FrontAccounting-2.4.7/C2/Items-and-Inventory-in-FrontAccounting/Oriya
Time | Narration |
00:01 | FrontAccountingରେ Items and Inventory ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ FrontAccountingରେ ନିମ୍ନଲିଖିତ ସବୁକୁ ଯୋଡ଼ିବା ଶିଖିବା:
Units of Measure |
00:14 | Items |
00:16 | Item Category ଓ Sales Pricing |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Ubuntu Linux OS ଭର୍ସନ୍ 16.04 |
00:28 | FrontAccounting ଭର୍ସନ୍ 2.4.7 |
00:32 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡାରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:42 | ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ |
00:48 | ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ |
00:54 | FrontAccounting ଇଣ୍ଟରଫେସ୍ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
01:00 | ଆରମ୍ଭ କରିବା ପୂର୍ବରୁ, FrontAccountingରେ ଥିବା Itemsକୁ ଚାଲନ୍ତୁ ବୁଝିବା |
01:06 | Items ହେଉଛି ଜିନିଷଗୁଡ଼ିକ, ଯାହାକୁ ବ୍ୟବସାୟରେ କ୍ରୟ ବା ବିକ୍ରୟ କରାଯାଏ |
01:11 | ଆମକୁ ଗୋଟିଏ ରେକର୍ଡ ରଖିବାକୁ ହେବ, ଯେଉଁଥିରେ inventory item ସମ୍ବନ୍ଧିତ ମୂଳ ତଥ୍ୟକୁ ତାଲିକାଭୂକ୍ତ କରାଯିବ |
01:18 | Inventory ହେଉଛି,
Stock in hand, |
01:23 | Work in progress,
Raw materials ଓ Finished goods in handର ଗୋଟିଏ ସମ୍ପୂର୍ଣ୍ଣ ତାଲିକା |
01:30 | Frontaccounting ଇଣ୍ଟରେଫେସ୍କୁ ଖୋଲନ୍ତୁ |
01:34 | ବ୍ରାଉଜର୍କୁ ଖୋଲନ୍ତୁ ଏବଂ localhost slash account ଟାଇପ୍ କରି Enter ଦାବନ୍ତୁ |
01:43 | login ପେଜ୍ ଦୃଶ୍ୟମାନ ହେବ |
01:46 | username ପାଇଁ admin ଏବଂ password ଟାଇପ୍ କରନ୍ତୁ.
Login ବଟନ୍ରେ କ୍ଲିକ୍ କରନ୍ତୁ |
01:54 | Frontaccounting ଇଣ୍ଟରଫେସ୍ ଖୋଲିଯିବ |
01:57 | Items and Inventory ଟାବ୍ରେ କ୍ଲିକ୍ କରନ୍ତୁ |
02:01 | Items and Inventory ବିବରଣୀକୁ ସେଟ୍-ଅପ୍ କରିବା ପାଇଁ Maintenance ପ୍ୟାନେଲ୍କୁ ବ୍ୟବହାର କରାଯାଇଛି |
02:06 | ସେଟ୍-ଅପ୍ କରିବା ପାଇଁ, ନିମ୍ନଲିଖିତ ବିକଳ୍ପଗୁଡ଼ିକୁ ବ୍ୟବହାର କରାଯାଇପାରିବ:
Units of Measure |
02:13 | Items ଓ Item Categories |
02:18 | Units of Measureକୁ କିପରି ସେଟ୍ କରାଯାଏ, ଚାଲନ୍ତୁ ଦେଖିବା |
02:22 | ପ୍ରତ୍ୟେକ Item ପାଇଁ Units of Measure ବିକଳ୍ପକୁ ନିର୍ଦ୍ଦିଷ୍ଟ କରାଯିବା ଉଚିତ |
02:27 | Maintenance ପ୍ୟାନେଲ୍ରେ ଥିବା Units of Measure ଲିଙ୍କରେ କ୍ଲିକ୍ କରନ୍ତୁ |
02:32 | ଡିଫଲ୍ଟ ଭାବେ ଆପଣ units of measure ପାଇଁ each ଓ hour ଥିବା ଆପଣ ଦେଖିପାରିବେ |
02:38 | kilograms ପାଇଁ କିପରି ଗୋଟିଏ ନୂଆ Units of Measureକୁ ଯୋଡ଼ାଯାଇପାରିବ, ଚାଲନ୍ତୁ ଦେଖିବା |
02:43 | ଏଠାରେ ପ୍ରଦର୍ଶିତ ହେଲା ଭଳି ୟୁନିଟ୍ kilograms ପାଇଁ ସମସ୍ତ ବିବରଣୀକୁ ଟାଇପ୍ କରନ୍ତୁ |
02:48 | Decimal places ଡ୍ରପ୍-ଡାଉନ୍ ବକ୍ସରେ zero ଚୟନ କରନ୍ତୁ |
02:53 | ଏହି unitକୁ ଯୋଡ଼ିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍ରେ କ୍ଲିକ୍ କରନ୍ତୁ |
02:59 | ସଫଳତାର ସହ ଗୋଟିଏ ନୂଆ unit ଯୋଡ଼ି ହୋଇଯାଇଥିବା ପପ୍-ଅପ୍ ମେସେଜ୍ ଦ୍ଵାରା ପ୍ରଦର୍ଶିତ ହେବ |
03:04 | ଅପଡେଟେଡ୍ ଏଣ୍ଟ୍ରୀ ଥିବା ଟେବଲ୍କୁ ମଧ୍ୟ ଆପଣ ଦେଖିପାରିବେ |
03:08 | ଏହିପରି ନିଜ କମ୍ପାନୀର items ପାଇଁ ଆପଣଙ୍କୁ Units of measureକୁ ଯୋଡ଼ିବା ଆବଶ୍ୟକ |
03:15 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
03:22 | ବର୍ତ୍ତମାନ ଶ୍ରେଣୀଭୁକ୍ତ ଥିବା ଗୋଟିଏ item ପାଇଁ Item Categoriesକୁ ସେଟ୍ କରନ୍ତୁ |
03:28 | ଆମେ କିଣୁଥିବା ଏବଂ ବିକ୍ରି କରୁଥିବା itemsର ଗ୍ରୁପ୍ କରିବା ପାଇଁ Item Categories ସାହାଯ୍ୟ କରିଥାଏ |
03:33 | Item Categories ଲିଙ୍କରେ କ୍ଲିକ୍ କରନ୍ତୁ |
03:35 | ଏଠାରେ କିଛି ଡିଫଲ୍ଟ Item categories ଥିବା ଆମେ ଦେଖିପାରିବା - Charges, Components, Services ଓ Systems |
03:48 | ଆମକୁ ନିଜର Item category ପ୍ରସ୍ତୁତ କରିବା ଆବଶ୍ୟକ, ଯେଉଁଥିରେ
Item tax type, |
03:54 | Item Type ଓ Units of Measure ପରିଭାଷିତ ହୋଇଥାଏ |
03:58 | ଉଦାହରଣସ୍ଵରୂପ, ଆମ କମ୍ପାନୀ ପ୍ରସ୍ତୁତ ହୋଇସାରିଥିବା ଜିନିଷର ବ୍ୟବସାୟ କରିଥାଏ, ଯେପରି Laptops |
04:04 | ତେଣୁ ଆମେ Finished Goods ନାମକ ଗୋଟିଏ ନୂଆ Item categoryକୁ ଯୋଡ଼ିବା |
04:09 | ଏଠାରେ ପ୍ରଦର୍ଶିତ ହେବା ଭଳି ବିବରଣୀ ଲେଖନ୍ତୁ.
Category Name – Finished Goods |
04:15 | Item Tax Type - Regular
Item Type - Purchased |
04:21 | Units of Measure - Each |
04:24 | ବଳକା ଫିଲ୍ଡଗୁଡ଼ିକରେ ଡିଫଲ୍ଟ ଭେଲ୍ୟୁଗୁଡ଼ିକୁ ଲେଖନ୍ତୁ |
04:28 | ଏଣ୍ଟ୍ରୀକୁ ସେଭ୍ କରିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Add New ବଟନ୍ରେ କ୍ଲିକ୍ କରନ୍ତୁ |
04:34 | ନୂତନ ଭାବେ ଯୋଡ଼ାଯାଇଥିବା ବିବରଣୀଗୁଡ଼ିକ ଉପରୋକ୍ତ ଟେବଲ୍ରେ ଅପଡେଟ୍ ହୋଇଯାଇଥିବା ଆପଣ ଦେଖିପାରିବେ |
04:40 | FrontAccounting ଇଣ୍ଟରଫେସ୍ କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
04:47 | ତା’ପରେ ଏହି Item category ପାଇଁ ଚାଲନ୍ତୁ ଗୋଟିଏ ନୂଆ Item ତିଆରି କରିବା |
04:52 | Maintenance ପ୍ୟାନେଲ୍ରେ ଥିବା Items ଲିଙ୍କରେ କ୍ଲିକ୍ କରନ୍ତୁ |
04:57 | ଏଠାରେ item ପାଇଁ ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରିବା ପାଇଁ ଆପଣଙ୍କୁ ପ୍ରମ୍ପ୍ଟ କରାଯିବ.
ଏଠାରେ ପ୍ରଦର୍ଶିତ ହେବା ଭଳି ବିବରଣୀକୁ ଲେଖନ୍ତୁ |
05:06 | ପ୍ରତ୍ୟେକ item ପାଇଁ ଆପଣ ଗୋଟିଏ ସ୍ଵତନ୍ତ୍ର କୋଡ୍ ପ୍ରଦାନ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ.
ଏହା ବାଧ୍ୟତାମୂଳକ ଅଟେ |
05:13 | Category ଅର୍ଥ ହେଉଛି Item category, ଯେଉଁଥିରେ item ଶ୍ରେଣୀଭୁକ୍ତ ହୋଇଥିବ.
Finished Goodsକୁ ଚୟନ କରନ୍ତୁ |
05:21 | itemକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ତାହା ଜାଣିବା ପାଇଁ Item type ଅଛି, ଯେପରି:
ନିର୍ମାଣ ଉଦ୍ଦେଶ୍ୟରେ |
05:28 | ଜଣେ supplierଠାରୁ କିମ୍ବା ଗୋଟିଏ service ପାଇଁ କ୍ରୟ କରାଯାଇଥିଲା |
05:33 | ତଳକୁ ସ୍କ୍ରୋଲ୍ କରନ୍ତୁ.
ଏବଂ ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Insert New Item ବଟନ୍ରେ କ୍ଲିକ୍ କରନ୍ତୁ |
05:41 | ସଫଳତାର ସହ ଗୋଟିଏ ନୂଆ item ଯୋଡ଼ି ହୋଇଯାଇଥିବା ପପ୍-ଅପ୍ ମେସେଜ୍ ଦ୍ଵାରା ପ୍ରଦର୍ଶିତ ହେବ |
05:47 | ୱିଣ୍ଡୋର ଉପର ଭାଗରେ ଥିବା ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ |
05:51 | ନୂଆ itemଟି ଯୋଡ଼ି ହୋଇଯାଇଥିବା, ଆପଣ ଦେଖିପାରିବେ |
05:56 | ଗୋଟିଏ ଆସାଇନମେଣ୍ଟ ଭାବେ:
Item category- Finished goods ଅଧିନରେ ଦୁଇଟି ନୂଆ items ଯୋଡ଼ନ୍ତୁ |
06:02 | Item category- Components ଅଧିନରେ ଦୁଇଟି ନୂଆ items ଯୋଡ଼ନ୍ତୁ |
06:07 | ଏହି ଟ୍ୟୁଟୋରିଆଲର ସମ୍ପୂର୍ଣ୍ଣ ବିବରଣୀ ପାଇଁ Assignment ଲିଙ୍କକୁ ରେଫର୍ କରନ୍ତୁ |
06:12 | ଆସାଇନମେଣ୍ଟକୁ ସମ୍ପୂର୍ଣ୍ଣ କରିବା ପରେ ୱିଣ୍ଡୋର ଉପର ଭାଗରେ ଥିବା ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ |
06:18 | ବର୍ତ୍ତମାନ Components ଅଧିନରେ 2ଟି items ଏବଂ Finished goods ଅଧିନରେ 3ଟି items ଥିବା ଆପଣ ଦେଖିପାରିବେ |
06:26 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
06:33 | items ବା inventoryର ପ୍ରାଇସିଙ୍ଗ ଲେବଲ୍କୁ ଚୟନ କରିବା ପାଇଁ Pricing and Costs ପ୍ୟାନେଲ୍କୁ ବ୍ୟବହାର କରାଯାଇଛି |
06:40 | ଇଣ୍ଡିଭିଜୁଆଲ୍ Sales item ପାଇଁ sales prices ଆସାଇନ୍ କରିବା ପାଇଁ ଏହି ବିକଳ୍ପକୁ ବ୍ୟବହାର କରାଯାଇଛି.
Sales Pricing ଲିଙ୍କରେ କ୍ଲିକ୍ କରନ୍ତୁ |
06:49 | Item ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ.
ଆପଣ Sales Price ଆସାଇନ୍ କରିବାକୁ ଚାହୁଁଥିବା ଆଇଟମ୍ Dell Laptopକୁ ଚୟନ କରନ୍ତୁ |
06:58 | ବର୍ତ୍ତମାନ Currency ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ. |
07:02 | କରେନ୍ସୀ ପାଇଁ Indian Rupees ଚୟନ କରନ୍ତୁ |
07:06 | Sales Type ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ |
07:10 | ସେଠାରେ ଦୁଇଟି ବିକଳ୍ପ ଅଛି: Retail ଓ Wholesale |
07:15 | ଏଠାରେ Retail ବିକଳ୍ପକୁ ଚୟନ କରନ୍ତୁ |
07:19 | ତା’ପରେ Price ଫିଲ୍ଡରେ କ୍ଲିକ୍ କରନ୍ତୁ.
Itemର Price ସ୍ଥାନରେ 53,000 per each ଟାଇପ୍ କରନ୍ତୁ |
07:28 | ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add New ବଟନ୍ରେ କ୍ଲିକ୍ କରନ୍ତୁ |
07:33 | ସଫଳତାର ସହ item Dell Laptop ପାଇଁ ଗୋଟିଏ Sales price ଯୋଡ଼ି ହୋଇଯାଇଥିବା ପପ୍-ଅପ୍ ମେସେଜ୍ ଦ୍ଵାରା ପ୍ରଦର୍ଶିତ ହେବ |
07:41 | ଏଠାରେ ଥିବା ଟେବଲ୍ରେ ଆମେ ଅପଡେଟେଡ୍ ଭେଲ୍ୟୁଗୁଡ଼ିକୁ ମଧ୍ୟ ଦେଖିପାରିବା |
07:45 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
07:52 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. |
07:56 | ସଂକ୍ଷିପ୍ତରେ - |
07:58 | ଏହି ଟ୍ୟୁଟୋରିଆଲରେ ଆମେ କିପରି
Units of Measure, Items |
08:06 | Item Category ଓ Sales Pricing ତିଆରି କରାଯାଏ, ଶିଖିଲେ |
08:10 | ଗୋଟିଏ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ items ପାଇଁ sales price ଯୋଡ଼ନ୍ତୁ:
Sales Typeକୁ Retail ରଖନ୍ତୁ |
08:20 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
08:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
08:35 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
08:39 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ.
IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |