PHP-and-MySQL/C2/Multi-Dimensional-Arrays/Oriya

From Script | Spoken-Tutorial
Revision as of 18:05, 13 July 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ଗୋଟିଏ multidimensional array ହେଉଛି ଏକ ଆରେ ଯେଉଁଥିରେ ଆପଣ ଅନ୍ୟ ଆରେଗୁଡିକୁ ଷ୍ଟୋର୍ କରିପାରିବେ
00:06 ଏହା ଗୋଟିଏ associative array ଭଳି ସମାନ ଅଟେ
00:09 ଯାହାହେଉ ଏହି ଆରେ ପାଇଁ ଥିବା ଆସୋସିଏଟଗୁଡିକ ନିଜେ ଗୋଟିଏ ଗୋଟିଏ ଆରେ ଅଟନ୍ତି
00:14 ଭଲ ଭାବେ ବୁଝିବା ପାଇଁ ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ
00:19 ମୁଁ ଗୋଟିଏ ପ୍ରୋଗ୍ରାମ୍ ସୃଷ୍ଟି କରିବି ଯାହା English ବର୍ଣ୍ଣମାଳାରେ ଥିବା ଗୋଟିଏ ଅକ୍ଷରର ଅବସ୍ଥିତିକୁ ପ୍ରଦର୍ଶନ କରିବ
00:26 ଉଦାହରଣସ୍ଵରୂପ ଯଦି ମୁଁ ଗୋଟିଏ ଭେଲ୍ୟୁ 1 ପ୍ରଦାନ କରିବି ତେବେ ଏହା ପୋଜିଶନ୍ 1ରେ Aକୁ echo କରିବ
00:33 ଯଦି ମୁଁ ଭେଲ୍ୟୁ two ପ୍ରଦାନ କରିବି ତେବେ ଏହା position 2ରେ Bକୁ ପ୍ରଦର୍ଶନ କରିବ
00:38 ଏବଂ three ପାଇଁ ଏହା position 3ରେ C କୁ ପ୍ରଦର୍ଶନ କରିବ ଏବଂ ଏହିପରି
00:43 ପ୍ରଥମେ ମୁଁ ମୋ’ର ନିଜର ଆରେ ସୃଷ୍ଟି କରିବି
00:53 ଏବଂ କେବଳ ଦେଖିବା ପାଇଁ ସହଜ କରିବା ସକାଶେ ମୁଁ ଏହାକୁ ତଳକୁ ଆଣିବି
00:58 ଆପଣ ଏହାକୁ ନିଜକୁ ନିଜେ କରିବା ପାଇଁ ସ୍ଵାଗତ
01:01 ଏବଂ ଏହା ମଧ୍ୟରେ ମୁଁ ମୋ’ର ନିଜର ଆରେ ସୃଷ୍ଟି କରିବି ଯାହାକୁ ମୁଁ ABC କହିବି
01:10 ଏହା ସେହି array ଅଟେ
01:15 ପୂର୍ବେ କରିଥିବା ଭଳି ଏଠାରେ ଗୋଟିଏ ଭେଲ୍ୟୁକୁ ରଖିବା ବ୍ୟତିତ ଏହା ମଧ୍ୟରେ ଗୋଟିଏ ଆରେକୁ ରଖିପାରିବା
01:24 ଏବଂ ଏହା ମଧ୍ୟରେ ଭେଲ୍ୟୁଗୁଡିକ ରହିବ. ଉଦାହରଣସ୍ଵରୂପ କ୍ୟାପିଟାଲ୍ A, B, C ଓ D
01:32 ଏବଂ ଏହି ଭେଲ୍ୟୁଗୁଡିକ କମା ଦ୍ଵାରା ଅଲଗା ହେବେ
01:41 ଏବଂ ତା’ପରେ ଅମେ 123 ଟାଇପ୍ କରିବା ଯାହା ଗୋଟିଏ array ସହିତ ସମାନ ଅଟେ
01:46 ବର୍ତ୍ତମାନ ଆମେ 1,2,3,4କୁ ନେବାକୁ ଯାଉଛେ ଏବଂ ସେତିକି
01:53 ଏଠାରେ ନିମ୍ନରେ ଗୋଟିଏ ଆରେ ମଧ୍ୟରେ ନିର୍ଦ୍ଦିଷ୍ଟ ଡେଟାକୁ ପ୍ରଦର୍ଶନ କରିବା ସକାଶେ କିପରି echo କରାଯାଏ ମୁଁ ପ୍ରଦର୍ଶନ କରିବି
01:59 ଆମେ ଆମର ମୁଖ୍ୟ ଆରେକୁ କରିବା
02:02 ଏବଂ ଏହି ଆରେକୁ ମଧ୍ୟ କଲ୍ କରିବା
02:05 ଏବଂ ତା’ପରେ ଆରେ ମଧ୍ୟରେ ଆପଣ ଚାହୁଁଥିବା ଅବସ୍ଥିତି ଅଟେ. ତେଣୁ ଆରେ ମଧ୍ୟରେ ଏହା ଗୋଟିଏ ଆରେ ଅଟେ
02:13 ତେଣୁ ମୁଁ କେବଳ echo ଟାଇପ୍ କରିବି ଏବଂ ତା’ପରେ $alpha ଯାହା ଆମର ମୁଖ୍ୟ ଆରେ ଅଟେ
02:19 ଏବଂ ତା’ପରେ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ, ABC
02:23 ଏବଂ ତା’ପରେ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଏଲିମେଣ୍ଟର ଅବସ୍ଥିତି, ଯଦି ଆପଣ ପୁନଃପ୍ରାପ୍ତି କରିବାକୁ ଚାହାଁନ୍ତି
02:30 ବର୍ତ୍ତମାନ ଉଦାହରଣ ପାଇଁ ମୁଁ Aକୁ ଏକୋ କରିବାକୁ ଯାଉଛି
02:35 ଏହାକୁ ରନ୍ କରନ୍ତୁ ଏବଂ ଆମେ A ପ୍ରାପ୍ତ କଲେ
02:47 ଏହାକୁ 123ରେ ପରିବର୍ତ୍ତନ କରିବା ଦ୍ଵାରା 1 ପ୍ରଦାନ କରିବ
02:54 ଯାହା ଆପଣ ଏଠାରେ ଦେଖିପାରୁଛନ୍ତି
02:57 ଆମେ ଆମର ମୁଖ୍ୟ ଆରେ ମଧ୍ୟରେ ଦୁଇଟି ମୌଳିକ ଆରେକୁ ରଖିବା ସକାଶେ ସକ୍ଷମ ହେଲେ ଏବଂ ଏହାକୁ କଲ୍ କରିବା ଶିଖିଲେ
03:05 ବର୍ତ୍ତମାନ ମୁଁ ଗୋଟିଏ ଅକ୍ଷରର କ୍ରମିକ ସଂଖ୍ୟାକୁ ଭିତ୍ତି କରି ଏହାର ଅବସ୍ଥିତିକୁ ପ୍ରାପ୍ତ କରିବା ପାଇଁ ଗୋଟିଏ ନୂତନ ପ୍ରୋଗ୍ରାମ୍ ସୃଷ୍ଟି କରିବାକୁ ଯାଉଛି
03:13 ମୁଁ ଏଠାରେ ଅବସ୍ଥିତିକୁ = 0 ଭାବେ ଟାଇପ୍ କରିବାକୁ ଯାଉଛି, 0 ଠାରୁ ଆରମ୍ଭ କରି
03:30 ବର୍ତ୍ତମାନ ଏକ Letterକୁ echo କରିବାକୁ ଚାହୁଁଛି, କିଛି ସ୍ଥାନରେ ଆଉ କିଛି
03:39 ଏହା ଅତି ସହଜ କାର୍ଯ୍ୟ ଅଟେ
03:42 ଆମେ ଏଠାରେ ଅବସ୍ଥିତିକୁ ପ୍ରବେଶ କରିବା ଯେପରି 3; ଯେହେତୁ position 3ରେ C ଅଛି, ଆମେ C ପ୍ରାପ୍ତ କରିବା
03:53 ତେଣୁ ଆମ ଅକ୍ଷରକୁ ଏକୋ କରିବା ସକାଶେ ଯଦି ପ୍ରଥମ ଶୁନ୍ୟ ସ୍ଥାନକୁ $alpha ସହିତ ପ୍ରତିସ୍ଥାପନ କରିବା
04:02 ABC
04:05 $pos
04:07 ଯେହେତୁ pos, ଆମର ଅବସ୍ଥିତିକୁ ଉପସ୍ଥାପିତ କରେ
04:11 ତା’ପରେ ଅବସ୍ଥିତି - $alpha... 123 ହେବ
04:19 ଏବଂ ତା’ପରେ ଅବସ୍ଥିତି $pos ଅଟେ
04:23 ଏହି ମୁହୁର୍ତ୍ତରେ ଅବସ୍ଥିତି 0 ସହିତ ସମାନ ଅଟେ
04:29 ଆମେ କିଛି ଏକୋ ପାଇଁ ଟାଇପ୍ କରିଛେ. ତେଣୁ ଏହା ଯିରୋ ଅବସ୍ଥିତି ଅଟେ
04:36 ଆଭ୍ୟନ୍ତରୀଣ ଆରେ ABC ମଧ୍ୟରେ ଯିରୋକୁ ଅବସ୍ଥାପିତ କରନ୍ତୁ. ତେଣୁ ପ୍ରକୃତ କଥା ହେଉଛି ଯେ ଆମେ 0 ସ୍ଥାନରେ A ଅଛି ବୋଲି କହୁଛେ
04:47 ଯାହା ଏହି ଆରେ 123 ଅଟେ ଏବଂ ତାହା ଅବସ୍ଥିତି ଯିରୋ ଅଟେ. ତେଣୁ ପ୍ରକୃତରେ ଆମେ one ସ୍ଥାନରେ ଅକ୍ଷର A ଅଛି ବୋଲି କହୁଛେ
04:56 ଏହାକୁ ରନ୍ କରନ୍ତୁ. ଠିକ୍ ଅଛି. A, 1 ସ୍ଥାନରେ ଅଛି. ଏହାକୁ 1ରେ ପରିବର୍ତ୍ତନ କରନ୍ତୁ
05:05 Refresh କରନ୍ତୁ. ଅକ୍ଷର B, 2 ସ୍ଥାନରେ ଅଛି. ବର୍ତ୍ତମାନ ଏହି ଆପ୍ଲିକେଶନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ନାଭିଗେଟକୁ ସହଜ କରିବା ସକାଶେ, 1 ପାଇଁ ଯିରୋ ଲେଖିବାର ଆବଶ୍ୟକତାକୁ ବାହାର କରିଦିଅନ୍ତୁ
05:21 ତେଣୁ ମୁଁ ଶେଷରେ -1କୁ ରଖିବି ଏବଂ ଭଲ ଦୃଶ୍ୟମାନତା ପାଇଁ 1କୁ ବ୍ରାକେଟ୍ ମଧ୍ୟରେ ରଖିବି
05:28 ଅବସ୍ଥିତି one minus one, ପ୍ରକୃତରେ ଯିରୋ ଅଟେ. ତେଣୁ 0 ଲେଖିବା ସ୍ଥାନରେ 1 ଲେଖିବା ଦ୍ଵାରା ସମାନ ପରିଣାମ ପ୍ରାପ୍ତ ହେବ. 1 ଲେଖିବା ସ୍ଥାନରେ 2 ଲେଖିବା ଦ୍ଵାରା ସମାନ ପରିଣାମ ପ୍ରାପ୍ତ ହେବ...ଅକ୍ଷର B, 2 ସ୍ଥାନରେ ଅଛି
05:43 ଯଦି ମୁଁ 1କୁ ରଖିବି ତେବେ, 1 ସ୍ଥାନରେ A ପ୍ରାପ୍ତ ହେବ. ତେଣୁ ଯଦି ମୁଁ ଏଠାରେ ଯିରୋ ରଖିବି ତେବେ -1 ପାଇଁ ସ୍ଥାନ ରହିବ ନାହିଁ; ଆମେ Letter is in position ପ୍ରାପ୍ତ କରିବା. ତେଣୁ ଆମେ ଅକ୍ଷର କିମ୍ବା ସ୍ଥାନ ପ୍ରାପ୍ତ କରିବା ନାହିଁ
06:01 ତେଣୁ ଏହାଦ୍ଵାରା ମୁଁ ଏହାକୁ ଟିକେ ୟୁଜର୍ ଫ୍ରେଣ୍ଡଲୀ କରିଛି. ଦେଖିଥିବା ହେତୁ, ଧନ୍ୟବାଦ

Contributors and Content Editors

Pradeep