯେକୌଣସି event ଉପରେ କ୍ଲିକ୍ କରନ୍ତୁ
06:54 Events ଏବଂ text ର ନାମ ସମ୍ପୂର୍ଣ୍ଣ ଭିନ୍ନ ହେବ
06:59 କାରଣ devel, Lorem Ipsum ବ୍ୟବହାର କରେ
07:03 ଯେକୌଣସି Event କ୍ଲିକ୍ କରନ୍ତୁ
07:06 ଏବେ ଏକ layout ଦେଖିବା ଉଚିତ
07:10 ଏହା ବହୁତ ଭଲ ଦେଖାଯାଉଛି
07:12 Event Website, Event Date, Event Sponsors.
07:18 Event Topics ରେ କିଛି ସମସ୍ୟା ଅଛି, କିନ୍ତୁ ତା’ ପାଇଁ କିଛି CSS ବ୍ୟବହାର କରିପାରିବେ
07:26 ସେଗୁଡ଼ିକର links ସଠିକ୍ ସ୍ଥାନକୁ point କରେ
07:29 User Group Content type. ପାଇଁ full display update କରନ୍ତୁ
07:34 Structure, Content types କ୍ଲିକ୍ କରନ୍ତୁ ଏବଂ ଏହାପରେ User Groups ଭିତରେ Manage display କ୍ଲିକ୍ କରନ୍ତୁ
07:42 ପୁଣିଥରେ Views କୁ update କରିବା ଦରକାର
07:46 Scroll down କରି CUSTOM DISPLAY SETTINGS କ୍ଲିକ୍ କରନ୍ତୁ ଏବଂ Full content ଚୟନ କରନ୍ତୁ
07:52 ନିଜ ହିସାବରେ ଯେକୌଣସି displays କୁ update କରିପାରିବେ. Save କ୍ଲିକ୍ କରନ୍ତୁ
07:59 ଏହାପରେ Full content ଚୁଜ୍ କରନ୍ତୁ. Events ରେ ଯାହା କରିଥିଲେ ସେହିଭଳି ଦେଖାଯିବ
08:06 Description ଏବଂ site Inline ଉପରେ Group Website ରଖନ୍ତୁ
08:12 ପୁଣି ଥରେ LABELsକୁ Inline କରିବା ପାଇଁ Group Contact ଏବଂ Email କୁ ଏକାଠି ରଖନ୍ତୁ
08:19 Email କୁ Email link ବଦଳରେ Plain text ରଖନ୍ତୁ
08:24 କାରଣ email ପଠାଇବା ପାଇଁ ମୁଁ default Email program ବ୍ୟବହାର କରୁନାହିଁ
08:30 ଏହାକୁ Plain text ରଖନ୍ତୁ
08:33 Group Experience Level କୁ Above ଭାବେ ରଖନ୍ତୁ, କାରଣ ଏହା ସମସ୍ତ experience ର list
08:40 ଶେଷରେ Events sponsored କୁ Above ଭାବେ ରଖନ୍ତୁ
08:45 FORMAT କୁ Label ଭାବେ ରଖନ୍ତୁ
08:47 Entity ID କିମ୍ବା Rendered entity ମଧ୍ୟ ଚୁଜ୍ କରିପାରିଥାନ୍ତେ
08:52 କିନ୍ତୁ, ଏପରି କଲେ, ଆମେ ଏଠାରେ ଥିବା Event Pagesର ସମଗ୍ର ସମୂହ ସହିତ ସମାପ୍ତ କରିବା
08:58 ଏହାକୁ Label ଭାବେ ରଖନ୍ତୁ
09:01 ଏଠାରେ Link to the referenced entity ଅଛି
09:04 ଏହାକୁ କ୍ଲିକ୍ କରି Cincinnati User Group ଭିତରେ ଥିବା DrupalCamp Cincinnati କୁ ଯାଇପାରିବେ
09:12 Save କ୍ଲିକ୍ କରି check କରନ୍ତୁ
09:16 Content କ୍ଲିକ୍ କରନ୍ତୁ ଏବଂ list ଭିତରୁ User Group କ୍ଲିକ୍ କରନ୍ତୁ
09:22 ଏଠାରେ Group website, description, Contact information ଅଛି. ଏହା devel ଦ୍ୱାରା କ୍ରିଏଟ୍ ହୋଇଛି
09:31 ଏକ Contact Email ହେଉଛି fake id, ଯାହା devel ଦ୍ୱାରା କ୍ରିଏଟ୍ ହୋଇଛି
09:38 ମୁଖ୍ୟ ଜିନିଷ ହେଉଛି, ଏହା କାମ କରେ!
09:41 ଏଠାରେ Group Experience Level ଅଛି. ଧ୍ୟାନଦିଅନ୍ତୁ devel କିଛି double select କରିଛି
09:48 ବର୍ତ୍ତମାନ ପାଇଁ ଏହାକୁ ଛାଡ଼ିଦିଅନ୍ତୁ
09:51 ଶେଷରେ Event sponsored ହେଉଛି DrupalCamp Cincinnati
09:56 କୌଣସି Display କିମ୍ବା Layout modules ଆଡ୍ ନକରି ମଧ୍ୟ ଏହି layout ସବୁଠାରୁ ଭଲ
10:03 ଆମେ ସଫଳତା ପୂର୍ବକ Full content ତିଆରି କରିଛେ
10:07 ଏହାପରେ Teaser modes କୁ update କରିବା ଶିଖିବା. ଏହି ଦୁଇଟି ବେଶି ଖରାପ ନୁହଁନ୍ତି
10:16 କିନ୍ତୁ scroll down କଲେ Teaser modes ମଧ୍ୟ ବହୁତ ଭଲ ନୁହଁ
10:21 ତାକୁ ସହଜରେ fix କରିପାରିବେ
10:24 Structure ଏବଂ Content types କ୍ଲିକ୍ କରନ୍ତୁ
10:28 Events ଭିତରେ ପ୍ରଥମେ Manage display ଏବଂ ପରେ Teaser କ୍ଲିକ୍ କରନ୍ତୁ
10:33 Drupal ଆମକୁ links ଏବଂ Event Description ଦେଇଥାଏ, ଯାହା ହେଉଛି body field
10:39 ଏଥିପାଇଁ Teaser mode update କରନ୍ତୁ
10:43 Event Website କୁ ଉପରକୁ drag କରନ୍ତୁ ଏବଂ Inline ଚୟନ କରନ୍ତୁ
10:49 ଏହାପରେ Event Date କୁ ଉପରକୁ drag କରନ୍ତୁ, କାରଣ ଏହା ଗୁରୁତ୍ୱପୂର୍ଣ୍ଣ
10:55 ପୁଣି Event Logo କୁ ଉପରକୁ drag କରନ୍ତୁ
11:00 LABEL କୁ ହାଇଡ୍ କରନ୍ତୁ ଏବଂ FORMAT କୁ Thumbnail ରେ ଚେଞ୍ଜ କରନ୍ତୁ
11:05 site ଉପରେ ଯେକୌଣସି image ପାଇଁ Image styles କ୍ରିଏଟ୍ କରିପାରିବେ
11:10 କିନ୍ତୁ ଏ ବିଷୟରେ ପରେ ଶିଖିବା
11:13 Link image to କୁ Content ଭାବେ ବଦଳାନ୍ତୁ
11:17 ଏହା content item ଭିତରେ logo କୁ link ଭାବେ ତିଆରି କରେ. ଏବେ Update ଦାବନ୍ତୁ
11:23 ଆମ ପାଖରେ logo, website ଏବଂ date ଅଛି
11:28 Links କୁ ତଳକୁ Drag କରନ୍ତୁ
11:31 ଏହାପରେ Event Description କୁ trim କରନ୍ତୁ
11:35 Gear କ୍ଲିକ୍ କରନ୍ତୁ ଏବଂ ଏହାକୁ 400 characters କୁ ଚେଞ୍ଜ କରନ୍ତୁ
11:40 Update ଦାବନ୍ତୁ. ଏହାପରେ drop-down କ୍ଲିକ୍ କରି option କୁ Trimmed ରେ ଚେଞ୍ଜ କରନ୍ତୁ
11:47 ଏବେ Teaser mode ବାମ ପଟେ Logo, Website, Date ଏବଂ ଡାହାଣ ପଟେ Links ସହିତ Description ରହିବା ଉଚିତ
11:58 ଏବେ କେମିତି ଦିଶୁଛି ଦେଖନ୍ତୁ. Save କ୍ଲିକ୍ କରନ୍ତୁ
12:03 site କୁ ଫେରିଆସନ୍ତୁ
12:05 DrupalCamp Cincinnati updated ହୋଇଥିବା ଦେଖିପାରିବେ
12:09 Date field କୁ ପରେ update କରିବା
12:12 Body trim ହୋଇଥିବା ଦେଖିପାରିବେ
12:16 Structure କ୍ଲିକ୍ କରନ୍ତୁ. ଏହାପରେ Content types, Events, Manage display ଏବଂ Teaser କ୍ଲିକ୍ କରନ୍ତୁ
12:24 Event Date ବ୍ୟତୀତ ଏହାର ଅଧିକାଂଶ ଠିକ୍ ଅଛି. Time Ago ବଦଳରେ ଆମେ Custom ଚୟନ କରିବା
12:32 ଧ୍ୟାନଦିଅନ୍ତୁ, Date Formats ପାଇଁ PHP documentation ରେ ଏକ link ଅଛି
12:38 Date-Time format କୁ update କରନ୍ତୁ
12:41 ପ୍ରଥମେ ତାକୁ delete କରନ୍ତୁ
12:44 Lowercase l comma capital F jS comma ଏବଂ capital Y.
12:51 ଏହାର ଅର୍ଥ ସପ୍ତାହର ଗୋଟିଏ ଦିନ, ମାସର ଗୋଟିଏ ଦିନ
12:55 ଏବଂ ଏହାପରେ ଉପଯୁକ୍ତ suffix - st nd rd th ଏବଂ ଚାରି ସଂଖ୍ୟା ବିଶିଷ୍ଟ ବର୍ଷ
13:04 Update ଦାବନ୍ତୁ
13:06 ଏଠାରେ date ର ଏକ preview ଦେଖିପାରିବେ
13:09 Save ଦାବନ୍ତୁ
13:11 ବର୍ତ୍ତମାନ ପାଇଁ Event Description hide କରନ୍ତୁ
13:14 Save ଦାବନ୍ତୁ
13:16 site କୁ ଦେଖନ୍ତୁ
13:19 ଏବେ Event ପାଇଁ ଏଠାରେ Teaser ଦେଖାଯିବ - Title, logo, website ଏବଂ Event Date
13:28 User Groups ପାଇଁ Teaser mode update କରନ୍ତୁ
13:32 User Groups ଭିତରେ ପ୍ରଥମେ Structure, Content types ଏବଂ ପରେ Manage display କ୍ଲିକ୍ କରନ୍ତୁ
13:39 ଏହାପରେ Teaser କ୍ଲିକ୍ କରନ୍ତୁ
13:42 ଏଥିରେ ଛୋଟିଆ ପାର୍ଥକ୍ୟ ଅଛି, କାରଣ ଆମ ପାଖରେ କୌଣସି images ନାହିଁ
13:47 ଆମର ଏକ User Group logo ଥିଲା
13:50 ଉପର ଭାଗରେ User Group Website ରଖନ୍ତୁ
13:53 User Group Description କୁ display କରନ୍ତୁ ନାହିଁ
13:57 Group Contact email କୁ ରଖନ୍ତୁ
14:00 ଏବଂ Group Website ଏବଂ Contact Email ର label କୁ Inline ରେ ବଦଳାନ୍ତୁ
14:06 ପୁଣିଥରେ FORMAT କୁ Plain text ଭାବେ ରଖିବି, କାରଣ ମୁଁ default email ବ୍ୟବହାର କରିବି ନାହିଁ
14:13 ଏହା ଅତି ସହଜ Teaser mode
14:16 Save ଦାବନ୍ତୁ
14:18 site କୁ ଫେରିଆସନ୍ତୁ
14:20 Cincinnati User Group ର ଏକ Group Website ଏବଂ Contact Email ର ଏକ Read more ଅଛି
14:27 ସେଥିପାଇଁ ଆମେ Full content ଏବଂ Teaser mode ପାଇଁ View modes update କରିବା
14:33 ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ landing pages କୁ ଯିବା ଏବଂ content କୁ ବ୍ୟବହାର ଉପଯୋଗୀ ରୂପ ଦେବା
14:41 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ-
14:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Displays, Full content display ମ୍ୟାନେଜ୍ କରିବା ଏବଂ Display Teaserକୁ ମ୍ୟାନେଜ୍ କରିବା
15:11 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
15:21 ଏହି ଲିଙ୍କ୍ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
15:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
15:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
15:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep