Linux/C2/Basic-Commands/Oriya
From Script | Spoken-Tutorial
Time | Narration |
---|---|
0:00 | ପ୍ରିୟ ବଂଧୁଗଣ , ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
0:05 | ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା . |
0:10 | ମୁଁ Ubuntu (ଉବଣ୍ତୁ) 10.04 ର ବ୍ୟବହାର କରୁଛି . |
0:12 | ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ ସହିତ କିପରି କାମ ଆରମ୍ଭ କରିବାକୁ ହୁଏ, ଏହା ଆପଣ ଜାଣନ୍ତି . |
0:17 | ଯଦି ଆପଣ ଆଗ୍ରହୀ, ଏହା http://spoken-tutorial.org ୱେବ୍ସାଇଟ୍ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ . |
0:26 | ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ଟର୍ପ୍ରିଟର୍ (command interpreter) କଣ . |
0:33 | ତାପରେ, ଆମେ ଶିଖିବା ମ୍ୟାନ୍ କମାଣ୍ଡ (man command) ବ୍ୟବହାର କରି ଲିନକ୍ସ ରେ କିପରି ହେଲପ୍ ପାଇବାକୁ ହୁଏ . |
0:39 | ବର୍ତମାନ, ପ୍ରଥମ ପ୍ରଶ୍ନ ହେଲା, "କମାଣ୍ଡସ (commands) କଣ?". |
0:43 | ଅତି ସରଳ ଭାଷାରେ ଆମେ କହିପାରିବା ଯେ, ଲିନକ୍ସ କମାଣ୍ଡ (Linux command)ଗୁଡ଼ିକ ଏଭଳି ସବୁ ଶବ୍ଦ ଯାହା କୀଡ (keyed) କଲେ କିଛି କାର୍ଯ୍ୟ ଦେଖାଇଥାଏ . |
0:52 | ଲିନକ୍ସ କମାଣ୍ଡ ଗୁଡ଼ିକ କଦାଚିତ୍ ଲମ୍ବାରେ ଚାରି ଅକ୍ଷରରୁ ବେଶୀ - ଯେଭଳି, Is , who , ps, ଆଦି . |
0:59 | କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୋଇଥାଏ ଏବଂ ସେଗୁଡିକ କେସ୍ ସେନସିଟିଭ । ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା . |
1:05 | ଆପ୍ଲିକେସନ (applications menu) ମେନ୍ୟୁ କୁ ଯାଅ . |
1:08 | ଆକ୍ସେସାରୀଜ (accessories) କୁ ସିଲେକ୍ଟ୍ କର ଏବଂ ଉପଲବ୍ଧ ଅପ୍ସନସ (options) ରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର . |
1:14 | କିମ୍ବା ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ କିବୋର୍ଡ଼୍ (keyboard) ରେ Ctrl Alt T ପ୍ରେସ୍ କର . |
1:20 | ଏବେ ଆମେ ଏକ ପ୍ରୋମପଟ୍ (prompt) ($) ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ସର ଦେଖିପାରିବା . ଏହି ଜାଗାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର . |
1:29 | ଶବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର . |
1:34 | ଆମେ ଲଗ୍-ଇନ୍ (log in) କରିଥିବା ୟୂଜର୍ (users) ମାନଙ୍କର ନାମ ଦେଖିପାରିବା . ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ, ଯାହା ଦେଖାଏ ସିଷ୍ଟମ ରେ କିଏ କିଏ ଲୋଗ୍ଗେଡ଼ ଇନ୍ ଅଛନ୍ତି . |
1:47 | କିନ୍ତୁ କେଉଁ ଏନ୍ଟିଟି (entity) ଏସବୁ କମାଣ୍ଡସ (commands)ଗୁଡ଼ିକୁ ରୂପାନ୍ତର କରୁଛି , ସେଗୁଡିକ କିଛି ନୁହେଁ ଯାହାକି କେବଳ କିଛି ଅକ୍ଷରର କାର୍ଯ୍ୟରେ ରୂପାନ୍ତର ? |
1:54 | ଏହା ହେଉଛି କମାଣ୍ଡ-ଇଣ୍ଟରପ୍ରିଟର୍ (Command Interpreter) ର କାର୍ଯ୍ୟ , ଯାହାକୁ ଶେଲ୍ (shell) ମଧ୍ୟ କୁହାଯାଏ . |
1:59 | ଆମେ ଶେଲ୍ (shell) କୁ ଏକ ପ୍ରୋଗ୍ରାମ ବୋଲି ବର୍ଣନା କରିପାରିବା, ଯାହା ଲିନକ୍ସ ସିଷ୍ଟମ ଏବଂ ଆମ ମଧ୍ୟରେ ଇଣ୍ଟର୍ଫେସ୍ (interface) ରୂପେ କାମ କରେ . |
2:08 | ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ କରିବା ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ . |
2:13 | ଲିନକ୍ସ ରେ ବହୁବିଧ ଶେଲ୍ସ୍ ଇନ୍ଷ୍ଟଲ (shells installed) କରାଇବା ସମ୍ଭବ ହୋଇଥାଏ, ଏବଂ ଅଲଗା ଅଲଗା ୟୁଜର୍ ପସଂଦ ଅନୁସାରେ ଏହାକୁ ବାଛିଥାନ୍ତି . |
2:22 | ଲିନକ୍ସ ରେ, ସାଧାରଣ ମାନର ଷ୍ଟାଣ୍ଡାର୍ଡ୍ ଶେଲ ଯାହା ସବୁବେଳେ /bin/sh ରୂପେ ଇନ୍ଷ୍ଟଲଡ (installed) ହୋଇଥାଏ, ଯାହାକୁ କୁହାଯାଏ ବାଶ୍ (bash), the GNU Bourne-Again SHell, from the GNU suite of tools . |
2:35 | ଯେଉଁ କମାଣ୍ଡ (command) ସବୁକୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଏବଂ ସାମାନ୍ୟ ଭିନ୍ନତା ସହିତ ଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବ . |
2:44 | ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ଶେଲ୍ (shell) ରୁପରେ ପ୍ରଦର୍ଶନ ପାଇଁ ବାଶ୍ (bash) କୁ ବ୍ୟବହାର କରିବା . |
2:51 | କାରଣ, ବାଶ୍ (bash) ସବୁଠାରୁ ଲୋକପ୍ରିୟ ଶେଲ୍ (shell) ଏବଂ ଏହା ପ୍ରାୟ ସବୁ ୟୁନିକ୍ସ୍ (UNIX) କୁ portable . |
2:58 | ଅନ୍ୟ ଶେଲ୍ (shell)ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ Bourne shell ଯାହା ମୋଳିକ UNIX Shell, C Shell ଏବଂ Korn shell . |
3:08 | କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁ - ତାହା ଦେଖିବାକୁ . |
3:11 | ଟର୍ମିନାଲ୍ (terminal) କୁ ଯାଅ ଏବଂ echo space dollar capital ରେ SHELL କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ |
3:27 | ସାଧାରଣତଃ , ଆଉଟ ପୁଟ୍ (output) ହୋଇଥଏ /bin/bash , ଯାହା ଆମକୁ ବାଶ୍ ଶେଲ୍ (bash shell) ଦିଏ . |
3:34 | ବିଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିବା ପାଇଁ ଅନେକ ପ୍ରକାର ଉପାୟ ଅଛି, ସେଗୁଡିକୁ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ଅନ୍ତର୍ଭୂକ୍ତ ହେବ . |
3:42 | କମାଣ୍ଡ (command) ଗୁଡ଼ିକ ପ୍ରକୃତରେ ଫାଇଲସ୍ ଯେଉଁଥିରେ ପ୍ରୋଗ୍ରାମସ୍ ଥାଏ, ଯାହା ଅଧିକାଂଶତଃ C ରେ ଲେଖାହୋଇଥାଏ . |
3:47 | ଏହି ଫାଇଲଗୁଡ଼ିକ directories ରେ ରହିଥାଏ . କମାଣ୍ଡ (command) କେଉଁଠାରେ ଗଚ୍ଛିତ (store) ହୁଏ ଜାଣିବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବା. |
3:55 | command prompt ରେ ଟାଇପ୍ କର Type--space-- ps ଏବଂ ଏନ୍ଟର୍ ଦବାଅ . |
4:03 | ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଷ୍ଟୋର ହୋଇଛି . |
4:09 | ଯେବେ ଆମେ କମାଣ୍ଡ prompt (command prompt)ରେ କମାଣ୍ଡ ଦେଉଁ, ଶେଲ୍ (shell) directories ସୁଚୀରେ, କମାଣ୍ଡ-ନାମ ର ଏକ ଅନୁରୂପ ଫାଇଲ୍ ପାଇଁ ଖୋଜେ . |
4:18 | ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ . ନାହିଁତ “command not found” error ଦେଇଥାଏ . |
4:27 | ଖୋଜା ଯାଇଥିବା directories ର ତାଲିକା (list) PATH variable ଦ୍ବାରା ନିର୍ଦିଷ୍ଟ ଭାବରେ ଉଲ୍ଲେଖିତ ହୁଏ , ଯାହାକୁ ଆମେ ପଛରେ ଦେଖିବା. |
4:34 | ବର୍ତମାନ ପାଇଁ, ଯଦି ଆମେ ଏହି ତାଲିକାକୁ ଦେଖିବାକୁ ଚାହୁଁ , ତବେ ଏହି କମାଣ୍ଡ (command) ଟାଇପ୍ କର echo space dollar PATH . |
4:44 | ବଡ ଅକ୍ଷରରେ ଏବଂ ଏନ୍ଟର୍ ଦବାଅ |
4:52 | କମାଣ୍ଡ (command)ଗୁଡ଼ିକ ବିଷୟରେ କହିବାବେଳେ, ଏକ ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର . |
4:57 | ଲିନକ୍ସ କମାଣ୍ଡ (linux command) ଗୁଡ଼ିକ ଦୁଇ ପ୍ରକାର ଅଟେ : External commands ଏବଂ internal commands. |
5:02 | ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ରହିଥାଏ . |
5:07 | ଲିନକ୍ସ ରେ ଅଧିକାଂଶ କମାଣ୍ଡ (commands)ଏହି ପ୍ରକାରର . କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର ଇମ୍ପ୍ଲିମେଣ୍ଟେଶନ୍ ଶେଲ୍ (shell) ମଧ୍ୟରେ ଲେଖାହୋଇଥାଏ ଏବଂ ସେଗୁଡ଼ିକ ଅଲଗା ଫାଇଲ୍ ଭାବରେ ରହି ନ ଥାଏ . |
5:18 | ଏଗୁଡିକ ହେଲା internal commands . |
5:20 | ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଗୋଟିଏ internal command . |
5:25 | ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command)ରେ ଟାଇପ୍ କର. |
5:33 | space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
5:40 | ଆଉଟ୍ ପୁଟ୍ (output) ଇକୋ ଏକ built-in shell ଭଳି ଦେଖାଏ . |
5:43 | ତେଣୁ ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର ଇମ୍ପ୍ଲିମେଣ୍ଟେଶନ୍ ଶେଲ୍ (shell) ର internal ଅଟେ . ତେଣୁ ଏହା କୁ internal command କୁହାଯାଏ . |
5:56 | ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ଆମେ ବୂଝିବା ଦରକାର ହେଉଛି କମାଣ୍ଡ (command) ଗୁଡ଼ିକର structure (ଗଠନ-ପ୍ରଣାଳୀ) . |
6:01 | କମାଣ୍ଡ (command) ଗୁଡ଼ିକ ଏକ ଶବ୍ଦର କିମ୍ବା white spaces ଦ୍ବାର ଅଲଗା ହୋଇଥିବା ଏକାଧିକ ଶବ୍ଦର ହୋଇପାରିବ . |
6:08 | ଦ୍ୱିତୀୟ କେସ (case)ରେ, ପ୍ରଥମ ଶବ୍ଦଟି କମାଣ୍ଡ (command) ର ପ୍ରକୃତ ନାମ , ଯେବେକି ଅନ୍ୟ ଶବ୍ଦଗୁଡ଼ିକ ଆର୍ଗୁମେଣ୍ଟ୍ (arguments) . |
6:16 | ଆର୍ଗୁମେଣ୍ଟ୍ସ୍ (arguments), options କିମ୍ବା expressions କିମ୍ବା file names ହୋଇପାରିବ . |
6:20 | ନିର୍ଦିଷ୍ଟ ଅପସନ ର ଆଧାରରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ୍ୟ କରିପାରିବ . |
6:26 | ସାଧାରଣତଃ ସେଗୁଡ଼ିକର ଆଗରେ ଏକ ସିଙ୍ଗଲ୍ କିମ୍ବା double minus ଚିହ୍ନ ଦିଆଯାଇଥାଏ ଯାହାକୁ ଯଥାକ୍ରମେ short ଏବଂ long option କହନ୍ତି . |
6:35 | ଟର୍ମିନାଲ୍ ୱିନଡୋ (terminal window) କୁ ଯାଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେଗୁଡ଼ିକର ଆଉଟ୍ ପୁଟସ୍ (outputs) ଦେଖ . |
6:40 | ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
6:44 | ତାପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
6:49 | ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ . |
6:55 | ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
7:04 | ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
7:11 | ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
7:19 | ପୁଣିଥରେ, ଟର୍ମିନାଲ୍ (terminal) କୁ ମୁକ୍ତ କରିବାପାଇଁ clear ଟାଇପ୍ କର . |
7:23 | ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
7:32 | ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଯେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command)ର ଆଚରଣ ପରିବର୍ତନ ହୁଏ . |
7:40 | ଲିନକ୍ସ ରେ ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି. |
7:45 | ପ୍ରତେକର ଅନେକ ଅଲଗା ଅଲଗା ଅପସନସ୍ (options) ଅଛି. |
7:48 | କମାଣ୍ଡସ (command) ଗୁଡ଼ିକୁ ମଧ୍ୟ ଏକା ସାଥିରେ ସଂଯୁକ୍ତ କରିପାରିବା, ଯାହାକୁ ଆମେ ପରେ ଦେଖିବା . ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମନେ ରଖିବା ? |
7:55 | ପ୍ରକୃତରେ ଏହା ଦରକାର ନାହିଁ . କାରଣ, ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି . |
8:01 | man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଡକ୍ୟୁମେଣ୍ଟ୍ ପ୍ରଦାନ କରେ . |
8:08 | ଉଦାହରଣ ସ୍ୱରୂପ, ls command ସମ୍ବନ୍ଧରେ ଜାଣିବା ପାଇଁ, ତୁମକୁ ଟର୍ମିନାଲ୍ କୁ ଯିବାକୁ ପଡିବ . |
8:16 | ls ଆର୍ଗୁମେଣ୍ଟ୍ ସହିତ man command ଟାଇପ୍ କର, ଅର୍ଥାତ୍ man space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
8:30 | ବାହାରକୁ ଆସିବାକୁ q ଦବାଅ . |
8:35 | man ହେଉଛି ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) . man କୁ ଦିଆଯାଉଥିବା ପ୍ରତେକ ଆର୍ଗୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମର, utility କିମ୍ବା function ର ନାମ . |
8:43 | ଆର୍ଗୁମେଣ୍ଟ୍ ଗୁଡ଼ିକ ସହ ସମ୍ପର୍କିତ ମ୍ୟାନୁଆଲ ପେଜ (manual page) ତାପରେ ପ୍ରଦର୍ଶିତ ହୁଏ. |
8:49 | ଯଦି ଏକ section ଦିଆ ହୋଇଛି, ଏହା man କୁ ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ . |
8:55 | ଡିଫଲ୍ଟ୍ ହେଉଛି ଏକ ପୁର୍ବ-ନିର୍ଦ୍ଧାରିତ କ୍ରମରେ ସବୁ ଉପଲବ୍ଧ sections ରେ ଖୋଜିବା ଏବଂ ପାଇଥିବା ପେଜ୍ ଗୁଡ଼ିକରୁ କେବଳ first page ଦେଖାଇବା, ଯଦିଓ ପେଜ୍ଟି ଅନେକ sections ରେ ରହିଥାଏ . |
9:07 | man command ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବ . |
9:14 | ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ . |
9:23 | ଏହାର ବାହାରକୁ ଆସିବାକୁ q ଦବାଅ . |
9:26 | man command ର ଅନେକ ଅପସନସ୍ (options) ଅଛି . |
9:30 | ଏଠାରେ, ମୁଁ ତୁମମାନଙ୍କୁ ସବୁଠୁଁ ଦରକାରୀ କଥା କହିବି . କେବେ କେବେ ଆମେ ଜାଣିଥାଉ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନାହୁଁ . ତେବେ ଆମେ କଣ କରିବା ? |
9:41 | man, -k ଅପ୍ସନ୍ ପ୍ରଦାନ କରେ ଯାହା ଏକ keyword ନେଇ କମାଣ୍ଡ (command) ଗୁଡ଼ିକର ଏକ ତାଲିକା ଏବଂ ସେଗୁଡ଼ିକର ସଂକ୍ଷିପ୍ତ ଉଦେଶ୍ୟ ରିଟର୍ନ (return) କରେ . |
9:50 | ଉଦାହରଣ ସ୍ୱରୂପ, ଏକ directory ସୃଷ୍ଟି କରିବା, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ , |
9:56 | ତେଣୁ, ଆମେ command prompt କୁ ଯିବା ଏବଂ man space minus k space directories ଟାଇପ୍ କରି ଏଣ୍ଟର୍ ଦବାଇବା . |
10:12 | ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ସର୍ଚ୍ କରି ଦେଖିବା ଯେ ପ୍ରକୃତରେ ଆମର କଣ ଆବଶ୍ୟକ . |
10:17 | ସେହି ଏକା ଜିନିଷ apropos command ର ବ୍ୟବହାର କରି ବି ପାଇପାରିବା . |
10:21 | command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) ଦେଖିବା ପାଇଁ ଏଣ୍ଟର୍ ଦବାଅ . |
10:36 | କେବେ କେବେ ଆମେ ବହୁତ ଅଧିକ ସବିଶେଷ ତଥ୍ୟ ଚାହୁଁନା . ଆମେ କେବେଳ ଜାଣିବା ଦରକାର ଯେ ଏକ କମାଣ୍ଡ (command) କଣ କରେ . |
10:40 | ସେହି ସ୍ଥିତିରେ, ଆମେ whatis command କିମ୍ବା man –f ର ବ୍ୟବହାର କରିପାରିବା . ଦୁଇଟିଯାକ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ . |
10:52 | ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର. |
10:58 | ବର୍ତମାନ, whatis space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
11:06 | କେତେକ କମାଣ୍ଡସ (commands) ର ଏକାଧିକ ଅପସନ୍ସସ (options) ଅଛି . ଆମେ ଏକ କମାଣ୍ଡର ଥିବ ବିଭିନ୍ନ ଅପସନ୍ସସ (options) ର ଏକ ତାଲିକା ପ୍ରାପ୍ତ କରିବାକୁ ଚାହିଁପା୍ରୁ . |
11:13 | ତାପରେ, ଆମେ minus help option ବ୍ୟବହାର କରିବା . |
11:18 | command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ . |
11:29 | ମୁଁ ଉପରକୁ scroll କରିବି, ଯାହା ଫଳରେ ତୁମେ ସବୁ ଅପସନ୍ସସ (options) ଏହି ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବ . |
11:45 | ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାକ୍ଷରତା ମିଶନ୍ ଦ୍ବାରା ସମର୍ଥିତ . |
11:56 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro. |
12:00 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଉପସ୍ଥିତି ପାଇଁ ଧନ୍ୟବାଦ |