Firefox/C2/Tabbed-Browsing-Blocking-Pop-ups/Oriya
From Script | Spoken-Tutorial
Revision as of 11:26, 6 January 2014 by Nancyvarkey (Talk | contribs)
Time | ବିବରଣୀ |
00:00 | ମୋଜ଼ିଲ୍ଲା ଫାୟାରଫୋକ୍ସ ଉପରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ . |
00:04 | ଏହି ଟ୍ୟୁଟୋରିଆଲରେ, ଆମେ ଟ୍ୟାବ୍ଡ ବ୍ରାଉଜିଂଗ୍ (Tabbed Browsing), ସ୍ଟୋରିଂଗ୍ କନ୍ଟେଟ ଓଫ୍ ଲାଇନ୍(Storing content offline), ବ୍ଲୋକିଂଗ୍ ପୋପ୍-ଅପସ (Blocking Pop-ups) ସମ୍ବନ୍ଧରେ ଜାଣିବା |
00:13 | ଏହି ଟ୍ୟୁଟୋରିଆଲରେ, ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା. |
00:21 | ମୋଜ଼ିଲ୍ଲା ଫାୟାରଫୋକ୍ସ ଆପଣକୁ ଏକ ସମାନ ବ୍ରାଉଜ଼ର ୱିନଡୋ (browser window) ଭିତରେ ବିଭିନ୍ନ ୱେବ୍ ପେଜ଼ସେ କୁ ଲୋଡ କରିବା ପାଇଁ ଅନୁମତି ଦିଏ . |
00:29 | ଟ୍ୟାବ୍ଡ ବ୍ରାଉଜିଂଗ୍ ର ସବୁଠାରୁ ବଡ଼ ସୁବିଧା ହେଲା, ଏହା ବିଭିନ୍ନ ବ୍ରାଉଜ଼ର ୱିନଡୋଜ କୁ ପ୍ରଦଶ୍ରୀତ କରି ଅନାବଶ୍ୟକ ବ୍ରାଉଜର ଗୁଡିକୁ ଲୋପ କରି ଦିଏ . |
00:36 | ତେଣୁ ଏହା ଆପଣକଂ ଡେସକଟୋପ୍ କୁ ଅନାବଶ୍ୟକ ଜିନିଷ ଠାରୁ ମୁକ୍ତ ରଖିବା ପାଇଁ ସାହାଯ୍ୟ (help) କରେ . |
00:40 | ପ୍ରତେକ ଟ୍ୟାବ ବ୍ରାଉଜର୍ ପ୍ରଦଶ୍ରୀତ ସମୟରେ ସମ୍ପୁର୍ଣ ଭାବରେ ପରଦା ଉପରେ ଦେଖାଯାଇଥାଏ . |
00:45 | ଏହା ଖୋଲାଥିବା ବ୍ରାଉଜର୍ ୱିନଡୋଜ ର ବାରମ୍ବାର ଆକାର ପରିବର୍ତନ ଏବଂ ସ୍ତାନନ୍ତର ର ଆବଶ୍ୟକତା କୁ ଦୂର କରେ . |
00:52 | ଟ୍ୟାବଡ ବ୍ରାଉଜିଂଗ, ଟିଲେଡ଼ ୱିନଡୋ ବ୍ରାଉଜିଂଗ (tiled-window browsing) ଠାରୁ ସ୍ବୁଳ୍ପ ମେମୋରୀ (memory) ଏବଂ ସ୍ବୁଳ୍ପ ଅପେରଟିଂଗ୍ ସିଷ୍ଟମ ର ସମ୍ବଳ କୁ ବ୍ୟବହାର କରେ , |
01:00 | ଯଦି ବ୍ୟବହାରି ମାନଂକ ଦ୍ବାର ବେଶି କିଛି ଟ୍ୟାବସ ଖୋଲା ନ ଥାଏ . |
01:05 | ମନେକର, ଆପଣ ଏକ ବିଶେଷ ୱେବ୍ ପେଜେ ରେ ଅଛନ୍ତି . |
01:08 | ଏଠାରେ ଏକ ଲିଂକ୍ (link) ଅଛି “Firefox for Desktop”. |
01:11 | ଆପଣ ଏହି ଲିଂକ୍ କୁ ଏକ ନୁଆ ଟ୍ୟାବରେ ଖୋଲିପାରିବେ . |
01:14 | ଏହା କରିବା ପାଇଁ, ଲିଂକ୍ ଉପରେ ରାଇଟ୍ କ୍ଲିକ (right click) କର . |
01:17 | କନଟେକ୍ସଟ ମେନ୍ୟୁ (context menu) ରେ ‘Open link in new tab’ ଉପରେ କ୍ଲିକ କର . |
01:21 | ଆପଣ ଦେଖିବାକୁ ପାଇବେ ଯେ ସେହି ବ୍ରାଉଜର୍ ରେ ଦର୍ଶାଇ ଯାଇଥିବା ଟ୍ୟାବ ର ଡାହାଣକୁ ଏକ ନୁଆ ଟ୍ୟାବ ଖୋଲାଅଛି . |
01:28 | ତେଣୁ, ଆପଣକଂର ୱିନଡୋ କୁ ବନ୍ଦ କରିବା କିମ୍ବା ବିନା ପ୍ରସ୍ଥାନ ରେ, ଆପଣ ଅନ୍ୟ ଏକ ୱେବ୍ ପେଜେ ସେହି ଏକା ୱିନଡୋ ରେ ଖୋଲିପାରିବେ. |
01:34 | ଆପଣ File ଏବଂ New Tab ଉପରେ କ୍ଲିକ କରି ଏକ ନୁଆ ଟ୍ୟାବ ଖୋଲିପାରିବେ . |
01:40 | ଏଥିପାଇଁ ସରଳ ଉପାୟ ହେଲା (shortcut keys) CTRL+T କୁ ଦବାଇବା . |
01:44 | ଧ୍ୟାନ ଦେବା ଉଚିତ, ଆପଣ ଏକ ନୁଆ ଟ୍ୟାବ ଖୋଲିବା ଖନିକେ ମାତ୍ରେ, ଏଇଟି ତୁରନ୍ତ ସକ୍ରିୟ ହୋଇଯାଇଥାଏ . |
01:50 | ବର୍ତମାନ URL ବାର୍ କୁ ଯାଅ ଏବଂ ‘www.google.com’ ଟାଇପି କର . |
01:56 | ଏବେ ଆପଣକଂ ପାଖରେ ତିନୋଟି ଟ୍ୟାବସ୍ ସହିତ, ଯଥାକ୍ରମରେ ତିନୋଟି ୱେବ୍ ପେଜେସେ ଖୋଲାଥିବା . |
02:01 | ଆପଣ ସବୁଠାରୁ ଡାହାଣ ଟ୍ୟାବ ର ଡାହାଣରେ ଥିବା ‘+’ ବଟୋନ୍ (button) ରେ କ୍ଲିକ କରି ଏକ ନୁଆ ଟ୍ୟାବ ଖୋଲିପାରିବେ . |
02:08 | ଆମେ ଆବଶ୍ୟକ ଅନୁସାରେ ଟ୍ୟାବସ୍ ଗୁଡିକୁ ସଜାଇ ରଖିପାରିବା . |
02:11 | ମାଉସ ବଟୋନ୍ (mouse button) ଟିପ ଛଡା ନ କରି ଟ୍ୟାବ ଉପରେ କ୍ଲିକ କର, ଏହା ଆବଶ୍ୟକ ସ୍ଥାନ କୁ ନେଇଯିବ . |
02:17 | ବର୍ତମାନ ମାଉସ ବଟୋନ୍ (mouse button) କୁ ଛାଡି ଦିଏ . |
02:20 | ଟ୍ୟାବ ଏବେ ଯଥା ସ୍ଥାନ ରେ ଅଛି . |
02:23 | ଚାଲ କିଛି ଗୁଡିଏ ମୌଳିକ ଅପେରସନସ (operations) ଦେଖିବା ଯେଉଁଗୁଡିକୁ ମୋଜ଼ିଲ୍ଲା ଫାୟାରଫୋକ୍ସ ଦ୍ବାର କାର୍ଯକାରୀ ହୋଇଥାଏ . |
02:29 | ଚାଲ, ସର୍ଚ୍ ଇନିଜିଂନୀ (search engine) କୁ ଗୁଗୁଲ୍ (google) ରେ ପରିବର୍ତନ କରିବା |
02:32 | ସର୍ଚ୍ ବାର୍ ରେ ‘email wikipedia’ ଟାଇପି କର ଏବଂ ସର୍ଚ୍ ବାର୍ ର ଡାହାଣ କୁ magnifying glass ଉପରେ କ୍ଲିକ କର . |
02:40 | ଅନୁପଯୋଗୀ Wikipedia ପେଜେ ଟି ପ୍ରଥମ ଖୋଜିବାର ପରିଣାମ ଅଟେ. |
02:44 | ଚାଲ ଲିଂକ୍ ଉପରେ କ୍ଲିକ କରି ଏହି ପେଜେ ଖୋଲିବା . |
02:48 | ଏବେ, File ରେ କ୍ଲିକ କର ଏବଂ ତାହାପରେ “Save Page As” ରେ କ୍ଲିକ କର |
02:52 | ‘search.html’ ନାମ ର ଏକ ଫାଇଲି ଡେସକଟୋପ୍ (Desktop) ରେ ସେଭ୍ କର |
02:59 | ବର୍ତମାନ File ଏବଂ New Tab ଉପରେ କ୍ଲିକ କରି ବ୍ରାଉଜର୍ ୱିନଡୋ ରେ ଏକ ନୁଆ ଟ୍ୟାବ ଖୋଲ . |
03:05 | ଏବେ ଏହି ନୁଆ ଟ୍ୟାବ ୱିନଡୋରେ ଆପଣ ସେଭ୍ କରିଥିବା ପେଜେ ଖୋଲ . |
03:10 | File ଏବଂ Open File ଉପରେ କ୍ଲିକ କର . |
03:12 | ବ୍ରାଉଜ କର ଏବଂ ସେଭ ହୋଇଥିବା ଫାଇଲ କୁ ଖୋଲ . |
03:17 | URL bar ରେ ଆପଣ ଦେଖିବେ ଯେ, ଠିକଣା ଏକ ଇଣ୍ତେର୍ ନେଟ୍ ଠିକଣା ନୁଂହେ କିନ୍ତୁ ଆପନଂକ computer ରେ ଏକ ସ୍ଥାନୀୟ ଜାଗା ଅଟେ . |
03:25 | ଏବେ ଆପଣ ଏହି ପେଜେ ପଢିପାରିବେ, ଯେ ପର୍ଯ୍ୟନ୍ତ ଆପଣ ଅଫଲାଇନ୍ (offline) ଅଛନ୍ତି . |
03:29 | Pop-ups ଗୁଡିକୁ ୱିନଡୋଜ (windows) ଅଟେ, ଯାହାକି ଆପଣକଂ ଅନୁମତି ବିନା ସ୍ବୟଂକ୍ରିୟ ଭାବରେ ଦେଖା ଦିଏ . |
03:34 | ଫାୟାରଫୋକ୍, Preferences ୱିନଡୋ ଭିତରେ କନ୍ଟେଟ ଟ୍ୟାବ (Content tab) ମାଧ୍ୟମରେ ଉଭୟ pop-ups and pop-unders କୁ ନିୟନ୍ତ୍ରଣ କରିବାରେ ସହାୟିକ ହୋଇଥାଏ . |
03:42 | ୱିନଡୋଜ ଖୋଲା ଥିବା ସମୟରେ, ଏହା ଅପସନସ ୱିନଡୋ (Options window) ଭିତରେ ରହିବ . |
03:46 | ସ୍ବାଭାବିକ ଭାବରେ, Pop-up blocking ଆରମ୍ଭ ହୋଇଥାଏ . |
03:50 | Edit ଏବଂ Preferences ଉପରେ କ୍ଲିକ କର . |
03:52 | ୱିନଡୋ ବ୍ୟବହାରି ମାନେ Tools ଏବଂ Options ଉପରେ କ୍ଲିକ କର . |
03:56 | ସ୍ବାଭାବିକ ଭାବରେ କନ୍ଟେଟ ଟ୍ୟାବ (Content tab) ରେ ପ୍ରଥମ ଅପସନ ‘Block pop-up windows’ ଯାଂଚ ହୋଇଥାଏ . |
04:02 | ଯଦି ତାହା ନୁଂହେ, ତେବେ ଏହି ଅପସନ କୁ ଯାଂଚ ବାଛ . |
04:05 | ଏହି ଡାଇଲୋଗ୍ ବକ୍ସ ରେ ବିଭିନ୍ନ ଅପସନସ (options) ବିଷୟରେ ଅନ୍ୟ ଟ୍ୟୁଟୋରିଆଲ ରେ ଆଲୋଚନା ହେବ . |
04:11 | Close button ଉପରେ କ୍ଲିକ କର . |
04:13 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
04:16 | ଏଠାରେ ଆମେ ଯାହା ଶିଖିଲେ ଏହାର ସଂକ୍ଷିପ୍ତ ବିବରଣୀ : |
04:19 | ଟ୍ୟାବଡ ବ୍ରାଉଜିଂଗ (Tabbed Browsing) , ସ୍ଟୋରିଂଗ୍ କନ୍ଟେଟ ଓଫ୍ ଲାଇନ୍(Storing content offline), ବ୍ଲୋକିଂଗ୍ ପୋପ୍-ଅପସ (Blocking Pop-ups) |
04:25 | ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯ କରିବା ପାଇଁ ଚେଷ୍ଟା କର . |
04:29 | ଏକ ନୁଆ ଟ୍ୟାବ ଖୋଲ . |
04:30 | ସର୍ଚ୍ ଇନିଜିଂନୀ କୁ ଗୂଗଲ (google) ରେ ପରିବର୍ତନ କର . |
04:33 | 'The history of email' ପାଇଁ ଖୋଜ . |
04:36 | ପ୍ରଥମ ପରିଣାମ କୁ ସେଭ କର ଏବଂ ଏକ ଓଫ୍ ଲାଇନ୍ ଡକ୍ୟୁମେନ୍ଟ୍ (offline document) ଭଳି ଦେଖିବା ପାଇଁ ଏହାକୁ ଏକ ନୁଆ ଟ୍ୟାବ ରେ ଖୋଲ . |
04:43 | ସର୍ଚ୍ ଇନିଜିଂନୀ କୁ 'bing' ରେ ପରିବର୍ତନ କର . |
04:46 | ପୁଣି ଥରେ 'The history of email' ପାଇଁ ଖୋଜ . |
04:49 | ‘History of Email & Ray Tomlinson’ ଲିଂକ୍ ସେଭ କର ଏବଂଏକ ଓଫ୍ ଲାଇନ୍ ଡକ୍ୟୁମେନ୍ଟ୍ (offline document) ଭଳି ଦେଖିବା ପାଇଁ ଏହାକୁ ଏକ ନୁଆ ଟ୍ୟାବ ରେ ଖୋଲ . |
04:58 | ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial |
05:02 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ |
05:04 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ |
05:09 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି |
05:14 | ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି |
05:18 | ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ |
05:25 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ |
05:29 | ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ |
05:37 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro. |
05:48 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .
ଯୋଗୋଦାନ ପାଇଁ ଧନ୍ୟବାଦ . |