Koha-Library-Management-System/C2/Circulation/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, “Circulation” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲ୍ରେ ଆମେ ପେଟ୍ରନ୍ କ୍ୟାଟେଗୋରୀ ପାଇଁ Circulation ଓ Fine Rules, |
00:13 | ଚେକ୍ ଆଉଟ୍ (ଇସୁ କରିବା), |
00:15 | ରିନ୍ୟୁ କରିବା ଏବଂ ଚେକ୍ ଇନ୍ (ଫେରାଇବା) ବିଷୟରେ ଶିଖିବା |
00:20 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ |
00:28 | Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:32 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:38 | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର |
00:44 | ଏବଂ Kohaରେ ଆପଣଙ୍କର Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ |
00:48 | ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ |
00:54 | ସର୍ବ ପ୍ରଥମେ ଆମେ ପେଟ୍ରନ୍ କ୍ୟାଟେଗୋରୀ ପାଇଁ Circulation ଓ Fine Rulesକୁ ପରିଭାଷିତ କରିବା ସହିତ ଆରମ୍ଭ କରିବା |
01:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷାର୍ଥୀ ଭାବେ ଗୋଟିଏ ପେଟ୍ରନ୍ କ୍ୟାଟେଗୋରୀ ତିଆରି କରନ୍ତୁ |
01:10 | ମନେପକାନ୍ତୁ, ଏହି ଶୃଙ୍ଖଳାର ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍ରେ ଉପରୋକ୍ତ ସମସ୍ତ ବିଷୟଗୁଡ଼ିକୁ ବ୍ୟାଖ୍ୟା କରାଯାଇସାରିଛି |
01:16 | ଏହି ଟ୍ୟୁଟୋରିଆଲ୍ର ପରବର୍ତ୍ତୀ ଭାଗରେ ଆମେ ଏହି ସୂଚନାର ବ୍ୟବହାର କରିବା |
01:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷାର୍ଥୀ ଭାବେ ଗୋଟିଏ ପେଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ାଯିବା ପରେ ଆପଣଙ୍କର Koha ଇଣ୍ଟରଫେସ୍ ଏହିଭଳି ଦେଖାଯିବ |
01:32 | Superlibrarian ୟୁଜରନେମ୍ Bella ଏବଂ ତାଙ୍କର ପାସ୍ୱର୍ଡ ସହିତ ଲଗ୍-ଇନ୍ କରନ୍ତୁ |
01:39 | Koha ଆଡମିନିଷ୍ଟ୍ରେଶନ୍କୁ ଯାଆନ୍ତୁ |
01:43 | ପେଟ୍ରନ୍ ଓ ସର୍କୁଲେଶନ୍ ବିଭାଗରେ ଥିବା Circulation and fines rulesରେ କ୍ଲିକ୍ କରନ୍ତୁ |
01:52 | Defining circulation and fine rules for all libraries ପେଜ୍ ଖୋଲିବ |
01:57 | Select Library ଖୋଜନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Spoken Tutorial Library ଚୟନ କରନ୍ତୁ |
02:05 | Defining circulation and fine rules for Spoken Tutorial Library ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
02:14 | ପେଟ୍ରନ୍ କ୍ୟାଟେଗୋରୀ ବିଭାଗରେ ଥିବା ଡ୍ରପ୍-ଡାଉନ୍ରୁ Post Graduate Student ଉପରେ କ୍ଲିକ୍ କରନ୍ତୁ |
02:22 | Item type ବିଭାଗରେ ଥିବା ଡ୍ରପ୍-ଡାଉନ୍ରୁ Book ଉପରେ କ୍ଲିକ୍ କରନ୍ତୁ |
02:28 | Current checkouts allowed ଫିଲ୍ଡରେ 5 ଲେଖନ୍ତୁ |
02:33 | ମୁଁ Current on-site checkouts allowed ଫିଲ୍ଡକୁ ଖାଲି ଛାଡ଼ିଦେବି |
02:39 | Loan period ପାଇଁ 15 ଲେଖନ୍ତୁ |
02:43 | For Unit ପାଇଁ ଥିବା ଫିଲ୍ଡକୁ ସେହିପରି ଛାଡ଼ିଦିଅନ୍ତୁ, ଯାହା ହେଉଛି Days |
02:48 | Hard due date ଫିଲ୍ଡକୁ ସେହିପରି ଛାଡ଼ିଦିଅନ୍ତୁ |
02:53 | Fine amount ପାଇଁ 5 ଏବଂ Fine charging interval ପାଇଁ 1 ଲେଖନ୍ତୁ |
03:01 | When to charge ଫିଲ୍ଡକୁ ସେହିପରି ଛାଡ଼ିଦିଅନ୍ତୁ |
03:05 | Fine grace period: ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ |
03:09 | Overdue fines cap (amount): ଓ Cap fine at replacement price: ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ |
03:17 | Suspension in days (Day) : ଫିଲ୍ଡକୁ ମଧ୍ୟ ଖାଲି ଛାଡ଼ିଦିଅନ୍ତୁ |
03:22 | Maximum suspension duration (Day): ଫିଲ୍ଡକୁ ମଧ୍ୟ ଖାଲି ଛାଡ଼ିଦିଅନ୍ତୁ |
03:28 | Renewals allowed (count) ଥିବା ଫିଲ୍ଡରେ 10 ଲେଖନ୍ତୁ |
03:33 | Renewal period ଏବଂ No renewal before: ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ |
03:39 | Automatic renewal ପାଇଁ ଥିବା ଫିଲ୍ଡକୁ ସେହିପରି ଖାଲି ରଖନ୍ତୁ |
03:44 | Holds allowed (count) ପାଇଁ ଥିବା ଫିଲ୍ଡରେ 5 ଲେଖନ୍ତୁ |
03:48 | On shelf holds allowedରେ ଥିବା ଡ୍ରପ୍-ଡାଉନ୍ରୁ If all unavailableକୁ ଚୟନ କରନ୍ତୁ |
03:55 | Item level holds ପାଇଁ ଥିବା ଫିଲ୍ଡକୁ ଅପରିବର୍ତ୍ତିତ ରଖନ୍ତୁ |
04:00 | Rental discount ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ |
04:04 | ତା’ପରେ, ଟେବଲ୍ର ପୂରା ଡାହାଣପଟ କୋଣରେ ଥିବା Actions ବିଭାଗକୁ ଯାଇ Save ଉପରେ କ୍ଲିକ୍ କରନ୍ତୁ |
04:13 | Defining circulation and fine rules for Spoken Tutorial Library ପାଇଁ ଥିବା ପେଜ୍ ପୁଣି ଖୋଲିବ |
04:21 | ଆମେ ବର୍ତ୍ତମାନ ପୂରଣ କରିଥିବା ସମସ୍ତ ଏଣ୍ଟ୍ରିଗୁଡ଼ିକ ଏହି ପେଜ୍ରେ ରହିଛି |
04:28 | ହେଡିଙ୍ଗ୍ Select the library: ପରେ Clone these rules to: ଥିବା ଦେଖନ୍ତୁ |
04:35 | ଡ୍ରପ୍-ଡାଉନ୍ରୁ, Spoken Tutorial Library ଚୟନ କରନ୍ତୁ |
04:40 | ତା’ପରେ, Clone ଲେଖାଥିବା ବଟନ୍ରେ କ୍ଲିକ୍ କରନ୍ତୁ |
04:45 | Cloning circulation and fine rules from Spoken Tutorial Library to Spoken Tutorial Library ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
04:56 | The rules have been cloned ଲେଖାଥିବା ଗୋଟିଏ ମେସେଜ୍ ବକ୍ସ ଦେଖାଦେବ |
05:02 | ଏବେ, Books, CD/DVDs, Bound Volumes ଆଦି ଭଳି Spoken Tutorial Library Itemsର ଚେକ୍-ଆଉଟ୍ ଓ ଚେକ୍-ଇନ୍ ପାଇଁ Post-Graduate student ଭାବରେ ଏକ Patron Ms. Reena Shah ତିଆରି କରନ୍ତୁ |
05:20 | ଗୋଟିଏ ପୂର୍ବ ଟ୍ୟୁଟୋରିଆଲ୍ରେ ପେଟ୍ରନ୍ ତିଆରି କରିବାବେଳେ ଆମେ ଷ୍ଟାଫ୍କୁ ପାଇଁ ଅନୁମତି ସେଟ୍ କରିଥିବା କଥା ମନେପକାନ୍ତୁ |
05:29 | ହେଲେ, ଏଠାରେ ପେଟ୍ରନ୍ ପାଇଁ କୌଣସି ଅନୁମତି ସେଟ୍ କରନ୍ତୁ ନାହିଁ, ଯିଏ ହେଉଛନ୍ତି ବିଦ୍ୟାର୍ଥୀ Ms. Reena Shah |
05:38 | କେବଳ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ ଏବଂ ପେଜ୍ ଉପରେ ଥିବା Saveରେ କ୍ଲିକ୍ କରନ୍ତୁ |
05:45 | ବର୍ତ୍ତମାନ Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ |
05:49 | ଉପର ଡାହାଣପଟ କୋଣରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରି ଏହା କରନ୍ତୁ |
05:56 | ଡ୍ରପ୍-ଡାଉନ୍ରୁ Log outରେ କ୍ଲିକ୍ କରନ୍ତୁ |
06:01 | ତା’ପରେ, ଲାଇବ୍ରେରୀ ଷ୍ଟାଫ୍ Samruddhi ଭାବେ ପୁନର୍ବାର ଲଗ୍-ଇନ୍ କରନ୍ତୁ |
06:07 | ତା’ପରେ, ହୋମ୍ ପେଜ୍ରେ ଥିବା Circulationରେ କ୍ଲିକ୍ କରନ୍ତୁ |
06:12 | ଚାଲନ୍ତୁ, Checkoutରୁ ଆରମ୍ଭ କରିବା |
06:15 | ସର୍କୁଲେଶନ୍ ପେଜ୍ରେ ଥିବା Check-outରେ କ୍ଲିକ୍ କରନ୍ତୁ, ଯାହା ହେଉଛି ଜାରି କରିବା ପ୍ରକ୍ରିୟା |
06:22 | ଖୋଲିଥିବା ପେଜ୍ରେ Enter patron card number or partial name ପାଇଁ ଥିବା ଫିଲ୍ଡକୁ ଚିହ୍ନଟ କରନ୍ତୁ.
ନାମ, Reena ଲେଖନ୍ତୁ |
06:34 | ସେହି ସର୍ଚ୍ଚ ଫିଲ୍ଡର ଡାହାଣପଟେ ଥିବା Submit ବଟନ୍ରେ କ୍ଲିକ୍ କରନ୍ତୁ |
06:39 | ଗୋଟିଏ ନୂଆ ପେଜ୍ ଖୋଲିବ. Checking out to Reena Shah (3) Enter item Barcode: ଫିଲ୍ଡରେ, |
06:48 | ଭାଲ୍ୟୁ 00001 ଲେଖନ୍ତୁ |
06:53 | ପୂର୍ବ ଟ୍ୟୁଟୋରିଆଲ୍ଗୁଡ଼ିକ ମଧ୍ୟରୁ ଗୋଟିକରେ ଏହି ବାରକୋଡ୍କୁ ଆକ୍ସେସ୍ ପାଇଁ ଗୋଟିଏ ସଂଖ୍ୟା ଭାବେ କୁହାଯାଇଥିବା କଥା ମନେପକାନ୍ତୁ |
07:00 | ତେଣୁ, ଚେକ୍-ଆଉଟ୍ ପାଇଁ ସେହି ଭାଲ୍ୟୁ ଲେଖାଯିବ |
07:05 | ବର୍ତ୍ତମାନ ଫିଲ୍ଡ ତଳେ ଥିବା Check-out ବଟନ୍ରେ କ୍ଲିକ୍ କରନ୍ତୁ |
07:10 | ତା’ପରେ, ଚେକ୍-ଆଉଟ୍ର ବିବରଣୀକୁ ଦେଖିବା ପାଇଁ ପେଜ୍ ତଳେ ଥିବା Show check-outs ଉପରେ କ୍ଲିକ୍ କରନ୍ତୁ |
07:18 | ସେହି ପେଜ୍ରେ ଚେକ୍-ଆଉଟ୍ ହୋଇଥିବା ଆଇଟମ୍ର ସମସ୍ତ ବିବରଣୀ ଥିବା ଗୋଟିଏ ଟେବଲ୍ ଦେଖାଦେବ |
07:24 | ବିବରଣୀ, ଯେପରି: Due date, Title, Item type, Location, Checked out on, Checked out from, Call number, Charge, Fine, Price, Renew ଓ Check in |
07:43 | ଯଦି ଗୋଟିଏ ଆଇଟମ୍ ନବୀକରଣ କିମ୍ବା ଚେକ୍-ଇନ୍ ହେବାକୁ ଅଛି, ତେବେ ଟେବଲ୍ ତଳେ ଥିବା Renew or check in selected items ଟାବ୍ ଉପରେ କ୍ଲିକ୍ କରନ୍ତୁ |
07:56 | ଯଦି ଏକରୁ ଅଧିକ ଆଇଟମ୍ ରହିଥାଏ, ତେବେ ପେଜ୍ ତଳେ ଥିବା Renew or check in selected items ଟାବ୍ର ପାଖରେ ଥିବା Renew all ଟାବ୍ ଉପରେ କ୍ଲିକ୍ କରନ୍ତୁ |
08:10 | ଯେହେତୁ Koha ହୋମ୍ ପେଜ୍ରେ ଥିବା ସର୍କୁଲେଶନ୍ ଟାବ୍କୁ ବ୍ୟବହାର କରି କିପରି ଆଇଟମ୍ଗୁଡ଼ିକୁ ନବୀକରଣ ଓ ଚେକ୍-ଇନ୍ କରାଯାଏ ତାହା ମୁଁ ପ୍ରଦର୍ଶନ କରିବି, ତେଣୁ ମୁଁ କୌଣସି ଟାବ୍ ଉପରେ କ୍ଲିକ୍ କରିବି ନାହିଁ |
08:22 | ସେହି ପେଜ୍ର ଉପର ବାମପଟ କୋଣରେ ଥିବା Circulation ଉପରେ କ୍ଲିକ୍ କରନ୍ତୁ |
08:28 | ଖୋଲିଥିବା ନୂଆ ପେଜ୍ରେ Circulationରେ ଥିବା Renew ଉପରେ କ୍ଲିକ୍ କରନ୍ତୁ |
08:35 | ଗୋଟିଏ ନୂଆ ପେଜ୍ ଖୋଲିବ.
Enter item barcode ଫିଲ୍ଡରେ, ବାରକୋଡ୍ ଭାବେ ଆକ୍ସେସନ୍ ସଂଖ୍ୟା 00001 ଲେଖନ୍ତୁ |
08:48 | ତା’ପରେ, ଫିଲ୍ଡର ଡାହାଣପଟେ ଥିବା Submitରେ କ୍ଲିକ୍ କରନ୍ତୁ |
08:53 | Item Renewed ନାମକ ଡାୟଲଗ୍ ବକ୍ସ ସହ ଗୋଟିଏ ନୂଆ ପେଜ୍ ଖୋଲିବ |
08:58 | ତା’ପରେ, ସେହି ପେଜ୍ର ଉପର ବାମପଟ କୋଣରେ ଥିବା Circulation ଉପରେ କ୍ଲିକ୍ କରନ୍ତୁ |
09:05 | ଖୋଲିଥିବା ନୂଆ ପେଜ୍ର Circulationରେ ଥିବା check in ଉପରେ କ୍ଲିକ୍ କରନ୍ତୁ |
09:11 | ଖୋଲିଥିବା ନୂଆ ପେଜ୍ରେ Enter item barcode ଫିଲ୍ଡକୁ ଚିହ୍ନଟ କରନ୍ତୁ |
09:17 | ଆକ୍ସେସନ୍ ସଂଖ୍ୟା 00001କୁ ବାରକୋଡ୍ ଭାବେ ଲେଖନ୍ତୁ, ଯାହାକୁ ପୂର୍ବେ ଆଇଟମ୍ ଚେକ୍ ଆଉଟ୍ କରିବା ପାଇଁ ବ୍ୟବହାର କରାଯାଇଥିଲା |
09:27 | ଏବଂ ଫିଲ୍ଡର ଡାହାଣପଟେ ଥିବା Submitରେ କ୍ଲିକ୍ କରନ୍ତୁ |
09:32 | ନିମ୍ନଲିଖିତ ବିବରଣୀ ଥିବା ଗୋଟିଏ ଟେବଲ୍ ଦେଖାଦେବ, ଯେପରି- Due date, Title, Author, Barcode, Home Library, Holding library, Shelving location, Call number, Type, Patron ଓ Note |
09:52 | ଧ୍ୟାନ ଦିଅନ୍ତୁ ଯେ, Title-Industrial Microbiology, |
09:57 | Barcode- 00001 ଓ Patron-Shah, Reena (PG) ପୂର୍ବରୁ ପୂରଣ କରାଯାଇଥିବା ବିବରଣୀ ଅନୁସାରେ ଅଟେ |
10:09 | ଏହା ସହିତ Circulation ସମ୍ପୂର୍ଣ୍ଣ ହୋଇଛି |
10:13 | ବର୍ତ୍ତମାନ ଲାଇବ୍ରେରୀ ଷ୍ଟାଫ୍ ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ |
10:17 | ଏହା କରିବା ପାଇଁ, ପ୍ରଥମେ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ Spoken Tutorial Library ଉପରେ କ୍ଲିକ୍ କରନ୍ତୁ |
10:25 | ତା’ପରେ, ଡ୍ରପ୍-ଡାଉନ୍ରୁ Log out ଚୟନ କରନ୍ତୁ |
10:31 | ସଂକ୍ଷିପ୍ତରେ,
ଏହି ଟ୍ୟୁଟୋରିଆଲ୍ରେ ଆମେ, ପେଟ୍ରନ୍ କ୍ୟାଟେଗୋରୀ ପାଇଁ ଥିବା Circulation ଓ Fine Rules, |
10:41 | ଚେକ୍ ଆଉଟ୍ (ଇସୁ କରିବା), ରିନ୍ୟୁଇଙ୍ଗ୍, ଚେକ୍ ଇନ୍ (ଫେରାଇବା) ବିଷୟରେ ଶିଖିଲେ |
10:48 | ଆସାଇନମେଣ୍ଟ ଭାବେ, Patron Ms. Reena Shah ପାଇଁ ଆଉ ଗୋଟିଏ ବହି ଜାରି କରନ୍ତୁ |
10:54 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:11 | ଦୟାକରି ଏହି ଫୋରମ୍ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
11:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:26 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |