PHP-and-MySQL/C2/Multi-Dimensional-Arrays/Oriya
From Script | Spoken-Tutorial
| Time | Narration |
| 00:00 | ଗୋଟିଏ multidimensional array ହେଉଛି ଏକ ଆରେ ଯେଉଁଥିରେ ଆପଣ ଅନ୍ୟ ଆରେଗୁଡିକୁ ଷ୍ଟୋର୍ କରିପାରିବେ |
| 00:06 | ଏହା ଗୋଟିଏ associative array ଭଳି ସମାନ ଅଟେ |
| 00:09 | ଯାହାହେଉ ଏହି ଆରେ ପାଇଁ ଥିବା ଆସୋସିଏଟଗୁଡିକ ନିଜେ ଗୋଟିଏ ଗୋଟିଏ ଆରେ ଅଟନ୍ତି |
| 00:14 | ଭଲ ଭାବେ ବୁଝିବା ପାଇଁ ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ |
| 00:19 | ମୁଁ ଗୋଟିଏ ପ୍ରୋଗ୍ରାମ୍ ସୃଷ୍ଟି କରିବି ଯାହା English ବର୍ଣ୍ଣମାଳାରେ ଥିବା ଗୋଟିଏ ଅକ୍ଷରର ଅବସ୍ଥିତିକୁ ପ୍ରଦର୍ଶନ କରିବ |
| 00:26 | ଉଦାହରଣସ୍ଵରୂପ ଯଦି ମୁଁ ଗୋଟିଏ ଭେଲ୍ୟୁ 1 ପ୍ରଦାନ କରିବି ତେବେ ଏହା ପୋଜିଶନ୍ 1ରେ Aକୁ echo କରିବ |
| 00:33 | ଯଦି ମୁଁ ଭେଲ୍ୟୁ two ପ୍ରଦାନ କରିବି ତେବେ ଏହା position 2ରେ Bକୁ ପ୍ରଦର୍ଶନ କରିବ |
| 00:38 | ଏବଂ three ପାଇଁ ଏହା position 3ରେ C କୁ ପ୍ରଦର୍ଶନ କରିବ ଏବଂ ଏହିପରି |
| 00:43 | ପ୍ରଥମେ ମୁଁ ମୋ’ର ନିଜର ଆରେ ସୃଷ୍ଟି କରିବି |
| 00:53 | ଏବଂ କେବଳ ଦେଖିବା ପାଇଁ ସହଜ କରିବା ସକାଶେ ମୁଁ ଏହାକୁ ତଳକୁ ଆଣିବି |
| 00:58 | ଆପଣ ଏହାକୁ ନିଜକୁ ନିଜେ କରିବା ପାଇଁ ସ୍ଵାଗତ |
| 01:01 | ଏବଂ ଏହା ମଧ୍ୟରେ ମୁଁ ମୋ’ର ନିଜର ଆରେ ସୃଷ୍ଟି କରିବି ଯାହାକୁ ମୁଁ ABC କହିବି |
| 01:10 | ଏହା ସେହି array ଅଟେ |
| 01:15 | ପୂର୍ବେ କରିଥିବା ଭଳି ଏଠାରେ ଗୋଟିଏ ଭେଲ୍ୟୁକୁ ରଖିବା ବ୍ୟତିତ ଏହା ମଧ୍ୟରେ ଗୋଟିଏ ଆରେକୁ ରଖିପାରିବା |
| 01:24 | ଏବଂ ଏହା ମଧ୍ୟରେ ଭେଲ୍ୟୁଗୁଡିକ ରହିବ. ଉଦାହରଣସ୍ଵରୂପ କ୍ୟାପିଟାଲ୍ A, B, C ଓ D |
| 01:32 | ଏବଂ ଏହି ଭେଲ୍ୟୁଗୁଡିକ କମା ଦ୍ଵାରା ଅଲଗା ହେବେ |
| 01:41 | ଏବଂ ତା’ପରେ ଅମେ 123 ଟାଇପ୍ କରିବା ଯାହା ଗୋଟିଏ array ସହିତ ସମାନ ଅଟେ |
| 01:46 | ବର୍ତ୍ତମାନ ଆମେ 1,2,3,4କୁ ନେବାକୁ ଯାଉଛେ ଏବଂ ସେତିକି |
| 01:53 | ଏଠାରେ ନିମ୍ନରେ ଗୋଟିଏ ଆରେ ମଧ୍ୟରେ ନିର୍ଦ୍ଦିଷ୍ଟ ଡେଟାକୁ ପ୍ରଦର୍ଶନ କରିବା ସକାଶେ କିପରି echo କରାଯାଏ ମୁଁ ପ୍ରଦର୍ଶନ କରିବି |
| 01:59 | ଆମେ ଆମର ମୁଖ୍ୟ ଆରେକୁ କରିବା |
| 02:02 | ଏବଂ ଏହି ଆରେକୁ ମଧ୍ୟ କଲ୍ କରିବା |
| 02:05 | ଏବଂ ତା’ପରେ ଆରେ ମଧ୍ୟରେ ଆପଣ ଚାହୁଁଥିବା ଅବସ୍ଥିତି ଅଟେ. ତେଣୁ ଆରେ ମଧ୍ୟରେ ଏହା ଗୋଟିଏ ଆରେ ଅଟେ |
| 02:13 | ତେଣୁ ମୁଁ କେବଳ echo ଟାଇପ୍ କରିବି ଏବଂ ତା’ପରେ $alpha ଯାହା ଆମର ମୁଖ୍ୟ ଆରେ ଅଟେ |
| 02:19 | ଏବଂ ତା’ପରେ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ, ABC |
| 02:23 | ଏବଂ ତା’ପରେ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଏଲିମେଣ୍ଟର ଅବସ୍ଥିତି, ଯଦି ଆପଣ ପୁନଃପ୍ରାପ୍ତି କରିବାକୁ ଚାହାଁନ୍ତି |
| 02:30 | ବର୍ତ୍ତମାନ ଉଦାହରଣ ପାଇଁ ମୁଁ Aକୁ ଏକୋ କରିବାକୁ ଯାଉଛି |
| 02:35 | ଏହାକୁ ରନ୍ କରନ୍ତୁ ଏବଂ ଆମେ A ପ୍ରାପ୍ତ କଲେ |
| 02:47 | ଏହାକୁ 123ରେ ପରିବର୍ତ୍ତନ କରିବା ଦ୍ଵାରା 1 ପ୍ରଦାନ କରିବ |
| 02:54 | ଯାହା ଆପଣ ଏଠାରେ ଦେଖିପାରୁଛନ୍ତି |
| 02:57 | ଆମେ ଆମର ମୁଖ୍ୟ ଆରେ ମଧ୍ୟରେ ଦୁଇଟି ମୌଳିକ ଆରେକୁ ରଖିବା ସକାଶେ ସକ୍ଷମ ହେଲେ ଏବଂ ଏହାକୁ କଲ୍ କରିବା ଶିଖିଲେ |
| 03:05 | ବର୍ତ୍ତମାନ ମୁଁ ଗୋଟିଏ ଅକ୍ଷରର କ୍ରମିକ ସଂଖ୍ୟାକୁ ଭିତ୍ତି କରି ଏହାର ଅବସ୍ଥିତିକୁ ପ୍ରାପ୍ତ କରିବା ପାଇଁ ଗୋଟିଏ ନୂତନ ପ୍ରୋଗ୍ରାମ୍ ସୃଷ୍ଟି କରିବାକୁ ଯାଉଛି |
| 03:13 | ମୁଁ ଏଠାରେ ଅବସ୍ଥିତିକୁ = 0 ଭାବେ ଟାଇପ୍ କରିବାକୁ ଯାଉଛି, 0 ଠାରୁ ଆରମ୍ଭ କରି |
| 03:30 | ବର୍ତ୍ତମାନ ଏକ Letterକୁ echo କରିବାକୁ ଚାହୁଁଛି, କିଛି ସ୍ଥାନରେ ଆଉ କିଛି |
| 03:39 | ଏହା ଅତି ସହଜ କାର୍ଯ୍ୟ ଅଟେ |
| 03:42 | ଆମେ ଏଠାରେ ଅବସ୍ଥିତିକୁ ପ୍ରବେଶ କରିବା ଯେପରି 3; ଯେହେତୁ position 3ରେ C ଅଛି, ଆମେ C ପ୍ରାପ୍ତ କରିବା |
| 03:53 | ତେଣୁ ଆମ ଅକ୍ଷରକୁ ଏକୋ କରିବା ସକାଶେ ଯଦି ପ୍ରଥମ ଶୁନ୍ୟ ସ୍ଥାନକୁ $alpha ସହିତ ପ୍ରତିସ୍ଥାପନ କରିବା |
| 04:02 | ABC |
| 04:05 | $pos |
| 04:07 | ଯେହେତୁ pos, ଆମର ଅବସ୍ଥିତିକୁ ଉପସ୍ଥାପିତ କରେ |
| 04:11 | ତା’ପରେ ଅବସ୍ଥିତି - $alpha... 123 ହେବ |
| 04:19 | ଏବଂ ତା’ପରେ ଅବସ୍ଥିତି $pos ଅଟେ |
| 04:23 | ଏହି ମୁହୁର୍ତ୍ତରେ ଅବସ୍ଥିତି 0 ସହିତ ସମାନ ଅଟେ |
| 04:29 | ଆମେ କିଛି ଏକୋ ପାଇଁ ଟାଇପ୍ କରିଛେ. ତେଣୁ ଏହା ଯିରୋ ଅବସ୍ଥିତି ଅଟେ |
| 04:36 | ଆଭ୍ୟନ୍ତରୀଣ ଆରେ ABC ମଧ୍ୟରେ ଯିରୋକୁ ଅବସ୍ଥାପିତ କରନ୍ତୁ. ତେଣୁ ପ୍ରକୃତ କଥା ହେଉଛି ଯେ ଆମେ 0 ସ୍ଥାନରେ A ଅଛି ବୋଲି କହୁଛେ |
| 04:47 | ଯାହା ଏହି ଆରେ 123 ଅଟେ ଏବଂ ତାହା ଅବସ୍ଥିତି ଯିରୋ ଅଟେ. ତେଣୁ ପ୍ରକୃତରେ ଆମେ one ସ୍ଥାନରେ ଅକ୍ଷର A ଅଛି ବୋଲି କହୁଛେ |
| 04:56 | ଏହାକୁ ରନ୍ କରନ୍ତୁ. ଠିକ୍ ଅଛି. A, 1 ସ୍ଥାନରେ ଅଛି. ଏହାକୁ 1ରେ ପରିବର୍ତ୍ତନ କରନ୍ତୁ |
| 05:05 | Refresh କରନ୍ତୁ. ଅକ୍ଷର B, 2 ସ୍ଥାନରେ ଅଛି. ବର୍ତ୍ତମାନ ଏହି ଆପ୍ଲିକେଶନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ନାଭିଗେଟକୁ ସହଜ କରିବା ସକାଶେ, 1 ପାଇଁ ଯିରୋ ଲେଖିବାର ଆବଶ୍ୟକତାକୁ ବାହାର କରିଦିଅନ୍ତୁ |
| 05:21 | ତେଣୁ ମୁଁ ଶେଷରେ -1କୁ ରଖିବି ଏବଂ ଭଲ ଦୃଶ୍ୟମାନତା ପାଇଁ 1କୁ ବ୍ରାକେଟ୍ ମଧ୍ୟରେ ରଖିବି |
| 05:28 | ଅବସ୍ଥିତି one minus one, ପ୍ରକୃତରେ ଯିରୋ ଅଟେ. ତେଣୁ 0 ଲେଖିବା ସ୍ଥାନରେ 1 ଲେଖିବା ଦ୍ଵାରା ସମାନ ପରିଣାମ ପ୍ରାପ୍ତ ହେବ. 1 ଲେଖିବା ସ୍ଥାନରେ 2 ଲେଖିବା ଦ୍ଵାରା ସମାନ ପରିଣାମ ପ୍ରାପ୍ତ ହେବ...ଅକ୍ଷର B, 2 ସ୍ଥାନରେ ଅଛି |
| 05:43 | ଯଦି ମୁଁ 1କୁ ରଖିବି ତେବେ, 1 ସ୍ଥାନରେ A ପ୍ରାପ୍ତ ହେବ. ତେଣୁ ଯଦି ମୁଁ ଏଠାରେ ଯିରୋ ରଖିବି ତେବେ -1 ପାଇଁ ସ୍ଥାନ ରହିବ ନାହିଁ; ଆମେ Letter is in position ପ୍ରାପ୍ତ କରିବା. ତେଣୁ ଆମେ ଅକ୍ଷର କିମ୍ବା ସ୍ଥାନ ପ୍ରାପ୍ତ କରିବା ନାହିଁ |
| 06:01 | ତେଣୁ ଏହାଦ୍ଵାରା ମୁଁ ଏହାକୁ ଟିକେ ୟୁଜର୍ ଫ୍ରେଣ୍ଡଲୀ କରିଛି. ଦେଖିଥିବା ହେତୁ, ଧନ୍ୟବାଦ |