Arduino/C3/Assembly-programming-through-Arduino/Oriya
From Script | Spoken-Tutorial
Time | Narration |
00:01 | Assembly Programming Through Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା, |
00:15 | Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଏକ ଆସେମ୍ୱଲୀ ପ୍ରୋଗ୍ରାମ୍ ଲେଖିବା |
00:21 | 7447 IC ବ୍ୟବହାର କରି Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରିବା |
00:28 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ ଓ Assembly ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ |
00:36 | ନିମ୍ନ ବିଷୟରେ ଅଧିକ ଜାଣିବା ପାଇଁ ଏହି ଟ୍ୟୁଟୋରିଆଲର Additional Reading Material ଲିଙ୍କ୍ ଦେଖନ୍ତୁ: |
00:42 | Arduino - ଆସେମ୍ୱଲୀ କୋଡ୍ ରେଫରେନ୍ସ ଓ Arduino ATmega328 Pin ମ୍ୟାପିଙ୍ଗ୍ |
00:50 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Arduino UNO Board |
00:56 | ଏବଂ Ubuntu Linux operating system ଭର୍ସନ୍ 14.04. |
01:02 | ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:
BreadBoard |
01:09 | Arduino UNO Board |
01:12 | Common Anode Seven Segment Display,
220 ohm ରେଜିଷ୍ଟର୍, |
01:18 | Decoder 7447 IC
ଓ Jumper Wires |
01:25 | ଏହି ପ୍ରୟୋଗରେ ଆମେ, Common Anode Seven Segment Display ବ୍ୟବହାର କରିବା |
01:31 | Seven Segment Display ବିଷୟରେ ଅଧିକ ଜାଣିବା ପାଇଁ ଏହି ଦୟାକରି ଶୃଙ୍ଖଳାର ବେସିକ୍ ଲେଭଲ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:38 | ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଦେଖିବା |
01:46 | Seven Segment Displayର “ଡଟ୍ ପିନ୍” Arduinoର “ପିନ୍ 13” ସହ କନେକ୍ଟ ହୋଇଛି |
01:53 | COM Pinsରୁ ଯେକୌଣସି ଗୋଟିଏ 220 ohm ରେଜିଷ୍ଟର୍ ମାଧ୍ୟମରେ +5 Volt ସହ ଲାଗିଛି |
02:00 | Arduino ଓ Microcontroller ପାଇଁ “ପିନ୍ ମ୍ୟାପିଙ୍ଗ୍” ଦେଖନ୍ତୁ |
02:05 | ଏହା ହେଉଛି କନେକ୍ସନ୍ର ଲାଇଭ୍ ସେଟ ଅପ୍ |
02:09 | ଏବେ ଆମେ, Seven Segment Displayରେ Dot LEDକୁ ଅନ୍ କରିବା ପାଇଁ ଗୋଟିଏ “ଆସେମ୍ୱଲୀ ପ୍ରୋଗ୍ରାମ୍” ଲେଖିବା |
02:17 | ଆମକୁ assembler AVRA ଓ AVRDUDEକୁ ଇନଷ୍ଟଲ୍ କରିବାକୁ ପଡ଼ିବ |
02:23 | AVRA ହେଉଛି ଏକ “ଆସେମ୍ୱଲର୍”, ଯାହା ଏକ hex ଫାଇଲ୍ ଜେନେରେଟ୍ କରିଥାଏ |
02:28 | Arduino Boardରେ ଯେକୌଣସି hex ଫାଇଲ୍ ଅପଲୋଡ୍ କରିବା ପାଇଁ AVRDUDE ବ୍ୟବହୃତ ହୋଇଥାଏ |
02:34 | Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
02:39 | AVRA ଓ AVRDUDE ଇନଷ୍ଟଲ୍ କରିବା ପାଇଁ ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ avra ସ୍ପେସ୍ avrdude |
02:55 | କୁହାଗଲେ Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ |
03:01 | ଦେଖନ୍ତୁ, ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଗଲା |
03:05 | କନଫିଗରେଶନ୍ ସୁନିଶ୍ଚିତ କରିବା ପାଇଁ ଇନଷ୍ଟଲେଶନ୍ ସମୟରେ ଯେତେବେଳେ ବି କୁହାଯିବ, Y ଦାବନ୍ତୁ |
03:11 | ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଭିତ୍ତି କରି ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ କିଛି ସମୟ ନେବ |
03:17 | ଇନଷ୍ଟଲେଶନ୍ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଗଲା.
ସ୍କ୍ରୀନ୍କୁ ଖାଲି କରିଦିଅନ୍ତୁ |
03:25 | ଏବେ, କମ୍ପ୍ୟୁଟର୍ ସହ Arduino Boardକୁ କନେକ୍ଟ କରନ୍ତୁ |
03:29 | Arduinoର Port ନମ୍ୱର୍ ଦେଖିବା ପାଇଁ ମୁଁ ଟାଇପ୍ କରିବି: ls ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM ଆଷ୍ଟ୍ରିକ୍ସ |
03:41 | ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM0 ଭାବରେ ଆଉଟପୁଟ୍ ଦେଖାଦେଲା |
03:49 | ଏଠାରେ, ttyACM0 ହେଉଛି Arduinoର Port ନମ୍ୱର୍ |
03:55 | ଆପଣଙ୍କୁ ଭିନ୍ନ “ପୋର୍ଟ” ନମ୍ୱର୍ ମିଳିପାରେ. ତାହାକୁ ଲେଖିରଖନ୍ତୁ |
04:00 | m328Pdef.inc ଫାଇଲ୍କୁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରୁ ଡାଉନଲୋଡ୍ କରିନିଅନ୍ତୁ |
04:08 | “ସୋର୍ସ କୋଡ୍”ର ପ୍ରଥମ ଲାଇନ୍ ରେ ଆମକୁ ଏହି Library ଫାଇଲ୍କୁ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ |
04:13 | ଏହା ମାଧ୍ୟମରେ ୟୁଜର୍, Assembly Programs ଲେଖିବା ସମୟରେ Register ଓ Bit Name ବ୍ୟବହାର କରିପାରିବେ |
04:20 | ଗୋଟିଏ Assembly Program ଲେଖି Microcontrollerରେ ଅପଲୋଡ୍ କରନ୍ତୁ |
04:25 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
04:29 | ସେମିକୋଲନ୍, Comment Statementକୁ ବୁଝାଇଥାଏ |
04:33 | ଏହିସବୁ Statement, Assembler ଦ୍ୱାରା ଅଣଦେଖା କରାଯାଇଥାଏ ଏବଂ ନିଷ୍ପାଦିତ ହୁଏ ନାହିଁ |
04:38 | ଏହି ଲାଇନ୍, m328Pdef.incକୁ ଅନ୍ତର୍ଭୁକ୍ତ କରିବା ପାଇଁ Assemblerକୁ କହିଥାଏ |
04:45 | ଆମେ ପୂର୍ବରୁ ଏହି ଫାଇଲ୍କୁ ଡାଉନଲୋଡ୍ କରିସାରିଛେ ଏବଂ ମୋ କମ୍ପ୍ୟୁଟର୍ରେ ଏହା ହେଉଛି Path |
04:51 | ଧ୍ୟାନ ଦିଅନ୍ତୁ ଯେ, ଆମକୁ ସମଗ୍ର File Pathକୁ ନିର୍ଦ୍ଦିଷ୍ଟ କରିବାକୁ ହେବ |
04:55 | ldiର ଅର୍ଥ ହେଉଛି Load Immediate |
04:59 | ଏହା ପିନ୍ PB5କୁ “ଆଉଟପୁଟ୍” ଭାବେ ସେଟ୍ କରିଥାଏ, ଯାହା ହେଉଛି ଡିଜିଟଲ୍ Pin 13 |
05:05 | ଏହା, ଗୋଟିଏ କାମ କରୁଥିବା Register R16 ନେଇ, ସେଥିରେ ଗୋଟିଏ Binary Number ଲୋଡ୍ କରିବା ପାଇଁ Assemblerକୁ କହିଥାଏ |
05:12 | ଏହି ଲାଇନ୍, Register R16ର ବିଷୟବସ୍ତୁକୁ କପୀ କରି DDRB Registerରେ ରଖିବା ପାଇଁ Compilerକୁ କହିଥାଏ |
05:20 | ଏହା, 5 Voltsରେ ସେଟ୍ କରାଯାଇଥିବା ପିନ୍ PB5, ଯାହା ହେଉଛି “ଡିଜିଟଲ୍ ପିନ୍ 13”, କୁ ଛାଡ଼ି ଅନ୍ୟ ସମସ୍ତ ପିନ୍ସକୁ 0 Voltsରେ ସେଟ୍ କରିଥାଏ |
05:30 | ଏହି ଲାଇନ୍, ଆମ ଷ୍ଟୋରେଜ୍ Register R17ରୁ ସେହି Binary Numberକୁ କପୀ କରି Port Bକୁ ନେଇଥାଏ |
05:38 | Relative Jump Statement, ଏକ Infinite Loopରେ “ପ୍ରୋଗ୍ରାମ୍”କୁ ନିଷ୍ପାଦିତ କରିଥାଏ |
05:44 | LEDକୁ “ଅନ୍” ରଖିଥିବା ପାଇଁ “ପ୍ରୋଗ୍ରାମ୍”କୁ ଚାଲୁଥିବା ଦରକାର |
05:50 | home ସ୍ଲାଶ୍ spoken ସ୍ଲାଶ୍ Assembly ଫୋଲ୍ଡର୍ ରେ, dot ହାଇଫେନ୍ led.asm ଫାଇଲ୍କୁ Code ଭାବରେ ସେଭ୍ କରନ୍ତୁ |
05:59 | ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ମଧ୍ୟ ଏହି କୋଡ୍ ଉପଲବ୍ଧ ଅଛି. |
06:04 | ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
06:07 | ଟର୍ମିନଲ୍କୁ ଯାଆନ୍ତୁ. |
06:10 | dot ହାଇଫେନ୍ led.asm ଫାଇଲ୍ ସେଭ୍ କରାଯାଇଥିବା ଫୋଲ୍ଡର୍କୁ ଯାଆନ୍ତୁ |
06:16 | ଟାଇପ୍ କରନ୍ତୁ: avra ସ୍ପେସ୍ dot ହାଇଫେନ୍ led.asm ଓ Enter ଦାବନ୍ତୁ |
06:24 | ଏହା, କୋଡ୍କୁ ଆସେମ୍ୱଲ୍ କରିବ ଏବଂ ଏକ dot ହାଇଫେନ୍ led.hex ଫାଇଲ୍ ତିଆରି କରିବ |
06:30 | ଏହି ଫୋଲ୍ଡର୍ରେ ଜେନେରେଟ୍ ହୋଇଥିବା dot ହାଇଫେନ୍ led.hex ଫାଇଲ୍କୁ ଆସନ୍ତୁ ଦେଖିବା |
06:37 | ଏହାପରେ, ଆମକୁ Arduinoରେ କୋଡ୍କୁ ଅପଲୋଡ୍ କରିବାକୁ ପଡ଼ିବ |
06:41 | ଟର୍ମିନଲ୍କୁ ଫେରିଯାଆନ୍ତୁ |
06:44 | ଏଥିପାଇଁ ଟାଇପ୍ କରନ୍ତୁ: avrdude ସ୍ପେସ୍ ହାଇଫେନ୍ p ସ୍ପେସ୍ atmega328p ସ୍ପେସ୍ ହାଇଫେନ୍ c ସ୍ପେସ୍ arduino ସ୍ପେସ୍ ହାଇଫେନ୍ b ସ୍ପେସ୍ 115200 ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ P ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM0 ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ U ସ୍ପେସ୍ flash କୋଲନ୍ w କୋଲନ୍ ଡଟ୍ ହାଇଫେନ୍ led ଡଟ୍ hex |
07:16 | ଏଠାରେ ttyACM0 ହେଉଛି Arduinoର Port ନମ୍ୱର୍ |
07:22 | dot ହାଇଫେନ୍ led.hex ହେଉଛି ଜେନେରେଟ୍ ହୋଇଥିବା ଫାଇଲ୍.
Enter ଦାବନ୍ତୁ. |
07:30 | ଦେଖନ୍ତୁ, Seven Segmentରେ ଥିବା Dot LED ଜଳୁଛି |
07:36 | ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ.
Dot LEDକୁ ବନ୍ଦ କରିବା ପାଇଁ ସେହି କୋଡ୍କୁ ସଂଶୋଧନ କରନ୍ତୁ |
07:44 | ଏହାପରେ ଆମେ, Seven Segment Displayରେ ଡିଜିଟ୍ 2କୁ ପ୍ରଦର୍ଶିତ କରିବା |
07:49 | 2କୁ ଦେଖାଇବା ପାଇଁ, a, b, d, e, g ସେଗମେଣ୍ଟ “ହାଇ” ଏବଂ ଅନ୍ୟ LEDଗୁଡ଼ିକ “ଲୋ” ରହିବା ଉଚିତ. |
07:58 | Seven Segment Displayର ପିନ୍ a, b, c, d, e, f ଓ gକୁ Arduinoର 2, 3, 4, 5, 6, 7 ଓ 8 ପିନ୍ଗୁଡ଼ିକ ସହ କନେକ୍ଟ କରନ୍ତୁ |
08:10 | ଦୁଇଟି Common Pins, “ରେଜିଷ୍ଟର୍ସ” ମାଧ୍ୟମରେ ପଜିଟିଭ୍ 5 Volts ସହ ଲାଗିଛି |
08:17 | ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା |
08:21 | ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ |
08:24 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
08:28 | ଯେପରି ପୂର୍ବରୁ ଦେଖିସାରିଛେ, ଆମକୁ “ଆଉଟପୁଟ୍” ଭାବେ ପ୍ରଥମେ Pinsକୁ କନଫିଗର୍ କରିବାକୁ ହେବ |
08:34 | ତା’ପରେ, ଆମର ଆବଶ୍ୟକତା ଅନୁସାରେ ତାହାକୁ “ହାଇ” କିମ୍ୱା “ଲୋ” କରିବା |
08:39 | ଏହି ଦୁଇଟି ଲାଇନ୍, ଆଉଟପୁଟ୍ ଭାବେ Port Dରେ Bits 2 କୁ 7 କରିଥାଏ |
08:45 | ଏହି ଦୁଇଟି ଲାଇନ୍, ଆଉଟପୁଟ୍ ଭାବେ Port Bରେ Bit 0 କରିଥାଏ |
08:50 | ଏହିସବୁ Bits, Arduinoରେ ଥିବା Digital Pins 2 ରୁ 8 ଅନୁରୂପ ଅଟେ |
08:56 | ଏଠାରେ, ଆମେ ଦେଖାଇବାକୁ ଚାହୁଁଥିବା ଯେକୌଣସି ସଂଖ୍ୟା ଅନୁରୂପ Pinsକୁ “ହାଇ” କିମ୍ୱା “ଲୋ” କରୁଛେ |
09:04 | ଆମ କ୍ଷେତ୍ରରେ ଏହା ହେଉଛି ଡିଜିଟ୍ ଦୁଇ |
09:07 | ଏଠାରେ ଆମେ, Arduinoର ଡିଜିଟଲ୍ Pins 2 ରୁ 8 ରେ 0100100 ଲେଖୁଛେ |
09:16 | ଏହା, c ଓ g ବ୍ୟତୀତ SSDର ସମସ୍ତ ସେଗମେଣ୍ଟଗୁଡ଼ିକୁ “ଲୋ” କରିବ “ |
09:22 | ଏହାକୁ two.asm ଫାଇଲ୍ ଭାବରେ ସେଭ୍ କରନ୍ତୁ |
09:27 | ଟର୍ମିନଲ୍କୁ ଫେରିଯାଆନ୍ତୁ.
ସ୍କ୍ରୀନ୍କୁ ଖାଲି କରିଦିଅନ୍ତୁ |
09:33 | ଟାଇପ୍ କରନ୍ତୁ: avra ସ୍ପେସ୍ two.asm ଓ Enter ଦାବନ୍ତୁ |
09:39 | ଅପଲୋଡ୍ କରିବା ପାଇଁ, ପୂର୍ବବର୍ତ୍ତୀ କମାଣ୍ଡ ପାଇବାକୁ ଅପ୍ ଆରୋ ଦାବନ୍ତୁ |
09:44 | ଏବେ, ଦେଖାଯାଇଥିବା ଅନୁସାରେ ଫାଇଲ୍ ନାମ ବଦଳାଇ Enter ଦାବନ୍ତୁ |
09:50 | ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 2ଟି ଜଳୁଛି |
09:56 | ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ. 0 ରୁ 9 ପର୍ଯ୍ୟନ୍ତ ଯେକୌଣସି ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଉପରୋକ୍ତ କୋଡ୍କୁ ସଂଶୋଧନ କରନ୍ତୁ |
10:06 | seven Segment Displayrରେ ସଂଖ୍ୟା 5କୁ ଦେଖାଇବା ପାଇଁ ଆମେ ଏକ Decoder ବ୍ୟବହାର କରିବା |
10:12 | ଆମେ 7447 IC ବ୍ୟବହାର କରୁଛେ |
10:16 | Decoderର a Complement ରୁ f Complement, Seven Segment Displayର a ରୁ f Pins ସହ କନେକ୍ଟ ହୋଇଛି |
10:25 | Decoderର VCC ଓ Ground Pins, Arduinoର ପଜିଟିଭ୍ 5 Volts ଓ Ground Pins ସହ କନେକ୍ଟ ହୋଇଛି |
10:33 | Decoderର A, B, C, D Pinsକୁ Arduinoର 2, 3, 4, 5 Pins ସହ କନେକ୍ଟ କରନ୍ତୁ |
10:40 | ଧ୍ୟାନ ଦିଅନ୍ତୁ ଯେ, ଏହି Decoder କେବଳ Common Anode Seven Segment Display ଅନୁକୂଳ ଅଟେ |
10:47 | ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା |
10:51 | Decoderର Input Pins ହେଉଛି A, B, C ଓ D |
10:56 | A ହେଉଛି Lowest Significant Bit (LSB) ଏବଂ D ହେଉଛି Most Significant Bit (MSB) |
11:02 | ଉଦାହରଣସ୍ୱରୂପ, ଯେତେବେଳେ A, B, C ଓ D Inputs ଏଠାରେ ଦେଖାଦେବ, Displayରେ ସଂଖ୍ୟା 5 ଦେଖାଦେବ |
11:10 | ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ |
11:13 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
11:17 | ପ୍ରଥମ ଦୁଇଟି ଲାଇନ୍, ଆଉଟପୁଟ୍ ଭାବେ Port Dରେ Bits 2 କୁ 5 କରିଥାଏ |
11:23 | ଏହାର ଅର୍ଥ ହେଉଛି, Arduinoରେ ଆମେ Output Pins ଭାବରେ Digital Pins 2 କୁ 5 କରୁଛେ |
11:29 | Arduinoରେ 2 ରୁ 5 Pins, Decoderର A, B, C, D Pins ସହିତ କନେକ୍ଟ ହୋଇଛି |
11:36 | ପରବର୍ତ୍ତୀ ଦୁଇଟି ଲାଇନ୍ସ, Decoder Inputsକୁ 0101ର ଇନପୁଟ୍ ଦେଉଛି |
11:43 | ତା’ପରେ, ଏହା Seven Segment Displayରେ 5 ଭାବରେ ଡିକୋଡେଡ୍ ହେବ |
11:48 | ଏହାକୁ decoder.asm ଫାଇଲ୍ ଭାବରେ ସେଭ୍ କରନ୍ତୁ |
11:52 | ଟର୍ମିନଲ୍କୁ ଫେରିଯାଆନ୍ତୁ. |
11:55 | ଟାଇପ୍ କରନ୍ତୁ: avra ସ୍ପେସ୍ decoder.asm ଓ Enter ଦାବନ୍ତୁ |
12:02 | ଅପଲୋଡ୍ କରିବା ପାଇଁ, ପୂର୍ବବର୍ତ୍ତୀ କମାଣ୍ଡ ପାଇବାକୁ ଅପ୍ ଆରୋ ଦାବନ୍ତୁ |
12:07 | ଏବେ, ଦେଖାଯାଇଥିବା ଅନୁସାରେ ଫାଇଲ୍ ନାମ ବଦଳାଇ Enter ଦାବନ୍ତୁ |
12:13 | ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 5ଟି ଜଳୁଛି |
12:19 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
12:24 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିଲେ: Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା, |
12:31 | Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ Assembly Program ଲେଖିବା |
12:36 | ଏବଂ 7447 IC ବ୍ୟବହାର କରି Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା |
12:42 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:58 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
13:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
13:12 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |